ପୀୟୂଷ ଙ୍କ ସଂପୂର୍ଣ୍ଣ ପରିବାର ଓ ଘର / mitunavlogs / konarkgananatya / jatra villian / house video /

แชร์
ฝัง
  • เผยแพร่เมื่อ 21 ส.ค. 2024
  • #mitunavlogs #konarkgananatya #odiajatra
    ପୀୟୂଷ ଙ୍କ ସଂପୂର୍ଣ୍ଣ ପରିବାର ଓ ଘର
    mitunavlogs
    konarkgananatya
    jatra villian
    house video

ความคิดเห็น • 1.2K

  • @salabegarout1166
    @salabegarout1166 ปีที่แล้ว +6

    ଅତି ସୁନ୍ଦର, ପୀୟୂଷ ଭାଇ ଙ୍କ ପରିବାର କୁ ଦେଖିକି ଖୁସି ଲାଗିଲା l👌👌👌

  • @mamatabiswal8395
    @mamatabiswal8395 ปีที่แล้ว +13

    Awesome family....kahari najar na lagu...Rinky bahut vala swavabara jhia ..khub sundari..cute..love you .

  • @sanvicreationentertainment2423
    @sanvicreationentertainment2423 ปีที่แล้ว +7

    ମିଟୁନା ଦୀ ବହୁତ୍ ବହୁତ୍ ଧନ୍ୟବାଦ୍ କାହିଁକି ନା ଆମେ ଆପଣଙ୍କୁ ଛୋଟ ବେଳେ ଟିଭି ରେ ଦେଖୁଥିଲ ଯୋଉ ନlଟକ କୁ ଲୋକେ ବହୁତ୍ ଭଲ ପାଇବା ଦେଇଥିଲେ ମନେ ଟିକେ ପକେଇଦୌଚି କହଲୋ ବଉଳ କିଏ ତୋ ବର କୋଉଡି ଖେଳ ଇତ୍ୟାଦି ଅତି ଉଚ୍ଚ କୋଟି ର ନାଟକ ଆଜି କାଲି ପ୍ରାୟତ ସେମିତି କା ନାଟକ ଦେଖିବା ସ୍ବପ୍ନ ହୋଇଗଲାଣି ଯାହା ହଉ ପିଉସ ଭାଇ ବି କଛି କମ୍ କରିନାହାନ୍ତି ବାକି ରହିଲା ଯାତ୍ରା ସହ ଅମର ପ୍ରାୟତଃ ବହୁତ୍ ଭଲ ସବୁ ପାର୍ଟି ରେ କିଛି କିଛି ଚିନ୍ନl ପିଲା ମାନେ ଅଛନ୍ତି କିଏ dancer କିଏ ସିଙ୍ଗର ବା କିଏ ଆକ୍ଟର ସମସ୍ତଙ୍କ ସହ ଆମର ଭଲ ଆପଣ ବି ବହୁତ୍ ଭଲ ଅଭିନୟ କରନ୍ତି ଭଗବାନ ସମସ୍ତ ଙ୍କୁ ଭଲ ରେ ରଖନ୍ତୁ ଜଣେ ଦର୍ଶକ ଭଲ ରେ ରହିଲେ ସେ ଯାତ୍ରା ଟିକେ ଦେଖିପାରିବ ଜଣେ କଳା କାର ଭଲ ରେ ରହିଲେ ସେ ଭଲ ଯାତ୍ରା ପରିବେଷଣ କରିପାରିବ ଆଛା ଏତେ ସବୁ ଭିତରେ ମୁ ମୋ ନିଜ ପରିଚୟ ଦବାକୁ ଭୁଲି ଯାଇଛି ମୁ ଜଣେ ଭଲ ସିଙ୍ଗର ଜଣେ ଅକ୍ଟର ଜଣେ musician ଅବ୍ନ ଜଣେ ଭଲ ଲେଖକ ମଧ୍ୟ ଏସବୁ ମୁଁ ନିଜେ ନିଜେ ଭାବେ 😆😆😆 ଆପଣ ଏହାକୁ ପଢ଼ି ହସୀ ବାକୁ ଟ୍ର କରୁଥିବେ କିନ୍ତୁ ହସି ପାରୁ ନଥିବା ନାଇ ସତ କଥା ହେଲା ମୁଁ କଳା ପ୍ରେମୀ ଆଉ କଳା କୁ ସମ୍ମାନ ଦିଏ କଳା ଓ କଳାକାର କୁ ବହୁତ୍ ଭଲ ପାଏ ଆଉ ଏ ପାଗଲା ମୀ ମୋର ଛୁଆଟିବେଲୁ ବହୁତ ଇଚ୍ଛା ଥିଲା କଳା କୁ ନିଜର କରିବାକୁ ସମୟ ର ଖେଳ କିଛି ଅଲଗା ଥିଲା ଜୀବନ ର ଶେଷ ନିଃଶ୍ୱାସ ପର୍ଯାତ୍ ଏମିତି କଳା ପର୍ତି ଭଲ ପାଇବା ଥିବ ଦେଖା ଆପଣଙ୍କ ସହ ନିଶ୍ଚିତ ହେବ କାରଣ ପୃଥିବୀ ଟା ଗୋଲ କୋଉଠି ନା କୋଉଠି ବୁଲି ବାଲି କି ଆସି ଦେଖା ହେବା ଏବେ ମୋ ପ୍ରେଫୋସନ କହୁଚି କଳା ଛାଡ଼ି ମୁ କିଚ୍ଚି ଦିନ କିଛି ଡିନି ନୁହେଁ 13/14 ବର୍ଷ କାର ସୋରୁମ୍ ରେ କାମ କରୁଥିଲେ ଏବେ ନିଜେ ନିଜେ ବିଜନେସ କରୁଛି ଆପଣ ଙ୍କ ଗାଡ଼ି ଟି ପୁରୁଣା ହୋଇ ଗଲାଣି ଯଦି କେବେ କିଛି ଭଲ କଣ୍ଡେସନ ର ଗୋଟେ ଭଲ ଗାଡ଼ି ଦରକାର ତେବେ ୟେ ଅଧମ କୁ ଟିକେ ମନେ ପକାଇ ବେ ମୁ ଭୁନେଶ୍ବର ରେ ରୁହେ ଘର ମୋର ସେଠୀ ଯଦି କବେ ଗାଡ଼ି ଟେ ଦରକାର ହେବ ମୋତେ ଏଇ ଚାଟ ମଧ୍ୟମ ରେ no te ମlଗିପରିବେ ଆସ କରୁଛି ଏତେ ଲମ୍ବା କମେଟ କେହି ଦେଇ ନଥିବେ comment'ପଢ଼ି କିଛି ଲେଖିବାକୁ ଅନୁରୋଧ ଇତି ଆପନଅଙ୍କ dilonsanjeev

