Sita Lo Aji Jaluchi Jahara Chita Lo | ସୀତା ଲୋ ଆଜି ଜଳୁଛି | Full Video Song | T Shourie | TP FESTIVAL

แชร์
ฝัง
  • เผยแพร่เมื่อ 5 ก.พ. 2025
  • ୫୫ତମ ସାର୍ବଜନୀନ ଦୁର୍ଗା ପୂଜା 2022, ଟିକିରିପଡା ସୋନପୁର // S2 BAND T SHOURIE & AMRITA NAYAKA LIVE PROGRAM SONEPUR
    #tsouri #odia #oldodiasong #odiasong #tshourie #tpfestival
    amrita nayak in tp festival 2022 sonepur ||
    song details-;
    ♥II Sita Lo Aji Jaluchi Jahara Chita Lo II♥
    ♥II Udandi Sita Movie Song II♥
    ♥II Stay Connected With Us And Enjoy II♥
    ♥II Song Credits II♥
    ♥ Artists: Uttam Mohanty & Aparajita Mohanty
    ♥ Singer: T. Shourie
    ♥ Music: Swarup Naik
    ♥ Dialogue: Gopal Dey
    ♥ Editor: Deben Mishra
    ♥ Director: Avatar Singh
    ♥ Producer: Rabi Swain
    ♥ Production House: Ganapati Films
    ♥ Camera: Sambaji
    ♥ Design By: Ashirbad Swain At Studio Pabitra
    ♥ Our Media Partner: Mo Odisha
    ♥ Our Radio Partner: Odisha Radio
    ♥ Our Web Partner: E Halchal
    ♥ Description, Upload & Published By: Somnath Mohapatra
    ▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
    #SitaLoAjiJaluchhiJaharaChitaLo #tshourie #aparajitamohanty #tshourie #UdandiSitaMovie #OdiaMovieSong #UdandiSita #odiamovies
    👏👏Thank for watching video 👨‍💻👨‍💻👨‍💻
    --------------------------------------------------------------------------------------
    If you have any problem found in this Video you can contact me - ABHISHEK SHARMA SONEPUR
    MOB- 7749963901 / 7008122206
    Disclaimer -:
    Copyright Disclaimer Under Section 107 of the Copyright Act 1976, allowance is made for fair use for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair us.

ความคิดเห็น • 1.2K

  • @bdcreations7
    @bdcreations7 ปีที่แล้ว +163

    T souri is the best singer of odisha.
    ପିଲା ଦିନୁ ୟେଇ ଗୀତ ଶୁଣି ଶୁଣି ଆସୁଛି। T sauri ଭାଇ ଙ୍କ ଗୀତ ପୁରା ହୃଦୟ ସ୍ପର୍ଷୀ।।।।

  • @laxmikantasabar8425
    @laxmikantasabar8425 2 ปีที่แล้ว +181

    Awesome ❤️❤️❤️❤️old is gold forever 👍👍 ଏହି ଗୀତଟି ମୋ ଛୋଟବେଳୁ ଶୁଣି କି ଆସୁଥିଲି, ସେତେବେଳେ ଯୋଉ ହୃଦୟ ସ୍ୱର୍ଶି ଥିଲା ଆଜି ବି ଆପଣଙ୍କର ଏହି ସ୍ଵର ଶୁଣି ମୋ ହୃଦୟ ଛୁଇଁଗଲା। ଧନ୍ୟବାଦ୍

