EMOTIONAL SONG Bapa Maa Mo Bada Debata - Satyam Mallick New Odia Heart Touching Sad Song CineCritics

แชร์
ฝัง
  • เผยแพร่เมื่อ 2 ก.พ. 2025

ความคิดเห็น • 1.1K

  • @kaliadas8237
    @kaliadas8237 4 ปีที่แล้ว +329

    ଗୀତ ଟି ବହୁତ ସୁନ୍ଦର ଲାଗୁଚି. ଯିଏ ଲେଖିଛନ୍ତି ଆଉ ଯିଏ ଗାଇଛନ୍ତି ତାଙ୍କୁ ଅଶେଷ ଧନ୍ୟବାଦ. ଆହୁରି ଏମିତି ହୃଦୟସ୍ପର୍ଶୀ ଗୀତ ୟୁଟୁବରେ ଛାଡ଼ନ୍ତୁ

  • @baralbk8675
    @baralbk8675 4 ปีที่แล้ว +16

    ସୁନ୍ଦର ଅତି ସୁନ୍ଦର ଏ ଦୁନିଆରେ ବାପା ମା ପରି ଆଉ କେହିବି ହବେନି 🙏🙏🙏🙏🙏

  • @RajendraKumar-tf9kg
    @RajendraKumar-tf9kg 3 ปีที่แล้ว +1

    ଏ ଗୀତ ଯିଏ ଲେଖିଛନ୍ତି ଏବଂ ଗାଇଛନ୍ତି ମୁଁ ଅଶେଷ ଅଶେଷ ଧନ୍ୟବାଦ୍ ସହ କୋଟି କୋଟି ପ୍ରଣାମ ଚିର ଦିନ ପାଇଁ କୋଟି କୋଟି ପ୍ରଣାମ କରୁ ଅଛି very very nice song 👍🙏🙏🙏🙏🙏
    Thank you ❤️
    I am fllowar gardener from new delhi 55

  • @dr.pravatnalinimishra1936
    @dr.pravatnalinimishra1936 4 ปีที่แล้ว +90

    ବହୁତ୍ ସୁନ୍ଦର....ହୃଦୟଭରା ଭକ୍ତିସଂଗୀତ...ବାପା ମା ଙ୍କ ତୁଳନା ନାହିଁ...

  • @RajendraKumar-tf9kg
    @RajendraKumar-tf9kg 3 ปีที่แล้ว +1

    Anada maya gita ବାପା ମା ସେବା
    କଲେ କଣ ହୁଏ ଯିଏ ବାପା ମା ସେବା କରିଛନ୍ତି
    ସେହି ଜାଣିଛନ୍ତି I am gadener New delhi 55 very very nice song 👍👃👃👃

  • @sureshmohanty5327
    @sureshmohanty5327 3 ปีที่แล้ว +10

    ବାସ୍ତବରେ ହୃଦୟକୁ ଛୁଇଁଲା ଭଳି ଗୀତଟିଏ..🌹🌹🌹🌹🌹♥♥♥♥♥ 🙏🙏🙏🙏🙏

  • @singwithharipriyapadhi6827
    @singwithharipriyapadhi6827 4 ปีที่แล้ว +34

    ଠିକ୍ ବୋଲି ଛି ବାପା ମା ଙ୍କ ଦାନ ଅତୁଳନୀୟ ଭଗବାନ ତୁମର ମଙ୍ଗଳ କରନ୍ତୁ ସମାଜକୁ ସୁନ୍ଦର ବାର୍ତ୍ତୀ ଗୀତ ମାଧ୍ୟମରେ ଦେଇଥିବାରୁ👍❤️🙏

  • @srinibassahoo5551
    @srinibassahoo5551 4 ปีที่แล้ว +18

    ଜୟ ବାପା ମାଆ କି............ ଜୟ !!!!!👍👍👍👍👍👍👍👍 ବହୁତ ବଢିଆ ଗୀତ l

  • @shantichallan3480
    @shantichallan3480 3 ปีที่แล้ว +1

    Bahut sundar gita thank you you tube re emiti gita sadubele sadantu

  • @kabitabehera3066
    @kabitabehera3066 4 ปีที่แล้ว +36

    Song is very nice 👌👌👌
    ମା ବପା ହେଉଛନ୍ତି ଆମ ଦେବତା ।ସେମାନେ ଆମ ପାଖରେ ଥିଲେ ଦୁନିଆର ସବୁ ଖୁସି ଆମ ପାଖରେ ଥାଏ। ତାଙ୍କୁ ଆମେ ଅସମ୍ମାନ କରିବା ନାହି।

