ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Bahut bhhala ligila framer ku tome amitihi sahaja Kara bhhi Than you somach😊😊
Bhala lagilae
Every nice grifting system😊❤
ସୁନ୍ଦର ଶିକ୍ଷଣୀୟ ବିଷୟରେ ଆଲୋଚନା କରିଥିବା ରୁ ଧନ୍ୟବାଦ।
Beautiful video ❤❤❤❤❤
ଧନ୍ୟବାଦ 🙏
Bahut bhala lagila
Nice presentation
Bhai good grafting
Nice friend thanks
ଭାଇ ତୁମକୁ ଧନ୍ୟବାଦ୍, ଆଶା କରୁଛି ଆହୁରି ବତାଇବେ
ଭଲ ଲାଗିଲା, ଧନ୍ୟବାଦ। ମୁଁ ମୋର ଟେରେସ୍ ଗାର୍ଡେନ୍ରେ ନିଶ୍ଚେ ଏହାକୁ ଟ୍ରାଇ କରି ଦେଖିବି।
ଭାଇ ବହୁତ ଭଲ ପରିବା ଚାଷ କରୁଛନ୍ତି ଫୋନ ନମ୍ବର ଟିକିଏ ପଠାନ୍ତୁ ଦର୍ଶକ ମାନେ ଖୁସି ହେବ ଜୟ କିଷାନ ଜୟ ଜଗନ୍ନାଥ 💐💕
ଜୟ ଜଗନ୍ନାଥ ବହୁତ୍ ବଡିଆ
ବାଇଗଣ ଗଛ ରେ ଟମାଟୋ କଲମୀ ଗଛ ସୁନ୍ଦର ଏବଂ ଲାଭଦାୟକ ସେଥିପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
Bahut Bhadiya
ଭହୁତ ସୁନ୍ଦର ଆଇ ଡିଆଁ ଧନ୍ୟବାଦ ❤👌❤️👌❤️👌
ବହୁତ୍ ବଢିଆ ପ୍ରୟାସ। କିନ୍ତୁ ଆପଣ ଙ୍କ ଠିକଣା ଦିଅନ୍ତୁ।
ବାଲେଶ୍ୱର
Nice demonstration.
Bahut bhala
Bhai.very.nice.topick.
Dhanyabad ehi video prasaran pain.
ବଜାରରେ ମିଳିଯିବ
Very nice, many many thanks bhai
Khub sundor bisaya
Very good 👍👍👌👌
Bahut badia adia
Thanks. It's a great thing. From Deogarh town, Odisha Suitable suggestions.
Very very good
ଜୟ ଜଗନ୍ନାଥ ଏମୀତିଭଲଭଲ ପରିବା ଚାଷର ଭୀଡୀଓ ଦେଖେଇଲେ ଛାତ ଉପରେ ଲଗେଇଲେ କୀଛି ଅସୁବିଧା ହବକି। ତାହା ଜଣେଇବେ ଆମେ ତ ଗରୀବ ବାରି ଜମୀ ବାଗୀ ନାହିଁ ମୂ ଏମିତି ଗଛ ଲଗେଈଵାକୁ ଭଲପାଏ ତାହା ଜଣେଇବେ କେଉଁ ମାସରେ କଣ କେତେବେଳେ କି ପ୍ରକାର ଗଛ ଲଗେଇବା ଆବଶ୍ୟକ ତାହା କହୀଵେଜୟଜଗନାଥ♥️♥️♥️♥️♥️🧄🍐🍎🥭🍆🍅🌶️🥒🍏🍈🍎🍍
ଜୟ ଜଗନ୍ନାଥ 🙏🙏🕉️ପ୍ରଥମ କଥା ହେଲା ଛାତ କେତେ ପୁରୁଣା ଦେଖିବାର ଅଛି ତା ପରେ କୁଣ୍ଡରେ ଚାରା ଲଗେଇବା ପୂର୍ବରୁ ଦୁଇଟା ଇଟା ବା ଅନ୍ୟ କୌଣସି ଜିନିଷ ରଖି ତା ଉପରେ କୁଣ୍ଡ ରଖିବେ। ଯେମିତିକି କୁଣ୍ଡ ଛାତକୁ ଟଚ୍ କରୁ ନ ଥିବ । ଏହି ଉପାୟରେ ଆପଣ ସବୁ ପ୍ରକାର ପନି ପରିବା ଫୁଲ,ଫଳ ଆଦି ଲଗେଇ ପାରିବେ
Harekrishna
Like it Bro,,super idia, tray fast sting, plB,
Jay jagannath
Jay Jagannath
Very. Nice.
