ନବ ଦାସଙ୍କ ମର୍ଡରର ଆକ୍ସନ ରିପ୍ଲେ , ସେଦିନର ଟିକିନିଖି ଦୃଶ୍ୟ ଦେଖାଇଛି ଅଭିଯୁକ୍ତ ଗୋପାଳ ଦାସ | Nandighosha TV
ฝัง
- เผยแพร่เมื่อ 6 ก.พ. 2023
- #nabadas #scenerecreation #murdermystery #crimebranch #nandighoshatv
ଫାଇରିଂଠୁ ଆରମ୍ଭ କରି ପୋଲିସ ହାତରେ ଧରା ପଡ଼ିବା ପର୍ଯ୍ୟନ୍ତ, ଟିକିନିଖି କ୍ରାଇମ ଦିନର ଦୃଶ୍ୟ ଦେଖାଇଛି ଅଭିଯୁକ୍ତ ଗୋପାଳ ଦାସ । ଆଜି ଅଭିଯୁକ୍ତ ଗୋପାଳ ନକଲି ବନ୍ଧୁକ ଧରି ଦେଖାଇଥିଲା ଅସଲି ବନ୍ଧୁକର ସତ
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219
ଗୋପାଳ ବାବୁ ଏକ ନମ୍ବର ଓଡିଶାର ପୋଲିସ ଅଧିକାରୀ ।
ଅନ୍ୟ ପୋଲିସ କର୍ମଚାରୀ ମାନେ ନେତା ମନ୍ତ୍ରୀ ମାନଙ୍କ ଚାମଚା ।
ଏମିତି କରି ଗୋଟେ ଡ୍ରାମା ନକଲେ ବିଜେଡିର କଳା କାରନାମା ସବୁ ପଦାରେ ପଡ଼ିଯିବ!ଓଡିଶା ଲୋକଙ୍କୁ ଆଉ ଭୁଆଁ ବୁଲାଅନି ନନ୍ଦିଆ tv ଓଡିଶା ର ଲୋକେ ସବୁ ବୁଝିଗଲେଣି!!ଆଉ କୋଉ news ବାଲା ନାହାନ୍ତି କେବଳ ନନ୍ଦିଆ tv ରହି ଏହି ଦୃଶ୍ୟ ଦେଖାଉଛି, ଏଥିରୁ ସ୍ପର୍ଷ୍ଟ ଭାବେ ବାରି ହେଇଯାଉଛି ଏଥିରେ ବିଜେଡି ର ହାବ ଭାବ
କାଇଁ ଏମିତି କମେଡି କରୁଛି କ୍ରାଇମବ୍ରାଞ୍ଚ...
Crime branch mane maja nauchanti
Semane Buli buli maza neuchhanti kichhi habani kichhidina pare sabu Normal hoijiba
@@mukta98 han han.... Circus chalichi
ଯାହା ହେଇଛି ଠିକ ହେଇଛି
🚩🙏ଧର୍ମ ରକ୍ଷତି ରକ୍ଷିତଃ 🙏🚩
ଭଲ୍ କରିଛି ।
ମଘୀୟା କ୍ରାଇମ୍ବ୍ରାଞ୍ଚ ଗୋପାଳ ଦୋଷୀ ନୁହେଁ ଏବେ ବାହାରିବ ମଜା ମଘୀୟା ମାନେ ନିଜ ର ଭାବିକି ମଜାକ କରୁଥିଲ
ମାୟାଧର ଶ୍ରୀକୃଷ୍ଣଙ୍କର ଜୟ ହେଉ
Bhala ହେଇଛି ଓଡ଼ିଶାରୁ ଗୋଟେ ଗ୍ରହ ଯାଇଛି
Gopal das nku rastriya sanmann milu
Se jane sachot police officer.🙏🙏🙏
Thank you ଗୋପାଳ ବାବୁ
ଗୋଟେ ପ୍ରହସନ ଚାଲିଛି, 😄😄
ମାରିଛନ୍ତି ଭଲ କରିଛନ୍ତି
ସେଏକା ଖାଇବେ ନା କଣ
ସେମଲେ ଆଊ ଜଣେ ଖାଇବେ
ତାପରେ ଆଊ ଜଣେ ଗୁଳିରେ ଜିତେ
ଦେଖାଯାଊ ୟା ପରେ କାହା ପାଳି
Tara Pali Tate ebe 1 k gate phingi deithanta mantri gandi pachore buli thantu besi gate kahila kan volo
Hoire bhakua Tama ri manko kotha re hni Olga Loko pila sabu bigudi chonti murkho sola nijo kotha dekhe first
