ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଜାହାର ଜମି ନାହିଁ କିନ୍ତୁ ସେ ୫ ଏକର ଚାଷ କରୁଛନ୍ତି ସେମାନେ କଣକରିଵେ
right bhai
Kichhi karibeni
right bai mu b 5 acore jomi koruchi
Vaga chasi re gana hybe
ସେମାନେ ଏଥିରେ ଭାଗ ନେଇ ପାରିବେ ନାହିଁ
ସରକାରଙ୍କ ଦ୍ୱାରାଏହା ଏକ ଭଲ ଚ଼ିନ୍ତାଧାରା ଏବଂ ଭଲ ପଦକ୍ଷେପ । ବର୍ତ୍ତମାନ ବହୁତ କିଛି କୃଷି ଯନ୍ତପାତି ସରକାରଙ୍କ ଦ୍ୱାରା ରିହାତି ମାଧ୍ୟମରେ ଚାଷି ମାନଙ୍କୁ ଦିଆଯାଉଛି ଏବଂ ସେଗୁଡିକ ଅତ୍ୟନ୍ତ ନିମ୍ନମାନର । ଏବଂ ବହୁତ କିଛି କୃଷି ଯାନ୍ତ୍ରପାତିର ମୁଲ୍ୟ ଅତ୍ୟଧିକ ହେତୁ ଚାଷି ମାନେ ସେ ସବୁ କ୍ରୟ କରିପାରୁନାହିଁନ୍ତି ଏବଂ ସେ ସବୁ ଯନ୍ତ୍ରପାତି ରେ ସରକାରି ରିହାତି ବହୁତ କମ୍ । ସରକାରଙ୍କ ବହୁତ ଯୋଜନା ଉପଯୁକ୍ତ ଚାଷିମାନଙ୍କର କାମରେ ଆସିପାରୁନି । ସରକାରଙ୍କ ଉଦ୍ଦେଶ୍ୟ ଭଲ ହେଇପାରେ କିନ୍ତ କାର୍ଯ୍ୟକାରି କରିବାରେ ସରକାର ବିଫଳ ।
🙏🙏
ଆମ area ରେ ଚାଷୀ ଭାଇ ମାନଙ୍କର ପଇସା brokers ମାନେ ହିଁ ଖାଉଛନ୍ତି ଆଉ ପଇସା ରେ ଶୋଉଛନ୍ତି। ଚାଷୀ ମାନଙ୍କର ପଟା ର copy ମାଗି ଚାଷୀ ଜାଣି ନ ଥିବା ଯୋଜନା ରେ apply କରି ସେଇଥିରୁ 50-100 ଟଙ୍କା ଧରାଇ 10000-30000 ଟଙ୍କା ପ୍ରତି ଚାଷୀ ରୁ ଖାଉଛନ୍ତି..... ଚାଷୀ କେବଳ ନିଜ କଷ୍ଟ ର ହିଁ ପଇସା ଖାଇପାରୁଛି..... ୟେ ପରି ଯୋଜନାରୁ ସବୁବେଳେ ବଞ୍ଚିତ ହୋଇ ରହୁଛି.... Govt. ର ସବୁ ଯୋଜନା ପଇସା ଡାଲାରି ମାନଙ୍କ ପାଖରେ... 😡😡😡😢😢😢
ଚାଷୀ ଏକ ଏତେ ବୋକା ନିଜ ଜମି ପଟ୍ଟା 50-100 ଟଙ୍କାରେ ଦେଇଦେଉଛନ୍ତି।ଯୋଜନା ରୁ ଲାଭ କେମିତି ପାଇବେ
Sir agaru jau manankar farmer id achi semane bi apply karibaku padiba ki
ଏହା ଅଲଗା ID, ସମସ୍ତେ apply କରନ୍ତୁ
ବହୁତ ଲୋକଙ୍କର ଜମି ନାହିଁ ସେମାନେ କୋଉଠୁ ଜମି ପଟା ଆଣିବେ କଣ କରିବେ. ସେଇଟା ସରକାର ଚିନ୍ତା କରିବା ଦରକାର
ଭୂମିହୀନ ଆବେଦନ କରି ପାରିବେ ନାହିଁ