Nice process 🎉
Very good 🎉
Thanks bhai.
ତୁମ ହାତର ଯାଦୁ ଖୁଵ ଚମତ୍କାର ।ସ୍ନେହ ଆଉ ଶୁଭେଛା ।ଵାଵୁ ତୁମ ଫୋନ୍ ନଂ ଲେଖିଲେ ଯୋଗାଯୋଗ କରିବା ପାଇଁ ସୁଵିଧା ହୁଅନ୍ତା । ଧନ୍ୟଵାଦ
best bhai
very nice
Good
Very nice👍
Thankyou brother
Best technical l ❤ you
Same to you ❤️💞
ଆପଣ କେଉଁ ଠାରୁ ଭିଡିଓ କନଫରେନ୍ସ କରୁଛନ୍ତି ଦୟା ପୂର୍ବକ ଜଣାଇବାକୁ ଅନୁରୋଧକ କରୁଛି?ଦୟା ପୂର୍ବକ ଜଣାଇବାକୁ ଅନୁରୋଧ କରେ
Ganeshnayakdahapaniatihidibhadrakodisa
Very good video
Very good process
Very good
Very well
ଗ୍ରାପିଟିଙ୍ଗ୍ ଜାଗାରେ କିଛି ଔଷଧ ଲଘେଇଵାଖୁ ପଡିଭ ଭାଈ
ନାଁ
କୁଠି ଘର କହନ୍ତୁ ସାର୍ Thank you sir
Nice
Thanks
ସୁପର
Anya baigana gachha ru kalama kale heba ki nahi kuhantu sir
Heba
Thank you
Kanta Baigana Ki praker Tree
Thankx
Veridc I'mnot
Very nice
❤❤
Nilakanthakhila
Grafting.tap.kaothi.miliba dayakari kahide
Online ରେ ମିଳିବ, ବହି ଦୋକାନ ରେ ମିଳିବ, ଯେ କୌଣସି ପଲିଥିନ୍ କାଟି ମଧ୍ୟ କରି ପାରିବେ
Please how you remove from column and re- instal and product to further please describe .otherwise your description is wrong.thanks
I went through the video. Please tell wheather it can be done in the month of July.
Yes
ଟମାଟୋ ଏକ ବହୁ ବର୍ଷୀୟ ଫସଲ ନୁହେଁ
Ketedina banchiba gaçhha.odia Tranlét
ବହୁ ଦିନ ପର୍ଯ୍ୟନ୍ତ
ଭଲ ଲାଗିଲା l But ବିଶ୍ୱାସ ହେଉନି
ଥରେ ଚେଷ୍ଟା କରି ଦେଖନ୍ତୁ
Talapate kanakaribaki
ତଳେ କଣା କରିବା ବହୁତ ଜରୁରୀ
ଆମ୍ବ କଳାମି କେମିତି କରାଯିବ ଘରୋଇ ଉପାୟରେ ଦୟାକରି ଭିଡିଓ ବନାନ୍ତୁ
ଆଗାମୀ କିଛି ଦିନ ମଧ୍ୟରେ ଦେଖିପାରିବେ
ସାର ଆମର ଗୋଟିଏ ଡାଳିମ୍ବ ଗଛ ଅଛି ସେଠାରେ ଫଳ ଫଳୁନି କଣ କଲେ ଫଳ ଫଳିବ
Lal patas,boran,jekounasi micro neutrission gachha mularu tikie durare diantu ebang pani kam diantu
ମାଛ କାତି, ମାଛ ଧୁଆ ପାଣି ଗଛ କୁ ଏକ ଫୁଟ ଛାଡ଼ି କରି ଦିଅନ୍ତୁ
Madira ru Nadia Pani sangraha karantu, regular spray karantu.Result janaibe.
Nice 👍 Post 🏣
ଵାଇଗଣ ନ ମିସେଇ ଗୋଟିଏ ଗ ଟମାଟ କରିଲେ ହେଵ ନାହିଁ କି ଆଜ୍ଞା
ଏହା କେତେକ ସତ ବିଶ୍ୱାସ କରାଯାଏ କି
Hau au
Bhai apon nka number sahre karibe
7381217904
😂verigud
ଭୁଲ କହିଛ ତୁମେ ଗୋଟେ ଟମାଟର କଲମୀ ଚାରାକୁ 10ଟଙ୍କା ରୁ 11ଟଙ୍କା ପଡୁଛି
Thank you ❤️💞
ଭାଇ ଜଙ୍ଗଲି ବାଇଗଣ ଗଛ କେଉଁଠି ମିଳିତ ଜଣାଇବାକୁ ଅନୁରୋଧ କରୁଛି
ବିଶେଷ କରି ରାସ୍ତା କଡ଼ରେ, ବଣ ବୁଦାରେ ସହଜରେ ମିଳିଯାଏ
Bekar katha😂
Bekar
ଥରେ ଚେଷ୍ଟା କରି ଦେଖନ୍ତୁ ଜାଣିପାରିବେ
Sir apananka mobile number send karantu.
