ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ବିଜୟ ବାବୁ ଯେଉଁ ନୂଆ ଧାରାଟି ପ୍ରସ୍ତାବଦେଲେ ବହୁତ ସୁନ୍ଦର ଧାରା ଏଥିରେ କଳାକାର ମାନଙ୍କର ଜ୍ଞାନ ଗାରିମା ପରୀକ୍ଷା ହେବା ସହିତ ଜ୍ଞାନର ପରି ବର୍ଦ୍ଧିତ ହେବା ବହୁତ ସମ୍ଭାମ୍ବନା ,ଚଣ୍ଡୀଦାସ।
ଆମ ଶ୍ରୀଚରଣ ଭାଇନା ପୁରା 🔥🔥ଦେଉଛନ୍ତି 🙋♂️ଜୟ ଜଗନ୍ନାଥ 🙏🙏ସମସ୍ତ ଙ୍କୁ ଭଲରେ ରଖନ୍ତୁ 🙏❤️❤️
ବିଜୟ ସୀର ଯେଉଁ ପ୍ରସ୍ତାବ ଦେଲେ ବହୁତ ସୁନ୍ଦର ଧାରା କି ପ୍ରଥମ ଶବ୍ଦର ଅନ୍ତ ଅକ୍ଷରରୁ ଗୀତ ଆରମ୍ଭ ହେବା ଉଚିତ ।
Charana Sir jou gote gote ghita gauchhanti sei ghita ta sei episodera best ghita au tanka pain bhajan antakhyari samaste dekhuchhanti
କଳାକାର ମାନଙ୍କ ଭିତରେ ଗୀତସଙ୍ଗୀତ ଜଗତରେ ଶ୍ରୀଚରଣ ବାବୁଙ୍କର ସମସ୍ତଙ୍କଠାରୁ ଅଧିକଜ୍ଞାନ ଥିବାର ଅନୁମେୟହୁଏ ଧନ୍ୟବାଦ ,ଚଣ୍ଡୀଦାସ ।
ଆଜ୍ଞା , ପ୍ରୋଗ୍ରାମଟି ହେଉଛି ଭଜନ ଅନ୍ତାକ୍ଷରୀ ହେଲେ ଲଷ୍ମୀ ପୁରାଣ ଗୀତ କଣ ଭଜନ କି,? ଏହାକିପିରି ଗ୍ରହଣୀୟ ହେଲା ଏହା ଉଚିତନୁହେଁ ,
Mo prabhu jagannatha emiti odishara garba gourab singer mananku sabubele bhalare rakhithantu.
Charan sir dayakari aga pachha bichara karan tu apana bhala bhabare janichhan ti bahut bhala karibaku jai pura khara hei jae
Nua Brasaray. Mahaprabhu Samastnkra Sariraku Arogya Rakhithantu ଜୟ jagannath
Sailabhama, smt manasi khubSundar singer ଧନ୍ୟବାଦ. କମହେବ, ଯଶସ୍ବୀ ପ୍ରତିଭା ବାନ ସିଙ୍ଗର, ଧନ୍ୟ ତାଙ୍କ କଣ୍ଠ ର ଲହରୀ. ଅଦ୍ୱିତୀୟପ୍ରତିଭା. ଈଶ୍ୱର କଲ୍ୟାଣ କରନ୍ତୁଧନ୍ୟବାଦ ତାଙ୍କ ପରିବାର ବର୍ଗଙ୍କୁ
Rabi bhai bahuta sunder gaele👍💯
Jay jaganath 🙏 🙏🌼 🌼☺️ so nice Rabi Bhai very good 🙏 🙏🌼 🌼☺️😍 😊😊😍😍
Hare Krishna hare Krishna hare Krishna Krishna Krishna Krishna hare hare hare hare rama hare rama hare rama rama rama rama hare rama Jay radhe Krishna Jay shree ram
Charan bhae tuma ku bhagaban khusira rakhantu
Prathana chenel ku au samasta kalakar ,sahajogi manaku mor sata pranam
Jay Jagannath, LP re namaste kamala mayee aati daya bati..hoi thanta
Saila Bhama maddam bahut sundara gita
Jai jagganath,,,bahut Maja lagila ,, special Charan sir
