ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଅଜୁ ଭାଇ ଆପୁ ଅପା ବହୁତ ସରଳ ନିଷ୍କପଟ ସ୍ନେହୀ
ମୋର ପ୍ରିୟ ଯୋଡି ❤❤
ଦୁଇ ଜଣଙ୍କ ଜୋଡି ଅତି ସୁନ୍ଦର ଜୋଡି। ଦୁଇ ଜଣଙ୍କ କଳା ଅତି ଚମତ୍କାର। ଭଗବାନ ଆପଣଙ୍କ ପରିବାର କୁ କୁଶଳ ରେ ରଖିଥାନ୍ତୁ।
❤❤❤
ରାମ ବନବାସ କାହାଣୀ ଶେଷ ନାଟକ ଅଜୁ ବାବୁଙ୍କ ହିଟ ନାଟକ ଜୟ ଜଗ୍ରନ୍ନାଥ 🙏🙏🙏🙏🙏
କୈଳାଶ ଭାଇଙ୍କୁ ଏତେ ଭଲ ପାଇବା ତୁମ 2 ଜଣଙ୍କ ବହୁତ ଖୁସି ଲାଗିଲା
Super Jodiଶିବାନୀ ଗଣନାଟ୍ୟ 🎉🎉🎉🎉ରାମ ବନ ବାସ କାହାଣୀ ଶେଷ 🙏🙏🙏ରଜନୀ ସଜନୀ ରାତି ପାହିଲା
ଅଜୁ ଭାଇ,ଆଉ ଅପା ମୋର ସବୁଠୁ ପସନ୍ଦ ଯୋଡି.ଜିବନ୍ତ ଅଭିନୟ .ଭଗବାନ ଉଭୟ କୁଂ ଭଲର ରଖନ୍ତୁ❤
ସୁନ୍ଦର ଯୋଡ଼ି । ଏହି ଦୁଇଜଣଙ୍କୁ ଜଗନ୍ନାଥ ଭଲରେ ରଖିଥାନ୍ତୁ।ଏହି ଯୋଡ଼ି ମୋର ବହୁତ୍ ପସନ୍ଦ।କ୍ରିଷ୍ଣା ଭାଇଙ୍କୁ ଅନେକ dhnyabad
ରାମବନବାସ କାହାଣୀ ଶେଷ 🙏❤️❤️ ବହୁ ଚର୍ଚ୍ଚିତ ନାଟକ ବହୁତ ଭଲ ଲାଗେ. ଏବେ ବି ସେ ନାଟକ ବିଷୟ ରେ କହିଲେ ଲୋମ ଟାଙ୍କୁରୀ ଉଠେ ❤️🙏
My favourite artist Aju bhai and Apu Apa❤❤
ନନା ,ଆଉ ନାରୀଙ୍କୁ ଅନେକ ଦିନପରେ ଏକାଠି ସାକ୍ଷାତ କାର ଦେଖିବା ପରେ ବହୁତ ଭଲ ଲାଗିଲା ଏହି ଯୋଡି ଦୀର୍ଘ ଦିନ ରହୁ ମୋର ଏହି କାମନା ।ଜଶପଡା ରୁ ବିଜୟ କୁମାର ।
Best jodi ❤️❤️❤️ବାଃ ବାଃ ରେ କ୍ୟାପିଟାଲ ରେ ଶେଷ seen ଯାଏ କାନ୍ଦିଚି ମୁ 🙏❤️❤️❤️ଜୟ ଜଗନ୍ନାଥ 🙏
Same ❤ bro
@@nisikanisa7894 🙏🙏🙏♥️
Khub Sundar lage
ଶୁଭେଚ୍ଛା କୃଷ୍ଣ ବାବୁ 🙏🙏 ସୁନ୍ଦର କଳାକାର ସୁନ୍ଦର ଯୋଡ଼ି ଜଗତର କର୍ତ୍ତା ଙ୍କ ସୁନ୍ଦର ସୃଷ୍ଟି ଜୟଶ୍ରୀ ଜଗନ୍ନାଥ ସ୍ବାମୀବନ୍ଦେ ଉତ୍କଳଜନନୀ 🙏🙏
ବହୁତ୍ ଦିନରୁ ଅପେକ୍ଷା କରିଥିଲି,କେହି ବି ଏମିତି ସାକ୍ଷାତ କାର ଆଣିନଥିଲେ, କ୍ରିଷ୍ଣା ଭାଇ ଆପଣ ମୋ ଅପେକ୍ଷା ର ଅନ୍ତ ଘଟେଇଲେ। ଧନ୍ୟବାଦ।ମୋ ପ୍ରିୟ ଯୋଡ଼ି। ସମ୍ବଲପୁରୀ ନନି ର ଡେଭିଲ୍ସ ହିରୋଇନ୍ ଆପ୍ପୁ ଅପା।
ଭାଇ ମୋ ମନ କଥା କହିଦେଲ
@bulusingh7840piku❤❤ ii III
Kipppp7uippuuu
Really very innocent and sweet Jodi.jaha hu man Khushi hegala Krishna
E duijanankara abhinaya Mora bahut pasanda.