Bahut bhhala ligila framer ku tome amitihi sahaja Kara bhhi Than you somach😊😊
Bhala lagilae
Every nice grifting system😊❤
ସୁନ୍ଦର ଶିକ୍ଷଣୀୟ ବିଷୟରେ ଆଲୋଚନା କରିଥିବା ରୁ ଧନ୍ୟବାଦ।
Beautiful video ❤❤❤❤❤
ଧନ୍ୟବାଦ 🙏
Bahut bhala lagila
Nice presentation
Bhai good grafting
Nice friend thanks
ଭାଇ ତୁମକୁ ଧନ୍ୟବାଦ୍, ଆଶା କରୁଛି ଆହୁରି ବତାଇବେ
ଭଲ ଲାଗିଲା, ଧନ୍ୟବାଦ। ମୁଁ ମୋର ଟେରେସ୍ ଗାର୍ଡେନ୍ରେ ନିଶ୍ଚେ ଏହାକୁ ଟ୍ରାଇ କରି ଦେଖିବି।
ଭାଇ ବହୁତ ଭଲ ପରିବା ଚାଷ କରୁଛନ୍ତି ଫୋନ ନମ୍ବର ଟିକିଏ ପଠାନ୍ତୁ ଦର୍ଶକ ମାନେ ଖୁସି ହେବ ଜୟ କିଷାନ ଜୟ ଜଗନ୍ନାଥ 💐💕
ଜୟ ଜଗନ୍ନାଥ ବହୁତ୍ ବଡିଆ
ବାଇଗଣ ଗଛ ରେ ଟମାଟୋ କଲମୀ ଗଛ ସୁନ୍ଦର ଏବଂ ଲାଭଦାୟକ ସେଥିପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
Bahut Bhadiya
ଭହୁତ ସୁନ୍ଦର ଆଇ ଡିଆଁ ଧନ୍ୟବାଦ ❤👌❤️👌❤️👌
ବହୁତ୍ ବଢିଆ ପ୍ରୟାସ। କିନ୍ତୁ ଆପଣ ଙ୍କ ଠିକଣା ଦିଅନ୍ତୁ।
ବାଲେଶ୍ୱର
Nice demonstration.
Bahut bhala
Bhai.very.nice.topick.
Dhanyabad ehi video prasaran pain.
ବଜାରରେ ମିଳିଯିବ
Very nice, many many thanks bhai
Khub sundor bisaya
Very good 👍👍👌👌
Bahut badia adia
Thanks.
It's a great thing.
From Deogarh town, Odisha
Suitable suggestions.
Very very good
ଜୟ ଜଗନ୍ନାଥ ଏମୀତିଭଲଭଲ ପରିବା ଚାଷର ଭୀଡୀଓ ଦେଖେଇଲେ ଛାତ ଉପରେ ଲଗେଇଲେ କୀଛି ଅସୁବିଧା ହବକି। ତାହା ଜଣେଇବେ ଆମେ ତ ଗରୀବ ବାରି ଜମୀ ବାଗୀ ନାହିଁ ମୂ ଏମିତି ଗଛ ଲଗେଈଵାକୁ ଭଲପାଏ ତାହା ଜଣେଇବେ କେଉଁ ମାସରେ କଣ କେତେବେଳେ କି ପ୍ରକାର ଗଛ ଲଗେଇବା ଆବଶ୍ୟକ ତାହା କହୀଵେଜୟଜଗନାଥ♥️♥️♥️♥️♥️🧄🍐🍎🥭🍆🍅🌶️🥒🍏🍈🍎🍍
ଜୟ ଜଗନ୍ନାଥ 🙏🙏🕉️ପ୍ରଥମ କଥା ହେଲା ଛାତ କେତେ ପୁରୁଣା ଦେଖିବାର ଅଛି ତା ପରେ କୁଣ୍ଡରେ ଚାରା ଲଗେଇବା ପୂର୍ବରୁ ଦୁଇଟା ଇଟା ବା ଅନ୍ୟ କୌଣସି ଜିନିଷ ରଖି ତା ଉପରେ କୁଣ୍ଡ ରଖିବେ। ଯେମିତିକି କୁଣ୍ଡ ଛାତକୁ ଟଚ୍ କରୁ ନ ଥିବ । ଏହି ଉପାୟରେ ଆପଣ ସବୁ ପ୍ରକାର ପନି ପରିବା ଫୁଲ,ଫଳ ଆଦି ଲଗେଇ ପାରିବେ
Harekrishna
Like it Bro,,super idia, tray fast sting, plB,
Jay jagannath
Jay Jagannath
Very. Nice.
