Language And Learning Foundation
Language And Learning Foundation
  • 49
  • 36 369
International Literacy Day 2024: National Consortium for Multilingual Education - India
On International Literacy Day 2024, the National Consortium for Multilingual Education - India proudly presents an exploration of this year’s theme: “Promoting Multilingual Education: Literacy for Mutual Understanding and Peace.” In a world that thrives on diversity, multilingual education serves as a powerful tool for fostering understanding, respect, and harmony among communities.
In this insightful video, we explore the various dimensions of Multilingual Education (MLE) in India and how MLE fosters literacy and learning in diverse linguistic contexts, bridges cultural divides, and empowers communities by recognizing the value of every child's home language in education.
We invite you to join the dialogue on the significance of multilingual education in promoting peace and understanding. Share your insights in the comments section below, and don't forget to subscribe to stay updated on our efforts to advance multilingual education in India!
#InternationalLiteracyDay2024 #MultilingualEducation #PeaceThroughLiteracy #NationalConsortiumForMultilingualEducation #India #LiteracyForPeace #InclusiveEducation #DiversityInEducation #MutualUnderstanding
มุมมอง: 311

วีดีโอ

FLN ଶିକ୍ଷଣ ସାମଗ୍ରୀ // FLN Teaching Materials in Odia
มุมมอง 7K5 หลายเดือนก่อน
ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ କାର୍ଯ୍ୟପୁସ୍ତିକାକୁ ନେଇ କାମ କରିବା ସମୟରେ ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ଏହି ଭିଡିଓଟି ମନରେ ଆସୁଥିବା ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିବ । ତାହା ସହିତ କାର୍ଯ୍ୟପୁସ୍ତିକାର ବାର୍ଷିକ, ସାପ୍ତାହିକ ଓ ଦୈନିକ ଢାଞ୍ଚା ଉପରେ ଏହି ଭିଡିଓଟି ସୂଚନା ଦେବ । ପିଲାମାନେ କାର୍ଯ୍ୟପୁସ୍ତିକାର ବ୍ୟବହାର କରିବା ପୂର୍ବରୁ, ବ୍ୟବହାର କରିବା ସମୟରେ ଓ ପରେ ଶିକ୍ଷକଙ୍କ ଭୂମିକା ଉପରେ ଏହି ଭିଡିଓଟି ଧାରଣା ଦେବ ।
ମାର୍ଗଦର୍ଶୀ ପଠନ // Guided Reading in Odia
มุมมอง 1125 หลายเดือนก่อน
ଏହି ଭିଡ଼ିଓରେ ଆପଣମାନେ ମାର୍ଗଦର୍ଶୀ ପଠନ ସହ କାର୍ଯ୍ୟପୁସ୍ତିକାରେ ଦିଆଯାଇଥିବା ଡିକୋଡେଵଲ ପାଠ, ଗଳ୍ପକାର୍ଡ଼ ଓ କାର୍ଯ୍ୟପୁସ୍ତିକାର ବ୍ୟବହାର ଉପରେ ଧାରଣା ପାଇପାରିବେ ।
ଶବ୍ଦ ପଠନ କାର୍ଯ୍ୟ // Word Recognition in Odia
มุมมอง 415 หลายเดือนก่อน
ଏହି ଭିଡ଼ିଓରେ ଶବ୍ଦ ପଠନର କ୍ରମ ଓ ପ୍ରକ୍ରିୟାକୁ ବର୍ଣ୍ଣନା କରାଯାଇଛି I ଭିଡ଼ିଓଟି ଶିକ୍ଷକ ଅକ୍ଷରକୁ ଯୋଡି କିପରି ଶବ୍ଦ ପଠନ କାର୍ଯ୍ୟକରୁଛନ୍ତି ସେ ସମ୍ବନ୍ଧରେ ସୂଚନା ଦେବ ।