ବହୁତ ସୁନ୍ଦର ଯୋଡି, ଆଉ ମାର୍ଜିତ ମଣିଷ ମଧ୍ୟ।
Beautiful jodi Aju bhai and Apu apa❤❤
Best jodi ❣️
ମୋର ପ୍ରିୟ ଆକ୍ଟର ❤❤❤
ଅଜୁ ଭାଇ, ଅପା ଙ୍କ ଯୋଡି ଏକ ସୁନ୍ଦର ଯୋଡି,ନାଟକ ମଧ୍ୟରେ ସମସ୍ତଙ୍କ ମନରେ ବସି ଯାଆନ୍ତି।ବହୁତ ଦିନରୁ ଏମିତିକା intervew ଦେଖିବାକୁଚାହୁଁ ଥିଲି ।ଦେଖିବାକୁ ପାଇଲି ଭଲ ଲାଗିଲା। ଧନ୍ୟବାଦ ଜୟ ଜଗନ୍ନାଥ।
ଅଜୁ ନନା ଆପୁ ଭାଉଜ ଦୁଇ ଜଣଙ୍କ ଙ୍କୁ ଶୁଭେଚ୍ଛା!ତୁମ ଦୁଇଜଣ କନର ତୁଳନା ନାହିଁ!ଭଲରେ ରୁହ 🎉❤🎉 👍
ବହୁତ ସୁନ୍ଦର ଏମିତି ନୁଆ କଳାକାର ମାନଙ୍କୁ ଭେଟି କରିଥିବା ରୁ ଧନ୍ୟବାଦ
ରାମ ବନବାସ କାହାଣୀ ଶେଷ my favorite ନାଟକ
ଅଜୁ ଭାଈ ଆପୁ ଅପା ଙ୍କ କିଛି ମନର କଥା ଜାଣି ପାରିଲୁ କେବଳ ଏ ସବୁ ସଫଳ ହୋଇଚି ଆପଣ ଙ୍କ ପାଇଁ ଶିବାନୀ ଗଣନାଟ୍ୟ ରେ ଅନେକ ହିଟ୍ ନାଟକ ଦେଇଛନ୍ତି କୋଉ ନାଟକ ନାମ କହିବି 🎉❤🎉
ଜୟ ଜଗନ୍ନାଥଜୟ ମା ସମଲେଶ୍ବରୀବହୁତ ସୁନ୍ଦର ଯୋଡ଼ି ଼଼଼ ମୁଇ ସମ୍ବଲପୁରୀ ନନୀ ଼଼ ରଜନୀ ସଜନୀ ରାତି ପାହିଲା ବହୁତ ସୁନ୍ଦର ନାଟକ।
Rama bana basa kahani sesa..Bhai nkara super hit
Aju bhai No 1 hero
ଭାଇ ଏମିତି ଯୋଡ଼ି ଆଗକୁ ଦେଖେଇବା ପାଇଁ ଜାରିରହୁ 👌👌🙏🙏♥️
ଯେତେଦିନ ପର୍ଯ୍ୟନ୍ତ ଏ ଯାତ୍ରା ଅନୁଷ୍ଠାନ ଥିଵ ଅଜୁ ଭାଇ ଓ ଆପୁ ଅପାଙ୍କ ଯୋଡି ନିହାତି ମନେ ପଡୁଥିବ । ଆପଣଙ୍କ ଯାତ୍ରା ଜୀବନ ସୁଖମୟ ହେଉ । ଆଜିର ସାକ୍ଷାତକାର ବହୁତ୍ ଭଲ ଲାଗିଲା କ୍ରିଷ୍ଣା ଭାଇ ଆପଣଙ୍କ ପ୍ରୟାସ ଏମିତି ଜାରି ରହିଥାଉ ।ଜୟ ଜଗନ୍ନାଥ 🙏🙏🙏
Aju bhai ❤️ Apu Apa❤ beautiful jodi ❤❤. Rama banabasa kahani sesa full milage deithila Aju bhai nku❤❤
Right bro
Sundar artist APA bahut badhia actor. Bhai badhia.
