ଛାଡିବନି ଆର୍ମି, ପୋଲିସକୁ ପାଣି ପିଆଇବ !| Assault on Army officer | Bharatpur Police Station Incident |OR

แชร์
ฝัง
  • เผยแพร่เมื่อ 19 ก.ย. 2024

ความคิดเห็น • 175

  • @munasmruti1888
    @munasmruti1888 4 ชั่วโมงที่ผ่านมา +91

    ସବୁ ଓଡ଼ିଶା ପୋଲିସ କୁ 6ମାସ ପାଇଁ ପାକିସ୍ତାନ ବୋର୍ଡ଼ କୁ ଛାଡିଦିଅତୁ ଜଣା ପଡ଼ିବ ଏମାନଙ୍କ ଦେସ ପ୍ରେମ

    • @prasantakumar6512
      @prasantakumar6512 2 ชั่วโมงที่ผ่านมา +3

      Right 🙏🙏🙏🙏

    • @tapasiadhikari5103
      @tapasiadhikari5103 2 ชั่วโมงที่ผ่านมา

      200 ଟଙ୍କା ନେଇ ବୋର୍ଡର ଛାଡ଼ିଦେବେ ଆତଙ୍କବାଦୀ ମାନଙ୍କ ପାଇଁ

    • @SeturaajaMajhi
      @SeturaajaMajhi 46 นาทีที่ผ่านมา +1

      ଆର୍ମି ଘଇତାର ଫୁଟାଣି ହିଁ ସବୁର ମୂଳ କାରଣ । ନିଜକୁ ବଡ଼ ମହାନ ଭାବୁଛି ତାକୁ ପ୍ରଥମେ କୋରାପୁଟର ନିଘଞ୍ଚ ଅଂଚ଼ଳରେ ଥିବା ପୁଲିସ୍ ଫାଣ୍ଡିରେ ନାଇଟ୍ ଡ଼ିଉଟି ପାଇଁ ଥରେ ପଠାଯାଉ

    • @bipulhimansu4225
      @bipulhimansu4225 38 นาทีที่ผ่านมา

      Bhai muti ki bhasei debe

  • @technologyritu7409
    @technologyritu7409 4 ชั่วโมงที่ผ่านมา +54

    ଓଡିଶା ପୋଲିସ୍ ଇଂରେଜମାନଙ୍କ ଠାରୁ ବି କମ୍ ନୁହନ୍ତି

    • @sudhirlakraeatingblogs
      @sudhirlakraeatingblogs 3 ชั่วโมงที่ผ่านมา +2

      To ghore kichi hoi jau auu thana ku jaa gute bholo poisa wLa sangore kess lodhi k dekh bhul tar hi thibo poisa wala ro kintu tu nije bhul hoi jibu babu mone pokaitha odissa police' ku au a dunia jie bodo loko tar hi kanun

    • @Rahulnews-t8n
      @Rahulnews-t8n ชั่วโมงที่ผ่านมา

      Thik 🎉

  • @sudiptrainofrhythm8529
    @sudiptrainofrhythm8529 4 ชั่วโมงที่ผ่านมา +29

    DCP କୁ ଚିଠି ଲେଖିଲେ କଣ ହବ??? ସେ ତ ମୂଳରୁ ଝାଡି ହୋଇପଡିଛି 😂। ତା ପୋଲିସ ସବୁ ସାଧୁ ଆଉ ସେ ମେଜର ନିଶା ଖାଇଥିଲା। ସେଇ DCP କୁ suspend କରାଯାଉ

  • @manaromaswain9328
    @manaromaswain9328 4 ชั่วโมงที่ผ่านมา +59

    ଓଡ଼ିଶାର ମୁଣ୍ଡ ତଳକୁ କରିଥିବା ପୋଲିସ୍ କୁ ବହିଷ୍କାର କରାଯାଉ

    • @BaishnabaMajhi-ok3tu
      @BaishnabaMajhi-ok3tu 3 ชั่วโมงที่ผ่านมา +1

      Bahiskar kole cholibani mo motare 30/40 Barsha jail karantu fasi hele aahuri bhola

    • @_mr___rajput
      @_mr___rajput 2 ชั่วโมงที่ผ่านมา

      ​@@BaishnabaMajhi-ok3tu case hela paa

    • @rakeshkumarsahu3672
      @rakeshkumarsahu3672 59 นาทีที่ผ่านมา

      fasi heba darkar bhai
      jane Indian army Ku emiti respect 😢😢😢😢bahut kasta laguchi .

