odisha ଭରତପୁର ଥାନା ଅଧିକାରୀARMY OFFICER କୁ ମାଡ ମାରିବା ଠିକ କି

แชร์
ฝัง
  • เผยแพร่เมื่อ 9 พ.ย. 2024

ความคิดเห็น • 541

  • @SR_Santali_Creation
    @SR_Santali_Creation หลายเดือนก่อน +4

    ଏଥିରେ ଦୁଇଜଣଙ୍କ ର ଭୁଲ ଅଛି ତେଣୁ ପୋଲିସ ଆଉ army ଦୁଇଜଣ ଯାକ ସତର୍କ ରହିବା ଦରକାର

  • @SuryamaniMalik
    @SuryamaniMalik หลายเดือนก่อน +15

    ସେ ଭାଇ ପୋଲିସ ନୁହଁ ଆତଙ୍କବାଦୀ ତାକୁ ଗୁଳି କରି ମାରିଦିଅ ଜୟ ଜବାନ🇮🇳🇮🇳💪💪✈️🚀

  • @PurusottamGuru
    @PurusottamGuru หลายเดือนก่อน +3

    Army ତ ସବୁ ବେଳେ ପୂଜନୀୟ ,କିନ୍ତୁ ସେ ସ୍ତ୍ରୀ ଲୋକ ଟା Army ହେଇ କି ବି କିଛି ଲାଭ ନାହିଁ

  • @RabindranathSethi-bl4wl
    @RabindranathSethi-bl4wl หลายเดือนก่อน +54

    ଧନ୍ୟବାଦ୍ ଭାଇ, ଆପଣ ଯାହା କହିଲେ ଠିକ୍ କହିଲେ,

  • @sarnasantal528
    @sarnasantal528 หลายเดือนก่อน +16

    ଦେଖିବ ଓଡିଶା ପୋଲିସ ପାଖରେ army ମୁଣ୍ଡ ନୁଆଇଁବ ।

  • @NaruttamNayak
    @NaruttamNayak หลายเดือนก่อน +45

    I love indian army

    • @rajeshpadhan1597
      @rajeshpadhan1597 หลายเดือนก่อน +1

      But their children's have no ethics . They are only doing duty and not teaching their own children good culture

  • @hareshpradhan5266
    @hareshpradhan5266 หลายเดือนก่อน +31

    ଯବାନ ସାର ମହନ ସାରଙ୍କୁ ଯୁଗୀ ଆଦିତ୍ୟ ଭଳି ହେବାକୁ ପଡିବ. ତେବେ ଯାଇ ବିଜେପି ସରକାର ରହିବ

    • @santokarjee4798
      @santokarjee4798 หลายเดือนก่อน +2

      ଯୋଗୀ ଆଦିତ୍ୟ ତ ସେ ହାରିକି ଅରାମସେ ବସିକି ଅଛି

    • @tracelogo5663
      @tracelogo5663 หลายเดือนก่อน

      ​@@santokarjee4798kebe harila be

  • @Makehappy5
    @Makehappy5 หลายเดือนก่อน +3

    ମିଥ୍ୟା ଅଭିଯୋଗ ପାଇଁ ଭଲ ମହିଳା ଗୋଟିଏ ରଖିଛନ୍ତି,, ଯାହା army power କହୁଚ
    ଆଜିକାଲି କିଏ ବିନା ପଇସା ରେ ଦେଶ ସେବା କରୁଛି.... ନା army ନା ପୋଲିସ....

  • @MuRmu9t8
    @MuRmu9t8 หลายเดือนก่อน +3

    ଜଣେ ମଧୁଆ ଓଡିଶା ରେ ନିଆଁ ଲଗେଇ ଦେଲାacting କରି 😂😂😂

  • @srikanta671
    @srikanta671 หลายเดือนก่อน +10

    ସସପେଣ୍ଡ ନୁହେଁ,, ସବୁଦିନ ପାଇଁ ଚାକିରୀ ବାହାର କରାଯାଉ

  • @NilakanthaSatpathy-gu2er
    @NilakanthaSatpathy-gu2er หลายเดือนก่อน +6

    ଏ କି ମେଜର ? ନିଶା ଶକ୍ତ ରକ୍ଷିତା କୁ ଆୟତ୍ତ କରି ପାରୁ ନାହିଁ ??