ଧନ୍ୟବାଦ୍ କ୍ରିଷ୍ଣା ଭାଈ, ଅପୁ ଅପା ଆଉ ଅଜୁ ଭାଈ ଙ୍କୁ ନେଇ କି ଆସିଥିବାରୁ ♥️
ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ ଅଜୁ ଭାଇ ଆପୁ ଦିଦି ଙ୍କର ସାକ୍ଷାତକାର ଆଣିଲେ... ସେମାନେ ଜମା କ୍ୟାମେରା ସାମ୍ନାକୁ ଆସନ୍ତିନି... Rare vlog.... ଶିବାନୀର ପରିଚୟ....
Aju bhai au apu apa my best actor ❤❤❤
ଅତି ସୁନ୍ଦର ଯୋଡ଼ି ଭାଇ ଭାଉଜ 🙏🙏Jay Jagannath 🙏🙏
In my opinion you both are the best JODI of yatra PARIBAR.
Congratulations Bhai and bhauja🎉🎉🎉🎉🎉
Very exciting and emotional vlogs are making by you Mr Krishna Kumar.Thanks
ପୁରା ଦମଦାର ଡାଇଲଗ୍। ଏକଦମ୍ ବଢିଆ ଧନ୍ୟବାଦ।
Supar.supar.jodi❤❤❤
Both are very beautiful artist.Very much heart touching dilogue delivery.God blessed you
ରଙ୍ଗବତୀ ରୁଷିଛି ନାଟକ ଅଜୁ ଭାଇଙ୍କ ସୁପରହିଟ।
Bahut bhala actor dui jana
My favorite @ Aju bhai apu bhabi
Aji babunka acting bahut original lage
Nc mo vhi
Aju bhai,apa great.
The great krishna bhai the great aju bhai and apu apa
Aapu didi tama acting mote bahut bhala lage
ଭାଇ ଏମାନଙ୍କ ବିନା ଶିବାନୀ ଯାତ୍ରା ଅଧୁରା ଲାଗୁଛି ଅଜୁ ଭାଇ ଜଣେ ଭଲ ହିର
Krishna bhai apananku mor namaskar shivani jodi aju bhai supor her her aju bhai bhala manisha
ଏହି ଯୋଡି ପ୍ରାୟତଃ ଯାତ୍ରା ଜଗତ ର ସବୁଠୁ down to earth ଯୋଡି 🤗
ଅଜୁ ଆପୁ ଦୁଇଜଣ ଶିବାନୀ ଗଣନାଟ୍ୟ ର ସୁନା। ଅଭିନୟ ଚମତ୍କାର। ଶିବାନୀ ଛାଡି ଚାଲିଯିବା ପରେ ଆଉ ନାଟକ ଦେଖିବାକୁ ଭଳଗୁନି।
Jay jagannath Krishna. Aju apu
Krishna babu ku bahut bahut dhanyabada.because tama blogs gote niara thae.
rajani sajani rati pahila re.... Acting mast pura Apu didi nka❤
Ajaya bhai gote golden
ଆମ ଗାଁ କୁ ନଭେମ୍ବର ରେ ସ୍ୱର୍ଣ ମହଲ ଆସୁଚି ଅଜୁ ଭାଇ ଆପୁ ଅପା welcome our village
Tumar Ken gan
@@nrupamanisethi2240keonjhar dirstic andapur block village padamapur
Aju bhai style hero
First Night Bahi E Akhi kanduchhinTori pain superhit Natak
କ୍ରିଷ୍ଣା ଭାଇ ଜୟ ଜଗନ୍ନାଥ 🙏🙏
Bahut Sundar Jodi 🙏🌺🙏 Krishna Babu
Such a beautiful couple ❤we love you Bhai 🙏 apa❤God bless you always...
