Conspiracy Being Carried Out Against Mohan Government In Naveen Niwas | Nirbhay Gumara Katha

แชร์
ฝัง
  • เผยแพร่เมื่อ 22 ส.ค. 2024
  • Conspiracy Being Carried Out Against Mohan Government In Naveen Niwas | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political TH-cam Channel.
    Odisha's Fastest Growing Political TH-cam Channel.
    Odisha's Fast Ever Only Political TH-cam Channel.
    Odisha's Most Popular Political TH-cam Channel.
    For Latest Odisha Political News Follow us:
    TH-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

ความคิดเห็น • 958

  • @ganeswarsethy7850
    @ganeswarsethy7850 2 หลายเดือนก่อน +50

    ଓଡିଶା ରେ ପରବର୍ତ୍ତନ ପାଇଁ ଆପଣଙ୍କ ଅବଦାନ ବହୁତ ।

  • @ajitkumarpanda6388
    @ajitkumarpanda6388 2 หลายเดือนก่อน +62

    ଦୁଇ ଦିନ ର ଅପେକ୍ଷା ପରେ ଗୁମର କଥା ଶୁଣିବାକୁ ମିଳିଲା,,,,ଖୁସି ଲାଗିଲା

    • @himanshukumarmohanty8900
      @himanshukumarmohanty8900 22 วันที่ผ่านมา

      If, the allegation is true the punishment of Jagannath is awaiting the culprits of BJD etc,

  • @trilochannayak9747
    @trilochannayak9747 2 หลายเดือนก่อน +37

    👍🙏 ଆପଣଙ୍କ ନିର୍ଭୀକ ନିଛକ ଉପସ୍ଥାପନ ପାଇଁ ଅଶେଷ ଅଶେଷ ଧନ୍ଯବାଦ

  • @rakeshbarik948
    @rakeshbarik948 2 หลายเดือนก่อน +197

    ଆପଣଙ୍କ ଅବଦାନ ଅତୁଳନୀୟ ନବୀନ ଦାସ ବାବୁ ଓଡ଼ିଶାର ବିଜେପି ଜିତିବା ପାଇଁ 🙏

    • @liliptamohanty8405
      @liliptamohanty8405 2 หลายเดือนก่อน

      Hmm bjp nije parene bhadatiya dalal nku dhari jite

    • @sandhyaranimahanta8018
      @sandhyaranimahanta8018 2 หลายเดือนก่อน +4

      କେବଳ ନବୀନ ଦାସ ନୁହଁନ୍ତି

    • @SKPbadminton
      @SKPbadminton 2 หลายเดือนก่อน +3

      Naveen das is a biased godi media .otherwise he should not discuss about opposition media should question to GOVT

    • @prabhatnayak1697
      @prabhatnayak1697 2 หลายเดือนก่อน

      E pandu madherchooood hana re jiba magiha Ku mu hanibi jadi Odisha re aau mamalti kare. Taku bi hanibi jau magiha ta support re thia haba

    • @simanchalbeherauu754
      @simanchalbeherauu754 2 หลายเดือนก่อน

      thenk you both nvin and pañdìyan

  • @indiradutta5837
    @indiradutta5837 2 หลายเดือนก่อน +46

    ଆପଣ ସମସ୍ତଙ୍କୁ ସତର୍କ କରିଦେବାରୁ ଧନ୍ୟବାଦ ଓ ଆଶୀର୍ବାଦ ।

  • @SWATAHSIDDHADAS
    @SWATAHSIDDHADAS 2 หลายเดือนก่อน +11

    ଅଦୃଶ୍ୟ ରାଜା ଙ୍କ ରାଜସଭା କିଛିଦିନ ଚାଲିବ,ହାରିବା ହଜମ ହେବନି ସହଜ ରେ,ତେଣୁ କିଛି ଦିନ ଅଦୃଶ୍ୟ ରାଜା ଙ୍କ ସଭା ଚାଲିବ,କିଛି ଦିନ ରେ ଜାଣି ଯିବେ ସେ ଆଉ ଅଦୃଶ୍ୟ ରାଜା ନାହାନ୍ତି,ଓଡ଼ିଆ ମାନେ ଆଉ ମାଗଣା କିଛି ଚାହୁଁନାହାଁନ୍ତି,ଓଡ଼ିଆ ସ୍ୱାଭିମାନ ଆଜି ଜାଗ୍ରତ

  • @laxmidharsatapathy1167
    @laxmidharsatapathy1167 2 หลายเดือนก่อน +2

    ସତ୍ୟ ଅପ୍ରିୟ ଖବର ପରିବେଷଣ କରୁଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। 'ନିର୍ଭୟ' ଆମ ଜୀବନର ଏକ ଅଙ୍ଗ ହେଇଗଲାଣି।

  • @ramakrishnamahapatro1271
    @ramakrishnamahapatro1271 2 หลายเดือนก่อน +121

    ଜଗନ୍ନାଥ ଅଛନ୍ତି। କେହି କିଛି କରିପାରିବେ ନାହିଁ। ଆମେ ଓଡ଼ିଶା ଲୋକ ମାନେ ଅଛୁ।

    • @hardworkneverdies5679
      @hardworkneverdies5679 2 หลายเดือนก่อน +3

      କେତେ ଜଣ ଅନ୍ଧ ଭକ୍ତ ଅଛ..ଓଡ଼ିଶା ସାରା ନୁହଁ.. ଆଦିବାସୀ ଶାସନ ଆମର ଦରକାର ନାହିଁ

    • @nalindrasoy6366
      @nalindrasoy6366 2 หลายเดือนก่อน +11

      Adibasi mane toro kn kole kire?

    • @sumankar6856
      @sumankar6856 2 หลายเดือนก่อน

      Ta ra poduchi bhai ​@@nalindrasoy6366

    • @sushantakumardhir3291
      @sushantakumardhir3291 2 หลายเดือนก่อน +9

      Ame samaste achu new CM sangare

    • @subhamdash2047
      @subhamdash2047 2 หลายเดือนก่อน +6

      ​@@hardworkneverdies5679Tamil sharakar darkar tomoku jadi tamilnadu ja bhai ....

  • @RanjanKumar-mx1ki
    @RanjanKumar-mx1ki 2 หลายเดือนก่อน +43

    ପାଣ୍ଡିଆନ କୂ ଯେ କୋଣସି କେସ ଜରିଆରେ ସରକାର ଆରେଷ୍ଟ କରନ୍ତୁ l ସବୁ ଠିକ ହୋଇ ଯିବ

    • @rameshsethi1280
      @rameshsethi1280 2 หลายเดือนก่อน +2

      ନିହାତି ସତ, ପାଣ୍ଡୁ ଆରେଷ୍ଟ ହଉ 🙏👌

    • @sukantakumarpradhan8127
      @sukantakumarpradhan8127 2 หลายเดือนก่อน

      ପାଣ୍ଡୁ ଆରେଷ୍ଟ ହେଉ, ଆଉ ତା ମାଲିକକୁ............!

