‘ଥାନାରେ କାହିଁକି ନାଇଟି ପିନ୍ଧୁଛନ୍ତି’ || Bharatpur Police Station Incident || Odisha Reporter

แชร์
ฝัง
  • เผยแพร่เมื่อ 19 ก.ย. 2024
  • #ପୋଲିସ_ଥାନାରେ_ନାଇଟି_ହ୍ୟାପ_ପ୍ୟାଣ୍ଟ_ପିନ୍ଧିବା_ପାଇଁ_ନିର୍ଦ୍ଧେଶ_ଅଛି_କି?
    ଭରତପୁର ଘଟଣାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ଏହି ଘଟଣାରେ ମୋ ମୁଣ୍ଡ ତଳକୁ ହେଇଯାଉଛି। କାହିଁକି ଅଭିଯୁକ୍ତ ପୋଲିସ ଅଫିସରଙ୍କୁ ଗିରଫ କରାଯାଇନି। ରୋଡ ସାଇଡ ରୋମିଓ କେବେ ଗିରଫ ହେବେ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଶୁଣନ୍ତୁ ଆଉ କଣ କହିଛନ୍ତି...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #Bhubaneswar #Bharatpurpolicestation #BijayPattnaik

ความคิดเห็น • 602

  • @brajakishorepadhi4022
    @brajakishorepadhi4022 2 ชั่วโมงที่ผ่านมา +153

    ନାଇଟ୍ ପିନ୍ଧି କି ବସିଚି ଲୁଂଗୀ ପିନ୍ଧି କି ବସିଚି ତା ଘର ବୋଲି ଭାବିଚି।

    • @tapangamer2013
      @tapangamer2013 ชั่วโมงที่ผ่านมา +2

      Ok 😢😂😂😂😂😂😂😂

    • @PSMusic789
      @PSMusic789 ชั่วโมงที่ผ่านมา +5

      Khela karuchhanti😂😂

    • @akshayakumarbhol4132
      @akshayakumarbhol4132 ชั่วโมงที่ผ่านมา +7

      ନାଇଟୀ ପିନ୍ଧିଲେ ଗିହଣା ଖାଇବା ବହୁତ ସୁବିଧା ଜନକ ହେବ ବୋଲି ପିନ୍ଧିଥିଲା । ଖାଲି ଆଗ ପଟୁ ଅଳପ ଟେକି ଦେଲେ ବାଣ୍ଡ ଭର୍ତି କରିବା ବହୁତ ସହଜ ।

    • @rjsoy4432
      @rjsoy4432 ชั่วโมงที่ผ่านมา +4

      ଆଉ କିଛି ହଉ ନଥିବ ଏହା ର କଣ garenty, ଥାନା ଗୋଟେ OYO ପାଲଟି ଯାଉଛି ଥାନା ହେଇ ରହିନି ଆଉ

    • @LMB_RAY_8070
      @LMB_RAY_8070 44 วินาทีที่ผ่านมา

      Nai Bhai ...tame asali katha ta janina ...iic rahile lungi re au mahila asi rahile nitty re 😂...wahh ...jaha haba au

  • @user-rh5zt3tz9u
    @user-rh5zt3tz9u 2 ชั่วโมงที่ผ่านมา +126

    ଶୀଘ୍ର ଶୀଘ୍ର କାମ ସରିଜିବ, ଜଦି କିଏ ଆସିବ ଜାଣିପାରିବ ନାହିଁ ସେଥିଲାଗି ରାତିରେ ନାଇଟ ପିନ୍ଧୁ ଛନ୍ତି, ସେମାନଙ୍କ ର କଳା କାଳା ନାମା ସମସ୍ତେ ଜାଣିଛନ୍ତି

    • @satyabratasahoo2577
      @satyabratasahoo2577 ชั่วโมงที่ผ่านมา +11

      ଆପଣ ଯେଉଁ କଥା କହିଲେ କେ ଦମ୍ ଠିକ୍ କଥା

    • @sachinsahoo7831
      @sachinsahoo7831 ชั่วโมงที่ผ่านมา +5

      Subidha haba

    • @gajlu7
      @gajlu7 ชั่วโมงที่ผ่านมา

      Nichaya thik katha nahele nari hei nariki support kariba badalare nariku torcher karinathante