  • @BituMahapatra-p8o
    @BituMahapatra-p8o หลายเดือนก่อน +4

    ଆରେ ତା ବୋଲି ନୁହଁ ତମେ ଦାରୁ ପି ଝିଅଟା ଥାନାରେ ଅଫିସର କୁ ମାଡ ମାରିବା ଇଏ କଣ ମିଲିଟାରୀ ର ଆଈନ

  • @prakashbarik7734
    @prakashbarik7734 หลายเดือนก่อน +5

    Army bala drinks kari jaha kari paribe police kain tanku kana kahibe.. Sa army re achi na... Pura bekar chinta dhara.... Jay Hind Jay Bharat... Ministry of defence bi sa major upare action nau sa kain public place re drinks kari hangama karuthila...

  • @K.Siladityavlogs
    @K.Siladityavlogs หลายเดือนก่อน +5

    ଆପଣ ସେ ମାଲକାନଗିରି ନକ୍ସଲ କଥା ପୁଣି କହୁଛନ୍ତି. ସେଠିକୁ ଗଲେ ବି same platoon ଫୋର୍ସ ଦଳ ହେଇ ରହିବେ. ଆପଣ only ଗୋଟେ week ଆସି ଥାନା ରେ ବସିକି ଦେଖାନ୍ତୁ.ଫୋର୍ସ lower limitation ରେ duty କଥା ଛାଡ଼ନ୍ତୁ. ପୁଣି ଗୋଟେ ଭିଡ଼ିଓ ଆଣିକି କହିବେ LO duty ଭଲ ନା 45 ଡ଼ିଗ୍ରୀ ଟା ଭଲ

  • @jitendrapradhan9476
    @jitendrapradhan9476 หลายเดือนก่อน +1

    ଜୟ ଜୱାନ୍ ଜୟ କିଶନ...ବନ୍ଦେ ଉତ୍କଳ ଜନନୀ

  • @narendrabarik9855
    @narendrabarik9855 หลายเดือนก่อน +18

    ଏମାନେ ନବୀନ ପୋଲିସ ମୋହନ ବାବୁ ଚୁପ ଏପରି ହେଲେ ଆଗକୁ ବିଜେପି ହାରିବ

    • @RahulaMallick-zu9fn
      @RahulaMallick-zu9fn หลายเดือนก่อน +1

      ନବୀନ ସରକାର ସାତପାଞ୍ଜିରେଗଲା ଏଇଟା BJP ସରକାର 😂😂😂😂😂😂😂😂😂

    • @JAGAMAMALIJS
      @JAGAMAMALIJS หลายเดือนก่อน

      Eita bjp police

  • @sarbeswarmohapatra3708
    @sarbeswarmohapatra3708 หลายเดือนก่อน +2

    😂 ପୋଲିସ ଅଧିକାରୀ ଙ୍କୁ ଗିରଫ କରିବାକୁ ଦାବି*** ଏହାହିଁ ସତ୍ୟ 🙏🌹🙏BJD ଦଳ ପୋଲିସ ମୁହଁ ବଟି ପାଇଁ ବଢାଇଦେଇଛି ? ନବିନ ପଟ୍ଟନାୟକ ହିଁ ଦାୟୀ ??? System ବଦଳିବା ନିହାତି ଆବଶ୍ୟକ 🙏🙏

  • @NarayanBhoi-k7f
    @NarayanBhoi-k7f หลายเดือนก่อน +8

    ❤❤❤❤❤ jay hind sir ଭାଇ ମାଲକାନଗିରି କୁ ବାଘ ଯିବେ ହେଲେ ଏ ଓଡ଼ିଶା ପୋଲିସ୍ ବା ବିଲୁଆ
    ରାତିରେ ଯେତେ ଟ୍ରକ୍ ଯାଉଛି ସେ ହାରାମି 100 ଟଙ୍କା ମାଗୁଛନ୍ତି ମୁଁ କେତେ ଥର ଦେଇଚି ସେ ଆର୍ମି ଅଫିସର ନ ହୋଇ ଜଣେ ସାଧାରଣ ଲୋକ ହୋଇଥିଲେ କେହି ଶୁଣି ନଥାନ୍ତେ I love indian army
    jay hind ❤❤❤❤❤ ଜୟ ଜଗନ୍ନାଥ
    ହଉ ଛାଡ଼ ସେ କଥା

  • @K.Siladityavlogs
    @K.Siladityavlogs หลายเดือนก่อน +5

    ଖାଲି ଥାନା ହୁଲିଆ ଚେଞ୍ଜ କରିଦେଲେ ହବନି sahabji. Hulia change police b ଭଲ ଭାବରେ ଜାଣେ ଜଦି human rights, women କମିଶନ, local ପୋଲିଟିକାଲ pressure ନଥାନ୍ତା. କିନ୍ତୁ କିଛି ପୋଲିସ ଅଛନ୍ତି ଯାହାପାଇଁ ଏମିତି ଘଟଣା ମାନ ହେଉଛି. But ପୋଲିସ department କୁ କହିବାଟା ଠିକ ନୁହେଁ

