Bhajan Antakhyari EP74

แชร์
ฝัง
  • เผยแพร่เมื่อ 20 ธ.ค. 2024

ความคิดเห็น • 134

  • @kshitishacharya7235
    @kshitishacharya7235 ปีที่แล้ว +4

    ବାଃ ବାଃ ଅନ୍ତରା. ବହୁତ ସୁନ୍ଦର ସ୍ୱର

  • @anilgouda2476
    @anilgouda2476 9 หลายเดือนก่อน +3

    Super shricharan sir ❤❤ Nice episode 👌🏻

  • @anjalidehury2933
    @anjalidehury2933 3 ปีที่แล้ว +2

    Shri ramchandra ki jai Geeta thawaro bahut Khushi Charan bhai

  • @pstchannel1103
    @pstchannel1103 4 ปีที่แล้ว +3

    ରାଜା କହେ ରାଣୀ ଭଜନ ମନ ଖୁସି କରିଦଲା ଧନ୍ୟବାଦ ଚରଣ ଭାଇ

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ମନ୍ମଥ ସାର ଗୀତିକାର ମାନଙ୍କର ଭୁଲ ଠିକଭାବେ ଧରିଛାନ୍ତି ,ସାରଙ୍କୁ ଅଶେଷ ଆଶେଷ ଧନ୍ୟବାଦ ,ଚଣ୍ଡୀଦାସ ।

  • @anandapanda8354
    @anandapanda8354 4 ปีที่แล้ว +4

    Sricharana. Sir. Is. The. Best. Singer and. Bestcamedian. In. Bhajan. Antakyari

  • @SanatanaMallick-s4o
    @SanatanaMallick-s4o ปีที่แล้ว

    Sri Charan Bhai mu.tumar.best.fanes🎉❤🎉

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ଶୈଳ ମାମ ଭୁଲ ଗାଇଲେ , ଠିକ ହେଉଛି , ଯଥା---ହେମ ହରିଣୀ ଧୀରେ ଧାମନ୍ତେ ସୁନ୍ଦର ଧରଣୀ ,,ଚଣ୍ଡୀଦାସ ।

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว +1

    କଳାକାର ମାନେ ରାମଙ୍କର ଓ ଶିବଙ୍କ ଉପରେ ବହୁତ ଭଜନ ଗାଉଛନ୍ତି ତେଣୁ ଏକ ମିବେଦନ କି ଭାରତରେ ଶିବଙ୍କର ଶ୍ରେଷ୍ଟ ଧାମ ଅଛି ତାର ନାମ କଣ କଣ ? ତା ଭିତରୁ ପୁଣି କେତୋଟି ଶ୍ରେଷ୍ଠ ଧାମ ଅଛି ୟାର ନାମ କଣ କଣ ? କାହିବାକୁ ନିବେଦନ ,ଚଣ୍ଡୀଦାସ ।

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว +1

    ରାମଙ୍କ ଧମୁର ନାମ କୋଦଣ୍ଡ ହେଲେ ଶିବଙ୍କ ଧନୁର ନାମ କଣ ଏବଂ ନାରାୟଣ ଧନୁର ନାମ କଣ ? 😢

  • @ishanamohanty5033
    @ishanamohanty5033 3 ปีที่แล้ว +2

    Jay sriram har har mahadev Jay Odisha Jay bharat 🇮🇳🙏

  • @vipinaik5659
    @vipinaik5659 ปีที่แล้ว

    Sri Charan Bhai best all Singer very nice Jay jagannath ,

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    କେଉଁ ଫୁଲଟି ଶିବଙ୍କର ଅତିପ୍ରିୟ ଏବଂ ଏମିତି କେଉଁ ଫୁଲ ଅଛିକି ଯାହା କେବଲମାତ୍ର ବର୍ଷକୁ ଥରେ ମାତ୍ର ଶିବଙ୍କ ପୂଜାରେ ଲାଗେ ,

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    କ୍ଷମା କରିବେ ଆଜ୍ଞା , ଓଡ଼ିଆ ଭଜନ ଅନ୍ତାକ୍ଷରୀ ମଧ୍ୟରେ ହିନ୍ଦୀ ଓ ସଂସ୍କୃତ ପୁରାକବା ମୋତେ ବହୁତ ଅପ୍ରାସଙ୍ଗିକତା ବୋଧ ଗମ୍ୟ ଲାଗିଲା , ଚଣ୍ଡୀଦାସ ।