  • @udyatcharanbiswal6083
    @udyatcharanbiswal6083 2 ปีที่แล้ว +497

    ପୁରୁଣା ସ୍ମୃତି ପୁଣି ଥରେ ଜୀବିତ ହୋଇଗଲା ଧନ୍ୟବାଦ ଭାଇ

    • @sadanandpadhiary382
      @sadanandpadhiary382 ปีที่แล้ว +1

      A

    • @adityapradhan6119
      @adityapradhan6119 ปีที่แล้ว

      ​@@sadanandpadhiary382xixvmhgfki.56

    • @Adityafoodandvlogs
      @Adityafoodandvlogs ปีที่แล้ว +3

      ଠିକ କହିଲ୍ ବହୁତ ସୁନ୍ଦର ଗାଈଛ୍ହନ୍ତି ପୁରୁଣା ଗୀତ ବହୁତ କଷ୍ଟ ଓ ସୃତିମଧୁର୍

  • @ranjeetpanda5584
    @ranjeetpanda5584 2 ปีที่แล้ว +279

    T Souri ଙ୍କ ଏହି ଗୀତ ଶୁଣିଲା ପରେ ମୋ ପାଖରେ ଶବ୍ଦ ନାହିଁ ତାଙ୍କୁ ଧନ୍ୟବାଦ୍ ଯେତେ ଦେଲେବି କମହେବ,🙏🙏🙏🙏🙏

    • @pratapbharati9217
      @pratapbharati9217 ปีที่แล้ว

      ସେତେବେଳେ ର ଗୀତ ଆଉ ଏମାନଙ୍କ ଭଳି ଗୀତିକାର ଓ ସଂଗୀତକର ଏବେ କାହିଁ

    • @badalgouda9538
      @badalgouda9538 ปีที่แล้ว

      Good brother I'm so happy

  • @hrudanandapatnaik
    @hrudanandapatnaik ปีที่แล้ว +175

    ସୌରୀ ଭଳି singer ବହୁତ କମ ଅଛନ୍ତି I ସୌରୀ ଆମ ଅନୁଗୋଳ ମାଟିର ପିଲା I ଆମେ ସବୁ ଅନୁଗୁଳିଆ ତା ପାଇଁ ଗର୍ବିତ ❤️❤️❤️

  • @sanjibtarai5929
    @sanjibtarai5929 ปีที่แล้ว +125

    2023ରେ ଏ ଗୀତ କଉ ଭାଇ ଭଉଣୀ ମାନେ ଶୁଣୁଛନ୍ତି like କର

  • @samaruhernna4118
    @samaruhernna4118 2 ปีที่แล้ว +88

    ହୃଦୟ କୁ ଛୁଉଲା ଭଳି ସଂଗୀତ ବହୁତ ସୁନ୍ଦର ଗୀତ ଜୟ ଜଗନ୍ନାଥ

  • @balaramdash5612
    @balaramdash5612 ปีที่แล้ว +91

    ଧନ୍ୟ ସେ ଗୀତିକାର ଆଉ ଧନ୍ୟ ସେ କଣ୍ଠ ଶିଳ୍ପୀ। ମନ ମୁଗ୍ଧ ହେଇଗଲା। Jay Jagannath 🙏

  • @geetanjalirana2133
    @geetanjalirana2133 ปีที่แล้ว +3

    Super bro👌👌👌 ei Gito sunile sabu smruti manepadi ja emiti au kichi gito gaiele bhala huonta old is a gold super 👌👌👌🥰🥰🥰

  • @Berojgarbiswajit
    @Berojgarbiswajit 2 ปีที่แล้ว +215

    ❤️ମୋ ତାଳଚେର ମାଟିର ଜଣେ ସୁନାମ ଧନ୍ୟ କଳାକାର ❤️ ଟି ସ୍ୱରି ଭାଇ ❤️❤️❤️
    ତାଙ୍କର ପ୍ରତି ଟି ସଂଗୀତ ଲୁମ ଟାମ୍ପୁରା ଭରା 🌹

  • @SibaRama-m9e
    @SibaRama-m9e ปีที่แล้ว +63

    T ସୌରୀ ଙ୍କ ଏତେ ମଧୁର ଥିଲା ଗୀତ ଭାବ ପୂର୍ଣ୍ଣ ଗୀତ ଧନ୍ୟବାଦ 🙏🙏🙏🙏🙏ପୁରୁଣା ସୃତି ମନେ ପଡିଯାଉଛି 👌

