Mamita Meher Was Strangled To Death By Govind Sahu In Car !

แชร์
ฝัง
  • เผยแพร่เมื่อ 25 ส.ค. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Visit: kanaknews.com/
    Watch Live : www.youtube.co...
    TH-cam: / kanaktvonline
    Twitter: / kanak_news
    Facebook: / kanaknews
    #KanakNews #MamitaDeathMystery #JusticeForMamitaMeher

ความคิดเห็น • 626

  • @prahalladbarik4571
    @prahalladbarik4571 2 ปีที่แล้ว +78

    ଦୋଷୀ କୁ ବଜାର ଉପରେ ଫାଶୀ ଦିଆଯାଉ

    • @pitambardharua183
      @pitambardharua183 2 ปีที่แล้ว +1

      👍

    • @gangadharmeher3812
      @gangadharmeher3812 2 ปีที่แล้ว +1

      Right

    • @SANJIBSWADEEPPRODUCTION
      @SANJIBSWADEEPPRODUCTION 2 ปีที่แล้ว

      100% ekamata mu.

    • @niranjanbhoi5793
      @niranjanbhoi5793 2 ปีที่แล้ว

      Right

    • @rajkoushal3111
      @rajkoushal3111 2 ปีที่แล้ว

      Hang नहीं v karo ek bar khana do मारने दम तक ओके👍 नो
      Money no support I/we know our people but इलीगल people not our people he should be get most punishment like Full repent means heart attract repent ok👍

  • @rajaraja-mn9mz
    @rajaraja-mn9mz 2 ปีที่แล้ว +125

    ଗୋବିନ୍ଦ ସାହୁ କୁ ଫାଶୀ ଦିଆ ଯାଉ ।

    • @arjunbadra8995
      @arjunbadra8995 2 ปีที่แล้ว +3

      ଫାଶୀଦଣ୍ଡରୁ ମହା ଫାଶୀଦଣ୍ଡ

    • @gangadharmeher3812
      @gangadharmeher3812 2 ปีที่แล้ว +1

      Right

    • @krupa5983
      @krupa5983 2 ปีที่แล้ว +1

      Right

    • @ManojNayak-vj6mb
      @ManojNayak-vj6mb 2 ปีที่แล้ว

      ଗୋବିନ୍ଦ ପଇସା। ଆଉ ମନ୍ତ୍ରୀ ଯନ୍ତ୍ରୀ ଅଛନ୍ତି କିଛି ହବନି ତାର

    • @ManojNayak-vj6mb
      @ManojNayak-vj6mb 2 ปีที่แล้ว

      ଏଇ ,,କେଶ୍ ,,ଓଡ଼ିଶା ରେ,, ବେସୀ କଣ ପାଇଁ,, ହଉଚି ,, ଏଥିରେ , ମନ୍ତ୍ରୀଙ୍କ ହାତ ଅଛି କି ,, ପୋଲିସ୍ ର

  • @manoranjanrath8153
    @manoranjanrath8153 2 ปีที่แล้ว +228

    ଏମିତି ବହୁତ case ଯାଇଛି 😔 ଏମିତି ଚାଲିବ କିଛି ଦିନ ତା ପରେ ସବୁ cool ହେଇଯିବେ 😔ଆମ ଶାସନ ବ୍ୟବସ୍ତା ଟା ସେମିତି ହେଇଗଲାଣି 😔 ପୁଣି ଆମର ଆଉ ଜଣେ ଭଉଣୀ ଙ୍କୁ ନ୍ୟାୟ ମିଳିବନି 😔

    • @amarmohapatra1642
      @amarmohapatra1642 2 ปีที่แล้ว +4

      Tankia chaula khaiki ,magana khia odia..jete jaha hele nija swartha pain bjd ku vote debe...

    • @sujataamit
      @sujataamit 2 ปีที่แล้ว +2

      Thik kahichanti bhai

    • @chandrakantaparida8266
      @chandrakantaparida8266 2 ปีที่แล้ว +1

      @@amarmohapatra1642 I

    • @niranjanbhoi5793
      @niranjanbhoi5793 2 ปีที่แล้ว +1

      Right

    • @hasantamajhi4095
      @hasantamajhi4095 2 ปีที่แล้ว +1

      Sata katha kahila ..,...............