    • @akshayakumarbhol4132
      @akshayakumarbhol4132 ชั่วโมงที่ผ่านมา +5

      ଗିହଣା ଖାଇବା ସୁବିଧା ହେବ ବୋଲି ନାଇଟୀ ପିନ୍ଧିଥିଲା ।

    • @asheshdehury1482
      @asheshdehury1482 42 นาทีที่ผ่านมา

      😂😂😂😂

  • @arucharanpradhan5502
    @arucharanpradhan5502 2 ชั่วโมงที่ผ่านมา +69

    ଦିନରେ ଥାନା ଓ ରାତ୍ରରେ ରଙ୍ଗଶାଳା ବନାଇ ଦେଇ ଛନ୍ତି। କୁକୁର ମାତୁ ସମୟଟା ତ। ଚାକିରୀରୁ ବାହାର କରିବା ଠିକ୍ ହେବ।

  • @santoshpadhan2882
    @santoshpadhan2882 2 ชั่วโมงที่ผ่านมา +86

    ଥାନା ଟା ବେଡ ରୁମ୍ ଭାବିନେଇଛନ୍ତି ବୋଧେ ।
    ତେଣୁ ସୁବିଧା ପାଇଁ ନାଇଟ ପିନ୍ଧୁଛନ୍ତି l

    • @jyotiranjanpattayat2400
      @jyotiranjanpattayat2400 นาทีที่ผ่านมา

      Thana re hin Bed Room thae Jaiki kebe dekhi aasibo time hele

  • @kishorebiswal4298
    @kishorebiswal4298 2 ชั่วโมงที่ผ่านมา +52

    ପୋଲିସ ସେବାରେ ସୁଧାର ନଆସିଲେ, ସମାଜ ଅସୁରକ୍ଷିତ। ଆପଣଙ୍କ ମତାମତ ସ୍ୱାଗତ ଯୋଗ୍ୟ।

  • @user-rh5zt3tz9u
    @user-rh5zt3tz9u 2 ชั่วโมงที่ผ่านมา +33

    ମାଗଣାରେ କେତେଟା ପଇସା ପାଇ ଡକ୍ଟର ମାଡ ଖାଉଛନ୍ତି, କେତେଟା ପଇସା ପାଇ ଡକ୍ଟର ବୋଲି ମହାନ ଆଖ୍ୟା କୁ ହରଉ ଛନ୍ତି

  • @AjayakumarMishra-m7d
    @AjayakumarMishra-m7d 2 ชั่วโมงที่ผ่านมา +70

    100 percent right sir

  • @rabindranathsahoo-nn1qp
    @rabindranathsahoo-nn1qp ชั่วโมงที่ผ่านมา +63

    ଜୟ ଶ୍ରୀରାମ ମୋହନ ମାଝୀଙ୍କୁ ବିନମ୍ର ନିବେଦନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ ନଚେତ୍ କଷ୍ଟ ଲବ୍ଧ ବିଜେପି ସରକାର ଆମ ହାତରୁ ଖସିଯିବାକୁ ସମୟ ଲାଗିବନି ଜୟ ଶ୍ରୀରାମ

    • @gajlu7
      @gajlu7 ชั่วโมงที่ผ่านมา +1

      Nua sarkar sayad kichi karibeni se kebela tanka nija jati ra lokanku support kari urnati karibe se asichanti kebala nija jatira lonkaku thaithana kareiba pain ....jai jagannath 🙏

    • @sudhirdash1265
      @sudhirdash1265 39 นาทีที่ผ่านมา

      Jete sighra action niantu cm sir .na hele 29 re .Asana bjp hataru khasi Jai pare. .oddisa loka boka nuhanti bahuta chalac.

    • @user-lh9cd8nq4j
      @user-lh9cd8nq4j 32 นาทีที่ผ่านมา

      ​@@gajlu7 ସାୟଦ ଫାୟଦ କହନି, ଏତେ ଆଉ ଉର୍ଦ୍ଦୁ ଛୋଡ଼ି ହଅନି

  • @gangadhardash3430
    @gangadhardash3430 2 ชั่วโมงที่ผ่านมา +32

    ଇଂରଜ ସମୟରେ ହାଫ ପ୍ୟାଂଟ
    Uniform ଥିଲା !!