    • @mitunavlogs1379
      @mitunavlogs1379  ปีที่แล้ว +2

      Bahut bahut dhanyabad msg pura padhili au kan adhika kahibi janiparuni Han gadi kali bok haba boli chinta karichi xl 6 matamata debe nahele call karantu mo vlogs re rati babu nka sakhyatkar video achhi dekhantu mo no achhi 🙏🙏🙏 no napaile mag karibe apanaka no debe mu call karibi

    • @sanvicreationentertainment2423
      @sanvicreationentertainment2423 ปีที่แล้ว

      @@mitunavlogs1379 agnya xl6 bahut bhala gadi kintu millage ଟିକେ କମ୍ ଦେବ 13/14 ଭିତରେ ଯଦି ଆପଣ ev with ପେଟ୍ରୋଲ ନିଅତି ତେବେ millage tike ଅଧିକ ଆସିବ ବାକି 7ସିଟର ହିସାବରେ ଆପଣ ertiga ନେଇଥିଲେ ଭଲ ହେଇଥାନ୍ତା ଚଳୀବ ଆପଣ ଭଲ ମାରୁତି ଗ୍ରୁପ ର ଯାହା ବି ନେବେ ଆଖିଭୂଜି କି ଭଲ ହବ ଏବେ recently gote xl6 ra top ମଡେଲ ଟେ ବିକିଦେଲୁ 2019 ର pertol running 7000 only runn haethila ଛାଡନ୍ତୁ ଗାଡ଼ି କୋଉଠୁ ଭୁବନେଶ୍ଵର ରୁ ନଉଛନ୍ତି xl6 ଭଲ ହେବ ଯାହା ଦରକାର ପଡ଼ିବ ଟିକେ କହିବେ

  • @balarammallik8766
    @balarammallik8766 ปีที่แล้ว +7

    ପିଉସ ଭାଇ ଜଣେ ଖୋଲା ମଣିଷ 😮😮😮😮 ବହୁତ ସୁନ୍ଦର

  • @rohankumarsamantaray1229
    @rohankumarsamantaray1229 ปีที่แล้ว +6

    ବହୁତ ବଢିଆ ମିଟୁନା ଅପା ସୁପର

  • @ajayakumarmohanty9582
    @ajayakumarmohanty9582 10 หลายเดือนก่อน +7

    ବହୁତ ସୁନ୍ଦର ପରିବାର। ଆନନ୍ଦ ଉଲ୍ଲାସରେ ତାଙ୍କ ପରିବାରର ସମସ୍ତେ ମିଶି ଖୁସିରେ ଅଛନ୍ତି। ସେଠାରେ ଆଧ୍ୟାତ୍ମିକ ପରିବେଶ ରହିଛି। ବହୁତ ଧନ୍ୟବାଦ ।