Sir NAC re rahuthile haba ki
ସବୁ ସ୍ଥାନରେ ଚାଷୀ ପଞ୍ଜିକରଣ ହେବ
ସହରାଞ୍ଚଳ ରେ ଯେଉଁ ଚାଷ ଜମି ଅଛି ସେ ଚାଷୀମାନେ କେଉଁ ଠାରେ ପଞ୍ଜିକରଣ କରିବେ
Block କୃଷି ଅଧିକାରୀ ଙ୍କ ସହ ଯୋଗାଯୋଗ କରନ୍ତୁ
ଆଗରୁ ପଞି୍କରଣ କରିଥିବା ଚାଷୀ ଭାଇ ମାନକଂର ନୁଆ ପଞି କରଣ ହେବ କି ନାହିଁ।
ସମସ୍ତ ଚାଷୀ ଭାଇ ପଞ୍ଜିକରଣ କରିବେ
ଖାଲି ଭାଷଣ ଦେଇ ଚାଳି ଲେ ଆଜ୍ଞା,, କିଛି ଅସୁବିଧା କହିଲେ ନାହି,, ଜମି ପଟ୍ଟା ଏକ ଜୀମାଜି ଲି ଥିଲେ କଣ କରି ବେ ,, ନାମ ଯଦି ଆଧାର ସହ ଖାପ ଖାଉନି,କଣ ହେବ,,, ଜମି ପଟ୍ଟା ରେ ନାମ ଅଲଗା ଥିବ, ଆଧାର ରେ ଅଲଗା ଥିବ କଣ ହେବ, କହନ୍ତୁ,, ମୃତ certificate ନ ଥିବ କେମିତି ହେବା,,
ଆପଣ ବହୁତ୍ ଜନିଚନ୍ତି ଆପଣ ଟିକିଏ ଭାଷଣ ଦେଉନାହାନ୍ତି।କେତେ ଜ୍ଞାନ ଅଛି ଦେଖିବା।Video କୁ ଶେଷ ଯାଏଁ ଦେଖିଲେ ସିନା ଜାଣିବେଉପରୁ ଦେଖି comet କରନ୍ତୁ ନାହିଁ
Thanks sir.
ସମସ୍ତ ସୁବିଧା ପାଇବା ପାଇଁ ପଞ୍ଜିକରଣ କରନ୍ତୁ
Landles Pani kipari registered heba
Land less ଙ୍କର୍ ପଞ୍ଜିକରଣ ହେବ ନାହିଁ
Bhumihina nkara kn kariba
Jami jejebapa nka badavai nka nare ame bahare pai chashma karuchu patanahni
Sir aponkoro contac number deunahanti kanhiki?
jaharo 2 bhai and mother thibe tanka bapa nahanti se jami bapa and gosai maa naa re pata thibo tanke dui bahi alaga thibe 2 jana jako apply koribe ki bhaga banta kichi heini kipari hebo
Sir aponk number apon deiparibe ki?
Sir namaskar🙏, mango flower ku save kariba pain kou medicine spray kariba ? Sir pls reply karibe
Ethrel ଲିଟର ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
ok sir
Good evening sirGovt employee jadi chasa kariba & land thiba se ID kari pariba...??