Charan sir bahut bhala lagila...suna chadhei gita ti
My all time favourite Charan bhai
ଭଜନ ଜଗତରେ ଆଜିର କଳାକାରମାନେ ବହୁତ ଗଭୀର ଜ୍ଞାନର ଅଧୀକାର ବୋଲି ମୋର ପୂର୍ଣ୍ଣ ଅନୁଭବହେଲା ତେଣୁ ସବୁ କଳାକାର ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ,
Very nice sricharana bhai
ବହୁତ ବହୁତ ସୁନ୍ଦର ଲାଗିଲା
Jay jaganath rabindra Bhai very good 🙏 🙏
ମଲ୍ଳ ସାର୍ ଙ୍କ ହିସାବ ଅଲଗା ଥିଲା 😊 ପରିବେଷିତ ଗୀତର ପ୍ରଥମ ଶବ୍ଦର ଶେଷ ଅକ୍ଷର😊
Manmatha Nana namskar thank you for Antakshari programm
Saila apa sabubele kastia Gita gauchhantisamastanku mora❤🙏🙏🙏❤️
😊wwqqqqqqqqqqqqqqqqqqqqqqqqqqqqqqqqqwqqqqqqwwqqqqqqwwqqq
ଶ୍ରୀ ଚରଣ ଭାଇ ଙ୍କ ପାଇଁ ଏ ପ୍ରୋଗ୍ରାମ ହିଟ ହେଉଛି
Ati sundara
୨୦୨୫ରେ କିଏ ଦେଖୁଛନ୍ତି ଲାଇକ କରନ୍ତୁ
Sricharn sir Big fan ❤
ଶ୍ରୀଚରଣ sir God bless u
Very nice Episode
ଓଡିଶା ରେ ପ୍ରାର୍ଥନା ମଞ୍ଚ ରେ ସମସ୍ତ କଳାକାର ଙ୍କୁ ବହୁତ ବହୁତ ଧନ୍ୟବାଦ...... ମୁଁ ବିଶେଷ କୃତଜ୍ଞ, କାରଣ ଦୀର୍ଘ ଆଠ ମାସ ମୋର ମୁଖ କର୍କଟ ଅସ୍ତ୍ରୋପଚାର ପର ଠାରୁ ଆଜି ପର୍ଯ୍ୟନ୍ତ ଯଦି ମୁଁ ଆନନ୍ଦ ରେ ରହୁଛି,,, ତା କେବଳ ଏହି ଭଜନ ଶୁଣି.... 🙏🙏🙏🙏
Ravindra mahapatra performance on song daya Kara Dina bandhu shubhe jau aaja Dina is osm ,❤️❤️
Sundar team aau pradip e be junior re ei team puni repeat hau aau new nuhe ki old nuhe ei majhi team badhia
Charan bhai nka pain bahut Bhala laguchi
Pradeep bhai love you
Sri Charan...Ravi Bhai bahut sunder gauchhanti
ମନ୍ମଥସାର ଯେଉଁ ପ୍ରଥମ ଗୀତଟି ଗାଇଲେ ସେ ଗୀତରେ କିଛି ନିନ୍ମ ଧରଣର ଶବ୍ଦ ସଂଯୋଜନା କରାଯାଇଛି ତେଣୁ ଭାବଟିକିଏ କମିଗଲାପରି ଅନୁଭବ ହୁଏ ଯଦି କିଛି ଓଜନିଆ ଶବ୍ଦ ପ୍ରୟୋଗ କରାଯାଇଥାନ୍ତା ଅଧିକ ଭାବ ତଥା ଅଧିକ ମଧୁର ଲାବିଥାନ୍ତା ,ଧନ୍ୟବାଦ ,ଚଣ୍ଡୀଦାସ ।
ଆଜିର ଭଜନ ଅନ୍ତକ୍ଷ୍ୟରୀର ସଂଗୀତ କଳାକାର ଜଣେ ଜଣେ ପ୍ରତିଭାବାନ, ଏମାନଙ୍କu ମଧ୍ୟରେ ଦୁଇ ଧୂରିଣ କଳାକାର ସମ୍ମାନୀୟା ମାନସୀ ଏବଂ ଶୈଳଭାମାଙ୍କ କଣ୍ଠର ଲାଳିତ୍ୟ ସ୍ୱତନ୍ତ୍ର. ମହାଭାରତରେ KARNA, ARJUNA DHANYABAD Ma
Jay Jaganath Semi🌹🙏🙏🙏🌹
Very nice. Puruna Song.Hari Hari Shree Narayan.Namaskar All Singers.