Nice process 🎉
Very good 🎉
Thanks bhai.
ତୁମ ହାତର ଯାଦୁ ଖୁଵ ଚମତ୍କାର ।ସ୍ନେହ ଆଉ ଶୁଭେଛା ।ଵାଵୁ ତୁମ ଫୋନ୍ ନଂ ଲେଖିଲେ ଯୋଗାଯୋଗ କରିବା ପାଇଁ ସୁଵିଧା ହୁଅନ୍ତା । ଧନ୍ୟଵାଦ
best bhai
very nice
Good
Very nice👍
Thankyou brother
Best technical l ❤ you
Same to you ❤️💞
ଆପଣ କେଉଁ ଠାରୁ ଭିଡିଓ କନଫରେନ୍ସ କରୁଛନ୍ତି ଦୟା ପୂର୍ବକ ଜଣାଇବାକୁ ଅନୁରୋଧକ କରୁଛି?ଦୟା ପୂର୍ବକ ଜଣାଇବାକୁ ଅନୁରୋଧ କରେ
Ganeshnayakdahapaniatihidibhadrakodisa
Very good video
Very good process
Very good
Very well
ଗ୍ରାପିଟିଙ୍ଗ୍ ଜାଗାରେ କିଛି ଔଷଧ ଲଘେଇଵାଖୁ ପଡିଭ ଭାଈ
ନାଁ
କୁଠି ଘର କହନ୍ତୁ ସାର୍ Thank you sir
ବାଲେଶ୍ୱର
Nice
Thanks
ସୁପର
Anya baigana gachha ru kalama kale heba ki nahi kuhantu sir
Heba
Thank you
Kanta Baigana Ki praker Tree
Thankx
Veridc
I'mnot
Very nice
❤❤
Nilakanthakhila
Grafting.tap.kaothi.miliba dayakari kahide
Online ରେ ମିଳିବ, ବହି ଦୋକାନ ରେ ମିଳିବ, ଯେ କୌଣସି ପଲିଥିନ୍ କାଟି ମଧ୍ୟ କରି ପାରିବେ
Please how you remove from column and re- instal and product to further please describe .otherwise your description is wrong.thanks
I went through the video. Please tell wheather it can be done in the month of July.
Yes
ଟମାଟୋ ଏକ ବହୁ ବର୍ଷୀୟ ଫସଲ ନୁହେଁ
Ketedina banchiba gaçhha.odia Tranlét
ବହୁ ଦିନ ପର୍ଯ୍ୟନ୍ତ
ଭଲ ଲାଗିଲା l But ବିଶ୍ୱାସ ହେଉନି
ଥରେ ଚେଷ୍ଟା କରି ଦେଖନ୍ତୁ
Talapate kanakaribaki
ତଳେ କଣା କରିବା ବହୁତ ଜରୁରୀ
ଆମ୍ବ କଳାମି କେମିତି କରାଯିବ ଘରୋଇ ଉପାୟରେ ଦୟାକରି ଭିଡିଓ ବନାନ୍ତୁ
ଆଗାମୀ କିଛି ଦିନ ମଧ୍ୟରେ ଦେଖିପାରିବେ
ସାର ଆମର ଗୋଟିଏ ଡାଳିମ୍ବ ଗଛ ଅଛି ସେଠାରେ ଫଳ ଫଳୁନି କଣ କଲେ ଫଳ ଫଳିବ
Lal patas,boran,jekounasi micro neutrission gachha mularu tikie durare diantu ebang pani kam diantu
ମାଛ କାତି, ମାଛ ଧୁଆ ପାଣି ଗଛ କୁ ଏକ ଫୁଟ ଛାଡ଼ି କରି ଦିଅନ୍ତୁ
Madira ru Nadia Pani sangraha karantu, regular spray karantu.
Result janaibe.
Nice 👍 Post 🏣
ଵାଇଗଣ ନ ମିସେଇ ଗୋଟିଏ ଗ
ଟମାଟ କରିଲେ ହେଵ ନାହିଁ କି ଆଜ୍ଞା