We the people of Bargarh are really lucky to have a great actor and talented person like him. In my opinion, he is the greatest and most knowledgeable Kansa of all time in Bargarh.
Ati sundar❤❤❤,, wao ki manoranjan.. Bahut Bahut dhanyavaad argus news ku.. Jaha hou pashchi m odisha ra cultural ku upasthapana kari thibaru. Very nice❤❤❤❤❤
Excellent Kansa Maharaj. You are the right person to get the role. Your thoughts are highly regarded. The best looking person, the best thinking person, knowledge, art, attitude feelings and role is, I think, has been chosen by the Judges. Thanks Judges. Utkal ra mahanata present karibaku emiti Adhyatmya jnana thiba lokanku puraskaar deba uchit.
First time gote odia news ku subscribe karibaku ichha hela and valid jinisa kichhi dekhibaku miluchhi... all time sangram sir rock on his journalism just love it sir...❤❤❤❤❤❤❤
heartly thanks to argus podcast..(sangram sir) apan western odisha ra lok manku bahut bhal pauchan #laxanbag #niharmahanand #drjitendraharipal #manojmishra ku invite karle next dr,haldharnag& jogeshjojo & umakantbarik & human sagar & mantu chhuria nku bi invite hau &
Aji kansa maharaja nku dekhi bahut khusi lagila tanka patiru madhura kathare kana pabitra heigala jay shree Krishna 🙏 sangram sir apananku mora request ki Ganjam ra ghare ghare parichita shantosh kumar padhi nku podcast re nimantran karantu please sir request rahila
ବାଃ ବାଃ ଓଡ଼ିଆର ଭାଷାରେ କି ସୁନ୍ଦର ପୌରାଣିକ ସଂଳାପ, ଶୁଣି ଦ୍ଵାପର ଯୁଗକୁ ଫେରିଗଲା ଭଳି ମନେ ହେଉଛି।
ଧନ୍ୟବାଦ କଳାକାର ମାନଙ୍କୁ।🙏
ବାଃ ଅତିସୁନ୍ଦର , ନିଶ୍ଚିତ କଂସ ଜ୍ଞାନୀ ଥିଲା
କଂସ ମହାରାଜ ବାସ୍ତବରେ ଅଦ୍ଭୁତ । ଜ୍ଞାନୀ ଓ ଗୁଣି ମଧ୍ୟ । ସମ୍ବଲପୁରୀ ରେ ହେଉ କି ଓଡ଼ିଆ ଭାଷା ରେ ହେଉ ଅତି ଉତ୍ତମ ସଂଳାପ ର ପରିଚାଳନା ଦେଖିବାକୁ ମିଳିଲା । ଅତି ସୁନ୍ଦର।
ବହୁତ ବଢ଼ିଆ ସଂଗ୍ରାମ ବାବୁ ଆପଣଙ୍କ ସବୁ pordcast ବହୁତ ଭଲ ଲାଗୁଛି
Thank you
ମୁଁ ବାଲେଶ୍ୱର ରୁ ଆସିଛି ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ,କଂସ ମହାରାଜ ଙ୍କ ଜୀବନ୍ତ ଅଭିନୟ ମାଧ୍ୟମରେ ନେତା ମନ୍ତ୍ରୀ ଙ୍କୁ ଆଦେଶ ଦେଇ ବରଗଡ଼ ଅଂଚଳ କୁ ବିକାଶ ପଥରେ ଅଗ୍ରସର କରାଇବା ପ୍ରୟାସ କୁ ମୁଁ ସାଧୁବାଦ ଜଣାଉଛି ଏହି ମେଳା ଏକ ସ୍ୱତନ୍ତ୍ର ସୁସ୍ଥ ପରମ୍ପରା
ବରଗଡ କୁ ଆପଣଂକୁ ବହୁତ ବହୁତ ସ୍ୱାଗତ ଆଜ୍ଞା
Welcome to bargarh
ବରଗଡ ଆସିଥିବାରୁ ଆପଣଙ୍କୁ ସ୍ଵାଗତ
ବହୁତ ସୁନ୍ଦର୍ ଆରଗସ୍ ଟିଭି ଙ୍କୁ ଆମ ବିଶ୍ୱ ପ୍ରସିଧ୍ ଧନୁଯାତ୍ରା ମହାରଜ୍ କଂସ ଙ୍କୁ ସହିତ କିଛି ଟିଭି ରେ ଆଣି ଲୋକଙ୍କ ପାଖକୁ ପହଞ୍ଚାଇ ଥିବା ରୁ ବହୁତ ବହୁତ ଧନ୍ୟବଦ୍ ❤🙏
ସଂଗ୍ରାମ ବାବୁଙ୍କ ଉପସ୍ଥାପନା ଓ ପ୍ରଶ୍ନ ପଚାରିବା ର ଶୈଳୀ ବହୁତ ଭଲ ଲାଗେ🎉🎉
ଆମ ଓଡିଶା ର ପର୍ବ ପର୍ବାଣି ଓ କଳା,ସଂକୃତି ଅତି ସୁନ୍ଦର ❤️❤️❤️
Thik katha ❤
Apananku❤ru🙏👣💐apana hin real actor.