    • @jashobantanpanda3127
      @jashobantanpanda3127 2 หลายเดือนก่อน

      Right

  • @amitakar948
    @amitakar948 2 หลายเดือนก่อน +16

    ଯାହା କଲେ ଵି ସବୁ ବେଳେ ଧର୍ମ ର ଜୟ ଯେତେ ଚେଷ୍ଟା କଲେ ଵି ଆଉ କିଛି କରିପାରିବେନି

  • @ajitkumarpanda6388
    @ajitkumarpanda6388 2 หลายเดือนก่อน +109

    ଆଉ ଡେରି ନ କରି ନୂଆ ସରକାର pandiyan କରିଥିବା ଦୁର୍ନିତୀ ର ପର୍ଦ୍ଦାଫାସ କରିବା ଦରକାର,,,,,,,,ଲୋକେ ଚାହିଁ କି ବସିଛନ୍ତି,,,,,,,,

  • @subashmishra5616
    @subashmishra5616 2 หลายเดือนก่อน +52

    ତୁରନ୍ତ ସି ବି ଆଇ ତଦନ୍ତ ଆଦେଶ ଦିଆଯାଉ ଜୟ ଜଗନ୍ନାଥ

    • @Jagannath-oc9ht
      @Jagannath-oc9ht 2 หลายเดือนก่อน +1

      ହଁ ବିଭିନ୍ନ ଦୁର୍ନୀତି ର ତୁରନ୍ତ C.B.I. ତନାଘନା ଦରକାର ଅନ୍ୟଥା ଷଡଯନ୍ତ୍ର ରଶିକାର ହେବାକୁ ପଡିବ ।

  • @SatrughanNayak-qf1rt
    @SatrughanNayak-qf1rt 2 หลายเดือนก่อน +197

    ସବୁରି ମୂଳରେ ନବୀନ ବାବୁ, ଶାନ୍ତ, ସରଳ, ନୀରବ , ଚେହେରା ପଛରେ ଭୟଙ୍କର ରୂପ

    • @Manoranjansahoo34680
      @Manoranjansahoo34680 2 หลายเดือนก่อน +13

      👌👌👌👍👍👍

    • @purnachandrarout321
      @purnachandrarout321 2 หลายเดือนก่อน +11

      Right bhai

    • @ganeswarnayak7161
      @ganeswarnayak7161 2 หลายเดือนก่อน +19

      ଆଜ୍ଞା ଠିକ୍ କହି ଛନ୍ତି, ନବୀନ ପଟ୍ଟନାୟକ ଗୋଟେ ଭୟଙ୍କର ବିଷାକ୍ତ ମହ।କ।ଳ ଫଳ ।

    • @ALLINONE-wm3dr
      @ALLINONE-wm3dr 2 หลายเดือนก่อน +14

      ଆଜ୍ଞା ନବୀନ ବାବୁ ଜଣେ ପକା ଅଳସୁଆ....

    • @anupamasahoo3208
      @anupamasahoo3208 2 หลายเดือนก่อน +2

      ବ୍ୟାଙ୍କ ଆକାଉଣ୍ଟ ନଂ, ସମ୍ପୂର୍ଣ୍ଣ ଠିକଣା କାହିଁକି ମୁଁ ବୁଝି ପାରିଲିନି ସାର୍ ।
      ଅତି ଉତ୍ତମ ପରିପ୍ରକାଶ ।

  • @mituprdhan2020
    @mituprdhan2020 2 หลายเดือนก่อน +24

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

  • @BHARATSAGAROFFICIAL
    @BHARATSAGAROFFICIAL 2 หลายเดือนก่อน +2

    Absolutely Right Apana kahichhanti

  • @motilaldash4645
    @motilaldash4645 2 หลายเดือนก่อน +54

    ପାଣ୍ଡିୟାନ ସକ୍ରୀୟ ରାଜନିତୀ ରୁ ମୃତ୍ୟୁବରଣ କଲେ କ'ଣ ହେବ ..ତାଙ୍କର ଆତ୍ମା ଏବେ ନବୀନ ନିବାସ ଏବେ ଘୁରି ବୁଲୁଛି, ଏତେ କ୍ଷମତା ର ଅଧିକାରୀ ଥିଲେ ଯେ, ତାହା ସେ ଭୁଲି ପାରୁନି | ଶିଘ୍ର ତା'ର ଗଙ୍ଗାସ୍ଥି ଦରକାର

  • @chandanbehera2750
    @chandanbehera2750 2 หลายเดือนก่อน +22

    ମୁଁ ସାଧାରଣ ଜନତାଟିଏ, ରାଜନୀତି ବିଷୟରେ ଅଭିଜ୍ଞତା ନାହିଁ , ତଥାପି ଆମକୁ ସୁଶାଶନ ଦରକାର , ବିରୋଧି କୁଚକ୍ରାନ୍ତ କରିବା ପୂର୍ବରୁ ସେମାନଙ୍କର ଗୁମର ଖୋଲିବା ଦରକାର , ନିର୍ଭୟକୁ ଅଶେଷ ଧନ୍ୟବାଦ 🙏

  • @ManasKumar2727
    @ManasKumar2727 2 หลายเดือนก่อน +5

    ପ୍ରଧାନ ଶାସନ ସଚିବ ପରିବର୍ତ୍ତନ ହେବା ନିହାହ ଜରୁରୀ ନହେଲେ ଆଗକୁ ବହୁତ୍ ଅସୁବିଧା ହେବ।

  • @swarajkumarbej3768
    @swarajkumarbej3768 2 หลายเดือนก่อน +51

    ଶକୁନୀ ର ଯେତେକ ଚକ୍ରାନ୍ତ,ସେଇ କୁରୁବଂଶ ଧ୍ବଂସ ଆଡକୁ ସୂଚନା ଦିଏ। ବାକି ଯେତେକ ସେନା ବଞ୍ଚିଛନ୍ତି ସେମାନେ ମଧ୍ଯ ନିହିତ ହେବାର ଥୟ।

  • @SisirKumar-mi9de
    @SisirKumar-mi9de 2 หลายเดือนก่อน +4

    ବହୁତ ବଢିଆ ବହୁ ବଢିଆ ଲାଗିଲା sir ଜୟ ହିନ୍ଦ 🇮🇳 16:26

  • @ashokkumarbhuyan3937
    @ashokkumarbhuyan3937 2 หลายเดือนก่อน +25

    ରଥ ରେ କେତେ ଚାଉଳ ଓ ଟଙ୍କା ଆଦାୟ ହୋଇଥିଲା, କାହା ପାଖରେ ଅଛି କଣ ହେଲା ଦୟା କରି ଜଣାଇଲେ ଉପକୃତ ହେବୁ। ଅନୁରୋଧ ରହିଲା।

  • @belalsensenapati1300
    @belalsensenapati1300 2 หลายเดือนก่อน +43

    କୃଷ୍ଣ ଜନ୍ମ ନେଉ ନେଉ ତାଙ୍କୁ ମାରିବା ପାଇଁ ଯେତେ ଯେଉଁମାନେ ଯେତେପ୍ରକାର ଷଡ଼ଯନ୍ତ୍ର କଲେ କାଳକ୍ରମେ ସେମାନେ ହିଁ ବିନାଶ ହେଲେ। ଏବେ ଜଗନ୍ନାଥଙ୍କର ମୋହନ ମାଝୀ ଅବତାର। ଓଡ଼ିଆ ଦ୍ରୋହୀ ମାନଙ୍କର ବିନାଶ ନିଶ୍ଚିତ।

    • @dagreswargoud
      @dagreswargoud 2 หลายเดือนก่อน

      ଶ୍ରୀ କୃଷ୍ଣ - କଂଶ

    • @SuperBichitra
      @SuperBichitra 2 หลายเดือนก่อน +1

      Tame mane gote lokaku kahinki bhagwan nka sangya Dia taha jana nahin ..... agaru modi thila eve puni mohan majhi .... jadi odia chatukarita band kari gyana aau sachetanata badheile agaku badhi pariba ...... tanahele garta ku jiba thaya

  • @spbiswal1337
    @spbiswal1337 2 หลายเดือนก่อน +1

    ଆଉ ଏକ ନିର୍ଭୀକ ଏପିସୋଡ, ଆପଣଙ୍କ ସାହାସ କୁ salute..ଧନ୍ୟବାଦ୍ 🙏

  • @ganeshpanigrahi4808
    @ganeshpanigrahi4808 2 หลายเดือนก่อน +8

    100% truthful informed Sir ...

