ଭଙ୍ଗାଯିବ ଡିଏନ୍ ରିଗାଲିଆ!

แชร์
ฝัง
  • เผยแพร่เมื่อ 11 ก.ย. 2024
  • ଭଙ୍ଗାଯିବ ଡିଏନ୍ ରିଗାଲିଆ!
    #builders #bhubaneswarsmartcity #mall #inox #vivanta #tatagroup #nationalhighway #nhai #bda #idco #dngroup #dnhomes #dnregalia #highway #bjd #bjdodisha #naveenpatnaik #naveenodisha #vkpandian #bjp #bjpodisha #pranabprakashdas #public #niranjanbishi #memberofparliment #sujitkumar #kalahandi #puribjd #bhubaneswar #news #odianews #journalist #news #bjp #bjd #bjdodisha #odianews #congress #public #vkpandian #naveenpatnaik #naveenodisha #cmodisha #bjdworker #mohanmajhi #politics #politicalnews #bhubaneswar #odisha #beaurocrat #sankhabhawan #odia #capital #peopleofodisha #people #journalist #reporter #odishabhaskar #pratidinnews #pratidintv #pplnews #nirbhayasuchana #focusplus #mamata #1974unit1highschool #bmc #corporator #bhubaneswarsmartcity #soumyaranjanpatnaik #sambad #kanaknews #otv #odishareporter #amareshjena

ความคิดเห็น • 445

  • @avimanyupatri4365
    @avimanyupatri4365 27 วันที่ผ่านมา +38

    ଆଜ୍ଞା ନମସ୍କାର. ଆଙ୍ଗୁଠି ବଙ୍କା କଲେ ଲହୁଣୀ ବାହାରିବ. ଏମିତି କେତେ ସଂଗଠନ, କେତେ ମେଡ଼ିଆ ଅଚ୍ୟୁତ ସାମନ୍ତଙ୍କ ଜବରଦଖଲ ବିରୋଧରେ ଭୁକୁଥିଲେ, ଲହୁଣୀ ପାଇ ସବୁ ଚୁପ ହୋଇଗଲେ. ଏମିତି ଅନେକ ଉଦାହରଣ ଅଛି. ସେମାନଙ୍କର --- ବଙ୍କା କରିବାର କ୍ଷମତା କାହାର ନାହିଁ. ଖାଲି ଶୁଖିଲା ବାହାସ୍ଫୋଟ.
    ତୁତ ମୁତୁରି ମୂଁ ତ ମୁତୁରି, ହେଂସ କାହିପାଇଁ ଧୋଇବା l ଆ ଘୋଡ଼ିପୋଡି ହୋଇ ଶୋଇବା l ଏହି ହେବ ପ୍ରକୃତ ଭବିଷ୍ୟତ. ଆଉ ତାର ମୁଖ୍ୟ ଅସ୍ତ୍ର, ଓକିଲ ଓ ପଇସା ଖିଆ ନାୟଧୀଶ.

    • @PrasantaDash-s4u
      @PrasantaDash-s4u 25 วันที่ผ่านมา

      10:21 10:21

    • @sanjam378
      @sanjam378 24 วันที่ผ่านมา

      Yes 100%right

  • @keepsmiling920
    @keepsmiling920 27 วันที่ผ่านมา +29

    ଭାଙ୍ଗିବା kn darkar..state govt ନିଜ ଅଧୀନ ରେ ନେଇ ଭଡ଼ା ଲଗେଇଲି revenue generate କରିପାରିବ

    • @raseswarmishra6103
      @raseswarmishra6103 24 วันที่ผ่านมา +2

      Bhangile Na bans Na basuri.na bhangile para govt .Re milijiba

  • @amareshamohanty69
    @amareshamohanty69 หลายเดือนก่อน +63

    କିଛି ହେବ ନାହିଁ । ବିଜେପି ସରକାର କଥା ପ୍ରବଳ । କାମ ଦୁର୍ବଳ । ସମସ୍ତେ ମିଶିଯିବେ । ଏଠାରେ ସାଧାରଣ ଜନତା ଭକୁଆ ।

    • @SubratBal-uj2qb
      @SubratBal-uj2qb หลายเดือนก่อน +5

      Wait till the end of cinema.

    • @skransingh8719
      @skransingh8719 หลายเดือนก่อน

      Thik kahuchha vai😅

    • @ashoknayak75
      @ashoknayak75 หลายเดือนก่อน

      Mate bi semiti laguchhi jadio mu Bjp karmii corrupted bjd neta sabu misijibe

    • @ranveernayak7858
      @ranveernayak7858 หลายเดือนก่อน

      ଆମେ ସେଇଆ ଦେଖୁଚୁ ଭାଇ

    • @khageswarbehera78
      @khageswarbehera78 หลายเดือนก่อน +1

      Jadi.bhanga.jiba tame kana kariba

  • @bhagabanmahapatra6602
    @bhagabanmahapatra6602 หลายเดือนก่อน +66

    ମହାଶୟ ଏ ହେଉ କଥାଟି ଲୋକ ଲୋଚନକୁ ଆଣିଛନ୍ତି ବହୁତ୍ ସୁନ୍ଦର୍ କଥା । ଆପଣ ଆଗରୁ କାହିଁକି ସୋଇଥିଲେ ।

    • @TheSandip299
      @TheSandip299 หลายเดือนก่อน +4

      Paisa mili jiba Sabu thik heijiba….Kiit re Sabu jemite thik heigala

    • @suryasahoo3180
      @suryasahoo3180 หลายเดือนก่อน +2

      Pradip pandey aou Niakhunta DN ku paisa magichhanti. DN manakala tenu ta against re video kari chhadile. Ebe DN maal chadiba tapare sabu thik thak.