    • @mitunavlogs1379
      @mitunavlogs1379  10 หลายเดือนก่อน +1

      Thsnks 🙏

    • @MrKabu80
      @MrKabu80 10 วันที่ผ่านมา

      ଭାରତୀ ମାମ୍ଦମ୍ ସହିତ ଏବେ ଲଭ ଅଫିର ଅଛି କି ନାହିଁ ବଣାଇ ରେ କେସ ହୋଇଥିଲା ବୋଧେ

  • @niranjanpatra84
    @niranjanpatra84 ปีที่แล้ว +61

    Peus bhai nka wife bahuta cute🥰👌🥰 Bhauja bahuta sanskari achhanti 🥰❤️🥰

  • @anirudhanayak5068
    @anirudhanayak5068 ปีที่แล้ว +110

    ମିଟୁନା ମାଡାମ ଆପଣଙ ଦୂରା କଳାକାରଙ ଘର,ତାଙ ପରିବାର , ଏବଂ ତାଙ୍କର ପୁରା ଫେମିଲି ଆମେମାନେ ଦେଖି ପାରୁଛୁ, ସେଥିପାଇଁ ଆପଣଙ୍କୁ ଏବଂ ରତି ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ,ଜୟ ଜଗନ୍ନାଥ

  • @durgaprasadhota
    @durgaprasadhota ปีที่แล้ว +9

    ଦିଦି ବହୁତ ଖୁସି ଲାଗିଲା ପିୟୁସ ଭାଇ ଫାୟାମିଲ ଦେଖିକି।। ଜୟ ଜଗନ୍ନାଥ 🙏

  • @sankarentertainment1224
    @sankarentertainment1224 ปีที่แล้ว +8

    ଅପା ଭାଉଜ ଙ୍କର କଥା ଶୁଣିକି ସତରେ ବହୁତ ଭଲ ଲାଗିଲା ପିୟୁଷ ଭାଇ ବହୁତ ଭଲ acoter ଜଣେ 🙏🙏🙏

  • @babulbabul7593
    @babulbabul7593 ปีที่แล้ว +4

    ବହୁତ ସୁନ୍ଦର ହେଇଛି ଆଜିର ବ୍ଲଗ୍ ଜୟ ଜଗନ୍ନାଥ

  • @_Kishan_47
    @_Kishan_47 8 หลายเดือนก่อน +2

    ବହୁତ ଭଲ ଲାଗିଲା ଚନ୍ଦନ ଭାଇ (ପୀୟୂଷ)ଭାଇଙ୍କ ପରିବାରକୁ ଦେଖି ❤❤❤❤❤❤❤❤❤

  • @pratapkumarsahoo6614
    @pratapkumarsahoo6614 ปีที่แล้ว +5

    ଜୟ ଜଗନ୍ନାଥ ଅପା ବହୁତ ସୁନ୍ଦର ବ୍ୟାଡ ଵୟ ପିୟୁସ ଭାଈ ଙ୍କର ଭିଡିଓ ପୋଷ୍ଟ କଲେ ।ଏ ପ୍ରଚେଷ୍ଟା ଆପଣଙ୍କର ଜାରିରହୁ। ଏବଂ କିଛି ପୁରୁଣା ଲେଖକ /ଡାଇରେକ୍ଟର ସମ୍ପର୍କରେ ସମ୍ପୂର୍ଣ୍ଣ ପରିବାରର ସାକ୍ଷାତ କାର କଲେ ଆମେ ଚିରୋପ୍ରକୁତ ହେବୁ

  • @Erdebasishlucky3142
    @Erdebasishlucky3142 ปีที่แล้ว +14

    ବହୁତ bahut ସୁନ୍ଦର video karithibaru dynamic actors piyush bhai ଙ୍କ ଘର ଦେଖେଇଥିବାରୁ,,Thank you ଅପା nd ଭାଇ also ଶ୍ରୀଧର bhai🙏🙏🙏

  • @jayadebvolgs
    @jayadebvolgs ปีที่แล้ว +4

    ati sunder vlog piyush bhai ra family member ati sunder jay jagannath God bless u appa bhai thanks

  • @jayaprakashpatel8994
    @jayaprakashpatel8994 ปีที่แล้ว +8

    ଜୟ ଜଗନ୍ନାଥ
    ପିୟୁଷ ଭାଇ ବହୁତ ସୁନ୍ଦର କଳାକାର

  • @mamatabiswal8395
    @mamatabiswal8395 ปีที่แล้ว +32

    Rinky katha ete marjita, madhura...mu barambar dekhuchi ..Piyush is very lucky to have such a wonderful person in his life..