    • @SeturaajaMajhi
      @SeturaajaMajhi 43 นาทีที่ผ่านมา

      ଓଡ଼ିଶାର ମୁଣ୍ଡ କେବେ ତଳକୁ ହୁଏନା , କେବେ ନୁଏଁଇବନା.. କିଛି ଖରାପ ଲୋକଙ୍କ କାଣ୍ଡ ପାଇଁ। ଓଡ଼ିଶା ମହାନ ଥିଲା, ଅଛି ଏବଂ ରହିବ ମଧ୍ଯ
      ଓଡ଼ିଆ ଜାତି ଜିନ୍ଦାବାଦ୍ ✊
      ଓଡ଼ିଶା ରାଜ୍ଯ ଜିନ୍ଦାବାଦ୍
      ଓଡ଼ିଶା ପୁଲିସ୍ ଜିନ୍ଦାବାଦ୍

    • @durgacharankishan7276
      @durgacharankishan7276 4 นาทีที่ผ่านมา

      DCP ku

  • @sudhansusekhardash9010
    @sudhansusekhardash9010 3 ชั่วโมงที่ผ่านมา +14

    ଓଡ଼ିଶା ର ସମ୍ମାନ ହାନି ଘଟିଲା। ସାଧାରଣ ଲୋକ ହୋଇଥିଲେ ପୋଲିସ ଖସି ଯାଇଥାନ୍ତା କିନ୍ତୁ ଏବେ ଠିକ୍ ଫାସ ରେ ପଡିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରୁଛି।

  • @dwarikanath1958
    @dwarikanath1958 4 ชั่วโมงที่ผ่านมา +15

    ଓଡିଶା ରେ ନ୍ୟ|ୟ ପାଇବା ଆଶା କ୍ଷୀଣ |

  • @AbhiTvodia24
    @AbhiTvodia24 3 ชั่วโมงที่ผ่านมา +12

    DCP ଙ୍କୁ ତୁରନ୍ତ SUSPEND କରାଯାଉ

  • @debendranarayandash9040
    @debendranarayandash9040 3 ชั่วโมงที่ผ่านมา +6

    ପୋଲିସକୁ ଉତ୍ତମ ମଧ୍ୟମ ମାଡ ଦରକାର ଆନ୍ଦୋଳନ ଯୋର କରାଯାଉ

  • @manasdas5715
    @manasdas5715 2 ชั่วโมงที่ผ่านมา +2

    ସବୁ ସଂପୃକ୍ତ ପୋଲିସ ଙ୍କୁ ଭାରତ ସୀମା ରେ ଡିଉଟି ଦିଆଜାଉ,ଜାଣିବେ କି କଷ୍ଟ ରେ ସେନା କାର୍ଯ୍ୟ କରୁଛନ୍ତି,ଘରେ ଖାଇ ଡିଉଟି ପୁଣି ଓପରି ସେଥିପାଇଁ ମନମାନି ଚଳେଇଛନ୍ତି , ଆରେ ଭଲବ୍ୟବହାର ଟିକେ ଦେଖାଇଲେ ଜନତା ତୁମକୁ ପୁଜା କରିବେ 😢🙏

  • @IASaspairant
    @IASaspairant 4 ชั่วโมงที่ผ่านมา +5

    ଚିଠି ଲେଖିଛନ୍ତି ମାନେ Request କରିଛନ୍ତି , ତମେ ଯେମିତି କହୁଛ ଯେମିତି ଆଦେଶ ଦେଇଛନ୍ତି , Army officer Court କୁ ଆଦେଶ ଦେବେ ? ହିନ ସାମ୍ବାଦିକତା

    • @bijayprakashpanda6583
      @bijayprakashpanda6583 3 ชั่วโมงที่ผ่านมา +4

      Dear, For your kind information any commanding or commandant officer (defence) have a special/Indipendent power given by Indian constitution of low for Action/Justice. So, don't take it in the sense of request.

  • @laxmidharapanda6086
    @laxmidharapanda6086 2 ชั่วโมงที่ผ่านมา +2

    ସାଧାରଣ ଲୋକେ ପୋଲିସର ଅନ୍ୟାୟ ବିରୁଦ୍ଧରେ ସେନାକୁ ସମର୍ଥନ କରୁଛନ୍ତି

  • @SanatanchattarChattar
    @SanatanchattarChattar 4 ชั่วโมงที่ผ่านมา +4

    ପୋଲିସ ହଗି ଚେରି ହେବେ

  • @sudhansusekhardash9010
    @sudhansusekhardash9010 3 ชั่วโมงที่ผ่านมา +9

    ଗୃହ ମନ୍ତ୍ରୀ କାହିଁକି ନୀରବ ? ପ୍ରଶାସନ ଚୁପ ବସି ଯାଇଛନ୍ତି କି ?