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว +2

    ଡମ୍ବରୁ ଗୀତର ଦ୍ବିତୀୟ ପାଦର ଶେଷ ଶବ୍ଦଟି ବୁଝି ହେଉନାହିଁ ବୋଧେ ହେବେଳେଇ ଗାଈଦେଲେ ,ପ

  • @wisdomvehicle707
    @wisdomvehicle707 5 ปีที่แล้ว +6

    ସସ୍ମିତା ମିଶ୍ର ବହୁତ ସୁନ୍ଦର , ଅନ୍ତରା ଙ୍କ ସୁନ୍ଦର ରୂପ ଓ ଶୈଳଭାମା ଙ୍କ ଆକର୍ଷଣୀୟ କଣ୍ଠ ପ୍ରୋଗ୍ରାମ କୁ ସୁନ୍ଦର କରିଛି

  • @nirajannayakniranjannayak8040
    @nirajannayakniranjannayak8040 3 ปีที่แล้ว

    Thanks. Manmath.sir.our.total.parthna.team.all.singer.mananku.super.super.duper.very.very.thanks

  • @babulisahoo8399
    @babulisahoo8399 ปีที่แล้ว

    ବହୁତ ସୁନ୍ଦର ହେଇଛି

  • @judhisthiranaik2503
    @judhisthiranaik2503 ปีที่แล้ว

    ବହୁତ ବଢିଆ ଲାଗିଲା

  • @rajakumarrajakumar6086
    @rajakumarrajakumar6086 4 ปีที่แล้ว

    ବହୁତ୍ ବଡିଆ ବହୁତ୍ ବଡିଆ ।
    ଜୟ ଜଗନ୍ନାଥ ।

  • @kodanda1234
    @kodanda1234 ปีที่แล้ว

    New star sasmita bahut vala gauchhanti

  • @pstchannel1103
    @pstchannel1103 4 ปีที่แล้ว +4

    ଚରଣ ଭାଇ ଆପଣଙ୍କ କମିଡି ମୋତେ ବହୁତ ଭଲ ଲାଗେ

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว +1

    କ୍ଷମା କରିବେ ଆଜ୍ଞା , ସବୁଭାଷାରେ ଭଜନ ଅଛି ହେଲେ ଯେହେତୁ ଆମେ ଓଡ଼ିଆ ଆମଦେଶ ହେଲା ଓଡିଶା ତେଣୁ କେବଳ ଓଡ଼ିଆ ଭଜନ ପରିବେଷଣ ହେବା ବିଧେୟ କଣ ଓଡ଼ିଆରେ ଭଜନ ନାହିଁକି ?ଯେ ହିନ୍ଦୀ ଭାଜନକୁ ସ୍ଥାନିତ କରାଯାଉଛି ଏହା ପ୍ରାସଙ୍ଗୀଙ୍କ ଲାଗିଲାନାହିଁ ,ଧନ୍ୟବାଦ , ଚଣ୍ଡୀଦାସ ।

    • @sunilchoudhury2988
      @sunilchoudhury2988 8 หลายเดือนก่อน

      Sir Hindi Re apana bhajana Sunathini ki ❤

    • @sunilchoudhury2988
      @sunilchoudhury2988 8 หลายเดือนก่อน

      ଆପଣ ଟିକେ ହିନ୍ଦୀ ଭଜନ ବୋଲି ଓଡ଼ିଆ ରେ ଠିକ୍ ଲେଖିନ୍ତୁ।।।।।।ଆଉ ହିନ୍ଦୀ ର ଭଜନ ଆପଣ ସୁନଥିନି ବୋଧେ 😢😢😢😢

  • @deepakparida912
    @deepakparida912 7 ปีที่แล้ว +2

    Jay prathana Chanel
    Jay Jagannath swami
    Jay charan Vi
    Jay Ho
    Jay

  • @ArupamaBiswal-f7k
    @ArupamaBiswal-f7k ปีที่แล้ว

    Sri Charan bhai is making funny which feels good

  • @snu9906
    @snu9906 3 ปีที่แล้ว +10

    Sri Charan Classic😂
    4:50
    10:45
    12:05
    16:45
    19:35
    23:22
    24:33
    29:20
    32:17
    35:12 35:50
    48:05 49:54

