Tu gujrati chamcha nuhe ta......taha katha ta mate bahut bhala lagila......tu odia kahuchu anaodia rajiya pala pua ama odia pua ku mada marila tu kauthi thilu....kan pai arrest hela nahi......to bopa Narendra khan ra chamcha....tu odia nuhe tu gote Jharkhand ra chamcha....to bopa Narendra khan goru supply kariki Muslim company pakhare electoral bond re paisa nauchi tu chup kan pai
Hm re bhai BJP asu asu odia mada khaila puni se anaodia rajiya pala pua ama odia pua ku mada marila.....tu gujrati chamcha...to bopa Narendra khan ra chamcha tu....godi media andha bhakt@newsroom
❤️🙏❤️ Jay Sri Jagannath ❤️🙏❤️Juga Juga Re Sataya Dharma Ra Heba Jay ❤️🙏🌺🙏❤️Biswara Pratyeka Sachota Officer Nkar Sarba Mangala Kamanakari Mahaprabhu Sri Charane Sata Sata Koti Naman ❤️🙏🌺🙏🌺🙏🌺🙏🌺🙏.........
Right bhai, tume gujrati chamcha nuhe ta?......bhai gote questions kahibi tume odia pua ta?... anaodia rajiya pala pua ama odia pua ku mada marila kan pai arrest kara gala nahi........a pagal devaprasad ku godi media perfect combination
ମନୋରଞ୍ଜନ ବାବୁ ଆପଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ଟିକେ ପଚାରୁ ନାହାନ୍ତି ? ନିୟମ ତ କହୁଛି suspension is not a punishment.suspended officer can not be kept away from the administration not more than 6 months .In grievous case it is one year.This case should have been decided within 1 year as a rule.But it is the case of unilateral wrong doing of state government
Tu gujrati chamcha to bopa Narendra khan ra chamcha tu..... Naveen Pattnaik mada pia dekhichu?......to bopa Narendra khan goru supply kariki Muslim company pakhare electoral bond re paisa nauchi andha bhakt Khushi ta..... Big business man Beef supplier Narendra khan......to bopa ku pachar to bopa business kemiti chalichi.... pandian ji Naveen babu nka saha gote Muslim Narendra khan ku tulana karuchu..... hindu bhagwan nku bali deuthiba neta Narendra khan..... Narendra Modi ❌ Narendra khan ✅
Right bhai.....bhai tike mahuli handia mara mahon majhi sarkar ku questions kar,kan pai anaodia rajya pala pua ama odia pua ku mada marila kan pai arrest karagala nahi......aita kan odia asmita.... Narendra khan ra chamcha mahon majhi sarkar....... gujrati remote control re odisha CM mohan majhi
Deba Baboo is a sincere, committed n effective administrator .I knew him from the day of BDO kantapada.A good suffered a lot .The public have been deprived of the service of a honest officer for 6 long years. Is the Govt going to fix up responsibility for suspending Deba Baboo
It should be.. A Govt servent should point out the demerits of the Govt function.Sri Dash has not violated OGSCR.. Govt's keeping him suspension for 6yrs is totally vindictive n unethical.