Bahut bahut dhanybad Gopal sir bahut bhal kala
Gopal is very gentle man thankyou
Thank you gopai sir
ଧର୍ମ ର ହବ ଜୟ
ସତରେ ଆମ ଦେଶରେ ଆଇନ ଅଛି । ମୋତେ ଲାଗୁନି ବଡ କିଛି ହେବ । ଅଫଜଲ୍ କୁ ମାରିବା ପାଇଁ ଛ ବର୍ଷ ଲାଗିଲା । ତାକୁ ଖୋଇ ପେଇ ଭଲରେ ରଖିଥିଲେ । ଆଇନ ପ୍ରହସନ ହୋଇଛି ।
ଅସଲି ବନ୍ଧୁକରେ ବା ସବୁ ଦେଖିଥିଲେ ଭିଡିଓ 🤭😂ଡେମୋ କଣ ପାଇଁ 🤣କଣ ପାଇଁ ମାରିଲା କହୁନ ଆଜି ଯାଏ, ସେଇ ନିଉଜ କୁ ଖାଲି ଦେଖାଉ ଥା 🤩
Amane sobu choro
ଏ ବାଳ ପାଲା କଣ ପାଇଁ_ଜେଲ ରେ ଯେତେଜଣ ଦୋଷୀ ଅଛନ୍ତି ଯିଏ ଯାହାକୁ ହାଣିଛି ତାଙ୍କୁ ବି ନେଇ ଆସନ୍ତୁ 😡
Bhala heichhhi....gopal is a grt hero of odisha....he is a fighter.....
Gopalaku Ani ate abhinyakariba thik nuhe. Siata manijauchhi marichhi boli. Nabadas bi kaunasi kathare tankara bul thib. Ameta Jani nahu. Mantri sirnkara keun bhul achhi. Ea duejana desara rakhakarta. Amane jadi hinsruka hebe besaku Kia banchiba.
Tate gandi ta marichi tankoro dusmani thila mara mori hele
Sedhumusewal jo mola se tebele kan heithila story janino
Bando probochon deba choda kamo nahi Tama nkoro
ଯାହା ହେଲା ଠିକ୍ ହେଲା
Jay Hind gopal sir
ଗୋପାଳ ବାବୁ ଭଲ କାମ କରିଛି।ସେ ପାପି ମରିବା ଦରକାର ଥିଲା।
Jay Gopal 🙏
ଡେମ ଦଉ ଦଉ ଆଉ କାହାକୁ ମରିଦେବ ମାଗିହାଁ ଯିବ ଆଉଜଣେ🤣🤣🤣
Jay ho Gopal das
ମହାନ ଗୋପାଳ l କ୍ରାଇମ୍ବାଞ୍ଚ ବଲା ହସି ହସି ପ୍ରଣାମ ମାଗୁଛି l
Police kichhi chal karu chhi jaha ki Gopala ku mahanga ପଡ଼ିବ
ଛି ଛି ସରକାର
Gopal is great hero 🙏
Wrong
@@ashisdalai2064 balona wrong
@@surajkisku7853
Lll
Ll
It
=
Bi
Ll
Ll
A
Thank you gopal sir
ତାକୁ ଆଉଥରେ ସତ ବନ୍ଧୁକ ଦିଅ
Kn kahucha bhai.au thare dale se sidha se media bhai mana nku shut kariba. Se mane tanku bahut tang karuchanti
Jay gopal das
Salute to ASI gopal das
ଅନେକ ନେତା ପର ଝିଅ ବହୁ କୁ ନଜର ପକାଉ ଛନ୍ତି ତେଣୁ ଭଲ ହେଇଛି
ଏତେ କଣ ପାଇଁ ପ୍ରହସନ କରୁଛନ୍ତି... ଅସଲି ଲୋକଙ୍କୁ ଖୋଜି ବାହାର କରନ୍ତୁ ?