  • @santoshpradhan1206
    @santoshpradhan1206 2 หลายเดือนก่อน +6

    ସବୁରି ପଛରେ ମୂଳ ନବୀନ ବାବୁ.ଶାନ୍ତ.ସରଳ ଚେହେରା ପଛରେ ଭୟଙ୍କର ରୂପ

  • @geetaranisamal6638
    @geetaranisamal6638 2 หลายเดือนก่อน +28

    ସମସ୍ତଙ୍କୁ ଦେଖିଲେ ଲାଗୁଛି ନବୀନ ପଟ୍ଟନାୟକ ହିଁ ସବୁ କାରଣ ର ମୂଳ।

  • @BhimasenDhal
    @BhimasenDhal 2 หลายเดือนก่อน +7

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଗରୁ ନିର୍ଭର ଗୁମର କଥା ଦେଖୁଥିଲେ କି ନାହିଁ ଆମେ ତ ଜାଣୁନା, ମୋର ତାଙ୍କୁ ବିନମ୍ର ଅନୁରୋଧ ଏବେ ଟିକିଏ ସମୟ ବାହାର କରି ଦେଖନ୍ତୁ ଆଉ ଏ ଷଡ଼ଯନ୍ତ୍ରକାରୀ ର ଷଡଯନ୍ତ୍ର ବିଷୟରେ ଜାଣନ୍ତୁ।

  • @binayakumarsethi6114
    @binayakumarsethi6114 2 หลายเดือนก่อน +150

    ସବୁ ନାଟର ମଞ୍ଜି ନବୀନ ପଟ୍ଟନାୟକ, ଆମେ ଭାବୁଥିଲୁ ଭଲ ଲୋକଟେ ବୋଲି, କିନ୍ତୁ ଏଯାଏ ପାଣ୍ଡିଆ କୁ ଗୋପନରେ ରଖିକି ରାଜନୀତି ଚଲେଇଛନ୍ତି ।

    • @Manoranjansahoo34680
      @Manoranjansahoo34680 2 หลายเดือนก่อน +12

      ଯାହା କହିଲ ଭାଈ ଏକଦମ ମଞ୍ଜ କଥା 👌👌👌👍👍👍

    • @subhadabehera3586
      @subhadabehera3586 2 หลายเดือนก่อน +10

      Right

    • @riteshgudu9189
      @riteshgudu9189 2 หลายเดือนก่อน +4

      ହଁ ଭାଇ bjp team ତାଙ୍କ ରାଜନୀତି କଲେ ଜିତିଲେ,bjd team ତାଙ୍କ ରାଜନୀତି କରୁଛନ୍ତି ଅସୁବିଧା ଟା କୋଉଠି ,ଗୋଟେ state re ଦୁଇ ତିନିଟି ବିରୋଧୀ ଦଳ ରହିଲେ ଷ୍ଟେଟ ପାଈଁ ଭଲ

    • @tapasswain3231
      @tapasswain3231 2 หลายเดือนก่อน +10

      ​@@riteshgudu9189politics bhala but dirty politics bohut kharap

    • @binayakumarsethi6114
      @binayakumarsethi6114 2 หลายเดือนก่อน

      @@riteshgudu9189 ରାଜନୀତି କରିବାକୁ କେହି ବିରୋଧ କରିବେନି କିନ୍ତୁ ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡୁକୁ ନେଇ ଚକ୍ରାନ୍ତ କରିବା ଠିକ ନୁହେଁ ।

  • @rajendrajena6915
    @rajendrajena6915 2 หลายเดือนก่อน +24

    Our CM should launch CBI enquiry into all corruption charges by BJD

  • @saratmishra7100
    @saratmishra7100 2 หลายเดือนก่อน +45

    ମୋହନ ମାଝି ଙ୍କ interview ଶୁଣିଲା ପରେ, ଆମକୁ ଲାଗୁଛି, ସେ ଆକ୍ସନ ମୋଡ ରେ ଅଛନ୍ତି। ସେ ନିଜେ clear କରିଛନ୍ତି ଯେ, ପୂର୍ବ ସରକାର ଙ୍କ ଦୁର୍ନୀତି ର ପର୍ଦ୍ଦା ଫ୍ଲାସ ହେବା। ସେ କାହାରିକୁ ଛାଡ଼ିବେ ନାହିଁ।
    ତେଣୁ Pandian ଙ୍କ ମନ୍ଦ ଚେଷ୍ଟା କିଛି କାମ ଦେବନି।
    ସୋସିଆଲ ମିଡିଆରେ ବଦନାମ କରିବାକୁ ଚେଷ୍ଟା କରୁଥିବା ଗୋଟେ ଦଳଙ୍କୁ BJP କୁ ଭଲ ପାଉଥିବା ସମସ୍ତ କର୍ମୀ ମାନେ କଡ଼ା ଜବାବ ଦେଉଛନ୍ତି।
    ମୋହନ ସରକାର ଆଗାମୀ ଦିନରେ ସର୍ବ ଶ୍ରେଷ୍ଠ ସରକାର ହେବ, ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ।
    କିନ୍ତୁ, ଏହା ସତ୍ୟ ଯେ ପୁରୁଣା ଅମଲା ତନ୍ତ୍ର ର ନବକେଲେବର ହେବା ଦରକାର।
    ନ ହେଲେ ସେମାନେ ସରକାର ଙ୍କୁ ଅସୁବିଧା ପକେଇବାକୁ ଚେଷ୍ଟା କରିବେ।

    • @rameshsethi1280
      @rameshsethi1280 2 หลายเดือนก่อน +1

      Right 100%👌👌

    • @Jagannath-oc9ht
      @Jagannath-oc9ht 2 หลายเดือนก่อน +1

      ହଁ ନଚେତ ତାଙ୍କରି ଅସୁବିଧା ହେବ ।ସେଥିପାଇଁ ।

    • @birendrasahu8282
      @birendrasahu8282 หลายเดือนก่อน

      ଓଡ଼ିଆ ଅଫିସର ଙ୍କୁ ମାଡ଼ ମାରିଛି ରାଜ୍ୟପାଳ ଙ୍କ ପୁଅ. ତା ଉପରେ ଆକ୍ସନ ନିଆ ଜୀବତ

  • @debabratabehera7957
    @debabratabehera7957 2 หลายเดือนก่อน +11

    CBI, ED

  • @runanayak4173
    @runanayak4173 2 หลายเดือนก่อน +26

    ସାର ପାଣ୍ଡୁବାବୁ ଏବିବି ଭାବୁଛନ୍ତି ଯେ ଓଡ଼ିଆ ଲୋକେ କିଛି ଜାଣନ୍ତିନି.....ସେ ଜଣେ ଏକା ବହୁତ ଚାଲାକ....ନିଜ ସ୍ଥିତି କଉଠୁ ଆସି କଉଠି ପହଂଚିଲାନି