  • @maheswarpujhari4503
    @maheswarpujhari4503 2 ปีที่แล้ว +81

    ମମିତା ସାହୁ ନୁହେ ମମିତା ମେହେର

    • @nomixff4071
      @nomixff4071 2 ปีที่แล้ว

      😂😂😂

    • @groundrepot
      @groundrepot 2 ปีที่แล้ว +1

      ଇଏ ଆମ ଓଡ଼ିଆ ରିପୋର୍ଟର ରିପୋର୍ଟିଂ କରିବେ l ବାଳ ଇସୁକୁଲ୍ ରେ ପାଠ ପଢି ଆସ ଓଡ଼ିଆ l

    • @sampadmeher8068
      @sampadmeher8068 2 ปีที่แล้ว

      yes

  • @prasantadas2580
    @prasantadas2580 2 ปีที่แล้ว +54

    ସବୁରି ମୁଳରେ ନେତାମାନେ

    • @gangadharmeher3812
      @gangadharmeher3812 2 ปีที่แล้ว

      Right sir

    • @NAOMI_73
      @NAOMI_73 2 ปีที่แล้ว

      Real truth sabure mule neta

    • @swarupdas8591
      @swarupdas8591 2 ปีที่แล้ว

      Saburi mulate khali neta mane nuhe , only BJD netamane....

  • @rishikesh4340
    @rishikesh4340 2 ปีที่แล้ว +173

    ବଡ ଦୁଃଖର ବିଷୟ ଯେ ଓଡ଼ିଶାରେ ମହିଳା ମାନଙ୍କ ଜୀବନ ସୁରକ୍ଷିତ ନୁହଁ ।

    • @satyajit8056
      @satyajit8056 2 ปีที่แล้ว +6

      Khali ମହିଳା ନୁହଁ।ପୁରା ଓଡ଼ିଶା ର ସାଧାରଣ ଜନତା ଏବେ ଅସୁରକ୍ଷିତ।

    • @bikramjena2069
      @bikramjena2069 2 ปีที่แล้ว +4

      Yes

    • @gangadharmeher3812
      @gangadharmeher3812 2 ปีที่แล้ว +4

      Right bro

    • @appranabcreation5844
      @appranabcreation5844 2 ปีที่แล้ว +1

      Are brother boys mane bi safe nuhanti don't tell only girls

    • @rishikesh4340
      @rishikesh4340 2 ปีที่แล้ว

      @@appranabcreation5844 ଠିକ୍ କହିଛନ୍ତି ଭାଇ

  • @badalmohanty8577
    @badalmohanty8577 2 ปีที่แล้ว +148

    BJD- ବଳାତ୍କାରି ଜନତା ଦଳ

    • @alilkumarsahoo9219
      @alilkumarsahoo9219 2 ปีที่แล้ว +2

      Currect

    • @ganeshmeher2490
      @ganeshmeher2490 2 ปีที่แล้ว +1

      Correct

    • @bhabanishankar8298
      @bhabanishankar8298 2 ปีที่แล้ว +1

      Political party kahin majhi ku puraucha ..... Justice pain fight kara

    • @archanapal915
      @archanapal915 2 ปีที่แล้ว +1

      Eaithi nya pain kuha, naki political dala kiea kn Kola, eaithibi bi political Katha kahuchanti .

    • @ManojNayak-vj6mb
      @ManojNayak-vj6mb 2 ปีที่แล้ว

      Right

  • @amanstarcreation6437
    @amanstarcreation6437 2 ปีที่แล้ว +78

    ସେ ମାଗିହା କେବେ ଏକୁଟିଆ ମଡ଼ର କରିନି ତା ସାଥିରେ ଆହୁରି କେତେ ମନ୍ତ୍ରୀ ଓ ବଡ ବଡ଼ିଆ ଲୋକ ଯେ ଥିବେ ତାହା ଜଣା ପଡୁଛି, ସବୁ କଥା ମାନିଯାଉଛି ମାନେ ପୋଲିସ ତାକୁ ଗିରଫ କରି ଯେଉଁ ଚାରିଦିନ ଅଟକ ରଖିଥିଲା କେବଳ ଟ୍ରେନିଂ ଦେବାପାଇଁ ଯେ ତୁ ନିଜେ ମଡ଼ର କରିଛୁ ବୋଲି ମାନିବୁ ନହେଲେ ତୋ ପରିବାର କୁ ବର୍ବାଦ କରି ଦବାକୁ ଧମକ ଦେଇଥିବେ ସେଥିପାଇଁ ସେ ନିଜ ମୁଣ୍ଡକୁ ଦୋଷକୁ ନେଇଛି, ଏ କେଶରେ ବହୁତ ନେତା ମନ୍ତ୍ରୀଙ୍କ ହାତଅଛି ତାହା ପସ୍ଟ ବାରିହୋଇ ପଡୁଛି, ତାକୁ ଗିରଫ ସହିତଅନ୍ୟ ଆସାମୀ ମାନଙ୍କୁ ମଧ୍ୟ ଗିରଫ କରାଯାଉ