  • @pratibhaacharya4558
    @pratibhaacharya4558 ปีที่แล้ว +3

    Mituna nka video programa ati sundar ,ଘରେ ବସି ସମସ୍ତେ ଯାତ୍ରା କଳାକାରଙ୍କ family Biodata ହସ ଖୁସିରେ ଜାଣିପାରୁଛନ୍ତି ମୋ ତଥା ସାରା ଓଡ଼ିଶା ତରଫରୁ ମିଟୁନା ଟିମ୍ ଙ୍କୁ ଅଶେଷ ଧନ୍ୟବାଦ
    ପିୟୁସ ଙ୍କ ଛୋଟ ପରିବାର ଖୁସି ପରିବାର ** ତାଙ୍କ ସ୍ତ୍ରୀ ବି ଅତି ସୁନ୍ଦର ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ତାଙ୍କ ପ୍ରତି ସଦା ରହିଥାଉ

  • @abhayakumardash8565
    @abhayakumardash8565 7 หลายเดือนก่อน +1

    ବହୁତ ସୁନ୍ଦର ଲାଗିଲା ଜୟ ଜଗନ୍ନାଥ ଭରଷା ହୁଅନ୍ତୁ ପ୍ରଣାମ

  • @jatraloversibun
    @jatraloversibun ปีที่แล้ว +1

    Jay Jagannath 🙏🙏🙏
    Bahutu sundar video bahutu bahutu khushi piyush bhainka all familynka all family video dkhibahut khushi lagila 👌👌👌👌👌👌👌 video 👍👍👍👍👍👍🥰🥰🥰🙏🙏🙏🙏 bhai & didi 🙏🙏

  • @Higk-h3g
    @Higk-h3g ปีที่แล้ว +3

    Bhauja bahut Simple
    Bhai bi bindass

  • @niranjanpatra84
    @niranjanpatra84 ปีที่แล้ว +3

    Ajira blog bahuta sundar lagila apa❤️🙏❤️ Peus bhai nka patibara re samastanku dekhi bahuta khusi lagila 🥰

  • @spectrumworld958
    @spectrumworld958 8 หลายเดือนก่อน +1

    Sundar pariwar.... Video ta dekhiki bahut khusi lagila didi 🙏🙏

  • @sahoogkandmotivation6534
    @sahoogkandmotivation6534 ปีที่แล้ว +2

    Bahut bhhalo laguchhi video ti

  • @pinakipanda211
    @pinakipanda211 ปีที่แล้ว +4

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @biswaranjansahoo7495
    @biswaranjansahoo7495 ปีที่แล้ว +5

    Beautiful family piyush bhai super full enjoyment vlog Jay jaggnath mahaprabhu bhalare rakhantu

  • @rashmiranjanbehera2078
    @rashmiranjanbehera2078 ปีที่แล้ว +3

    ଅତି ସୁନ୍ଦର ଲାଗିଲା ଭିଡ଼ିଓ ଦେଖିକି.. ଏମିତି ଆଗକୁ ଭଲ ଭଲ ଭିଡ଼ିଓ ଆଣନ୍ତୁ.. ଜୟ ଜଗନ୍ନାଥ ମିଟୁନା ଅପା ଆଉ ରତି ଭାଇ 🙏🙏

  • @santoshgill4534
    @santoshgill4534 ปีที่แล้ว +3

    ବହୁତ ସୁନ୍ଦର ଭିଡିଓ

  • @malayakumarbiswal5445
    @malayakumarbiswal5445 11 หลายเดือนก่อน +4

    ବହୁତ ଭଲ ପ୍ପିୟୁସ୍ ଭାଇଙ୍କ ପରିବାର . ଧନ୍ୟବାଦ୍ ମିଟୁନା ଅପା

  • @bibhuranjanpatrabibhu6321
    @bibhuranjanpatrabibhu6321 ปีที่แล้ว +8

    Very beautiful ❤️❤️ family.God bless you mithuna didi.. Thanks 🙏🙏🙏

  • @prasantabal7603
    @prasantabal7603 ปีที่แล้ว +2

    Bahuta bhala lagila blog dakhiki

  • @narendradhrua8562
    @narendradhrua8562 10 หลายเดือนก่อน +1

    Bahut sundar paribara

  • @rajendrakumarguru01
    @rajendrakumarguru01 ปีที่แล้ว +16

    Junior piyush so cute

  • @manojmohapatra4832
    @manojmohapatra4832 ปีที่แล้ว +3

    Bahut bhala paribar God bless you

  • @MonalishaMohapatra-ey2bl
    @MonalishaMohapatra-ey2bl ปีที่แล้ว +1

    Bahut badhia super

  • @sambalpuricuttybabygirlAngel19
    @sambalpuricuttybabygirlAngel19 ปีที่แล้ว +2

    ମିତୁନା ଭାଉଜ ତୁମ ଡ୍ରେସ ଭଲ ଲାଗୁଛି। Piyush bhai nka nija ghara na ଭଡ଼ା ଘର

  • @ramakantasethi6590
    @ramakantasethi6590 11 หลายเดือนก่อน +3

    One only super star ପିୟୁଷ ଭାଇ ମୁଁ ବହୁତ ଗର୍ବିତ ଯେ ପିୟୁଷ ଭାଇ ଙ୍କ ଭଳି କଳାକାର ଆମ ଓଡିଶା ରେ ଅଛନ୍ତି. ଆଉ ଆପଣକୁ ଧନ୍ୟବାଦ ଯେ ତାଙ୍କ ଭିଡିଓ ଆମକୁ ଦେଖାଉଛନ୍ତି 🙏.