ମୁଁ ତଳେ ଯେଉଁ ପ୍ରସ୍ତାବ ଦେଇଛି ତାଦ୍ୱାରା ଢାବାମାରି ହେବନାହିଁ ଏବଂ ପ୍ରକୃତ ଗୀତିକାରଙ୍କ ନାମବି ପ୍ରକାଶ ପାଇବ କେହିହେଲେ ଠକି ପାରିବେ ନାହିଁ ,ଏଣିକି କଣ କରିବେ ନକରିବେ ଆପଣଙ୍କ ଇଛା , କବିଚଣ୍ଡୀଦାସ ।
ଶ୍ରୀଚରଣ joking ବହୁତ ଭଲ ଲାଗୁଛି।
I love bhajana antakhyari
ବହୁତ ସୁନ୍ଦର ଜୟ ଶ୍ରୀ ଜଗନ୍ନାଥ
Grate Charan bhai
ଆଉଏକ ନିବେଦନ କି କଳାକାରମାନେ ଯେକୌଣସି ଶବ୍ଦଉପରେ ସୁନ୍ଦରଭାବେ ଗୀତ ଗାଇପାରୁଛନ୍ତି ଖୁସି ଲାଗୁଛି ତଥା ଧନ୍ୟବାଦ ଦେଉଛି , କିନ୍ତୁ ସାଗରକୁଳ ,ଦରିଆ କୁଳ , ଝାଉଁବଣ , ମେଘନାଦ ପାଚେରୀ ,ପୁଣ୍ୟକ୍ଷେତ୍ର ,ଇତ୍ୟାଦି ଶବ୍ଦ ଉପରେ ଗୀତଗାଇବାକୁ ନିବେଦନ , କବି ଚଣ୍ଡୀଦାସ ।
Sricharana bhai o re jeun gitati gaile bhaut vala lagila god bless you
Sri charana is best it's my feborite...
Shreecharan is now odisha top singer ...I love his all old song
Bhajanantakhari bahutabhala laguchi charan bhai au Rabi bhai saila Bhama nka pai bhalaguchi bahut bhalaguchi
Ravindra sir nka voice awesome
Return vikari bala🙏
You are right jogamaya,,rabi sir odishara 2nd bhikari sir
Sir ur voice, smile & comidy at time of Bhajan antakhyri program
Odisa best Bhajan programme
Bahut sunder pogram
Mu ae programme dekhuchi, kebala sricharana bhainka talent pain... Really it's too enjoyable...God bless prathana channel...Jai jagannath 🙏 🙏 🙏
Congratulations,❤,
ମୁଁ ତଳେ ଯେଉଁ ପ୍ରସ୍ତାବ ଦେଇଛି ଭଣତିର ଶେଷ ଅକ୍ଷର ହେବ ଅନ୍ତାକ୍ଷରୀ ତା ଉପରେ ଗୀତ ବୋଲାହେବ ,ଚଣ୍ଡୀଦାସ ।
Rabindra Babu is a very good singer.
