Ajira Bitarka Live | ପାତାଳରୁ ଖୋଜାହେବ ରତ୍ନଚୋର ! | 30 June 2024 | Argus News
ฝัง
- เผยแพร่เมื่อ 29 มิ.ย. 2024
- Ajira Bitarka Live | ପାତାଳରୁ ଖୋଜାହେବ ରତ୍ନଚୋର ! | 30 June 2024 | Argus News
#ArgusNews #Ratnabhandar #jagannathtemple #BJPGovt #SpecialDebate #OdishaNews
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
TH-cam : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
Cm ଙ୍କୁ ବହୁତ ବହୁତ ଧନ୍ୟବାଦ
Bala cm
Banda parika ta dekha jauchi
@@tanushreenayak1485ଆରେ ଛୋଡ଼ି ପୁଅ ଭାଷା ଠିକ୍ କର ଆଗ ଆଉ ତୋର ମୁହଁ ଟା ଘୁଷୁରୀ ଗେହୀ ଭଳି ଦେଖାଯାଉଛି😂😂😂
@@tanushreenayak1485Ghoda gehi dekhauna bia Tora mgh Banda dekhibu ta pare😂😂😂😂
@@tanushreenayak1485 tama muhon j hati gandi bholi😂😂
Ghuda gehi chhindari bedho jhio
ସରକାର କଣ ସୋଇଥିଲେ?? ଜଗନ୍ନାଥ ଙ୍କ ରତ୍ନଭଣ୍ଡାର ଭିତରେ ପାଣି ପଶିଗଲା? ମନ୍ଦିରର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଏତେ ପଇସା ଖର୍ଚ୍ଚ କରିଦେଲେ କିନ୍ତୁ ମନ୍ଦିରରେ ପାଣି ପଶିଗଲା କେହି ଜାଣି ପାରିଲେ ନାହିଁ?
Agaru kana bjd sarkar soipadithila thila se Katha kahi parunathilu re rendy to gandi gal gal heuchhi
ରତ୍ନ ଭଣ୍ଡାର ଖୋଲା ନଯାଇ ପରିକ୍ରମା ପ୍ରକଳ୍ପ ଉପରେ କାହିଁକି ଗୁରୂତ୍ଵ ଦିଆଗଲା
ଏ ବିଜେଡି ପ୍ରବକ୍ତା ପ୍ରବଳ ଗାଲୁଆ l
ହରି ଶଙ୍କର ସାର୍ ଙ୍କ ରାୟ ରେ ମୁଁ ଏକମତ। ଜଗନ୍ନାଥ ଙ୍କ ବାଡ଼ଗ୍ରାହୀ ଯେଉଁ କଥା କହୁଛନ୍ତି ତାହା ଯୋଗ୍ୟ ନୁହେଁ, ରତ୍ନ ଭଣ୍ଡାର ରେ ପାଣି ଯଦି ଗଲା, କ'ଣ ପାଣି ଲାଗି ସୁନା ଖରାପ ହୁଏ କି? ଯଦି ଖରାପ ହେଲା ତା ରଙ୍ଗ ଟିକେ ଭିନ୍ନ ହୋଇଥିବ।ଜୟ ଜଗନ୍ନାଥ 🙏
ମୋର ବିଶ୍ୱାସ ସେବାୟତ ଭାଇମାନେ ଚୋରି ପଛର କାରଣ ହୋଇପାରନ୍ତି ପ୍ରଶାସନ ଙ୍କୁ ଭାଗ ଦେଇଛନ୍ତି ।ତେଣୁ ସବୁ ଡ୍ରାମା ।
Tamaku laja nai sebayata ku bhai kahucha mgh chora kuha
Ganesh ସାହୁ ଙ୍କୁ କାହିଁକି ଡିଭେଡ କୁ ଆଣିଛନ୍ତି, ସେ ବାଉଳି ହେଲେଣି