  • @sisiranaik9372
    @sisiranaik9372 2 ปีที่แล้ว +45

    ଟି ସୌରୀ ଯାହା ବି ଗାଆନ୍ତି ବହୁତ ସୁନ୍ଦର ଗାଆନ୍ତି ...🙏

  • @pratyushtoltiaofficial
    @pratyushtoltiaofficial 2 ปีที่แล้ว +277

    ଲୋମ ତାଙ୍ଗୁରୀ ଉଠେ ଏମିତି ହୁଦୟ ଭରା ଗୀତ ଶୁଣିଲେ old is gold

  • @madhusmitasahoo3190
    @madhusmitasahoo3190 2 ปีที่แล้ว +36

    ସେତେବେଳେ ଏହି ଗୀତ ଶୁଣି ଆଖିରେ ଲୁହ asijauthia ଆଜିବି .Respect sir 🙏🙏🙏

  • @shibarampradhan9431
    @shibarampradhan9431 2 ปีที่แล้ว +25

    ଗୀତଟି କେମିତି ଲାଗୁଛି କହି ବାକୁ ମୋ ପାଖରେ ଉତ୍ତର ନାହିଁ ଆଶା କରୁଛି ଏମିତି ଗୀତ ଆଗକୁ ହେଲେ ବହୁତ ଖୁସି ଲାଗିବ,,,💐💐💐

  • @minatirout7523
    @minatirout7523 ปีที่แล้ว +20

    ବହୁତ ସୁନ୍ଦର ଗୀତ ଟି ଏହି ଗୀତ ଟି କାହାକୁ ଭଲ ଲାଗେ👍👍👍🙏🙏

  • @unique___raja1093
    @unique___raja1093 11 หลายเดือนก่อน +431

    ୨୦୨୪ ରେ କିଏ କିଏ ଏଇ ଭିଡିଓ ଦେଖୁଚ ଲାଇକ❤କର

    • @ANJALIJANA-f7l
      @ANJALIJANA-f7l 9 หลายเดือนก่อน +4

      Mu dekhuchhi 😅

    • @ajayakumarbehera-db2oi
      @ajayakumarbehera-db2oi 8 หลายเดือนก่อน +6

      ପୁରୁଣା ଗୀତ ଚିରସବୁଜ

    • @ommpatra9567
      @ommpatra9567 8 หลายเดือนก่อน +2

      nice

    • @pratapsahoo6902
      @pratapsahoo6902 7 หลายเดือนก่อน +1

      Bekar song agapari nahi

    • @rupali-1.23
      @rupali-1.23 7 หลายเดือนก่อน

      Always favourite 😢❤😢

  • @santanukumar2002
    @santanukumar2002 2 ปีที่แล้ว +33

    ଭାଇ ଆପଙ୍କର କଣ୍ଠ କିନ୍ତୁ ସେଦିନର ଆଜିର ଆକାଶ ପାତାଳ କିନ୍ତୁ ବହୁତ ସୁନ୍ଦର 🙏

  • @maabanadurgavlogs6669
    @maabanadurgavlogs6669 2 ปีที่แล้ว +89

    ଯେତେ ଶୁଣିଲେ ବି ନୂଆ ନୂଆ ଲାଗୁଛି...... ଏଭଳି ସୁନ୍ଦର ଗୀତ ପାଇଁ ହୃଦୟରୁ କୋଟି କୋଟି ପ୍ରଣାମ.....ସେ ଗୀତିକାର ଙ୍କୁ, କଣ୍ଠ ସିଳ୍ପି ଙ୍କୁ

    • @alokpradhan4140
      @alokpradhan4140 2 ปีที่แล้ว

      ❤️❤️

    • @lipunkumar5102
      @lipunkumar5102 2 ปีที่แล้ว +1

      Puruna sanskruti puruna Gita bhari bhala laguchi

  • @ranjitbhuyan5160
    @ranjitbhuyan5160 2 ปีที่แล้ว +73

    ସ୍ୱରୂପ ନାୟକ ଏମିତି ଓଡିଆ ସଂଗୀତ ଜଗତରୁ ଦୂରେଇଗଲେ ହେଲେ କେତେକ ଅଭୁଲା ଗୀତ ସାଇତିବାକୁ ଦେଇଛନ୍ତି ହୃଦୟ ତଳେ। ଆପଣ ଭଲରେ ଥାଆନ୍ତୁ ।