ଗୋପାଳ କ୍ରିଷ୍ଣା ଏକାଶିନାଥୀଲେଦେଖୀବ ଳୋକ କେତେ ଅଛନ୍ତି
Gopal is good porson
ଡେମ ଦେଖାଇ କଣ ଲାଭ ପାଉଛନ୍ତି
Gopal sar ku samsty sajy karantu jane papiku maridala I love you
ଯେବେ ଯେବେ ପାପ ବଢ଼ିବ ସେବେ ପାପାର ଅନ୍ତ କରିବାକୁ ଆଉ ଏକ ଗୋପାଳ କୃଷ୍ଣ ଜନ୍ମ ହେବେ।
ଜୟ ଜଗନ୍ନାଥ
Gopal ta pura nirvika,sia ta vabuchhi taku training diajauchhi...
Salute gopal sir
Jayma
Uff, ଗଟେ ଆଲବମ୍ ହେଇଯାଉ
କଣ୍ କଣ୍ ଖେଳ ଚଳୁଛି। ବାଃ ବାଃ ରେ ଭ୍ରଷ୍ଟ ରାଜନୀତି ଭ୍ରଷ୍ଟ ନେତାମାନେ। ମହାତ୍ମା ଗାନ୍ଧି ବଞ୍ଚି ଥିଲେ ପୁଣି ଥରେ ମାରି ଯାଇ ଥାନ୍ତେ ଫଟ କିନା
ଛିଃ ଛିଃ ଲଜ୍ୟା ଲଜ୍ୟା
ଖାଲି ଗୋଟେ ଦରଭଙ୍ଗା ପ୍ରହସନ କରୁଛନ୍ତି ଧିକ୍
The real and super hero Asi Gopal daa
କ୍ରାଇମ ବ୍ରାଞ୍ଚ ଯେଉଁ ଗୋପାଳ ଦାଶ ଙ୍କୁ ନେଇ ହାଇ ଡ୍ରାମା କରିବା କଣ ଦରକାର.
ଗୋପାଳ ଦାଶ ତ ଗୁଳୀ ମାରିଚି ଏ ସତ କିନ୍ତୁ ତାକୁ ଗୁଳୀ ମାରିବାକୁ ବାଦ୍ୟ କେଉଁ ଭଦ୍ର ବ୍ୟକ୍ତି କରିଛନ୍ତି ତା ଉପରେ ତଦନ୍ତ କଲେ ଭଲ ରେଜେଲଟ ବାହାରିବ ମୋର ଭାବନା.
ଏ ହାଇ ଡ୍ରାମା ବା ନାଟକ କ୍ରାଇମ ବ୍ରାଞ୍ଚ ବନ୍ଦ କରୁ 😭😭😭🙏🙏🙏🙏
Bhai taku orginal gun diani nahale corrupt crime branch adg arunu bothra mAriba
ନବ ଦାସ୍ ମରିଲେ ଜେତିକି ଦୁଖିତ ନୁହେଁ ଗୋପଲ୍ ଦାସ୍ ଙ୍କୁ ଜେରା କଲେ ମୋତେ ଦୁଖିତ ଲାଗୁଛି
Right yaar ...🥺🥺
👌
Nice gopal nice
Great person Gopal Das
ମୋର ଚିନ୍ତା ଧାରା ଯାହା କହୁଛି ଗୋପାଳ ସାର ଙ୍କୁ ଦୋଷୀ ନକରି ଗୋପାଳ ସାରଙ୍କୁ କିଏ ମୋହରା କରିଛି ତାକୁ ଖୋଜନ୍ତୁ ସାର 🙏🙏🙏🙏
GOPAL I LOVE U 😘💞😘 EMTI MARICAHL
Jay jagannath
ଗୋପାଳକୁ କାହିଁକି ଜାରି କରୁଛନ୍ତି ନବ ଦାସ କିଛି କରିନାହାଁନ୍ତି ସେ ତାକୁ ମାରିଦେଲେ ଜଣେ ପୋଲିସି ଅଫିସର
ଏଇ ଚ୍ୟାନେଲ ର ନିୟୁଜ୍ ଅଧିକାସ ମିଛ ।ଏଇଟାସତ,କିନ୍ତୁ ଏଇଚ୍ୟାନେଲପାଇ ଦେଖିତେ ଇଛା ହୁଏନି ।
Thik karichhi
କଳ୍କୀ ଅବତାର ରେ ଲୀଳା କରିବେ ଗୋପାଳ ବୋଲି ଭକ୍ତ ମିଳିବ ଲେଖା ଅଛି
Shooting ଚାଲିଥିବା film ର ନା ହେଉଛି ଗୋପାଲ ବୀର
Very good
ରଥ ପ୍ରସାରଣ ଭଳିଆ ଧାରା ବିବରଣୀ news କହୁଛି
Right Bhai,sata kohilo ,he bhagwan 😭😭😭😭
Light,camera n action 👍 Director-crime branch👍
