ମୋ ସ୍ୱାମୀ ର ଝିଅ ଲଫଡା ଅଛି, , ମୁଁ କଣ କରିବି (ଯାତ୍ରା ଅଭିନେତ୍ରୀ ଜୟଶ୍ରୀ)
ฝัง
- เผยแพร่เมื่อ 21 พ.ค. 2024
- #bini##jatraprema#jatra#prema #odiajatra #natak #jatraactress #jatraactor#jatralover #rangamancha #OdiaJatraDuniya #Jatradialogue #baghajatingananatya
#biswarangamahal #konarkgananatya #kalingagananatya #tulasigananatya #gourigananatya #bhubaneswarjatra #sibanigananatya #parbatigananatya #gourigananatya #biswadarbar #jatracomedy #jatracomedyvideo #jatracomedyan - บันเทิง
Tumara sabu bhala
ଜୟ ଶୀ ଅପାକୁ 🎉🎉 ଧନ୍ଯବାଦ❤❤❤❤
ଅପା ବହୁତ୍ ଭଲ
Bini madam bahut jhia mu personal tanku janichi good artist ta sahit help samastanku karanti
I like your acting, madam
You are great actress.
Please, forget everything, continue your journey
God bless you.
Jai kala, Jay Jagannath
Bini madam abinaya bhala lage
Nice didi
Omg
ଲୁହା ପଥର ତତେ ଦେଖିଥିଲି ଭାବୁଥିଲି କେମିତି ଲାଗିଲା
Mate au ma bapa knu Tamar negative bahutu vhala lage dee❤❤❤❤ love you dee
Jayajagananth
Very beautiful to look at. Thanks.
Samasta Rambha, Menka aau Urvashi mananku "Kamadeva" hin. milithanti.🙏 Jai ♥️🇮🇳🔥 Hind 🙏
Eita kie be
Hnnn jana paduchhi to katha barta ru tu kete bhala...... Tu mrg na kari kemiti live in relation re rahuthilu..... Tu paka tauter heithibu.....
Jatara batra chatra
Very good artist
ତୁମର ଦୁଃଖ ସହ ସହମତ କିନ୍ତୁ ଆଗରୁ ତୁମକୁ ଭାବିବାର ଥିଲା।
ସବୁ ଯାତ୍ରା ବାଲା ଙ୍କର ସେ ଭଲ ଅଭ୍ୟାସ ଥାଏ, ତମେ ତମ କାମ କର
Thanks🌹🌹🌹🌹🌹❤❤❤❤❤,
Jay shree madam tuma para kahuthila tuma Swami army ra achanti
Sister. Tuma. Katha. Suni.mote.bahut. Bahuta. Dukhalagila. Kahinki. Na. Emiti. Mo .life. Re. .bi chalichi.
Jay jagannath 🙏🙏🙏
ଯାତ୍ରା ଅଭିନେତା/ଅଭିନେତ୍ରୀ ମାନଙ୍କୁ କେବଳ ଦେଖ । ତାଙ୍କୁ କେବେ ଆପଣାର ଭାବି ଅତି ନିକଟକୁ ଯାଆ ନାହିଁ । କାରଣ ସେମାନେ ଅଭିନୟ ଭଲ କରିପାରନ୍ତି । ସତରେ ହେଉ ବା ମିଛାରେ ଖାସ୍ ଏଇଥି ପାଇଁ ତାଙ୍କ ବାସ୍ତବ ଜୀବନ ଅତି ଦୁର୍ବିସହ ।
ଶୁଣି ବହୁତ ଦୁଃଖ ଲାଗିଲା, ସବୁ ସ୍ଵାମୀ ଏପରି ନୁହନ୍ତି ?କେତେକ ଲମ୍ପଟ, କାମୁକ ତାଙ୍କୁ ୧୨ ଥାଳିରେ ଅଇଁଠା ଖାଇବାକୁ କୁ ଭଲ ଲାଗେ,
ଏହା କିଛି ନୁହଁ ମନର ଭ୍ରମ *ସବୁ ନାରୀର ର ଏକ* କିଛି ଅଲଗା ନୁହଁ
ବୟସ ମତୁ ରେ କେତେକ ଏପରି ହୁଅନ୍ତି ?ବୟସ। ସରିଲେ।ସେଇ ସ୍ତ୍ରୀ ହିଁ ତାଙ୍କର କାମ ରେ ଆସେ
ଆମର ଏପଟେ ଜଣେ ପୁଅ ତାର ଜବlନି ଟାଇମ ରେ ୫୦ , ୧୦୦ ବିଟପୀ ପାଖ କୁ ଯାଇ ମସ୍ତି କରୁଥିଲା, ୬୦ ବୟସରେ, ଏମିତି ରୋଗ ହେଲା ଡାଇବେଟିସ ସୁଗର, ତା ସ୍ତ୍ରୀ ପାଖେ ଶୋଇବାକୁ ବଳ ମିଲିଲାନି, ସ୍ତ୍ରୀ ଦୁଃଖୀ ଥିଲା, ୟେ ପୁରୁଷ ଅନୁତାପ।କରି କରି କାହିଁକି ମୁଁ ଏତେ ସ୍ତ୍ରୀ କଲି ତା ଫଳ ଭୋଗିଲି ଅନୁତାପ କରି କରି ରୋଗରେ ପଡ଼ି ପଡ଼ି ୬୮ ବର୍ଷ ରେ ହିଁ ମରିଗଲା
ତେଣୁ ଦୁଃଖ କରନ ମନରେ ଦୃଢ଼ ରଖି ଝିଅକୁ ଦେଖି ଖୁସି ହୋଇ, ପୁଣି ଯାତ୍ରାରେ ପାର୍ଟ କରି ମନକୁ ବୁଝାଇ ଖୁସିରେ ରୁହ ମନରେ ସେ କଥା ଭାବିଲେ ହିଁ ଦୁଃଖ କଷ୍ଟ ଆଘାତ ଲାଗିବ ,ଦେଖିବ ତୁମେ ହିଁ ପରିଶେଷରେ ଜୀତିବ
Tu bujhide mo bisayare, direct asiki dekha kare mote, Raj panda ketebele to vauniku b ph no magithiba se deithiba ok
@@Bangtan_sonyeondan_Vhlo mam apana nka phone number miliba mu kichi kahibaku chahnuchi
Army loka semiti karantini
Sister. Emiti. Bahuta. Pua. Michha. Kahi. Jhia. Mananka. Life. Loss. Karuchanti. Marriage. Karithibe. Kahibe. Amee. Marriage. Karinu. Example. Apananka. Husband. Semane. Kebe. Badalibeni. Apana. Strong. Huantu. Jitibe. Ok. Sister
Vari ego
Rajanandini,baghajatin, suryamandir, saisamrat, puni Rajanandini,emiti ete party change karibar karan kn......
Bhai samastnk ra paisa darkar.... always choose better option
କୃଷ୍ଣ କଳା ଅଛି
Eata laguchi naguni
Educated na au kichi ..Jana paduchi kete educated ..tuma English kahiba ru Jana paduchi kete educated
Tu keate patha padichhu kahunu
Eiya dudha bada tike.. Pura tight ki pindhe eiy
Dhana plz give me your number ❤❤❤❤
Semane pelana khauchanti
Tu swami ku 1st tu bujha