  • @debapriyamohanty6756
    @debapriyamohanty6756 ปีที่แล้ว +1

    କିଛି ଯଦି ଶିଖିବାର ଅଛି ତେବେ ବାପା ଓ ମାଆଙ୍କ ଠାରୁ ଶିକ୍ଷା କର।
    ଜୀବନ୍ତ ଠାକୁର ସେମାନେ।
    ସେମାନେ ଯଦି ଖୁସୀ ଅଛନ୍ତି ତାହାଲେ ତମେ କୋଉଠି ହାରିବନାହିଁ

  • @ମାନସରଞ୍ଜନଜେନା
    @ମାନସରଞ୍ଜନଜେନା 4 ปีที่แล้ว +36

    ହୃଦୟ କୁ ଛୁଇଁଲା ଭଳିଆ ହେଇଛି ଏ ଗୀତ ଆଉ ସୁନ୍ଦର କଣ୍ଠ ଦାନ

  • @rabiranjanpadhan1333
    @rabiranjanpadhan1333 4 ปีที่แล้ว +1

    ବହୁତ ସୁନ୍ଦର ଏବଂ ଖୁସି ଲାଗିଲା

  • @udayalima9094
    @udayalima9094 4 ปีที่แล้ว +20

    ଭୁଲି ଯାଅ ପଛେ ସଭିଂକୁ ଭୁଲ ନାହିଁ ମା ବାପାଙ୍କୁ ଭୁଲ ନାହିଁ ଭାଇ ଆଉ ବି ତାଙ୍କର ଅଗଣିତ ଉପକାର କୁ ଧନ୍ଯବାଦ

  • @parameswarpatel9854
    @parameswarpatel9854 4 ปีที่แล้ว +1

    Bahut badhia

  • @diptibehera4371
    @diptibehera4371 4 ปีที่แล้ว +6

    Sabu maa bapa nku bhagaban sabubele khusire rakhantu.....no more love is greater than father's and mother's love......

  • @gatanathgatia2701
    @gatanathgatia2701 3 ปีที่แล้ว +1

    ଜୟ ଜୟ ରଘୁରାମ ଶ୍ରୀମୁଖାମ୍ଭୋଜଭାନୋ
    ଜୟ ଜୟ ରଘୁବୀର ଶ୍ରୀମଦମ୍ଭୋଜନେତ୍ର ।
    ଜୟ ଜୟ ରଘୁନାଥ ଶ୍ରୀକରାଭ୍ୟର୍ଚ୍ଚିତାଙ୍ଘ୍ରେ
    ଜୟ ଜୟ ରଘୁବର୍ଯ ଶ୍ରୀଶ କାରୁଣ୍ୟସିନ୍ଧୋ ॥
    ଲକ୍ଷ୍ମୀସ୍ୱରୂପିଣୀ ମା' ସୀତାଙ୍କ ପଦ୍ମମୁଖର ଭାନୁ ବା ସୂର୍ଯ୍ୟ ସଦୃଶ ହେ ରଘୁକୁଳ ତିଳକ ରାମ; ଆପଣଙ୍କର ଜୟ ହେଉ । ହେ ରଘୁବୀର, ଆପଣ ଶ୍ରୀଯୁକ୍ତ ଓ ନେତ୍ର ପଙ୍କଜ ତୁଲ୍ୟ । ହେ ରଘୁନାଥ, ଆପଣଙ୍କ ଶ୍ରୀକର ଓ ଶ୍ରୀଚରଣ ସଦା ପୂଜିତ, ଆପଣଙ୍କର ଜୟ ହେଉ । ହେ ରଘୁବର; ଆପଣ ଶ୍ରୀ ବା ଲକ୍ଷ୍ମୀଙ୍କର ଈଶ, କରୁଣାର ସିନ୍ଧୁ, ଆପଣଙ୍କର ଜୟ ହେଉ।
    ପବିତ୍ର ଶ୍ରୀରାମ ନବମୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
    ଜୟ ଶ୍ରୀରାମ🙏🚩