ବହୁତ ସୁନ୍ଦର ଉପସ୍ଥାପନା ଓ ଆଲୋଚନା । Next କେବେ ପଦ୍ମଶ୍ରୀ ହଳଧର ନାଗ ଙ୍କୁ ସୁଯୋଗ ଦେଲେ
ଭଲ ହୁଅନ୍ତା
ସଂଗ୍ରାମ ସାରଙ୍କ ଉପସ୍ଥାପନା ଓ ପ୍ରଶ୍ନ ପଚାରିବାର ଶୈଳୀବହୁତ୍ ସୁନ୍ଦର ❤ସାର ଆପଣଙ୍କୁ କୋଟି କୋଟି ପ୍ରଣାମ❤
ସଂଗ୍ରାମ ଭାଇ କେତେ ଭଲ କଥା ଶିଖିବାକୁ ମିଳୁଛି ଆପଣଙ୍କ ପ୍ରଶ୍ନରୁ🙏🙏
ଏହି କଂସଙ୍କର ଅଗାଧ ପାଣ୍ଡିତ୍ୟ , ଉପସ୍ଥିତ ବୁଦ୍ଧି , ସାକ୍ଷାତକାର କୁ ବୁଝାଇବା ତରିକା , ବହୁତ ବଢିଆ, ସେ ଆସନ୍ତା ବର୍ଷ ମଧ୍ୟ କଂସ ଭୂମିକାରେ ଦେଖିବାକୁ ଚାହୁଁ
ଵରଗଡ ଧନୁ ଯାତ୍ରା କଂସ ଭୁମିକା ଶେଷ ଅଭିନୟ କରି ଧନ୍ଯବାଦ
ବହୁତ ବଡ଼ ଉପସ୍ଥାପନା ଏତେ ସୁନ୍ଦର ଜ୍ଞାନ ଏତେ ସୁନ୍ଦର ହେଇଛି ଆଜ୍ଞା ଏତେ ଜ୍ଞାନ ପାଇ ଥିବାରୁ ମୁଁ ଆପଣ ଙ୍କୁ ଆଉ ଆପଣ ଙ୍କୁ କୋଟି କୋଟି ପ୍ରଣାମ କରୁ ଅଛି ଯିଏ ଦେଖିବ ଆଉ ଏତେ ବଡ଼ କଥା ଜାଣି ପାରିବା ପାଈଁ ଅନେକ ଗ୍ରନ୍ଥ ପଢିବାକୁ ପଡ଼ିବା କୁ ଅନେକ ସମୟ ଲାଗି ଯିବ ହେଲେ ଏତେ ସୁନ୍ଦର ଉପସ୍ଥାପନା ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଛି
ଓଡ଼ିଆ ଭାଷାରେ ଏହି ସାକ୍ଷାତ୍କାର ଅତ୍ୟନ୍ତ ଶିକ୍ଷାପ୍ରଦ । ଏଥି ପାଇଁ ଉଭୟଙ୍କୁ ଆମର ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛୁ ।
ସଂଗ୍ରାମ sir ଙ୍କର ବାକ୍ୟ ଗୁଡିକ ଅତ୍ୟନ୍ତ ସୁଖ ପ୍ରଦତ୍ତ
Thank you
@@Argusdigital.official 🥰🥰
ସଂଗ୍ରାମ sir ଙ୍କ ଉପସ୍ଥାପନା ଶୈଳୀ ଅତି ଉଚକୋଟିର ଦେଖିବାକୁ ବହୁତ ସୁନ୍ଦର ଲାଗେ 🎉🎉🎉
Bah Bhubaneswar Padhan
ସଂଗ୍ରାମ ବାବୁ ଆପଣଙ୍କ ପ୍ରଶ୍ନ ପଚାରିବା ଶୈଳୀ ବହୁତ ଭଲ । ଆପଣଙ୍କ କାର୍ଯ୍ୟକ୍ରମ ଜାରି ରଖନ୍ତୁ, ଧନ୍ୟବାଦ,....