Very nice program thank you prathana chenel
Ravindra mohapatra is out standing as always
Rabindra mohapatra is outstanding and hebis d essence of bhajan antakshari
Charan dada ❤ bhal achhata
I like sricharan 😊
Thank u Rabi Sir
Chaitanyachalan, khaliapali, Kalahari disharmony, very good program,
Very very thanks prathana tv
Sricharna sir my all time favorite😍
Charana bhai pai a program aahuri jamijauchi
Bohut Sundar ପରିବେଷଣ
Sticharana sir❤❤❤❤
thanks charana sir
ସଂଗୀତ, ସଂସ୍କୃତି, ସଂଗତିର ଅପୂର୍ବ ସମନ୍ଵୟ ଭଜନ ଅନ୍ତାକ୍ଷରୀ ।
Charana pai hei antakhyari taa bhala laguchhi
Beautiful lagala bhajan antakhyari
Nice programme
ସତରେ ଶ୍ରୀ ଚରଣ sir, really u r great ❤
Sricharan sir ..🙏🙏apana bodhe gharu bhabiki asuchanti point neiki jibe boli ...🤭🤭
ଆଜିଏ ୧୩୦ ଅଧ୍ୟାୟରେ ସମ୍ମାନୀୟ ବିଜୟବାବୁ ଗାଇବାର ଯେଉଁ ନୂଆଧାରାଟି ପ୍ରୟୋଗ କରାଇଲେ ବହୁତ ବଢିଆ ଧାରା ,କଳାକାରମାନେବି ଠିକ ଠିକ ପାରକରିଦେଉଛନ୍ତି ବହୁତ ଖୁସି ଲାଗୁଛି ,ତେଣୁ ମୁଁ ଜଣେ ଅନାମଧ୍ୟେୟ କ୍ଷୁଦ୍ର କଳାକାର ବା ଗୀତିକାର ହେଲେବି ଗୋଟିଏ ନୂଆଧାରା ପ୍ରୟୋଗ ପାଇଁ ନିବେଦନ କରୁଛି , ଯଥା --- କଳାକାର ମାନେ ପ୍ରଥମେ ଘୋଷା ଗାଈ ଭଣଟି ପଦ ଗାଇବେ ସେଥିରେ କେହି ଠକିପାରିବେ ନାହିଁ ଏବଂ ପ୍ରକୃତ ଗୀତିକାରଙ୍କ ନାମବି ପ୍ରକାଶିତ ହୋଇ ପାରିବ ଯାହାକି କେହି ଠକିପାରିବେନାହିଁ ଏଣିକି ମୋ ନିବେଦନ ଗ୍ରହଣୀୟ କି ନାହିଁ ବିଚାର କରିବାକୁ ଅନୁରୋଧ ,କବିଚଣ୍ଡୀଦାସ ।
ଜୟ ଜଗନ୍ନାଥ
Thankau sir namaskar
ଚରଣ ଗୁରୁ ଦାଦା ତମଲାଗୀଭଳାଗୁଛେ
Such a beautiful program...nilachakre ho ..ooo heart touching performance
Jay Jagannath swamiJay prathana Chanel Jay charan vi Jay Ho Jay
Bahut sundar
Sri Sricharn is the best 👍
Thank you to parthana channel for this wonderful program. this program is very peaceful
Rabindra sir best voice very intelligent singer.
ଛିଡି ଛିଡି ଯାଏ ନୁହଁ ଗଡି ଗଡି ଯାଏ ବୟସର ଚକ 🙏🙏🙏
Thik katha,,Charan bhai bhul gaile
Ppppp
Sri charan sir really great
କ୍ଷମାକରିବେ ଆଜ୍ଞା, ମୁଁ ଜଣେ ଅନାମଧ୍ୟେୟ କଳାକାର ବା ଗୀତିକାର ହିସାବରେ ଗୋଟିଏ ପ୍ରସ୍ତାବ ନିବେଦନ କରୁଛି କି ଅନ୍ତାକ୍ଷରୀରେ ବିଜୟବାବୁ ଯେଉଁ ଧାରା ପ୍ରୟୋଗ କଲେ ବହୁତ ସୁନ୍ଦର ଧାରା ସେଇପରି ଆଉଏକଧାରା ପ୍ରୟୋଗ କଲେ ଆହୁରି ଭଲ ଲାଗନ୍ତା ,କଳାକାରମାନେ ଘୋଷା ପଦଗାଇ ଭଣତି ପଦଟି ଗାଇବେ ତାର ଶେଷ ଅକ୍ଷର ହେବ ଅନ୍ତାକ୍ଷର ଏହାଉପରେ ଟିକିଏ ନିଚାର କରିବାକୁ ନିବେଦନ ,କବି ଚଣ୍ଡୀଦାସ ।
🌹🙏ଅମୃତ ମୟ ରସ 🙏🌹
Plz sir episode 129 chhadantu bijay mallha sir asithiba
The presence of mind of sj Shreecharan Mahanty is mind blowingJAY Jagannath
ଚରଣ ଭାଇ ଥିଲେ କି ମଜା ବହୁତ ମଜା
Sricharan u are really awesome. Ur first song in this show UDIJAA made me laugh. Grt.....U are the heart of this show .
Right Charana Sir best from all singers
Jay Jagannath
Puni Thara bhajana antakhyari start karantu
Really enjoyable ,thank you to the teem .
