ଭାଷା ଶିକ୍ଷଣର ସନ୍ତୁଳିତ ପଦ୍ଧତି // Balanced Literacy Approach In Odia

แชร์
ฝัง
  • เผยแพร่เมื่อ 1 มี.ค. 2024
  • ଏହି ଭିଡିଓ ମାଧ୍ୟମରେ ଆପଣ ଭାଷା ସାକ୍ଷରତାର କୌଶଳ ଉପରେ ଧାରଣା ପାଇପାରିବେ । ଭାଷା ଶିକ୍ଷଣର ଚାରିଖଣ୍ଡିୟ ରୂପରେଖ ଯଥା ମୌଖିକ ଭାଷା ବିକାଶ, ଡିକୋଡିଂ, ପଠନ ଓ ଲିଖନର ବିଭିନ୍ନ ଦିଗ ଉପରେ ଆମେ ଜାଣିପାରିବା । ମୌଖିକ ଭାଷା ବିକାଶର ଗୁରୁତ୍ଵ, ଶବ୍ଦ ଚିହ୍ନଟ, ବୁଝିବା ସହ ପଢ଼ିବା ଓ ଲେଖିବା, ଅର୍ଥ ନିର୍ମାଣ ସହ ଭାଷାକୁ ବୁଝିବାର ବିଭିନ୍ନ କୌଶଳ ଉପରେ ଏହି ଭିଡିଓରେ ବର୍ଣ୍ଣନା କରାଯାଇଛି ।

ความคิดเห็น •