ମାତ୍ରା ଚିହ୍ନଟ କାର୍ଯ୍ୟ // Matra Recognition in Odia
มุมมอง 945 หลายเดือนก่อน
ଏହି ଭିଡ଼ିଓରେ ମାତ୍ରା ଶିକ୍ଷଣର କ୍ରମ ଓ ପ୍ରକ୍ରିୟାକୁ ବୁଝିପାରିବ I ଶିକ୍ଷଣ ସାମଗ୍ରୀ ବ୍ୟବହାର କରି ମାତ୍ରା ଶିକ୍ଷଣର କ୍ରମ ଓ ପ୍ରକ୍ରିୟା ବିଷୟରେ ଏହି ଭିଡ଼ିଓଟି ଆପଣଙ୍କୁ ଅବଗତ କରାଇବ I
ଅକ୍ଷର ଶିକ୍ଷଣ କାର୍ଯ୍ୟ // Letter Recognition In Odia
มุมมอง 2255 หลายเดือนก่อน
ଏହି ଭିଡିଓରେ ଅକ୍ଷର ଶିକ୍ଷଣର କ୍ରମ ଓ ପ୍ରକ୍ରିୟା ଉପରେ ଆମେ ଧାରଣା ପାଇପାରିବା । ଶିକ୍ଷଣ ସାମଗ୍ରୀ ବ୍ୟବହାର କରି ପିଲାଙ୍କୁ ଅକ୍ଷର ଶିଖାଇବାର ଉପାୟ ଉପରେ ଏହି ଭିଡିଓଟି ଆପଣଙ୍କୁ ସୂଚନା ପ୍ରଦାନ କରିବ ।
Dhir Jhingran, Founder & ED, LLF, In Conversation With Simran Nagpal, Hindustan Times
มุมมอง 886 หลายเดือนก่อน
Dhir Jhingran, Founder & ED, LLF, In Conversation With Simran Nagpal, Hindustan Times
ଅକ୍ଷର ଶିକ୍ଷଣ କାର୍ଯ୍ୟ // Letter Recognition In Odia
มุมมอง 1.6K7 หลายเดือนก่อน
ଏହି ଭିଡିଓରେ ଅକ୍ଷର ଶିକ୍ଷଣର କ୍ରମ ଓ ପ୍ରକ୍ରିୟା ଉପରେ ଆମେ ଧାରଣା ପାଇପାରିବା । ଶିକ୍ଷଣ ସାମଗ୍ରୀ ବ୍ୟବହାର କରି ପିଲାଙ୍କୁ ଅକ୍ଷର ଶିଖାଇବାର ଉପାୟ ଉପରେ ଏହି ଭିଡିଓଟି ଆପଣଙ୍କୁ ସୂଚନା ପ୍ରଦାନ କରିବ ।
କାର୍ଯ୍ୟପୁସ୍ତିକାର ବ୍ୟବହାର // Use Of Workbook In Odia
มุมมอง 6K7 หลายเดือนก่อน
ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀରେ କାର୍ଯ୍ୟପୁସ୍ତିକାକୁ ନେଇ କାମ କରିବା ସମୟରେ ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ଏହି ଭିଡିଓଟି ମନରେ ଆସୁଥିବା ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିବ । ତାହା ସହିତ କାର୍ଯ୍ୟପୁସ୍ତିକାର ବାର୍ଷିକ, ସାପ୍ତାହିକ ଓ ଦୈନିକ ଢାଞ୍ଚା ଉପରେ ଏହି ଭିଡିଓଟି ସୂଚନା ଦେବ । ପିଲାମାନେ କାର୍ଯ୍ୟପୁସ୍ତିକାର ବ୍ୟବହାର କରିବା ପୂର୍ବରୁ, ବ୍ୟବହାର କରିବା ସମୟରେ ଓ ପରେ ଶିକ୍ଷକଙ୍କ ଭୂମିକା ଉପରେ ଏହି ଭିଡିଓଟି ଧାରଣା ଦେବ ।
Scaffolding In Odia // ସ୍କାଫୋଲ୍ଡିଂ
มุมมอง 1557 หลายเดือนก่อน
ନୂଆ କୌଶଳ ଶିଖାଇବା ସମୟରେ ସ୍କାଫୋଲ୍ଡିଂ ର ଗୁରୁତ୍ଵ ଉପରେ ଏହି ଭିଡ଼ିଓଟିରେ ସୂଚନା ଦିଆଯାଇଛି । ତାହା ସହିତ GRR ର ଧାରଣା ଉପରେ ଏହି ଭିଡ଼ିଓରେ ଆପଣ ସୂଚନା ପାଇପାରିବେ ।
ସହଭାଗୀ ପଠନ (ବଡ଼ ବହି) // Shared Reading (Big Book) In Odia
มุมมอง 2467 หลายเดือนก่อน
ଏହି ଭିଡ଼ିଓଟିରେ ସହଭାଗୀ ପଠନର ସୋପାନଗୁଡ଼ିକ ସମ୍ବନ୍ଧରେ ଜାଣିପାରିବା । ଶ୍ରେଣୀରେ ବଡ଼ ବହିକୁ ନେଇ କାର୍ଯ୍ୟ କରିବା ପୂର୍ବରୁ, କାର୍ଯ୍ୟ କରିବା ସମୟରେ ଓ ପରେ କେଉଁସବୁ ଦିଗ ପ୍ରତି ଦୃଷ୍ଟି ଦେବା ତାହା ଏହି ଭିଡ଼ିଓ ମାଧ୍ୟମରେ ବୁଝାଇ ଦିଆଯାଇଛି ।
Oral Language Development Through Picture Poster In Odia
มุมมอง 1177 หลายเดือนก่อน
ଶ୍ରେଣୀରେ ଚିତ୍ର ଆଧାରିତ ଆଲୋଚନା, ଅଭିନୟ ଓ କାହାଣୀକୁ ନେଇ ଅଭିନୟ କରାଯିବାର ସୋପାନଗୁଡ଼ିକ ଉପରେ ଏହି ଭିଡିଓରେ ବର୍ଣ୍ଣନା କରାଯାଇଛି । ଚିତ୍ର ପୋଷ୍ଟରକୁ ଆମେ ପିଲାଙ୍କ ସହ କିପରି ଦୁଇଦିନ କାର୍ଯ୍ୟ କରିବା ତାହାର ଧାରଣା ଏହି ଭିଡିଓ ମାଧ୍ୟମରେ ପାଇପାରିବା ।