    • @Biswwaraj
      @Biswwaraj 29 วันที่ผ่านมา

      KIIT ହେଉ ବା Hitech - ପ୍ରଦୀପ ପାଣ୍ଡେ କେବେ ଶୁଏନି। ସେ ଲଢ଼ି ଚାଲେ। କିନ୍ତୁ ସାମର୍ଥ୍ୟ ତ ଦରକାର। କିଟ୍ ବିରୋଧରେ ଲଢି ଯେତେବେଳେ ପୋଲିସ କେସ ଖାଇଲେ, ହଇରାଣ ହେଲେ ସେଟବେଲେ ଆମ ଭିତରୁ କେତେ ଜଣ ତାଙ୍କ ସମର୍ଥନରେ ଠିଆ ହୋଇଥିଲେ ? ଆମେ ଆର୍ଥିକ,।ମାନସିକ, ନୈତିକ ସମର୍ଥନ ଦେଇ ପାରିଥିଲେ କି ? ତେବେ ଜଣେ ଲଢିବ କେମିତି ? ଏଥର ତାଙ୍କୁ ପ୍ରଶ୍ନ ନ କରି ସମର୍ଥନ କରନ୍ତୁ, ସିଏ ଆହୁରି ଲଢ଼ିବେ।

    • @sdnrkscreation0307
      @sdnrkscreation0307 26 วันที่ผ่านมา

      Sunhila bhali sarakar nathila

  • @managobindapatra4764
    @managobindapatra4764 28 วันที่ผ่านมา +11

    ଶଳା ବିଜେଡି ସରକାର ପାଇଁ ଏ ସବୁ ଖୋଳ, ଶଙ୍ଖର ଅରାଜ କତା, ମୋହନ୍ ସରକାର ଖୋଲୁ,ଜୟ ଜଗନ୍ନାଥ

    • @bsmarak7944
      @bsmarak7944 26 วันที่ผ่านมา

      Taa pare tama fan favourite bjp party asanty jia aie chota mota ghotala re nuhe sidha bada bada ghotala re samil thanty example- neet exam, up 7000cr ra tiari hei thiba infrastructure, delhi airport terminal, then uttarakhand tunnel incident 😂😂 bhai deha ku nebeni kathaa taa mora khali kahiba katha sabu politician corruption

    • @ganeshmahapatra5056
      @ganeshmahapatra5056 25 วันที่ผ่านมา

      Bahut bhal heaba

    • @anandamohakuda4943
      @anandamohakuda4943 13 วันที่ผ่านมา

      Kichi kholi paribani ....yankara kichi aukat nahi 😅😅

  • @prashantabagh977
    @prashantabagh977 หลายเดือนก่อน +16

    BDA=ବୃହତ ଡକାୟତ ଆଡ୍ଡା

  • @Tukunu7248
    @Tukunu7248 หลายเดือนก่อน +25

    DN regalia turanta bhanga jau, durniti officer ku arrest kara jau.

  • @Lat4688
    @Lat4688 หลายเดือนก่อน +19

    ଭୁବନେଶ୍ବରରୁ ଖୋର୍ଦ୍ଧ ଯିବାଟା ବଡ କଷ୍ଟ ହେଇଯାଉଛି । ମହା ଭିଡ ।

    • @Rohankumarjena227
      @Rohankumarjena227 29 วันที่ผ่านมา

      Maximus 30 Min

    • @ManaskumarnayakManas
      @ManaskumarnayakManas 28 วันที่ผ่านมา +3

      Tu bodhe nua asichu Bhubaneswar ku Rode dekhichu

    • @rajanipandatechvlogs3879
      @rajanipandatechvlogs3879 27 วันที่ผ่านมา

      Right 🎉

    • @Rohankumarjena227
      @Rohankumarjena227 27 วันที่ผ่านมา

      @@ManaskumarnayakManas Daily Jauchi Re Bhai

    • @amitmajhi18
      @amitmajhi18 27 วันที่ผ่านมา

      Highway deiki gale late heboni 😂😂😂New road heichi jana nahi bodhe

  • @sachikantasahoo6981
    @sachikantasahoo6981 หลายเดือนก่อน +30

    Builder ମାନେ ପୁରା ପୃଥିବୀର ସବୁଜ ବନାନୀ ନଷ୍ଟ କରି ଦେଇଛନ୍ତି

    • @mamatatripathy7549
      @mamatatripathy7549 29 วันที่ผ่านมา +2

      But tanku approve kiye karuchi. Amari neta mane paisa khai tanku allow karuchanti

    • @soumitramohanty8110
      @soumitramohanty8110 28 วันที่ผ่านมา +1

      Turanta unauthorised building sabu bhanga jau.A builder mananku severe punishment diajau.Emane paribesha nasta karisarileni.