ବିଜୟ ବାବୁ ଯେଉଁ ନୂଆ ଧାରାଟି ପ୍ରସ୍ତାବଦେଲେ ବହୁତ ସୁନ୍ଦର ଧାରା ଏଥିରେ କଳାକାର ମାନଙ୍କର ଜ୍ଞାନ ଗାରିମା ପରୀକ୍ଷା ହେବା ସହିତ ଜ୍ଞାନର ପରି ବର୍ଦ୍ଧିତ ହେବା ବହୁତ ସମ୍ଭାମ୍ବନା ,ଚଣ୍ଡୀଦାସ।
ଆମ ଶ୍ରୀଚରଣ ଭାଇନା ପୁରା 🔥🔥ଦେଉଛନ୍ତି 🙋♂️ଜୟ ଜଗନ୍ନାଥ 🙏🙏ସମସ୍ତ ଙ୍କୁ ଭଲରେ ରଖନ୍ତୁ 🙏❤️❤️
ବିଜୟ ସୀର ଯେଉଁ ପ୍ରସ୍ତାବ ଦେଲେ ବହୁତ ସୁନ୍ଦର ଧାରା କି ପ୍ରଥମ ଶବ୍ଦର ଅନ୍ତ ଅକ୍ଷରରୁ ଗୀତ ଆରମ୍ଭ ହେବା ଉଚିତ ।
Charana Sir jou gote gote ghita gauchhanti sei ghita ta sei episodera best ghita au tanka pain bhajan antakhyari samaste dekhuchhanti
କଳାକାର ମାନଙ୍କ ଭିତରେ ଗୀତସଙ୍ଗୀତ ଜଗତରେ ଶ୍ରୀଚରଣ ବାବୁଙ୍କର ସମସ୍ତଙ୍କଠାରୁ ଅଧିକଜ୍ଞାନ ଥିବାର ଅନୁମେୟହୁଏ ଧନ୍ୟବାଦ ,ଚଣ୍ଡୀଦାସ ।
ଆଜ୍ଞା , ପ୍ରୋଗ୍ରାମଟି ହେଉଛି ଭଜନ ଅନ୍ତାକ୍ଷରୀ ହେଲେ ଲଷ୍ମୀ ପୁରାଣ ଗୀତ କଣ ଭଜନ କି,? ଏହାକିପିରି ଗ୍ରହଣୀୟ ହେଲା ଏହା ଉଚିତନୁହେଁ ,
Mo prabhu jagannatha emiti odishara garba gourab singer mananku sabubele bhalare rakhithantu.
Charan sir dayakari aga pachha bichara karan tu apana bhala bhabare janichhan ti bahut bhala karibaku jai pura khara hei jae
Nua Brasaray. Mahaprabhu Samastnkra Sariraku Arogya Rakhithantu ଜୟ jagannath
Sailabhama, smt manasi khub
Sundar singer ଧନ୍ୟବାଦ. କମ
ହେବ, ଯଶସ୍ବୀ ପ୍ରତିଭା ବାନ ସିଙ୍ଗର, ଧନ୍ୟ
ତାଙ୍କ କଣ୍ଠ ର ଲହରୀ. ଅଦ୍ୱିତୀୟ
ପ୍ରତିଭା. ଈଶ୍ୱର କଲ୍ୟାଣ କରନ୍ତୁ
ଧନ୍ୟବାଦ ତାଙ୍କ ପରିବାର ବର୍ଗଙ୍କୁ
Rabi bhai bahuta sunder gaele👍💯
Jay jaganath 🙏 🙏🌼 🌼☺️ so nice Rabi Bhai very good 🙏 🙏🌼 🌼☺️😍 😊😊😍😍
Hare Krishna hare Krishna hare Krishna Krishna Krishna Krishna hare hare hare hare rama hare rama hare rama rama rama rama hare rama Jay radhe Krishna Jay shree ram
Charan bhae tuma ku bhagaban khusira rakhantu
Prathana chenel ku au samasta kalakar ,sahajogi manaku mor sata pranam
Jay Jagannath, LP re namaste kamala mayee aati daya bati..hoi thanta
Saila Bhama maddam bahut sundara gita
Jai jagganath,,,bahut Maja lagila ,, special Charan sir
Charan sir bahut bhala lagila...suna chadhei gita ti
My all time favourite Charan bhai