Cm ଯାହା କହିଲେ ଠିକ କହିଲେ, ତୁମେ କାହିଁ ସେମିତି ହଉଛ, ଜୟ ଜଗନ୍ନାଥ 🙏🏽🛐
ବବି ଦାସ,ବଲେ ବଲେ ଢ଼ାବା,ପରି,ମମିତା
ଏ ସମସ୍ୟା ବୋଧ ହୁଏ ଦଣ୍ଡ ଏମାନେ ଦେଇସାରିଲେଣି,ଆଉ ବାକି ରତ୍ନ ଭଣ୍ଡାର କଥା,ଏ ସବୁ ଲାଗୁଛି ବାକ୍ୟ ବୀର ଖାଲି
Prabhu 🙏. ❤🙏
ପ୍ରକୃତରେ ଲାଗୁଛି ଡ୍ରାମାବାଜି,ଚାଲିଛି।
ଧନ୍ୟବାଦ ଭଗବାନ ବିଭିନ୍ନ।ଆରେ ବାବୁ ଆପଣ ନଷ୍ଟ ହେବାକଥା କେମିତି ଜାଣିଲେ । ତାହେଲେ ଚୋରି ହେବାର ଆଶଙ୍କା ସୃଷ୍ଟି ହେବା ସ୍ଵାଭାବିକ। ଚାବିକାଠି ତାମିଲନାଡୁ ଯିବା କଥା ବର୍ତମାନ କହୁଛନ୍ତି। ତେବେ ନିଶ୍ଚିତ ଚୋରି ହେବାସାଭାବିକ।ଆରେ ମହାରାଜାଙ୍କୁ କ'ଣ ଏବିଷୟରେ କହୁଛନ୍ତି ବର୍ତମାନ କ'ଣ ମହାରାଜା ଦାୟିତ୍ଵ ରେ ଅଛନ୍ତି।ଆରେ ଭାଇ ଆପଣ ଓଡ଼ିଆ ନା ଅଣ ଓଡ଼ିଆ। ତେଣୁ କରି କଥା କୁହାଳିଆ ମାନେ ଯାହା କହୁଛନ୍ତି ମିଛ । ସବୁ ଚୋରି କରିଜାହାଖାଇଛ ଆଉ ଯାହା ଅଛି ଖାଇ ଯାଅ। ଗଜପତି ମହାରାଜାଙ୍କ ଦୋଷୀ କରିବା।ମହାପାପ।ଜଦି ଠାକୁର ଧନଷଖାଇବ ଓଡ଼ିଆ ରେଗା------ନିଡି ମରେଇବେ। ଆପଣମାନେ କେବେ ମରିଵେନି।ହେ ବଡ଼ ଠାକୁର ଶ୍ରୀ ଜଗନ୍ନାଥ ଏମାନଙ୍କ କଥା ତୁରନ୍ତ ବୁଝି।
Jai jagarnath swami nayan patha gami bhaba tume
ଯେଉଁ ମାନେ କିଛି କରନ୍ତି, ଏମିତି ଭଡ୍ ଭଡ୍ କରନ୍ତି ନାହିଁ।ଧୀର୍ ସବ୍ କୁଛ୍ ହୋତା ହୈ।
Good
Cm katha bhala bhabe sunatu
ହରିଶଙ୍କର ମହୋଦୟଙ୍କ ଉତ୍ତର ଯୁକ୍ତି ଯୁକ୍ତ, ନେଳିଆ କୁର୍ତା ପିନ୍ଧା ବାବୁ ଗାଲୁଆ, CS Odisha cadre IAS ଓ ଓଡିଶାରେ permanent posting IAS.
ଏ ସଳା ଝିଅ ରଖା ଟାକୁ କି ପାଇଁ ଡାକୁଛ
ସୁନାରୁପା ହୀରା ପାଣିରେ ନଷ୍ଟ ହୁଏନି ।
ପ୍ରାୟ ଆମ ଓଡ଼ିଶାରେ କାନକୁହା କଥା କୁ ବେଶି ବିଶ୍ୱାସ କରନ୍ତି 😆😆ସତ୍ୟତା ନ ଜାଣି ପାଗଳ ପ୍ରାୟ ଆଳାପ କରନ୍ତି 😡😡
ଯଦି ଜଗନ୍ନାଥ ସତରେ ଅଛନ୍ତି ବୋଲି ଭକ୍ତ ମାନେ ଭାବୁଛନ୍ତି ତେବେ,ରତ୍ନଭଣ୍ଡାର ଚୋରି ହେଲା ଆଉ ମହାପ୍ରଭୁ ଚକା ଆଖିରେ ଦେଖିଲେ,ଚୋରର କିଛି କ୍ଷତି
କଲେନାହିଁ 😅😅ଯଦି ଜଗନ୍ନାଥ ସତ୍ୟ ତେବେ ଏ ପାଗଳ ମାନଙ୍କ ମିଛ କଥାକୁ ବିଶ୍ୱାସ କରନି😔😔କାରଣ ଗଜପତି ରାଜାଙ୍କ ପାଖରେ ରତ୍ନଭଣ୍ଡାର ର ପ୍ରଥମ କବାଟ ର ଚାବି ଅଛି 🤣🤣ରତ୍ନଭଣ୍ଡାର ଚୋରି କହିବା ମାନେ ଗଜପତି ରାଜାଙ୍କୁ ସ୍ୱୟଂ ଚୋର କହିବା ସହ ସମାନ 😔😔