    • @anandamohakuda4943
      @anandamohakuda4943 13 วันที่ผ่านมา

      Accha...sei mane b ta dunia ku development karuchi

    • @sachikantasahoo6981
      @sachikantasahoo6981 13 วันที่ผ่านมา

      @@anandamohakuda4943
      Development ନାମ ରେ ଧ୍ୱଂସ ଅଧିକ ହେଉଛି

  • @dayanidhl1067
    @dayanidhl1067 หลายเดือนก่อน +11

    ପାନ ଠେଲା, ଝୁପୁଡି ଘର, ଗରିବ ଲୋକର ଘର ଭାଙ୍ଗି ସରକାର ବାଃ ବାଃ ନିଅନ୍ତୁ ନାହିଁ |

    • @sashibhusanrout468
      @sashibhusanrout468 28 วันที่ผ่านมา

      Semane illegal dokan kholuchanti

    • @RupNarayanMajhi
      @RupNarayanMajhi 25 วันที่ผ่านมา

      ​@@sashibhusanrout468ତମେ ଏମିତି କହୁଛ ସେ ଯେମିତି 5 star ହୋଟେଲ କରିଦେଲେ । ସେ ତାର ଗୁଜୁରାଣ ମେଣ୍ଟାଇବା ପାଇଁ ଛୋଟ କେବିନ୍ ଟେ ଖୋଲିଲା । ସରକାର ତାଙ୍କୁ ତାଙ୍କୁ ଅନ୍ୟତ୍ର ଥଇଥାନ କରନ୍ତୁ ।

  • @priyadamishra2639
    @priyadamishra2639 หลายเดือนก่อน +15

    ଧନ୍ୟବାଦ୍ ଏହି ସବୁ ତଥ୍ୟ ଅବଗତ କରାଇଥିବାରୁ । ଅବଶ୍ୟ ବହୁତ ଅଫିସର/ସାଧାରଣ ଲୋକ ଜାଣିଥିଲେ ମଧ୍ୟ ପାଣ୍ଡିଆନ ଭୟରେ ସମସ୍ତେ ଚୁପ୍ ରହୁଥିଲେ

  • @srikantakumarhota6134
    @srikantakumarhota6134 หลายเดือนก่อน +9

    କେହି ଭାଂଗିପାରିବେ ନାହିଁ। ବିଲଡର ଘର ତିଆରି କରି ବିକିଦେଲେ। ଲୋକମାନେ ଘର କିଣିଲେ। କିଛିବର୍ଷ ପରେ ଏବେ ଘର ଭାଙ୍ଗି ଲେ ଘର କିଣିଥିବା ଲୋକମାନେ କୁଆଡେ ଯିବେ।
    ଘର ତିଆରି କରିବା ସମୟରେ କାହିଁକି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ। ଯଦି ଘର ଭାଙ୍ଗିବା ପୁର୍ବରୁ ବିଲଡର ଠାରୁ ପ ଇସା ଆଦାୟ କରି ଘର କିଣିଥିବା ଲୋକମାନଙ୍କୁ ଫେରାଯାଉ।

    • @sanjaytripathy9675
      @sanjaytripathy9675 หลายเดือนก่อน

      @@srikantakumarhota6134 ଆଗ ପୂର୍ବ ସରକାରଙ୍କୁ ଧର ଯିଏ ଏହାକୁ କେମିତି ଉଦଘାଟନ କରିଥିଲେ ।

  • @trilochanpatnaik6321
    @trilochanpatnaik6321 หลายเดือนก่อน +26

    Patrapada ରେ ପାଣ୍ଡିଆ କେତେ ଜମି ହଡ଼ପ କରିଛି ତାର ତଦନ୍ତ ହେବା ଦରକାର।
    ପୂର୍ବେ ସୁର ରାଉତରାୟ ମଧ୍ୟ ଏହି rigalia ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱର ଉଠେଇ ଥିଲେ।l

  • @sipramishra8094
    @sipramishra8094 หลายเดือนก่อน +35

    ଉତ୍ତମ ପଦକ୍ଷେପ, ମୁଁ ଏହାକୁ ସ୍ବାଗତ କରୁଛି

    • @Debanshi143
      @Debanshi143 13 วันที่ผ่านมา

      Tame madam kia

  • @ashutoshmishra4330
    @ashutoshmishra4330 28 วันที่ผ่านมา +7

    Correct correct decision for mohan majhi sir

  • @abdulbari2323
    @abdulbari2323 23 วันที่ผ่านมา +3

    କୋଠାଟି ଭାଙ୍ଗିବା ଅର୍ଥ ବିପୁଳ ସମ୍ପଦ ନଷ୍ଟ ତେଣୁ ଏହାର ମାଲିକାନା ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର କରାଯାଉ।

  • @biprapriya
    @biprapriya หลายเดือนก่อน +19

    DN group ରେ ପାନଡିଆନ୍ ର ପଇସା ଲାଗିଛି।

  • @adwaitchandrabeura6847
    @adwaitchandrabeura6847 23 วันที่ผ่านมา +3

    ଭ୍ରଷ୍ଟାଚାର ସରକାର ଭ୍ରଷ୍ଟାଚାରୀ ସରକାରୀ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହିତ ଜନସାଧାରଣଙ୍କ ସ୍ଵାର୍ଥ ପ୍ରତି ସନ୍ମାନ ଦେବା ମୋହନ ସରକାର ଙ୍କ ପ୍ରଚେଷ୍ଟା ରହୁ।