Thank you so much Argus podcast and Sangram sir ehi karyakram bahut bhal laguchhi , emiti jari rahu ,,,
ଅନେକ ଅନେକ ଧନ୍ୟବାଦ Argus podcast 🙏🙏 ବହୁତ୍ ସୁନ୍ଦର୍ ସୁନ୍ଦର୍ କଥା କୁ ଉପସ୍ଥାପନା କରୁଛନ୍ତି
Thank you
ମହାରାଜ ବହୁତ ବଡ ଜ୍ଞାନୀ ଅଟନ୍ତି. ଜୟ ଶ୍ରୀକୃଷ୍ଣ.। 🙏🙏🙏🙏🙏
ବହୁତ ଭଲ ଲାଗିଲା ଏମିତି ଏକ ବିଷୟ। ଦୟାକରି ଏହି ପରି ଆହୁରି ବିଷୟ ଆଣନ୍ତୁ, ଆମ ହଜି ଯାଉଥିବା ସଂସ୍କୃତି କୁ ଆମେ ପୁଣି ଥରେ ବଞ୍ଚିବାକୁ ଚାହୁଁ 🙏🧿
Thank you
Sangram sir first Bargarh Asithibe bodhe ..Wel come...🎉🎉 sir
🌅ବହୁତ ସୁନ୍ଦର ଲାଗିଲା podcast ଆସି ଆମ କଂସ ମହାରାଜାଙ୍କର ଜୟ ହୋ 🙏 ଏମିତି କଳିଯୁଗ ର ମାନବ ମାନଙ୍କୁ ସତ ଜ୍ଞାନ ସତ ବୁଦ୍ଧି ଦିଅନ୍ତୁ 🙏 ବରଗଡ଼ ଜିଲ୍ଲାର ଯେତ ଧନୁଯାତ୍ରା କଳାକାର ମାନଙ୍କୁ କୋଟି କୋଟି ପ୍ରଣାମ 🙏🌅ଜୟ ଜଗନ୍ନାଥ🏹🌅 ଜୟ ଶ୍ରୀ ରାମ 🙏ଜୟ ମାଁ ସମଲେଶ୍ଵରୀ 🙏 ଜୟ ମାଁ ମାଣିକେଶ୍ବରୀ 🙏🙏🙏🙏🙏🙏🔱🔱🔱🐚🐚🐚🌺🌺🌺🕯️🕯️🕯️
Thank you
Nice discussion about kansha ... I got knowledge more about kansha
Thank you
Me too
ଆଜିର episode ବହୁତ ସୁନ୍ଦର ଲାଗିଲା ❤ଆଉ କଂସ ମହାରାଜଙ୍କୁ ବି ଦେଖିକି ❤ବହୁତ୍ ସୁନ୍ଦର୍ କଥା କହିଲେ ❤
We the people of Bargarh are really lucky to have a great actor and talented person like him. In my opinion, he is the greatest and most knowledgeable Kansa of all time in Bargarh.