  • @samarsubrajitnayak1399
    @samarsubrajitnayak1399 4 ปีที่แล้ว +33

    Bahut bhala song mora gote request samastanku parentsku kebe kasta diantuni bhagbaan kahi aame puja karuchhe hele kebe dekhinahanti se aama pakhare achanti aama Bapa Maa aama bhagbaan❤️🙏🙏🙏

    • @allinonevlog241
      @allinonevlog241 4 ปีที่แล้ว +3

      Agyan apana thik kahichanti ahi katha jogu apana nku ases ases dhanyawad 🙏🏻🙏🏻👍🏻😁😄

    • @samarsubrajitnayak1399
      @samarsubrajitnayak1399 4 ปีที่แล้ว +1

      @@allinonevlog241 🙏🙏🙏🙏

    • @princealok1305
      @princealok1305 4 ปีที่แล้ว +1

      Ki by
      .m.

    • @babuludas4360
      @babuludas4360 3 ปีที่แล้ว

      Super 💜 vai

  • @tunanimalu2003
    @tunanimalu2003 4 ปีที่แล้ว +1

    Mo favorite song. Mate bahut bhal lagila. Very nice song.

  • @bibekanandamohanty4293
    @bibekanandamohanty4293 4 ปีที่แล้ว +6

    ବହୁତ ସୁନ୍ଦର ଭାବରେ ଗୀତଟି ହୋଇଛି ବହୁତ ବହୁତ ଧନ୍ୟବାଦ ଜଣାଉଛି....

  • @chintamanimajhi640
    @chintamanimajhi640 2 ปีที่แล้ว

    ବହୁତ ସୁନ୍ଦର ଗୀତ। ପିତା ଓ ମାତା ଘରଇ ଦେବତା। ତାଙ୍କ ଯୋଗୁ ସବୁ ସମସ୍ୟାର ମୁକ୍ତି ଓ ଶାନ୍ତି ମିଳିଥାଏ। 👍👍👍💐💐💐

  • @santhkumar4283
    @santhkumar4283 3 ปีที่แล้ว +6

    Iam tamilnadu...dont understand odia ...but this song my heat touch.....

  • @amarendranath3071
    @amarendranath3071 2 ปีที่แล้ว +1

    thanks a lot for this type of bhajana

  • @runurani4044
    @runurani4044 4 ปีที่แล้ว +10

    ଏତେ ସୁନ୍ଦର ଗୀତଟି କୁ କିଏ Dislike କରୁଛି l

  • @sukantidash9468
    @sukantidash9468 3 ปีที่แล้ว

    Bapa maankar upare gitati ati heart touching heichi. Satyamnku thanks. Ei gitati brudhasrama re thiba maa bapa manankul gai suneile khub vala lagiba semananku💐💐

  • @smartboyjaga286
    @smartboyjaga286 4 ปีที่แล้ว +16

    ମୋ ବାପା ଆଉ ମୋ ମୋ ଜୀବନ ଆଉ ମୋ ଭବିଷ୍ୟତ

  • @anjurazz7551
    @anjurazz7551 3 ปีที่แล้ว +1

    ବହୁତ ଭଲ ଲାଗୁଛି ବାପା ମା ଙ୍କ ପ୍ରେମ prakurta ସତ

  • @asimanayak9761
    @asimanayak9761 4 ปีที่แล้ว +16

    ଗୀତଟିକୁ ଦିଏ ଲେଖୀଛନ୍ତୀ ଜିଏଗାଇ ତନ୍ତୀ ଅଶେଷ ଧନ୍ୟବାଦ୍ ଜଣାଉଛୁ ଆଜି ମୋ ମନ ଭାବନା କୁ ଛୁଇଁ ନେଲା ହୃଦୟକୁ ସ୍ପର୍ଷ କରିପାରୁଥିବାରୁ ଏହା ମୋ ମନ କୁ ଛୁଇଁଲା ଅଶେଷ ଧନ୍ୟଵାଦ୍