  • @Educational_Manas
    @Educational_Manas 2 ปีที่แล้ว +259

    ଦୋଷୀ ଗୋବିନ୍ଦ ଙ୍କୁ ଫାଶୀ ଦିଆଯାଉ

  • @jitunmali6064
    @jitunmali6064 2 ปีที่แล้ว +66

    Mu janichi yaku kichi karibeni emiti re chhadidebe. Ebhali lokanku directly encounter. Yes or no

  • @timeismoney3056
    @timeismoney3056 2 ปีที่แล้ว +13

    ମୁଁ ଭାବୁଛି ଫାଶୀ ରୁ ବି କଠୋର ଦଣ୍ଡ ଦେବା କଥା
    ତାକୁ ଫାଶୀ ନ ଦେଇ
    ତା ଆଖି କୁ ଫୁଟାଇ ,ହାତ ଗୋଡ ଏବଂ ଜିଭ କାଟି ଛାଡ଼ି ଦେବା କଥା
    କାହିଁକି ନା ଦାରିଦ୍ର୍ୟ ଜୀବନ ମୃତ୍ୟୁ ରୁ ଅତି ଭୟଙ୍କର
    Justices for mamita Meher

  • @narottamkanungo8935
    @narottamkanungo8935 2 ปีที่แล้ว +12

    ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
    ପଦୁ ଗଳୁଚି ବିଜୁ ପେନ୍ଦ*
    ନବୀନ ମହା ପିତୃ-ଚୋଦା
    ଭାବିଲେ ଆଖି ହୁଏ ଓଦା

  • @sibasishpradhan4453
    @sibasishpradhan4453 2 ปีที่แล้ว +27

    Taku fasi Dia jau

  • @anantanaik549
    @anantanaik549 2 ปีที่แล้ว +27

    It is possible only for minister's influence

  • @msamal9058
    @msamal9058 2 ปีที่แล้ว +17

    Minister role 🙄🤔 sailent

  • @ranjanmajhi6266
    @ranjanmajhi6266 2 ปีที่แล้ว +3

    ଏମିତି Murder ବହୁତ ହେଇଛି ଓଡିଶା ରେ କାହାକୁ ବି justice ମିଳିନି 😥😥
    ନବୀନ ବାବୁ 🙏🙏

  • @ramakantabarik4944
    @ramakantabarik4944 2 ปีที่แล้ว +21

    Gobinda sahu fasi paiba uchit , jadi mantri samprukti tanku madhy.

  • @batakrushnamohapatra9833
    @batakrushnamohapatra9833 2 ปีที่แล้ว +10

    What a reporter you are.She is Mamita meher not Mamita Sahoo.

  • @arabindasahu7573
    @arabindasahu7573 2 ปีที่แล้ว +2

    ଆଉ କେତେ ପ୍ରମାଣ ମିଳିଲେ ଦୋଷୀକୁ ଫାଶୀ ଦଣ୍ଡ ବିଧାନ ହେବ ?

  • @seshadevsahoo4856
    @seshadevsahoo4856 2 ปีที่แล้ว +17

    କାରଣ କଣ ନ କହି ୟାଡେ ସାଡେ କହିଲେ କଣ ହେବ...

  • @saratofficial4703
    @saratofficial4703 2 ปีที่แล้ว +25

    କଣ ପାଇଁ ତଣ୍ଟି ଚିପି ହତ୍ୟା କଲା ତା କାରଣ କଣ.....

