Is Naveen Scared Of Pandian? Why Such Support For Him? | Nirbhay Gumara Katha

แชร์
ฝัง
  • เผยแพร่เมื่อ 7 ก.ย. 2024
  • Is Naveen Scared Of Pandian? Why Such Support For Him? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political TH-cam Channel.
    Odisha's Fastest Growing Political TH-cam Channel.
    Odisha's Fast Ever Only Political TH-cam Channel.
    Odisha's Most Popular Political TH-cam Channel.
    For Latest Odisha Political News Follow us:
    TH-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

ความคิดเห็น • 1.5K

  • @dibyaranjantripathy4642
    @dibyaranjantripathy4642 3 หลายเดือนก่อน +114

    ମୁଁ ବହୁତ ସମୟ ରୁ ଅପେକ୍ଷା କରିଥିଲି । ନିର୍ଭୟ ର ଗୁମର କଥାକୁ । ଏହା ସମ୍ପୂର୍ଣ୍ଣ ଅଲଗା ଓ ଅତି ସୁନ୍ଦର ସ୍ପଷ୍ଟ , ତକ' ଯୁକ୍ତ ।❤❤❤❤❤❤❤❤

  • @rinaraniroutaray7596
    @rinaraniroutaray7596 3 หลายเดือนก่อน +20

    ବିଜେପି ସରକାର ଙ୍କୁ ଓଡିଶା ବାସୀ ଙ୍କ ଅନୁରୋଧ ପ୍ରତି କାର୍ଯ୍ଯ ଓ ଘଟଣା ର ସିବିଆଇ ତଦନ୍ତ ହେଉ

  • @binayakpaikaray8221
    @binayakpaikaray8221 3 หลายเดือนก่อน +25

    ଅତିସୁନ୍ଦର ବିଶ୍ଳେଷଣ। ଅନନ୍ଯ। ଆତ୍ମତୃପ୍ତି ମିଳୁଛି। ଶତସହସ୍ର ଧନ୍ଯବାଦ। ଜୀବେତ୍ ଶରଦଃ ଶତମ୍।

  • @BatakrushnaSwain-hj8qr
    @BatakrushnaSwain-hj8qr 3 หลายเดือนก่อน +7

    ବହୁତ ଉପାଦେୟ,ତଥ୍ୟଭିତିକ ବିଶ୍ଳେଷଣ।ଏ ଗୋପନୀୟ ଭବିଷ୍ୟବାଣୀ ପ୍ରକାଶ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍।

  • @pabitramohandas6943
    @pabitramohandas6943 3 หลายเดือนก่อน +96

    ଏଥର ବିଜେଡି କ୍ଷମତାକୁ ଆସିଥିଲେ ରାଜ୍ୟର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇ ଯାଇଥା'ନ୍ତା l ମହାପ୍ରଭୁ ଜଗନ୍ନାଥ ରକ୍ଷା କରି ଦେଇଛନ୍ତି l

    • @Jagannath-oc9ht
      @Jagannath-oc9ht 3 หลายเดือนก่อน +3

      ଏଥର ବିଜେଡି କ୍ଷମତାକୁ ଆସିଥିଲେ ଜଗନ୍ନାଥ ମଧ୍ୟ ରକ୍ଷା ପାଇ ପିରିନଥାନ୍ତେ।

    • @pramodpradhan8792
      @pramodpradhan8792 3 หลายเดือนก่อน +3

      Ur right sir

    • @prasantapadhan6192
      @prasantapadhan6192 3 หลายเดือนก่อน

      ସତକଥା ଆଜ୍ଞା ମାଗିହା ଓଡ଼ିଶାଟାକୁ ଖୋଲ କରି ପଲେଇଥାନ୍ତା

    • @santoshsahoo2727
      @santoshsahoo2727 3 หลายเดือนก่อน +1

      You are absolutely right bro

    • @user-qv4hd2bq9f
      @user-qv4hd2bq9f 3 หลายเดือนก่อน

      Common public bi jani sarileni, sei obostha ku odisha basi jibe nahin, sabu gaan re MLA manku birodh heichhi

  • @debashishacharya3814
    @debashishacharya3814 3 หลายเดือนก่อน +11

    ଯେ ଚବିଶ ବର୍ଷ ଶାସନ କାଳ ମଧ୍ୟରେ ଓଡ଼ିଆ ଶିଖି ପାରି ନଥିଲେ ଏଥିରୁ ଓଡ଼ିଆ ମାନେ ଶିଖି ସାରିଛନ୍ତି ଏଥର ନିର୍ବାଚନରେ

  • @raghumaninayak9593
    @raghumaninayak9593 3 หลายเดือนก่อน +78

    ବଂଶ ବୁଡିଲା ବେଳକୁ ଘୋଡ଼ା ମୁହାଁ ପୁତ୍ର ଜନ୍ମ ହୁଅନ୍ତି...