ଭଜନ ଜଗତରେ ଆଜିର କଳାକାରମାନେ ବହୁତ ଗଭୀର ଜ୍ଞାନର ଅଧୀକାର ବୋଲି ମୋର ପୂର୍ଣ୍ଣ ଅନୁଭବହେଲା ତେଣୁ ସବୁ କଳାକାର ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ,
Very nice sricharana bhai
ବହୁତ ବହୁତ ସୁନ୍ଦର ଲାଗିଲା
Jay jaganath rabindra Bhai very good 🙏 🙏
ମଲ୍ଳ ସାର୍ ଙ୍କ ହିସାବ ଅଲଗା ଥିଲା 😊 ପରିବେଷିତ ଗୀତର ପ୍ରଥମ ଶବ୍ଦର ଶେଷ ଅକ୍ଷର😊
Manmatha Nana namskar thank you for Antakshari programm
Saila apa sabubele kastia Gita gauchhantisamastanku mora❤🙏🙏🙏❤️
😊wwqqqqqqqqqqqqqqqqqqqqqqqqqqqqqqqqqwqqqqqqwwqqqqqqwwqqq
😊wwqqqqqqqqqqqqqqqqqqqqqqqqqqqqqqqqqwqqqqqqwwqqqqqqwwqqq
😊wwqqqqqqqqqqqqqqqqqqqqqqqqqqqqqqqqqwqqqqqqwwqqqqqqwwqqq
😊wwqqqqqqqqqqqqqqqqqqqqqqqqqqqqqqqqqwqqqqqqwwqqqqqqwwqqq
😊wwqqqqqqqqqqqqqqqqqqqqqqqqqqqqqqqqqwqqqqqqwwqqqqqqwwqqq
ଶ୍ରୀ ଚରଣ ଭାଇ ଙ୍କ ପାଇଁ ଏ ପ୍ରୋଗ୍ରାମ ହିଟ ହେଉଛି
Ati sundara
୨୦୨୫ରେ କିଏ ଦେଖୁଛନ୍ତି ଲାଇକ କରନ୍ତୁ
Sricharn sir Big fan ❤
ଶ୍ରୀଚରଣ sir God bless u
Very nice Episode
ଓଡିଶା ରେ ପ୍ରାର୍ଥନା ମଞ୍ଚ ରେ ସମସ୍ତ କଳାକାର ଙ୍କୁ ବହୁତ ବହୁତ ଧନ୍ୟବାଦ...... ମୁଁ ବିଶେଷ କୃତଜ୍ଞ, କାରଣ ଦୀର୍ଘ ଆଠ ମାସ ମୋର ମୁଖ କର୍କଟ ଅସ୍ତ୍ରୋପଚାର ପର ଠାରୁ ଆଜି ପର୍ଯ୍ୟନ୍ତ ଯଦି ମୁଁ ଆନନ୍ଦ ରେ ରହୁଛି,,, ତା କେବଳ ଏହି ଭଜନ ଶୁଣି.... 🙏🙏🙏🙏
Ravindra mahapatra performance on song daya Kara Dina bandhu shubhe jau aaja Dina is osm ,❤️❤️
Sundar team aau pradip e be junior re ei team puni repeat hau aau new nuhe ki old nuhe ei majhi team badhia
Charan bhai nka pain bahut Bhala laguchi
Pradeep bhai love you
Sri Charan...Ravi Bhai bahut sunder gauchhanti
ମନ୍ମଥସାର ଯେଉଁ ପ୍ରଥମ ଗୀତଟି ଗାଇଲେ ସେ ଗୀତରେ କିଛି ନିନ୍ମ ଧରଣର ଶବ୍ଦ ସଂଯୋଜନା କରାଯାଇଛି ତେଣୁ ଭାବଟିକିଏ କମିଗଲାପରି ଅନୁଭବ ହୁଏ ଯଦି କିଛି ଓଜନିଆ ଶବ୍ଦ ପ୍ରୟୋଗ କରାଯାଇଥାନ୍ତା ଅଧିକ ଭାବ ତଥା ଅଧିକ ମଧୁର ଲାବିଥାନ୍ତା ,ଧନ୍ୟବାଦ ,ଚଣ୍ଡୀଦାସ ।
ଆଜିର ଭଜନ ଅନ୍ତକ୍ଷ୍ୟରୀର ସଂଗୀତ କଳାକାର ଜଣେ ଜଣେ ପ୍ରତିଭାବାନ, ଏମାନଙ୍କu ମଧ୍ୟରେ ଦୁଇ
ଧୂରିଣ କଳାକାର ସମ୍ମାନୀୟା ମାନସୀ ଏବଂ ଶୈଳଭାମାଙ୍କ କଣ୍ଠର ଲାଳିତ୍ୟ ସ୍ୱତନ୍ତ୍ର. ମହାଭାରତରେ KARNA, ARJUNA DHANYABAD
Ma
Jay Jaganath Semi🌹🙏🙏🙏🌹
Very nice. Puruna Song.Hari Hari Shree Narayan.Namaskar All Singers.