ହଁ କରି ପାରିବେ
Thank you sir
Nij namare kete jamithiba darakar
Macha chasa upare gotey video heu
ନିଶ୍ଚିନ୍ତ
Sir Bapankara achhi pua ra habi ki nahi
ହେବ
Sir ebe jeu tali dhana pokeichi jaldi bada heba pai kan karibaku padiba
ତଳି ର 12-15 ଦିନରେ ଗୁଣ୍ଠ ପ୍ରତି 300-400gm Biovita Granule ସହିତ 500gm urea ପ୍ରୟୋଗ କରନ୍ତୁ
Sir mo jeje nka naa re pata achhi jeja death aau bapa b nahanti bou sabu jojana pauthila kmt apply karibu
ତହସିଲଦାର ଙ୍କ ସହ ଯୋଗାଯୋଗ କରନ୍ତୁ
Sir muga ra patra re kala kala spot vali heu6e kana dele vala heba
ମୁଗ ଫସଲରେ Anthracnose ରୋଗ ଲାଗିଲେ କଳା କଳା ଦାଗ ଦେଖାଯାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ Thiophenate methyl 70%WP lit ପ୍ରତି 1.5gm ବା Amistar top lit ପ୍ରତି 1ml ବାCymoxanil 8%+Mancozeb 64%WP ଲିଟର ପ୍ରତି 2.5 gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଆବଶ୍ୟକ ପଡିଲେ 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
@krushisampada thanks sir
Ehi farmer ID registration kebala PM kissan o CM kissan ru kichhi naa katibaa painee......
ଏହି ପଞ୍ଜିକରଣ କୃଷି ବିଭାଗ ରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ପାଇଁ
Nija namare pata nahi kemitihab
Tahasil ରେ ସଂଶୋଧନ ହେବ
Jau manankar ghara diha ki jami pata nahi kintu forest land re chasa Karuchhanti semanka byabasta kan.
Sir ehaku purusa ki mahila apply kariparibe kuhantu
ଘର ର ମୁଖ୍ୟ ଆବେଦନ କରିବେ
Online registration heipariba
ବର୍ତମାନ ହୋଇ ପାରିବ ନାହିଁ
aagar site ko thik kara khali jojana mala kariki munda garam karuchha
Sir, paribar samastinka na re jami achhi .samaste apply karibe
ପଟା ଅଲଗା କରି ଆବେଦନ କରିବେ
Sir online heipariba KO??
April ମାସରେ ହେବ
Bhag chasi kn karibe
ଡେଟ ସାଠିଵିକେଟ ଫ୍ରୀ ରେ ହେବା କି
Free ରେ କିଛି ହେବ ନାହିଁ
Sir hibrid mooga mote darkar thila
Online ରେ ମାଗନ୍ତୁ
Ligal heair certificate hobo ki
ହଁ ହେବ
ମୋ ଜେଜେ ବାପାଙ୍କ ନାମରେ ପଟା ଅଛି l ସେ ମରିବାର 30-40 ବର୍ଷ ହେଲାଣି l ମୃତ୍ୟୁ ପ୍ରମାଣ ପତ୍ର ଓ ଉତ୍ତରାଧିକାରୀ ପ୍ରମାଣ ପତ୍ର ଆଣିବୁ କୋଉଠୁ...... ଦୟାକରି ଜଣେଇବେ କି ଆଉ କି ଉପାୟ ଅଛି
ବାପା ଶଯ୍ଯାଶାୟୀ ଆମେ ଦୁଇଭାଈ ଆମେ ରେଜିଷ୍ଟ୍ରେସନ କରି ପାରିବୁ ନା ନାହିଁ ।।
ଜୟ କିଷାନ୍
Online heuchi ki
ନା
Sar🙏sata. Katha.