  • @rajkumarmohanty9330
    @rajkumarmohanty9330 3 หลายเดือนก่อน +4

    ବହୁତ ଭଲ ଲାଗିଲା
    ଆଜି ହିଁ ଆପଣ ମାନିଲେ ଯେ ସବୁ ସ୍କାମ ର ପଛରେ ତାଙ୍କ ବଡ ଭାଇଙ୍କ ର ସମୃକ୍ତି।
    ୧୯୯୭ ରେ ବହୁତ୍ ଅନୁରୋଧ ପରେ ପ୍ରେମ ବାବୁ ୟାଙ୍କୁ ପଠାଇ ଥିଲେ, ଏବଂ ସେ ଭାବି ନଥିଲେ ଯେ ସେ ଆସ୍କା ଉନିର୍ବାଚନରେ ଜିତିବେ ବୋଲି। କାହିଁକି ନା ତାଙ୍କ ବାପା ରାଜନୀତି ରେ ତାଙ୍କର ସମସ୍ତ ସମ୍ପତି ହରାଇ ଦେଇ ଥିଲେ। କିନ୍ତୁ ନବୀନ ବାବୁ ଜିତିବା ପରେ ତାଙ୍କ ଆଭିମୁଖ୍ୟ ବଦଳି ଥିଲା। ସେ ପଛରୁ ରହି ସବୁ ନିୟନ୍ତ୍ରଣ କରୁ ଥିଲେ। ସେତେବେଳେ ପ୍ୟାରୀ ଥିଲେ। ତାଙ୍କୁ ବି ପ୍ରେମ ବାବୁ ନିଯୁକ୍ତ କରି ଥିଲେ। କାହିଁକି ନା ୟେ ହେଉଛନ୍ତି ଜଣେ ଅଳସୁଆ ଓ ନିଶାସକ୍ତ ବ୍ୟକ୍ତି। ଗୋଟେ ରାଜ୍ୟ ଶାସନ କରିବାର କ୍ଷମତା ୟାଙ୍କର ନାହିଁ।
    ପ୍ୟାରୀ ପରେ ପାଣ୍ଡିଆନ କୁ ସେ ହିଁ ନିଯୁକ୍ତ କରିଥିଲେ। ଆଉ ପାଣ୍ଡିଆନ ତାଙ୍କ ପାଖରେ ହିଁ ଉତ୍ତରଦାୟୀ ।
    ପ୍ରେମ ବାବୁ ତାଙ୍କ ବାପାଙ୍କ ର ବଦଲା ନିରୀହ ଓଡ଼ିଶା ବାସୀଙ୍କ ଠାରୁ କଡା ଗଣ୍ଡା କରି ଅସୁଲ କଲେ ଦୀର୍ଘ ୨୪ ବର୍ଷ କାଳ।
    ବୋକା ଓଡ଼ିଆ ଗୋଟେ ଭାବାବେଗ ରେ ଗୋଟେ ଅଥର୍ବ କୁ ଏତେ ଦିନ ପର୍ଯ୍ୟନ୍ତ ସହ୍ୟ କଲେ।।

    • @jyotiswain4778
      @jyotiswain4778 3 หลายเดือนก่อน +1

      Hmm mu sunichi sir ehi katha ye ta gote gabangandu sarsr thile. Kintu ehi bisayre kehi bislesan karunahanti

  • @harishmallck2
    @harishmallck2 3 หลายเดือนก่อน +57

    କଥାରେ ଅଛି ବିନାଶ କାଳେ ବିପରୀତ ବୁଦ୍ଧି | ଘାର ବୁଡି ପାଣି ଆଣ୍ଠୁୟେ ହେଲାଣି କଣା କହୁଛି ମେଘ ଦୁଲୁକୁଛି |

  • @debendranathpanigrahi602
    @debendranathpanigrahi602 2 หลายเดือนก่อน +1

    ଆପଣଙ୍କର ସମିକ୍ଷାଟିକୁ ଶୁଣିବା ବେଳକୁ ମୋ ଆଖିଆଗରେ ପ୍ରତ୍ୟେକ ଘଟଣା ଗୁଡିକର ଚଳନ୍ତ ଛବି ଖେଳି ଯାଉଥିଲା। ମୁଁ ମନେ ମନେ ସେହି ମହାଭାରତର ଧୃତରାଷ୍ଟ୍ର ଭଳି ଶୁଣୁଥିଲି ଏବଂ ଆପଣ ସଂଜୟଭଳି ସତ୍ୟ ଘଟଣାବଳି ସବୁକୁ ବର୍ଣ୍ଣନା କରିଚାଲିଛନ୍ତି। ବହୁତ ବହୁତ ଧନ୍ୟବାଦ୍।

  • @bmn2568
    @bmn2568 3 หลายเดือนก่อน +275

    ଏ ନିର୍ବୋଧ ମୁଖ୍ୟମନ୍ତ୍ରୀ କିପରି ଭାବରେ 25ବର୍ଷ ଶାସନ କଲେ ଏଥିରୁ ସ୍ୱଷ୍ଟ ଜଣା ପଡୁଛି ବିନାଶ କାଳେ ବିପରୀତ ବୁଦ୍ଧି bjd ଏହା ଶେଷ ସମୟ

    • @Jagannath-oc9ht
      @Jagannath-oc9ht 3 หลายเดือนก่อน +35

      ଆପଣ ଆଉ କେବେ ବୁଝିବେ? ଆମଭଳି ପଖାଳ ଖିଆ, ଅଳସୁଆ, ନିର୍ବୋଧ, ଭୋକୁଆ ଓ ଲୋଭି ଓଡିଆ ଙ୍କ ଯୋଗୁଁ ନବିନ୍/ ବିଜେଡି ବାରମ୍ବାର ଜିତି ଆସୁଥିଲା ।

    • @prasantapadhan6192
      @prasantapadhan6192 3 หลายเดือนก่อน +7

      @@Jagannath-oc9ht ପୁରା ଦିଲ୍ କୁ ଛୁଇଁଗଲା କଥାଟା
      ନବୀନ ହାରିଲାପରେ ଗାଣ୍ଡି ଫାଟି ଯାଉଛି ଏବେ

    • @nareshswain4607
      @nareshswain4607 3 หลายเดือนก่อน

      Discriiri

    • @susantanaik5883
      @susantanaik5883 3 หลายเดือนก่อน +4

      Pandian pakhare sabu document achi crime ra Sethi paein BJD ra samaste taku daru chanti...am I right plz ans me

    • @Laxmipriya524
      @Laxmipriya524 3 หลายเดือนก่อน

      Yes,you are right. I'm agree with your point. Pandian saha Naveen b samil achhi. Sethipain ​pandian ku support karuchi@@susantanaik5883

  • @ashokkumarsahoo7041
    @ashokkumarsahoo7041 3 หลายเดือนก่อน +1

    ଅତ୍ୟନ୍ତ ସୁନ୍ଦର ଏବଂ ସଠିକ ବିଶ୍ଳେଷଣ ଏବଂ ଯୁକ୍ତିଯୁକ୍ତ. ଧଳା ପୋଷାକ ଆଢୁଆଳ ରେ ଏମିତି କଦର୍ଯ୍ୟ ଚରିତ୍ର ଥାଇପାରେ ଏହା ହିଁ ଆଶ୍ଚର୍ଯ୍ୟ. କୁଳାଙ୍ଗାର ବିଜୁ ନନ୍ଦନ.