  • @trilochanpatnaik6321
    @trilochanpatnaik6321 2 ปีที่แล้ว +22

    Mamita meher ଙ୍କୁ ଗୋବିନ୍ଦ ସାହୁ ଯେଉଁ ପ୍ରକାରରେ ମାରିଲା, ଗୋବିନ୍ଦ ସାହୁ କୁ ଓ ତାକୁ ସାହାଯ୍ୟ କରିଥିବା ବ୍ୟକ୍ତି ମାନଙ୍କୁ ସେହି ପ୍ରକାରରେ ମାରି ପୋତିଲେ tit for tat ହେବ. ନହେଲେ ଜାଣିବା ଦେଶରେ ନ୍ୟାୟ ବୋଲି କିଛି ନାହିଁ.

  • @urmilasahoo5807
    @urmilasahoo5807 2 ปีที่แล้ว +16

    Gobinda sahu driver jia se sata kahiba kn car re ghatithila. Gobinda rakhyasaku fasi dele thik heba.

  • @buntymeena607
    @buntymeena607 2 ปีที่แล้ว +24

    What about the minister role 🤔

  • @jayjagannathbeautifulmomen7425
    @jayjagannathbeautifulmomen7425 2 ปีที่แล้ว +35

    ଆଙ୍କୁ ତାଲିବାନ ଙ୍କୁ ଦେଇ ଦେଲେ ଠିକ ହବ ଏମାନଙ୍କ ପାଇଁ ତାଲିବାନ ହିଁ ଠିକ ଦଣ୍ଡ ଦେବ

  • @jitenhopal5294
    @jitenhopal5294 2 ปีที่แล้ว +10

    govinda sahu ku fasi dia jau

  • @ranjitdalai.indiabreakingn9236
    @ranjitdalai.indiabreakingn9236 2 ปีที่แล้ว +2

    ଗୋବିନ୍ଦ ସାହୁ ଙ୍କୁ ଆଜୀବନ କରାଦେଶ ସାଙ୍ଗକୁ ପରିବାରଙ୍କୁ ଦଶଲକ୍ଷ୍ୟ ଟଙ୍କା ସରକାର ଜୋରିମାନା ସହିତ ଦିବ୍ୟସଙ୍କର ଦଳରୁବହିଷ୍କାର କରାଯାଉ

  • @localsipun9570
    @localsipun9570 2 ปีที่แล้ว +13

    ଏଭଳି ଦୋଷୀଙ୍କ ଗୁପ୍ତ ଅଙ୍ଗ କଟାଯାଉ

  • @mantu1091
    @mantu1091 2 ปีที่แล้ว +2

    ଆମ ଓଡ଼ିଶାରେ ନାରୀ ମାନଙ୍କ ସୁରକ୍ଷା କଣ ପାଇଁ ଦିଆଯାଉନାହିଁ Nabin sir

  • @dibakarmalik277
    @dibakarmalik277 2 ปีที่แล้ว +1

    ନିଚିତ ଭାବେ ପାୱାର ଫୁଲ ଲୋକ ସଂପୂର୍ଣ ଭାବେରେ ସଂପୃକ୍ତ ଅଛନ୍ତି। କାରଣ ଆଗରୁ କୁହା ଯାଇଛି ଯେ ଅନେକ ରଜ ନୀତି ଲୋକ ସେଠାକୁ ଜାଇଛନ୍ତି।

  • @bibhutiparida4601
    @bibhutiparida4601 2 ปีที่แล้ว +3

    ଦୋଷ ମାନିଛି ଗୋବିନ୍ଦ ସାହୁ ।
    ସତ୍ୟ ଯୁଗ ଆସିଗଲା ଜାଣ !

  • @indiandesifood6032
    @indiandesifood6032 2 ปีที่แล้ว +1

    ଗୋବିନ୍ଦ ଆଉ ମମିତା ଦୁଇ ଜଣ ମିଶି college ପଇସା ଖାଉଥିଲେ ଆଉ ନିବିଡ ସମ୍ପର୍କ ରଖୁଥିଲେ. ନ ହେଲେ ସେ ଗୋବିନ୍ଦ ସହିତ ଗାଡ଼ିରେ କେମିତି ଗଲେ

  • @NatureTour8716
    @NatureTour8716 2 ปีที่แล้ว +10

    Most wanted killers…

  • @deshkarakshyak4011
    @deshkarakshyak4011 2 ปีที่แล้ว +11

    Kan paain marichi tara karana kahuna seita kan police tumaku janeinahi?