୨୦୨୩ ମସିହାରେ ବିଜେଡି କମିଟି ଗଠନ କରି ପ୍ରସ୍ତାବ ମଞ୍ଜୁର ମଧ୍ୟ ହୋଇସାରିଛି ୨୦୨୪ ରଥଯାତ୍ରା ରେ ମାନେ ଚଳିତ ବର୍ଷ ରତ୍ନଭଣ୍ଡାର ଖୋଲାଯିବ...ସତ ତ ଏହା ସ୍ୱୟଂ ଜଗନ୍ନାଥ ଚାହିଁଲେ ହିଁ ରତ୍ନଭଣ୍ଡାର ଖୋଲି ହେବ,ଯଦି ଉଦ୍ଦେଶ୍ୟ ବିଜେପି ର
ଭଲ ଥାଏ 😏😏ନହେଲେ ଏମିତି ବିଜେଡି ବିଜେପି କଂଗ୍ରେସ ଗର୍ଜି ଗର୍ଜି ରହିବେ କିଛି ଲାଭ ହେବ ନାହିଁ 😂😂
🙏pr
ରତ୍ନଭଣ୍ଡାର ରେକଣ ପାଣି ଗଳି ଧୋଇଗଲା ନା ଉଇ ଖାଇଗଲେ.
Argus news nku request bjd Ganesh Babu nku debet ku dakuchanti tankara kaunasi matter re avigyanta nahi hasa laguchi tanka katha
ଏଇ ଗଣେଶ ମୂର୍ଖ କୁ ଆଉ ଥରେ ଯଦି ଅର୍ଗସ ଟିଭି ଡାକେ ତେବେ ଆମେ ଏଇ ଚାନେଲ କୁ ବହିସ୍କାର କରିବା ପାଇଁ ବାଧ୍ଯ ହେବୁ ମନେ ରଖନ୍ତୁ ।
Neet kelenkari heichhi dekhauna Argus news bala
Hari Chandan be strict
❤❤❤❤
କାହାକୁ ଅଣ ଓଡ଼ିଆ କହୁଛନ୍ତି ଆମ CM ଆମ ପାଇଁ ବେଷ୍ଟ
Harishankar mishar you are right❤ 👌
Mohan Majhi Sir Please Find those theifs who are involved and please open it
କି ବାଳ ବୁଝିଲ,cm ଙ୍କ କଥା ଭଲରେ ବୁଝ.
ତୁ ବାଳ ଲୋକଟା ତେଣୁ ତୋତେ ସବୁ ବାଳ ଭଳିଆ ଶୁଭିବ
Ragi kedar sir jaha kahu chhanti tar Answers deontu
ରତ୍ନଭଣ୍ଡାର ଭିତରେ ପାଣି ପଶି ରତ୍ନ ଯଦି ଖରାପ ହୋଇ ଯାଇଛି ରତ୍ନଭଣ୍ଡାର ଏତେ ଦିନ ଵନ୍ଦ ରହିଥିଵାରୁ ରତ୍ନଭଣ୍ଡାରରୁ କିଛି ରତ୍ନକୁ ମୂଷା ମଧ୍ୟ ଖାଇ ଯାଇଥିବ😀
ରତ୍ନ କୁ ମୂଷା ଖାଇପାରେ କି,କି ଅଦ୍ଭୁତ ଧରଣ ର ଲୋକମାନେ
Adibasi CM jindabad in Odisha
Sound quality not good
BjdprabaktaGaneshSahu,bahutnoda,galua,O,michhua❤
Ganesh Sahu apankar ed check kar sir BJP jindabad
Rupa eta ratan bhandar khola
Petrol price kamao jadi agaku sarkar karibara achi ta😂😂
Aga sabu choranka thu sabu jinisa odisha govt pakhaku asu.😭😭😭🌷🌷🌷🌷🌷
Bjd ମୁଖିଆ ମାଗିଆ ଏକନମ୍ବର ଚୋର ତାକୁ ଆଗ ଜେରା କରାଯାଉ
Jai bjp sir 1st samaj kalyan kama karantu bada case aste aste heu
Bjp means Jagannath .