    • @YoutubeShorts-pf1tx
      @YoutubeShorts-pf1tx 3 ชั่วโมงที่ผ่านมา +1

      home minister active heba darakar

  • @riderking45jt41
    @riderking45jt41 4 ชั่วโมงที่ผ่านมา +6

    Army ସହିତ ଲାଗି ବଡ଼ ଭୁଲ୍ କରିଚ ରେ

  • @itsrbbikash1669
    @itsrbbikash1669 3 ชั่วโมงที่ผ่านมา +3

    ଏ ଶଳା ପ୍ରତିକି ସିଂ କୁ Suspend କର

  • @musicon5982
    @musicon5982 4 ชั่วโมงที่ผ่านมา +4

    ଗୋଟିଏ ହାତରେ ତାଳି ବାଜେ ନାହିଁ ମୋତେ ସେମିତି ଲାଗୁଛି

    • @Sached299
      @Sached299 4 ชั่วโมงที่ผ่านมา +3

      ତମ ହିସାବ ରେ rapist rape victim 2 ଜଣ ଯାକର ଭୁଲ

    • @SisirTripathy-c3k
      @SisirTripathy-c3k 2 ชั่วโมงที่ผ่านมา

      Eita talimara bhali laguchi tate chutia faltuloka

    • @SeturaajaMajhi
      @SeturaajaMajhi 37 นาทีที่ผ่านมา

      ​@@Sached299 ସେୟା ହିଁ, ଝିଅଟି ବେଶି ଫୁଟାଣି ମାରେ, ବଡ଼ ବଡ଼ିଆ କଥା କହେ , ଡ଼ରେଇକି ଧମକେଇକି ବି କଥା କୁହେ। ମୁହଁ ଉପରେ ଜବାବ୍ ଦିଏ, ସହବୋଧର ଅଭାବ, ଓଡ଼ିଆ ଭାଷା କହିବାରେ ତାକୁ ଲାଜ ଲାଗେ.. ବେଶି ହିନ୍ଦୀ ଛୋଡ଼ି ହୁଏ, ସେ ଗୋଟେ ବାଜେ ଝିଅ
      କାରଣ ମୁଁ ସେମାନଙ୍କର ପଡ଼ୋଶୀ ଲୋକ, ତେଣୁ ଭଲରେ ଚ଼ିହ୍ନିଛି.. ଆଜ୍ଞା

    • @Sached299
      @Sached299 28 นาทีที่ผ่านมา

      @@SeturaajaMajhi ତାହେଲେ ତମେ ଟିକେ ରାଞ୍ଚି ଯାଇ ମୁଣ୍ଡ ଟିକେ ପରୀକ୍ଷା କରି ଆସ l

  • @pradeepnayak8670
    @pradeepnayak8670 3 ชั่วโมงที่ผ่านมา +3

    ଓଡିଶା ପୋଲିସ ମୂରଧା ବାଦ

  • @biswajitdash6022
    @biswajitdash6022 3 ชั่วโมงที่ผ่านมา +5

    ବିଜେଡି ସରକାର ରେ ମହିଳା ପୋଲିସ ଅଧିକାରୀ ମାନେ ଥାନାରେ କଣ ପିନ୍ଧୁଥିଲେ କାହାକୁ ବି ଜଣାନାହିଁ ...ହେଲେ ମାଝୀ ବାବୁ ପୋଲିସ ଷ୍ଟେସନ ରେ ମହିଳା ପୋଲିସ ଅଧିକାରୀ ମାନଙ୍କ ପାଇଁ ନାଇଟର ବ୍ୟବସ୍ଥା କରି ଉଚିତ ପଦକ୍ଷେପ ନେଇଛନ୍ତି

  • @azubizu2534
    @azubizu2534 3 ชั่วโมงที่ผ่านมา +2

    ଆଉ କେବେ ଫଇସଲା ହେବ
    ♥️ନବୀନ ପରି କୁହ ♥️
    ♥️ଆଇନ ତା ବାଟରେ ଯିବ ♥️

  • @mr.sanjayinformationdiscov3282
    @mr.sanjayinformationdiscov3282 ชั่วโมงที่ผ่านมา +1

    ପୋଲିସ ଖାକି ପିନ୍ଧିଦେଲେ ତାଙ୍କୁ ଲାଇସେନ୍ସ ମିଳିଯାଏ ସେମାନେ ସମସ୍ତଙ୍କ ମା-ଭଉଣୀ କୁ ନେଇ ସୋଧିପାରିବେ।।।।😮

  • @hariharasahu3566
    @hariharasahu3566 47 นาทีที่ผ่านมา +1

    ଧୃତରାଷ୍ଟ୍ର ନବିନ ବାବୁ ଙ୍କ ଅପାରଗତା ଶାସନ ର ଫଳ ।

  • @poojamallick1947
    @poojamallick1947 4 ชั่วโมงที่ผ่านมา +4

    Ame khali dekhibu satya ta kan au kia kahaku pani piauchhi!