Bohut. Volo. Jodi
Appu seems very civilized... Stay blessed beta ❤️💚👍
Both are having very good track record in Jatra jagat. One of my best jodi.
Aju Bhai and apu apa super ⭐😊
Krishna bhai no-1 konark
ସୁନ୍ଦର ଯୋଡ଼ି ଅଜୁ ଭାଇ ଆଉ ଆପୁ ଅପା
Tumar fan
Krishna.Bhai.Aju.Apu.jodi.no.1
I am your original fan
Voice amazing both r
ଅଜୁଭାଇ ଆପୁଅପା ଦୁଇନକର ଅଭିନୟ ଭଲ ଲାଗୁଛି ❤❤❤❤❤❤
Nice Jodi
Very nice jodi sir apaku mora namskar
Ajubabu appumadam actingSuper se uper👍👍
Best ଯୋଡି.. ସବୁବେଳେ ସାଥୀ ହୋଇ ରୁହନ୍ତୁ.. god bless you both.. god gifted couple.
ଜୟ ଜଗନ୍ନାଥ ଅପା
Very good sakhyatkar
Best jodi
Thanks Krishna bhai for this
Super Krishna bhai❤
Bahut dina dhari wait karithili Krishna bhai 🙏🙏🙏 thanks bhai
Super duper jodi
On1hero ajubhai
My best actor, my fevorite nataka, Rajani sajani rati pahila.
ଯାତ୍ରା ଜଗତର ବହୁତ ସୁନ୍ଦର ଯୋଡି
I really love your acting madam ❤
Nice jodi
Love you aju bhai and aapu d, my fev, aju bhai tanka no dei chanti mu bahut khusi, tq aju bhai
ବହୁତ ସୁନ୍ଦର ଯୋଡି ଆଉ ସୁନ୍ଦର ସାକ୍ଷତା କାର ମନକୁ chunhila ❤🙏
ବଢ଼ିଆ ଯୋଡି god bless you
ବହୁତ ଦିନ wait pare ଅପୁ ମାଡାମ ଙ୍କୁ ଦେଖିଲି, lots of love for apu madam, i m from jspur.. Gote thara meet karibi sure👍.. No words for u apu madam..
Rama banabasa kahani sesa kanha bhai ajay bhai nka acting jabardast
Jay Jagannath 🙏🙏🙏Bahutu sundar video bahutu khushi lagila ajira vlogs 🥰🥰🥰🥰🥰 jatra jodi ajaya bhai &apu didinka vlogs bahutu khushi lagila 👌👌👌👌👍👍👍👍🙏🙏🙏🙏 bhai
Sibani gananatya superhit Jodi
ଅଜୁ ନନା ତୁମ ଦୁଇଜଣ ଙ୍କୁ ହୃଦୟ ରୁ ଶୁଭେଚ୍ଛା!ଦୁଇଜଣ ଙ୍କ ଯୋଡି ବିରଳ, ତୁଳନା ନାହିଁ! ଦିଇ ଜଣଙ୍କ ଅଭିନୟ ଚମତ୍କାରଆପୁ ଭାଉଜ ଅପେକ୍ଷ୍ୟା ଅନୁ ନନା ଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଗମ୍ଭୀର୍ଯ୍ୟ ପୂର୍ଣ୍ଣ!ଉଭୟେ ଦୀର୍ଘଯିବି ହୁଅ, ତୁମ ର ଏକ ମାତ୍ର କୁଳ ନନ୍ଦନ ଜଣେ ଭଲ ମଣିଷ ହେଉ !🎉❤🎉 👍