ଦେବପ୍ରସାଦ ବାବାବୁ ଭଳି ଅନେକ ଓଡ଼ିଆ ଅଫିସର ଙ୍କୁ ଏଭଳି କରିଛି ପାଣ୍ଡୁ ଆଉ ନବୀନ ବାବୁ ଆଉ BJD ର ପତନ ହେଲା... ଅତି ଗର୍ବ ହତ ଲଙ୍କା
Very honest officer salute u sir 🙏
ଏ ସବୁ ଅନିୟମିତତା ପାଇଁ ଆଉଜଣେ ଓଡିଆ ବୁଝୁନଥିବା ଫିଠାସିନ ଦୋଷୀ ଓ ଦାୟୀ
ଆପଣ ୫ ଟି କୁ ବୋଧେ ଚାନ୍ଦା ଦେଇନାହାନ୍ତି,👍👍👍👍👍👍👍👍
ଦେବୀପ୍ରସନ୍ନ ଦାସ ଓଡ଼ିଶାର ଜଣେ ଉଚ୍ଚକୋଟୀର ପ୍ରଶାସନିକ ଅଧିକାରୀ। ଅନ୍ୟ ପକ୍ଷରେ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱ ମଧ୍ୟ ସୁଚାରୁରୂପେ ନିଭାଇ ଥାନ୍ତି। ଓଡ଼ିଆ ମାନଙ୍କ ମଧ୍ୟରେ ଦେବୀ ପ୍ରସାଦ ଦାସ ଜଣେ 😅
ଦେବବାବୁ ! ଆଜି ଆପଣଙ୍କ ପ୍ରତିଟି କଥାରେ ପ୍ରଭାବିତ ଓଡ଼ିଆ ଭାବୁଥିବ ଏକ ଦୀପ୍ତିମାନ ଓଡ଼ିଆ ପ୍ରତିଭାକୁ ଅଣଓଡ଼ିଆ କିପରି ଭାବେ ଧ୍ଵଂସ କରିବାକୁ ପଦକ୍ଷେପ ନେଇଥିଲା !! ଆପଣଙ୍କ ନିଲମ୍ବନ , ଏଥିରେ ଚକ୍ରାନ୍ତ, ନିଲମ୍ବନ ସମୟର ବ୍ୟଥା ଭରା କରୁଣ କାହାଣୀର ପୁସ୍ତକ କୁ ଓଡ଼ିଆ ଅପେକ୍ଷା କରିବ ।ହୁଏତ ଜାତିଟା ଆପଣଙ୍କ ବିରଚିତ ପୁସ୍ତକକୁ ଛାତିରେ ଚାପିଧରି କହିବ -- ଅଣଓଡ଼ିଆ ପ୍ରଭାବିତ ଧୃତରାଷ୍ଟ୍ର ଶାସନ ଆପଣକୁ ଦୁରେଇଦେଲା କିନ୍ତୁ ଲିଭେଇ ପରିଲାନହିଁ !!
Tu gujrati chamcha nuhe ta......taha katha ta mate bahut bhala lagila......tu odia kahuchu anaodia rajiya pala pua ama odia pua ku mada marila tu kauthi thilu....kan pai arrest hela nahi......to bopa Narendra khan ra chamcha....tu odia nuhe tu gote Jharkhand ra chamcha....to bopa Narendra khan goru supply kariki Muslim company pakhare electoral bond re paisa nauchi tu chup kan pai
ନବୀନ୍ ସବୁଠାରୁ ଅଧିକ ଦୁର୍ନୀତି କରିଛନ୍ତି
ମନୋରଞ୍ଜନ ବାବୁ ଆପଣଙ୍କୁ 🙏🙏 ଭଲ କାର୍ଯକ୍ରମ ଟିଏ ପ୍ରସାର କଲେ ସେଥିପାଇଁ ଧନ୍ୟବାଦ୍
ବିଜେପି ସରକାର ଆସିଲା ପରେ ବିଜେଡି ନେତାମାନେ ମଧ୍ୟ କ୍ରୀତଦାସରୁ ମୁକ୍ତ ହୋଇ ଏବେ ସ୍ବାଧିନ ଭାବେ ମତବ୍ୟକ୍ତ କରୁପାରୁଛନ୍ତି, ସ୍ବାଧୀନତାର ସ୍ବାଦ ପାଉଛନ୍ତି !!!!