ମୁଁ ତଳେ ଯେଉଁ ପ୍ରସ୍ତାବ ଦେଇଛି ତାଦ୍ୱାରା ଢାବାମାରି ହେବନାହିଁ ଏବଂ ପ୍ରକୃତ ଗୀତିକାରଙ୍କ ନାମବି ପ୍ରକାଶ ପାଇବ କେହିହେଲେ ଠକି ପାରିବେ ନାହିଁ ,ଏଣିକି କଣ କରିବେ ନକରିବେ ଆପଣଙ୍କ ଇଛା , କବିଚଣ୍ଡୀଦାସ ।
ଶ୍ରୀଚରଣ joking ବହୁତ ଭଲ ଲାଗୁଛି।
I love bhajana antakhyari
ବହୁତ ସୁନ୍ଦର ଜୟ ଶ୍ରୀ ଜଗନ୍ନାଥ
Grate Charan bhai
ଆଉଏକ ନିବେଦନ କି କଳାକାରମାନେ ଯେକୌଣସି ଶବ୍ଦଉପରେ ସୁନ୍ଦରଭାବେ ଗୀତ ଗାଇପାରୁଛନ୍ତି ଖୁସି ଲାଗୁଛି ତଥା ଧନ୍ୟବାଦ ଦେଉଛି , କିନ୍ତୁ ସାଗରକୁଳ ,ଦରିଆ କୁଳ , ଝାଉଁବଣ , ମେଘନାଦ ପାଚେରୀ ,ପୁଣ୍ୟକ୍ଷେତ୍ର ,ଇତ୍ୟାଦି ଶବ୍ଦ ଉପରେ ଗୀତଗାଇବାକୁ ନିବେଦନ , କବି ଚଣ୍ଡୀଦାସ ।
Sricharana bhai o re jeun gitati gaile bhaut vala lagila god bless you
Sri charana is best it's my feborite...
Shreecharan is now odisha top singer ...I love his all old song
Bhajanantakhari bahutabhala laguchi charan bhai au Rabi bhai saila Bhama nka pai bhalaguchi bahut bhalaguchi
Ravindra sir nka voice awesome
Return vikari bala🙏
You are right jogamaya,,rabi sir odishara 2nd bhikari sir
Sir ur voice, smile & comidy at time of Bhajan antakhyri program
Odisa best Bhajan programme
Bahut sunder pogram
Mu ae programme dekhuchi, kebala sricharana bhainka talent pain... Really it's too enjoyable...
God bless prathana channel...
Jai jagannath 🙏 🙏 🙏
Congratulations,❤,
ମୁଁ ତଳେ ଯେଉଁ ପ୍ରସ୍ତାବ ଦେଇଛି ଭଣତିର ଶେଷ ଅକ୍ଷର ହେବ ଅନ୍ତାକ୍ଷରୀ ତା ଉପରେ ଗୀତ ବୋଲାହେବ ,ଚଣ୍ଡୀଦାସ ।
Rabindra Babu is a very good singer.