😅ratnabhandar jea chori karichi ta phusare shada kila puraei dio😂😂
Electric bill 300 unit
4 dura khola pari heba
ଖୋଲିବା କଥା ତ
Dasa dine ete sahe dine kete
Ganesh baba aau kete galumarib hoooo
Ganesh Babu aaji nua rupare 😮😮😮😮😮😮😮
ପୁରୀ ଲୋକନାଥ ମନ୍ଦିର ରେ ରୁଦ୍ର ଅଭିଷେକ କରି ରତ୍ନ ଭଣ୍ଡାର ଖୋଲ।ଗଲେ କୌଣସି ବିପତ୍ତି ଆସିବା ନାହିଁ ।।
People of Odisha are watching the new government and they have very less time to prove themselves against all corruption they r claiming before they came to power.just media trial is not going to work.lets hope for the best
Jagannath swain teme kimiti janil ta vitre jaha achi nasta heijaichi boli
ରତ୍ନଭଣ୍ଡାର ଖୋଲ ଏହାସହିତ ଗଲାନି ଖୋଲ
ଏଇ ବିଜେଡି ନେତା ବାଉଳି ହଉଛନ୍ତି
Argus news apana loka mananku brhamita karichanti apan indirect jagarnath maha Prabhu ku sandeha karichanti
Sir,it is requested not to take any bjd person like Ganesh Babu in the discussion as they are trouter
Ahi Rantrabhadar Chabi Hajiba Bisaya Bisayare Bahut Charcha Hoe gala Mor Apankar Madhayam re Mohan Sarkar nku Anurodha Chabi na milile Vi Jemiti Upayakari Rantrabhadar Kholajau Aubcharcha Kete kariba.Jaganatha nu Samarpan kari tankar Nirdesh re Ratnabhadar Kholajau Jai Jagannath 🙏
Jagannath Swin karatare Ame Aka mata
Gyana Babu nkar katha100%sata
Ganesh Babu Apana Kichhinani nahanti Apan nirab Rahantu
Ganesia.bhala.bhabe..janichi.emane.kixhi.karibeni
RATNNA ACHHI TA ?
ସେବାୟତ ମହାଶୟ ଯେଉଁ କହିଲେ ପାଣି ପଶି ନଷ୍ଟହୋଇ ଯାଇଛି , ତାଙ୍କୁ ମୋର ପ୍ରଶ୍ନ .. ନଷ୍ଟ ହୋଇଛି ଉଭାନ ତ ହୋଇ ନ ଥିବ ? ମତେ ଯାହା ଲାଗୁଛି ସେବାୟତ ମାନେ ମଧ୍ୟ ଚୋରି ରେ ସମ୍ପୃକ୍ତ
ଜୟ ଜଗନ୍ନାଥ 🙏🏽🛐ସୁନା ମାଟିରେ ବର୍ଷ ବର୍ଷ ଧରି ରହିଲେ ମଧ୍ୟ କିଛି ହେବନି, ପାଣି ରେ ଯେତେ ରହିଲେ କିଛି ହେବନି
କଥାରେ ଅଛି, କାଇଁଚ ମାଟିରେ ମିଶିଲେ ଜ୍ୟୋତି ହଜାଇନଥାଏ
Khali kotha kamore karo
ପାତାଳରେ ରତ୍ନ ଚୋର ନାହିଁ।
Tu bjd bala
ତୁ BJD ବାଲା ହୋଇଥିବୁ। Joke କୁ ବୁଝିପାରୁ ନାହୁଁ। Don't give destructive remarks.
Pandian aau Babi das aau Naveen pattnayak choori karechanti bale bale hotel ra sabu kharcha hayechi
Argus news wala besi drama karuchi kana Ratna bhanandra gote chabi gajapati Raja nk interview Argus news wala niantu
Argus tv Naveen Babu nku kahniki dakuni...He should answer
Se mal khai Soipadichhanti
Ha ha ha
Neet exam paper leak bishaya re kuha bhagaban upare rajniti karu6 next election re sure hariba
Argues news au otv News odisha loknaku gumura karuchanti bjp kn kariba nakariba samya kahiba but amane odisha ku nasta karidebe
BJP ଦଳ କୁ ଅନୁରୋଧ କି କରି କି ଦେଖା ଅ ଭାଇ ....... କାହିଁକି ନା ଭାରତ ଜାଣିଚି Bjp ଖାଲି ଭଲ କଥା କୁହେ .......