    • @jaydharamvlogs
      @jaydharamvlogs หลายเดือนก่อน

      Pura Odisha ra Data Dekhontu sir mu gaon ra gute Adivasi jhiaaa ku bibah lovo deee pilla Tia achi or maa puaa ku chadidela any bibah hela police case hele modhya kichi hela nahi proof darkar toh call kar natu🙏🙏

  • @tusarpanda5148
    @tusarpanda5148 หลายเดือนก่อน +19

    Sir ଆର୍ମି ମେଜର ନହେଇକି ଆର୍ମି ର ଜଣେ ତଳିଆ କର୍ମଚାରୀ ହୋଇଥାନ୍ତେ ତାଙ୍କ ପାଇଁ ସଂଘ ବାହାରି ରାସ୍ତା କୁ ଆସିଥ।ନ୍ତ।କି

    • @sudhansusekharpanda2916
      @sudhansusekharpanda2916 หลายเดือนก่อน

      Yes bro

    • @jnanranjanswain6504
      @jnanranjanswain6504 หลายเดือนก่อน

      Yes

    • @defencemagnet4836
      @defencemagnet4836 หลายเดือนก่อน

      ​@@sudhansusekharpanda2916no

    • @defencemagnet4836
      @defencemagnet4836 หลายเดือนก่อน

      ​@@sudhansusekharpanda2916department Katha tu kichhi janinu

    • @naikamarndi8186
      @naikamarndi8186 หลายเดือนก่อน

      Army oujone kormo chari hei thile officer Mane jawan ku job ru bahar Kori thante gote hatore tali baje nahi army Bhai Jane nahi bodhe

  • @basudevsahoo8643
    @basudevsahoo8643 หลายเดือนก่อน +2

    Fauji ଭାଇ ମୁଁ ସବୁ ଜାଣିଛି ପୂର୍ବରୁ ଆର୍ମି ସହ, ଏ ପୋଲିସ ବାଲା ଅନ୍ୟାୟ କରିବା ପରେ ତାଙ୍କ ପରିସ୍ଥିତି କ'ଣ ହୋଇଛି । କିନ୍ତୁ ଏଠି Army Battalion କ'ଣ ଶୋଇ ପଡ଼ିଛି ନା କ'ଣ ଯେ ଏ ପର୍ଯ୍ୟନ୍ତ କିଛି action ହେଉ ନାହିଁ କାହିଁକି ? ଆର୍ମି ର Power ଟା କ'ଣ ଏମାନେ ଜାଣିବା ଦରକାର । କଟକ ରେ ଓକିଲ ଙ୍କୁ ବାଡ଼େଇଲେ ବୋଲି ଓକିଲ ସଂଘ ଏକାଠି ହୋଇ ପାନେ ଦେଲେ । Border ରେ ଥଣ୍ଡାରେ କ'ଣ duty ହେଉଛି ଏମାନେ କଷ୍ଟ ଟା କ'ଣ ବା ଜାଣିବେ । ଏମାନେ କିଛିଟା କେବଳ ଜାଣନ୍ତି ଦୁଇ ନମ୍ବର ପଇସା କମେଇ ପେଟ ଝୁଲେଇବା । ଓଲଟା ମାରି ତାଙ୍କ police union ଏକାଠି ହେଲେଣି | Jago Army Jago, ବିରୋଧି ଦଳ କ'ଣ ଶୋଇ ପଡ଼ିଛନ୍ତି କି ? ସେ iic ନା ରେ କଟକ ବାଲି ଯାତ୍ରା ରେ ଦାଦା ବଟି ମାରୁଥିବା ଭିଡ଼ିଓ ମଧ୍ୟ ଅଛି । କିଛି action ନାହିଁ ।

  • @JitendraDas-pe9xu
    @JitendraDas-pe9xu หลายเดือนก่อน +2

    Police station ଭାଙ୍ଗି ଦେଲ ଭଲ କଲ ,army ଭଲ duty କରୁଛନ୍ତି terrorist india କୁ Pakistan ରୁ କେମିତି ଆସୁଛନ୍ତି,ତମ ପାଖରେ ବହୁତ ଵଳ ଅଛି pok aksai China ଆଣିପାରୁ ନାହି।