    • @shakti_055
      @shakti_055 2 ปีที่แล้ว +1

      Hn bhai he made my childhood 🙃

  • @anjankumarpanda2819
    @anjankumarpanda2819 ปีที่แล้ว +8

    ସ୍ମୃତି କିଛି ସଜ ହେଲେ ! ❤
    ସୌରି ବାବୁଙ୍କ ସଙ୍ଗୀତ ସାଧନାକୁ
    ସଶ୍ରଦ୍ଦ ନମସ୍କାର🙏

  • @kunugajendra9142
    @kunugajendra9142 2 ปีที่แล้ว +12

    କି ଭାବ ଓଃ ଭାରି ସୁନ୍ଦର....

  • @ssloveedit.5601
    @ssloveedit.5601 2 ปีที่แล้ว +8

    Mind blowing sir. Jadi bhala laguchi ta like kara 🙏🙏🙏🙏

  • @vladimirputin6530
    @vladimirputin6530 ปีที่แล้ว +2

    କଣ ତମ କଣ୍ଠ ହେ ଟି ସୌରି ସାର୍ ❤️❤️❤️ ସୋନୁ ନିଗମଂକ କଣ୍ଠ ଆପଣଂକ କଣ୍ଠ ଆଗରେ ବି ମୋତେ କମ ଲାଗେ । ଆପଣ ଟିକେ ଅଧିକ ରୁ ଅଧିକ ଗୀତ ଗ’ନ୍ତୁ 🙏

  • @bikashnayak9874
    @bikashnayak9874 2 ปีที่แล้ว +105

    I missing my childhood time .. Please God let me go back 20 years..

    • @LOS-99
      @LOS-99 2 ปีที่แล้ว

      Bhai tum avi vi child hood ka time spend kar sakta ho

    • @bikashnayak9874
      @bikashnayak9874 2 ปีที่แล้ว

      @@LOS-99 are you kidding?

  • @umaprasadbehera4283
    @umaprasadbehera4283 2 ปีที่แล้ว +11

    ଟି ସୌରୀ ତାଳ ଭୂଲି ଗଲେଣି। କିନ୍ତୁ ଗୀତ ପୁରୁଣା ସ୍ମୃତି ପୁଣି ମନ ପକେଇ ଦେଲା। beautyful voice

  • @sekhar3262
    @sekhar3262 ปีที่แล้ว +22

    What a throw of voice yaar!!!!! No one can replace this voice ever. Love the golden era of "Sita Lo Aji Jaluchi jahara chita Lo...." ❤️❤️❤️

  • @satyabratasamantaray2241
    @satyabratasamantaray2241 ปีที่แล้ว +3

    କୋଡିଏ ବର୍ଷ ତଳେ ତାଙ୍କର ଲାଇଭ ପରଫରମାନ୍ସ ଅତି ନିକଟରୁ ଦେଖିବାକୁ ପାଇଥିଲି, ଆଉ ଆଜି ଦେଖୁଛି. କିଛି ବି ଫରକ ନାହିଁ. Salute you. 💞💞💞

  • @pradiptakumarmishra768
    @pradiptakumarmishra768 2 ปีที่แล้ว +188

    No body can challenge this LIVING LEGEND....THE PRIDE OF ODISHA....🙏

  • @chandrasekharnayaka9658
    @chandrasekharnayaka9658 2 ปีที่แล้ว +6

    ସୁନ୍ଦର ତୃପ୍ତି ର ଅବସାଦ ନାହିଁ,ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ ।

  • @odiamechanickanha9096
    @odiamechanickanha9096 ปีที่แล้ว +3

    ବହୁତ ସୁନ୍ଦର ଗୀତ ଟି ଯେତେ ଶୁଣିଲେ ବି ମନ ଭରୁନି,, ଯେବେ ଏକୁଟିଆ ଥିବ ହେଡଫନ ରେ ଏ ଗୀତ ଶୁଣିବ ବହୁତ ରେଲାସ ମିଳିବ ❤