  • @HurshikesaMishra
    @HurshikesaMishra 8 หลายเดือนก่อน

    Actual.hero.manmath mishra.guru.sricharanmohanty.best singer specific bhajan

  • @shubhrakantbarik9156
    @shubhrakantbarik9156 3 ปีที่แล้ว

    Mu janiparuni emiti sundar program ku loka kemiti napasanda karuchanti

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ଶୈଳ ମାମ ପୁଣି ଭୁଲ ଗାଇଲେ "ହେମହରିଣୀ ଧୀରେ ଧାମନ୍ତେ ସୁନ୍ଦର ଧରଣୀ "ଏଇଟା ସମ୍ପୂର୍ଣ୍ଣ ଠିକ ,କବି ଚଣ୍ଡୀଦାସ ।

  • @bbhabanipatra4018
    @bbhabanipatra4018 2 ปีที่แล้ว

    I love u sasmita mam.......

  • @rabipanda8522
    @rabipanda8522 9 ปีที่แล้ว +11

    Thanks for charan bhai......very nice...

  • @subratpradhan7259
    @subratpradhan7259 วันที่ผ่านมา

    ମନ୍ମଥ ମିଶ୍ର ମହୋଦୟ ଏ ହିନ୍ଦୀ ଭାଷାରେ ଭଜନ ପରିବେଷଣ କରିବା କଣ ଆବଶ୍ୟକ... କଣ ଓଡ଼ିଆଭାଷା ରେ ଶିବ ଏବଂ ରାମଙ୍କ ଭଜନ ନାହିଁ କି... ଛି ଛି ଛି

  • @nisihkantabarik94
    @nisihkantabarik94 5 ปีที่แล้ว +4

    ଓମ୍ ନମ୍ଃ ଶିବାୟ,ଜୟ ଶ୍ରୀ ରାମ,ଚରଣ ଭାଇ

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ଆଳତୀ ଭାଷି ଆସେନାହିଁ ଏହା ପ୍ରାସଙ୍ଗିକ ଲାଗୁନାହିଁ ବରଂ " ମଙ୍ଗଳ ଆଳତୀ ଶଙ୍ଖ ଘଣ୍ଟା ଧ୍ୱନୀ ପବନରେ ଭାଷିଆସେ ଏଇଟା ପୁରା ପ୍ରାସଙ୍ଗିକ ଚିନ୍ତାକାରନ୍ତୁ ,ଚଣ୍ଡୀଦାସ ।

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ଓଡ଼ିଆ ଭଜନରେ ଯଦି ହିନ୍ଦୀ ଗୀତକୁ ସ୍ଥାନିତ କରାଗଲା ତେବେ ଅନ୍ୟାନ୍ୟ ଭାଷାର ଗୀତକୁବି ସ୍ଥାନିତ କରାଯାଉ ଦେଖିବା କିଏ କେତେ ପ୍ରକାର ଭାଷାରେ ଗୀତ ଗାଇପାରୁଛନ୍ତି ,ତାରନାମ କରନା କରାଯାଉ କି ଅନ୍ତାକ୍ଷରୀ ଭଜନ ଖେଚୁଡ଼ି , କବି ଚଣ୍ଡୀଦାସ ।

  • @bibhutisaha4648
    @bibhutisaha4648 ปีที่แล้ว

    Raati paahi paahi aasei ..champa maha maha baasei

  • @bikashkumarpradhan1045
    @bikashkumarpradhan1045 3 ปีที่แล้ว +1

    Best Episode 👍 Jay Jagannath 🙏

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ଗୋଟିଏ " ଠୁମକ " ନୁହେ ମୂଳରଚନାରେ ଠୁମକ ଠୁମକ ଦୁଇଟି ଶବ୍ଦ ଥାଏ ତେଣୁ ଗାଇବା ଭୁଲ ,ଚଣ୍ଡୀଦାସ ।