  • @BikashDas-hn8yb
    @BikashDas-hn8yb หลายเดือนก่อน +1

    ଭାଇ ତମେ ପୁରା perfect କଥା କହିଛ ଭାଇ jai hind 🫡 ମୁଁ ବି army officer ku ବହୁତ୍ saport କରେ ମୁଁ ବି ଚାହୁଁଚି army officer ଗୁରୁବଂଶ ସିଂ ଏବଂ ତାଙ୍କ ବାନ୍ଧବୀ କୁ ନ୍ୟାୟ ମିଳୁ jai hind 🫡

  • @K.Siladityavlogs
    @K.Siladityavlogs หลายเดือนก่อน +10

    ଆପଣ ବୋଧେ ଭୁଲିଯାଉଛନ୍ତି pcr ରେ ଅଧିକାଂଶ spo army retired personel ଅଛନ୍ତି . ସେମାନେ koubhali ଡିଉଟି କରନ୍ତି public ଜାଣନ୍ତି

    • @gyanaguru516
      @gyanaguru516 หลายเดือนก่อน

      Vi Siladitya tuma police ka too ex-army in pcr better duty karuthiba
      Tuma Kichi kahi ba dar kar nahi public janichanti

    • @K.Siladityavlogs
      @K.Siladityavlogs หลายเดือนก่อน +2

      ​​@@gyanaguru516 ex- army ମାନେ double salary ନେଇ pcr van re ଗଛ ମୂଳେ ଶୋଇବା ନିଶ୍ଚେ ଦେଖିଥିବ😁. ସେଇମାନେ ଜଦି ନଜାଣିଛ ଆସିକି ଦେଖ spo ଲେଖା ହେଇଥାଏ

    • @gyanaguru516
      @gyanaguru516 หลายเดือนก่อน

      @@K.Siladityavlogs vi duty police ka too to imndr n

  • @ajoymangal3934
    @ajoymangal3934 หลายเดือนก่อน +1

    ସସପେଣ୍ଡ ନୁହଁ ବହିଷ୍କାର ଦରକାର
    ସସପେଣ୍ଡ ନୁହଁ ବହିଷ୍କାର ଦରକାର
    ସସପେଣ୍ଡ ନୁହଁ ବହିଷ୍କାର ଦରକାର
    ସସପେଣ୍ଡ ନୁହଁ ବହିଷ୍କାର ଦରକାର

  • @biruamamalaxmi541
    @biruamamalaxmi541 หลายเดือนก่อน +3

    ତୁ ଗୋଟେ ବାଳ ଉପୁଡା ଛୋଡ଼ି ପୁଅ .army ର ନା ର ଫାଇଦା ଉଠେଇଛନ୍ତି.ବାସ ଲୋକ ମାନେ ସତ ନ ଜାଣି army କୁ support karichhanti. ତୁ ବାଳ ଜାଣିଛୁ. border ରେ ତମେ only terrorists କୁ ଜଗିଚ police public କୁ ଜଗୁଛନ୍ତି.ପବ୍ଲିକ ରେ କିଏ ଚୋର କିଏ କିଏ gentle man କହିବା ସହଜ ନୁହ.

    • @m1gh779
      @m1gh779 หลายเดือนก่อน +1

      Right sir , support police,I love police and army

  • @sarojkumarsethy508
    @sarojkumarsethy508 หลายเดือนก่อน +2

    Sir ଆଜି ବାଙ୍ଗାଲୋର ରେ ଜଣେ ପୋଲିସ ଵି ଏ କଥା କହିଲେ ଆମ କୁ କୀ ଓଡିଶା ରେ ପୋଲିସ ମାନେ ଭଲ ନୁହେଁ ଶୁଣିକି ବହୁତ ଖରାପ ଲାଗିଲା 😞😞...

  • @nandasudamniali
    @nandasudamniali หลายเดือนก่อน +9

    ଭାଇ ଓଡ଼ିଶା police ku kasmir ବୋର୍ଡର କୁ patha ଇ ଦେବା ଦରକାର

  • @jtvodiaentertainment5879
    @jtvodiaentertainment5879 หลายเดือนก่อน +12

    ଜୟ ହିନ୍ଦ୍, ଜୟ ଜୱନ୍

  • @bhagbanbehera5601
    @bhagbanbehera5601 หลายเดือนก่อน +2

    ପ୍ରକୃତରେ ଏ ଭଲି ପୁଲିସ ( କରିତକର୍ମା) police ମାନଙ୍କୁ promotion ଦେଇ border re ଡ୍ୟୁଟି କରେଇବା କଥା ( mohan ସରକାର ଏ ମାନଙ୍କୁ ମିଲିଟାରୀ soldiers camp ରେ ଭର୍ତି କରେଇଦିଅ)