  • @s.mohapatra-i1k
    @s.mohapatra-i1k หลายเดือนก่อน +6

    ନିର୍ବାଚନ ରେ ଯେଉଁ ବେବସାୟୀ ବଟି ଦେଇ ନାହିଁ ସେସବୁ ହିସାବ କରିବେ ଆଉ ବଟି ପାଇଗଲା ପରେ ସବୁ ଚୁପ୍ କେବଳ ସେସବୁ କୋଠା ଭଙ୍ଗାଯିବ ଯାହା କି NGT /ସୁପ୍ରିମକୋର୍ଟ ଆଦେଶ ଦେବ
    ମୁଁ ସେହି ରାସ୍ତାରେ ଖୋର୍ଦ୍ଧା ରୁ ଭୁବନେଶ୍ୱର ଯାଏ କିନ୍ତୁ ଓଭର ବ୍ରିଜ ଯୋଗୁଁ ଜାଣି ପାରିଲି ନାହିଁ ଯେ ସେଥି ଆଗରୁ କଳିଙ୍ଗ ହେଚେରି ଥିଲା ବୋଲି ଯାହା ତିଆରି ହୋଇଛି ଠିକ୍ ହୋଇଛି କଳିଙ୍ଗ ହେଚେରୀ ବହୁ ଦିନ ହେଲା ବନ୍ଦ୍ ହୋଇ ଯାଇ ଥିଲା ଆଉ ଜାଗାର ପ୍ରକୃତ ସଦ ଉପଯୁକ୍ଟ ହୋଇଛି ଜାତୀୟ ରାଜପଥ NO 5 /2003 ଅଟଳ ବିହାରୀ ବାଜପେୟୀ ଆଗରୁ ଗୋଟିଏ ରାସ୍ତା ଥିଲା ଆଉ ପ୍ରବଳ ଦୁର୍ଘଟଣା ହେଉ ଥିଲା 2003 ପରେ 4 ଲାଇନ ରାସ୍ତା ହେଲା ଆଉ 2014 ରେ ମୋଦି ଆସିବା ପରେ NH 5- NH16 ହୋଇ ଗଲା ଆଉ 2020 ପରେ NH16 -4ରୁ 6 ଲାଇନ ହୋଇ ଗଲା ଓଭର ବ୍ରିଜ ସହିତ ତେବେ ଆଉ କେତେ ଜାଗା ଦୀୟଜିବ କି NH କୁ ଯାହା ହୋଇଛି ଠିକ୍ ହୋଇଛି 40-50 କୋଟି BJP କୁ ଚାନ୍ଦା ଦେଇ ଦେଲେ ସବୁ କଳା ଧଳା ହୋଇ ଯିବ 24 ବର୍ଷ ବେପାରୀ ଙ୍କ ଠାରୁ BJD ଖାଇଲା ଆଉ ଏବେ BJP ଖାଇବାକୁ ଦେବାକୁ ପଡ଼ିବ ନା

    • @arabindamohanty835
      @arabindamohanty835 หลายเดือนก่อน

      Bhange dey. BJD ra kukura joojana vadua kodhea jojana 😅😅😅😅😅😅😅😅😅
      Jay BJP jindabad BJP jindabad BJP jindabad jindabad jindabad BJP jindabad jindabad BJP jindabad jindabad jindabad BJP jindabad jindabad jindabad BJP jindabad jindabad jindabad 🙏🙏🪔🙏

  • @spacecuriosity2304
    @spacecuriosity2304 26 วันที่ผ่านมา +2

    ବାଳ ନା... ମୋ fav dn regalia

  • @manasranjantripathy5159
    @manasranjantripathy5159 หลายเดือนก่อน +18

    ଭଙ୍ଗା ନଯାଇ ତାକୁ ବାତ୍ୟା ଆଶ୍ରୟସ୍ଥଳୀ କରାଗଲେ ହିଁ ବିକାଶ ଆସିବ।

  • @aanyaafr
    @aanyaafr หลายเดือนก่อน +7

    ଶୁଣାଯାଉଛି ଜାତୀୟ ରାଜପଥ ର ଅଧିକାରୀ ମାନେ builder ସାଙ୍ଗରେ ମିଶି ପାତ୍ରପଡା ପାଖରେ over bridge କଲେ ଯେଉଁଟା କି ଆଇଗିଣିଆ ପାଖରେ ହବାକୁ ଥିଲା. ଆଇଗିଣିଆ ପାଖରେ ଥିବା ଛୋଟ over bridge ବଡ଼ କରବାର ଥିଲା. କିନ୍ତୁ ----------

  • @erdebaduttamohanty6802
    @erdebaduttamohanty6802 25 วันที่ผ่านมา +3

    ଯଦି ଭଙ୍ଗl ନଯାଏ କେବଳ ପ୍ରଚାର କରିଯିବ ସରକାର ବଦନାମ ହେବ l ତେଣୁ ଯେତେ ଶୀଘ୍ର ସମ୍ଭବ ଭଙ୍ଗାଗଲେ ଭଲ ହେବ l

  • @pkmishra6256
    @pkmishra6256 12 วันที่ผ่านมา

    Salute to Journalist Srijukta PPanigrahi Babu who has moral courage to to tell the naked truth about corruption of so called big builders people at the behest of ex Super CM.Many Many Congratulations to Panigrahi Babu🙏🏾🙏🏾🙏🏾

  • @trilochanpatnaik6321
    @trilochanpatnaik6321 หลายเดือนก่อน +4

    D N rigalia ଭାଙ୍ଗିବା ପାଇଁ ବର୍ତ୍ତମାନ ର ଓଡ଼ିଶା ସରକାର ଯେଉଁ ଯୋଜନା କରୁଛନ୍ତି ତା ପଛର କାରଣ rigalia group ପାଖରୁ କିଛି ମୋଟା ଅଙ୍କର ଟଙ୍କା ଲାଭ କରିବା ଉଦ୍ଦେଶ୍ୟ ନୁହେଁ ତ?