  • @sudhirkumarmishra9869
    @sudhirkumarmishra9869 3 หลายเดือนก่อน +147

    ଏମିତି କେଉଁ ଗୁପ୍ତ କଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କର ପାଣ୍ଡିଆ ଜାଣିଛନ୍ତି ଯେ ସେ ଏତେ ଡରୁଛନ୍ତି,ସେ ରହସ୍ୟ କୁ ଦୟାକରି ଭେଦ କରିବାକୁ ଚେଷ୍ଟା କରନ୍ତୁ

    • @goutamkumarchand9611
      @goutamkumarchand9611 3 หลายเดือนก่อน +4

      ଠିକ କେହି ଓଡ଼ିଆ ରାଜନେତା ନଵୀନ ର ପାଖ ନହୋଇ ଗୋଟେ ଚାକର ଏତେ ନିଜର ହେଲା କିପରି

    • @rajlaxmimohapatra4233
      @rajlaxmimohapatra4233 3 หลายเดือนก่อน +1

      Right 👍

    • @adityabehera3680
      @adityabehera3680 3 หลายเดือนก่อน +4

      I think relation with sradha. physiotherapist

    • @santoshsahoo2727
      @santoshsahoo2727 3 หลายเดือนก่อน +2

      Naveen kana pandu ku jana.

    • @shreekumar5079
      @shreekumar5079 3 หลายเดือนก่อน +2

      Nabina hauchi gay tara samparka thila Pandian saha....loka mark karile Jani paribe...

  • @prafullakumarmall2742
    @prafullakumarmall2742 3 หลายเดือนก่อน +8

    ସବୁଠାରୁ ଖରାପ ମୁଖ୍ୟମନ୍ତ୍ରୀ
    ନବୀନବାବୁ

    • @santoshsahoo2727
      @santoshsahoo2727 3 หลายเดือนก่อน

      Right bro

    • @smurfymohanty8273
      @smurfymohanty8273 3 หลายเดือนก่อน +1

      Bht jaldi jaani jiba.. kia kharp and kia bhala.. samaya ku apekhya kara

    • @krishnakumari7785
      @krishnakumari7785 3 หลายเดือนก่อน

      Tu mukhyamantri heija sabu vala karibu hela

  • @PurnachandraBehera-if5tu
    @PurnachandraBehera-if5tu 3 หลายเดือนก่อน +117

    Vkp ଏକା ଦୁର୍ନୀତି ଗ୍ରସ୍ଥ ନୁହେଁ ନବୀନ ବାବୁ ହିଁ ଦୁର୍ନୀତି ଗ୍ରସ୍ଥ୍ ଇତିହାସ କହିବ।

    • @Jagannath-oc9ht
      @Jagannath-oc9ht 3 หลายเดือนก่อน +8

      ନବିନ୍ ଦୁର୍ନୀତି ର ମୂଳ ।

    • @Laxmipriya524
      @Laxmipriya524 3 หลายเดือนก่อน +3

      Harile bahut bhala hela

    • @rajlaxmimohapatra4233
      @rajlaxmimohapatra4233 3 หลายเดือนก่อน

      Right 👍

    • @gajaboy3498
      @gajaboy3498 3 หลายเดือนก่อน +1

      Manisa banchi gala odisha ku khidba

  • @jitenpattanaik3774
    @jitenpattanaik3774 3 หลายเดือนก่อน

    ଅତି ସୁନ୍ଦର ଚମକପ୍ରଦ ଆଉ ମହସଭାରତ ଅବତାରଣା ମାଧ୍ୟମ ରେ ଚରିତ୍ର ଚିତ୍ରଣ ରୁଚିବନ୍ତ ଆଉ ଶିକ୍ଷଣୀୟ ସାମ୍ପ୍ରତିକ ତର୍ଜମା ର ଏକ ଭିର୍ଣ ଦିଗ ଉନ୍ମୋଚନ

  • @jharanapradhan7836
    @jharanapradhan7836 3 หลายเดือนก่อน +45

    ଜୟ ଜଗନ୍ନାଥ 🙏
    ଆଜି ନିର୍ଭୟ ଗୁମର କଥା ଆସିବ ବୋଲି ଆଉ ଆଶା ନଥିଲା। ଯାହା ହେଉ ବିଳମ୍ବରେ ହେଉ ପଛେ ଆପଣ ଆଜିର ପ୍ରସାରଣ କଲେ। ଧନ୍ୟବାଦ🙏

  • @PradeepKumarBhukta
    @PradeepKumarBhukta 3 หลายเดือนก่อน

    Nirbhay,gumar,kathaku,bahuta ,bahuta,dhhanyabada#

  • @APNODIA
    @APNODIA 3 หลายเดือนก่อน +192

    ନବୀନ ଯଦି ଏ ଦୁର୍ଗତି ପାଇଁ ପାଣ୍ଡିଆଙ୍କୁ ଦୋଷ ଦିଅନ୍ତି ତେବେ ନବୀନ ଓ ପାଣ୍ଡିଆଙ୍କ ମଧ୍ୟରେ ସଂପର୍କ ତିକ୍ତ ହୋଇ ସବୁ କଳାକାରାନାମାର ଗୁମର ଖୋଲିଯିବ । ଏଣୁ କେହି କାହାରି ଦୋଷ ଦେଉନାହାନ୍ତି

    • @JhadeswarNayak-yt1jm
      @JhadeswarNayak-yt1jm 3 หลายเดือนก่อน +3

      Right brother 👍

    • @sarojkumarsahoo9268
      @sarojkumarsahoo9268 3 หลายเดือนก่อน +3

      💯 right😂

    • @goutamkumarchand9611
      @goutamkumarchand9611 3 หลายเดือนก่อน +12

      ଏଵେ ସତ ଜଣାପଡୁଛି ଯେ ନଵୀନ ପାଣ୍ଡିଆନ ର କ୍ରୀତଦାସ

    • @umeshchandramahanta4142
      @umeshchandramahanta4142 3 หลายเดือนก่อน +5

      OK brother

    • @jayramnayak4843
      @jayramnayak4843 3 หลายเดือนก่อน +2

      ନବୀନ ଫଶୀଇଯାଇଛତି ଡରୁଛନ୍ତି

  • @chakradharsahoo3684
    @chakradharsahoo3684 3 หลายเดือนก่อน +1

    What you told it's 100 percent correct. Thanks.

  • @user-bo8ui2nh4t
    @user-bo8ui2nh4t 3 หลายเดือนก่อน +19

    ବହୁତ ସୁନ୍ଦରକଥା।

  • @AnnapurnaBaliarsingh-ny7tf
    @AnnapurnaBaliarsingh-ny7tf 3 หลายเดือนก่อน +1

    Sir Namaskar . Thankyou very much Sir . Ei episode ta bahut badhia lagila .Koti odiara maudani MAHAPRABHU JAGANNATH apananku dirghayu karantu apana emiti Nirbhaya re samajaku sata Katha kahantu .