  • @sunilbiswal17
    @sunilbiswal17 6 ปีที่แล้ว +1

    Jay sir ram jay siba sabhu

  • @dusmantasahoo3860
    @dusmantasahoo3860 6 ปีที่แล้ว +5

    One of best episode

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ଶ୍ରୀଚରଣ ବାବୁ ଠିକ ଗୀତ ଗାଇଲେ ମନ୍ମଥସାରବି ଠିକ ଧରିଥିଲେ ହେଲେ ଶ୍ରୀଚରଣବାବୁ ଗୀତଟିକୁ ସଜେଇ ପାରିଲେନାହିଁ କାରଣ " ଚକ୍ରଧାରୀ ତୁମେ କୋଦଣ୍ଡ ଧାରୀକୁ ବଦଳେଇ ଦେଇଥିଲେ ଠିକ ହୋଇଥାନ୍ତା ଯଥା --କୋଦଣ୍ଡାଧାରୀ ତୁମେ ଚକ୍ରଧାରୀ , ବରଂ ଏଇଟା ଅଧିକ ଯୁକ୍ତି ଯୁକ୍ତ ହୋଇଥାନ୍ତା ତାର ତାତ୍ପର୍ଯ୍ୟ ହେଲା ତ୍ରେ ତୟାରେ କୋଦଣ୍ଡ ଦ୍ୱାପରରେ ଚକ୍ର ,କବି ଚଣ୍ଡୀଦାସ ।

  • @pravatiswain8794
    @pravatiswain8794 7 หลายเดือนก่อน

    Jaya jagannath ❤

  • @shikhadeeplaxmimandal5023
    @shikhadeeplaxmimandal5023 5 ปีที่แล้ว +5

    Sri charan is the best......he is thebest

  • @HimanshubalaPradhan
    @HimanshubalaPradhan ปีที่แล้ว +1

    Ahiprogram atichamaka ama deshapa

  • @gourangomohanty2554
    @gourangomohanty2554 6 ปีที่แล้ว +1

    Antora chokrobati voice is very beautiful

  • @bibhutisaha4648
    @bibhutisaha4648 ปีที่แล้ว

    Rishi Kapoor ram ji ki leela hai nyaari

  • @satyanarayanjena964
    @satyanarayanjena964 3 ปีที่แล้ว

    Ehi Ram nka dhoom re Manmoth sir nka upare gote - point lagiba uchhit.

  • @shridharkumarpanda2248
    @shridharkumarpanda2248 3 ปีที่แล้ว +1

    ଶଶ୍ମିତା ମିଶ୍ର, ଗାୟିକା ଜଣକ ଅନ୍ୟ episode ରେ ଆସିଲେ ନାହିଁ। ସେ ମଧ୍ୟ ଜଣେ ଉତ୍ତମ ଗାୟିକା।

  • @chittaranjansau2295
    @chittaranjansau2295 2 ปีที่แล้ว

    Very nice Episode

  • @bansidharaparida4414
    @bansidharaparida4414 5 ปีที่แล้ว +2

    my fevoried charana bhai

  • @ranjansahoo6864
    @ranjansahoo6864 ปีที่แล้ว

    🙏🙏🙏🙏🙏🙏🙏

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ଭଗବାନ ରାମଚନ୍ଦ୍ର ଯେଉଁ ଶିବଧନୁକୁ ଭାଙ୍ଗିଥିଲେ ସେ ଧନୁକୁ ବାଲ୍ୟ ଅବସ୍ଥାରେ କିଏ ଟେକା ଉଠା କରୁଥିଲେ କି ? ସେ କିଏ ?