  • @SantoshMandal-ve2mn
    @SantoshMandal-ve2mn หลายเดือนก่อน

    I Love Indian Army

  • @bapircb7783
    @bapircb7783 หลายเดือนก่อน +2

    ରାଇଟି କହିଛ

  • @saratkumarpanda7007
    @saratkumarpanda7007 หลายเดือนก่อน +7

    ଏ ପୋଲିସ ନକ୍ସଲ ଦେଖିଲେ ଗାଣ୍ଡି ପାଣି।ଆର୍ମି କଥା ନୁହେଁ ଜଣେ ସାଧାରଣ ଲୋକ କଥା କୁହାଯାଉ।

  • @brainthought5795
    @brainthought5795 หลายเดือนก่อน +9

    CM of odisha pl take action

  • @chitajena3277
    @chitajena3277 หลายเดือนก่อน

    ଜୟ ହିନ୍ଦ

  • @ashokkumarmoharana7946
    @ashokkumarmoharana7946 หลายเดือนก่อน +10

    Brother ! ତମେ ତମ ଔକାତରେ ରୁହ । being a defence personal, Don't interfere in public matter. ତମର ସ୍ବଳ୍ପ ଶିକ୍ଷା, ଛୋଟ post ଓ ଅଜ୍ଞାନତା ଯୋଗୁ Defense Rule Regulation, code of conduct ଜାଣିପାରୁନ । ଚାକିରିରୁ ବିଦାହେଇଯିବ । ତମ against ରେ proceeding ହେବ । be careful .

    • @sudhansusekharpanda2916
      @sudhansusekharpanda2916 หลายเดือนก่อน +1

      Bhai hati rahile 1 lacks male bi 1 lacks bujhiparila

    • @jitendradas5108
      @jitendradas5108 หลายเดือนก่อน +1

      Right, ଏକ ନମ୍ବର ପାଗଳ ଟା, ତାକୁ ପରମିସନ କିଏ ଦେଲା ସୋସିଆଲ ମେଡିଆରେ ଏତେ କଥା କହିବା ପାଇଁ

    • @kapilashkanhar4491
      @kapilashkanhar4491 หลายเดือนก่อน

      ତମେ କିଏ ଆମ ଅର୍ମି କୁ ଓକାତ୍ ଦେଖେଇବା ଲୋକ । ଆର୍ମି ଯଦି ଏହି ଭଳି କରିବ ନା ତମେ ପାକିସ୍ତାନ କୁ ପଳେଇବା କୁ ବି ପଛେଇବ ନି । ତମେ ତ ଭାରି ନିୟମ କାନନ ଜାଣିବା ଲୋକ ।

    • @trilochanparida-l3s
      @trilochanparida-l3s หลายเดือนก่อน

      R8​@@kapilashkanhar4491

    • @m1gh779
      @m1gh779 หลายเดือนก่อน

      ​@@kapilashkanhar4491ଭାଇ ଆପଣ police manako ଏତେ କଥା କହୁଛନ୍ତି। Army ମାନେ ବି ମଣିଷ police ଜାଗାରେ army ଥିଲେ ଏମିତି ହିଁ ହେଇ ଥାଆନ୍ତା😂😂

  • @PravatNaik-t5f
    @PravatNaik-t5f หลายเดือนก่อน +2

    Bhai tike wait kara .khali police ra bhul nahi .amaku ta laguchi se ankita madam nkara kichhi bhul achhi. Police aau army sabu saman.jai Hind🙏

  • @sorajkumarkar8992
    @sorajkumarkar8992 หลายเดือนก่อน +5

    ଜୟ ଜଗନ୍ନାଥ, ସଲାମ ଜବାନ

  • @K.Siladityavlogs
    @K.Siladityavlogs หลายเดือนก่อน +2

    ଭାଇ ଟିକେ ନଜର ପକେଇବ.

  • @rajakumarsingh8964
    @rajakumarsingh8964 หลายเดือนก่อน

    I love indian🇮🇳 army

  • @srikantamallick1159
    @srikantamallick1159 หลายเดือนก่อน +7

    ତୁମେ ଜବାନ ସବୁ ଚୁଡି଼ ପିନ୍ଧିଛ ପିଟ ସେ ଶଳା ମାଗିହା ପୋଲିସଙ୍କୁ ଉଡେଇ ଦିଅ ଭରତପୁର ଥାନା.