  • @khirodhota1440
    @khirodhota1440 3 หลายเดือนก่อน +156

    ଏ ବିଜୁ ବାବୁଙ୍କର କୁଳାଙ୍ଗାର, ନା ଲାଜ ଅଛି ସରମ ଅଛି, ସ୍କୁଲ ରେ master ନାହାନ୍ତି, ହକି ଖେଳାଳି ଛେଳି ଚରାଉଛନ୍ତି l

    • @RukmanaDas-oz7lw
      @RukmanaDas-oz7lw 3 หลายเดือนก่อน +9

      Ei BJD Sarakar 2014 re NCLP karmachari mananku Odishare chhatei karithila ,ete barsha pare semananka akhiluha jogu BJD Binash hoigala

    • @prasannadash1
      @prasannadash1 3 หลายเดือนก่อน

      Y777😢777😢7u7😢u😢7😢7😢77😢9​@@RukmanaDas-oz7lw

    • @prasannadash1
      @prasannadash1 3 หลายเดือนก่อน

      Y777😢777😢7u7😢u😢7😢7😢77😢9​@@RukmanaDas-oz7lw

    • @santoshsahoo2727
      @santoshsahoo2727 3 หลายเดือนก่อน

      Absolutely right

  • @bibhumishra9959
    @bibhumishra9959 3 หลายเดือนก่อน

    This special edition was really marvelous, incomparable and unparalleled. You are truly bringing out the hidden truth before the viewers. May God help you in this noble effort.

  • @jagannathmishra5300
    @jagannathmishra5300 3 หลายเดือนก่อน +29

    ଅନ୍ଧ ଧୃତରାଷ୍ଟ୍ର ର କ୍ଷମତା ମୋହ ପତନ ମୁହାଁ।
    ବିଜେଡି ଦଳ ଧ୍ୱଂସ ହୋଇଯିବ।

  • @ashokkumarnayak499
    @ashokkumarnayak499 3 หลายเดือนก่อน

    ଏ ନିର୍ବୋଧ ମୁଖ୍ଯ ମନ୍ତ୍ରୀ ବିଷୟ େର ସଠିକ୍ ତଥ୍ଯ ପ୍ରଦାନ କରି ଥିବା ରୁ ବହୁତ ବହୁତ ଧନ୍ଯବାଦ।

    • @santoshsahoo2727
      @santoshsahoo2727 3 หลายเดือนก่อน

      You are absolutely right bro

  • @am9519
    @am9519 3 หลายเดือนก่อน +41

    ଖାଲି ଦେଖିବାକୁ ରହିଲା ବିଜେପି ର ସରକାର ଆସିଲେ ଏ ଯୋଡ଼ି ଉପରେ କି କାର୍ଯ୍ୟନୁଷ୍ଠାନ କରୁଛନ୍ତି... ଯଦି ନ ହଉଚି ତା ହେଲେ ସେଇଟା ବି ଗୋଟେ ନୂଆ ଢ଼ୋ scam ହେଲା ବୋଲି ଜାଣିହବ...

    • @biswojitdash1710
      @biswojitdash1710 3 หลายเดือนก่อน +2

      Kichi haba nahin sabu political party saman Sie 25 barsa khaile ea ki khaibe

    • @rameshsoni3338
      @rameshsoni3338 3 หลายเดือนก่อน +1

      ବିଜେପି ପକ୍ଷରୁ ନବୀନ ପଟ୍ଟନାୟକ ଙ୍କ ସରକାର ର କଳା କାରନାମା ଏବଂ ପାଣ୍ଡିଆନ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ
      ଗ୍ରହଣ କରିବେ ନାହିଁ। କେବଳ ଲୋକ ଦେଖାଣିଆ ତଦନ୍ତ ପାଇଁ ଆଦେଶ ଦେବେ କିନ୍ତୁ ତଦନ୍ତ ହେବ ନାହିଁ ଯାହାବି ଉଣା ଅଧିକା ତଦନ୍ତରେ ଆସିବ ସେ ସବୁ ଫାଇଲ୍ ରେ ହିଁ ଚାପି ହୋଇ ଯିବ। ଏଥିରେ ସନ୍ଦେହ ର ଅବକାଶ ନାହିଁ।ଜୟ ଜଗନ୍ନାଥ, ଜୟ ଓଡ଼ିଶା।

  • @prabodhkumarjene7537
    @prabodhkumarjene7537 2 หลายเดือนก่อน

    Sir ଏ..ତ ନିଗୂଢ଼ ରହସ୍ୟ....! ଓଡିଶା ବାସିଙ୍କ ଅଗୋଚର ରେ ଥିଲା.... ସତ ସତ ଧନ୍ୟବାଦ ଆପଣଙ୍କୁ.... 🙏🙏

  • @ramanayak3052
    @ramanayak3052 3 หลายเดือนก่อน +30

    ED କୁ ଦିଯାଯାଉ investigation କରାଯାଉ

    • @prasantapadhan6192
      @prasantapadhan6192 3 หลายเดือนก่อน

      ED ku case dele nabin suicide karideba

    • @factsunloaded4808
      @factsunloaded4808 3 หลายเดือนก่อน

      ED paisa gani gani thaki jiba।।। Corruption is huge even more tha। Bihar

  • @Dillip5331
    @Dillip5331 3 หลายเดือนก่อน +1

    Nice presentation sir 🙏
    True analysis... God bless you.
    100% right ❤

  • @NiranjanMaikap
    @NiranjanMaikap 3 หลายเดือนก่อน +50

    ନବୀନ କେଉଁ ବଥା ଆଙ୍ଗୁଳି ପାଣ୍ଡୁ ଧରିଛି। ପାଣ୍ଡୁ ଙ୍କୁ ଛାଡି ପାରୁନି।ସେ ବିଷୟ ରେ ବିଶ୍ଳେଷଣ କରନ୍ତୁ ସାର୍

    • @shreekumar5079
      @shreekumar5079 3 หลายเดือนก่อน

      himo sexual relationship heipare di janankara

    • @divinemove4878
      @divinemove4878 3 หลายเดือนก่อน

      Majhi goda ra anguli😂

  • @Toddydrinker
    @Toddydrinker 3 หลายเดือนก่อน +18

    ସଂଖାଦଳିଆ ଙ୍କ ଜଗନ୍ନାଥ ଭକ୍ତି ଏଥିରୁ ଜଣା ପଡୁଛି ଯେ ଶାସନ ଗଲା ବୋଲି ଶ୍ରୀମନ୍ଦିର ର ଲାଇଟ କଟିଦେଲେ।
    ମହାପ୍ରଭୁ ଏଇ ପରି ତୁମ ଦଳ କୁ ଅନ୍ଧାର ରେ ବୁଡ଼େଇଦେଵ