Oral Language Development Through Story Telling In Odia
มุมมอง 2077 หลายเดือนก่อน
Oral Language Development Through Story Telling In Odia
ଗଣିତ ଶିକ୍ଷଣରେ ଗାଣିତିକ ଭାଷାର ପ୍ରୟୋଗ // Numeracy In Odia
มุมมอง 2457 หลายเดือนก่อน
ଗଣିତ ଶିକ୍ଷଣରେ ଗାଣିତିକ ଭାଷାର ପ୍ରୟୋଗ // Numeracy In Odia
ପାରସ୍ପରିକ ଉଚ୍ଚ ପଠନ // Interactive Read Aloud In Odia
มุมมอง 1477 หลายเดือนก่อน
ପାରସ୍ପରିକ ଉଚ୍ଚ ପଠନ // Interactive Read Aloud In Odia
ସମସ୍ତ ପିଲା ଶିଖି ପାରିବେ // Every Child Can Learn In Odia
มุมมอง 1247 หลายเดือนก่อน
ସମସ୍ତ ପିଲା ଶିଖି ପାରିବେ // Every Child Can Learn In Odia
ଡିକୋଡ଼ିଙ୍ଗ୍ // Decoding In Odia
มุมมอง 2647 หลายเดือนก่อน
ଡିକୋଡ଼ିଙ୍ଗ୍ // Decoding In Odia
ପ୍ରସଙ୍ଗ ଭିତ୍ତିକ ଚର୍ଚ୍ଚା (କରମା ପୂଜା ଓ ନାଚ) // Contextual Discussion In Odia
มุมมอง 1.7K7 หลายเดือนก่อน
ପ୍ରସଙ୍ଗ ଭିତ୍ତିକ ଚର୍ଚ୍ଚା (କରମା ପୂଜା ଓ ନାଚ) // Contextual Discussion In Odia
ପ୍ରସଙ୍ଗ ଭିତ୍ତିକ ଚର୍ଚ୍ଚା (କରମା ପୂଜା ଓ ନାଚ) // Contextual Discussion In Odia
มุมมอง 3527 หลายเดือนก่อน
ପ୍ରସଙ୍ଗ ଭିତ୍ତିକ ଚର୍ଚ୍ଚା (କରମା ପୂଜା ଓ ନାଚ) // Contextual Discussion In Odia
ଶ୍ରେଣୀଗୃହ ଶିକ୍ଷଣ ପରିଚାଳନା // Classroom Teaching Process In Odia
มุมมอง 2207 หลายเดือนก่อน
ଶ୍ରେଣୀଗୃହ ଶିକ୍ଷଣ ପରିଚାଳନା // Classroom Teaching Process In Odia
ବ୍ଲେଣ୍ଡିଙ୍ଗ୍ // Blending In Odia
มุมมอง 2.3K7 หลายเดือนก่อน
ବ୍ଲେଣ୍ଡିଙ୍ଗ୍ // Blending In Odia
ଭାଷା ଶିକ୍ଷଣର ସନ୍ତୁଳିତ ପଦ୍ଧତି // Balanced Literacy Approach In Odia
มุมมอง 3.9K7 หลายเดือนก่อน
ଭାଷା ଶିକ୍ଷଣର ସନ୍ତୁଳିତ ପଦ୍ଧତି // Balanced Literacy Approach In Odia
ସକ୍ରିୟ ଅଂଶଗ୍ରହଣ // Active Participation In Odia
มุมมอง 1.1K7 หลายเดือนก่อน
ସକ୍ରିୟ ଅଂଶଗ୍ରହଣ // Active Participation In Odia
डेकोडिंग के चरण
มุมมอง 68ปีที่แล้ว
डेकोडिंग के चरण
Journey of Haryana Early Literacy Development Impact Bond
มุมมอง 125ปีที่แล้ว
Journey of Haryana Early Literacy Development Impact Bond
#ThankYou Mr. Sandeep Mehta!
มุมมอง 252 ปีที่แล้ว
#ThankYou Mr. Sandeep Mehta!
7 Years of LLF
มุมมอง 2192 ปีที่แล้ว
7 Years of LLF
Season's Greetings from Language and Learning Foundation
มุมมอง 92 ปีที่แล้ว
Season's Greetings from Language and Learning Foundation
कोर्स परिचय CAC Chhattisgarh (Diksha)
มุมมอง 1.3K2 ปีที่แล้ว
कोर्स परिचय CAC Chhattisgarh (Diksha)
We will miss you Chary Sir!
มุมมอง 882 ปีที่แล้ว
We will miss you Chary Sir!