ଦୁଃଖ ଦେଇଗଲା ଦରଦୀ ବନ୍ଧୁ / mitunavlogs / konarkgananatya / jatra singar / sakhyatkar video /

แชร์
ฝัง
  • เผยแพร่เมื่อ 27 ต.ค. 2024

ความคิดเห็น • 1.4K

  • @shyamsundarosu2966
    @shyamsundarosu2966 ปีที่แล้ว +8

    ସତରେ ସାର୍ ଆପଣ ଓଡିଶାର ଉଦିତ ନାରାୟଣ ,Com Back Sir yatra ,I miss you ,❤❤❤❤ you,

  • @babudash1336
    @babudash1336 ปีที่แล้ว +14

    Wao ଅତି ସୁନ୍ଦର୍ ଦୁଃଖ ଦେଇଗଲା ଦର ଦି ବନ୍ଧୁ ପୀତବାସ କର ଗାୟକ ମହାଶୟ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା
    ମିଟୁ ନା ଅପା ଙ୍କୁ ନମସ୍କାର ।।

  • @sagarkumar-tv8jh
    @sagarkumar-tv8jh ปีที่แล้ว +8

    ଦୁଃଖ ଦେଇଗଲା ଦରଦି ବନ୍ଧୁ..... Natak jemity... Singer bi semity 🙏🙏🙏🙏🙏🙏🙏🙏thank you so much ଅପା

  • @Babunu2019
    @Babunu2019 ปีที่แล้ว +16

    ବହୁତ ଦିନର ବ୍ୟବଧାନ ପରେ ଦେଖିଲି ଏବଂ ଶୁଣିଲି ଜଣେ Singer ଭଳି Singer ଙ୍କୁ , ବାସ୍ତବରେ ଆପଣଙ୍କ କଣ୍ଠରେ ଯାଦୁ ରହିଛି , ଧନ୍ୟବାଦ " ପିତବାସ ବାବୁ"

  • @AlokRojiLyfStyle
    @AlokRojiLyfStyle ปีที่แล้ว +42

    ବହୁତ ବହୁତ ଧନ୍ୟବାଦ ମିଟିନା ଅପା ଏମିତି ଜଣେ ଗାୟକଙ୍କର ସାକ୍ଷାତ କାର ନେଇଥିବାରୁ ।ପୀତବାସ ଭାଇ ଆମ ଗାଁ ଡ୍ରାମାରେ ପ୍ରତିବର୍ଷ ଆସନ୍ତି ।

  • @SofunnyAnimalsss
    @SofunnyAnimalsss ปีที่แล้ว +10

    ବହୁତ ସୁନ୍ଦର ଭିଡ଼ିଓ ଆଜିର, tq ମିଟୁନା ଅପା 🙏

  • @mr.mastershine130
    @mr.mastershine130 ปีที่แล้ว +5

    ବହୁତ ସୁନ୍ଦର,
    ସେ ଅଭୂଲା ହୃଦୟ ର ଗୀତକୁ କିଏ ବା ଭୁଲିପାରିବ।

  • @babupc45
    @babupc45 11 หลายเดือนก่อน +4

    A great voice and a great singing. Even a non oriya person like me (telugu), I still repeatedly here this song. Thanks for showing this singer.

  • @babyranireallifevlog5584
    @babyranireallifevlog5584 ปีที่แล้ว +3

    Very good 👍 sharing didi ati sundar ନାଟକ ଦୁଃଖ ଦେଇଗଲା ଦରଦୀ ବନ୍ଧୁ

  • @bapujipatra4837
    @bapujipatra4837 ปีที่แล้ว +32

    KONARK APERA IS AN EMOTION .ଭାଇ ଙ୍କୁ କୋଟି କୋଟି ନମସ୍କାର ।ସୁନ୍ଦର ଗୀତ ଗାଇ, ଚିରଦିନ ପାଇଁ ଦର୍ଶକ ନିକଟରେ ଆଦୃତ ହେଉଥିବେ। ମୁଁ konark apera ର 2001 ରୁ ପୁରୁଣା ପ୍ରଶଂସକ। କୋଣାର୍କ ଅପେରା no -1 ,Mituna Vlogs No-1।