  • @santoshpradhan2509
    @santoshpradhan2509 3 หลายเดือนก่อน

    ଅତି ସୁନ୍ଦର୍ ଉପସ୍ଥାପନା, ଜୟ ଜଗନ୍ନାଥ , ଜୟ ଶ୍ରୀରାମ ।

  • @debadattamohapatra937
    @debadattamohapatra937 3 หลายเดือนก่อน +36

    ଛଳନାର ଅନ୍ତ ନାହିଁ କିନ୍ତୁ ସେଶ ସମୟ ବହୁ ପିଡା, ଦୁଃଖ ଓ ଅସହାୟ କରିଦିଏ

  • @LokanathBehera-ip3ll
    @LokanathBehera-ip3ll 2 หลายเดือนก่อน

    ଅତି ସୁନ୍ଦର ଚମତ୍କାର। ଭାବରେ ଆପଣ ଯେତେ। କଥା। ଉପସ୍ଥାପନା। କଲେ। ଏଥିରୁ ସ୍ପଷ୍ଟ ସୂଚନା। ମିଳୁଛି। ନବୀନ। ବାବୁଙ୍କର। କିଛି ଦୁର୍ବଳତା ପାଣ୍ଡି ଆନ୍। ପାଖରେ। ଅଛି। ସେଥିପାଇଁ। ସେ। ଭୟଭୀତ ଦେଶ। ଭାସି ଯାଉ। ଦଳ। ବୁଡି ଯାଉ। ମୋତେ। ଦୁର୍ଗତି। ନପଡୁ

  • @agrohome7968
    @agrohome7968 3 หลายเดือนก่อน +12

    Absolutely correct. ଆମେ ବହୁତ ଆଗରୁ ଏସବୁ ଶୁଣିଛୁ

  • @user-jq9ei5nm6e
    @user-jq9ei5nm6e 3 หลายเดือนก่อน +1

    very Thanks.God Blese you

  • @mantoshmohanty3712
    @mantoshmohanty3712 3 หลายเดือนก่อน +10

    Super Like Sir. Really U R a best Journalist in our Odisha. I am sharing many people Your Nibhaya Episodes. Lord Jagannath give you a long and healthy life.

  • @ManojTripathy-tx8fv
    @ManojTripathy-tx8fv 3 หลายเดือนก่อน +1

    ପୁରା ଠିକ ଭାଇନା ନବୀନ ଗୋଟେ ଧୃତ ରା

  • @viewsgodlevel5557
    @viewsgodlevel5557 3 หลายเดือนก่อน +17

    ଭଲ ଲାଗିଲା, ଆପଣ ଓଡ଼ିଆ ଛୁଆ ହିସାବରେ ସଚେତନ କରାଇଲେ। କିନ୍ତୁ ସ୍ଵାର୍ଥରେ ଅନ୍ଧ ହୋଇ ସବୁ ନିତିକୁ ଜଳାଞ୍ଜଳି ଦେଉଥିବା ଲୋକ ବୁଝିଲେ ହେଲା

    • @sharmistharaut4473
      @sharmistharaut4473 3 หลายเดือนก่อน

      Ati sundar upasthapana au kuta rajanitira bislesan

  • @niranjanparhi6508
    @niranjanparhi6508 3 หลายเดือนก่อน +1

    Nabin Pattnaik had become a liability for Odisha and Odias have given him an appropriate treatment.
    But Nabin Das with his deep and reflective journalistic vision is an asset of Odisha.

  • @prafullabehera8240
    @prafullabehera8240 3 หลายเดือนก่อน +59

    ଯଦି ସଚୋଟ ଅଫିସର କହୁଛ? ତେବେ ଇଡି ସବିଆଇ ଯଞ୍ଚ କରି ପ୍ରମାଣ କରନ୍ତୁ

  • @swamiviswamitranandagiri6066
    @swamiviswamitranandagiri6066 3 หลายเดือนก่อน +1

    Good

  • @Ashish-mh5yj
    @Ashish-mh5yj 3 หลายเดือนก่อน +10

    Sir aapana nka analysis awesome...not comparable to any one...Thank you sir for your all episodes.

  • @p.njagadev9597
    @p.njagadev9597 3 หลายเดือนก่อน

    Very happy and thanks Nabin ji for this Special episode on this Saturday 💐💐

  • @PURNA7382
    @PURNA7382 3 หลายเดือนก่อน +22

    *Gita lesson in 21st century*
    ପିତା ଧୃତରାଷ୍ଟ୍ରଙ୍କ ଅନ୍ଧ ମୋହ ଯୋଗୁ କୌରବ ବଂଶ ଲୋପ ପାଇଥିଲା ।ଠିକ୍ ସେମିତି ନବୀନ ବାବୁଙ୍କ ପାଣ୍ଡିଆନଙ୍କ ପ୍ରତି ଅତ୍ୟଧିକ ମୋହ ଯୋଗୁ BJD ଦଳ ଲୋପ ପାଇବାକୁ ଯାଉଛି। ଆଧୁନିକ ଯୁଗର ଧୃତରାଷ୍ଟ୍ର (ନବୀନ ବାବୁ) BJD ର ପତନ ପାଇଁ ଦାୟୀ।

  • @AbhaykumarBhol-qx7im
    @AbhaykumarBhol-qx7im 3 หลายเดือนก่อน +2

    CBI enquiry into odisha

  • @JANAMAAYO
    @JANAMAAYO 3 หลายเดือนก่อน +17

    ସମ୍ପୂର୍ଣ୍ଣ ନବୀନ ପଟ୍ଟନାୟକ ଦାୟୀ

    • @shreekumar5079
      @shreekumar5079 3 หลายเดือนก่อน +1

      Param mg ta budha

  • @nabakishoresamal9219
    @nabakishoresamal9219 2 หลายเดือนก่อน

    ऐहम् जानकारि के लीये बहत् बहत् धन्यवाद् सार् ...,

  • @mituprdhan2020
    @mituprdhan2020 3 หลายเดือนก่อน +56

    ଓଡ଼ିଶା ରେ CBI ଦର କାର

    • @user-qv4hd2bq9f
      @user-qv4hd2bq9f 3 หลายเดือนก่อน

      Ethara heipare, karan surrender karibaku Nabin pakhare gote be MP nahanti😂

  • @user-oc8fz9wn1r
    @user-oc8fz9wn1r 3 หลายเดือนก่อน

    Good News Gumar Katha, Special Episode Known for odisha people,Thanks.