  • @ratnakarpodratnakarpod5054
    @ratnakarpodratnakarpod5054 4 ปีที่แล้ว +1

    A hi geeta jie gaichhanti tanku bahut bahut dhanyavaad i love my parents

  • @pradeeptaparimanik3874
    @pradeeptaparimanik3874 4 ปีที่แล้ว +5

    Very nice song
    Great BAPA AND MAA

  • @pintupaik4895
    @pintupaik4895 2 ปีที่แล้ว

    ବହୁତ ସୁନ୍ଦର ଗୀତ। ପିତାମାତାଙ୍କ ମୂଲ୍ୟବୋଧ ଉପରେ ଆଧାରିତ ଅତୀବ ମନଛୁଆଁ ଗୀତ ହୋଇଛି। ଭଗବାନ ତୁମର ମଙ୍ଗଳ କରନ୍ତୁ ।

  • @kabitabehera3066
    @kabitabehera3066 4 ปีที่แล้ว +25

    I love you Bapa & Maa👍👍👍👌👌👌
    I proud of you👨‍👩‍👧‍👦

  • @subalamirdha8456
    @subalamirdha8456 4 ปีที่แล้ว

    Bahut bhal lagla jea lekhichi tanku dhanyabad 🤝🤝🤝

  • @allinonevlog241
    @allinonevlog241 4 ปีที่แล้ว +3

    I love ma baba . Thanks ahi Gita Tiku karithibaru 👍🏻🙏🏻🙏🏻

  • @rashmitamohanty9594
    @rashmitamohanty9594 2 ปีที่แล้ว +1

    Very ହାର୍ଟ touching song I love you ବାବା ବୋଉ 🙏🙏🙏

    • @sabitadas5726
      @sabitadas5726 2 หลายเดือนก่อน

      Very Hart totouching song love BAPA BOU NAMASSKAR🎉🎉🎉🎉🎉

  • @jagabhichanelpug4179
    @jagabhichanelpug4179 4 ปีที่แล้ว +7

    It's really ❤️ touching song,thnx for this beautiful composition.👨‍👨‍👦

  • @jayantimandangi8649
    @jayantimandangi8649 4 ปีที่แล้ว

    Song bahut bhala lekhichanti aau gaichanti madya super 🙏🙏

  • @bibhutisinghexpreesh8891
    @bibhutisinghexpreesh8891 4 ปีที่แล้ว +22

    ସୁପର🙏🙏🙏

  • @muralidharrout9213
    @muralidharrout9213 3 ปีที่แล้ว

    ଖୁବ୍ ସୁନ୍ଦର ହୋଇଚି ଭଜନ ଟି
    କିନ୍ତୁ ଆଜି ପିଲାମାନେ ବାପା ମାଆ ଙ୍କୁ ଆଉ
    ନପଚାରି ପୁଅଟି ବିବାହ ପରେ ଶାଶୁ, ଶଶୁରଙ୍କୁ
    ବେଶି ପ୍ରଧାନ୍ୟ ଦେଉଛନ୍ତି।

  • @basantamaharana8640
    @basantamaharana8640 4 ปีที่แล้ว +46

    ଏ ଗୀତ ଟି କୁ କରିଥିବାରୁ ଆପଣକୁ ଧନ୍ୟବାଦ ଥାଂକିଉ

  • @saritadash6933
    @saritadash6933 3 ปีที่แล้ว +1

    ବହୁତ୍ ସୁନ୍ଦର୍ ଓ ଶିକ୍ଷଣୀୟ ଗୀତ ଟି।

  • @smael9979
    @smael9979 3 ปีที่แล้ว +4

    ବହୁତ ଭଲ ଗିତ

  • @prabhutikumarmallick9137
    @prabhutikumarmallick9137 2 ปีที่แล้ว

    ବହୁତ ସୁନ୍ଦର ହେଇଛି ।
    ଯିଏ ଆମର ସୃଷ୍ଟି କର୍ତ୍ତା
    ତାଙ୍କୁ ବର୍ଣ୍ଣନା କରିବା..............?