  • @RameshMahakul-f5w
    @RameshMahakul-f5w หลายเดือนก่อน +8

    ସାର ରିଅଲ କଥା

  • @raghunathsamantaray6630
    @raghunathsamantaray6630 หลายเดือนก่อน

    ମହା ଜ୍ଞାନୀ ବାବା କି ଜୟ ହୋ,

  • @DanduPradeeppatra
    @DanduPradeeppatra หลายเดือนก่อน

    I love my india army jinda bad

  • @Dhonipadhihari-t3o
    @Dhonipadhihari-t3o หลายเดือนก่อน

    Indian army is best army

  • @narendrabarik9855
    @narendrabarik9855 หลายเดือนก่อน +5

    IIC କୁ ସେନାରେ କାମ କରିବା ପାଇଁ ନେଇଯାନ୍ତୁ ସେନାପତି

  • @munamdb
    @munamdb หลายเดือนก่อน +1

    Tu ଭାଇ reaile କଥା ଜାଣିନି , disipilne ଜାଗାରେ ଥାଇ ଏମିତି ଭାଷଣ ଦିଅନି! ନିଜର trp ପାଇଁ ....?

  • @SamnathGadaba
    @SamnathGadaba หลายเดือนก่อน

    ବଢିଆ କଥା ସାର୍

  • @kishordhal7518
    @kishordhal7518 หลายเดือนก่อน

    Thanks to Sir.🙏🙏🙏🙏

  • @KumarDev-ri7sx
    @KumarDev-ri7sx หลายเดือนก่อน

    ଜୟ ଜଗନ୍ନାଥ ଜୟ ଭାରତ ମାତା ଜୟଶ୍ରୀ ରାମ

  • @MituRaika-l2e
    @MituRaika-l2e หลายเดือนก่อน

    ଜୟ ହିନ୍ଦ ବାଇବଲ କ ଇ ଲ ଆର୍ମି ସାର

  • @bidhubhusannayak7488
    @bidhubhusannayak7488 หลายเดือนก่อน +2

    ଆମ ଯବାନ ମାନେ କେବେବି ନକ୍ସଲକୁ ଦମନ କରିପାରିବେ ନାହିଁ ,ଆମ ଜନସାଧାରଣଙ୍କ ପଇସା ବେକାର ଖର୍ଚ୍ଚ ହେଉଛି କାରଣ ଅସଲ ନକ୍ସଲାଇଟ ଙ୍କୁ ଯବାନ ମାନେ ଚିହ୍ନି ପାରୁନାହାନ୍ତି।

  • @lingarajreddy7244
    @lingarajreddy7244 หลายเดือนก่อน

    I ❤ indian army

  • @PrakashNaik-kj1xn
    @PrakashNaik-kj1xn หลายเดือนก่อน

    ଭାଇ ସେଇୟା କରନ୍ତୁ ପ୍ରାଏ ପୋଲିସ ଷ୍ଟେସନ ରେ ପୋଲିସ ମାନେ ଦାଦାଗିରି କରୁଛନ୍ତି ସେମାନଙ୍କୁ ଆପଣ ଙ୍କ ଭଳି ଆର୍ମି ଅଫିସର ସାବଡ କରି ପାରିବ ଜୟ ହିନ୍ଦୀ

  • @JagannathSahoo-vb4rj
    @JagannathSahoo-vb4rj หลายเดือนก่อน +1

    ପବ୍ଲିକ ଏହିଥର ଜାଣି ଗଲେଣି ପୋଲିସ ବାଲା କିପରି, ପବ୍ଲିକ ଛାଡ଼ିଵେ ନାହିଁ

  • @PramodBhai-hf4ke
    @PramodBhai-hf4ke หลายเดือนก่อน

    🙏

  • @srikantanayak8491
    @srikantanayak8491 หลายเดือนก่อน +1

    ଭାଇ ଆର୍ମି ମାନେ ଛୁଟି ପାଇଲେ ମାଇକିନାଙ୍କୁ ଧରି ମଦ ପିଇବେ ନା କଣ... ଏସବୁ ଆର୍ମି ରେ ଅଛି ନା... ଅଙ୍କିତା ପ୍ରଧାନ ନା କିନ୍ତୁ ଓଡ଼ିଆ ଆସେନି ମେଜର ଘରେ ଜନ୍ମ ହେଇଥିଲା ବୋଧେ...