ମାମୁଁ ମାଇଁ କି ମୋର ପ୍ରଣାମ 🙏🙏🙏🙏🙏
ଜୟ ଜଗନ୍ନାଥ 🙏
Bhai ଭାଉଜ 🙏ଆଶା ଭଲ ରେ ଥିବେ ଗୋଡ bless you
ରତି ଭାଇ ଓ ପ୍ରମିଳା ଭାଉଜଙ୍କ ସାକ୍ଷାତକାର ଭଲ ଲାଗନ୍ତା
ଅଜୁ ଭାଇ ଆପୁ ଅପା ବହୁତ ସରଳ ନିଷ୍କପଟ ସ୍ନେହୀ
ମୋର ପ୍ରିୟ ଯୋଡି ❤❤
ଦୁଇ ଜଣଙ୍କ ଜୋଡି ଅତି ସୁନ୍ଦର ଜୋଡି। ଦୁଇ ଜଣଙ୍କ କଳା ଅତି ଚମତ୍କାର। ଭଗବାନ ଆପଣଙ୍କ ପରିବାର କୁ କୁଶଳ ରେ ରଖିଥାନ୍ତୁ।
❤❤❤
ରାମ ବନବାସ କାହାଣୀ ଶେଷ ନାଟକ ଅଜୁ ବାବୁଙ୍କ ହିଟ ନାଟକ ଜୟ ଜଗ୍ରନ୍ନାଥ 🙏🙏🙏🙏🙏
କୈଳାଶ ଭାଇଙ୍କୁ ଏତେ ଭଲ ପାଇବା ତୁମ 2 ଜଣଙ୍କ ବହୁତ ଖୁସି ଲାଗିଲା
Super Jodi
ଶିବାନୀ ଗଣନାଟ୍ୟ 🎉🎉🎉🎉
ରାମ ବନ ବାସ କାହାଣୀ ଶେଷ 🙏🙏🙏
ରଜନୀ ସଜନୀ ରାତି ପାହିଲା
ଅଜୁ ଭାଇ,ଆଉ ଅପା ମୋର ସବୁଠୁ ପସନ୍ଦ ଯୋଡି.ଜିବନ୍ତ ଅଭିନୟ .ଭଗବାନ ଉଭୟ କୁଂ ଭଲର ରଖନ୍ତୁ❤
ସୁନ୍ଦର ଯୋଡ଼ି । ଏହି ଦୁଇଜଣଙ୍କୁ ଜଗନ୍ନାଥ ଭଲରେ ରଖିଥାନ୍ତୁ।ଏହି ଯୋଡ଼ି ମୋର ବହୁତ୍ ପସନ୍ଦ।କ୍ରିଷ୍ଣା ଭାଇଙ୍କୁ ଅନେକ dhnyabad
ରାମବନବାସ କାହାଣୀ ଶେଷ 🙏❤️❤️ ବହୁ ଚର୍ଚ୍ଚିତ ନାଟକ ବହୁତ ଭଲ ଲାଗେ. ଏବେ ବି ସେ ନାଟକ ବିଷୟ ରେ କହିଲେ ଲୋମ ଟାଙ୍କୁରୀ ଉଠେ ❤️🙏
My favourite artist Aju bhai and Apu Apa❤❤
ନନା ,ଆଉ ନାରୀଙ୍କୁ ଅନେକ ଦିନପରେ ଏକାଠି ସାକ୍ଷାତ କାର ଦେଖିବା ପରେ ବହୁତ ଭଲ ଲାଗିଲା ଏହି ଯୋଡି ଦୀର୍ଘ ଦିନ ରହୁ ମୋର ଏହି କାମନା ।
ଜଶପଡା ରୁ ବିଜୟ କୁମାର ।
Best jodi ❤️❤️❤️ବାଃ ବାଃ ରେ କ୍ୟାପିଟାଲ ରେ ଶେଷ seen ଯାଏ କାନ୍ଦିଚି ମୁ 🙏❤️❤️❤️ଜୟ ଜଗନ୍ନାଥ 🙏
Same ❤ bro
@@nisikanisa7894 🙏🙏🙏♥️
Khub Sundar lage
ଶୁଭେଚ୍ଛା କୃଷ୍ଣ ବାବୁ 🙏🙏 ସୁନ୍ଦର କଳାକାର ସୁନ୍ଦର ଯୋଡ଼ି ଜଗତର କର୍ତ୍ତା ଙ୍କ ସୁନ୍ଦର ସୃଷ୍ଟି ଜୟଶ୍ରୀ ଜଗନ୍ନାଥ ସ୍ବାମୀ
ବନ୍ଦେ ଉତ୍କଳଜନନୀ 🙏🙏
ବହୁତ୍ ଦିନରୁ ଅପେକ୍ଷା କରିଥିଲି,କେହି ବି ଏମିତି ସାକ୍ଷାତ କାର ଆଣିନଥିଲେ, କ୍ରିଷ୍ଣା ଭାଇ ଆପଣ ମୋ ଅପେକ୍ଷା ର ଅନ୍ତ ଘଟେଇଲେ। ଧନ୍ୟବାଦ।ମୋ ପ୍ରିୟ ଯୋଡ଼ି। ସମ୍ବଲପୁରୀ ନନି ର ଡେଭିଲ୍ସ ହିରୋଇନ୍ ଆପ୍ପୁ ଅପା।
ଭାଇ ମୋ ମନ କଥା କହିଦେଲ
@bulusingh7840piku❤❤ ii III
Kipppp7uippuuu
Really very innocent and sweet Jodi.jaha hu man Khushi hegala Krishna
E duijanankara abhinaya Mora bahut pasanda.