    • @mitunavlogs1379
      @mitunavlogs1379  ปีที่แล้ว +3

      Bahut bahut dhanyawad agyan 🙏🙏🙏

    • @s.sgamer1361
      @s.sgamer1361 ปีที่แล้ว +1

      Best singer

    • @kshitishbehera3319
      @kshitishbehera3319 ปีที่แล้ว

      ମିଟୁନା ଅପା ଙ୍କୁ ମୋର ବହୁତ୍ ବହୁତ୍ ଧନ୍ୟବାଦ୍ ମୁଁ କଣ କହି ତାଙ୍କୁ ଧନ୍ୟବାଦ୍ ଦେଵି ନିଜେ ବି ଜାଣିନି ଖାଲି ଏତିକି କହିବି ଅପା ତୁମେ ବହୁତ୍ ଭଲ ଆଉ ଭଲ କଳାକାର ମଧ୍ୟ।ଆଜି ଏଇ mituna vlogs channel ଖୋଲିଥିବାରୁ ଆମମାନଙ୍କ ପାଖକୁ ବହୁତ୍ ଭଲ ଭଲ କଥା ଭଲ ଭଲ ଲୋକ ଙ୍କୁ ଆଣି ପରିଚୟ କରୁଥିବାରୁ।ଆଉ ଆପଣଙ୍କ ଅଭିନୟ ଏତେ ଭଲ ଲାଗୁଛି ଯେ କହିଵା ପାଇଁ ମୋ ପାଖେ ଭାଷା ନାହିଁ। ମୁଁ ଜଣେ ତୁମର ବହୁତ୍ ବଡ଼ ଫ୍ୟାନ୍ ଆପଣଙ୍କ ଜୀବନ୍ତ ଅଭିନୟ ଦେଖିବାକୁ ବହୁତ୍ ଭଲ ପାଏ। ଏତିକି କହିବି ଅପା ଯଦି ମୋର ଲେଖାଟି ପଢିଥିବେ ମତେ ନିଶ୍ଚୟ କମେନ୍ଟ ରେ ଜଣେଇବେ।ଆଉ କେତେବେଳେ ସମୟ ମିଳେ ଟିକେ କଥାହେଇ ପାରିବେ କି ମୁଁ କଥା ହେବା ପାଇଁ ଚାହୁଁଚି ।ମୋର no.7008174820 please ଅପା।🙏🙏🙏🙏🙏

  • @sanjaysahoo9406
    @sanjaysahoo9406 ปีที่แล้ว +8

    Pitabas kar best singer of odisha jollywood industry .nice voice .vai aama village drama ku aasithile singing karibaku bohut vala gaaile .super 👌👌👍

  • @jashobantanaik7655
    @jashobantanaik7655 ปีที่แล้ว +2

    Mituna didi pain amiti jane singer ku dekhiparilu,tank bisaya re janiparilu, thanks thanks thanks ❤,apana talcher thare asantu,maa hingula darshan karantu

  • @prakrutipremiromeo9697
    @prakrutipremiromeo9697 ปีที่แล้ว +3

    ଆଜିବି ସେ ପିଲାଦିନ ମାନେ ପଡ଼ିଗଲା.. ବହୁତ୍ ସୁନ୍ଦର୍

  • @Js-oy9oh
    @Js-oy9oh 8 หลายเดือนก่อน +1

    ପ୍ରକୃତରେ ଭିଡିଓ ଟି ବହୁତ ଭଲ ଲାଗିଲା ଆମ ମାନଙ୍କ ମନରେ ଯେଉଁ ପ୍ରଶ୍ନ ଉଂକି ମାରୁଥିଲା ଆପଣ ମାନଙ୍କ କଥା ଶୁଣି ମନ ଭରି ଗଲା ମିଟୁନା ଅପା ବହୁତ ବହୁତ ଧନ୍ୟବାଦ..🙏 ଆପଣଙ୍କ ଅଭିନୟ ବି ଅତି ସୁନ୍ଦର ଲାଗେ..

  • @anilmahalik3830
    @anilmahalik3830 ปีที่แล้ว +3

    Best Vlog of Mituna Vlog channel...geeta ra mane bujhiki bhijiki gaiba..Pitabasa sir nka pakharu sikhiba katha

  • @sasmitap9784
    @sasmitap9784 หลายเดือนก่อน +1

    Best vlog 👍 best video👍 au mituna apa🙏 bi bahut sunder kana au kahibi

  • @anilsahu9618
    @anilsahu9618 ปีที่แล้ว +9

    ଦିଦି ଆପଣଙ୍କୁ ମୋର ବହୁତ ବହୁତ ଧନ୍ଯବାଦ କୋଟି ନମସ୍କାର ଏମିତି ଜଣେ ମହାନ ଗାୟକ ଙ୍କୁ ସାକ୍ଷାତ କରିଥିବାରୁ। ଅତି ସୁନ୍ଦର ନାଟକ ପ୍ରଥମେ ଆପଣ ମନେ ପକାନ୍ତୁ ସେହି ନାଟକରେ ଆପଣଙ୍କ ଚରିତ୍ର ଆଉ ଚେହେରା କେତେ ହୃଦୟ ବିଦାରକ ଥିଲା ନାଟକର କାହାଣୀ ଅତି ବଳବତ୍ତର ଏବଂ ଜୀବନ୍ତ ଥିଲା

  • @gopinathmahananda3953
    @gopinathmahananda3953 ปีที่แล้ว +2

    Bahut echha thila Dardi bandhu nku dekhiba pain ases dhanyabad Mituna bhauni

  • @ramakaran9224
    @ramakaran9224 ปีที่แล้ว +7

    Wow. So sweet melodious voice. Dukha ଦେଇଗଲା ଦରଦୀ ବନ୍ଧୁ ia one of my favorite song. Really Pitabash Kar is the Udit Narayan of Odisha. Not only his voice, his appearance and personality are also resemblance with Udit Sir.Keep it up. God bless you

  • @byomokeshpatra6223
    @byomokeshpatra6223 10 หลายเดือนก่อน

    ବହୁତ ଧନ୍ୟବାଦ ମିଟୁନା ଅପା, ଜଣେ multi-talented ଗୟାକଙ୍କ interview ନେଲେ.