  • @manguliswain9328
    @manguliswain9328 หลายเดือนก่อน +2

    How a corrupt police man posted as IIC of a model police station. What a system ?
    Ye kaliyug hain.
    Shame on that time Govt. System and shame on Odisha police.

  • @srikantapandit
    @srikantapandit หลายเดือนก่อน

    Salute to u sir..u are right sir..Army akways in Indian army

  • @rajeshpadhan1597
    @rajeshpadhan1597 หลายเดือนก่อน

    Salute to Indian army .
    But teach ur children good culture ,ethics and teach them how to behave with others .

  • @tikeswarkishan3250
    @tikeswarkishan3250 หลายเดือนก่อน +2

    Hn bhai thik katha kahicha iic chadi khaliba darkar i love❤❤ indian🇮🇳🇮🇳 army

  • @DhaniramBhatra-w2i
    @DhaniramBhatra-w2i หลายเดือนก่อน

    🙏🙏🙏🙏

  • @prakashdas5554
    @prakashdas5554 หลายเดือนก่อน +1

    Bapa re police to duty karipariba but tu asiki police station re ghante base gote Dina trail re asiki police station re ghante base thana chadiki daudibu

  • @Binodkumarmohanty-q7p
    @Binodkumarmohanty-q7p หลายเดือนก่อน

    Jay hind Indian army jay jawan jay kisan 🇮🇳🇮🇳🇮🇳🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 🙏🙏🙏🙏🙏🙏🙏🙏🙏

  • @kcmaharana6831
    @kcmaharana6831 หลายเดือนก่อน

    Very shameful activity of Odisha police.

  • @jubedalabehera.
    @jubedalabehera. หลายเดือนก่อน +5

    ପେଟୁ ଆ ପୋଲିସ ଚୋର ଶଳା 😮😮

    • @jaydharamvlogs
      @jaydharamvlogs หลายเดือนก่อน

      Petua Police No antry in Odisha Police Department of Odisha

  • @bansingbhatra685
    @bansingbhatra685 หลายเดือนก่อน

    jai jawan jay kisan

  • @dihanpujari757
    @dihanpujari757 หลายเดือนก่อน

    Becouse I'm from malkangiri

  • @rabindranathnayak2423
    @rabindranathnayak2423 หลายเดือนก่อน

    ବହୁତ ବଢିଆ ଲାଗୁଛି,, ବୁଦ୍ଧି ଶିଖାଅ ସେମାନେ କିଛି ଶିଖନ୍ତୁ।

  • @prafullachandramohanty7096
    @prafullachandramohanty7096 หลายเดือนก่อน +1

    Other wise you will be blem in without any reason

  • @gayadharmtbehera7113
    @gayadharmtbehera7113 หลายเดือนก่อน +1

    You are right sir, I salute Indian army

  • @sureshkumarnahak5859
    @sureshkumarnahak5859 หลายเดือนก่อน +1

    Pagala taa bodhe? Ankita r dress code? Gvrnr puo upare action helanahi? Ankita brig r jhia n8 re half dress re dadagiri karuthila❤❤❤

  • @ajitjena4881
    @ajitjena4881 หลายเดือนก่อน

    Jai jaban jai bharat

  • @dihanpujari757
    @dihanpujari757 หลายเดือนก่อน

    Welcome to malkangiri

  • @ramsingnayak908
    @ramsingnayak908 หลายเดือนก่อน +2

    All right sir

  • @trinathmahanta7322
    @trinathmahanta7322 หลายเดือนก่อน +1

    ଭାଇ ଓଡିଶା ଆଉ ଓଡିଶା ହେଇନାହିଁ ଏଠି ଇଂରେଜ ଶାସନ ଚାଲିଛି ଓଡ଼ିଶାରେ କେବେ ପରିବର୍ତନ ଆସିବ ଅପେକ୍ଷାରେ

  • @ArunDas-hc5zz
    @ArunDas-hc5zz หลายเดือนก่อน

    ବାସ୍ତବ କଥା,ଧନ୍ୟବାଦ୍

  • @ramachandramurmu9863
    @ramachandramurmu9863 หลายเดือนก่อน +1

    Ekdom sata Kotha Bhai,send to malkangiri

  • @ajoymangal3934
    @ajoymangal3934 หลายเดือนก่อน +1

    ସସପେଣ୍ଡ ନୁହଁ ବହିଷ୍କାର ଦରକାର
    ସସପେଣ୍ଡ ନୁହଁ ବହିଷ୍କାର ଦରକାର
    ସସପେଣ୍ଡ ନୁହଁ ବହିଷ୍କାର ଦରକାର