ଆପଣଙ୍କୁ ମୋ ତରପରୁ ସଲାମ 👍👍👍👍ଠିକ କଥା କହିଛନ୍ତି
😂😊
Right 🎉
ବିଚିତ୍ର ଶାସନ ବ୍ୟବସ୍ଥା ରେ ଦେବ ବାବୁ ପେଶି ହୋଇଯାଉଛନ୍ତି। ତାଙ୍କ ର ପ୍ରତ୍ୟାବର୍ତ୍ତନ କୁ ସ୍ଵାଗତ।
Hm re bhai BJP asu asu odia mada khaila puni se anaodia rajiya pala pua ama odia pua ku mada marila.....tu gujrati chamcha...to bopa Narendra khan ra chamcha tu....godi media andha bhakt@newsroom
ଦେବ ପ୍ରସାଦ ବାବୁ ଖୁବ୍ ସଚେତନା
ଦେବପ୍ରସାଦ ସାରେ ନମସ୍କାର ଆପଣ ମହାନ ଅଫିସର
ହେ ଭାଇ, ଏତେ ଜ୍ଞାନୀ ଗୁଣି ହୋଇ ଅସଲ କଥାଟି କିପରି ବୁଝି ପାରିଲନାହିଁ ? PC ଦେଇନା, ପାଣ୍ଡୁ ପାଦ ଚାଟିନ, ବଡ଼ ଭୁଲ - ଆପଣ ସ୍ପଷ୍ଟବାଦୀ ଓ ସଚୋଟ
ଦେବ ବାବୁ ଆପଣ ଙ୍କୁ ଧନ୍ୟବାଦ କାହିଁକି ନା ଆପଣ ଜଣେ ସଚୋଟ ଅଫିସ ର ସତ୍ୟ ନ୍ୟାୟ ବାଟରେ କୌଣସି ଅସୁବିଧା ହେବନାହିଁ ଜଗନ୍ନାଥ ଆପଣଙ୍କ ସହ ଅଛନ୍ତି ଆପଣଙ୍କ ର ଏ କୁକୁର ଦଳ କିଛି କରିପାରିବେ ନାହିଁ ଯାହା ରଆମ ର ଆପଣଙ୍କ ର ଜଗନ୍ନାଥ ଅଛନ୍ତି ପରା.
❤️🙏❤️ Jay Sri Jagannath ❤️🙏❤️Juga Juga Re Sataya Dharma Ra Heba Jay ❤️🙏🌺🙏❤️Biswara Pratyeka Sachota Officer Nkar Sarba Mangala Kamanakari Mahaprabhu Sri Charane Sata Sata Koti Naman ❤️🙏🌺🙏🌺🙏🌺🙏🌺🙏.........
Beautiful interview and presentation
ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମ ପାଇଁ ଅଧିକ ସମୟ ଦେଇଥିଲେ ଭଲ ହୋଇଥାନ୍ତା।
I personally know him. He is good person. He is my junior in college.
Sir namaskar pratyabartana karithibaru bahut dhanyabad
ନବୀନ ପଟ୍ଟନାୟକ କୁ ଭଦ୍ର ଲୋକ ପସନ୍ଦ ନଥିଲା।
You are Right
ଯେଉଂ ମାନେ ମିଶିକରି ଆପଣକଂର ସୁର୍ୟଅସ୍ଥ କରେଇଥିଲେ,ବର୍ତମାନ ସେମାନକଂର ଆପେ ଆପେ ସୁର୍ୟଅସ୍ଥ ହେଇସାରିଛି ।
ନବୀନ ବାବୁ ବେଶୀ ଯୋଗ୍ୟ ଭାବିଲେ କଣ୍ଠ କବି କହୁଥିବା ବ୍ୟକ୍ତି ମାନଙ୍କୁ ।
Pandian sara ଓଡ଼ିଶା ବୁଲିବୁଲି ଅଭିଯୋଗ ଶୁଣୁଥିଲା ପରୋକ୍ଷରେ ରାଜନୀତି କରୁଥିଲା ସେତେବେଳେ ଅନ୍ଧ ସରକାର କଣ କରୁଥିଲା,
ସ୍ୱାଧୀନତା ଏବେବି ସମ୍ପୂର୍ଣ୍ଣ ଭାବେ ନାଗରିକଙ୍କୁ ମିଳିନି!
BJP sarkar dnyabad debo babunku puno nijukti dei chanti
Congratulations. Welcome back.
Excellent 👌👍👍
Very good Officer and. Good spoke person, give the opinion for development of the society,
Very good Administrative Officer 👍.