Very nice program thank you prathana chenel
Ravindra mohapatra is out standing as always
Rabindra mohapatra is outstanding and hebis d essence of bhajan antakshari
Charan dada ❤ bhal achhata
I like sricharan 😊
Thank u Rabi Sir
Chaitanyachalan, khaliapali, Kalahari disharmony, very good program,
Very very thanks prathana tv
Sricharna sir my all time favorite😍
Charana bhai pai a program aahuri jamijauchi
Bohut Sundar ପରିବେଷଣ
Sticharana sir❤❤❤❤
thanks charana sir
ସଂଗୀତ, ସଂସ୍କୃତି, ସଂଗତିର ଅପୂର୍ବ ସମନ୍ଵୟ ଭଜନ ଅନ୍ତାକ୍ଷରୀ ।
Charana pai hei antakhyari taa bhala laguchhi
Beautiful lagala bhajan antakhyari
Nice programme
ସତରେ ଶ୍ରୀ ଚରଣ sir, really u r great ❤
Sricharan sir ..🙏🙏apana bodhe gharu bhabiki asuchanti point neiki jibe boli ...🤭🤭
ଆଜିଏ ୧୩୦ ଅଧ୍ୟାୟରେ ସମ୍ମାନୀୟ ବିଜୟବାବୁ ଗାଇବାର ଯେଉଁ ନୂଆଧାରାଟି ପ୍ରୟୋଗ କରାଇଲେ ବହୁତ ବଢିଆ ଧାରା ,କଳାକାରମାନେବି ଠିକ ଠିକ ପାରକରିଦେଉଛନ୍ତି ବହୁତ ଖୁସି ଲାଗୁଛି ,ତେଣୁ ମୁଁ ଜଣେ ଅନାମଧ୍ୟେୟ କ୍ଷୁଦ୍ର କଳାକାର ବା ଗୀତିକାର ହେଲେବି ଗୋଟିଏ ନୂଆଧାରା ପ୍ରୟୋଗ ପାଇଁ ନିବେଦନ କରୁଛି , ଯଥା --- କଳାକାର ମାନେ ପ୍ରଥମେ ଘୋଷା ଗାଈ ଭଣଟି ପଦ ଗାଇବେ ସେଥିରେ କେହି ଠକିପାରିବେ ନାହିଁ ଏବଂ ପ୍ରକୃତ ଗୀତିକାରଙ୍କ ନାମବି ପ୍ରକାଶିତ ହୋଇ ପାରିବ ଯାହାକି କେହି ଠକିପାରିବେନାହିଁ ଏଣିକି ମୋ ନିବେଦନ ଗ୍ରହଣୀୟ କି ନାହିଁ ବିଚାର କରିବାକୁ ଅନୁରୋଧ ,କବିଚଣ୍ଡୀଦାସ ।
ଜୟ ଜଗନ୍ନାଥ
Thankau sir namaskar
ଚରଣ ଗୁରୁ ଦାଦା ତମଲାଗୀଭଳାଗୁଛେ
Such a beautiful program...nilachakre ho ..ooo heart touching performance
Jay Jagannath swami
Jay prathana Chanel
Jay charan vi
Jay Ho
Jay
Bahut sundar
Sri Sricharn is the best 👍
Thank you to parthana channel for this wonderful program. this program is very peaceful
Rabindra sir best voice very intelligent singer.
ଛିଡି ଛିଡି ଯାଏ ନୁହଁ ଗଡି ଗଡି ଯାଏ ବୟସର ଚକ 🙏🙏🙏
Thik katha,,Charan bhai bhul gaile
Ppppp
Sri charan sir really great
କ୍ଷମାକରିବେ ଆଜ୍ଞା, ମୁଁ ଜଣେ ଅନାମଧ୍ୟେୟ କଳାକାର ବା ଗୀତିକାର ହିସାବରେ ଗୋଟିଏ ପ୍ରସ୍ତାବ ନିବେଦନ କରୁଛି କି ଅନ୍ତାକ୍ଷରୀରେ ବିଜୟବାବୁ ଯେଉଁ ଧାରା ପ୍ରୟୋଗ କଲେ ବହୁତ ସୁନ୍ଦର ଧାରା ସେଇପରି ଆଉଏକଧାରା ପ୍ରୟୋଗ କଲେ ଆହୁରି ଭଲ ଲାଗନ୍ତା ,କଳାକାରମାନେ ଘୋଷା ପଦଗାଇ ଭଣତି ପଦଟି ଗାଇବେ ତାର ଶେଷ ଅକ୍ଷର ହେବ ଅନ୍ତାକ୍ଷର ଏହାଉପରେ ଟିକିଏ ନିଚାର କରିବାକୁ ନିବେଦନ ,କବି ଚଣ୍ଡୀଦାସ ।
🌹🙏ଅମୃତ ମୟ ରସ 🙏🌹
Plz sir episode 129 chhadantu bijay mallha sir asithiba
The presence of mind of sj Shreecharan Mahanty is mind blowing
JAY Jagannath