  • @maheswarakalata9605
    @maheswarakalata9605 หลายเดือนก่อน

    ଇସନା ମୋଦି ମାଫିଆ କଣ କହିବ ଓଡ଼ିଶାର ସରକାର ସୁରତାବଦ ନାମ ହେବା ଏଥିପାଇଁ ବାବୁ ଚୁପ୍ ଚାପ

  • @KulamaniPanda-r3r
    @KulamaniPanda-r3r หลายเดือนก่อน

    ଭାଇ ପୋଲିସ ମାନେ କଆଉ ବଦନାମ ହବୁନି ଭଲହେଲା ଥାନାରେ ଆର୍ମି କାମ କରିବେ ଏ ମାନେ ବି ଉଚ୍ଚ ଶିକ୍ଷିତ ଜୟ ଯବାନ ହୁଛନ୍ତି ଚାକିରୀ ଛାଡିଦେବୁ

  • @user-vinod2000-
    @user-vinod2000- หลายเดือนก่อน

    Ram ram sir. Jai jagannath sir. Jai hind sir 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @tikchandisari3648
    @tikchandisari3648 หลายเดือนก่อน +2

    Odisha police ku encounter karajiba dharakara Odisha police chi chi 🩴 iam support defence line soldier ku salute

  • @MalatiBeshra-rr7mg
    @MalatiBeshra-rr7mg หลายเดือนก่อน

    👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @Sunil-gg2se
    @Sunil-gg2se หลายเดือนก่อน +2

    Naci sir

  • @rameshpujari4611
    @rameshpujari4611 หลายเดือนก่อน

    👍

  • @Binodkumarmohanty-q7p
    @Binodkumarmohanty-q7p หลายเดือนก่อน

    Very good sir decision ❤❤❤

  • @RadharamanNaik
    @RadharamanNaik หลายเดือนก่อน

    Jai jawan jai kishan

  • @davidpahad3
    @davidpahad3 หลายเดือนก่อน

    Thanks Sir for your great solution to Bharatpur IIC

  • @DankaNaresh
    @DankaNaresh หลายเดือนก่อน

    Tik

  • @bidhubhusannayak7488
    @bidhubhusannayak7488 หลายเดือนก่อน +1

    ଅସଲ ନାକ୍ସଲାଇଟ କ୍ୟାଡର ଲିଡର ହେଉଛନ୍ତି ,ଓଡ଼ିଶାର ପ୍ରତୀକ ଥାନା ର ଆଇ ଆଇ ସି

  • @Gouri-q5m
    @Gouri-q5m หลายเดือนก่อน +2

    Right sir thanks

  • @sarojpanda-ch4dg
    @sarojpanda-ch4dg หลายเดือนก่อน

    ବାଳ ନାଁ, ମୋ ପାଟିରୁ ଆଉ ଥୁଲାଯେ ନେଉଟି ଗଲା, ଏ ସଲା pollice ଚୋର ଗୁଡାକୁ, ଆପଣ ଭଗବାନ କହୁଛନ୍ତି

  • @Santoshbeherakumar-l3l
    @Santoshbeherakumar-l3l หลายเดือนก่อน +4

    Yes yes right bhai

  • @karunakarmallick5854
    @karunakarmallick5854 หลายเดือนก่อน

    ଠିକ୍ କହିଲେ ଭାଇ ଜୟ ଜଗନ୍ନାଥ

  • @manasdas5715
    @manasdas5715 หลายเดือนก่อน +1

    ପାକିସ୍ଥାନ ବଡରେ ଡିଉଟି ଦିଆଯାଉ ସେମାନଙ୍କୁ

  • @Biswamitra-o3l
    @Biswamitra-o3l หลายเดือนก่อน

    Yes

  • @BighnesPatel
    @BighnesPatel หลายเดือนก่อน +1

    Sabu kathare Malkangiri ku kn pai anucha
    Malkangiri kn ete kharap jilla
    Katha kahiba agaru bhabi chinti katha kuha

  • @KailashPadhan-pk3vk
    @KailashPadhan-pk3vk หลายเดือนก่อน

    Ilove Indian army

  • @chandrakantaparida9134
    @chandrakantaparida9134 หลายเดือนก่อน +1

    Hellow malgana giri re bi odisha police kama karuchhi
    Sog team oparation karuchhi
    Bsf crf fail in odisha only sog team.
    Se ledy ra sabu bhul sabu vidio dekh bhalare .police mari thibara kichhi praman nahin ledy drink kariki natak karichhi