  • @jubedalabehera.
    @jubedalabehera. 4 ชั่วโมงที่ผ่านมา +2

    ପେଟୁଆ ପୋଲିସ୍ ଚୋର ଶଳା 😢😮😮

  • @snvvishwanathamprasantm7867
    @snvvishwanathamprasantm7867 ชั่วโมงที่ผ่านมา

    ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଦରକାର. ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ.

  • @Makehappy5
    @Makehappy5 2 ชั่วโมงที่ผ่านมา +2

    ଏ ସବୁ news ମିଛ acctual ଘଟଣା କଣ ହେଇଚି କୋଣସି news chennal କହୁ ନାହିଁ... ଓଡିଶା ପୋଲିସ ର ଦୋଷ ଅଛି But ପ୍ରଥମ ରେ army major wife attitude and gravity ଦେଖାଇ ଧମକ ଦେଲା ଭଳି କଥା ବାର୍ତା କରିଛନ୍ତି, army ଵାଲା ଆଉ ପୋଲିସ ଵାଲା ଙ୍କର ମିଛ କଥା ପାଇଁ ଏ ସବୁ ହଉଚି... Police power ଦେଖାଉଚି ଆଉ army ମଧ୍ୟ power ଦେଖାଉଚି but ବିରୋଧୀ ଦଳ ନେତା ମାନଙ୍କୁ ଏଥିରେ ମଜା ଲାଗୁଛି....

    • @narayanparida5469
      @narayanparida5469 ชั่วโมงที่ผ่านมา

      ଠିକ କଥା କହିଛନ୍ତି । ଲେଟ୍ ନାଇଟିରେ ଅବିବାହିତ ଯୁବକ ଯୁବତୀ ଗାଡିରେ ଫେରିବା ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରୁଛି ଏଟା ଲଣ୍ଡନ କିମ୍ବା ଆମେରିକା ଓଡ଼ିଶା ଓଡ଼ିଶା ୟାର ସଂସ୍କୃତି ନୁହେଁ ବିବାହ ପୂର୍ବରୁ ମନୋରଞ୍ଜନ କରିବା ଆଉ ପିତାମାତା ମାନେ ମିଡିଆ ରେ କହୁଥିବେ ପୁରୁଷ ବନ୍ଧୁ ଭାବି ଜାମାତା ଛି ଛି ।

  • @jayantanagvlogs7883
    @jayantanagvlogs7883 2 ชั่วโมงที่ผ่านมา +1

    DCP, sp, iic ,ASI ,police department ku arrested kara jau ଇ maghia ପୋଲିସ mankar ଚାର୍ବି ବେଶି ହେଲା ନ

  • @pradeepnayak8670
    @pradeepnayak8670 3 ชั่วโมงที่ผ่านมา +1

    ଓଡିଶା ପୋଲିସ କୁ ମାର

  • @pradiptarout4070
    @pradiptarout4070 3 ชั่วโมงที่ผ่านมา +1

    ମହିଳା ନାଇଟି ପୋଲିସ ଫଟୋ ଟିକେ ଦେଖାନ୍ତୁ

  • @hrushikeshsahoo6271
    @hrushikeshsahoo6271 4 ชั่วโมงที่ผ่านมา +3

    Police Bala aaji Kali bahut utupat hauchanti

  • @SeturaajaMajhi
    @SeturaajaMajhi 32 นาทีที่ผ่านมา

    ଝିଅଟି ବେଶି ଫୁଟାଣି ମାରେ..,
    ଭଲ ହେଇଛି..! 👍
    କି କୁମ୍ଭୀର କାନ୍ଦଣା .. ! ଲୋ.. କି କୁମ୍ଭୀର କାନ୍ଦଣା ..! 😭😭😭😭😭😁😆😂 ସତରେ.. ସେଇ ଜମୋଟ କେସ ଝିଅ ଭଳି ପୁନରାବୃତ୍ତି ..., କି ମିଛ.. ! କି ବଡ଼ ବଡ଼ ମିଛ ଅଭଯୋଗ.. 😂

  • @swarnamohanty3121
    @swarnamohanty3121 3 ชั่วโมงที่ผ่านมา +2

    CBI inquiry heu.