  • @panchunathsoren6047
    @panchunathsoren6047 4 ปีที่แล้ว +4

    ଗୀତ ଟି ହ୍ରୁଦୟ କୁ ଛୁଇଁଲା l but ଗୀତ ଗାଇଦେଲେ ହବନି , କାମରେ ଲଗେଇବା ଉଚିତ୍ l

  • @MuktiNayakbalasore
    @MuktiNayakbalasore 4 ปีที่แล้ว +1

    ମୋ ପାଇଁ ଚଳନ୍ତି ଠାକୁର ମାେ ବଉ ବାପା

  • @salinis.k1540
    @salinis.k1540 3 ปีที่แล้ว +1

    Really nice mind blowing👌👌

  • @subratsahoo4796
    @subratsahoo4796 4 ปีที่แล้ว +14

    Excellent song,My father & Mother is my God

  • @gopalkisan4930
    @gopalkisan4930 4 ปีที่แล้ว +2

    ବହୁତ ସୁଦର ଗିତ😋👟

  • @judhistiradalai9818
    @judhistiradalai9818 4 ปีที่แล้ว +54

    🙏🙏🙏ନିସ୍ଵାର୍ଥ ପର ବାପା ମା ପାଇଁ ଏହା ଏକ କୁସୁମାଞ୍ଜଳି l କିନ୍ତୁ ସ୍ୱାର୍ଥ ପର ବାପା ମା ପାଇଁ ମୋ ପାଖରେ ଭାଷା ନାହିଁ

    • @jagapanda1747
      @jagapanda1747 4 ปีที่แล้ว

      9853393771

    • @karunakarmantri87
      @karunakarmantri87 4 ปีที่แล้ว +2

      Kehi bapa maa suarthapara nuhanti

    • @archanasahoo7575
      @archanasahoo7575 4 ปีที่แล้ว +1

      Bapa maa kave swarthpar nuhanti amiti kn pain bhabucha

    • @prafullakumarnaik7315
      @prafullakumarnaik7315 3 ปีที่แล้ว +1

      Very. Very meanimg full

    • @kaliabarada2792
      @kaliabarada2792 3 ปีที่แล้ว +1

      ଭାଈ ଏମିତି କୁହନି ବାପା ମା ସବୁଦିନେ ଆମର ମଂଗଳ ଚାହାନ୍ତି ସେମାନେ ଜାହାବି କୁହନ୍ତୁ ଜେତେ ଗାଳି ଗୁଲଜ ଦିଅନ୍ତୁ ଆପଣ ଟିକେ ଆଧିକ ଭଲପାନ୍ତୁ ଦେଖିବ କିଛିଦିନ ପରେ ସବୁ ଠିକ୍ ହୋଇଯିବ ଭାଈ ଖରପ ଭାବିବେନୀ 🙏🙏🙏🙏ବାପା ମା👈🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @draupadinaik8493
    @draupadinaik8493 4 ปีที่แล้ว

    Bahut sundar gita. Bapa, Maa nku kebe bi dukha deba auchit nuhe. 🙏👍 Bapa Maa nku sarman deba. 🙏🙏🙏🙏🙏🙏😀🙏

  • @chino__art3181
    @chino__art3181 4 ปีที่แล้ว +34

    Heart touching song 👌👌

  • @bablubablu3345
    @bablubablu3345 3 ปีที่แล้ว +5

    i love you Bapa maa♥️🙏♥️🙏♥️🙏♥️🙏♥️♥️♥️♥️

  • @balaramgond4442
    @balaramgond4442 2 ปีที่แล้ว +1

    No words for this song........❤️❤️❤️🤩🥰

  • @soubhagyaranjandas6324
    @soubhagyaranjandas6324 4 ปีที่แล้ว +1

    Bahut sundar Gita.. Love you so much bapa baou...