  • @agoodcitizen-b3o
    @agoodcitizen-b3o หลายเดือนก่อน +5

    Bohot dhanyabad aapn mananku forur information.

  • @swapnilraja1409
    @swapnilraja1409 18 วันที่ผ่านมา

    😂😂😂 ହଇରେ ମୂର୍ଖ ଦଳ, ସେଇଟା ଭୁବନେଶ୍ୱର ପାଇଁ ଗର୍ବ ❤ ବାହାରୁ ଲୋକ ଦେଖି ଖୁସି ହୁଅନ୍ତି, କେତେ ଲୋକ କାମ କରୁଛନ୍ତି ❤ତାଙ୍କର ପେଟ ମାରନି ❤

  • @shinquanone8714
    @shinquanone8714 หลายเดือนก่อน +12

    ସେ ଅଫିସର ପୁରା ମାଲା ମାଲ୍ ହେଇ ଯାଇଥିବ ଆଉ।😅😅😅😅😅

  • @PurnachandraChoudhuri
    @PurnachandraChoudhuri 10 วันที่ผ่านมา

    Soubhagya Bhai, nice news reading. Keep it up

  • @sanjam378
    @sanjam378 24 วันที่ผ่านมา

    Waw so so nice action 🙏

  • @surjyabhanurouta9600
    @surjyabhanurouta9600 25 วันที่ผ่านมา +3

    Plan approval କରିଥିବା ଅଧିକାରୀ , ପୁର କୋଠାର ଦଣ୍ଡ ଦିଆଯାଉ

  • @sushantachhatria5139
    @sushantachhatria5139 26 วันที่ผ่านมา +1

    Bhangani ma... it's adding beauty to capital city

  • @mohammedhifzul8180
    @mohammedhifzul8180 28 วันที่ผ่านมา +3

    Bala haba.

  • @rajendramohanty8935
    @rajendramohanty8935 23 วันที่ผ่านมา

    Health ଓ education ନାଁ ରେ KIIT ମଧ୍ୟ ଅନେକ ଜମି ଦୁର୍ନୀତି କରିଛି। ଆଶା ରଖୁଛୁ ଆଗକୁ ଅନୁସନ୍ଧାନ ମୂଳକ ତଥ୍ୟ ରଖିବେ।

  • @sasmitasubudhi8478
    @sasmitasubudhi8478 26 วันที่ผ่านมา +1

    Govt must take step against land mafias who r glorifying that as a real estate destroying the agricultural lands. Govt must facilitate the irrigation facilities to save the farmers.

  • @santoshnarayanbhagat2437
    @santoshnarayanbhagat2437 15 วันที่ผ่านมา

    Best analices sir ji

  • @SubhiSamal-fk5yt
    @SubhiSamal-fk5yt 27 วันที่ผ่านมา +2

    This type of buildings should be donate to the Poor's 🌹

  • @Loki-pg7jr
    @Loki-pg7jr หลายเดือนก่อน +4

    Idco officer chora...Aau BJD govt ra pandu ku arrest kara

  • @singerranjanodia9524
    @singerranjanodia9524 28 วันที่ผ่านมา +14

    ଭାଙ୍ଗିବା ଠିକ୍ ନୁହେଁ renovation rectify penalty heu

    • @suoli6421
      @suoli6421 25 วันที่ผ่านมา

      That won't satisfy their egos

  • @girijasankarsahu7763
    @girijasankarsahu7763 27 วันที่ผ่านมา +2

    ମୂର୍ଖାମି ହେବ l ଏହାକୁ ଆଇନ୍ ପରିସର କୁ ଆଣିବା ଉଚିତ୍ ହେବ l କାରଣ ଭାଙ୍ଗିଲେ ରାଜ୍ୟର ବା ଦେଶର ଟଙ୍କା ନାଶ ହେବ l କୌଣସି ବିଦେଶୀ ଟଙ୍କା ଲାଗିନି l

    • @RupNarayanMajhi
      @RupNarayanMajhi 25 วันที่ผ่านมา

      ସେଇଠି ଭଙ୍ଗା ନ ଯାଇ ଗୋଦାମ ଘର କରାଯାଉ । ଚାଷୀ ଆଉ ଛୋଟ ବ୍ୟବସାୟୀ ଉପକୃତ ହେବେ ।

  • @mrutyunjaydas484
    @mrutyunjaydas484 22 วันที่ผ่านมา +1

    ଯା ହେଉ ଅନେକ ଦିନ ଗଲାପରେ "ନିଆଁଖୁଣ୍ଟା " ପୁନଃ ଅବତରି କଳିଯୁଗରେ ସତ୍ୟ ଉପସ୍ଥାପନା କରିବେ ବୋଲି ଆଶା ଓ ଭରୋସା ll ଜୟ ଜଗନ୍ନାଥ ll

  • @manojkumarbehera2861
    @manojkumarbehera2861 หลายเดือนก่อน +3

    କିଛି ହେବନି। Guaranted

  • @petlover8195
    @petlover8195 หลายเดือนก่อน +1

    Ready Ready
    Thanks to the Reporter and editor.