  • @TaranisenDash-m1x
    @TaranisenDash-m1x ชั่วโมงที่ผ่านมา

    ତଦନ୍ତ ପରେ dismissed କର ଓ ଜେଲର ରେ ପୁରାଇ ରଖ 60 ବର୍ଷ ପର୍ଯ୍ୟନ୍ତ. ଯିଏ ଦେଶର ରକ୍ଷକ ପୁଣି ତାଙ୍କ ଉପରେ ଦାଦା ଗିରି. ଦଣ୍ଡ ଶକ୍ତି ଶାଳୀ ହେଲେ criminal କମିବ

  • @ChristadanKhara
    @ChristadanKhara 2 ชั่วโมงที่ผ่านมา

    ଛାଡ଼ିବା କଥା ନାହିଁ। ରକ୍ଷକ ଭକ୍ଷକ ହେଲେ କହିବା କାହାକୁ

  • @yeshsahoo6027
    @yeshsahoo6027 27 นาทีที่ผ่านมา

    ARMY ⚡ ପାୱାର ଦେଖିନି ଓଡ଼ିଶା ପୋଲିସ

  • @trilochanbehera-bp4be
    @trilochanbehera-bp4be 20 นาทีที่ผ่านมา

    ୟ ଝିଅ ର ଓଠରେ police station ଆସିବା ପୂର୍ବରୁ injury ଅଛି ।but ସେ ମିଛାରେ ପୋଲିସ assult କରିଛି କହୁଛି ।ପୁରା ୟ jhia ମଦୁଆ ମିଛୁଆ ବି ଅଛି ।

  • @biswajitdash6022
    @biswajitdash6022 3 ชั่วโมงที่ผ่านมา

    ଯଦି କୌଣସି ଖେଳରେ ପେଟା ହେଇଥିଲେ କି ପେଟ ବାହାରିଥିଲେ ସେ ଲୋକକୁ ଦଳରେ ପୁରାଇ ଦିୟା ଯାଉନାହିଁ ...ହେଲେ ଓଡିଶା ପୋଲିସ ରେ ଖାଲି ପେଟା ଲୋକ ଭର୍ତି ଏଇଟା କଣ ମାଝୀ ଙ୍କୁ ଦେଖା ଯାଉନି କି ?????? ...ନା ପୋଲିସ ହବା ପାଇଁ ପେଟ ବାହାର କରିବା ନିହାତି ଦରକାର ...ଗାଡିର ଫିଟ୍ନେସ ନଥିଲେ ଏହି ପେଟା ପୋଲିସ ଏମିତି ଫାଇନ ପକାନ୍ତି ଯେ ଲୋକର ଚଉଦ ପୁରୁଷ ମନେ ପଡି ଯାଏ ...ହେଲେ ମାଝୀ ବାବୁ କଣ ଏ ପେଟା ପୋଲିସ କୁ ଫାଇନ ପକେଇବେ ...ନା ପେଟା ପେଟା ରେ ଚାକିରୀ ରୁ ଅବସର ନେବେ

  • @Rusi-s6r
    @Rusi-s6r 2 ชั่วโมงที่ผ่านมา

    ଗାଁ ଣ୍ଡି ମରେଇ ବରେ ଓଡ଼ିଶା ପୋଲିସିବାଲା

  • @skindoctor21
    @skindoctor21 2 ชั่วโมงที่ผ่านมา +1

    Suspend kara DCP ku

  • @AmulyaParida-sj9bv
    @AmulyaParida-sj9bv 39 นาทีที่ผ่านมา

    ଭାଇ ମାନେ ଏ 3 ମାସ ରେ ଏ ବେଈମାନ ନରେନ୍ଦ୍ର ମୋଦି ଓଡିଶା ର ରିମୋଟ ଗୁଜୁରାଟ ନେଇଯାଇଛି ଆଉ ଓଡିଶା ରେ ଟିଭି ମୋହନ ମାଝୀ..... ତେଣୁ 3 ମାସ ରେ ଯାହା ଯାହା ଏମାନେ କରିଛନ୍ତି ଟୋଟାଲ 100 ପେଜ ର ବହି ଲେଖିବି... କିନ୍ତୁ ନାଇଁ ଅଳ୍ପ ଅଳ୍ପ ଛାଡ଼ିବି କମେଣ୍ଟ ମାଧ୍ୟମରେ ଲୋକ ସଚେତନ pnai.... ଆପଣ ମାନେ ଏ ରଙ୍ଗ ମରା ସରକାର କୁ ଭୋଟ ଦେଇଥିଲେ 5 ବର୍ଷ ପରେ ଏମାନେ କଣ କଣ କରିବେ ଟୋଟାଲ ଆମ କୁ ଜଣା...3,00,000 କୋଟି ରୁ ଅଧିକା ଋଣ ହେବ ହେଲେ କମିବନି ଲେଖିକି ଦଉଛି.... ଓଡିଶା ଭାସିଯିବା ପୂର୍ବରୁ ଯୁବବର୍ଗ ର ସମସ୍ତ ଭାଇ ମାନେ ବିଜେପି କୁ ବିରୋଧ କର... ସମସ୍ତେ ସୋସିଆଲ media କୁ ଆସି ଏ ବେଈମାନ ବିଜେପି କୁ ବିରୋଧ ଜାରି ରଖ