ସତରେ କଂସ ମହାରାଜ ବହୁତ ଜ୍ଞାନୀ ଥିଲେ.... ଆଜିର ପୋଡ଼କାଷ୍ଟ ବହୁତ ଉଚ୍ଚକୋଟୀର ହୋଇଛି କାରଣ କଂସ ମହାରାଜ ଙ୍କ ଉପରେ ଆମର ଯୋଉ ଭୁଲ ଧାରଣା ଥିଲା ନିଶ୍ଚୟ ତାହା ଆଜି ଯୋଉ ମାନେ ଏଇ ପୋଡକାଷ୍ଟ ଦେଖିଥିବେ ସେ ଧାରଣା ଦୂରୀଭୀତ ହେଇଥିବ. କଂସ ମହାରାଜ ଙ୍କୁ ଅଶେଷ ଅଶେଷ ପ୍ରଣାମ 🙏🙏🙏🙏🙏🙏🌹🌹🌹🌹ସଂଗ୍ରାମ ବାବୁ ଆପଣ ଙ୍କୁ ଧନ୍ୟବାଦ ଏଭଳି ସୁନ୍ଦର ଉପସ୍ଥାପନା ପାଇଁ 🙏🙏🙏🙏🙏🌹🌹🌹🌹
UNIQUE podcast , interview is very much interested , RESPECT TO BOTH of U
Thank you
ବହୁତ୍ ସୁନ୍ଦର୍ କଂସ ଙ୍କ ଜ୍ଞାନ 🙏🙏ଧନ୍ୟବାଦ୍ argus news
ସଂଗ୍ରାମ sir ଗୋଟିଏ ଚାଷୀ ଙ୍କୁ podcast ଡାକନ୍ତୁ
ଏକ ଗରିବ ଚାଷୀ କୁ ଡାକିବା ଦରକାର। ତାର ସୁବିଧା ଅସୁବିଧା ବୁଝିବା ଦରକାର ।
ତୁ ବହୁତ ଜ୍ଞାନୀ ଲାଗୂଛୁ, ଆଛା କହିଲୁ ପୁଅ ଓଡ଼ିଶାରେ ଲକ୍ଷ ଲକ୍ଷ ଚାଷୀ ଅଛନ୍ତି, ଚାଷ କାର୍ଯ୍ୟରେ ସୁନାମୀ ଆଣିଥିବା କିମ୍ବା ସେ ଉପରେ ତର୍ଜମା କରୁଥିବା ଗୋଟିଏ କୃଷକ ର ନାମ କହ, ତେବେ ଯାଇ ସଂଗ୍ରାମ ବାବୁ ତାଙ୍କୁ ନିମନ୍ତ୍ରଣ କରିବେ..
ଏ ପ୍ରୋଗ୍ରାମ ରେ ପ୍ରତ୍ୟେକ ବିଭାଗର ଲୋକଙ୍କୁ ନିମନ୍ତ୍ରଣ କରାଯାଏ, ଯୋଉଁମାନେ ଆସୁଛନ୍ତି, ସେମାନଙ୍କ ନିଜସ୍ୱ ଗୋଟିଏ ପରିଚୟ ଥାଏ..
ମୁଁ ଜାଣିଛି କୃଷକ ହଉଛି ଆମ ଦେଶ ଆଉ ରାଜ୍ୟର ମେରୁଦଣ୍ଡ, ତାବୋଲି ସଂଗ୍ରାମ ବାବୁ ଓଡିଶାର ସବୁ ଚାଷୀଙ୍କୁ ଡାକିବେନା କଣ ???
ଜଣଙ୍କ ନାମ କହ, ଯିଏକି କୃଷି କାର୍ଯ୍ୟରେ ସୁନାମୀ ଅର୍ଜନ କରିଥିବ କିମ୍ବା ଲୋକମାନେ ତାଙ୍କୁ ଆଗରୁ ଜାଣିଥିବେ..
ରାଜା କଂସ ଅତ୍ୟାଚାରୀ ନୁହେଁ, ଜଣେ
କୃଷ୍ଣଭକ୍ତ ।
Bhubaneswar padhan 🙏❤️🚩🇮🇳🙏 king of odisha no 1 konsho👍🎂💪 Jay kashol 💪🚩👍
ସଂଗ୍ରାମ ବାବୁ ଆପଣଙ୍କର ଦେଖିଥିବା ପ୍ରତ୍ୟେକଟି ପୋଡକ୍ୟାଷ୍ଟ ମଧ୍ୟରୁ ଏହା ଅନ୍ୟତମ, ବହୁତ୍ କିଛି କଂସ ମହାରାଜ ବିଷୟରେ ଜାଣିବାକୁ ପାଇଲୁ l
ପ୍ରଧାନ ଆଜ୍ଞା ଆପଣଙ୍କ କଥା ଶୁଣି ମନେ ହେଉଛି କି ପୁରାଣ କଥା ଶୁଣିବାକୁ. ଆପଣ ବହୁତ ଜ୍ଞାନୀ ଆଜ୍ଞା ଆପଣଙ୍କୁ କୋଟି କୋଟି 🙏🙏🙏🙏
ଆଖିରୁ ଲୁହ ବାହାରି ଗଲା 🙏 ଏତେ ସୁନ୍ଦର ଓ ଚମତ୍କାର 🙏
ଅତି ସୁନ୍ଦର.. ଅତି ଚମତ୍କାର ଅଭିନୟ ମହାରାଜ ଙ୍କ ର...