  • @chaitanyabariki810
    @chaitanyabariki810 ปีที่แล้ว +15

    ଶୁଭେଚ୍ଛା ମାଡାମ 🙏🙏🙏 ଶୁଭ ମଂଗଳ ବାର ରେ ବଳିଷ୍ଠ ଉପସ୍ଥାପନା 🙏🙏 ବହୁତ ବହୁତ ଧନ୍ୟବାଦ 🙏 ପିତବାସ ସାର୍ ଙ୍କୁ ଶୁଭେଚ୍ଛା 🙏🙏 ଶ୍ରୀଧରଭାଇ ଙ୍କୁ ଶୁଭେଚ୍ଛା 🙏🙏 ଆପଣ ମାନେ ଏମିତି ଆଗକୁ ଯାଆନ୍ତୁ 🙏🙏🙏 ଠାକୁର ତୁମକୁ ଆଶିର୍ବାଦ କରନ୍ତୁ 🙏🙏 ଜୟ ଜଗନ୍ନାଥ ସ୍ବାମୀ 🙏🙏 ଜୟ କୋଣାର୍କ ଗଣନାଟ୍ୟ 🙏🙏🙏🙏🙏🙏

  • @rajendrapradhan8014
    @rajendrapradhan8014 ปีที่แล้ว +2

    Fantastic Singer. Thank u so much for your effort to reach to him and for this conversation . Jai Shree Jagannath

  • @bindasskaju
    @bindasskaju ปีที่แล้ว +3

    Best singer.....apa pallavi role(jangal dasyu birappan) pura jhakkas.....bahut badhiya singer with great song composition

  • @PadmanMohapatra
    @PadmanMohapatra 20 วันที่ผ่านมา +1

    ଭାଇ ଏତେ ନାଟକ ଦେଖିଛି କିନ୍ତୁ ଦୁଃଖ ଦେଇଗଲା ଦରଦି ବନ୍ଧୁ ଅତି ଚମତ୍କାର ଧନ୍ୟବାଦ୍

  • @satyaartcreations8186
    @satyaartcreations8186 ปีที่แล้ว +10

    Wow osm voice great singer clear voice super duper

  • @pugulusutar3569
    @pugulusutar3569 ปีที่แล้ว +1

    ଅପା ନମସ୍କାର ,ବହୁତ ଭଲ ଲାଗିଲା ।

  • @The_glxsyy.__x
    @The_glxsyy.__x ปีที่แล้ว +3

    ଦୁଖଦାଈ ଗଲା ଦରଦି ବନ୍ଦୁ 😍🥰
    Binod Sir nka acting ♥
    Mituna mam nka acting ♥

  • @manassethi5469
    @manassethi5469 หลายเดือนก่อน +1

    After longtime I was watching the singer who touch my heart ❤️ with all odisha people. Mituna didi ur acting that time is extremely beautiful.

  • @maheshparida7789
    @maheshparida7789 ปีที่แล้ว +3

    Such a nice singer one of the best song in jatra ever...form Kolkata

  • @akshayabhol2458
    @akshayabhol2458 ปีที่แล้ว +1

    Bahut badhiya DUKHA DEIGALA DARADI BANDHU JAI JAGANNATH

  • @ranirajput1994
    @ranirajput1994 ปีที่แล้ว +19

    Melodious voice ..my fav jatra song ଦୁଃଖ ଦେଇଗଲା ଦରଦୀ ବନ୍ଧୁ 😍

  • @hariharpalata6759
    @hariharpalata6759 ปีที่แล้ว +1

    Best singer Bahuta badiya song dukha deigala daradibandhu

  • @pradyumnpradhan9334
    @pradyumnpradhan9334 ปีที่แล้ว +4

    ସୁନ୍ଦର ପ୍ରଚେଷ୍ଟା କରୁଛନ୍ତି mituna ଅପା & rati ଭାଇ

  • @sibaprasadrana9298
    @sibaprasadrana9298 ปีที่แล้ว +1

    Mituna didi bahut sundar loka ka pakhare pahanchi chanti vidio dekhi bahut khusi laguchi so thanks

  • @pkjenapkjena8284
    @pkjenapkjena8284 ปีที่แล้ว +3

    Bhauta badhia singer🙏🏻🙏🏻🙏🏻🙏🏻

  • @basantnayak-xo4mz
    @basantnayak-xo4mz 3 หลายเดือนก่อน

    ବହୁତ୍ ସୁନ୍ଦର ସୃଷ୍ଟି 🙏

  • @mynameisnew3783
    @mynameisnew3783 ปีที่แล้ว +52

    ଓଡ଼ିଶା ର ଉଦିତ ନାରାୟଣ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ

    • @prakashmusiccreation8014
      @prakashmusiccreation8014 ปีที่แล้ว +3

      ଓଡ଼ିଶା ର ଉଦିତ ନାରାୟଣ କେବଳ ଶକ୍ତି ମିଶ୍ର ଙ୍କୁ କୁହାଯାଏ କେବଳ ଚେହେରା ରେ ଯାଅନି

    • @mitunavlogs1379
      @mitunavlogs1379  ปีที่แล้ว +3

      Thanks 🙏

    • @sabitapadhan3539
      @sabitapadhan3539 ปีที่แล้ว +3

      ବହୁତ ଭଲ ଲାଗିଲା

    • @sureshranasinga9639
      @sureshranasinga9639 ปีที่แล้ว +1

      Supar

    • @subratrout647
      @subratrout647 ปีที่แล้ว +1

      Mituna ଅପା ତମେ କଣ ଅଭିନେତ୍ରୀ ତମେ ନିଜେ ଜାଣି ପାରିବ ନାହିଁ,ଯିଏ ଆପଣଙ୍କ ଅଭିନୟ ଦେଖିଛି ସିଏ ଜାଣି ପାରିବ ଆପଣ କୋଉ ଭଳି type ର ଅଭିନେତ୍ରୀ🙏🙏🙏🙏