  • @parsuramdas6474
    @parsuramdas6474 3 วันที่ผ่านมา

    Very very nice family.God bless you ❤❤❤

  • @akashkumarbehera44
    @akashkumarbehera44 3 หลายเดือนก่อน +1

    ବହୁତ ବଢ଼ିଆ ଲାଗିଲା 😊😊❤

  • @keonjhar1234
    @keonjhar1234 ปีที่แล้ว +5

    ଯେତେ କଳା କାର ଆସିଲେ ବି ନଳିନୀ ମିଟୁନା ଦିଦି ଙ୍କ ଭଳିଆ heroin ଆଉ ଆସିବେନି ପିୟୁଷ ଭାଇ ବି ଭଲ ରତି ଭାଇ ବି ଭଲ ଶ୍ରୀଧର ଭାଇ ମ ପାଇଁ ସବୁଠୁ ଭଲ,,,

  • @SunnySportsHub
    @SunnySportsHub ปีที่แล้ว +7

    My fev piyush Bhai and his family is too good god always blessed him and you also

    • @mitunavlogs1379
      @mitunavlogs1379  ปีที่แล้ว

      Thanks 🙏

    • @basudebapradhan3828
      @basudebapradhan3828 5 หลายเดือนก่อน +1

      Piyush kana odisa chip minister kou Bala loka ta tharu Ahuri badhia badhia roliara achhantj

  • @munapatra9876
    @munapatra9876 ปีที่แล้ว +1

    Bahuta bhala lagila Pius bhainka ghara au family dekhiki bahuta bahuta dhanya bad mituna opa opa

  • @jagadishsarangi6214
    @jagadishsarangi6214 ปีที่แล้ว +1

    Super lagila dhanyabad....

  • @respect4623
    @respect4623 10 หลายเดือนก่อน +3

    ବହୁତ ସୁନ୍ଦର ପରିବାର ❤

  • @khusimallik6724
    @khusimallik6724 ปีที่แล้ว +3

    ଚନ୍ଦନ ର ଫ୍ୟାମିଲି ଅତି ସୁନ୍ଦର ଆଉ ସଂସ୍କାରି ମଧ୍ୟ ILOVE U PIYUSH

    • @mitunavlogs1379
      @mitunavlogs1379  ปีที่แล้ว

      Thanks 🙏

    • @Babumamalivlogs
      @Babumamalivlogs 5 หลายเดือนก่อน

      Apa🙏🏻🙏🏻​mate apanankara aie Guna ta bahut bhala Lage je apana samastanka comment ra replay dianti ignore karantini @@mitunavlogs1379

  • @rajeeb841
    @rajeeb841 5 หลายเดือนก่อน +1

    ମିଟୁନା ମାଡାମ
    ଆପଣଙ୍କୁ ଏବଂ ରତି ବାବୁ ଙ୍କୁ ବହୁତ ଧନ୍ୟବାଦ କାହିଁକିନା ଆପଣ ମାନେ ନିଜର ବ୍ୟସ୍ତତା ଭିତରେ ଥାଇ ବି ମାନବିକତା କୁ ଭୁଲି ନାହାନ୍ତି l ନିହାତି ମଣିଷପଣିଆ l ସମାଜ କୁ ବାର୍ତ୍ତା ଦେଲା ଭଳି ନାଟକ ଟି ୨୦୨୪ ରେ ମୁଁ ଦେଖିଥିଲି ସେଇ ଗୋଟିଏ ଭୁଲ ପାଇଁ, ବହୁତ ବାସ୍ତବିକତା ଅଛି ଲେଖା ରେ, ଯାହା ହୋଉ ନିଜର ଯତ୍ନ ନିଅନ୍ତୁ ଖୁସିରେ ରୁହନ୍ତୁ, ଓଡ଼ିଆ ଜାତି ର ଟେକ ରଖନ୍ତୁ 🙏

    • @mitunavlogs1379
      @mitunavlogs1379  5 หลายเดือนก่อน

      Bahut bahut dhanyabad agyan 🙏

  • @jayakrushnabehera1295
    @jayakrushnabehera1295 ปีที่แล้ว +2

    ବହୁତ ଭଲ ଲାଗିଲା

  • @arabindarath1696
    @arabindarath1696 ปีที่แล้ว +5

    Beautiful family ❤️ piyush bhai super 👌👌👌

  • @aswinikumarswain9829
    @aswinikumarswain9829 ปีที่แล้ว +3

    Bhainka family member samaste bhala lagile. Bahut bhala family. 100 percent true lagila.