  • @dagreswargoud
    @dagreswargoud 2 หลายเดือนก่อน +22

    ଆମ ଓଡ଼ିଆ ମୁଖ୍ୟମନ୍ତ୍ରୀ ଙ୍କୁ ଆପଣ ଟିକିଏ ସାକ୍ଷାତ କଲେ ଭଲ ହୁଅନ୍ତା... ସାର୍

  • @nikunjabiharisahani2070
    @nikunjabiharisahani2070 2 หลายเดือนก่อน +14

    ନବୀନ ବାବୁଙ୍କର ପାଣ୍ଡିଆନଙ୍କ ପାଖରେ ବହୁତ ସମସ୍ୟା ଅଛି।ନବୀନ ବାବୁ ଛାଡ଼ିପାରିବେନି ଭୈରବ ପଣ୍ଡିଆନ ଙ୍କୁ।ଆପଣ ସବୁ ଭୁଲିଯାଆନ୍ତୁ ନାହିଁ ଯେ ନବୀନ,ପ୍ରେମ ବା ଆଉକେହି ତାଙ୍କ ପରିବାରର ସବୁ କିଛି।ସବୁ ପଣ୍ଡିଆନ କରୁଥିଲେ,କରୁଛନ୍ତି ଓ କରିବେ ମଧ୍ୟ।ଏଥିରେ ସନ୍ଦେହ ରଖନ୍ତୁ ନାହିଁ। ଏହା ଓଡ଼ିଶାର ଜନସାଧାରଣ କିନ୍ତୁ ଜାଣିଛନ୍ତି। ସେମାନେ ତାଙ୍କ ମନମୁତାବକ କାମ କରିଛନ୍ତି।
    ଏବେ ସରକାର କିଭଳି ପାଣ୍ଡିଆନ ଫେକ୍ଟରର ମୁକାବିଲା କରିବେ ସ୍ଥିର କରନ୍ତୁ।ସରକାର ଦୃଢ଼ ଭାବରେ ଚାଲିଲେ ଲୋକମାନେ ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ଭାଜପା କୁ ଭୋଟ ଦେବେ,ନଚେତ୍ ପୁଣି ପାଣ୍ଡିଆନ ପାଲା ଚାଲିବ।ଜନସାଧାରଣ ହୁସିଆର।ସରକାର ହୁସିଆର୍ ହୋଇ ଚୋର ଙ୍କୁ ସାବାଡ କରନ୍ତୁ,ନଚେତ୍ ଲୋକମାନେ ବିଜେପି ସରକାର କୁ ସାବାଡ଼ କରିଦେବେ।

  • @FAKIRJENA-du2zs
    @FAKIRJENA-du2zs 2 หลายเดือนก่อน +17

    ଯେତେ ଯନ୍ତ୍ର ତନ୍ତ୍ର କଲେ ବି 5 ବର୍ଷ ଭିତରେ କେହି କିଛି କରି ପାରିବେନି। ସଡ ଯନ୍ତ୍ର କଲେ କଣ ହେବ ନା ୟାଙ୍କୁ ଆଇନ୍ ଧରି ଆଗ ପଛ କରିବ।

    • @dagreswargoud
      @dagreswargoud 2 หลายเดือนก่อน +1

      ରଖିଲେ ସିଏ ,ମାରିବ କିଏ

  • @FAKIRJENA-du2zs
    @FAKIRJENA-du2zs 2 หลายเดือนก่อน +19

    ପାଣ୍ଡୁ ଦିନରେ ଖରାରେ ବୁଲୁଛି ଓ ରାତିରେ ଅଜଣା ଜାଗାରେ ଶୋଉଛି।

  • @mindfreshdilkhush8575
    @mindfreshdilkhush8575 2 หลายเดือนก่อน +8

    High school ରେ ଦ୍ୱିତୀୟ phage ରେ ହୋଇଥିବା TGT TEACHER requiremet EXAM ର CBI ତଦନ୍ତ କରିବେକି ମୋହନ ସରକାର ନା ସବୁ ଭୁଲିଯିବେ

  • @Aditya.aditya.
    @Aditya.aditya. 2 หลายเดือนก่อน +4

    ଆଜ୍ଞା ନବୀନ ପଟ୍ଟନାୟକ ଦୁଆର ଖୋଲିବାରୁ ସିନା ପାଣ୍ଡୁ ପସିଯାଉଛି ,ଆଗ ନବୀନ ମହା ଦୟାଳୁ କଳାକାର

  • @arundhatibehera9197
    @arundhatibehera9197 2 หลายเดือนก่อน +4

    ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ଯାକ ଓଡ଼ିଶା ଶାନ୍ତି ପାଇବ

  • @trilochanpatnaik6321
    @trilochanpatnaik6321 2 หลายเดือนก่อน +20

    Mr. Pandian is considered as real ଚୁ ତି ଆ for BJD ଦଳ। ତେଣୁ ସେ ନବୀନ ନିବାସ ମୂଷା ନୁହଁ ଚୁଚୁନ୍ଦ୍ରା ଅବତାର ଧାରଣ କରି ନବୀନ ନିବାସ ରେ ସନ୍ନ୍ୟାସ ବ୍ରତ ଆଚ ରଣ କରୁଛନ୍ତି ବୋଧ ହୁଏ।

    • @Jagannath-oc9ht
      @Jagannath-oc9ht 2 หลายเดือนก่อน

      ବରି ବରଷେ ଅମେଧ୍ୟ ଗ୍ରାସ ........
      ........ଗ୍ରାମ ଶୁକର କି ହୋଇବ ଗାଇ।

  • @AshokPanda-qt4qn
    @AshokPanda-qt4qn 2 หลายเดือนก่อน +3

    Apananka Sathik Gumara katha Paribesana karibare Bisesh Dhanyabad 🙏👏👏

    • @AshokPanda-qt4qn
      @AshokPanda-qt4qn 2 หลายเดือนก่อน

      Pratyak Block re Aka Avijog suniba pain Ak nirapeksha Ak AkaSasakadala karmi o Ak Birodhidal ra Abhigyan karmi Knu Daitwa re rakile Bahut bhal huanta

  • @subashrout6328
    @subashrout6328 2 หลายเดือนก่อน +4

    Ek dum right.

  • @bimalsahoo3038
    @bimalsahoo3038 2 หลายเดือนก่อน +1

    Excellent analysis.