  • @dineshsatpathy9804
    @dineshsatpathy9804 7 ปีที่แล้ว +10

    the all time hit show ☺

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ନାଗେନ୍ଦ୍ର ହାରାୟ ସ୍ତୋତ୍ର ଟି ଭଜନନୁହେଁ ଏହା ଭଜନରେ ସ୍ଥାନଦେବାଟା ପ୍ରାସଙ୍ଗିକତା ଲାଗିଲାନାହିଁ ,

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ଠୁମକ ଚଲତ ଗୀତ ଭୁଲ ଗାଇଲେ ଆଉ ଗୋଟେ ଠୁମକ ଶବ୍ଦ ଲାଗିଥାନ୍ତା ଯଥା---ଠୁମକ ଠୁମକ ଚଲତ ରାମ ,ଏଇଟା ଠିକ ,ଚଣ୍ଡୀଦାସ ।

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ଜାଗର ଶବ୍ଦର ଅର୍ଥ କଣ ? ଶିବ ରାତ୍ରୀକୁ କାହିଁକି ଜାଗର କୁହାଯାଏ ?ତାର ତାତ୍ପର୍ଯ୍ୟ କଣ ? ଚଣ୍ଡୀଦାସ ।

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ରାମଜୀକି ନିକିଲି ସଵାରୀ ,ଏଗୀତଟି କେତେବେଳେ ବୋଲା ଯାଇଥିଲା , କହିବେ ,ଚଣ୍ଡୀଦାସ

    • @sunilchoudhury2988
      @sunilchoudhury2988 8 หลายเดือนก่อน

      Agyan Seita Bhajana Nhi boli kohuchonti ki apana ...Hele Hindi Language ku apana india ro manantini apana bodhe India Bahare ro loko😢😢

  • @hattanathsahoo978
    @hattanathsahoo978 2 ปีที่แล้ว

    Ram dhun change jukti 36.00

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ରାମଙ୍କ ଧନୁ କୋଦଣ୍ଡ ହେଲେ ଶିବଙ୍କ ଧନୁର ନାମ କଣ ?ଚଣ୍ଡୀଦାସ ।

  • @singertukunavlog77
    @singertukunavlog77 2 ปีที่แล้ว

    antara ra voice supar

  • @rabipanda8522
    @rabipanda8522 8 ปีที่แล้ว +5

    very nice Jagannath bless to all singers

  • @ShreeRam-x2h
    @ShreeRam-x2h 3 หลายเดือนก่อน

    ❤❤❤❤❤

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    କ୍ଷମା କରିବେ ଆଜ୍ଞା ,ମୋ କ୍ଷୁଦ୍ର ଜ୍ଞାନ ଗାରୀମା ଦୃଷ୍ଟିରୁ ନିବେଦନ କରେକି ଆମେ ଓଡ଼ିଆ ଭଜନ ଅନ୍ତାକ୍ଷରୀ ହେଉଛି ଓଡ଼ିଆ ତେଣୁ ଏଭିତରେ ହିନ୍ଦି ଏବଂ ସଂକୃତ ଗାଇବା ପ୍ରାସଙ୍ଗିକତା ବୋଧ ଲାଗୁନାହିଁ ,ଏହା ଉପରେ ବିଚାର କରିବେ ।

    • @sunilchoudhury2988
      @sunilchoudhury2988 8 หลายเดือนก่อน

      Apana Hindi Bhajana Sunathini bodhe ❤

  • @dibakaradebta2887
    @dibakaradebta2887 3 ปีที่แล้ว

    Charn is best

  • @wisdomvehicle707
    @wisdomvehicle707 5 ปีที่แล้ว +4

    Program is perfectly perfect

  • @barkitsamal4670
    @barkitsamal4670 6 ปีที่แล้ว +1

    nice song and super song

  • @bikashkumarpradhan1430
    @bikashkumarpradhan1430 3 ปีที่แล้ว

    My Favourite Program

  • @kusumamanjarimahauti913
    @kusumamanjarimahauti913 3 ปีที่แล้ว +1

    🙏👍

  • @samir-zh9yz
    @samir-zh9yz 4 ปีที่แล้ว +1

    Jai shree ram

  • @kunumohapatro5504
    @kunumohapatro5504 7 หลายเดือนก่อน

    ଚରଣ ଭାଇ କମିଡିୟନ

  • @kulamani7754
    @kulamani7754 5 ปีที่แล้ว +2

    Best episode

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ମନ୍ମଥ ସାର ଯେଉଁ। " ରଘୁପତି ରାଘବ " ଗୀତ ଗାଇଲେ ତାର ପରପଦ କିଏ ଗାଇବେକି ? ଚଣ୍ଡୀଦାସ ।

  • @subratsahu9933
    @subratsahu9933 6 ปีที่แล้ว +1

    Jay Jagannath swami

  • @Technical_Girija-Sir
    @Technical_Girija-Sir 4 ปีที่แล้ว

    Shreecharan sir char Chad lageideianti episode ku

  • @jayhind5314
    @jayhind5314 4 ปีที่แล้ว

    JAY JAGANNATH SWAMI

  • @saratchandrabal579
    @saratchandrabal579 ปีที่แล้ว

    Without Sricharan mohanty, ଓଡ଼ିଆ ଅନ୍ତlକ୍ଷରୀ is meaning less.