  • @bikramnayak6484
    @bikramnayak6484 ปีที่แล้ว +1

    Mituna apa ebe b sei gita no 1

  • @entertainment23023
    @entertainment23023 ปีที่แล้ว +5

    What a melodious voice.. My all time favourite jollywood song.. konarak...

  • @santoshkumarnayak2143
    @santoshkumarnayak2143 ปีที่แล้ว +1

    ସୁନ୍ଦର ବ୍ୟକ୍ତିତ୍ୱ ସୁନ୍ଦର କଣ୍ଠ ♥️♥️♥️

  • @ranjitsenapati4864
    @ranjitsenapati4864 ปีที่แล้ว +4

    apa very good the voice of bhaina is too good as in the previous natak daradi bandhu it has not been ruined as the time has passed god bless him jai jagannath

  • @ashokmahakur8189
    @ashokmahakur8189 29 วันที่ผ่านมา +1

    ବହୁତ ସୁନ୍ଦର ❤❤❤

  • @debabratadas1696
    @debabratadas1696 ปีที่แล้ว +3

    Excellent story and song .Proud of Sukinda constituency jajpur. Thanks to tutu babu and pakua babu.

  • @nityanandapatra8848
    @nityanandapatra8848 ปีที่แล้ว +1

    ପିତବାସ ଭାଇବହୁତବହୁତ ଧନ୍ଯବାଦ, ବହୁତ ବଢିଆକଣ୍ଟସୋର

  • @hrudaykumar3283
    @hrudaykumar3283 ปีที่แล้ว +4

    ଧନ୍ୟବାଦ ମିଟୁନା ଅପା..ମୋର ବି ବହୁତ ପ୍ରିୟ ଯାତ୍ରା ଗୀତ,.ବିଶେଷ କରି ତମର ଅଭିନୟ ବି ସେ ଯାତ୍ରା ରେ ଖୁବ ସୁନ୍ଦର ଥିଲା.

  • @mssubhadarshan7001
    @mssubhadarshan7001 9 หลายเดือนก่อน +1

    Thank you mituna apa and salute pitabas bhai

  • @pravasranjanchakra-il7qr
    @pravasranjanchakra-il7qr ปีที่แล้ว +6

    ଧନ୍ୟବାଦ ମଟୁନା ଅପାଙ୍କୁ ଯିଏ କୋଣାର୍କ ଗଣନାଟ୍ୟ ସୁପର ହିଟ୍ ନାଟକ ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ ନାଟକ ରେ ସୁନ୍ଦର ଅଭିନୟ କରିଥିଲେ

  • @gopinathabehera5625
    @gopinathabehera5625 ปีที่แล้ว +2

    Jay jagannath🙏🙏🙏 bhai bahut sundar video

  • @jayantadas3734
    @jayantadas3734 ปีที่แล้ว +4

    Jatra also producing a tremendous singer like this . Grt performance

  • @pramodchandrabhunya5505
    @pramodchandrabhunya5505 7 หลายเดือนก่อน +1

    Very good song hits with good yatra artists mituna madam namaskar

  • @Janmabhumi0.0
    @Janmabhumi0.0 ปีที่แล้ว +4

    ମିଟୁନା ଦେଇ, ସତରେ vlogs ଦେଖି ମୋତେ ବହୁତ ଖୁସି ଲାଗିଲା. ପିତ ବାସ ଙ୍କୁ ବହୁତ ଧନ୍ୟବାଦ. ତାଙ୍କର voice ବହୁତ ସୁନ୍ଦର. ଏଇ ଭଳି vlogs ଦେଖିବା ପାଁଇ ଚାହୁଁଛୁ. ସତରେ ମିଟୁନା ଦେଇ ଆପଣ ବହୁତ great 👌👌👍👍

    • @mitunavlogs1379
      @mitunavlogs1379  ปีที่แล้ว

      Agyan dhanyawad 🙏

    • @mr.papunaprusty1787
      @mr.papunaprusty1787 ปีที่แล้ว

      ବହୁତ ସୁନ୍ଦର ଥିଲା ଆପଣଙ୍କ ଏହି ଭିଡିଓ 👌👌👌👌

  • @mr.sunilnaik9077
    @mr.sunilnaik9077 ปีที่แล้ว +1

    Tq so much opa apana mane amiti jatra kari chalantu

  • @prasantkumarsamal2342
    @prasantkumarsamal2342 ปีที่แล้ว +9

    ମିଟୁନା ଅପା ଏ ଭିଡ଼ିଓ ଟି ବହୁତ ଭଲ. ହୋଇଛି ଏ ଗୀତ ଟି ପୀତବାସ ଭାଇ ଗାଈ ଛନ୍ତି ଏ କଥା. ଆଗରୁ ଜଣା ନ. ଥିଲା ଆଜି ବି ଏ ଗୀତ. ଶୁଣିଲା ପରେ. ମନ. ଭିତରେ ରେ ଶିହରଣ. ସୃଷ୍ଟି ହେଉଛି ଯାହା ହଉ. ଭାଇଙ୍କୁ ଭଗବାନ ଭଲରେ. ରେ ରଖନ୍ତୁ ଜୟ ଜଗନ୍ନାଥ