ବହୁତ ସୁନ୍ଦର ଯୋଡି, ଆଉ ମାର୍ଜିତ ମଣିଷ ମଧ୍ୟ।
Beautiful jodi Aju bhai and Apu apa❤❤
Best jodi ❣️
ମୋର ପ୍ରିୟ ଆକ୍ଟର ❤❤❤
ଅଜୁ ଭାଇ, ଅପା ଙ୍କ ଯୋଡି ଏକ ସୁନ୍ଦର ଯୋଡି,
ନାଟକ ମଧ୍ୟରେ ସମସ୍ତଙ୍କ ମନରେ ବସି ଯାଆନ୍ତି।
ବହୁତ ଦିନରୁ ଏମିତିକା intervew ଦେଖିବାକୁ
ଚାହୁଁ ଥିଲି ।ଦେଖିବାକୁ ପାଇଲି ଭଲ ଲାଗିଲା।
ଧନ୍ୟବାଦ
ଜୟ ଜଗନ୍ନାଥ।
ଅଜୁ ନନା ଆପୁ ଭାଉଜ ଦୁଇ ଜଣଙ୍କ ଙ୍କୁ ଶୁଭେଚ୍ଛା!
ତୁମ ଦୁଇଜଣ କନର ତୁଳନା ନାହିଁ!
ଭଲରେ ରୁହ 🎉❤🎉 👍
ବହୁତ ସୁନ୍ଦର ଏମିତି ନୁଆ କଳାକାର ମାନଙ୍କୁ ଭେଟି କରିଥିବା ରୁ ଧନ୍ୟବାଦ
ରାମ ବନବାସ କାହାଣୀ ଶେଷ my favorite ନାଟକ
ଅଜୁ ଭାଈ ଆପୁ ଅପା ଙ୍କ କିଛି ମନର କଥା ଜାଣି ପାରିଲୁ କେବଳ ଏ ସବୁ ସଫଳ ହୋଇଚି ଆପଣ ଙ୍କ ପାଇଁ ଶିବାନୀ ଗଣନାଟ୍ୟ ରେ ଅନେକ ହିଟ୍ ନାଟକ ଦେଇଛନ୍ତି କୋଉ ନାଟକ ନାମ କହିବି 🎉❤🎉
ଜୟ ଜଗନ୍ନାଥ
ଜୟ ମା ସମଲେଶ୍ବରୀ
ବହୁତ ସୁନ୍ଦର ଯୋଡ଼ି ଼଼଼ ମୁଇ ସମ୍ବଲପୁରୀ ନନୀ ଼଼ ରଜନୀ ସଜନୀ ରାତି ପାହିଲା
ବହୁତ ସୁନ୍ଦର ନାଟକ।
Rama bana basa kahani sesa..Bhai nkara super hit
Aju bhai No 1 hero
ଭାଇ ଏମିତି ଯୋଡ଼ି ଆଗକୁ ଦେଖେଇବା ପାଇଁ ଜାରିରହୁ 👌👌🙏🙏♥️
ଯେତେଦିନ ପର୍ଯ୍ୟନ୍ତ ଏ ଯାତ୍ରା ଅନୁଷ୍ଠାନ ଥିଵ ଅଜୁ ଭାଇ ଓ ଆପୁ ଅପାଙ୍କ ଯୋଡି ନିହାତି ମନେ ପଡୁଥିବ । ଆପଣଙ୍କ ଯାତ୍ରା ଜୀବନ ସୁଖମୟ ହେଉ । ଆଜିର ସାକ୍ଷାତକାର ବହୁତ୍ ଭଲ ଲାଗିଲା କ୍ରିଷ୍ଣା ଭାଇ ଆପଣଙ୍କ ପ୍ରୟାସ ଏମିତି ଜାରି ରହିଥାଉ ।
ଜୟ ଜଗନ୍ନାଥ 🙏🙏🙏
Aju bhai ❤️ Apu Apa❤ beautiful jodi ❤❤. Rama banabasa kahani sesa full milage deithila Aju bhai nku❤❤
Right bro
Sundar artist APA bahut badhia actor. Bhai badhia.