  • @jayhind5314
    @jayhind5314 4 ปีที่แล้ว

    OM NAMAH SIVAYA

  • @hattanathsahoo978
    @hattanathsahoo978 2 ปีที่แล้ว

    Jay shree ram🙏

  • @sameerjena5407
    @sameerjena5407 4 ปีที่แล้ว +1

    Super

  • @kalandimahakud8658
    @kalandimahakud8658 5 ปีที่แล้ว

    Very nice pragaram my best

  • @dipun121
    @dipun121 2 ปีที่แล้ว

    Find 3 😁 for the best use of the Bhajan Antakhyari
    Pike Wish By The ଭଜନ ଅନ୍ତାକ୍ଷରୀ

  • @tunasahoo5203
    @tunasahoo5203 4 ปีที่แล้ว +1

    Thank you all of you

  • @killjoykilljoy1926
    @killjoykilljoy1926 3 ปีที่แล้ว

    NYC

  • @bishmaydasbishmaydas1890
    @bishmaydasbishmaydas1890 6 ปีที่แล้ว +1

    Vari nice pagrsm

  • @sunilmohapatra1237
    @sunilmohapatra1237 4 ปีที่แล้ว

    Nice programme

  • @BishnukumarBaral-es6gx
    @BishnukumarBaral-es6gx ปีที่แล้ว

    ଓଡ଼ିଆ ଭଜନ ଅନ୍ତାକ୍ଷରୀ ମଧ୍ୟରେ ହିନ୍ଦୀ ଭଜନ ଗାଇବାଟା ପ୍ରସଂଗୀକତା ଲାଗିଲାନାହିଁ ଓଡ଼ିଆରେ
    କଣ ଗୀତନାହିଁ କି?

    • @sunilchoudhury2988
      @sunilchoudhury2988 4 หลายเดือนก่อน

      Apana bharat re rohunahanti bodhe alga country re rohuchonti bodhe 😅😅😅

  • @gyanendrasahani4286
    @gyanendrasahani4286 8 ปีที่แล้ว +2

    very nice

  • @kulamani7754
    @kulamani7754 5 ปีที่แล้ว +1

    Thanks for all

  • @ADITYAKUMAR-rg9em
    @ADITYAKUMAR-rg9em ปีที่แล้ว

    यह अंताक्षरी ओड़िया में है अथवा हिंदी में, कुछ समझ नहीं आ रहा है।

  • @papu6792
    @papu6792 9 หลายเดือนก่อน

    35:50

  • @minatidas3533
    @minatidas3533 4 ปีที่แล้ว

    Satyvama is my favorite singer

  • @balaramroul758
    @balaramroul758 5 ปีที่แล้ว

    Very Nice....

  • @reepakkumar6589
    @reepakkumar6589 6 ปีที่แล้ว +1

    👍👍👍👌👌👌👌

  • @pradiptasahoopsahoo3374
    @pradiptasahoopsahoo3374 6 ปีที่แล้ว +2

    Charan .bhai kana Kala

  • @biswajitnayak5347
    @biswajitnayak5347 5 ปีที่แล้ว

    Very nice

  • @santoshbehera4351
    @santoshbehera4351 4 ปีที่แล้ว +1

    Supp program

  • @manasranjan881
    @manasranjan881 2 ปีที่แล้ว

    1440

  • @debashishmajhi4108
    @debashishmajhi4108 4 ปีที่แล้ว

    Good singing

  • @bibhutisaha4648
    @bibhutisaha4648 ปีที่แล้ว

    Paana patara

  • @pradiptasahoopsahoo6943
    @pradiptasahoopsahoo6943 5 ปีที่แล้ว

    Nice