  • @shantinimallickmeeramallic6768
    @shantinimallickmeeramallic6768 2 ปีที่แล้ว +6

    Please we need justice to our sister 🙏🙏

  • @am9519
    @am9519 2 ปีที่แล้ว +3

    ଗୋବିନ୍ଦ ସାହୁ ଗୋଟେ ବାଳ ଲୋକ ଟେ ବୋଲି ଧରା ପଡିଗଲା..ସତ କହିଦେଲା ..କିନ୍ତୁ ତା ପୃଷ୍ଠପୋଷକ ମାନଙ୍କୁ ପୋଲିସ କେବେ ବି ଛୁଇଁ ପାରିବନି... Just wait & watch... 👎👎👎

  • @tapankumarsenapati52
    @tapankumarsenapati52 2 ปีที่แล้ว +2

    କଣ ପାଇଁ ହତ୍ୟା କରିଥିଲେ କାରଣ କଣ

  • @alokbhoi6467
    @alokbhoi6467 2 ปีที่แล้ว +13

    Sala ku fhasi die Dia odisha police

  • @mrityunjay5114
    @mrityunjay5114 2 ปีที่แล้ว

    ସତ କଥା ::: "" ଏଇଠି ସ୍ୱର୍ଗ ଏଇଠି ନର୍କ ""
    ସେତେଦିନ ସ୍ୱର୍ଗ ସୁଖ ଭୋଗିଲୁ ଏବେ ନର୍କ ଭୋଗ କର ଶଳା ...👍👍👍😆😆😆😆😆👍👍👍.

  • @sanjeevpaikray977
    @sanjeevpaikray977 2 ปีที่แล้ว +3

    ସରକାର ସମ୍ପୂର୍ଣ୍ଣ କ୍ରିୟାଶୀଳ ହୋଇ ମହିଳା ନିର୍ଯ୍ୟାତନା/ହତ୍ୟା ପରି ସମ୍ବେଦନଶୀଳ ଇସୁ କୁ ସମାଧାନ କରନ୍ତୁ ।ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଦିନ ରିଭ୍ୟୁ କରିବା ଉଚିତ । ବିଜୁ ଜନତା ଦଳର ବିଧାୟକ, ମନ୍ତ୍ରୀ ,କର୍ମକର୍ତା ଙ୍କୁ ଘଣ୍ଟ ଘୋଡାଯାଉଛି ବୋଲି ଜନତା ଭାବିଲେଣି ।ଜୟ ଶ୍ରୀ ଜଗନ୍ନାଥ !

    • @sanjeevpaikray977
      @sanjeevpaikray977 2 ปีที่แล้ว

      @@debdharpanda. ମୁଁ କର୍ମୀ ନୁହେଁ । ମୁଁ ନବୀନ ବାବୁ ଙ୍କୁ ଭଲ ପାଏ ।

    • @sanjeevpaikray977
      @sanjeevpaikray977 2 ปีที่แล้ว

      @@debdharpanda. ବୁଝିହେଉନି ଭାଇ ।

  • @sandeepkars
    @sandeepkars 2 ปีที่แล้ว +5

    gobinda paisa lova re mechha kahuchhi,,ea pachha re bada machha achhanti,,,tanku dhara

  • @sarojsamal9217
    @sarojsamal9217 2 ปีที่แล้ว

    Thanks DIG, DEEPAK KUMAR

  • @abinashmohanty546
    @abinashmohanty546 2 ปีที่แล้ว +3

    Justice for soumya ranjan and mamita

  • @sanjayamahapatra2067
    @sanjayamahapatra2067 2 ปีที่แล้ว +1

    So sad

  • @Munu-bq3sx
    @Munu-bq3sx 2 ปีที่แล้ว +5

    Your name is gobind but your work is like ravan don't get affraid you are going to RIP very soon .your soul is on sandled.s👺RIP🙏

    • @meenu_933
      @meenu_933 ปีที่แล้ว

      He is RIP now

  • @ManojNayak-vj6mb
    @ManojNayak-vj6mb 2 ปีที่แล้ว

    Right. Answer

  • @kppatro5273
    @kppatro5273 2 ปีที่แล้ว +4

    A b j d govt modho maffiya Chandon kattho choor angha taskor mahangha dobal mordear nobhion sarkar khu atteack hobo

  • @bisnukhandai442
    @bisnukhandai442 2 ปีที่แล้ว +2

    Enquire other cases, it must come to the knowledge of general public.