ଧନ୍ୟବାଦ୍ କ୍ରିଷ୍ଣା ଭାଈ, ଅପୁ ଅପା ଆଉ ଅଜୁ ଭାଈ ଙ୍କୁ ନେଇ କି ଆସିଥିବାରୁ ♥️
ବହୁତ ବହୁତ ଧନ୍ୟବାଦ ଭାଇ ଆପଣଙ୍କୁ ଅଜୁ ଭାଇ ଆପୁ ଦିଦି ଙ୍କର ସାକ୍ଷାତକାର ଆଣିଲେ... ସେମାନେ ଜମା କ୍ୟାମେରା ସାମ୍ନାକୁ ଆସନ୍ତିନି... Rare vlog.... ଶିବାନୀର ପରିଚୟ....
Aju bhai au apu apa my best actor ❤❤❤
ଅତି ସୁନ୍ଦର ଯୋଡ଼ି ଭାଇ ଭାଉଜ 🙏🙏
Jay Jagannath 🙏🙏
In my opinion you both are the best JODI of yatra PARIBAR.
Congratulations Bhai and bhauja🎉🎉🎉🎉🎉
Very exciting and emotional vlogs are making by you Mr Krishna Kumar.Thanks
ପୁରା ଦମଦାର ଡାଇଲଗ୍। ଏକଦମ୍ ବଢିଆ ଧନ୍ୟବାଦ।
Supar.supar.jodi❤❤❤
Both are very beautiful artist.
Very much heart touching dilogue delivery.
God blessed you
ରଙ୍ଗବତୀ ରୁଷିଛି ନାଟକ ଅଜୁ ଭାଇଙ୍କ ସୁପରହିଟ।
Bahut bhala actor dui jana
My favorite @ Aju bhai apu bhabi
Aji babunka acting bahut original lage
Nc mo vhi
Aju bhai,apa great.
The great krishna bhai the great aju bhai and apu apa
Aapu didi tama acting mote bahut bhala lage
ଭାଇ ଏମାନଙ୍କ ବିନା ଶିବାନୀ ଯାତ୍ରା ଅଧୁରା ଲାଗୁଛି ଅଜୁ ଭାଇ ଜଣେ ଭଲ ହିର
Krishna bhai apananku mor namaskar shivani jodi aju bhai supor her her aju bhai bhala manisha
ଏହି ଯୋଡି ପ୍ରାୟତଃ ଯାତ୍ରା ଜଗତ ର ସବୁଠୁ down to earth ଯୋଡି 🤗
ଅଜୁ ଆପୁ ଦୁଇଜଣ ଶିବାନୀ ଗଣନାଟ୍ୟ ର ସୁନା। ଅଭିନୟ ଚମତ୍କାର। ଶିବାନୀ ଛାଡି ଚାଲିଯିବା ପରେ ଆଉ ନାଟକ ଦେଖିବାକୁ ଭଳଗୁନି।
Jay jagannath Krishna. Aju apu
Krishna babu ku bahut bahut dhanyabada.because tama blogs gote niara thae.
rajani sajani rati pahila re.... Acting mast pura Apu didi nka❤
Ajaya bhai gote golden
ଆମ ଗାଁ କୁ ନଭେମ୍ବର ରେ ସ୍ୱର୍ଣ ମହଲ ଆସୁଚି ଅଜୁ ଭାଇ ଆପୁ ଅପା welcome our village
Tumar Ken gan
@@nrupamanisethi2240keonjhar dirstic andapur block village padamapur
Aju bhai style hero
First Night Bahi E Akhi kanduchhinTori pain superhit Natak
କ୍ରିଷ୍ଣା ଭାଇ ଜୟ ଜଗନ୍ନାଥ 🙏🙏
Bahut Sundar Jodi 🙏🌺🙏 Krishna Babu
Such a beautiful couple ❤we love you Bhai 🙏 apa❤God bless you always...