  • @nrusinghaprasaddas4783
    @nrusinghaprasaddas4783 3 หลายเดือนก่อน +52

    ପାଣ୍ଡିଆନ ଆସିବା ପରେ ନବୀନଙ୍କ ଜୋଶ ବଢ଼ିଗଲା। ପାଣ୍ଡିଆନଙ୍କ ସ୍ତାବକମାନଙ୍କୁ ପୁଣି କ୍ରୀତଦାସ ହୋଇ ରହିବାକୁ ଓ ବିରୋଧ କରୁଥିବା ନେତାଙ୍କୁ ଚୁପ୍ କରିଦେଲେ। ଜାଗ! ଓଡିଆ ଜାଗ !! ନବୀନଙ୍କ ପ୍ରେସ ମିଟ ଇଂରାଜୀରେ ଥିଲା କି ନାହଁ ?

  • @sarojpanda4420
    @sarojpanda4420 3 หลายเดือนก่อน +1

    CBI enquire heba darkar

  • @user-od7nm6bi7o
    @user-od7nm6bi7o 3 หลายเดือนก่อน +10

    Today's analysis is 100 percent true.

  • @Jagannath-oc9ht
    @Jagannath-oc9ht 3 หลายเดือนก่อน +3

    ଆଜି ଆପଣ ବିଷେଶ ଗୁମର କଥା କହୁ କହୁ ରାଗି ଯାଇଛନ୍ତି ।

  • @bijaysahoo5544
    @bijaysahoo5544 3 หลายเดือนก่อน +46

    ନବୀନ ଙ୍କୁ ଆଗ ଆରେଷ୍ଟ୍ କରାଯାଉ ସିଆ ଏକ ନ ଚୋର

    • @prasantapadhan6192
      @prasantapadhan6192 3 หลายเดือนก่อน +1

      👍👍👍

    • @ArasulaSiya
      @ArasulaSiya 3 หลายเดือนก่อน +1

      Right

    • @santoshsahoo2727
      @santoshsahoo2727 3 หลายเดือนก่อน +1

      You are absolutely right bro

    • @factsunloaded4808
      @factsunloaded4808 3 หลายเดือนก่อน +1

      Nabina kana chota pila ..taaku kana jana nathiba ki koti koti tanka ra corruption 🎉

  • @rabindrapatra8223
    @rabindrapatra8223 3 หลายเดือนก่อน

    Very beautiful prediction. Thanks sir good night. Jay Jagannath.🌹🙏

  • @FUNNYVIDEOS-tt7po
    @FUNNYVIDEOS-tt7po 3 หลายเดือนก่อน +5

    Many Many thanks for your bright analysis and presentation

  • @pradeepkumarjena4162
    @pradeepkumarjena4162 3 หลายเดือนก่อน +1

    ସାରେ ଆପଣାକୁ ଧନ୍ଯବାଦ ବହୁତ ସୁଦର କଥା କହିଛନ୍ତି ଧନ୍ଯବାଦ

  • @debashislenka8160
    @debashislenka8160 3 หลายเดือนก่อน +21

    ପଣ୍ଡିଆନ କଳାଯାଦୁ କରିଛି ନବୀନ ବାବୁଙ୍କୁ କିମ୍ବା ବ୍ଲାକମେଲ କରୁଛି

    • @melisha4236
      @melisha4236 3 หลายเดือนก่อน +1

      Black mail ... Blue film

  • @bhabanishankarpattnayak6928
    @bhabanishankarpattnayak6928 3 หลายเดือนก่อน

    Great work, highly appreciated for your efforts.

  • @dhamirona8662
    @dhamirona8662 3 หลายเดือนก่อน +5

    ପ୍ରକୃତ ରେ ଆପଣ ଜଣେ ସଛ୍ଛୋଟ ଓ ସାହସୀ ଓଡ଼ିଆ, ଆପଣଙ୍କୁ ପ୍ରଣାମ କରୁଛି 🙏

  • @JJMohanty
    @JJMohanty 3 หลายเดือนก่อน +1

    Thanks Sir❤❤❤❤

  • @pratapkumarbarik3799
    @pratapkumarbarik3799 3 หลายเดือนก่อน +18

    ଓଡିଶାରୁ ନୂଆ ସରକାର ରେ ମଦ କେମିତି ହଟିବ ତା ବିଷୟରେ ଟିକେ ଚର୍ଚ୍ଚା କରନ୍ତୁ l

    • @santoshsahoo2727
      @santoshsahoo2727 3 หลายเดือนก่อน

      You are absolutely right bro

  • @brajakishorepadhi4022
    @brajakishorepadhi4022 3 หลายเดือนก่อน +1

    ସିବିଆଇ ରେଡ୍ ହେଉ। ନବୀନ ପଟ୍ଟନାୟକ ପୁରୁଣା ବେଧ। ନବୀନ ଜେଲ୍ କୁ ଯିବା ଦରକାର।

    • @santoshsahoo2727
      @santoshsahoo2727 3 หลายเดือนก่อน

      You are absolutely right bro

  • @geetaranisamal6638
    @geetaranisamal6638 3 หลายเดือนก่อน +35

    ବିଶେଷ ଗୁମର କଥା କୁ ଅନେକ ଅନେକ ସ୍ବାଗତ।ଖୁବ୍ ଆନନ୍ଦିତ କଲା ଆଜିର ଏ episode. ହଁ ଆଜ୍ଞା,କାହାର ସ୍ବାମୀ କିମ୍ବା ବାପା,ମା ଙ୍କ ର ସ୍ଵର୍ଗବାସ ହୋଇଗଲେ ବି ଏପରି କେହି କାନ୍ଦି ତାକୁ fb ରେ upload Kariba ନାହିଁ।ଶେଷ ସମୟ ଉପନୀତ ହେଲେ ମଣିଷ ଏପରି ଭୁଲ୍ କରେ।