  • @sgrwealth271
    @sgrwealth271 4 วันที่ผ่านมา

    ନ ଭାଙ୍ଗି ସରକାର ନିଜ ଅଧୀନ କୁ ନେଇ କାମ ରେ ଲଗାନ୍ତୁ ଭାଙ୍ଗିଲେ କେବଳ ଓଡିଶା ର ଖ୍ୟାତି

  • @netajidash9367
    @netajidash9367 27 วันที่ผ่านมา +2

    BMC off6 ସମ୍ମୁଖରେ ରିଗେଲିଆ ମଧ୍ୟ କିଛି ବେଆଇନ ନିର।ମାଣ କରିଥିବା ଅଭିଯୋଗ ହେଇଥିଲା।

  • @sunilrauto5923
    @sunilrauto5923 หลายเดือนก่อน +5

    ଭଙ୍ଗା ନ ଯାଉ
    ବୃଦ୍ଧଶ୍ରମକୁ donate କରି ଦିଅନ୍ତୁ

    • @sachikantasahoo6981
      @sachikantasahoo6981 หลายเดือนก่อน

      @@sunilrauto5923 no
      ଭଙ୍ଗା ଗଲେ ହିଁ ସମାଜ କୁ ଉଚିତ ଶିକ୍ଷା ଯିବ
      ନ ହେଲେ ସେ ଭାବୁଥିବ ମୋ ଘରେ ଆଶ୍ରମ ହେଇଚି

  • @HRPC1234_INDIA
    @HRPC1234_INDIA หลายเดือนก่อน +1

    ଅତି ସୁନ୍ଦର

  • @pareshchandragiri165
    @pareshchandragiri165 23 วันที่ผ่านมา

    ଏ ପାଇଁ ନବୀନ ହିଁ ଦାଈ ଏଇ ବଡ଼ ଡକାୟତ

  • @pramodkumarkar9039
    @pramodkumarkar9039 หลายเดือนก่อน +1

    Excellent 👌 decision. All such apartments must be demolished.

  • @durgaprasadmohapatra2893
    @durgaprasadmohapatra2893 หลายเดือนก่อน +5

    ତୁରନ୍ତ ଭଙ୍ଗାଜାଉ

    • @nimai1orissa
      @nimai1orissa หลายเดือนก่อน

      Tu to chalia ghara re raha

  • @surjyabhanurouta9600
    @surjyabhanurouta9600 25 วันที่ผ่านมา +1

    ପୁରା NH ମାତ୍ର ରେ ଲାଗିଛି,

  • @srirampanda9750
    @srirampanda9750 หลายเดือนก่อน +1

    Investigative report. Very good.

  • @snehalatadash6751
    @snehalatadash6751 27 วันที่ผ่านมา +1

    DN regalia ku bhanga na jau.lokamananku bahuta asubidha heba.ame mane yar subidha neuchu.road kinnare kete lokankara ghara achi.

  • @satyabratasamal6414
    @satyabratasamal6414 19 วันที่ผ่านมา

    କିଛି ହେବନି। ଏହି ନ୍ଯୁଜ କୁ ଆଳ କରି ଖାଲି ସୋସିଆଲ ମେଡିଆରେ କିଛି ଦିନ ବକ ବକ ହେବେ ଓ ପଇସା କମେଇବେ। ତାପରେ ସବୁ ଆଗ ଭଳି ଚାଲିବ।

  • @RandomVideos-wm1cw
    @RandomVideos-wm1cw 26 วันที่ผ่านมา +1

    Regalia bhangile bjp ku au vote dia habani

  • @rinadash2315
    @rinadash2315 23 วันที่ผ่านมา

    पुरे भारत में आज जो तानासाही चल रही है उसके बारे में भी कुछ बोलिये, ये the great नविन pattanayak जी की कृपा है जो आज odisha इतनी तरक्की कर पायी है, वरना up bihar जैसा हालत में हम जी रहें होते

  • @banabasisahu4467
    @banabasisahu4467 25 วันที่ผ่านมา +1

    Heichi jadi bhangiba kan darkar...public upakar heuchanti....

  • @sanjayswain5153
    @sanjayswain5153 14 วันที่ผ่านมา

    Good decision

  • @cricketking2894
    @cricketking2894 หลายเดือนก่อน +1

    I wish bhangajau

  • @amarswain3324
    @amarswain3324 13 วันที่ผ่านมา

    Good ❤

  • @jitendranayak1615
    @jitendranayak1615 28 วันที่ผ่านมา

    Right bhai

  • @JenaGaming
    @JenaGaming 25 วันที่ผ่านมา +2

    Jo v ho......mora au Mama ra fbrt DN regalia... being human zudio khub vala..mo gharu 5 minutes rasta amaku kete subidha hauchi

  • @deviduttamohapatra4984
    @deviduttamohapatra4984 28 วันที่ผ่านมา +1

    By taking commission, new BJP govt. Shall regularise everything. All politicians and political parties are similar.