  • @ashokbag5461
    @ashokbag5461 8 หลายเดือนก่อน +1

    Piyush bhai bahut bahut bahut bahut Val pilaa taa❤❤❤❤❤
    God bless you forever piyush bhai

  • @lalitsha8889
    @lalitsha8889 ปีที่แล้ว +2

    Piuse bhai nka púra family ra vlógs dakhi bahut khusi lagilà🙏🙏🙏🙏jay jagrannath

  • @raghunathsahoo179
    @raghunathsahoo179 ปีที่แล้ว +3

    ଜୟ ଜଗନ୍ନାଥ ଅପା
    ଏତେ ଦିନ ପରେ ଗୋଟିଏ ଭଲ video

  • @chaitanyabariki810
    @chaitanyabariki810 ปีที่แล้ว +34

    ମାଡାମ ଶୁଭେଚ୍ଛା 🙏 ସବୁ ଠିକ ହେଲା ଯେ 🙏 ଯାତ୍ରା ରେ ମାଆ ଅଭିନୟ କରିଥିବା କାଳି ମାଡାମ ଙ୍କ ସହିତ ତାଙ୍କର ପରିବାର ର ଗୋଟିଏ ସାଖତକାର ନିଅନ୍ତୁ 🙏 ଜୟ ଜଗନ୍ନାଥ ସ୍ବାମୀ 🙏 ବନ୍ଦେ ଉତ୍କଳଜନନୀ 🙏🙏🙏

    • @kebaljatra
      @kebaljatra ปีที่แล้ว +3

      18.19.20 konark sova Jagatsinghpur jiba , sei taime re apaa silu bhai au kali apa nka gharaku jai sakhyat nei video karantu

    • @mitunavlogs1379
      @mitunavlogs1379  ปีที่แล้ว +1

      Ok

    • @mitunavlogs1379
      @mitunavlogs1379  ปีที่แล้ว +1

      Se time re semane ghare thile ta

    • @kebaljatra
      @kebaljatra ปีที่แล้ว

      Hn thik katha apaa

    • @diptimayeeraj1616
      @diptimayeeraj1616 ปีที่แล้ว

      ଏକ୍ଦମ୍ ରାଇଟ୍ କଥା

  • @ajaymalik8668
    @ajaymalik8668 ปีที่แล้ว +2

    Mam bahut khusi lagila

  • @nilamadhabbehera9617
    @nilamadhabbehera9617 4 หลายเดือนก่อน +1

    Piyush Bhainka ghare jaha b dekhibaku milila,Sikhibaku Au E bahu dinara Smruti rakhichanti E b gote Nataka hei pariba,No dout .❤❤❤❤

  • @chandrakantsingh4858
    @chandrakantsingh4858 ปีที่แล้ว +31

    ଧନ୍ୟବାଦ ମାଡାମ ଯାତ୍ରା ର ସମସ୍ତ କଳାକାରମାନଙ୍କ ପରିବାର ସହିତ ସାକ୍ଷାତ କରିଥିବାରୁ

  • @ganeshmohanty6980
    @ganeshmohanty6980 ปีที่แล้ว +4

    Happy family piyush tripathi and also good artist of jali wood

  • @chhayakantamahananda7220
    @chhayakantamahananda7220 7 หลายเดือนก่อน +1

    Bala anubhav..arimbam....one only hero piyush tripathy

    • @mitunavlogs1379
      @mitunavlogs1379  7 หลายเดือนก่อน

      Kahila thik achhi kintu fisrt word mote bhala lagilani 🙏

  • @rameshchandraswain9092
    @rameshchandraswain9092 ปีที่แล้ว +4

    Thank you madam
    Plyus babunka family is
    Lovely family

  • @kiranchoudhury8801
    @kiranchoudhury8801 ปีที่แล้ว +3

    Piyush bhaii Mora "Dil Wale" ❤❤bhaii🙏😘😘♥️♥️♥️🤗 bohut bhala ❤❤❤🤗😘

  • @rangapadhi1569
    @rangapadhi1569 4 หลายเดือนก่อน +1

    Bhala lagila

  • @SUJiT...5168
    @SUJiT...5168 ปีที่แล้ว +1

    Fantastic video piyush bhai💕💕💕💕

  • @rajendrakumarguru01
    @rajendrakumarguru01 ปีที่แล้ว +4

    Piyush bhai jollywood king

  • @pradeepkumarprusty6001
    @pradeepkumarprusty6001 ปีที่แล้ว +4

    Piush bhainka wife Jane prakruta gharani tanka ra chali chalana kathha barta auu hasa hasa muha kahi dauchi Rinky Bhauja Jane bohut Bhala Manisha

  • @dhirendrakulhari8586
    @dhirendrakulhari8586 ปีที่แล้ว +1

    Appa Bahutu Bahutu Sunder Lagila Piyush Bhai nka Family ❤❤❤❤ Very Very Nice Volgs Appa ❤❤❤