  • @golu1078
    @golu1078 2 ปีที่แล้ว +110

    No autotune ..no fake lipsing like today's so-called playback singers...tsauri at his best

    • @ranjansagar7085
      @ranjansagar7085 2 ปีที่แล้ว +1

      Bc usko lip syncing bolte hain😆😆😆

    • @smriteesagar4924
      @smriteesagar4924 2 ปีที่แล้ว

      Heart touching song my soul song

  • @mrmohanbag4524
    @mrmohanbag4524 2 ปีที่แล้ว +5

    ବହୁତ ସୁନ୍ଦର ପୁରୁଣା ଶ୍ରୁତି ମନେ ପଡ଼ିଲା ଧନ୍ୟବାଦ୍ ଓ ଶୁଭେଛା

  • @goodartitude.9917
    @goodartitude.9917 2 ปีที่แล้ว +24

    ସତରେ ଭାଇ ମୋ ଲୋମ ବି ଟାଙ୍କୁରୀ ଉଠିଲା...... 😳 🤷‍♂️🎤👌👌👌

  • @manassahu2175
    @manassahu2175 4 หลายเดือนก่อน +3

    ଭାଇ କି ସ୍ୱର ରେ, ଶବ୍ଦ ନାହିଁ କହିବାକୁ❤

  • @ShishiraJena-xv7mx
    @ShishiraJena-xv7mx 2 หลายเดือนก่อน +1

    Sir you are great singer of odisha

  • @balaramdash5612
    @balaramdash5612 2 ปีที่แล้ว +8

    Superb. Mind blowing outstanding
    Uncle 🙏

  • @Mrsambit-nh7nj
    @Mrsambit-nh7nj 11 หลายเดือนก่อน +2

    ପୁରା ବୋବାଲ bro

  • @lovelyboybiki5404
    @lovelyboybiki5404 2 ปีที่แล้ว +21

    ବହୁତ ସୁନ୍ଦର voice sir god bless you 🙏 sir

  • @MantuNaik-q3q
    @MantuNaik-q3q ปีที่แล้ว

    Bhai tuma voice ku kahar najar lagi gala but best bahut khusi lagila

  • @sagarjena2346
    @sagarjena2346 2 ปีที่แล้ว +6

    ଏହି ଗୀତ ଟୀକୁ ଜେତେ ଶୁଣିଲେନି ନୁଆ ଲାଗୁଛି 👍👍❤️

  • @sureshmanik6450
    @sureshmanik6450 ปีที่แล้ว +1

    ମ୍ୟୁଜିକ୍ କ୍ଲାସିକାଲ ନେଇ ଗୀତ ଟା ଭଲ ହେଇ ପାରିଲା ଧନ୍ୟବାଦ୍ t souri ଭାଇ ❤❤

  • @achyutanandabaliarsingh5192
    @achyutanandabaliarsingh5192 ปีที่แล้ว +7

    This unique voice of T Shouri can not be reproduced in future. ❤❤

  • @SarbeswarBagalveraites
    @SarbeswarBagalveraites 6 หลายเดือนก่อน +5

    2024ରେ ଏହି❤❤❤ ଗୀତ ଶୁଣି ଭାରି ଭଲ ଲାଗିଲା ।

  • @phalgunibhuyan3881
    @phalgunibhuyan3881 2 ปีที่แล้ว +11

    TSauri is a Very brilliant singer with melodious voice...
    No words for him

  • @arjunjena6753
    @arjunjena6753 5 หลายเดือนก่อน +1

    କି ଚମତ୍କାର କଣ୍ଠସ୍ୱର ଭାଇ..💐🙏🏻
    ଆଜିକାଲି ଗୀତରେ କାହିଁ ?