  • @subhransumohanty7634
    @subhransumohanty7634 หลายเดือนก่อน +1

    Amanku pane darakar BBSR realstat ku barbad kari sarileni price amity ki suna thu v adhika dam per square foot bada a Buddha ku.

  • @tapankumar2468
    @tapankumar2468 หลายเดือนก่อน +2

    Pension of retd officers of BDA ,IDCO ETC SHOULD BE STOPPED .UP TO PAHALA NHAI HAS AQUIRED LAND VIA PWD .AT RUDRAPUR 3.71 ACRE HAD BEEN UNDER ENCROACHMENT OF WHICH PART HAS BEEN RECOVERED ONLY

  • @saswat62
    @saswat62 28 วันที่ผ่านมา +1

    Good

  • @prakashmohanty1235
    @prakashmohanty1235 26 วันที่ผ่านมา

    I don't think there is any need for destroy dn regalia after all it shows how beautiful our Odisha is. If in future any type of petition is approved for road extension then it gives value for now no need after all.

  • @swetaschabanayak5241
    @swetaschabanayak5241 28 วันที่ผ่านมา

    Its a welcome move to save many People life. Its NH property

  • @Biswwaraj
    @Biswwaraj 29 วันที่ผ่านมา +1

    ବହୁତ୍ ଦିନ ପରେ ମୁନା ଭାଇଙ୍କୁ ଦେଖିଲି। ଆପଣ ସବୁ ବେଳେ ଅନ୍ୟାୟ ବିରୋଧରେ unapologetic, non-compromising ଷ୍ଟାଣ୍ଡ ପଏଣ୍ଟ ନେଇଛନ୍ତି । ଆଶା ସରକାର ଶୁଣିବେ।

  • @nirakarsahoo1460
    @nirakarsahoo1460 25 วันที่ผ่านมา

    Thank you for highlighting this scam

  • @sachikantasahoo6981
    @sachikantasahoo6981 21 วันที่ผ่านมา

    ଇନ୍ଦିରା ଗାନ୍ଧୀଙ୍କ project ଥିଲା ଗୋଟିଏ ପରିବାରର କେବଳ ଗୋଟିଏ ଘର ,ଅଧିକ ଥିଲେ ତାହା ସିଜ ହୋଇ ରାଷ୍ଟ୍ରୀୟ ସମ୍ପତ୍ତି ଘୋଷିତ ହେବ
    ତାହା ଉତ୍ତମ ଚିନ୍ତା ଧାରା ଥିଲା ,
    ପଇସା ଅଛି ବୋଲି ଯଦି ସମସ୍ତେ କେବଳ ଘର କରି ଚାଲିବେ ,ତେବେ ଚାଷ ହେବ କେଉଁଠି ?? ଲୋକ ଭବିଷ୍ୟତ ରେ ଖାଇବେ କଣ ?
    ଲୋକଙ୍କ ପ୍ରବଳ ପଇସା ଅଛି ବୋଲି ଜଣ ଜଣଙ୍କର 10 ଟା 20 ଟା 30 ଟା ଘର ଅଛି ,
    ସରକାର ଙ୍କୁ ଅନୁରୋଧ ଯଥା ଶୀଘ୍ର ଏହି ନିୟମ କାର୍ଯ୍ୟକାରୀ କରନ୍ତୁ

  • @bhagabanpradhan7500
    @bhagabanpradhan7500 หลายเดือนก่อน +2

    Education loan te
    miluni
    Kete koti tanka sanction
    Dhanayare Odia officer

  • @tarunmohanty7215
    @tarunmohanty7215 27 วันที่ผ่านมา

    If it will happen then its good initiative

  • @sudhirkumarpatra2081
    @sudhirkumarpatra2081 28 วันที่ผ่านมา +3

    ଲାଂଚ ଟଙ୍କା ରୁ ଏହୀ ସାମ୍ବାଦିକ ପାଖକୁ ଗଲା ନାହିଁ ଏଣୁ ଏହି କ୍ଷୋଭ।

    • @odiainstantlearning2242
      @odiainstantlearning2242 28 วันที่ผ่านมา

      କାଇଁ କଣ ଏହା ଏକ ନିର୍ଭିକ ସାମ୍ବାଦିକତା ନୁହେଁ କି...

    • @odiainstantlearning2242
      @odiainstantlearning2242 28 วันที่ผ่านมา

      ସମ୍ବାଦ ଭଵନରେ ପଶି କାଗଜ ପତ୍ର check କରୁଥିବା ଏବଂ ଅର୍ଧେନ୍ଦୁ ଦାଶ PVT MATTER INTERFARE କରୁଥିବା EOW ର କଣ ଏହା କର୍ତ୍ତବ୍ୟ ନଥିଲା.... ରାଜ୍ୟରେ ଏତେ ବେଆଇନ ନିର୍ମାଣ.... 😏

  • @ajitbhuyan873
    @ajitbhuyan873 28 วันที่ผ่านมา

    Thik thik respected mohan sir🙏🙏🙏

  • @krishnaprasadrath
    @krishnaprasadrath หลายเดือนก่อน

    Jeun sabu sthana re durneeti dekha jauchi samasta durneeti grasta officer mananka upare karyanusthan grahan karajau ebam staff nku madhya sachetan karajau ebam jete shighra sambhaba padakshepa niajau.🙏 Jai ♥️🇮🇳🔥 Hind 🙏

  • @babrubahannayak9853
    @babrubahannayak9853 24 วันที่ผ่านมา

    Encroachment should b removed.