  • @NarendraDethi
    @NarendraDethi 18 วินาทีที่ผ่านมา

    ତା ମାଇକିନିଆ ବିଆରୁ ଦୋରୁଅ ନିଗାଡିଦିଅ

  • @RajaRaja-bl6cx
    @RajaRaja-bl6cx 28 นาทีที่ผ่านมา

    ମୋହନ ବାବୁ Model police station ନା ବାଦଲରେ model gunda station ନା ଦିଅନ୍ତୁ

  • @hemantadas8555
    @hemantadas8555 ชั่วโมงที่ผ่านมา

    Super ❤❤❤❤❤

  • @MuCuteMama
    @MuCuteMama 2 ชั่วโมงที่ผ่านมา

    ସେ ଝିଅ ରାତି ରେ ଡ୍ରସ ଖାଇ ଆସିଥିଲା ତାହାର ଫୁଲ ଭିଡିଓ ଅଛି ରାତି 11 ରୁ 3ଟା ପ୍ରଜନ୍ତ୍

  • @rohitbiswal6413
    @rohitbiswal6413 44 นาทีที่ผ่านมา +1

    ମଘୀୟା ପୋଲିସ ମାନଙ୍କ ଏପରି କଲା କାରନାମା ଲାଗି 😡ବହୁତ ରାଗ ଲାଗୁଛି ଏମିତି ପୋଲିସ କୁ ନଙ୍ଗଳା କରି ଗାଣ୍ଡିରେ ଗୋଇଠା ମାରିବା ଦରକାର.. ସେ ଉଦ୍ଧତ ପୋଲିସ ଙ୍କ ପେଳ ରେ 25 kg ଇଟା ବାନ୍ଧି ଦେଇ ଲଙ୍କା ଧୂଆଁ ଦେବା ସହିତ ଗାଣ୍ଡିରେ ଲଙ୍କା ଲେପା ହେବା ଦରକାର 😡😡

  • @ThunderK-j4l
    @ThunderK-j4l 2 ชั่วโมงที่ผ่านมา

    Sala army ama desh ku ghara case re ta ଦେଶ ସୁରକ୍ଷା କଥା ଉଠାଉନ ଯଦି ପୋଲିସ ମାରୁଚି ତାହେଲେ ଦେଶ ଭକ୍ତି ଆସୁଛି କି ଆମେ ଦେଶ ରକ୍ଷା କରୁଛୁ

  • @sachidanandapradhan9138
    @sachidanandapradhan9138 ชั่วโมงที่ผ่านมา

    Good

  • @BiswajitPradhan-r4l
    @BiswajitPradhan-r4l 4 ชั่วโมงที่ผ่านมา +4

    Army bala thila boli sina ete hoi choi hauchi..... Na hele sadharan loka ru kan nyaya mili thanta?

  • @sidharthMoharana-dn9ie
    @sidharthMoharana-dn9ie ชั่วโมงที่ผ่านมา +1

    Yas❤❤❤🎉🎉

  • @ekalabyagaigaria9679
    @ekalabyagaigaria9679 3 ชั่วโมงที่ผ่านมา

    Ek number

  • @somyaranjanbiswal3445
    @somyaranjanbiswal3445 3 ชั่วโมงที่ผ่านมา +3

    I love Indian army ❤❤⚔️🫡🫡🥷🫡🫡⚔️

  • @jagadishkumbhar1328
    @jagadishkumbhar1328 3 ชั่วโมงที่ผ่านมา

    Emiti head line khali ପଢିବାକୁ ଭଲ ଲାଗୁଛି

  • @parsuramjani1993
    @parsuramjani1993 21 นาทีที่ผ่านมา

    BJP ସରକାରଙ୍କ କଥା ମାନୁନାହିଁ odisha police

  • @arunsinha9089
    @arunsinha9089 ชั่วโมงที่ผ่านมา

    Crime branch ବି DG under re. So we dont expect any proper ଇନଭେଷ୍ଟଗାସନ by crime branch, odisha police. Let ଉତ୍ସ hope for CBI enquary

  • @rajagurukartikprasadtripat1589
    @rajagurukartikprasadtripat1589 3 ชั่วโมงที่ผ่านมา

    When a Major of Army is tortured by police....Just imagine what is happening with general public. Serious law and order problem in Odisha.