    • @milibahalia6294
      @milibahalia6294 3 หลายเดือนก่อน

      ଓଡ଼ିଆ ଅଭିନେତା ଅଭିନେତ୍ରୀ ଟିକିଏ ଦେଖନ୍ତୁ ଯୋଉ ମାନେ କାଦୁଛ

    • @odiafitnesswithjyotsna
      @odiafitnesswithjyotsna 3 หลายเดือนก่อน

      Exactly

  • @sunilorthopod651
    @sunilorthopod651 3 หลายเดือนก่อน

    Absolutely amazing presentation sir . I don’t see such a fearless and honest person to present the bitter truth now a days .. at least in Odisha. Hats off to you

  • @baladevprasadbedbak6538
    @baladevprasadbedbak6538 3 หลายเดือนก่อน

    ଚମତ୍କାର ବିଶ୍ଳେଷଣ ଓ ଭବିଷ୍ୟବାଣୀ।
    ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା।

  • @suryakantamohanty8276
    @suryakantamohanty8276 3 หลายเดือนก่อน +136

    ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କର କିଛି କେଳେଙ୍କରି ପ୍ରମାଣ ପାଣ୍ଡୁ ପାଖରେ ଅଛି

    • @sarbeswardash2
      @sarbeswardash2 3 หลายเดือนก่อน +18

      ଶ୍ରଦ୍ଧା ମାଲିସ୍ କରିବାର ଭିଡିଓ ବି ଥାଇପାରେ

    • @suryakantamohanty8276
      @suryakantamohanty8276 3 หลายเดือนก่อน +6

      @@sarbeswardash2 ନା ନା ମୁଁ ଭାବୁଛି ଆହୁରି ଗଭୀରତମ ପ୍ରମାଣ ଥାଇପାରେ

    • @sanghamitradas371
      @sanghamitradas371 3 หลายเดือนก่อน +4

      Pandu blackmail karuchi

    • @manasranjan2711
      @manasranjan2711 3 หลายเดือนก่อน +9

      Mote laguchi mada piki andharare panduku madibasithile amara priya mukhyamantri😂😂😂😂

    • @khandayat1Ruler
      @khandayat1Ruler 3 หลายเดือนก่อน +2

      ​@@manasranjan2711💯 Right Sai video clips ta pandian pakhare Achi😅

  • @Jagannath-oc9ht
    @Jagannath-oc9ht 3 หลายเดือนก่อน +2

    ନା ନା ନବିନ୍ ଭାଇ ଏ ଦଳ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ନାଁରେ ଗଢିଉଠିଛି ଏବଂ ଅନେକ ଅନେକ ଆତାପି ବାତାପି ଅଗା ବଗା ଖଗାଙ୍କୁ ନେଇ ଦୁର୍ନୀତି ରେ ବୁଡି ଉବୁ ଟୁବୁ ହେଉଥିବାରୁ ବିଜୁ ବାବୁଙ୍କୁ ଭାରତ୍ନ ଦିଆଯାଉ ନଥିଲା। ଏଦଳ ଧ୍ବଂସ ହୋଇ ପାଉଁଶ ହୋଇଯାଉ। ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳୁ।

  • @jayaramasahoo7106
    @jayaramasahoo7106 3 หลายเดือนก่อน +47

    ପାଣ୍ଡିଆନ ପ୍ରବଳ କଳା ଟଙ୍କା ନବୀନ ଙ୍କୁ ଦେଉଥିଲା ପାଣ୍ଡିଆନ ଙ୍କ ଦ୍ୱାରା ଟଙ୍କା ନବୀନ ଙ୍କ ଭାଇ ପାଖକୁ ଯାଉଥିଲା

  • @gobindapatro3471
    @gobindapatro3471 3 หลายเดือนก่อน

    You are absolutely correct sir. Your presentation was excellent. You revealed the truth fearlessly. I salute you for your courage and true spirit. 👍🙏

  • @padmanayak9883
    @padmanayak9883 3 หลายเดือนก่อน +17

    ଜୟ ଜଗନ୍ନାଥ
    ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ କହିଦେଲେ ଭି କେ ପାଣ୍ଡିଆନ ଯାହା କରିଛନ୍ତି ସବୁ ତାଙ୍କର ବା ନବୀନ ବାବୁଙ୍କ ଇଛାରେ

  • @sukumarrana9091
    @sukumarrana9091 3 หลายเดือนก่อน

    Excellent presentation. Thanks a lot.

  • @FAKIRJENA-du2zs
    @FAKIRJENA-du2zs 3 หลายเดือนก่อน +19

    ନବିନl କୁ ପାଣ୍ଡିଆ ଇଡି ଓ ସି ବି ଆଇ ରେ ଧରା ପକେଇ ଦେବା ର ଭୟ ଥିବାରୁ ସେ ତାକୁ କ୍ଲିନ୍ ଚିଟ୍ ଦେଲା।

    • @santoshsahoo2727
      @santoshsahoo2727 3 หลายเดือนก่อน

      You are absolutely right

  • @debiprasadpanda3490
    @debiprasadpanda3490 3 หลายเดือนก่อน

    Quite appropriate and revealing/ thought Provoking analysis. Thanks for bringing Special episode on Saturday.

  • @bipracharanjena2736
    @bipracharanjena2736 3 หลายเดือนก่อน +20

    ନବୀନ ବାବୁଙ୍କ କିଛି ଦୂର୍ବ ଲତା ପାଣ୍ଡିଆନ ଜାଣିଛନ୍ତି

    • @prasantapadhan6192
      @prasantapadhan6192 3 หลายเดือนก่อน

      ନବୀନ ପଟ୍ଟନାୟକଙ୍କ ଘଷାଘଷି ଭିଡ଼ିଓ ଟେ ଥାଇପାରେ ପାଣ୍ଡୁ ପାଖରେ

    • @biswajeetnayak5019
      @biswajeetnayak5019 3 หลายเดือนก่อน

      ​@@prasantapadhan6192😅😅😅😅😅

  • @rabindrakumarpanda1328
    @rabindrakumarpanda1328 3 หลายเดือนก่อน

    Excellently Excellent. Top.

  • @trilochanpatnaik6321
    @trilochanpatnaik6321 3 หลายเดือนก่อน +12

    ରକ୍ଷା ହେଇଛି BJD ଦଳର ବିନାଶ ଓ ନବୀନ ବାବୁଙ୍କ ଗୋଟିଏ ଆସନ ରୁ ପରାସ୍ତ ଓ ଅନ୍ୟ ଆସନ ରେ ହାରୁ ବା ବେଳେ ଅଳ୍ପକେ ଜିତି ଗଲେ କେହି ନବୀନ ପ୍ରେମୀ ଆତ୍ମ ହତ୍ୟା କରି ନାହାଁନ୍ତି।

  • @ranjankumarmohanta2003
    @ranjankumarmohanta2003 3 หลายเดือนก่อน +3

    CBI , ED ନିଶ୍ଚିତ ଆସିବେ ....