Sir mu chasa karuchi kintu ,sarakaranka pm kissan ki cm kissan tanka paunahin,kintu jemane chasa karunahanti semane sabu subidha pauchanti
ଏଥର ପାଇବେ
Bhaga chasi kemti karibe
ଭାଗ ଚାଷୀ କରି ପାରିବେ ନାହିଁ
Ors sansodhana pain ta samaya lagiba
ତହସିଲଦାର କରିବେ
ସାର୍ ମୋର ଗୋଟିଏ ଅନୁରୋଧ କି ଆମେ ଏ ବର୍ଷର ଧାନ ଆସନ୍ତା ବର୍ଷ ବିହନ ହବକି ଚାଷ ପାଇଁ ଧାନ କରିଛ ବିହନ କେମିତି ରଖାଯାଏ ତା'ଉପରେ ଭିଡିଓ କରନ୍ତୁ
sir..site ତ ଖୋଲୁ ନାହିଁ
ବର୍ତମାନ ପଞ୍ଚାୟତ ସ୍ତରରେ ପଞ୍ଜିକରଣ ହେବ
ସ୍ବାମୀ ମୃତ ସ୍ବାମୀ ନାମରେ ଜମି ସ୍ତ୍ରୀ ପାଇବ କି ନାହିଁ, ଏବଂ କଣ ଡକ୍ଟୁମେଣ୍ଟ ଦରକାର
Death certificate ଦେବେ
Kan dele desi kukuda jaldi badhi be
Block Veterinary officer ଙ୍କ ସହ ଯୋଗାଯୋଗ କରନ୍ତୁ
Gaham,farmig,babadare,kuha tu
ଆମର ଆଈଡି ଅଛି ଶାର ଅଉ ନୁଆ କରିବାକୁ ହେବ
Bhagwat Aacharya College Ranchi
Jou jaga re ghara heijaichhi
.ଆଜ୍ଞା ମୋ ବାପାଙ୍କ ନାଁରେ ଜମୀ କିନ୍ତୁ ଅଲଗା ଗାଁ ରେ ଅଛି କରିହେବ କେମିତି
Hi
ଜାହାର ଜମି ନାହିଁ କିନ୍ତୁ ସେ ୫ ଏକର ଚାଷ କରୁଛନ୍ତି ସେମାନେ କଣକରିଵେ
right bhai
Kichhi karibeni
right bai mu b 5 acore jomi koruchi
Vaga chasi re gana hybe
ସେମାନେ ଏଥିରେ ଭାଗ ନେଇ ପାରିବେ ନାହିଁ
ସରକାରଙ୍କ ଦ୍ୱାରାଏହା ଏକ ଭଲ ଚ଼ିନ୍ତାଧାରା ଏବଂ ଭଲ ପଦକ୍ଷେପ । ବର୍ତ୍ତମାନ ବହୁତ କିଛି କୃଷି ଯନ୍ତପାତି ସରକାରଙ୍କ ଦ୍ୱାରା ରିହାତି ମାଧ୍ୟମରେ ଚାଷି ମାନଙ୍କୁ ଦିଆଯାଉଛି ଏବଂ ସେଗୁଡିକ ଅତ୍ୟନ୍ତ ନିମ୍ନମାନର । ଏବଂ ବହୁତ କିଛି କୃଷି ଯାନ୍ତ୍ରପାତିର ମୁଲ୍ୟ ଅତ୍ୟଧିକ ହେତୁ ଚାଷି ମାନେ ସେ ସବୁ କ୍ରୟ କରିପାରୁନାହିଁନ୍ତି ଏବଂ ସେ ସବୁ ଯନ୍ତ୍ରପାତି ରେ ସରକାରି ରିହାତି ବହୁତ କମ୍ । ସରକାରଙ୍କ ବହୁତ ଯୋଜନା ଉପଯୁକ୍ତ ଚାଷିମାନଙ୍କର କାମରେ ଆସିପାରୁନି । ସରକାରଙ୍କ ଉଦ୍ଦେଶ୍ୟ ଭଲ ହେଇପାରେ କିନ୍ତ କାର୍ଯ୍ୟକାରି କରିବାରେ ସରକାର ବିଫଳ ।
🙏🙏
ଆମ area ରେ ଚାଷୀ ଭାଇ ମାନଙ୍କର ପଇସା brokers ମାନେ ହିଁ ଖାଉଛନ୍ତି ଆଉ ପଇସା ରେ ଶୋଉଛନ୍ତି। ଚାଷୀ ମାନଙ୍କର ପଟା ର copy ମାଗି ଚାଷୀ ଜାଣି ନ ଥିବା ଯୋଜନା ରେ apply କରି ସେଇଥିରୁ 50-100 ଟଙ୍କା ଧରାଇ 10000-30000 ଟଙ୍କା ପ୍ରତି ଚାଷୀ ରୁ ଖାଉଛନ୍ତି.....