ସଂଗ୍ରାମ ସର୍, ବହୁତ ସୁନ୍ଦର ଲାଗିଲା ଉପସ୍ଥାପନା। କଂସ ରାଜା ଙ୍କୁ ମୋର ପ୍ରଣାମ।
ବହୁତ ଭଲ ପଦକ୍ଷେପ ଏଭଲି ନିଉଜ୍ ଦେଖାଉ ଥିବାରୁ❤❤❤
Thank you
Speechless... Bahut bahut thanks kansa maharaj.. Bahut gyana dele...
Argus tim କୁ ବହୁତ ବହୁତ ଧନ୍ୟବାଦ.. 🙏 ହେଲେ ଆଉ ଗୋଟେ କଥା କଂସ ମହାରାଜା ଙ୍କୁ argus news ତରଫ ରୁ କିଛି ଭେଟି( gift ) ବା ସାମାନ୍ନୀତ କରିବାର thila
Ohh my God. Super wisdom from kansa bhubaneswar pradhan...❤❤❤jay shree krishna
Ati sundar❤❤❤,, wao ki manoranjan.. Bahut Bahut dhanyavaad argus news ku.. Jaha hou pashchi m odisha ra cultural ku upasthapana kari thibaru. Very nice❤❤❤❤❤
ଅଗ୍ରସ ଚାନେଲ କୁ ବହୁତ ବହୁତ ଧନ୍ୟବାଦ ଆଉ ଶୁଭେଚ୍ଛା 🙏
Excellent Kansa Maharaj. You are the right person to get the role. Your thoughts are highly regarded. The best looking person, the best thinking person, knowledge, art, attitude feelings and role is, I think, has been chosen by the Judges. Thanks Judges. Utkal ra mahanata present karibaku emiti Adhyatmya jnana thiba lokanku puraskaar deba uchit.
I agree
First time gote odia news ku subscribe karibaku ichha hela and valid jinisa kichhi dekhibaku miluchhi... all time sangram sir rock on his journalism just love it sir...❤❤❤❤❤❤❤
Odia bhari badhiya. Kansa Maharaj bhari badhiya. Deep regards heartfelt regards to the Judges. Your righteous decision made Odisha proud.
ପଦ୍ମଶ୍ରୀ ହଳଧର ନାଗ ଙ୍କୁ ଥରେ ଡାକନ୍ତୁ ସାର୍
Correct
Right
ନିଶ୍ଚୟ
Right
ସେଇଟା ଗୋଟାଏ ମୂର୍ଖ ।
ବହୁତ୍ ସୁନ୍ଦର୍ ଉପସ୍ଥାପନ ସାର୍। କିଛି ନୂତନ ତଥ୍ୟ ଜାଣିବାର ସୁଯୋଗ ମିଳିଲା । 😊
ଅତି ସୁନ୍ଦର ପୈାରାଣିକ କଥା ଗୁଡିକୁ ବର୍ଣ୍ଣନା କରିଥିବାରୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କଂସ ମହାରାଜାଙ୍କୁ🙏🏻🙏🏻
Bahut sundar kansa maharaj nka katha jay jagannath❤🙏
Discussion is very nice and heart touching thank you so much 🙏🙏🙏
କଂସ ମହାରାଜଙ୍କ ଜୟ ହେଉ ❤🙏
ପଦ୍ମଶ୍ରୀ ହଳଧର ନାଗ ଙ୍କୁ ଥରେ ଡାକନ୍ତୁ ସାର୍ 🙏
Bahut sundar podcast. ❤❤
Thanks Argus news and Sangram babu.