  • @bhubaneswarpanda4806
    @bhubaneswarpanda4806 หลายเดือนก่อน

    Very correct information 👌

  • @subratkumarsahu3114
    @subratkumarsahu3114 หลายเดือนก่อน

    BY demolition govt is not getting any money rather spending money to destroy.It will be wise to put fine on the buider plus increase holding tax of such building atleast 2 to 3 times.so that govt earnings will increase.Govt can give lot of employment from this income.

  • @sanjaychhualsingh-mv6pv
    @sanjaychhualsingh-mv6pv 27 วันที่ผ่านมา

    Nice 👍

  • @rameshdas5834
    @rameshdas5834 28 วันที่ผ่านมา

    Jay shree Ram 🚩🚩🚩🚩🔥🔥🔥🔥🔥

  • @travel_Marvels_x
    @travel_Marvels_x หลายเดือนก่อน +3

    Kichi habani , chora sarkar thila ebe dakaet sarkar asichi 😅😅

  • @sagarbedanta6581
    @sagarbedanta6581 28 วันที่ผ่านมา

    Government take action

  • @simanchalmaharana3252
    @simanchalmaharana3252 หลายเดือนก่อน

    You are 100% right 🙏

  • @foundationservices2890
    @foundationservices2890 หลายเดือนก่อน

    BDA clear your stand......
    Shame on such corrupt people and their families

  • @bijaykrpalai3077
    @bijaykrpalai3077 25 วันที่ผ่านมา

    KIIMS ର ଜମି ଦଖଲ ମଧ୍ୟ ଲୋକଲୋଚନଙ୍କୁ ଆଣନ୍ତୁ।

  • @lifeofgudu1916
    @lifeofgudu1916 หลายเดือนก่อน

    Much needed

  • @anishmohanty5872
    @anishmohanty5872 25 วันที่ผ่านมา

    Water Leakage in all rooms and restaurants waste of money..arrest that GM of Vivanta Ashirwad Praharaj

  • @pratap8516
    @pratap8516 29 วันที่ผ่านมา +1

    ଏ ଜଗଦୀଶ ନାୟକ କାହା ସାହସ ଏବଂ ସାହାଯ୍ୟ ରେ ଏତେବଡ଼ କାମ କରି ପାରିଲା ତାହାର ତଦନ୍ତ ହେଇ ଅସଲ କଥା ସମସ୍ତେ ଜାଣନ୍ତୁ ।

    • @Amachalani
      @Amachalani 27 วันที่ผ่านมา

      Pandian

  • @harekrushnabehera3138
    @harekrushnabehera3138 หลายเดือนก่อน

    Permission ଦେଇ ଥିବା ଅଫିସର୍ ମାନଙ୍କୁ ଧରନ୍ତୁ । ଘର କିଣିଥିବା ଲୋକଙ୍କୁ ସେଇ ଅଫିସର୍ ଆଉ ବିଲ୍ ଡର୍ ମାନେ ୫ଗୁଣା କ୍ଷତି ପୂରଣ ଦିଅନ୍ତୁ ।

  • @lohitnanda9529
    @lohitnanda9529 16 วันที่ผ่านมา

    Sarkar kichhi kari paribani.. 5 barsa pare kick out haba.

  • @sarbajitdas7659
    @sarbajitdas7659 หลายเดือนก่อน

    Ya upare ahuri alochha hau dn regaliabhangajau

  • @SwarnaMohanty-hj5rs
    @SwarnaMohanty-hj5rs 27 วันที่ผ่านมา +1

    Court kipari stay order dela ?

  • @ashwinipanda7989
    @ashwinipanda7989 28 วันที่ผ่านมา +1

    Bhangi ki lava kn? Jaha haigala au kichi kariheboni. Jadi ehi building ku loka hita re lagajae bahut vala hebo

  • @debaduttamohanty1188
    @debaduttamohanty1188 14 วันที่ผ่านมา

    31 କୋଟି ର ହିସାବ ମିଳିଲାନି, ଆଉ ଭାଙ୍ଗିବ, ଭାରି କାଢୁଆ ଗୁଡାକ। ସବୁ ଛିଣ୍ଡାଇ ପକେଇବ

  • @bhagirathipradhan4590
    @bhagirathipradhan4590 หลายเดือนก่อน +1

    Right

  • @preranashrota8166
    @preranashrota8166 28 วันที่ผ่านมา

    Request to BJP govt do appropriate action

  • @soumendash3911
    @soumendash3911 2 วันที่ผ่านมา

    Valid documents show karantu

  • @Patnaik007
    @Patnaik007 28 วันที่ผ่านมา

    ବାଟରେ ହଗିକି ନାମ କରିଛନ୍ତି ଜଗଦୀଶ ନାୟକ

  • @bharatchandradas8195
    @bharatchandradas8195 หลายเดือนก่อน +2

    Mohan.cm.will.do.justice

    • @TheSandip299
      @TheSandip299 หลายเดือนก่อน

      Kebe nahi Paisa milijiba Sabu thik heijiba…Kiit land Scam jemite thik heigala….Media bi jani suni bhuligala😂😂