ଚାଷୀ କେବଳ ନିଜ କଷ୍ଟ ର ହିଁ ପଇସା ଖାଇପାରୁଛି..... ୟେ ପରି ଯୋଜନାରୁ ସବୁବେଳେ ବଞ୍ଚିତ ହୋଇ ରହୁଛି....
Govt. ର ସବୁ ଯୋଜନା ପଇସା ଡାଲାରି ମାନଙ୍କ ପାଖରେ... 😡😡😡😢😢😢
ଚାଷୀ ଏକ ଏତେ ବୋକା ନିଜ ଜମି ପଟ୍ଟା 50-100 ଟଙ୍କାରେ ଦେଇଦେଉଛନ୍ତି।ଯୋଜନା ରୁ ଲାଭ କେମିତି ପାଇବେ
Sir agaru jau manankar farmer id achi semane bi apply karibaku padiba ki
ଏହା ଅଲଗା ID, ସମସ୍ତେ apply କରନ୍ତୁ
ବହୁତ ଲୋକଙ୍କର ଜମି ନାହିଁ ସେମାନେ କୋଉଠୁ ଜମି ପଟା ଆଣିବେ କଣ କରିବେ. ସେଇଟା ସରକାର ଚିନ୍ତା କରିବା ଦରକାର
ଭୂମିହୀନ ଆବେଦନ କରି ପାରିବେ ନାହିଁ
Sir NAC re rahuthile haba ki
ସବୁ ସ୍ଥାନରେ ଚାଷୀ ପଞ୍ଜିକରଣ ହେବ
ସହରାଞ୍ଚଳ ରେ ଯେଉଁ ଚାଷ ଜମି ଅଛି ସେ ଚାଷୀମାନେ କେଉଁ ଠାରେ ପଞ୍ଜିକରଣ କରିବେ
Block କୃଷି ଅଧିକାରୀ ଙ୍କ ସହ ଯୋଗାଯୋଗ କରନ୍ତୁ
ଆଗରୁ ପଞି୍କରଣ କରିଥିବା ଚାଷୀ ଭାଇ ମାନକଂର ନୁଆ ପଞି କରଣ ହେବ କି ନାହିଁ।
ସମସ୍ତ ଚାଷୀ ଭାଇ ପଞ୍ଜିକରଣ କରିବେ
ଖାଲି ଭାଷଣ ଦେଇ ଚାଳି ଲେ ଆଜ୍ଞା,, କିଛି ଅସୁବିଧା କହିଲେ ନାହି,, ଜମି ପଟ୍ଟା ଏକ ଜୀମାଜି ଲି ଥିଲେ କଣ କରି ବେ ,, ନାମ ଯଦି ଆଧାର ସହ ଖାପ ଖାଉନି,କଣ ହେବ,,, ଜମି ପଟ୍ଟା ରେ ନାମ ଅଲଗା ଥିବ, ଆଧାର ରେ ଅଲଗା ଥିବ କଣ ହେବ, କହନ୍ତୁ,, ମୃତ certificate ନ ଥିବ କେମିତି ହେବା,,
ଆପଣ ବହୁତ୍ ଜନିଚନ୍ତି ଆପଣ ଟିକିଏ ଭାଷଣ ଦେଉନାହାନ୍ତି।
କେତେ ଜ୍ଞାନ ଅଛି ଦେଖିବା।
Video କୁ ଶେଷ ଯାଏଁ ଦେଖିଲେ ସିନା ଜାଣିବେ
ଉପରୁ ଦେଖି comet କରନ୍ତୁ ନାହିଁ
Thanks sir.
ସମସ୍ତ ସୁବିଧା ପାଇବା ପାଇଁ ପଞ୍ଜିକରଣ କରନ୍ତୁ
Landles Pani kipari registered heba
Land less ଙ୍କର୍ ପଞ୍ଜିକରଣ ହେବ ନାହିଁ
Bhumihina nkara kn kariba
Jami jejebapa nka badavai nka nare ame bahare pai chashma karuchu patanahni
Sir aponkoro contac number deunahanti kanhiki?
jaharo 2 bhai and mother thibe tanka bapa nahanti se jami bapa and gosai maa naa re pata thibo tanke dui bahi alaga thibe 2 jana jako apply koribe ki bhaga banta kichi heini kipari hebo
Sir aponk number apon deiparibe ki?