  • @santoshdrakhyalota793
    @santoshdrakhyalota793 58 นาทีที่ผ่านมา

    Ethi police au road romio bhai bhai !! Thanaro ijata rakhile nahi !!?

  • @pramilabiswal942
    @pramilabiswal942 ชั่วโมงที่ผ่านมา

    Thanks Army deptt, police bala nku nama dia

  • @radhakantapanigrahi188
    @radhakantapanigrahi188 3 ชั่วโมงที่ผ่านมา

    ଅତି ରୁ ଇତି

  • @sadanandmohanty3537
    @sadanandmohanty3537 ชั่วโมงที่ผ่านมา

    Jay Army 🙏🙏🙏🙏🙏🙏🙏

  • @user-tu1gc3pj8b
    @user-tu1gc3pj8b ชั่วโมงที่ผ่านมา

    ଆଫଗାନିସ୍ତାନ ଆତଙ୍କବାଦୀ ଭୋଳି ଓଡ଼ିଶା ପୋଲିସ

  • @manaswinisatapathy6176
    @manaswinisatapathy6176 3 ชั่วโมงที่ผ่านมา

    Where is the mp bhubaneswar

  • @swapnaraneemallick8009
    @swapnaraneemallick8009 11 นาทีที่ผ่านมา

    Media jindabad

  • @herambachandradani9955
    @herambachandradani9955 2 ชั่วโมงที่ผ่านมา

    DCP Pratik Singh is the real culprit.

  • @user-wc3rq1ki5w
    @user-wc3rq1ki5w 3 ชั่วโมงที่ผ่านมา

    ଏ ଝିଅ ର ଭୁଲ ଆଗ.. ତା ପରେ ପୋଲିସ ର

    • @SisirTripathy-c3k
      @SisirTripathy-c3k 2 ชั่วโมงที่ผ่านมา

      Toh jhia, bhauni heithile a katha kahithantu

  • @AJAYKUMAR-c9j3f
    @AJAYKUMAR-c9j3f ชั่วโมงที่ผ่านมา

    Sabu doshi police adhikaarikun jail jaldi patha.

  • @littlevlog4501
    @littlevlog4501 ชั่วโมงที่ผ่านมา

    It is very torches
    Police not supported is this case

  • @indianff3217
    @indianff3217 2 ชั่วโมงที่ผ่านมา

    Samay kharp padichi

  • @Predator-23455
    @Predator-23455 2 ชั่วโมงที่ผ่านมา

    DCP ku suspend karajau

  • @djkailash1646
    @djkailash1646 2 ชั่วโมงที่ผ่านมา +1

    Bharatpur nuha sara odisha ra police station ra sabu staff abhali

  • @swarupkumardas
    @swarupkumardas 11 นาทีที่ผ่านมา

    Jay Narayan Mishra ku home minister karantu

  • @sampadrout8827
    @sampadrout8827 3 ชั่วโมงที่ผ่านมา

    CM sir Pls.commisernate ra sabu police nku traibal balt ku pathantu,se path dakshya officer nka anantu.A chora nkara charbi badhi galani.24 barsara charbi aeta.pls.sir

  • @sachidanandapradhan9138
    @sachidanandapradhan9138 ชั่วโมงที่ผ่านมา

    Army is great

  • @rabi6071
    @rabi6071 3 ชั่วโมงที่ผ่านมา

    Bbsr smart ct smart police

  • @biswajitbehera7977
    @biswajitbehera7977 ชั่วโมงที่ผ่านมา

    Army kintu governor ku pani piyei parilani 😂😂😂

  • @biswaranjanmohanty5817
    @biswaranjanmohanty5817 ชั่วโมงที่ผ่านมา

    Odisha police nku paisa dele kama fatafat heithanta.. major deleni boli sunileni ..cctv sabu police station re lagajau

  • @Predator-23455
    @Predator-23455 2 ชั่วโมงที่ผ่านมา

    DCP Prateek singh is also involved. He is hiding now.

  • @Krushna271
    @Krushna271 2 ชั่วโมงที่ผ่านมา

    Justice milba darkar ni hela law ra kichi kamo nai....