  • @amiyabarik3860
    @amiyabarik3860 4 ปีที่แล้ว +4

    Really heart touching song 👌 👌 👌 👌 👌. Love u mami & papa. Respect mom & dad

  • @amulya-123-in
    @amulya-123-in 2 ปีที่แล้ว

    ବହୁତ ସୁନ୍ଦର ହୋଇଛି ଏମିତି ଗୀତ ୟୁଥୁଟ୍ ରେ ଆସିବା ନିହାତି ଦରକାର ବୋଲି ମୁଁ ଅନୁଭବ କରୁଛି ।

  • @harekrushnagouda7789
    @harekrushnagouda7789 4 ปีที่แล้ว +4

    Wowww Excellent song 👍👍👍

  • @munapradhan8049
    @munapradhan8049 4 ปีที่แล้ว +1

    Superb superb superb bro

  • @bhaktacharanbhatra9633
    @bhaktacharanbhatra9633 3 ปีที่แล้ว +7

    ବହୁତ ବଳ ଲାଗୁଚି ଏ ଗୀତ. କିଏ ଲେଖିଛି ଭାଇ ଆଉ କିଏ ଗାଇଛି ତାକୁ ମୁଁ ବହୁତ ବହୁତ ଧନ୍ୟବାଦ ଦେବି 🙏🙏🙏ନମସ୍କାର

  • @pradeepmaharana4648
    @pradeepmaharana4648 3 ปีที่แล้ว

    ବହୁତ ସୁନ୍ଦର ଗୀତ ଗାଇଛନ୍ତି 👍ଭଲ ଲାଗୁଛି 🙏ଧନ୍ୟବାଦ

  • @nirimahikaka3984
    @nirimahikaka3984 4 ปีที่แล้ว +5

    👌👌👌👌 very nice love you maa Papa

  • @Myfriendganesh
    @Myfriendganesh ปีที่แล้ว +1

    Really heart touching 💕 songs bapa and maa

  • @banisahu4192
    @banisahu4192 4 ปีที่แล้ว +6

    I LOVE YOU BOoo BABA🙇🙇🙇🙇🙇Bapa Maa 💖💖💖💖💖💖💖💖💖💖💖💖💖💖💖💖

  • @kakavlog253
    @kakavlog253 4 ปีที่แล้ว +2

    ସତରେ ବହୁତ ହୃଦୟ ସ୍ପର୍ଶ ଗିତ

  • @ranjitaparida4958
    @ranjitaparida4958 4 ปีที่แล้ว +4

    Thank you for beautiful song 🥰🥰🥰

  • @rasmitabaraltuni1072
    @rasmitabaraltuni1072 4 ปีที่แล้ว

    Bohut sundar geeta.

  • @jashobantamallik101
    @jashobantamallik101 4 ปีที่แล้ว +15

    Very nice song Excellent Excellent

  • @FaltuvlogA3
    @FaltuvlogA3 3 ปีที่แล้ว +1

    Amiti song hi antu bahut sundar🙏🙏🙏❤❤❤🙏🙏🙏........

  • @sukantibhuyan9414
    @sukantibhuyan9414 4 ปีที่แล้ว +4

    Gitati Bahuta Bhala Laluchhi Dhanyabada

  • @nilotpalabarik2975
    @nilotpalabarik2975 4 ปีที่แล้ว +2

    ବହୁତ ସୁନ୍ଦର🙏

  • @manojbehera8443
    @manojbehera8443 4 ปีที่แล้ว +7

    Beautiful song🌹

  • @satyavision4566
    @satyavision4566 3 ปีที่แล้ว

    ମନକୁ ଛୁଇଁଲା ଏବଂ କାନ୍ଦ ବି ମାଡିଲା ଏ ଗୀତ ଶୁଣି...
    🙏🙏🙏

  • @rasmitaghadai3733
    @rasmitaghadai3733 4 ปีที่แล้ว +8

    Khub Sundar 🙏👨‍👩‍👧🙏

  • @susantajena7161
    @susantajena7161 2 ปีที่แล้ว +1

    Ae gita suni mora Baba maa kanka prati samman badhi Jaichhi

  • @lipsalipi848
    @lipsalipi848 3 ปีที่แล้ว +3

    Super song 💞💞💞 I love my bapa maa 💞🙏🙏🙏🙏

  • @saratnayak9623
    @saratnayak9623 2 ปีที่แล้ว +1

    ଜୟ ଜଗନ୍ନାଥ 🙏🙏🙏😭

  • @manjubalamahapatra3195
    @manjubalamahapatra3195 4 ปีที่แล้ว +26

    ବହୁତ ସୁନ୍ଦର ହେଇଛି

  • @birajlaxmimohapatra4729
    @birajlaxmimohapatra4729 7 หลายเดือนก่อน +1

    Very Nice......