  • @sushantakumardhir3291
    @sushantakumardhir3291 2 ปีที่แล้ว +1

    ନବୀନ ପଟ୍ଟନାୟକ ସେଇଥି ପାଇଁ ଦାୟୀ

  • @miss.rout.
    @miss.rout. 2 ปีที่แล้ว +2

    Fasi diajau emity dosi ku

  • @narayanavlogs1621
    @narayanavlogs1621 2 ปีที่แล้ว

    ଆଗ ଗରମ ପରେ ଥଣ୍ଡା ଏମିତି କେତେ କେସ ଗଲାଣି

  • @rabikusulia3233
    @rabikusulia3233 2 ปีที่แล้ว +2

    Minister ku kichi kariparibeni ...paisha khaibe chadi debe odisha police ra rule

  • @sirfhamareliye6268
    @sirfhamareliye6268 2 ปีที่แล้ว +3

    school ku close kari se sabu jaga ku kalahandi ra saheed jawan nka famly ku dei diaa jauu ,ta hele captain thik neta boli ki jnibu .

  • @santoshininaik1925
    @santoshininaik1925 2 ปีที่แล้ว +6

    Taku fasi dia jao

  • @amarmohapatra1642
    @amarmohapatra1642 2 ปีที่แล้ว +2

    Mora request jou police officer inchrage thila case re taku guli mari dia...gote revolution heba

  • @creativeandgaming9610
    @creativeandgaming9610 2 ปีที่แล้ว +12

    Gobinda ra banda chipajau 🤣🤣🤣

    • @dkssahu829
      @dkssahu829 2 ปีที่แล้ว

      Govindas
      Sahu Ko fansi Diya jata hai

  • @hsinformationandvlogs8057
    @hsinformationandvlogs8057 2 ปีที่แล้ว +1

    ପୋଷା news ଚ୍ଯାନଲ କିପରି ପଛରେ ଏ ବିଷୟରେ ଜାଣିଲେ...

  • @GoldenLifeStories
    @GoldenLifeStories 2 ปีที่แล้ว +3

    Taku encounter kariba darkar...

  • @muna83
    @muna83 2 ปีที่แล้ว +1

    Mamit sahu nuhe mamita meher

  • @rameshnayak8182
    @rameshnayak8182 2 ปีที่แล้ว +1

    ଗୋବିନ୍ଦ ସାହୁ କୁ ଓ ତାର ସହଯୋଗୀ ମାନଂକୁ କଣ କଲେ ଠିକ୍ ହେବ ନବୀନ ସାର୍ ଆପଣ ନିଜେ ବିଚାର କରନ୍ତୁ

  • @motilalkharsel1206
    @motilalkharsel1206 2 ปีที่แล้ว

    ଗୋବିନ୍ଦ ଏକା ତଣ୍ଟି ଚିପି ନ ଥିବ ତା ସାଙ୍ଗରେ ଆଉ କିଏ ଥିଲା ତାହା ପ୍ରକାଶ କରାଯାଉ

  • @hansdahbabu892
    @hansdahbabu892 2 ปีที่แล้ว

    Mg Minister ra ବା ,,,,,,ଣ୍ଡ୍ 🛠️🛠️🛠️🛠️ ଦିଆଯାଉ

  • @manoranjandas342
    @manoranjandas342 2 ปีที่แล้ว +3

    He is power full due to 5T

  • @Truth4al
    @Truth4al ปีที่แล้ว

    ସବୁ ସୂଚନା ଜଣାପଡୁଛି କିନ୍ତୁ ଆତ୍ମହତ୍ୟା ପୂର୍ବରୁ ଜଣାପଡିଲାନି? ମରିଗଲା ପରେ ବହୁତ କଥା ଜଣାପଡିବ. ମନ୍ତ୍ରୀ, ନେତା ଆଉ ବଡବଡିଆଙ୍କ ବିଷୟରେ ଜଣାପଡିଲେ ଟିକେ ଜଣେଇବେ

  • @bulupadhan9686
    @bulupadhan9686 2 ปีที่แล้ว

    ରକତ ଗରମ୍ ହେଇଯାଉଛେ।ମାଗିଆ କେ

  • @sadhudas2758
    @sadhudas2758 2 ปีที่แล้ว +2

    Who is the Mastermind

  • @narottamgoud1178
    @narottamgoud1178 2 ปีที่แล้ว

    CDR- Call Detail Record...
    Not Call Record Detail.