  • @sarojkumartripathy4224
    @sarojkumartripathy4224 ปีที่แล้ว +1

    Khub sundor hrudaysparsi hoichi Pitabasha babunka daradi bandhu gita,ama gan (chandar)prati barsa asanti Pitabasha Babu,Madam apankar abhinaya bi ati uchakutira, jagannath Prabhu tumaku&tumar paribar ku bhalare rakhantu Etiki kamana Prabhunka pakhare.jay jagannath Prabhu Sabu tumarikrupa 🙏.

  • @bishnucharansahoo6665
    @bishnucharansahoo6665 ปีที่แล้ว +9

    ପିତବାସ କର ଙ୍କ ଘର ଆମ ଘର ପାଖରେ। ସତରେ ମୁଁ ବି ତାଙ୍କୁ ଜାଣି ନ ଥିଲି, ଏଇ ଗୀତ ଶୁଣିଲା ପରେ ମୁଁ ବି ତାଙ୍କୁ ଜାଣିଲି। ଯା ହଉ ଆମ ଏରିଆ ର ନାଁ ତାଙ୍କପାଇଁ ହିଁ ବିଖ୍ୟାତ ହେଲା।I proud of you ପୀତବାସ ବାବୁ.... Always god bless you...

    • @mitunavlogs1379
      @mitunavlogs1379  ปีที่แล้ว +1

      Thanks 🙏

    • @sarojdash7575
      @sarojdash7575 ปีที่แล้ว +1

      ଭାଇ ଆପଣ ପୀତବାସ ଭାଇଙ୍କ ଜିଲ୍ଲା ଓ ଗାଁ ର ନାମ ଟା ଟିକେ କୁହନ୍ତୁ ଆମେ ତାଙ୍କୁ ଆମ ଯାତ୍ରା କୁ ଡାକିବୁ

    • @sarojkumarswain5423
      @sarojkumarswain5423 ปีที่แล้ว

      @@sarojdash7575 ଯାଜପୁର ର କରଞ୍ଜିଆରି

    • @pramodsahoo3938
      @pramodsahoo3938 9 หลายเดือนก่อน

      Kuakhia

  • @BhikaricharanDas-y5n
    @BhikaricharanDas-y5n 9 หลายเดือนก่อน +2

    Thank you very much for proving these things.

  • @diwakarmandal5419
    @diwakarmandal5419 ปีที่แล้ว +3

    Heart touching natak
    Heart touching song
    Many thanks for dardi bandhu singer Bhai

  • @mununmunu1037
    @mununmunu1037 ปีที่แล้ว +2

    ଭାଇ ଜୟ ଜଗନ୍ନାଥ,nice good songs 👍👍👍👍🙏🙏🙏🙏

  • @daspuja3485
    @daspuja3485 ปีที่แล้ว +9

    ମୋର ବହୁତ୍ ପ୍ରିୟ ଗୀତ ଧନ୍ୟବାଦ୍ ମିଟୁନା ଅପା 🙏

  • @bibhutibhusanparida1637
    @bibhutibhusanparida1637 ปีที่แล้ว +1

    Super se upper vlog mam... song bahut bhala lagila..

  • @samirakumarpradhan3247
    @samirakumarpradhan3247 ปีที่แล้ว +3

    Nice vlog mituna appa 👌👌👍👍👏👏👏

  • @manaskumarpradhan8390
    @manaskumarpradhan8390 ปีที่แล้ว +1

    ଆଜିର ସାକ୍ଷତାକର ବହୁତ ସୁନ୍ଦର ଲାଗିଲା

  • @jayadebvolgs
    @jayadebvolgs ปีที่แล้ว +6

    ଓଡ଼ିଶା ର ସବୁ ଗାୟକ ଠାରୁ ସବୁଠାରୁ ନିଆରା ଗାୟକ
    ଧନ୍ୟବାଦ୍ ଅପା ରତି ଭାଈ

  • @sagarkumar-tv8jh
    @sagarkumar-tv8jh ปีที่แล้ว +2

    Pls sir..... Come back କୋଣାର୍କ 🙏🙏🙏

  • @sharatnaik5615
    @sharatnaik5615 ปีที่แล้ว +3

    Mada l like this song too much , fully heart touching song. Now a day also every day l listen this song at least once. god bless him for ever

  • @satyabanupadhyaya4738
    @satyabanupadhyaya4738 ปีที่แล้ว +1

    Mote ehi gitati bahut bhala lage pitabasa baboonku bahut bahut dhanyabad god bless you