Maa ghia tu jail jibu , wait 6 months .
Emar matha ra Rupa ita o sunaita(silver bricks & Gold bricks) should be counted, stolen in front of a IAS officer (life murderer of 144 families)of Odisha -2011 to 2015. Investigation is required.
ତେଲି ମାଘିଅl କୁ ମୋ ପାଖକୁ ଟିକେ ମୋ ପାଖକୁ ଟିକେ ଡାକିଲ ତାକୁ ରାଜନୀତି କେମିତି ହୁଏ ମୁଁ ବୁଝେଇଦେବି ଚୋରା ଶଳା ସବୁ ଚୋରି କରିନେଇଛନ୍ତି
ଏଇଶଳା ଭଡୁଆ ମିଛୁଆ ବିଜେଡି ନେତା ମନେ କିଛି ଭଲ ଉତରନାହି ମୁଖରେ ଭସା ନାଇ
ଆକୁ କଣ ପାଈଁ ଡାକୁଛନ୍ତି ଡିବେଟ କୁ
Jadi kea ratna bhandara kholi baku daruchi tahala mota dakantu sarkar mu jebe
Raja kan kahichhanti dekha
Taa pare kahiba kie chora...
Ki choro odisha re milibani ki
Argus sabu janichi? Godhi midia.
Amiti kahi kahi 5 years hei jiba😂
Kou dina haba dekhia😂😂😂😂
My dear brother odisha ra 4.5koti janata nku Mora anu radha altu faltu news Kari konosi faida nahi tenu Kari turant action neba darakara
Asala bjd rakukura
UCI'm j
Are banda kholuna ki mana kala
ଖାଲି ଲୋକଙ୍କୁ ଭକୁଆ ବନେଇବା କଥା।
purana prabada mahu khiea ulla
Ratna bhandara khalibo bjp churaiba au bjd mundare othabaliba ame janichu ha modi rama nama bhuligolo ajadhiya harilaku abe odisha ku ratana bhandara lutibaku asicha chara dollo
Bala upadiba 😂😂😂
Topic jie lekhichi sei chori karichi
Galua bjd neta,laja sarama boli tk nahi tankara nahi. Beiha miti katha Barta karuchhanti.
Satya nyaya kebe paibe Odisha basi nyaya kaha pakhare nahin ki ? Tautar katha sabu bele jete tume mukhia hoi basichha tum. Ghar chabi hajile kan chup rahib ? Dayitwa nahin to tebe ki prakar. Sasan karuchha sabu mithya kahi kahi janata ku bhuaan bulauchha samay gyan kaha thare nahin ..samaya ku mulya hin karani sarbe. Satya kuha garib paisa re .ayes karuchha sabu neta. Mantri tikia bhab s m j ...
ଗୋଦି media argus 💩🐷🤮
ଗୋବର ପ୍ରଧାନ ର news channel
sabu ra nataka shree mandir prasasana ?? gajapati sabayata .panda . parihari. kana sandahya ghaara ki??????
Ahi Ratra Bhandar khola bisaya re Bjd balankara Pramarsara Kichhi Abasyak nahi .
Atisighra Ratnabhadar Kholibara. Bayabasta Karantu
Dhanyabada Mishra Babu
Aga bekari samasya dura karajau
seithi lagi ta madha bandha karajiba .khanhiki najar rakhajiba
A thu z jaye camera lagiba na nahin?
ଗଣେଷ ସାହୁ ମହା ଗାଲୁଆ ବୁଢା। କହିଲା ବେଳେ ଖନି କାହିଁକି ମାରୁଛି।
Khali drama, kichi karibeni, khali highlite, babi das ghara-bale2 dhaba-ratna bhandar-khani khadan-emiti ketekan, public Vakua
Satya nyaya kebe paibe odisha basi . Din gadi jauchhi nyaya Apeksha re. Odisha basi s m j
Chabi bhangidintu
କିରେ ଶଳେ ତମ ମାନଙ୍କ ଓକାତ ନାହିଁ ମହାପ୍ରଭୁ ଙ୍କ ପାଦ ଧୂଳି ଟିକେ ଚୋରି କରିବା ପାଇଁ
ଆଉ କେତେଦିନ ଏମିତି ହୀନ ରାଜନୀତି କରିବ
Apana gote CM kou bhalia language use karichanti bodh hue CM ra mane apana bujhi nahanti