  • @srideviranisaanvirani2413
    @srideviranisaanvirani2413 2 ปีที่แล้ว +37

    Very nice 👌👌👌 ମନକୁ ଛୁଇଁ ଗଲା ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଭଲରେ ରଖିଥାନ୍ତୁ 🙏🙏🙏🙏🙏🙏

  • @brajamohansoy5867
    @brajamohansoy5867 ปีที่แล้ว +1

    Wow nice songs Broo

  • @skahammedhossen2076
    @skahammedhossen2076 2 ปีที่แล้ว +5

    You are real hart touching singer and no can sing in this type of voice alwayes memorable bro t swari you will get long life

  • @padmabaticreations3323
    @padmabaticreations3323 ปีที่แล้ว

    ସତରେ ଆଜି ପୁଣି ପିଲା ଦିନର ସ୍ମୃତି ମନେ ପଡ଼ିଲା ଭାଇ। କି ଯାଦୁ ଅଛି ଏ କଣ୍ଠ ରେ ଭାଇ.... ଏମିତି କଣ୍ଠ ଶିଳ୍ପୀ ଏବେ ଖୋଜିଲେ ବି ମିଲିବେନି। ଧନ୍ୟବାଦ୍ t souri Babu ❤❤❤❤❤

  • @krishna0107
    @krishna0107 2 ปีที่แล้ว +26

    His Voice is the best voice till now.

  • @skmelody4211
    @skmelody4211 2 ปีที่แล้ว +6

    ବହୁତ ସୁନ୍ଦର❤️

  • @Gunanidhilife
    @Gunanidhilife ปีที่แล้ว

    T sori sir aapna nku koti koti pranam 🙏🙏
    A geeta aapna nka voice ru sunile se pila dinar kathha mane padi jaye

  • @SwetaBadi
    @SwetaBadi ปีที่แล้ว +4

    ହୃଦୟ କୁ ଛୁଇଁଲା ଭଲି ପୁରୁଣା ଗୀତ ଶୁଣି ମୁଁ ବହୁତ ଖୁସି ହୋଇଗଲି,

  • @mrjitunvolgs
    @mrjitunvolgs 2 ปีที่แล้ว +2

    ଏହି ଗୀତ ଛୋଟବେଳୁ ଶୁଣି ଆସୁଥିଲି ହୁଦୟ ଛୁଇଁଲା ଭଳି ଗୀତ ❤️❤️❤️ଶୁଣି କି ବହୁତ ଭଲ ଲିଗିଲା ଧନ୍ୟବାଦ🙏🙏 jayjagannath

  • @rahasbarik4536
    @rahasbarik4536 2 ปีที่แล้ว +28

    Legend is back 🙏🙏🙏🙏

  • @rammarndiofficial
    @rammarndiofficial 2 ปีที่แล้ว +2

    always my one of favourite. Love you Bro

  • @susmitapatnaik1156
    @susmitapatnaik1156 ปีที่แล้ว +4

    Wow very beautiful voice & song

  • @sunitabibhar9352
    @sunitabibhar9352 ปีที่แล้ว

    Bahut barsa pare Gita ti Sunili bahut khusi lagila sata re Gold is gold thank you sir

  • @aloknayakalok5741
    @aloknayakalok5741 2 ปีที่แล้ว +14

    ପୁରୁଣା ସ୍ମୁତି ଆଜି ପୁଣି ଜୀବନ ପାଇଗଲା

  • @rabindrarath9474
    @rabindrarath9474 ปีที่แล้ว +2

    ବହୁତ ସୁନ୍ଦର ଧନ୍ୟବାଦ

  • @Bapa4207
    @Bapa4207 2 ปีที่แล้ว +997

    ଆଜିକାଲି ସିଙ୍ଗର ହଗି ପକେଇବେ ଏମିତି golden song ଏହି ଅନ୍ଦାଜ ରେ ଗାଇଲେ...
    Edited - ବୋଉ ମୁଁ famous ହେଇଗଲି 😁 1k like ... 😁 ଏତିକି ଯଦି ମୋ insta ରେ follow କରନ୍ତ ଭଲ ହୁଅନ୍ତା 🤣🤣🤣