  • @user-cw9gp5ty9f
    @user-cw9gp5ty9f 3 หลายเดือนก่อน +13

    ଏଭଳିଆ 'କ୍ଲିନଚିଟ ' କୁ କେତେଜଣ ସଚ୍ଚୋଟ ଓଡ଼ିଆ ସମର୍ଥନ କରିବେ ? ବିଶ୍ବାସ କରିବେ ?
    ଉତ୍ତର ନିର୍ବାଚନ ଫଳାଫଳ ରୁ ସୁସ୍ପଷ୍ଟ ।
    ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ... ... ...

  • @mukundamelaka2210
    @mukundamelaka2210 3 หลายเดือนก่อน

    ସାର୍ ଆପଣଙ୍କ ବିଶ୍ଳେଷଣ ବହୁତ ଚମତ୍କାର । ଯାହା ଭବିଷ୍ୟବାଣୀ କରୁଛନ୍ତି ତାହା ହିଁ ହେଉଛି ।

  • @basudevmohanty3504
    @basudevmohanty3504 3 หลายเดือนก่อน +4

    Excellent video. Please play it again and again. Forward it to New Govt. for necessary immediate action. Swabhimani odias are waiting.

  • @satishchandrabehera7291
    @satishchandrabehera7291 3 หลายเดือนก่อน +1

    ଚାଟୁକାରମାନେ ଯେତେ ଯାହା ପ୍ରଶଂସା କରିଲେ କରନ୍ତୁ।
    ଆମ୍ଭେ କିନ୍ତୁ ନିର୍ଭୟରେ କହିବାକୁ ଚାହୁଁଛୁ କି ଶତାବ୍ଦୀର ସବୁଠାରୁ କଳଙ୍କିତ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆମ ଓଡିଶାର ଚବିଶ ବର୍ଷର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଜୟ ଜଗନ୍ନାଥ!!!

  • @sudhakardehury4610
    @sudhakardehury4610 3 หลายเดือนก่อน +15

    ବିନାଶ କାଲେ ବିପରୀତ ବୁଦ୍ଧି

  • @pokemongameupdate6750
    @pokemongameupdate6750 3 หลายเดือนก่อน

    ଆଜ୍ଞା.... ଆପଣଙ୍କ ପରି ଓଡ଼ିଆ ଓ ଓଡିଶା ପାଇଁ ଆବଶକ୍ୟ...... ମୁଁ ଭାବୁଛି ଯେ ନବୀନ ବାବୁ ଓଡ଼ିଆ ବୁଝନ୍ତି ନାହିଁ.......

  • @shankarshansahoo928
    @shankarshansahoo928 3 หลายเดือนก่อน +4

    Ati sunder

  • @surendrajena8316
    @surendrajena8316 3 หลายเดือนก่อน

    ମହାଶୟ ଆପଣଙ୍କର ପ୍ରତ୍ୟେକ ଟି ବିଷୟରେ ତନ୍ନ ତନ୍ନ ଭାବରେ ଅତି ସୁନ୍ଦର ଯୁକ୍ତିଯୁକ୍ତ ବିଶ୍ଳେଷଣ ବହୁତ୍ ଆନନ୍ଦ ଦାୟକ ଓ ଖୁସି ଲାଗୁଛି ତେଣୁ ମୁଁ ସେଗୁଡ଼ିକୁ ସାଇତି ରଖୁଛି।

  • @saratjena3483
    @saratjena3483 3 หลายเดือนก่อน +6

    You are very right sir.

  • @BabulalSahoo1977
    @BabulalSahoo1977 3 หลายเดือนก่อน

    Very nice Facts discussion....Really Very nice information about ourEx cm.

  • @ramratan3907
    @ramratan3907 3 หลายเดือนก่อน +5

    Bahut sundar

  • @basantinayak1660
    @basantinayak1660 3 หลายเดือนก่อน +1

    Very nice

  • @SIBAPRASADDAS-do5si
    @SIBAPRASADDAS-do5si 3 หลายเดือนก่อน +12

    ଓଡିଶା ର ଲୋକ କର୍ମ ଭୀରୁ। ଦିନଟି ଏ ପାଇଁ ଚାଉଳ ଥିଲେ କାମ କରନ୍ତି ନି। ଆଖି ଦେଖା କଥା। ଖାଇ ସାରି ଦିନ ୧୨ଟାରୁ ତାସ୍ ଖେଳନ୍ତି ୫ଟା ଯାଏ। ଓଡିଶା କେମିତି ଉନ୍ନତି କରିବ?

    • @santoshsahoo2727
      @santoshsahoo2727 3 หลายเดือนก่อน +1

      You are absolutely right

    • @jyotiswain4778
      @jyotiswain4778 3 หลายเดือนก่อน +2

      Yes pura thik katha

  • @gyanaranjanmohanty9340
    @gyanaranjanmohanty9340 3 หลายเดือนก่อน

    ବହୁତ୍ ସୁନ୍ଦର ବିଶ୍ଳେଷଣ। ଧନ୍ୟବାଦ୍ ଆପଣଙ୍କୁ

  • @suryakantapattnaik319
    @suryakantapattnaik319 3 หลายเดือนก่อน +4

    Sir your judgment absolutely right

  • @priyaranjanparichha5278
    @priyaranjanparichha5278 3 หลายเดือนก่อน

    Sir your style of analysis is one of the best I have ever come across in Odia journalism.

  • @user-gp3bz5kv4n
    @user-gp3bz5kv4n 3 หลายเดือนก่อน +5

    💯 percent correct assessment

  • @jayakrushnarout1779
    @jayakrushnarout1779 3 หลายเดือนก่อน

    Apana hiiii Satya kahanti. Thank you Sir.

  • @basudevdukhalata5336
    @basudevdukhalata5336 3 หลายเดือนก่อน +1

    Sir nice clip.👏👏👏👌👌👌.

  • @skdsingerkumarsaroj655
    @skdsingerkumarsaroj655 3 หลายเดือนก่อน +13

    ପୁରା ସତ କଥା କହିଲ