  • @westodishavloggergm768
    @westodishavloggergm768 2 ปีที่แล้ว +2

    Minister role katha tike kahuna...

  • @py4351
    @py4351 2 ปีที่แล้ว +4

    gobindaku fashi diajau

  • @kailashpatel7939
    @kailashpatel7939 2 ปีที่แล้ว +1

    मुझे अबतक ये समझ मे नहीं, आया की आरोपी के face को kyun कपड़ा se छुपाया जाता है, bal ki duniya k सामने सबको दिखाना चाहिए.

  • @ramdasbag4779
    @ramdasbag4779 2 ปีที่แล้ว +2

    Now close the. College...
    College ku band kara...sabu Kalahandi Bolangir ra loke
    GAI GUHAL KARI Hala bandhiba

  • @A_LoneRider
    @A_LoneRider 2 ปีที่แล้ว

    CBI ku ଡକା ଯାଉ

  • @aratimanipatra798
    @aratimanipatra798 2 ปีที่แล้ว

    Mem bohut bhlo kotha kohuchhanti

  • @marasinmelgandi7301
    @marasinmelgandi7301 2 ปีที่แล้ว +5

    ଝରାଫୁଲର ମଡର ଠୁବି ବହୁତ ଡେନଜର ହେଲା

  • @ramakanthdash8496
    @ramakanthdash8496 2 ปีที่แล้ว

    ଏ ମାଗିହା ଚାନେଇ ଆଗରୁ ଲୁଚିଥିଲା,,

  • @dhananjayanag912
    @dhananjayanag912 2 ปีที่แล้ว +1

    ମନ୍ତ୍ରୀ ଦିବ୍ୟସଙ୍କର ମିଶ୍ରଷଡଯନ୍ତ୍ର କରି ଟିଟିଲାଗଡ଼ ପୋଲିଶ କୁ ଫୋନେ କରି ଗୋବିନ୍ଦ ଙ୍କୁ ଛାଡ଼ିବା ପାଇଁ କହିଥିଲେ, ଗୋବିନ୍ଦ ଫେରାର ମାରିବା ପରେ ମନ୍ତ୍ରୀ ଗୋବିନ୍ଦ କୁ କହିଥିବେ ମନ୍ତ୍ରୀ ଙ୍କ ନାମ ନ ନେବା ପାଇଁ

  • @sudhakarjena3852
    @sudhakarjena3852 2 ปีที่แล้ว +1

    ଆପଣଙ୍କର comment ଠିକ୍ ଅଛି କିନ୍ତୁ ଯେଉଁ ଥାନା ରେ ଅଭିଯୋଗ କରାଯାଇଛି ଏବଂ ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରୁନାହାଁନ୍ତି ଏବଂ ଡେରି କରୁଛନ୍ତି ସେମାନଙ୍କୁ ଫାଶୀ ଦିଆଯାଉ ନଚେତ୍ ନିଲମ୍ବିତ କରି ଲୋକମାନଙ୍କର ଦିନ ମଜୁରିଆ ଭାବେ ପଠାଯାଉ ।ସେଇ ଟଙ୍କା relifefound କୁ ପଠାଯାଉ । ଆଉ ଗୋଟେ କଥା ହେଲା ସେହି କେସ୍ ରେ ତାଙ୍କ ମା, ଭଉଣୀ,ସ୍ତ୍ରୀ ଥିଲେ ସେ କଣ କରିବେ ଆପଣମାନେ ଲେଖିପଠାନ୍ତୁ।

  • @kmanojmahanandamkproductio3516
    @kmanojmahanandamkproductio3516 2 ปีที่แล้ว +1

    Govinda Sahu ku fasi dia jaau

  • @Dhirej12
    @Dhirej12 2 ปีที่แล้ว

    ସେ ଜଣକ ଜୀବନ ନେଇଚି ତାର ଜୀବନ ରହିବା ଦର୍କାର ନାହିଁ ତାକୁ ଫାଶୀ ଦିଅ

  • @priyalaxmibehera3847
    @priyalaxmibehera3847 2 ปีที่แล้ว

    ଏତେ ଯୋଜନା ଏତେ ଆଇନ ବାହାରୁଛି କିନ୍ତୁ ଆମ ଓଡ଼ିଶାରେ ନାରୀ ସୁରକ୍ଷା ହେଇପାରିଲା ନାହିଁ ,, ଛି ଛି ସରକାର