  • @rameshnayak7537
    @rameshnayak7537 5 หลายเดือนก่อน +1

    ଏ ହିଟ ଗୀତ ଗାନ ଯେତେ ବେଳେ ଶୁଣିଲେ ନୂଆ।ଧନ୍ୟ ବାଦ ସୌରି ବାବୁ।

  • @kumarmanu7165
    @kumarmanu7165 2 ปีที่แล้ว +6

    Mind-blowing and terrific voice sir this is not a song ...just a feel from heart❤❤❤❤❤❤❤❤❤❤❤

  • @AKfoodis
    @AKfoodis ปีที่แล้ว

    ଭାଇ ଙ୍କ ପାଇଁ 🙏🙏 ଏତେ ସୁନ୍ଦର ସ୍ଵର ଆଜି ସେଦିନ ପରି ଲାଗେ I Hero, Heroin ଆଜି ବି achhanti ହେଲେ ରାଇ ଭାଇ ନାହାନ୍ତି ଏ ଗୀତ ଶୁଣିଲେ ଟି ସଉରି ଭାଇ ଙ୍କ କଥା ମନେ paduchi, new song ନେଇକି ଆସନ୍ତୁ bhai

  • @SanjayK49722
    @SanjayK49722 ปีที่แล้ว +4

    Jewel of Angul College n Odia music industry. This song is a memorable n ever green song .God bless you T Shourie

  • @chintabag1358
    @chintabag1358 ปีที่แล้ว

    Tharaku thara sunibaku mana heuchi ❤❤❤❤T shouri se samayare dhamaka machei thile,aau aaji v

  • @monajchoudhury1801
    @monajchoudhury1801 2 ปีที่แล้ว +6

    ଓ କି ସୁନ୍ଦର ଗୀତ

  • @sushantabiswal1644
    @sushantabiswal1644 ปีที่แล้ว

    T SOURI sir a e song apananku swatantra parichaya dei thila Odish re .Spl song.Apana kou particular singernkara adhika song sunanti.

  • @lalatendukanungo5013
    @lalatendukanungo5013 2 ปีที่แล้ว +6

    Song & Singer's voice has touched in spirit of humanbeing.

  • @shreegourang3787
    @shreegourang3787 7 หลายเดือนก่อน

    Amiti Gita Gaiba Pain Aaji kali Ra Singar Mananku 7 Janma Nela Parebi Gai Paribeni... Love you Souri Bhai Tume Ta Odia Sangita Jagata ra kimbadanti Kalakara Love you...!

  • @prashanthdinu8734
    @prashanthdinu8734 ปีที่แล้ว +4

    One of our gem going to be old .. and it's hurt me😢😢 we spent our childhood with ur all superhit songs thank you T SOURI SIR🙏🙏

  • @pradiptakumarmishra768
    @pradiptakumarmishra768 2 ปีที่แล้ว +2

    Jete sunile b mana chhaduni.....BHAGABAN NKA ASHIRWAD NA HELE EMITI GAAIBAA A S A M B H A B A....Love u Sir...koti pranam

  • @nbasudevofficial6520
    @nbasudevofficial6520 2 ปีที่แล้ว +15

    Super wonderful 👍👍👍👍👍👍👍 Singing Dada

  • @premishq
    @premishq 2 ปีที่แล้ว +1

    A song jete thara sunile b mana bhareni,
    T souri sir please a song ku remaku karantu......

  • @gopalsena4089
    @gopalsena4089 2 ปีที่แล้ว +4

    Ever green song , many many thanks again grateful forformance

  • @merlins7152
    @merlins7152 2 ปีที่แล้ว

    Sei style , sei bhaba, +2 padhila bele 1998 re ama College function re dekhili thi. Ebe 2022 re same bhaba tike bi change heini.. Padha padha , luck bisya re se sendina se bhala katha tiye kahi thile.. aaji bi Mane achhi. Dhanyawad Sauri Bhai. Jai Jagannath

  • @srikantpradhani7321
    @srikantpradhani7321 2 ปีที่แล้ว +3

    Masterpiece...... tq Legend

  • @sonuprasadnayak945
    @sonuprasadnayak945 2 ปีที่แล้ว +1

    Sir mu chaunchi apana ahuri ebe gita bolontu aw ame phuni sei atitaku mane pakeibu apana bahut din pare suni bahut feel asuchi sedinara chota bela katha mane padigala sedina aw asibani bhut sundar sir