I love my India🎉
I love my Odisha
I love my Devaprasad sir❤
Right bhai, tume gujrati chamcha nuhe ta?......bhai gote questions kahibi tume odia pua ta?... anaodia rajiya pala pua ama odia pua ku mada marila kan pai arrest kara gala nahi........a pagal devaprasad ku godi media perfect combination
ମନୋରଞ୍ଜନ ବାବୁ ଆପଣ ପୂର୍ବ ସରକାର ସମୟରେ ଦେବପ୍ରସାଦ ବାବୁଙ୍କ ଖବର କନକ ଟିଭିରେ ପ୍ରସାରଣ କରିନଥିଲେ କାହିଁକି ???? ତାଙ୍କୁ ଡାକି ଷ୍ଟୁଡ଼ିଓରେ ବର୍ତ୍ତମାନ ପରି ଆଲୋଚନା କରିନଥିଲେ କାହିଁକି ???? ଆପଣ ସେତେବେଳେ କାହାକୁ ଭୟ କରୁଥିଲେ ??????
Gujrati chamcha manoranjan babu..... Narendra khan ra chamcha.....a michha video re a news channel
Fear of Pandian
@@pkn2157oooiiiiö999⁹999999999⁹ oi íooooooooií000000o00
Thanks debabrata sir
Dhanyabad for the show!
ମନୋରଞ୍ଜନ ବାବୁ
ଆପଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ଟିକେ ପଚାରୁ ନାହାନ୍ତି ? ନିୟମ ତ କହୁଛି suspension is not a punishment.suspended officer can not be kept away from the administration not more than 6 months .In grievous case it is one year.This case should have been decided within 1 year as a rule.But it is the case of unilateral wrong doing of state government
Excellent news
Godi media andha bhakt..... Narendra khan ra chamcha
ଦୂରଦର୍ଶନର ବହୁ କାର୍ଯ୍ୟକ୍ରମରେ ତାଙ୍କୁ ଆମେ ଦେଖିବାକୁ ପାଉଥିଲୁ । ସୁନ୍ଦର ଉପସ୍ଥାପନା ତାଙ୍କର ।
ନବୀନ କୁ ମଦ ଦେଇନ ଓ ପାଣ୍ଡୁକୁ ତେଲ ମାରିନ ଓ ବିଜେଡି କର୍ମୀ ହୋଇ ତେଲ ମାରିନ ତେବେ ଏଭଳି ହବ
Tu gujrati chamcha to bopa Narendra khan ra chamcha tu..... Naveen Pattnaik mada pia dekhichu?......to bopa Narendra khan goru supply kariki Muslim company pakhare electoral bond re paisa nauchi andha bhakt Khushi ta..... Big business man Beef supplier Narendra khan......to bopa ku pachar to bopa business kemiti chalichi.... pandian ji Naveen babu nka saha gote Muslim Narendra khan ku tulana karuchu..... hindu bhagwan nku bali deuthiba neta Narendra khan..... Narendra Modi ❌
Narendra khan ✅
Great personalitie🙏
ସେ ଜଣେ ଭଲ ମଣିଷ ଭଲ ଖବର ପାଠ କରନ୍ତି । ଧନ୍ୟବାଦ
Thanks 0eba sir
My favourite man is dev sir, namaste.
ଓଡ଼ିଆ ଅସ୍ମିତାର ଜୟ ହେଉ ।
I love ❤ Debaprasad Sir Appanaka karya O katha kahuthiba loka odisha Sara jagannathanka ashribadaru janma niantu. Appan ahuri agaku jantu. 👍👍👍
Right bhai.....bhai tike mahuli handia mara mahon majhi sarkar ku questions kar,kan pai anaodia rajya pala pua ama odia pua ku mada marila kan pai arrest karagala nahi......aita kan odia asmita.... Narendra khan ra chamcha mahon majhi sarkar....... gujrati remote control re odisha CM mohan majhi
Good officer
You are good sir
Debaprasad Dash nku mu chhota bele Doordarshan Odia re news anchor vabare dekhichhi.
Mr satyam Sundaram Mohanty You are absolutely right
Devbabuthisgoodman
Congratulations for your brevery
The strongest man in the world who stands alone..Heneric Ibsen.
ଅକ୍ରୋଶ ମନଭାବ ନେଇ suspend କରାଯାଇଥିଲା...