  • @puritasahu6555
    @puritasahu6555 ปีที่แล้ว +3

    Jay Jagannath, thankyou singer bhai

  • @BabulDigal-e8b
    @BabulDigal-e8b หลายเดือนก่อน +1

    Kanarka ra sabu naataka hits ❤❤❤❤❤❤❤❤❤❤ all Artists good

  • @sudarshanchand3858
    @sudarshanchand3858 ปีที่แล้ว +4

    ଧନ୍ୟବାଦ ପୀତବାସ ବାବୁ, ଆପଣଙ୍କର ଏହି ଜୀବନ କାହାଣୀ ଏବଂ ବର୍ତ୍ତମାନର କର୍ମଜୀବନ କଥା ଶୁଣି ମୋ ମନଭିତରେ ଏକ ଇମୋସନାଲ ଭାବ ଉଦ୍ରେକ ହେଉଛି l ସବୁଠୁଁ ଭଲଲାଗିଲା ଯେ ଆପଣଙ୍କ career ଯାତ୍ରାରୁ ହିଁ ଆରମ୍ଭ ହୋଇଥିଲା l ମୁଁ ବହୁତ ଯାତ୍ରାପ୍ରିୟ, ମୋତେ ଯାତ୍ରା କାହାଣୀ ଯେତିକି ଭଲଲାଗେ, ତା ଠାରୁ ବେଶୀ ଭଲଲାଗେ ତାର background ଗୀତ ଗୁଡିକ, କାହାଣୀ ପ୍ରସଙ୍ଗରେ ମଝିରେ ଗୀତ ଗୁଡିକ ଆମର ଗାୟକ ଏବଂ ଗାୟିକା ମଧୁର କଣ୍ଠରୁ ଶୁଣିଲେ ମନ ମୁଗ୍ଧ ହୋଇଯାଏ l ଲାଗେନା କି ଏ ଏକ ନାଟକ, ମାତ୍ର ଲାଗିଥାଏ, ଯେମିତିକି ଏକ ବାସ୍ତବ ଜୀବନ ଭଳି l ଯାତ୍ରା କଳାକାର ମାନଙ୍କ ପ୍ରତି ମୋର ଅନେକ ଭଲପାଇବା ଅଛି l ସେମାନେ ତାଙ୍କର ପରିଶ୍ରମ ଏବଂ କଳପ୍ରଦର୍ଶନ ଦ୍ୱାରା ଦର୍ଶକ ମାନଙ୍କ ଆଖିରୁ ନିଦ ହଜେଇଦେଇଥାନ୍ତି l ମୋର ଧନ୍ୟବାଦ ସେମାନଙ୍କୁ l ସେମାନେ ଏହିଭଳି କଳl ପ୍ରଦର୍ଶନ କରି ଯାତ୍ରା ଦୁନିଆକୁ ବଞ୍ଚେଇ ରଖନ୍ତୁ l ଏବଂ ଆମର ଭବିଷ୍ୟତ ପିଢ଼ିଙ୍କ ପାଇଁ ଯାତ୍ରା କାର୍ଯ୍ୟକ୍ରମ ଯେମିତି ଚିର ହୋଇ ରହୁ l ଓଡ଼ିଶାର ଯାତ୍ରାନୁଷ୍ଠାନ ଶୀତ ଋତୁ ଠାରୁ ଆରମ୍ଭ ହୋଇଯାଏ,ବିଭିନ୍ନ ସହର ବଜାରରେ, ଗାଁ ଗଣ୍ଡାରେ ଭିଭିନ୍ନ ପ୍ରକାର ଉତ୍ସବ ଆନୁକୂଲ୍ୟରେ ଯାତ୍ରା ନାଟକ ମଞ୍ଚସ୍ଥ ହୁଏ l ଯେଉଁ ଅଂଚଳରେ ଯାତ୍ରା ହେବାକୁ ଯାଉଥାଏ, ତାର କିଛିଦିନ ଆଗରୁ ବିଭିନ୍ନ ଜାଗାରେ poster ଲଗାଯାଇଥାଏ, ତାହାକୁ ଦେଖି ଆରମ୍ଭ ହୋଇଯାଏ ଚର୍ଚ୍ଚା l ଆଃ କି ମଜା ଲାଗେ l ଯାତ୍ରା ଦେଖିବା ଆଗରୁ ସେ ଏକ ଅଲଗା ମଜା l ଗାଁ ଗହଳି ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଏ l ଅବସ ମନ ଭିତରେ ଆନନ୍ଦ ଭରିଦେଉଥିବା ସେଇ ଯାତ୍ରା ଅନୁଷ୍ଠାନ ବନ୍ଦ ନହେଉ, ତାହା ଚାଲିଥାଉ l ସେଥିପାଇଁ ମୁଁ ଅଭିନେତା, ଅଭିନେତ୍ରୀ, ସଂଗୀତ ଗାୟକ ଏବଂ ଗାୟିକା, ବାଦ୍ୟ ବିଶାରଦ ତଥା ଯାତ୍ରା ପାର୍ଟି ମାଲିକ ମାନଙ୍କୁ ମୋର ହାର୍ଦ୍ଧିକ ଧନ୍ୟବାଦ ଜଣଉଛି l ଦୁଃଖ ଦେଇଗଲା ଦରଦୀ ବନ୍ଧୁ ଗୀତର ଗାୟକ ପୀତବାସ ବାବୁଙ୍କୁ ମୋର ହାର୍ଦ୍ଧିକ ଧନ୍ୟବାଦ l ମନେହୁଏ, ସତେକଣ ମଞ୍ଚସ୍ଥ ହୋଇଯାଇଥିବା ସେଇ ମୂଲ୍ୟବୋଧ ନାଟକ ଗୁଡିକ ଆଉଥରେ କଣ ମଞ୍ଚସ୍ଥ ହେବ ? ଆଉଥରେ ପୁଣି ସେଇ କଳାକାର ମାନେ କଣ ମଞ୍ଚରେ ପଦାର୍ପଣ କରି ତାଙ୍କର ଅଭିନୟ ଦେଖେଇବେ? ଲାଗୁଛି ଯେମିତି ସେଇ ସୁଖର ଦିନ ଗୁଡିକ ଧୀରେ ଧୀରେ ଆଖିଆଗରୁ ଅପସରିଗଲା ଏବଂ ଦରଦୀ ବନ୍ଧୁ ଦୁଖାଦେଇଗଲା ପରି ଦୁଖଦେଇ ଚାଲିଗଲା l
    ଧନ୍ୟବାଦ ପୀତବାଶ ଭାଇ 🙏🏼