  • @rameshaghria5759
    @rameshaghria5759 2 ปีที่แล้ว +1

    ମମିତା ସାହୁ ନୁହେଁ ମେଡମ ମମିତା ମେହେର

  • @akpowerbrandking9739
    @akpowerbrandking9739 2 ปีที่แล้ว

    Sorry

  • @K-Starreaction
    @K-Starreaction 2 ปีที่แล้ว

    CBI investigation hoba darkar

  • @binodapadhiari1482
    @binodapadhiari1482 2 ปีที่แล้ว

    ଏ ଶଳା ଗୋବିନ୍ଦ କୁ ଫାନ୍ସୀ ମିଳୁ ସେ ଫୁଣି ରାଜ ରାସ୍ତାରେ କଣ କଲୁରେ ମା ଘିଆ ଟା

  • @sureshmoharana836
    @sureshmoharana836 2 ปีที่แล้ว

    Justice for mamata..

  • @mukeshcreationa2z763
    @mukeshcreationa2z763 2 ปีที่แล้ว +1

    Mg ku fasi diaa jau 😡😡😡😡😡

  • @muna83
    @muna83 2 ปีที่แล้ว

    Praman milila pare final hydrabad bhali karibakatha

  • @kalipadakhuntia7523
    @kalipadakhuntia7523 2 ปีที่แล้ว +1

    Blind C.M.is playing piano.He doesn't know what's happening in the state.His ministers are doing what?

  • @ashisbag1786
    @ashisbag1786 2 ปีที่แล้ว

    News ରିପୋଟର ମାନେ ପାଗଳ ପରି ପ୍ରଶ୍ନ ଆଗୋ ଗାତ ଖୋଳିବା ବିଷୟ 😀😀😀😀😀

  • @arunkumarbehera612
    @arunkumarbehera612 2 ปีที่แล้ว +1

    ଓଡ଼ିଶା ର ଶାସନ ତାଲିବାନ ଠୁ ବି ବଳିଗଲା

  • @d.jcreation4858
    @d.jcreation4858 2 ปีที่แล้ว

    Jay Jagannath 🙏

  • @rabindramahuri3181
    @rabindramahuri3181 2 ปีที่แล้ว

    ସାର ନମସ୍କାର ଏମିତି ଘଟଣାରେ ଯଉଁ ମାନେ ଅଛନ୍ତି ସେ ମାନଙ୍କୁ ଏମିତି ଦଣ୍ଡ ଦିଅନ୍ତୁ କେହି ସାହସ କରିବେନାହିଁ ଏ ଭଳି କରିବାପାଇଁ l

  • @sibasishpradhan4453
    @sibasishpradhan4453 2 ปีที่แล้ว +2

    Au se minister ku low Anusara Dando Dia jau

  • @Deppuctc
    @Deppuctc 2 ปีที่แล้ว +1

    Reporter ku tike complete karibaku de . Anchor ta thik se anchoring Kari janini . Oversmart anchor

  • @Sonapradhana143
    @Sonapradhana143 2 ปีที่แล้ว

    😭😭😭😭ଗୋବିନ୍ଦ ସାହୁ ଆଉ ଯିଏ ଯିଏ ବି ଅଛନ୍ତି ସମସ୍ତଙ୍କୁ ଆଣିକି ଫାଂଶି ଦିଅ 🙏🙏🙏🙏

  • @rakeshrout9055
    @rakeshrout9055 2 ปีที่แล้ว +1

    Thanks, Kanaka news please car driver ku dharantu

  • @manipriya6989
    @manipriya6989 2 ปีที่แล้ว +2

    Gabindha ku sabu dina pai mari dio

  • @swabhimantulo1841
    @swabhimantulo1841 2 ปีที่แล้ว +3

    Rakta garam heuni ki a odisha prasasan ra, phasi should be the right decision nothing else, Jane nirvayi great leady has murdered by this nonsense useless.., jadi se bahare banchiki bulibo kebe a desha re nyaya boli kichi na rahiba bhala ...

  • @gkk8952
    @gkk8952 2 ปีที่แล้ว +1

    ମମିତା ସାହୁ ନୁହଁ
    ମମିତା ମେ େହର

  • @lipikasamal7224
    @lipikasamal7224 2 ปีที่แล้ว

    Jai jagannatha