ସେ ନିଜର ସାଧୁତା, ସଚ୍ଚୋଟତା ସମ୍ପର୍କରେ ନିଃସନ୍ଦେହ । ତେବେ ତାଙ୍କ ସ୍ୱରରୁ ବିଦ୍ରୋହ ଓ ଅସନ୍ତୋଷ ଭାବ ସ୍ପଷ୍ଟ ବାରି
ହୋଇଯାଉଛି ।
Very good.thank you.
ସତ ରେ this personality, exact reflection of Ernest Hemingway"s novel "the old man and the sea"
Great hero of odisa
Deba babu , Namaskar.
I will meet you.
ଏତେ ଦିନ ସରକାରୀ କାର୍ଯ୍ୟରୁ ଦୂରରେ ରହି ସେ ବିରକ୍ତ ହୋଇ ପଡ଼ିଛନ୍ତି । ତାଙ୍କ ମନ ଓ ହୃଦୟରେ ଶାନ୍ତି ଓ ତୃପ୍ତି ଆବଶ୍ୟକ ।
ପ୍ରଭୁ ଜଗନ୍ନାଥ ତାଙ୍କୁ ଶାନ୍ତି ଓ ତୃପ୍ତି ଦିଅନ୍ତୁ ।
Sir 🙏🙏
ଅନେକ ଭାଷା ଓ ଜ୍ଞାନର ସିଏ ଅଧିକାରୀ ।
You are absolutely right
Debaprasad Babu have high quality humanity.
ଯାହାଙ୍କର କାର୍ଯ୍ଯ କରିବାର ସାମର୍ଥ୍ୟ ଅଛି ତାଙ୍କୁ ଯଥାଯୋଗ୍ୟ କାର୍ଯ୍ୟଭାର ଦେବା ଉଚିତ ।
ଏ ବ୍ୟକ୍ତି ବିଜେପିରୁ ଛିଡା ହେବେକି ?
Amanata rahiba nahi.....jadi gote officer rajniti kariba, taku a gujrati chamcha kuhanti
Wah Deba Bhai wah..
କୌଣସୀ ଦୋଷ ନ ଥାଇ ଦଣ୍ଡ ଦେବାରେ ବିଜେଡି ନବିନ ରକାର ଭଲ ଲୋକଙ୍କୁ ପୋଷି ସାବ୍ୟସ୍ତ କରିବାରେ ନବିନ ସରକାର ଅଧିକ ଅଫିସରଙ୍କୁ ଦଣ୍ଡିତ କରିଛନ୍ତି ଆପଣ ଅନୁଭବ କରନ୍ତୁ ଏଭଳି ସରକାର ପାଣ୍ଡିଆକୁ ବେଆଇନ କାର୍ଯ୍ୟକୁ ନିୟନ୍ତ୍ରଣ ନାହିଁସଂମ୍ପୁର୍ଣ୍ଣ ଅନ୍ୟାୟକୁ ନବିନ ସବୁଜାଣି ଅନ୍ୟାୟ କରୁଛନ୍ତି❤🎉😂❤😢❤😮❤😅❤😊
Sir you are proud of Odisha
Sir Namaskar 🙏,atedina pare apananku dekhi bahuta khusi laguchi
You are very brave 👍🙏
ମନୋରଞ୍ଜନ ବାବୁ ଆପଣ ବହୁତ ସୁନ୍ଦର ପ୍ରୟାସ କରୁଛନ୍ତି
Bhala lonka saha Jia lagiba. se govt jiba
Deba brat sir welcome from Bidyadharpur Satyabadi
ମୋ ମତ ରେ , Sir ,ଆପଣ ଭଳି ଜଣେ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ପୁରା ଫିଟ୍ ❤❤ 👍
ସାହିତ୍ୟସୃଷ୍ଟି କରିବା ଓ ରାଜନୀତି କରିବା ଭିତରେ ବହୁତ ଫରକ ଅଛି. ସରକାରୀ ବାବୁମାନେ ଯଦି ରାଜନୀତି କରିବେ ରାଜ୍ୟ ସାଶନ ଦୁର୍ନୀତିଗ୍ରସ୍ତ ଓ ଦୂରଦିନଗ୍ରସ୍ତ ହୋଇଯିବ. ହଁ ଅବସର ନେଇ ରାଜନୀତି କଲେ ଷୋଳ ଅଣା ଚଳିବ.