  • @srikantaojha9953
    @srikantaojha9953 4 ปีที่แล้ว +8

    Ati sundar

  • @shortsentertainment6164
    @shortsentertainment6164 3 ปีที่แล้ว +1

    Super mast👏👏👏👏👏👏👏👏👏👏👏👏👏

  • @natabardasdas9876
    @natabardasdas9876 4 ปีที่แล้ว +2

    Very lovely 🙏 ♥️ 🙏 ♥️ 🌺 🙏 ମୋର ବାପା ମା 🌺🙏🌺🌺🙏

  • @harekrushnagouda7789
    @harekrushnagouda7789 4 ปีที่แล้ว +7

    Love you ❤️❤️❤️ Bapa ❤️❤️❤️Maa❤️❤️❤️

  • @abinashsurajkar9994
    @abinashsurajkar9994 3 ปีที่แล้ว +1

    ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଭଜନ ।
    ବାସ୍ତବରେ ବାପା ମା ଆମ ପାଇଁ ବଡ଼ ଦେବତା 🙏🙏🙏🙏🙏🙏🙏🙏🙏

  • @manmathkumerbidhar7083
    @manmathkumerbidhar7083 4 ปีที่แล้ว +30

    It recalls the memories of my heavenly Father . Thanks beta .

  • @Kbshhzsbsh
    @Kbshhzsbsh 4 ปีที่แล้ว

    ଗୀତ ଟି ହୃଦୟ କୁ ଛୁଇଁବା ପରି ହେଇଚି

  • @prasantsahoo4357
    @prasantsahoo4357 4 ปีที่แล้ว +4

    Beautiful song ji 👍👍👍👍👍

  • @jayantabarik4689
    @jayantabarik4689 3 ปีที่แล้ว +1

    ଗୀତ ଟି ବହୁତ ଭଲ ଲାଗୁଛି ❤️♥️❣️♥️❤️♥️❣️💝

  • @tapaskumarsethi3399
    @tapaskumarsethi3399 4 ปีที่แล้ว +56

    I Love Bapa Maa

  • @ODIAKINGBABU07
    @ODIAKINGBABU07 3 ปีที่แล้ว +1

    Nice video brooo

  • @jagyansinipradhan2962
    @jagyansinipradhan2962 2 ปีที่แล้ว +1

    I love my father and mother
    Very beautiful song

  • @izireal-estate3619
    @izireal-estate3619 4 ปีที่แล้ว +6

    Thank u for sharing

  • @deepakgamer577
    @deepakgamer577 4 ปีที่แล้ว +1

    Bahut bhal lagla

  • @SB-cv1ki
    @SB-cv1ki 4 ปีที่แล้ว +9

    Bapa and Maa-our Laxmi and Narayan . They are our creators,preservers and life-savers.

  • @jayashreepattanaik7579
    @jayashreepattanaik7579 4 ปีที่แล้ว

    ପ୍ରତ୍ୟକ ପୁଅ ଓ ଝିଅ ଏହି ଗୀତଟିକୁ ହୃଦୟଙ୍ଗମ କରିବା ନିହାତି ଆବଶ୍ୟକ।

  • @purnimaswain2172
    @purnimaswain2172 3 ปีที่แล้ว +3

    Beautiful song❤

  • @sisirnayak4037
    @sisirnayak4037 4 ปีที่แล้ว +1

    Heart touching song 👌👌👌 I miss you

  • @saraswatimajhi4024
    @saraswatimajhi4024 4 ปีที่แล้ว +3

    Bahut vala song

  • @sridharakumarpanigrahi6602
    @sridharakumarpanigrahi6602 2 ปีที่แล้ว

    Bahut badhiya song ti 😍😍😍

  • @bbkartil
    @bbkartil 3 ปีที่แล้ว +5

    Excellent

  • @kumarranjitsinger983
    @kumarranjitsinger983 2 ปีที่แล้ว +1

    ବହୁତ ବଢିଆ