Khali prahasan .Last re case ti close haba .....Jie jaha kari chaaligaleni Bhaina 😂
The real hero Gopal Das zindabad zindabad
ସେ ଜଣେ ପୋଲିସ ଅଧିକାରୀ ଏତେ ବଡ଼ ପେଟ 🙃ସେ ପେଟ କୁ ଦେଖିଲେ ଲାଗୁଚି ଗୋପାଳ ଦାସ୍ ଜମାରୁ exercise କିଛି କହୁନଥିଲା 🤔
Bhaii pura satha katha pade kahila
Super hero Gopala Das
Jay Gopal das…gote rakhyas ku Mari chi..Jay ho Gopal ..
ଏଇଟା ସତବନ୍ଧୁକ ନୁହେଁ ସାମ୍ୱାଦିକ ବଂଧୁ
Good job 👍👌 by Gopal sir
Film Soting houchi Na kon,
🤣🤣
Gopal sir always right
Gopal babu jane sachot manisa. Jay jagannath. 🙏🙏🙏🙏🙏
Bala thila
Good job done by gopal sir
Gopal ku samaste janichanti ebe muhna dhankiba ki darkar.
Sopari neiki Kamo karichi Abe face dekheibaku lajo karuchi
Gopal das is only one hero
Gopal is great hero
Haath re handcup nahni ta... Picnic re asila vali jana paduchhi
Dekhauchi dekhauchi kan pani kahuchanti sanman deiki kahiparibe ta apana
Pura film bholia laguchi
Gopal is real Hero
Yo
Gopal das good police 🚨
Theek hela
ସବୁ ହେଲା ଯେ ସେ ପଲିସ୍ ଡ୍ରେସ୍ କାହିଁ
Kansa waadh by Krishna in 2023
କଣ୍ କାଲି ମୁଁ ଏମାନଙ୍କୁ ସ୍ଵାଧୀନତା ଦେଇ
Gopaal sir is great
କଣ ପିଲା ଖେଳ ଚାଲିଛି ନା ....କଣ ........only time west
Duplicate Naba das abe kiye achhi reporter bhai..😆😆
Nabin
ପାଣ୍ଡିଆନ ଆଉ ବବି ଦାସ କୁ ପଚାର କୋଉଠୁ ଆଉ କାହାକୁ ଧରି ମାରିଲେ କହିବେ
Naba das ra roseya malabele crime branch police kouthi thila.
Ebe gopal das nka pain ete kholtad kahinki.?
Gopal sir good job good duty 👍👍
Gopal das sir ku kichi haba ta odisha re hangama heba
Asali bandhuka re scene recreation karithile besi bhala hei thanta.
Gopal right person
Nice bro
Very good Gopal babu
ମାରବ ତ ବଡ଼ ନେତା ମନ୍ତ୍ରୀ କେ ମାର ଲୋକ ଜାନଵେ