  • @trueindian4887
    @trueindian4887 2 หลายเดือนก่อน +19

    ଏ ଷଡ଼ଯନ୍ତ୍ର ମୋହନ ମାଝୀଙ୍କ ବିରୁଦ୍ଧରେ ନୁହେଁ, ପୁରା ଆଦିବାସୀ ସମାଜ ବିରୁଦ୍ଧରେ । ଜଣେ ଆଦିବାସୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଏ କଥା ଏମାନେ ହଜମ କରି ପାରୁ ନାହାନ୍ତି । ଷଡ଼ଯନ୍ତ୍ର କରି ଯଦି ମୋହନ ମାଝୀ ଙ୍କୁ ଗାଦିଚ୍ୟୁତ କରନ୍ତି ତାହେଲେ ରାଜ୍ୟ ର ସଂପୂର୍ଣ୍ଣ ଆଦିବାସୀ ସମାଜ ନିଆଁ ଜାଳି ଦେବେ ରାଜ୍ୟ ସାରା । ତା ପରେ ନା ରହିବ ବିଜେଡି ନା ରହିବ ପାଣ୍ଡିଆ

    • @rajanikantapanda8625
      @rajanikantapanda8625 2 หลายเดือนก่อน

      Best knowledge can come to us if we go through the essays like A Simple philosophy by Shethl and A pilgrimage to Tawang by Verrier Elwin. The tribal people are logically more intelligent, innocent and eco friendly than us.

  • @nrusinghaprasaddas4783
    @nrusinghaprasaddas4783 2 หลายเดือนก่อน +47

    ୬ ଟି ମନ୍ତ୍ରୀପଦ କିଛିଦିନ ପର୍ଯ୍ୟନ୍ତ ଖାଲି ରହିବ କାରଣ ବିଜେଡ଼ି ରେ ବିଭାଜନ ଅବଶ୍ୟମ୍ଭାବୀ।

    • @bishnucharantripathy8938
      @bishnucharantripathy8938 2 หลายเดือนก่อน +3

      This is the policy of BJP. They will definitely make it happen.

    • @Jagannath-oc9ht
      @Jagannath-oc9ht 2 หลายเดือนก่อน

      ବିଜେଡି ନେତାଙ୍କ ପାଇଁ ଦରକାର ।

  • @nrusinghsahoo414
    @nrusinghsahoo414 2 หลายเดือนก่อน +4

    ନବୀନ ଯେ ପର୍ଯ୍ୟନ୍ତ ଜେଲ୍ ନ ଯାଇଛି। ସେତେବେଳେ ଯାଏଁ ସେମାନେ ନୂଆ ସରକାର ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବେ ।

  • @RameshchandraSabat
    @RameshchandraSabat 2 หลายเดือนก่อน +3

    କେନ୍ଦ୍ର ର ଆକ୍ସନ ଭୟରେ ନବୀନ ନିବାସ ଯାଇ ନବୀନ ଶରଣରେ ଅଛନ୍ତି

  • @pranatidildilbecharasahoo6719
    @pranatidildilbecharasahoo6719 2 หลายเดือนก่อน +2

    You are absolutely right sir.Thank you very much.

  • @Narayan6u
    @Narayan6u 2 หลายเดือนก่อน +4

    ମୁଁ ଏକଥା ଆଗରୁ କହିଛି ଓ ଏବେ ମଧ୍ୟ୍ୟ କହୁଛି ଯେ ପାଣ୍ଡିଆନ କେବଳ ନବୀନ ବାବୁଙ୍କ ସମ୍ପତ୍ତିରେ କଥା ଅଟକି ଯାଇଛି କିନ୍ତୁ ଓଡିଶା ବାସୀ ଜାଣନ୍ତି ନାହିଁ ଓ କାକଜ କଲମର କାମ ସରିଯାଇଛି ଏକଥା ନବୀନଙ୍କ ଅଜାଣତରେ ହେଇଛି ଏହା 100% ମୋ ଗେରେଣ୍ଟି ଅଟେ ମୋ କଥା ପଥରର ଗାର ଅଟେ 🌹🌹

  • @jayaramasahoo7106
    @jayaramasahoo7106 2 หลายเดือนก่อน +7

    ନବୀନ ପଛରୁ ଛୁରୀ ମାରନ୍ତି ଆଉ ପାଣ୍ଡୁ ନବୀନ ମଣି କାଞ୍ଚନ ସଂଯୋଗ

  • @pabitramohanrout1647
    @pabitramohanrout1647 2 หลายเดือนก่อน +2

    Deep thinking and good analysis sir.

  • @user-dg5fe8jm3d
    @user-dg5fe8jm3d 2 หลายเดือนก่อน +5

    ଆପଣଙ୍କ ମାଧ୍ୟମ ରେ ଆମେ ବହୁତ କଥା ଜାଣିବାକୁ ପାଉଛୁ ଆଗରୁ ବି ବହୁତ କଥା ଜାଣିଲୁଣି

  • @prananathpati9976
    @prananathpati9976 2 หลายเดือนก่อน +10

    ଆମେ ଜାଣୁ ନବୀନ ନିବାସରେ ପାଣ୍ଡୁ ଲୁଚି ରହି କିଛି ଷଡଯନ୍ତ୍ର ଚଲେଇଛି। ଆମେ ନଜର ରଖିଛୁ। କିଛି କରେଇ ଦବୁନି। ସନ୍ୟାସୀ ନେଇଛି ମାନେ ଚୁପଚାପ୍ ରହୁ। ତାର ହିସାବ ଦେବାର ଅଛି। ନହେଲେ ମାଡ ଖାଇବ ଜେଲ ଯିବ।

  • @ganeswarnayak7161
    @ganeswarnayak7161 2 หลายเดือนก่อน +8

    ଧୂର୍ତ୍ତ୍ ପାଣ୍ଡିଆ କିଛି ବି କରିପାରେ, କାରଣ କ୍ଷମତା ଲୋଭ ଅତି ଭୟଙ୍କର , ନବୀନ ମଧ୍ୟ ଜଣେ କ୍ଷମତା ଲୋଭୀ, ୫ତାମିଲୀ ସହିତ ମିଶି କିଛି ବି କରି ପାରିବେ। ଚକା ଆଖି ସବୁ ଦେଖୁଛି, ଜୟ ଶ୍ରୀ ଜଗନ୍ନାଥ, ସାଧୁ ସାବଧାନ ED,CBI Reddy for investigation

  • @sureshchandradash6900
    @sureshchandradash6900 2 หลายเดือนก่อน +73

    ଆଜ୍ଞା ଜ୍ଵର ବିକଳରେ ତାଟିଆ କାମୁଡିବା
    କଣ ପାଇଁ ଏପର୍ଯ୍ୟନ୍ତ jail ଯାଇନି ବୋଧହୁଏ କେନ୍ଦ୍ରର କିଛି ନେତାଙ୍କ ହାତଅଛି ଯାହା ଓଡ଼ିଶାବାସୀ ଆଗରୁ ଓ ଏବେ ସନ୍ଦେହ କରୁଛନ୍ତି

    • @tapasswain3231
      @tapasswain3231 2 หลายเดือนก่อน +4

      Tu ate worried kn pain hauchu dhana , ministry distribution completely sarin,ii administration start heini.