ଶିକ୍ଷଣୀୟ ସାକ୍ଷାତକାର। ମହାରାଜ କଂସଙ୍କର ଜୟ। ତାଙ୍କର ପୌରାଣିକ ଜ୍ଞାନର ଗଭୀରତା ନାଟକୀୟ ଚରିତ୍ରକୁ ଆହୁରି ଉଜ୍ଜୀବିତ କରୁଛି ଏବଂ ତାଙ୍କର ବ୍ୟକ୍ତିତ୍ବ କଳାକାର ଭାବରେ ନିଶ୍ଚିତ ପ୍ରଶଂସଯୋଗ୍ୟ। ଧନ୍ୟବାଦ ଅରଗସ୍ ମିଡିଆ ।
ସଂଗ୍ରାମ ସାର ଜଣେ ଜ୍ଞାନୀ। ଛୋଟ ବେଳରୁ ତାଙ୍କ news ପଢା ବହୁତ ସୁନ୍ଦର ଲାଗେ। ପ୍ରଭୁ ଜଗନ୍ନାଥ ତାଙ୍କୁ ତଥା ତାଙ୍କ ପରିବାର ବର୍ଗ ର ସମସ୍ତ ସଦସ୍ଯଙ୍କୁ ସଦା ସର୍ବଦା ଖୁସି ରେ ରଖନ୍ତୁ❤ ସର୍ବାରିଷ୍ଟ ସୁଃ ଶାନ୍ତିର୍ ଭବତୁ ଜୟ ଜଗନ୍ନାଥ🙏🙏🙏❤❤❤
Odisha culture best in world 🌎.. i love my india and odisha 🎉🎉🎉🎉
କି ପ୍ରଶ୍ନ 0 କି ଉତ୍ତର ଦେଲେ କଂସ,ମହାରାଜା ଙ୍କ କୋଟି କୋଟି 🙏 🙏
Jai shree Krishna 🙏🙏🙏🙏🙏🙏🙏
Jai Kansamaharaj🙏💐💐💐💐💐💐💐
ବହୁତ୍ ବଢିଆ ଲାଗିଲା podcast ❤😊
Thank you
Mu kali Bargarh Dhanuyatra dekhi jaithili bahut bhalo lagila.mind blowing acting kansa Maharajankara.
The best actor : Bhubaneswar Pradhan ji ❤ Amazed by your personality and talkative influence
ହଳଧର ନାଙ୍କର ପୋଡକାଷ୍ଟ କରନ୍ତୁ ସଂଗ୍ରାମ ଆଜ୍ଞା ❤❤❤
ଭାଇନା ଗଞ୍ଜାମର ଗ୍ରାମ ଅଞ୍ଚଳର କିଛି କଳାକାରଙ୍କୁ podcast ଡାକନ୍ତୁ, ଯେଉଁ ମାନେ ଓଡ଼ିଆ ନାଟକ ପାଇଁ ଜୀବନ ବ୍ୟାପି ସାଧନା କରିଛନ୍ତି।
ଭାଈ ମୁଁ ବି ଗଞ୍ଜାମୀଆ, କିନ୍ତୁ ନିଜକୁ ଦୁଃଖ ଲାଗୁଛି..
ଗଞ୍ଜାମରେ ରାମାୟଣ ଆଉ ମହାଭାରତ ରେ କିଛି କାହାଣୀ ନାହିଁ, କେବଳ ଯୁଦ୍ଧ ହୁଏ, ବାଣ ଫୁଟାଫୁଟି ଶଗଡ଼ ଚକ ଟେକା ଟେକି ଏସବୁ..
ତାପରେ ଆସିବା ଭରାତଲୀଳା ପାଖକୁ, ଭାରତଲୀଳା ରେ ଯିଏ ଗାୟକ ଥାଏ, ସେ ଗଞ୍ଜାମ ର କିଛି ଗ୍ରାମରେ ପପୁଲାର ଥାଏ, ଓଡ଼ିଶାର ଅନ୍ୟ କୌଣସି ଜିଲ୍ଲା ଲୋକ ଜାଣିନଥିବେ..