Bohut. Volo. Jodi
Appu seems very civilized... Stay blessed beta ❤️💚👍
Both are having very good track record in Jatra jagat. One of my best jodi.
Aju Bhai and apu apa super ⭐😊
Krishna bhai no-1 konark
ସୁନ୍ଦର ଯୋଡ଼ି ଅଜୁ ଭାଇ ଆଉ ଆପୁ ଅପା
Tumar fan
Krishna.Bhai.Aju.Apu.jodi.no.1
I am your original fan
Voice amazing both r
ଅଜୁଭାଇ ଆପୁଅପା ଦୁଇନକର ଅଭିନୟ ଭଲ ଲାଗୁଛି ❤❤❤❤❤❤
Nice Jodi
Very nice jodi sir apaku mora namskar
Ajubabu appumadam acting
Super se uper👍👍
Best ଯୋଡି.. ସବୁବେଳେ ସାଥୀ ହୋଇ ରୁହନ୍ତୁ.. god bless you both.. god gifted couple.
ଜୟ ଜଗନ୍ନାଥ ଅପା
Very good sakhyatkar
Best jodi
Thanks Krishna bhai for this
Super Krishna bhai❤
Bahut dina dhari wait karithili Krishna bhai 🙏🙏🙏 thanks bhai
Super duper jodi
On1hero ajubhai
My best actor, my fevorite nataka, Rajani sajani rati pahila.
ଯାତ୍ରା ଜଗତର ବହୁତ ସୁନ୍ଦର ଯୋଡି
I really love your acting madam ❤
Nice jodi
Love you aju bhai and aapu d, my fev, aju bhai tanka no dei chanti mu bahut khusi, tq aju bhai
ବହୁତ ସୁନ୍ଦର ଯୋଡି ଆଉ ସୁନ୍ଦର ସାକ୍ଷତା କାର ମନକୁ chunhila ❤🙏
ବଢ଼ିଆ ଯୋଡି god bless you
ବହୁତ ଦିନ wait pare ଅପୁ ମାଡାମ ଙ୍କୁ ଦେଖିଲି, lots of love for apu madam, i m from jspur.. Gote thara meet karibi sure👍.. No words for u apu madam..
Rama banabasa kahani sesa kanha bhai ajay bhai nka acting jabardast
Jay Jagannath 🙏🙏🙏
Bahutu sundar video bahutu khushi lagila ajira vlogs 🥰🥰🥰🥰🥰 jatra jodi ajaya bhai &apu didinka vlogs bahutu khushi lagila 👌👌👌👌👍👍👍👍🙏🙏🙏🙏 bhai
Sibani gananatya superhit Jodi
ଅଜୁ ନନା ତୁମ ଦୁଇଜଣ ଙ୍କୁ ହୃଦୟ ରୁ ଶୁଭେଚ୍ଛା!
ଦୁଇଜଣ ଙ୍କ ଯୋଡି ବିରଳ, ତୁଳନା ନାହିଁ! ଦିଇ ଜଣଙ୍କ ଅଭିନୟ ଚମତ୍କାର
ଆପୁ ଭାଉଜ ଅପେକ୍ଷ୍ୟା ଅନୁ ନନା ଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଗମ୍ଭୀର୍ଯ୍ୟ ପୂର୍ଣ୍ଣ!
ଉଭୟେ ଦୀର୍ଘଯିବି ହୁଅ, ତୁମ ର ଏକ ମାତ୍ର କୁଳ ନନ୍ଦନ ଜଣେ ଭଲ ମଣିଷ ହେଉ !🎉❤🎉 👍
ମାମୁଁ ମାଇଁ କି ମୋର ପ୍ରଣାମ 🙏🙏🙏🙏🙏
ଜୟ ଜଗନ୍ନାଥ 🙏
Bhai ଭାଉଜ 🙏
ଆଶା ଭଲ ରେ ଥିବେ ଗୋଡ bless you
ରତି ଭାଇ ଓ ପ୍ରମିଳା ଭାଉଜଙ୍କ ସାକ୍ଷାତକାର ଭଲ ଲାଗନ୍ତା