Sir namaskar🙏, mango flower ku save kariba pain kou medicine spray kariba ? Sir pls reply karibe
Ethrel ଲିଟର ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
ok sir
Good evening sir
Govt employee jadi chasa kariba & land thiba se ID kari pariba...??
ହଁ କରି ପାରିବେ
Thank you sir
Nij namare kete jamithiba darakar
Macha chasa upare gotey video heu
ନିଶ୍ଚିନ୍ତ
Sir Bapankara achhi pua ra habi ki nahi
ହେବ
Sir ebe jeu tali dhana pokeichi jaldi bada heba pai kan karibaku padiba
ତଳି ର 12-15 ଦିନରେ ଗୁଣ୍ଠ ପ୍ରତି 300-400gm Biovita Granule ସହିତ 500gm urea ପ୍ରୟୋଗ କରନ୍ତୁ
Sir mo jeje nka naa re pata achhi jeja death aau bapa b nahanti bou sabu jojana pauthila kmt apply karibu
ତହସିଲଦାର ଙ୍କ ସହ ଯୋଗାଯୋଗ କରନ୍ତୁ
Sir muga ra patra re kala kala spot vali heu6e kana dele vala heba
ମୁଗ ଫସଲରେ Anthracnose ରୋଗ ଲାଗିଲେ କଳା କଳା ଦାଗ ଦେଖାଯାଏ।ଏହାକୁ ନିୟନ୍ତ୍ରଣ କରିବା ପାଇଁ
Thiophenate methyl 70%WP lit ପ୍ରତି 1.5gm ବା Amistar top lit ପ୍ରତି 1ml ବା
Cymoxanil 8%+Mancozeb 64%WP ଲିଟର ପ୍ରତି 2.5 gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଆବଶ୍ୟକ ପଡିଲେ 7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
@krushisampada thanks sir
Ehi farmer ID registration kebala PM kissan o CM kissan ru kichhi naa katibaa painee......
ଏହି ପଞ୍ଜିକରଣ କୃଷି ବିଭାଗ ରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା ପାଇଁ
Nija namare pata nahi kemitihab
Tahasil ରେ ସଂଶୋଧନ ହେବ
Jau manankar ghara diha ki jami pata nahi kintu forest land re chasa Karuchhanti semanka byabasta kan.
Sir ehaku purusa ki mahila apply kariparibe kuhantu
ଘର ର ମୁଖ୍ୟ ଆବେଦନ କରିବେ
Online registration heipariba
ବର୍ତମାନ ହୋଇ ପାରିବ ନାହିଁ
aagar site ko thik kara khali jojana mala kariki munda garam karuchha
Sir, paribar samastinka na re jami achhi .samaste apply karibe
ପଟା ଅଲଗା କରି ଆବେଦନ କରିବେ
Sir online heipariba KO??
April ମାସରେ ହେବ
Bhag chasi kn karibe
ଡେଟ ସାଠିଵିକେଟ ଫ୍ରୀ ରେ ହେବା କି
Free ରେ କିଛି ହେବ ନାହିଁ
Sir hibrid mooga mote darkar thila
Online ରେ ମାଗନ୍ତୁ
Ligal heair certificate hobo ki
ହଁ ହେବ
ମୋ ଜେଜେ ବାପାଙ୍କ ନାମରେ ପଟା ଅଛି l ସେ ମରିବାର 30-40 ବର୍ଷ ହେଲାଣି l ମୃତ୍ୟୁ ପ୍ରମାଣ ପତ୍ର ଓ ଉତ୍ତରାଧିକାରୀ ପ୍ରମାଣ ପତ୍ର ଆଣିବୁ କୋଉଠୁ......
ଦୟାକରି ଜଣେଇବେ କି ଆଉ କି ଉପାୟ ଅଛି