    • @mitunavlogs1379
      @mitunavlogs1379  ปีที่แล้ว

      Mo au kichhi lekhuni atiki kahuchi jai jagannath 🙏🙏🙏

  • @dharaninayak2588
    @dharaninayak2588 ปีที่แล้ว +1

    Thank you mituna appa namaskar

  • @sasmitabehera8579
    @sasmitabehera8579 ปีที่แล้ว +3

    Jay jagannath🙏🙏🙏 Great Singer

  • @tikichandra9410
    @tikichandra9410 ปีที่แล้ว +1

    ବହୁତ ସୁନ୍ଦର ସାକ୍ଷାତକାର 👌👌👌👌

  • @jumarnathpatra8519
    @jumarnathpatra8519 ปีที่แล้ว +4

    ଧନ୍ୟବାଦ ମିଟୁନା ମାମ 🌹

  • @skpatra4431
    @skpatra4431 ปีที่แล้ว +2

    Nice vlogs mituna apa

  • @rinkusahu8775
    @rinkusahu8775 ปีที่แล้ว +6

    ଅପା ଦୁଃଖ ଦେଇଗଲା ଦରଦୀ ବନ୍ଧୁ ନାଟକ ର ନାଟ୍ୟକାର ଶ୍ରୀଯୁକ୍ତ ହୃଷିକେଶ ଷଡ଼ଙ୍ଗୀ ସାର ତାଙ୍କର ଗୋଟେ ଭିଡ଼ିଓ କରନ୍ତୁ ଏବଂ ମୋର ଗୋଟିଏ ପ୍ରଶ୍ନ ଯେ ତାଙ୍କର ଆଉ ନାଟକ ଆସୁନି କଣ ପାଇଁ. ଧନ୍ୟବାଦ 🙏🙏🙏🙏

    • @mitunavlogs1379
      @mitunavlogs1379  ปีที่แล้ว

      Au lekhu nahanti agyan 🙏

    • @rinkusahu8775
      @rinkusahu8775 ปีที่แล้ว

      @@mitunavlogs1379 କିନ୍ତୁ କାହିଁକି ଅପା, ତାଙ୍କ ଲେଖନୀ ବନ୍ଦ ହେବା ପଛରେ କାରଣ କଣ

  • @LokanathBehera-i4h
    @LokanathBehera-i4h 8 หลายเดือนก่อน +1

    ଏ ଗୀତଟି ଏତେ ସୁନ୍ଦର୍ ଲାଗେ ମନେ ମ ନେ ଗାୟକ ମହଶୟ ଙ୍କୁ ଖୋଜୁଥିଲି ଯାହାହେଉ u tube ରେ ଦେଖି। ବହୁତ୍ ଖୁସି ଲାଗିଲା ଭଗବାନ। ତାଙ୍କୁ। ଆହୁରି ଆଗକୁ ନିଅନ୍ତୁ ଜୟ ଜଗନ୍ନାଥ

  • @manojkumarpanda5242
    @manojkumarpanda5242 ปีที่แล้ว +6

    ମନେମନେ ମୁଁ ବହୁତ ଖୋଜିଛି ଧିରେଧିରେ ଚାଲ ଗୋରୀ ଗିତ ସହିତ ଦୈତ୍ୟାରି ନନା ଓ ନଳିନୀ ଅପା ଙ୍କ ର କି ଚମତ୍କାର ଅଭିନୟ

  • @bijaykumarlenka9905
    @bijaykumarlenka9905 ปีที่แล้ว +1

    Mituna apa apanka jatra heroinsara odisha janichanti au apanku bi bahuta bhala payanti

  • @prakash8631
    @prakash8631 ปีที่แล้ว +5

    Very nice

  • @ashirwadrout7219
    @ashirwadrout7219 ปีที่แล้ว +1

    Mituna madam you are a real actress of odisha and also Rati Babu. Feel proud. Dukha dei gala daradi bandhu re apana ek dam natural acting karichanti. specially moment" Bujha bana abhabaru"