  • @ajaysahoo1618
    @ajaysahoo1618 8 หลายเดือนก่อน +1

    ଯାହା ହଉ ମିଟୁନା ଦି ବହୁତ ଭଲ ସୁନ୍ଦର ଅଭିନୟ ଆପଣକଂ ର ଭଗବାନ କରନ୍ତୁ ଆପଣ ଏମିତି ଆହୁରି ଭଲ ଅଭିନୟ ରେ ଦର୍ଶକ ଙ୍କ ମନୋରଞ୍ଜନ କରି ଆହୁରି ଆଗକୁ ଯାଆନ୍ତୁ...
    ଜୟ ଜଗନ୍ନାଥ

    • @mitunavlogs1379
      @mitunavlogs1379  8 หลายเดือนก่อน

      Jai Jagannath 🙏🙏🙏

  • @anekkatha3438
    @anekkatha3438 ปีที่แล้ว +5

    Didi real hero / villian in jatra industry....

    • @mitunavlogs1379
      @mitunavlogs1379  ปีที่แล้ว +1

      Thanks 🙏

    • @anekkatha3438
      @anekkatha3438 ปีที่แล้ว

      Welcome didi ......... TH-cam ru Silverplaybottom asile vedio sayer kariba.....

    • @sarojsamal9395
      @sarojsamal9395 ปีที่แล้ว

      Didi punish bhai pura jalidauchnti

    • @sarojsamal9395
      @sarojsamal9395 ปีที่แล้ว

      Wow

  • @LOVING-PUPPY
    @LOVING-PUPPY ปีที่แล้ว +3

    ପୀୟୂଷୁ bhai ଙ୍କ ହସ 👌👌👌 ଲକ୍ଷେ ଟଙ୍କା 👌👌💋💋❤️❤️

  • @subhasmitaparida3995
    @subhasmitaparida3995 ปีที่แล้ว +1

    Bhala lagila video

  • @adhira.12M
    @adhira.12M 11 หลายเดือนก่อน +1

    ସତରେ piyush bhai hart touch person ତାଙ୍କୁ ଦେଖିକି କେହି କହିବେନି je ସେ ଜଣେ villean

  • @chaitanyabariki810
    @chaitanyabariki810 ปีที่แล้ว +10

    ଶୁଭ ସକାଳ ମାଡାମ 🙏🙏
    ଯାତ୍ରା କଳାକାରମାନଙ୍କ ପରିବାର ଙ୍କ ସାକ୍ଷାତକାର ଭଲ ଲାଗିଲା 🙏 ଠାକୁରେ ସମସ୍ତ କଳାକାର ଙ୍କ ପରିବାର କୁ ଆଶିର୍ବାଦ କରନ୍ତୁ 🙏 ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ 🙏 ଅନୁରୋଧ କରୁଛି ବିଗତ ଦିନରେ କୋଣାର୍କ ଗଣନାଟ୍ୟ ରେ ମାଆ ଅଭିନୟ କରିଥିବା ମାଡାମ ଙ୍କ ସାକ୍ଷାତକାର ନିଅନ୍ତୁ 🙏🙏🙏🙏🙏🙏🙏🙏🙏

  • @BiranchiNaik-yp8hz
    @BiranchiNaik-yp8hz ปีที่แล้ว +3

    Mituna apa apa very talented

  • @pratimasethi5864
    @pratimasethi5864 ปีที่แล้ว +2

    Piyush NK whife bahut Sundar......

  • @rudradas4552
    @rudradas4552 ปีที่แล้ว +2

    Bahuta bhala❤❤❤

  • @bindasskaju
    @bindasskaju ปีที่แล้ว +3

    Satare didi apana ete vala ...sabu actors mankara interview dekhauchnty....❤❤❤❤

  • @nabeenmn602
    @nabeenmn602 ปีที่แล้ว +10

    Thank you mituna Apa n Rati Bhai for a beautiful video of piyush Bhai n Family ❤

  • @bikramnayak6484
    @bikramnayak6484 ปีที่แล้ว

    Bahut khushi lagila piyush bhai ghara dekhi au tanka family bisayare janiki.
    many many thanks mituna apa

  • @subhasony3533
    @subhasony3533 5 หลายเดือนก่อน +1

    ଅତି ସୁନ୍ଦର ପରିବାର ସମସ୍ତେ ଭଲ ବାପା ମା ସ୍ତ୍ରୀ ସମସ୍ତେ ଭଲ ପିୟୁଷ ଅତି ସୁନ୍ଦର ମଣିଷ badboy ଭିତରେ good ଚରିତ୍ର ବହୁତ ଭଲ ଲାଗିଲା.❤