୯୨ ମସିହାରୁ ଦେବ ପ୍ରସାଦ ଵାବୁ ସରକାରୀ କାର୍ଯ୍ୟରେ ଯୋଗ ଦେଇ ଭଲ କାର୍ଯ୍ଯ କରିଥିବା ସତ୍ତ୍ୱେ ବହୁ ବର୍ଷ ନିଲମ୍ବିତ ହୋଇଥିବା ଦୁଃଖର କଥା । ତେବେ ବର୍ତ୍ତମାନ ସେ ପୁନଃ ନିଯୁକ୍ତ ହୋଇଥିବା ଆନନ୍ଦର ବିଷୟ ।
ମାଆ ଓ ଭିଣୋଇଙ୍କୁ ହରାଇଥିବା ଦୁଃଖରେ ମ୍ରିୟମାଣ ଦେବପ୍ରସାଦ ଦାଶ ଏବେ ପୁଣି କାର୍ଯ୍ୟ ପାଇ ସୁଖରେ ପରିବାର ଚଳାନ୍ତୁ -- ମା ଓ ପ୍ରଭୁଙ୍କ ଶ୍ରୀଚରଣରେ ଆମର ପ୍ରାର୍ଥନା ।
Perhaps this type of suspension is 1st time in Indian history.
Thank you❤❤❤ sir
Govt. has done a blunder suspending Debaprakash Babu
Deba Baboo is a sincere, committed n effective administrator .I knew him from the day of BDO kantapada.A good suffered a lot .The public have been deprived of the service of a honest officer for 6 long years. Is the Govt going to fix up responsibility for suspending Deba Baboo
ଦେବ ପ୍ରସାଦ sir ଆମ dept. ର ସ୍ୱତନ୍ତ୍ର ଅଧିକାରୀ ଥିଲେ, ମିଷ୍ଟ ଭାସି, ଓ ସ୍ପଷ୍ଟବାଦୀ, ଓଡିଶା ର ଓଡିଆ ଅଧିକାରୀ ଙ୍କ ଏକ ଦୃଷ୍ଟାନ୍ତ. ତାଙ୍କର ଏହି ଅସ୍ମିତାର ସାକ୍ଷାତକାର ରେ ସେ ନିର୍ବିକାର ଉପସ୍ଥାପନା କରିଥିବାରୁ sir ଙ୍କୁ ମୋର ଶୁଭେଚ୍ଛା l ଅନୁରୋଧ ଓଡ଼ିଶାର ଆଦିମ ଜନଜାତି ଙ୍କ ପ୍ରାଚୀନ ପରମ୍ପରା ର ସଂରକ୍ଷଣ ଓ ପ୍ରସାର ନିମନ୍ତେ ସ୍ଵତନ୍ତ୍ର ନୀତି ପାଇଁ ସରକାର ଙ୍କ କାର୍ଯ୍ୟକ୍ରମ ହାତକୁ ନେବେ ,
Namaskar Jay Jagannath
ପାଣ୍ଡିଆନ ର ଏକଛତ୍ରବାଦ ଶାସନ କୁ ସମର୍ଥନ କରିନଥିଲେ ତ , ଏଣୁ ପାଣ୍ଡିଆନ ର ନିର୍ଦ୍ଦେଶରେ ଜଣେ ସଚ୍ଚୋଟ, ଦକ୍ଷ ଓଡିଆ ପ୍ରସାଶକ ଙ୍କୁ ଛଅ ବର୍ଷ ଧରି କାର୍ଯ୍ୟରୁ ଅନ୍ତର କରିଥିଲେ ।
Bahut khushi lagila jane Odia bhabe, Nija swabhiman se rakhithile
ସରକାରୀ କର୍ମଚାରୀଙ୍କୁ ମାଉଳିକାଧିକ।ର ପ୍ରାପ୍ତ ହେଲେ ଚାକିରିଆ ସରକାରଙ୍କ ନୌକର ହେବାରୁ ରକ୍ଷା ପାଇପାରିବେ ବୋଲି ଆଶା କରାଯାଏ ।
ଭଲ ଆଲୋଚନା
Rise up voice.