Hn sir plz mo ganjam ru gote bhala kalakara ku dakantu
ସୁନ୍ଦର ପ୍ରଚେଷ୍ଟା ସଂଗ୍ରାମ ବାବୁ, ଏହା ସଦା ସର୍ବଦା ଯାରି ରହୁ। ଏମିତି ଆଗେଇ ଚାଲନ୍ତୁ ❤❤
I am from deogarh district ru,, I love my culture,,, pashchim odisha,,
Wah...bahut badhia lagila. Mahasayanku anek anek dhanyabaad. thank you sangram Babu
ଜୟ ଜଗନ୍ନାଥ ସଂଗ୍ରାମ ବାବୁ 🙏❤️
heartly thanks to argus podcast..(sangram sir)
apan western odisha ra lok manku bahut bhal pauchan
#laxanbag
#niharmahanand
#drjitendraharipal
#manojmishra
ku invite karle
next
dr,haldharnag&
jogeshjojo & umakantbarik & human sagar & mantu chhuria nku bi invite hau &
Manoj Mishra au Haldar Nag Nku Dakiba thik nuhe...Au se Jogesh Jojo bhi
Semane Odisha Nku bhangibaku chahunchhanti
ଜଣେ ଭଲ ପାଲା ଗାୟକଙ୍କୁ Podcast କୁ ଡାକନ୍ତୁ
Asithile purbaru 😂
Prahalad sahoo (odagaon)Nayagarh sankirtan gayak
Dekhile Sine Janbo Ho Nai Dekhi Kenta Kahuchha
Kichi sikhibaku hele pura dekha ❤❤❤
Tq ❤
Thank you
ପ୍ରଥମେ ଧନ୍ୟବାଦ ଜଣାଉଛେ ଆପଣଙ୍କର ଉପସ୍ଥାପନା ଏବଂ ବିଶ୍ୱ ପ୍ରସିଦ୍ଧ ଧନୁ ଯାତ୍ରା ବରଗଡ଼ ର କଂସ ଭୂମିକାରେ ଅଭିନୟ କରୁଥିବା ଶ୍ରୀଯୁକ୍ତ ଭୁବନେଶ୍ୱର ପ୍ରଧାନ( କଂସ ମହାରାଜ ) ତଥା ଆମ ପ୍ରଶାସନ ଓ ସମସ୍ତ ଅଞ୍ଚଳ ବାସି କଂ ସହଯୋଗର ବାର୍ତା
ଯୋଗାଉଥିବା ଧନୁ ଯାତ୍ରା କମିଟିର ଭୂମିକାକୁ ଓଡିଶା ରାଜ୍ୟର ପ୍ରଶଂସା ର ପାତ୍ର ଅଟନ୍ତି ! ମୋର ହୃଦୟକୁ ଛୁଇଲା ଭଳି କଂସ ମହାରାଜକଂ ବାର୍ତା (ଯୋଗ କରନ୍ତୁ ସୁସ୍ଥ ରୁହନ୍ତୁ )🙏"ହରି ଓମ "🙏
ବହୁତ ସୁନ୍ଦର ଉପସ୍ଥାପନା ଏବଂ ଆଲୋଚନା । Next କେବେ ପଦ୍ମଶ୍ରୀ ହଳଧର ନାଗ ଙ୍କୁ ସୁଯୋଗ ଦେଲେ ଭଲ ହୁଅନ୍ତା । 🙏🏻🙏🏻🙏🏻.
You are Great Sangram Sir❤
Thank you
Bahut badhia Bhubaneswar pradhan kansa maharaj🙏🥰
କଂସ ମହା ରାଜାଙ୍କୁ ମୋର ଗୋଟେ ପ୍ରଶ୍ନ ଦ୍ଵାପର ଯୁଗ ରେ ଶିବ ଧନୁ ଆସିଲା କୋଉଠୁ କାରଣ ତ୍ରେତୟା ଯୁଗରେ ସେଇ ଶିବ ଧନୁ ଶ୍ରୀ ରାମ ଚନ୍ଦ୍ର ଭାଙ୍ଗି ଦେଇଥିଲେ
ସଂଗ୍ରାମ Sir ପଦ୍ମଶ୍ରୀ ହଳଧର ନାଗ ଙ୍କୁ ଥରେ ଆପଣଙ୍କର podcast ରେ ଆଣିବେବୋଲି ଆମର ଆଶା 🙏 ଜୟ ମାଁ ସମଲେଇ From Balangir
ମୁଁ ଅନଗୁଳ ରୁ ଯାଇଥିଲି ଗତ କାଲି,ଦେଖିକି ଆସିଛି ଅଭିନୟ ଅତି ଚମତ୍କାର.