  • @odiatravellervlog
    @odiatravellervlog 2 ปีที่แล้ว +6

    Legendary..... Singer 🙏

  • @Powerking193
    @Powerking193 6 หลายเดือนก่อน +1

    ଟି ସୌରି ସାର୍ ବହୁତ୍ ବଢିଆ,ତାଙ୍କ ଘରକୁ ଯାଇଥିଲି ,କିଛି ସମୟ ତାଙ୍କ ସହ ମିଶି କ୍ହୁଶି ଲାଗିଲା.

  • @ganeshpan5914
    @ganeshpan5914 2 ปีที่แล้ว +4

    Wow! Really old is gold. And voice is heart touching

    • @jayaramadora
      @jayaramadora ปีที่แล้ว +1

      Wow❤❤❤❤❤❤❤❤❤

  • @debasissahoonakul2093
    @debasissahoonakul2093 หลายเดือนก่อน +1

    Nise song old is gold

  • @kanishkanish4061
    @kanishkanish4061 2 ปีที่แล้ว +11

    My favourite singer

  • @pkumar4603
    @pkumar4603 2 ปีที่แล้ว +1

    setebela ra Udandi Sita auu e gita ....Akhiru luha dhara dhara bahi jauthilaa 👌👌👌

  • @swatiswati495
    @swatiswati495 2 ปีที่แล้ว +3

    Seta belara movie aau sangita aau dekhi baku miluni.. Jahaku dekhile sunile loma tankuri uthiluthila.. Akhiru luha aasijae...

  • @subhadranaik4665
    @subhadranaik4665 ปีที่แล้ว

    E Gita mu mo pilabelu sunichi mate bahut vlo lage .vai tamaku vagaban khusire rakhantu

  • @Unknownguybiranchi
    @Unknownguybiranchi ปีที่แล้ว +3

    ସୁପର ଭଏସ

  • @geligeli6749
    @geligeli6749 ปีที่แล้ว

    Kichhi sabda nahi bhai 🙏👌👌👌🙏🙏🙏🙏🙏🙏🙏nice voice yarr Hrudaya ku chhui jauchi

  • @dibakarnayak1614
    @dibakarnayak1614 2 ปีที่แล้ว +5

    Really old is Gold heartly beloved this one& singer

  • @chandanSingh-pw2ew
    @chandanSingh-pw2ew ปีที่แล้ว

    Wow wow wow wow wow... ...........dil❤ ko sukoon mil gaya 👌👌👌👌👌

  • @lalbabupalia3375
    @lalbabupalia3375 2 ปีที่แล้ว +3

    ଅତି ସୁନ୍ଦର ହୃଦୟ ଭରା ଗୀତ🌹👍🏻🎵🎵

  • @chittaranjanmohanty4537
    @chittaranjanmohanty4537 2 ปีที่แล้ว +1

    Mane pade sei pila Dina ra song,, thank you bro

  • @manojmajhee3256
    @manojmajhee3256 2 ปีที่แล้ว +5

    Ohhh so beautiful moment

  • @pinkybarik4399
    @pinkybarik4399 ปีที่แล้ว

    T souri apana nka voice tharuchi, 1st time jete bele gaithile seita superb thila

  • @royalmax4459
    @royalmax4459 2 ปีที่แล้ว +3

    My king is back

  • @runilatadas1778
    @runilatadas1778 2 ปีที่แล้ว

    Satare T-shouri sir apanka voice re a Gita ekdam perfect laguchi 👏👏👏

  • @bikramdash2065
    @bikramdash2065 2 ปีที่แล้ว +4

    Really song is very nice..Old oh gold

  • @priyankapradhan5861
    @priyankapradhan5861 2 ปีที่แล้ว +2

    Really heart touching song...this song listen thn automatically flow my tears....😭😭

  • @phalgunibhuyan3881
    @phalgunibhuyan3881 2 ปีที่แล้ว +3

    Awesome.....
    Very good singer