  • @tankadharsabar1656
    @tankadharsabar1656 2 ชั่วโมงที่ผ่านมา

    police manakar limited kg rahu adhik hele chakiri ru bahar karajau every 1 year change in district police station in all staff police officer and

  • @MANIBHAI-YT-31
    @MANIBHAI-YT-31 4 ชั่วโมงที่ผ่านมา

    Police ka system hi band kr do..

  • @Kumar-v2o5s
    @Kumar-v2o5s 3 ชั่วโมงที่ผ่านมา

    🙏 କେବେ 🙊🙊🙊🙊🙊🎉🌶️🌶️🌶️🌶️🌶️🌶️🌶️

  • @bhaijaanvlogs6392
    @bhaijaanvlogs6392 26 นาทีที่ผ่านมา

    Emiti police babu manaku naxsal hi tick.... I.lve army

  • @rajeshbehera8116
    @rajeshbehera8116 3 ชั่วโมงที่ผ่านมา

    DGP KHURANIA KU HARIYANA TRANSFER KARIDIO ...B HOODA BUJHIDEBE ..MANISH TIWARI BUJHI DEBE

  • @kushapanigrahi9352
    @kushapanigrahi9352 2 ชั่วโมงที่ผ่านมา

    Jadi matter true taahele criminal case heba kathaa against involved police persons

  • @bipinpradhan5514
    @bipinpradhan5514 ชั่วโมงที่ผ่านมา

    police.antheiba.darkar...

  • @ThunderK-j4l
    @ThunderK-j4l 2 ชั่วโมงที่ผ่านมา

    Bhai police ta duty karuchi au ye woman jananka behiveor kharp thila

  • @rajpatinandinibanua6320
    @rajpatinandinibanua6320 3 ชั่วโมงที่ผ่านมา

    Major sir kahaku help magantu nahi sida encounter karantu major sir se scoundrel police manaku

  • @patitpabanmohanty512
    @patitpabanmohanty512 ชั่วโมงที่ผ่านมา

    Odisha police shikha paila.

  • @bipulhimansu4225
    @bipulhimansu4225 38 นาทีที่ผ่านมา

    Choro police...

  • @mukeshbehera4511
    @mukeshbehera4511 2 ชั่วโมงที่ผ่านมา

    DCP b last ku emiti baharile mu bhabuthili se bhala loka😅😅

  • @amohapatra123
    @amohapatra123 33 นาทีที่ผ่านมา

    Police lost image

  • @bijaynaik65
    @bijaynaik65 3 ชั่วโมงที่ผ่านมา

    Odisha police mananku bharat barderku chhadajau barder balanku odisha anajau chha a masa pain.police dekhantu barderare kete kasta.

  • @tapasparida958
    @tapasparida958 3 ชั่วโมงที่ผ่านมา

    Sabu iic ku kasmir chada jau

  • @raja6410
    @raja6410 3 ชั่วโมงที่ผ่านมา

    Hnn opadidebe amme janichhu

  • @SubashPanda-i8v
    @SubashPanda-i8v 3 ชั่วโมงที่ผ่านมา

    Congress-BJD All Over Odisha Hartal karu against Law Order Situation

  • @ShashikantaNayak-mr1hr
    @ShashikantaNayak-mr1hr 22 นาทีที่ผ่านมา

    Total guli kara sena adhakhya

  • @AmirMunda-t3r
    @AmirMunda-t3r ชั่วโมงที่ผ่านมา

    Odisha police sab pese k liye kaam karte hen , police Wale srif apne logo k liye kaam karte hen

  • @niranjansahoo3660
    @niranjansahoo3660 3 ชั่วโมงที่ผ่านมา

    Police koo border ku pathaa

  • @rajeshbehera8116
    @rajeshbehera8116 3 ชั่วโมงที่ผ่านมา

    DGP KHURANIA ASIKI PUBLIC KU OPENLY JUSTICE KATHA KUHA

  • @ThunderK-j4l
    @ThunderK-j4l 2 ชั่วโมงที่ผ่านมา

    Sabu police Regine karidiantu tapare janibe sarkar ki low ku handle Kariba kete kasta au ae army officer jane retirement officer ea bi janiba darkar ki gote police ta duty re achi

  • @nimaicharanmohapatra4383
    @nimaicharanmohapatra4383 ชั่วโมงที่ผ่านมา

    Odisha police sabu criminal

  • @pratapbiswal7507
    @pratapbiswal7507 ชั่วโมงที่ผ่านมา

    Jau police dosi taku fasi diajau