  • @pkjenapkjena8284
    @pkjenapkjena8284 ปีที่แล้ว +16

    ଶୁଭକାମନା ଶୁଭ ସକାଳ ର ଯାହା ହଉ ଏତେ ଦିନ ପରେ ପିୟୁଷ ଭାଇଙ୍କ ଘର ଭିଡ଼ିଓ ଆଣିଲ

  • @kamlaprusty7053
    @kamlaprusty7053 ปีที่แล้ว +4

    Rinki bahut sundar❤

  • @stylishmanas1991
    @stylishmanas1991 9 หลายเดือนก่อน +1

    ମିଟୁନା ଅପା ମୁଁ ଆପଣଙ୍କର ବହୁତ ବଡ଼ ଫ୍ୟାନ ଆପଣଙ୍କ ଆକ୍ଟିଂ ବହୁତ ଭଲ ଲାଗେ .... କହଲୋ ବଉଳ କିଏ ତୋ ବର ରେ ଆପଣଙ୍କ ଜବରଦସ୍ତ ଆକ୍ଟିଂ କରିଛନ୍ତି 👌👌👌👌

    • @mitunavlogs1379
      @mitunavlogs1379  9 หลายเดือนก่อน +1

      Bahut bahut dhanyabad agyan 🙏

  • @kachrya6533
    @kachrya6533 ปีที่แล้ว +1

    Bahuta bhala lagila

  • @nayakabhimanyu5034
    @nayakabhimanyu5034 ปีที่แล้ว +3

    Super jodi 🎉🎉❤❤

  • @narayanswain5259
    @narayanswain5259 ปีที่แล้ว +25

    ବହୁତ ଦିନ ରୁ ଗୋଟେ କଥା ମନରେ ଆସୁଛି କିନ୍ତୁ କହି ପାରୁନଥିଲି
    ଆପଣ ଯାହା ପାଇଁ ଯାତ୍ରା କରୁଛନ୍ତି ମାନେ ଲେବର ପିଲା ପାଇଁ ଯଦି ତାଙ୍କ ପରିବାର ସହ ମିଶନ୍ତେ ସେମାନେ ବହୁତ ଖୁସି ହୁଅନ୍ତେ

  • @kiranchoudhury8801
    @kiranchoudhury8801 ปีที่แล้ว +2

    Thank you so much didi piyush bhaii nka sahita vta karaithibaru 😘😘🥰🥰👌🙏🙏❤❤

  • @tapansahoo3734
    @tapansahoo3734 ปีที่แล้ว +3

    Mituna apa no1

  • @BikashKumar-ic6rz
    @BikashKumar-ic6rz ปีที่แล้ว +5

    Adyashree so cute..🥰🥰🥰

  • @debabratanayak3526
    @debabratanayak3526 ปีที่แล้ว +1

    Nice video appa king of jatra

  • @chandrakantasahoo8591
    @chandrakantasahoo8591 ปีที่แล้ว +3

    Happy fimeli 🎉
    God bless you
    Jay jaganntha

  • @sipunsikun1029
    @sipunsikun1029 ปีที่แล้ว +4

    The real hero piyush bhai always King 👑

  • @rameshsir7783
    @rameshsir7783 ปีที่แล้ว +1

    Bahut bhal lagila

  • @sandeepkumarpradhan8997
    @sandeepkumarpradhan8997 ปีที่แล้ว +1

    ଠାକୁର ଙ୍କୁ ଏମିତିକା ରଖନ୍ତୁନାହିଁ.... ବହୁତ ବିପଦ

  • @muodia2002
    @muodia2002 ปีที่แล้ว +3

    ଘୋଡା ହାତୀ ଗଣ୍ଡା କୁ ଗଣ୍ଡା ଯାତ୍ରା ଟାଇଗର ଦ଼ଇତାରି ପଣ୍ଡା ଜୟ କଳା

  • @srikartsahu
    @srikartsahu ปีที่แล้ว +4

    So sweet family 💕💕❤❤ Jay Jagannath ❤❤

  • @dibya63
    @dibya63 ปีที่แล้ว +2

    Piyush bhai ଙ୍କ wife ବହୁତ cute

  • @ranjanpattayat3756
    @ranjanpattayat3756 ปีที่แล้ว +2

    Very very nice piush bhai
    Cute baby

  • @Acharya_vloging
    @Acharya_vloging ปีที่แล้ว +4

    Happy family 👪 god bless bless u piyush bhai ❤

  • @hareshbarik2802
    @hareshbarik2802 ปีที่แล้ว +7

    ଭାଇ ଆମର ଯଉଠି ରହିଲେବି ସବୁବେଳେ ରାଜା 💐

  • @hariharmujanikushihelipari8892
    @hariharmujanikushihelipari8892 ปีที่แล้ว +1

    ଭିଡିଓ ଭଲ ଲାଗିଲା

  • @Soumya.840
    @Soumya.840 ปีที่แล้ว +6

    Such a beautiful family ❤❤