ଦେବ ବାବୁ ଆଉ ମନୋରଞ୍ଜନ ବାବୁ ଆପଣ ଙ୍କୁ ମୋର ମଥାପିତ ପ୍ରଣାମ କିନ୍ତୁ ଜୀବନ ଟା ବହୁତ କଷ୍ଟ ଆଜ୍ଞା ଜଣେ ସ୍ୱାଭିମାନ ଲୋକ ନିଶ୍ଚିତ କଷ୍ଟ ଦେବେ ଭଗବାନ. ତଥାପି se ଦୁନିଆରେ ହାରେ ନାହିଁ.
It should be.. A Govt servent should point out the demerits of the Govt function.Sri Dash has not violated OGSCR.. Govt's keeping him suspension for 6yrs is totally vindictive n unethical.
Bjp govt zindabad
କୋଣାର୍କ ରୁ କହୁଛି - ଶ୍ରୀଯୁକ୍ତ ଦେଵ ପ୍ରସାଦ ଦାଶଙ୍କୁ ମୁଁ ଭଲଭାବେ ଜାଣେ। ତାଙ୍କ ସହ ମୋର କୋଣାର୍କ ନାଟ ମଣ୍ଡପ ଠାରେ ପ୍ରଥମ ସାକ୍ଷାତ ହୋଇଥିଲା ଓ ତାଙ୍କର ଅସାଧାରଣ ପ୍ରତିଭା ବିଷୟରେ ଜାଣିବାକୁ ପାଇଥିଲି।
Jay Debaprasad
ମୋ ଓଡ଼ିଶା ,ଜୟ ଯବାନ ଜୟ କିଶନ।
Honest officer
ସାର ପାଣ୍ଡୁ ବାବୁଙ୍କୁ ଜଣାଇଥିଲେ? ସେ ତ ପାନ୍ଦରା ଦିନରେ ସମାଧାନ କରିପାରି ଥାନ୍ତେ। ବଡ କାଢ଼ୁଆ ଲୋକଟି ଥିଲେ।
Jay jagannath
ଏ ଶଳା ମଗିଆ ପାଣ୍ଡିଆ ର ଚାଲ୍ ଥିଲା ସବୁ
ଭଲ ଉପସ୍ଥାପନ କରାଯାଇଛି ଆଉ ଟିକିଏ ସମୟ ଦେଇଥିଲେ ଭଲ🙏
Manaranjan Babu ବିରୋଧ ଦଳ ପଛରେ କାହିଁକି ଲାଗିଛ ? ସରକାର କ'ଣ କରୁଛନ୍ତି ତାହା କୁହନ୍ତୁ। ସରକାର କ'ଣ ପ୍ରତିଶ୍ରୁତି ଦେଇଥିଲେ ତାହାରି ଉପରେ କୁହନ୍ତୁ ।
ଭାଷା ଚେହେରା ଠାଣି ମାଣି ୟାଙ୍କ ର ପ୍ରମାଣିତ କରୁଛି ଜଣେ ଜୋର୍ କାରୀ ପ୍ରଶାସନିକ ଅଧିକାରୀ ବୋଲି ନିଲମ୍ବିତ ହୋଇଥିଲେ ଆଉ ଏବେ ଠାରୁ ଆହୁରି ଅଧିକ ରୁ ଅଧିକ ପ୍ରମାଣିତ ହେବେ ଉଦ୍ଧତ ବୋଲି
❤❤❤❤Always🙏🙏🙏 welcome Sir I love my👔👔👔 india🇮🇳🇮🇳🇮🇳
Dharma ra jay hoichi sir
ଏମିତି ଅନ୍ୟାୟ କରିକି bjd ର ଆଜି ଏ ଅବସ୍ଥା😂
Apana Deba Bu Jane sachhot Officer. Apana Dr.SriRam Dasnka relation.Tenu Jagannath Pravu apanku sabubele Saha hebe.
This is mater of pathos. I am well experienced in such type of situations .
Old, is, gold, ancar