  • @kalpatarumallick8990
    @kalpatarumallick8990 ปีที่แล้ว +4

    ଖୁବ୍ ଶୀଘ୍ର ଭାଇଙ୍କୁ ଯାତ୍ରା କୁ ଅଣାଯାଉ 🙏

  • @swatikkumarpanda1992
    @swatikkumarpanda1992 ปีที่แล้ว +1

    Satare Bhai ka voice ta. Bahut bhala LAGUCHI

  • @kedarkumar7570
    @kedarkumar7570 ปีที่แล้ว +5

    Best singer in jatra industry

  • @pradeepsahu9604
    @pradeepsahu9604 ปีที่แล้ว +2

    Mind blowing Daradibandhu sir

  • @rajkishoremalik5234
    @rajkishoremalik5234 ปีที่แล้ว +7

    ଏ ଭାଇଙ୍କ ସହ ଯେ ଭଉଣୀ ଗାଇଛନ୍ତି, ତାଙ୍କର ବି ଥରେ ସାକ୍ଷାତ କାରୁନ୍ତୁ

  • @sareibahalsareibahal6638
    @sareibahalsareibahal6638 ปีที่แล้ว +2

    ଧୀରେ ଧୀରେ ଚାଲ ଗୀତ ମୋର ବହୁତ ପସନ୍ଦ 👌

  • @chandrakantakhuntia1587
    @chandrakantakhuntia1587 ปีที่แล้ว +3

    ଧୀରେ ଧୀରେ ଚାଲ ଗୋରୀ ଧୀରେ ଧୀରେ ଚାଲ ମୋର ବେଶି ପସନ୍ଦ

  • @miloanbiswal8053
    @miloanbiswal8053 ปีที่แล้ว +1

    Very nice 👍 singer auu apananka Ra bi athire bahut sundar abhinaya thila

  • @ମାନବପ୍ରେମୀହିମାଂଶୁ

    ସାର୍ ଙ୍କୁ କୋଟି କୋଟି ପ୍ରଣାମ
    🙏

  • @samarendraswain1174
    @samarendraswain1174 ปีที่แล้ว +1

    Bahut bhala singer...nice voice its god gift..

  • @rajeshpany8651
    @rajeshpany8651 ปีที่แล้ว +5

    Ever green song.

  • @bapikhvlogs6499
    @bapikhvlogs6499 ปีที่แล้ว +2

    Etey dina pare original Singer ku paichi. Very sweet voice. Fantastic singing. God bless.

  • @chittaranjanbanchhor3271
    @chittaranjanbanchhor3271 ปีที่แล้ว +3

    Very Good song

  • @deepakkumarlenka6593
    @deepakkumarlenka6593 ปีที่แล้ว +1

    Appa pranam. Sundar volg. Pitabasa bhai next season re Opera durga mandir.

  • @PKPG1234...
    @PKPG1234... ปีที่แล้ว +3

    This song is a milestone of Odia language and songs

  • @bijaybhai2829
    @bijaybhai2829 ปีที่แล้ว +1

    ଦିଦି ନମସ୍ତେ ଏମିତି ନାଟକ ଆଊମେଳିବନୀ ନାଟକ ଲେଖାଯେମିତୀ ଅଭିନୟ ସେମିତୀ super

  • @mitusahoo4207
    @mitusahoo4207 ปีที่แล้ว +8

    ଦିଦି ସେ ସମୟରେ ମୁଁ ସେ ନାଟକକୁ 5ଥର ଦେଖିଛି.. ଯାହା ହେଉ ଦିଦି ଆପଣ ଜାଣି ଖୁସିହେବେ ପୀତବାସ କର ହେଉଛନ୍ତି ଆମ ଏରିଆ ଲୋକ. ମୋତେ ଭାରି ଖୁସି ଲାଗିଲା ଭାଇଙ୍କୁ ଆପଣଙ୍କ vlogs ରେ ଅଣିଥିବାରୁ... ଆମ ଏରିଆ ଭିତରେ ଯେଉଁ ଠାରେ ମେଲୋଡି ପ୍ରୋଗ୍ରାମ ହେଉନା କାହିଁକି ଭାଇ ହିଁ ସେଠାରେ ନିଶ୍ଚିତ ଯୋଗଦେଇଥିବେ 🙏🙏

  • @dhananjayaseth7190
    @dhananjayaseth7190 ปีที่แล้ว +1

    Bahut bahut sundar sir

  • @diptimayeedash2194
    @diptimayeedash2194 8 หลายเดือนก่อน +3

    ମାଡାମ ଏମିତି କାହାଣି କେବେ ସୁଣିନୀ ନାଟକ ବିସୟରେ କଣ କେବେ ଆଲୋଚନା କରିବେନି ସତ କହୁଛି ମାଡାମ ଲୋକମାନଙ୍କର ରୁମାଲ ଓଦା ହେଇଜାଇଛି ମୁ ନିଜେ ଦେଖିଛି

    • @mitunavlogs1379
      @mitunavlogs1379  8 หลายเดือนก่อน

      Ok

    • @RakeshKumar-ex1cd
      @RakeshKumar-ex1cd 6 หลายเดือนก่อน

      Hmm madam aapana se jatra re roll karinanhanti sata kintu seita dhire dhire chal gori , baki rahigala hata sauda ..ki jatra satare

  • @sanjaysadawarti4121
    @sanjaysadawarti4121 ปีที่แล้ว +2

    Mituna ji i know the year 2005 my pendal great legend singer