    • @Manoranjansahoo34680
      @Manoranjansahoo34680 2 หลายเดือนก่อน +3

      ବିବାହ କରିଛ କି ନାହିଁ ଯଦି ହଁ ତେବେ ଆଜି ଛୁଆ ଜନ୍ମହେବା ଦରକାର, ଯଦି ନାଁ ତମେ ଯେପରି ହେଉଛ କହିବ ନେଇକରି ଆସିବେ ଆଉ ଆସୁ ଆସୁ ବାହାର କରିଦେବେ, କିଛି ଭୁଲ କହିଲିକି, ଏହାର ଅର୍ଥ ସବୁର ଗୋଟିଏ ସମୟ ସୀମା ଥାଏ, ଯେପରିକି ପିଲା ଜନ୍ମହେବା ପାଇଁ ଅତିକମରେ 9 ମାସ ଦରକାର, ତାଠାରୁ କମ ସମୟରେ ପିଲା ଜନ୍ମହେଲେ ଅପରିପକ୍ଵ ହୋଇଥାଏ, ତେଣୁ ଧୈର୍ଯ୍ୟ ଧର ଏବଂ ଅପେକ୍ଷା କର ଏଇଟା ତମର ବ୍ୟକ୍ତିଗତ କଥା ନୁହେଁ ଯେ ତମ ମନ ଅନୁସାରେ କିଛି ବି କରିବ, ଏଇଟା ହେଉଛି ରାଜ୍ୟର ସରକାର ତାଙ୍କ ଉପରେ 4.5 କୋଟି ଲୋକଙ୍କର ଉତ୍ତରଦାୟିତ୍ୱ ରହିଛି ମୁଁ ବୁଝିପାରୁଛି ବିଜେଡିର ସମର୍ଥକମାନଙ୍କ ମାନସିକ ଅବସ୍ଥା,25 ବର୍ଷର ଗୋଟିଏ ଅସଜଡ଼ା ଘର ଯେତେବେଳେ pab

    • @tusarkantasahu1064
      @tusarkantasahu1064 2 หลายเดือนก่อน

      U r right

    • @Golokavani
      @Golokavani 2 หลายเดือนก่อน

      75%

    • @mmsahu1
      @mmsahu1 2 หลายเดือนก่อน

      Sabadhan heba darkar nua sarkar

  • @upendrakumarbiswal4682
    @upendrakumarbiswal4682 2 หลายเดือนก่อน +3

    ମୋହନ ସରକାର ଦୟାକରି ନିର୍ଭୟ ଗୁମର କଥାକୁ ଗୁରୁତ୍ୱ ସହକାରେ ଦେଖନ୍ତୁ, ଓଡିଶାର ଭିତିରି କୁଚକ୍ରିମାନଙ୍କର କଥା ଜାଣନ୍ତୁ, ସ୍ୱଚ୍ଛ ଶାସନ ପାଇଁ ସହାୟ ହେବ

  • @FakirMohan-fg9te
    @FakirMohan-fg9te 2 หลายเดือนก่อน +15

    ନବୀନ ନିବାସ ଏବେ ଷଡ଼ଯନ୍ତ୍ର ନିବାସ ରେ ପରିଣତ ହୋଇଛି

  • @Katak_Dk
    @Katak_Dk 2 หลายเดือนก่อน +22

    ଆପଣଂକ ଆଶଙ୍କା ପୁରା ଠିକ୍ କାରଣ ସୋସିଆଲ ମିଡ଼ିଆ ରେ ପୁରା ମିଛ ଖବର ପ୍ରସାରଣ ହେଉଚି ତେଣୁ ମୋହନ ସରକାର ତୁରନ୍ତ ଏ ସବୁ ଷଡ଼ଯନ୍ତ୍ର କୁ ଦୃଢ଼ ଭାବେ ଦମନ କରିବା ଦରକାର ବିନା କୌଣସି ହାଲକା ମନ ଭାବ ରଖି ନହେଲେ ନବିନ ପଟ୍ଟନାୟକ ଭଳି ଧୃତ ଲୋକ ପଣ୍ଡିଆଁ କୁ ଧରି କିଛି ଭି କରି ପାରନ୍ତି ।

  • @rabinarayanbehera613
    @rabinarayanbehera613 2 หลายเดือนก่อน +4

    ଆପଣଂକ ED&CBI କୁଆଡେ ଶୋଇଛି

  • @sanjitmangaraj5720
    @sanjitmangaraj5720 2 หลายเดือนก่อน +33

    ସାର୍ ମୁଁ ଆପଣଙ୍କ ଭିଡିଓ ପାଇଁ ଦୁଇ ଦିନ ହେବ ଅପେକ୍ଷା ରେ ଥିଲି

  • @sisirsahoo5931
    @sisirsahoo5931 2 หลายเดือนก่อน +7

    ସବୁ ଷଡଯନ୍ତ୍ର ର ମୂଳ ପ୍ରେମ ପଟନାୟକ l ଆଉ ନବୀନ ବାବୁ କଣ୍ଢେଇ, ପାଣ୍ଡିଆନ କାନ୍ଧରେ ବନ୍ଧୁକ ଶେଷରେ ବାଡିଆ ଖାଇବ ପରେ ପାଣ୍ଡିଆନ ନବୀନ ନିବାସ ଛାଡ଼ିବେ l

  • @SudhansuSwain-cm4gi
    @SudhansuSwain-cm4gi 2 หลายเดือนก่อน +13

    ଆପଣଙ୍କ ଆଲୋଚନା ନିଶ୍ଚିତ ସ୍ୱାଗତ ଯୋଗ୍ୟ,, ଏଥିରୁ ଉଭୟ ଦଳ ଶିକ୍ଷା କରିବା ଉଚିତ

  • @birajamishra2238
    @birajamishra2238 2 หลายเดือนก่อน +1

    Yes sir, your points are really genuine and it is to be enquired properly.

  • @shreelotusindia
    @shreelotusindia 2 หลายเดือนก่อน +1

    ଯେଉଁ ବିଧାୟକ ମାନେ ମନ୍ତ୍ରୀ ପଦ ପାଇନାହାନ୍ତି ବା ମନ ଉଣା କରିଛନ୍ତି, ସେମାନେ ମୋହନ ସରକାର ସହ ହାତକୁ ହାତ ମିଶାଇ ନିଷ୍ଠାର ସହ ରାଜ୍ୟ ପ୍ରଗତି ପାଇଁ କାର୍ଯ୍ୟ କରିବା ଉଚିତ ।

  • @omnamonarayan9176
    @omnamonarayan9176 2 หลายเดือนก่อน +3

    ବିଜେଡି ଯେତେ ଷଡ଼ଯନ୍ତ୍ର କରୁ କିନ୍ତୁ ଓଡ଼ିଶାବାସୀ BJP 🧡 କୁ ଚାହୁଛନ୍ତି ଓ ଓଡ଼ିଶାରେ ଭ୍ରଷ୍ଟ BJD 👎 କୁ ଚାହୁ ନାହାନ୍ତି
    ଓଡ଼ିଶା ରାଜ୍ୟରେ ଓଡ଼ିଆ ଅସ୍ମିତାର ବିଜୟ ହେଇଛି ଓ BJD ଓଡ଼ିଆ ଅସ୍ମିତା ବିରୋଧୀ ସେଥିପାଇଁ ଭଗବାନ ଜଗନ୍ନାଥ ଓଡ଼ିଶାରେ ପରିବର୍ତ୍ତନ ଚାହୁଛନ୍ତି.