ଅତି ସୁନ୍ଦର ସାର ଆପଣଙ୍କ କହିବା ସଇଳି ବହୁତ ବଢିଆ
Aji kansa maharaja nku dekhi bahut khusi lagila tanka patiru madhura kathare kana pabitra heigala jay shree Krishna 🙏 sangram sir apananku mora request ki Ganjam ra ghare ghare parichita shantosh kumar padhi nku podcast re nimantran karantu please sir request rahila
ମାନନୀୟ ସାଂମ୍ବାଦିକଂକ ଛନ୍ଦ କପଟ ଭେଦ ବିଭେଦ କିଛି ନାହି
ସେ ଓଡିଶାଂକୁ ଓଡିଶା ବେ। ଲି ଭାବନ୍ତି
ଜୟ ମଥୁରାପତି କଂସ ମହାରାଜଂକ ଜୟହେଉ👏
ଜୟ ଶ୍ରୀ କୃଷ୍ଣ👏
Satare jau katha ame Jani nathilu sei katha aji janibaku paili satre kansa kete mahan thile❤🙏
Bahut badhiya podcast
Thank u sangram sir💓
Thank you
Kansa is great . No one can be compared with kansa .
Jaha hau maharaja kansa bahut intelligent
ସାର ଶାନ୍ତନୁ କୁମାର ଆଚାର୍ଯ୍ଯ କୁ ଡାକନ୍ତୁ ସାର୍
ସଂଗ୍ରାମ ସାର୍ ଙ୍କୁ ମୋର ଅନୁରୋଧ ଶ୍ରୀକ୍ଷେତ୍ର ପୁରୀର ବଡ଼ପଣ୍ଡା ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତ ଙ୍କ ସହିତ ଏକ podcast କରନ୍ତୁ। ସେ ଜଣେ ବହୁତ ସୁନ୍ଦର ମଣିଷ ଏବଂ ତାଙ୍କର କଥା ଗୁଡିକ ଅତି ମାର୍ଜିତ। ଆଶା କରେ ମୋର ଅନୁରୋଧ ରକ୍ଷା କରିବେ। ଜୟ ଶ୍ରୀ ଜଗନ୍ନାଥ ⭕❗⭕
ମୋର ଅନୁରୋଧ କି ଯୋଉ ପଣ୍ଡା ଭକ୍ତ ମାନଙ୍କୁ ଅଶ୍ଳୀଳ ଭାଷା ଏବଂ ନିଜର ଆତ୍ମ ବଡ଼ିମା ଦେଖେଇ ଦକ୍ଷିଣା କୁ ବଟି ଭଳିଆ ମାଗନ୍ତି ଓ ଆନନ୍ଦ ବଜାର ରେ ଜୋର କରି ଭିଡି ପ୍ରସାଦ ଚଖାଉଥିବା ଲୋକଙ୍କୁ ଡାକନ୍ତୁ ଭଲ ହେବ
ଜୟ ଜଗନ୍ନାଥ ସାର୍ ।ଆପଣ ଜଣେ ନିଆରା ପ୍ରତିଭା ଧାରି କଳାକାରଙ୍କୁ podcast ରେ ଆଣିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ।ଜଣେ ଉଚ୍ଚ କୋଟୀର ପାଲା ଗାୟକ,ଗାୟୀକାଙ୍କୁ ଡାକନ୍ତୁ ।ଯଥା ନୃସିଂହ ହୋତା ଆଉ ଉର୍ମିଳା ସାହୁଙ୍କୁ ଡାକନ୍ତୁ ।
Thank you
Mu apnanko sobu prodcast dekhe . Bohut volo lage. Very good job sangram sir❤❤❤❤
Bhubaneswar sir bahut badhia odia sahitya puran byakhya kale
Bahut bahut dhanyavaad sangraam babu🙏
ସଂଗ୍ରାମ ବାବୁ ଆପଣଙ୍କ ଉପସ୍ଥାପନା ବହୁତ୍ ଭଲ.🙏🙏🙏
Sangram Sir Always Rock 😊
Love from Soro/Bls
ଧନ୍ୟବାଦ୍ ସଂଗ୍ରାମ sir 🙏
Week ରେ 2 ଟା ଅଧ୍ୟାୟ ଆଣିଥିବାରୁ podcast, 😃
Thank you
ଅତି ସୁନ୍ଦର ଉପସ୍ଥାପନା
Aapanku anek anek dhanyabad Sangram sir
Bahut sundar laguchhi
Sangram sir nka podcast 👍
Bhubaneswar padhan ❤❤❤🙏🙏🙏
👌one of the best interview of Argus podcast...
Bahut badhia upadesha kansha maharaj bhabare abhinita bhubaneswar pradhan angyan dele. Khali tume kalakar nuhanti jane margadarshaka mandhya. Mate bahut bahut prabhabita kala apananka katha sabu.