  • @SusantaKumarSahu-nf6rx
    @SusantaKumarSahu-nf6rx 2 หลายเดือนก่อน +7

    ଅତି ସୁନ୍ଦର ଭାବରେ

  • @ashokjenasamanta8042
    @ashokjenasamanta8042 2 หลายเดือนก่อน +2

    Your were the lone fighter among the media against the notorious rule of ex govt. The media should learn from your regarding their responsibilities.

  • @sundargarhsng9463
    @sundargarhsng9463 2 หลายเดือนก่อน +1

    Wah !!!! What a dramatic analysis Sir ..... Very interesting to watch it .... ❤❤❤ We all the viewers are waiting to know about the naked truth .....

  • @bijayanandadas8289
    @bijayanandadas8289 2 หลายเดือนก่อน +15

    ପାଣ୍ଡିଆନଙ୍କ ନୈତିକତା ବୋଲି କିଛି ନାହିଁ, ତାଙ୍କ କଥାବାର୍ତ୍ତା, ବ୍ୟବହାର ତାଙ୍କ ପ୍ରଶାସନିକ ଦକ୍ଷତା କୁ ବିଚାରକୁ ନେଲେ ସେ ଜଣେ ମିଛୁଆ, ସଡଯନ୍ତ୍ରକାରୀ, ଅସହିଂଶୁ ବ୍ୟକ୍ତି ବୋଲି ଜଣାପଡେ। 24 ବର୍ଷ ର ସଂଗଠନ କୁ ପୋଡି ଜାଳି ଛାରଖାର କରିଦେଲେ। ତେବେ ସବୁ ଦୁର୍ନୀତି ଜଣା ପଡିଯିବା ଭୟରେ ସେ ନବୀନ ନିବାସ ରେ ଲୁଚିଛପି ଷଡଯନ୍ତ୍ର ଆରମ୍ଭ କରିଛନ୍ତି। ତେବେ ଆମର ବିଶ୍ୱାସ ଶ୍ରୀଜଗନ୍ନାଥ ମହାପ୍ରଭୁ ଓଡିଶାକୁ ରକ୍ଷା କରିବେ, ଷଡଯନ୍ତ୍ରକାରୀଙ୍କୁ ବିନାଶ କରିବେ।
    ଜୟଶ୍ରୀଜଗନ୍ନାଥ 🙏🙏

  • @lilamayasahu6669
    @lilamayasahu6669 2 หลายเดือนก่อน +24

    Bjd ଏବେ ବିଶ୍ୱାସ କରିପାରୁନାହିଁ ଯେ ଆମେ ସତ୍ତା ରେ ନାହିଁ

    • @tapasswain3231
      @tapasswain3231 2 หลายเดือนก่อน +2

      Definitely mam Abe bi BJD bala bhabuchanti Nabina tankara CM.

  • @sarojkumarbehera6697
    @sarojkumarbehera6697 2 หลายเดือนก่อน +2

    ମଦ ମୁକ୍ତ ଓଡ଼ିଶା ଦରକାର❤❤❤

  • @gunanidhinaik3699
    @gunanidhinaik3699 2 หลายเดือนก่อน +1

    ଧୃତରାଷ୍ଟ୍ର ଯେପରି ପୁତ୍ରମୋହରେ ଅନ୍ଧ ହୋଇଥିଲେ ।ନବୀନ ପଟ୍ଟନାୟକ ମହୋଦୟ ବି ଧୃତରାଷ୍ଟ୍ର ଙ୍କ ଏକ ଅବତାର ବୋଲି ମୂଁ ଭାବୁଛି।

  • @ashokkumarpanda5127
    @ashokkumarpanda5127 2 หลายเดือนก่อน +8

    Jay Shree Jagannath 🙏🏼🙏🏼

  • @Business-inodia
    @Business-inodia 2 หลายเดือนก่อน +10

    Why not New CM handed over Pandyan to ED & CBI.

  • @NayakRamakanta-uj8kf
    @NayakRamakanta-uj8kf 2 หลายเดือนก่อน +1

    ଯେତେ ଶୀଘ୍ର ଇଡି ଓ ସିବିଆଇ ସେମାନଙ୍କ ପଛରେ ଲଗାଯାଉ

  • @pradeepsutar9471
    @pradeepsutar9471 2 หลายเดือนก่อน +1

    CM sir take action both Nabin Pattnaik and Pandu (ED, CBI), please early action sir. Please send to our CM .

  • @satyabratray1179
    @satyabratray1179 2 หลายเดือนก่อน +5

    ଜୟ ଜଗନ୍ନାଥ। ଆପଣ ଦୟାକରି ନୂତନ ସରକାର କୁ ଜଣାନ୍ତୁ ଯେ ଏବେ ନବୀନ ନିବାସ ଭିତରେ ଥିବା ବିମାନବନ୍ଦର ଜାମି କୁ କଢ଼ା ଯାଉ। ଜୋ ଜମି କୁ 10 କି 12 ବର୍ଷ ତଳେ ତାଙ୍କ ସମର୍ଥକ ଙ୍କୁ ନବୀନ ନିବାସ ରେ ଯାଗା ନ ହେଇଥିବାରୁ ସିଏ ତାଙ୍କ ନିବାସ କୁ ପ୍ରସାରିତ କରିଥିଲେ।

  • @jchoudhury274
    @jchoudhury274 2 หลายเดือนก่อน +30

    ଏ pandian କୁ ED CBI ତଦନ୍ତ କରାଯାଉ ଶହ ଶହ କୋଟି ଟଙ୍କାର ଖେଳ କରିଛି ଜୟ ଜଗନ୍ନାଥ

    • @dinakrushnabai8087
      @dinakrushnabai8087 2 หลายเดือนก่อน +2

      ଶହ ଶହ ନୂହେ ହଜାର ହଜାର କୋଟି

  • @Jagannath-oc9ht
    @Jagannath-oc9ht 2 หลายเดือนก่อน +1

    ଅପରାଜିତା ମାମ୍ ଓ ଧ.ପ୍ରଧାନ ଭାଇ ମୋହନଙ୍କ ରକ୍ଷାକବଚ। ଷଡଯନ୍ତ୍ର ର ଗୁମର ବାହାର କରନ୍ତୁ ଯେମିତି ଇଭିଏମ୍ ଭଙ୍ଗା ସଡ୍ଯନ୍ତ୍ର ବାହାର କରାଗଲା ।

  • @himansusekharrout2433
    @himansusekharrout2433 2 หลายเดือนก่อน +1

    🙏JAY JAGANNATH 🙏

  • @kartikabehera1699
    @kartikabehera1699 2 หลายเดือนก่อน +4

    ଆଉ କଣ କେହି ପୂର୍ବତନ ମୁଖ୍ୟମନ୍ତ୍ରୀ ନଥିଲେ କି ଆଜ୍ଞା ????
    ଗିରିଧର ଗମାଙ୍ଗ ଙ୍କୁ କାଇଁ ଡାକିବା ପାଇଁ ଗଲେନି?

  • @prananathpati9976
    @prananathpati9976 2 หลายเดือนก่อน +12

    ନବୀନ ପଟ୍ଟନାୟକ କିଛି ଜାଣୁ ନାହିଁ କହିବା ସଂପୂର୍ଣ୍ଣ ଭୁଲ୍। ନବୀନ ଅନୁମତିରେ ପାଣ୍ଡୁ କାମ କରୁଛି। ଯେଉଁ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ତାର ସିବିଆଇ ତଦନ୍ତ ଆରମ୍ଭ ହେଲେ ନବୀନ ପାଣ୍ଡୁ ର ମେରୁଦଣ୍ଡ ଭାଙ୍ଗିଯିବ। ଚକ୍ରାନ୍ତ ବିଫଳ ହେବ। ରଥଯାତ୍ରାରେ ବିଭ୍ରାଟ କରି କିଛି ଲୋକଙ୍କୁ ମାରିବାର ଯୋଜନା ଚାଲିଥିବାର ଏକ ସଂକେତ ମିଳୁଛି। ଏଥିପାଇଁ ସରକାର ଏବଂ ବିଜେପି ଦଳ ପୁରା ସତର୍କ ରହୁ।

  • @debanandsha5336
    @debanandsha5336 2 หลายเดือนก่อน +1

    ଆପଣ ଓଡ଼ିଶାକୁ ଠିକ୍ ରାସ୍ତା ଦେଖାଉଛନ୍ତି ଧନ୍ୟବାଦ୍

  • @manojkumarthakur3062
    @manojkumarthakur3062 2 หลายเดือนก่อน +1

    Thank you so much Nabin Das sir your contribution as a reporter to Odisha is highly appreciable

  • @rakeshkumarsahoo4878
    @rakeshkumarsahoo4878 2 หลายเดือนก่อน +9

    ନୂତନ ଭାବେ ଘୋଷଣା ହୋଇଥିବା, NAC କଣ କେବେଳ ଘୋଷଣାରେ ରହିଯିବ?

  • @saratsahoo268
    @saratsahoo268 2 หลายเดือนก่อน +3

    ନବିନ ନିବାସ ଏବେ ଷଡ଼ଯନ୍ତ୍ର ନିବାସ

  • @sandeep7657
    @sandeep7657 2 หลายเดือนก่อน +1

    ବିଜୁ ଜନତା ଦଳ ର ଷଡଯନ୍ତ୍ର କୁ ଉଜାଗର କରିବା ପାଇଁ ଅଶେଷ ଧନ୍ୟବାଦ।

  • @kunarout9284
    @kunarout9284 2 หลายเดือนก่อน +2

    ସହର୍ଷ ମାଠିଆ କୁ ଗୋଟିଏ ଠେଙ୍ଗା ମାନେ,ଏତେ କଥାକୁ CBI ,ED VIGILANCE ଯେତେ ଶୀଘ୍ରମ ଯଥା ଶୁଭମ୍

  • @debashishacharya3814
    @debashishacharya3814 2 หลายเดือนก่อน +17

    ସମ୍ବିତ ପାତ୍ର ଏବେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବାର ସମୟ ଆସିଗଲାଣି।

  • @debashishacharya3814
    @debashishacharya3814 2 หลายเดือนก่อน +11

    ନୂତନ ସରକାର ମଧ୍ୟ ବିଜ୍ଞାପନ ଉପରେ ଧ୍ୟାନ ଦେଲେ ପୂର୍ବ ସରକାର ପରି ଅବସ୍ଥା ହେବ ।

  • @debendranarayandash9040
    @debendranarayandash9040 2 หลายเดือนก่อน +1

    ନବୀନ ବାବୁ ହେଉଛନ୍ତି ସଡଜନ୍ତ୍ରକାରି ନବୀନ ବାବୁ ହେଉଛନ୍ତି ଦୁର୍ଯ୍ୟଧନ

  • @akshayakumarsahu1728
    @akshayakumarsahu1728 2 หลายเดือนก่อน +2

    ମୁଁ ଆପଣଙ୍କ ତଥ୍ୟ ସମ୍ବଳିତ ରିପୋର୍ଟ କୁ ଧନ୍ୟବାଦ ଜଣାଉଛି। ଆପଣଙ୍କ ନିର୍ଭିକତା କୁ ସାଲ୍ୟୁଟ କରୁଛି। ଆପଣଙ୍କ ନିରାପତ୍ତାକୁ ସୁଦୃଢ କରିବା ପାଇଁ ପ୍ରସ୍ତାବ ଦେଉଛି।

  • @bulubini5737
    @bulubini5737 2 หลายเดือนก่อน +6

    ଶାସନରେ ଥିବା ଦଳକୁ ବିରୋଧୀ ଦଳ target କରିବା ସ୍ବାଭାବିକ।

  • @dhamirona8662
    @dhamirona8662 2 หลายเดือนก่อน +3

    ଜୟ ନାରାୟଣ ମିଶ୍ର ଙ୍କ ଭଳି ଜଣେ ଦୃଢ ଓ ସଂକଳ୍ପବଦ୍ଧ ବିଧାୟକ ଙ୍କୁ ଗୃହ ବିଭାଗ ଦେବା ଆବଶ୍ୟକ ବୋଲି ଓଡିଶାର ଆଧିକାଂଶ ଲୋକ ଚାହୁଁଛନ୍ତି। କାରଣ ସେ ବିରୋଧୀଦଳ ନେତା ଥିବା ସମୟ ରେ ହିଁ ବିଜେଡି ସହ ପ୍ରକୃତ ଲଢେଇ ଆରମ୍ଭ କରିଥିଲେ, ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳ ଅତ୍ୟନ୍ତ ଦୂର୍ବଳ ମନେ ହେଉଛି

    • @swarajkumarbej3768
      @swarajkumarbej3768 2 หลายเดือนก่อน +2

      ନା ନା ଅତି ସତର୍କତାର ସହ ମନ୍ତ୍ରୀମଣ୍ଡଳ ଧିରେ ଧିରେ ଆକ୍ଟିଭ ହେବାକୁ ଯାଉଛି।

  • @snbarik4710
    @snbarik4710 2 หลายเดือนก่อน

    You are absolutely correct. You are opening pandora box. Many thanks sir.

  • @laxmidharabarik2952
    @laxmidharabarik2952 2 หลายเดือนก่อน +1

    ସାର୍ 🙏 ଆପଣଙ୍କର ଉପସ୍ଥାପନା ଖୁବ୍ ସୁନ୍ଦର।❤❤

  • @crazyyyy-cp5ih
    @crazyyyy-cp5ih 2 หลายเดือนก่อน +3

    ନୟାଗଡ଼ recent MLA result ବିଷୟରେ ସଠିକତା କ'ଣ, ଏଠି ଖବରକାଗଜ ନୀରବତା,ନା ସଚ୍ଚୋଟତା

  • @prabhasray675
    @prabhasray675 2 หลายเดือนก่อน +3

    Jay Shriram

  • @user-od2fs9gq4v
    @user-od2fs9gq4v 2 หลายเดือนก่อน +1

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ପଞ୍ଚସଖା

  • @nareshpanda4418
    @nareshpanda4418 2 หลายเดือนก่อน +2

    ଶ୍ରୀମନ୍ଦିରରେ ଦର୍ଶନରେ ବିଭ୍ରାଟ ସୃଷ୍ଟି କରାଯାଉଛି l ସେ ବିଷୟରେ ଗୋଟିଏ episod କରନ୍ତୁ l