    • @pradeepkumarpanda7626
      @pradeepkumarpanda7626 2 ชั่วโมงที่ผ่านมา

      Setebele kahinki, 1980-85 parjyanta constable mane pindhuthile dress code anujayee.

  • @manikyabhainsa6621
    @manikyabhainsa6621 ชั่วโมงที่ผ่านมา +47

    ମୁ ସମସ୍ତ ଓଡ଼ିଆ ମାନଙ୍କୁ କହିବା କୁ ଚାହୁଁଛି କି ସମସ୍ତେ ବାହାରି ଆନ୍ଦୋଳନ କରିବା ଦରକାର ପୋଲିସ ବିରୋଧରେ

    • @asheshdehury1482
      @asheshdehury1482 40 นาทีที่ผ่านมา

      Kei ashibe nahi karan Odia loka para gandi………………….ta pare jani Paruthiba mu kn kahibaku chaunchi

    • @user-lh9cd8nq4j
      @user-lh9cd8nq4j 34 นาทีที่ผ่านมา

      ହିଂଜିଡ଼ା ଦଳ ହିଂଜିଡ଼ା

  • @sanjaytripathy9675
    @sanjaytripathy9675 2 ชั่วโมงที่ผ่านมา +35

    ବିଗତ ସରକାରଙ୍କ ଅମଳରୁ ଏ ଡ୍ରେସ କୋଡ ହେଇଛି।

  • @nilamadhabasamantaray3509
    @nilamadhabasamantaray3509 2 ชั่วโมงที่ผ่านมา +36

    କାଛିଆ ମାରି କି ବି ଡୁଟୀ କରୁଛନ୍ତି

  • @basantarout9538
    @basantarout9538 ชั่วโมงที่ผ่านมา +24

    Only one month Jogi Adityanath ଙ୍କୁ Cm କରି ଦିଆଯାଉ ଏ ଶଳା ପୁଲିସ ଅପରାଧି ପ୍ୟାଣ୍ଟ ରେ ମୁତି ପକେଇବେ..

    • @RupNarayanMajhi
      @RupNarayanMajhi 19 นาทีที่ผ่านมา

      UP ରେ ବି same ଘଟଣା bathroom slippers ପିନ୍ଧିକି encounter । ୟା ତ ସେ ଅଧିକାରୀ ନିଜ duty ପ୍ରତି ବହୁତ୍ ସଜାଗ, ନହେଲେ ସେ encounter fake ଥିଲା ?

  • @mitumohanty6133
    @mitumohanty6133 2 ชั่วโมงที่ผ่านมา +58

    ଥାନା ଭିତରେ ପଲଙ୍କ ସେବା ହେଉନାହିଁ ତ ?

    • @nandansahu3832
      @nandansahu3832 ชั่วโมงที่ผ่านมา +9

      Palanka seba pain nite pindhuchanti

    • @user-rh5zt3tz9u
      @user-rh5zt3tz9u ชั่วโมงที่ผ่านมา

      @@mitumohanty6133 ଆଉ କଣ ପାଇ ସେମାନେ ରାତିରେ ଡିୟୁଟ ରେ ନାଇଟ ପିନ୍ଧୁ ଛନ୍ତି, ତାଙ୍କ ର ପା ମାଳିସାହି ଠାରୁ ଅଧିକ ରେକର୍ଡ ଖାଲି ପୋଲିସ ବୋଲି ଜନତା କହୁନାହାନ୍ତି

    • @trinathpanda2400
      @trinathpanda2400 ชั่วโมงที่ผ่านมา +6

      Yes

    • @MehtasaabSaab
      @MehtasaabSaab ชั่วโมงที่ผ่านมา +4

      palankaseba. hauthila. janiparuna. kemiti. tankara. palankaseba. heithanta. sesamayare. emane. thanaku. f i r. debaku. jauthile. tankara. sebaru. banchitahela. sethipain. yesabukandahela.

    • @asheshdehury1482
      @asheshdehury1482 37 นาทีที่ผ่านมา +1

      Houchi kintu ambe mane dekhi Paru nahanti

  • @swadhikarbetaj3768
    @swadhikarbetaj3768 ชั่วโมงที่ผ่านมา +18

    ରୋଡ୍ ରୋମିଓ ଠାରୁ ସେ ଥାନାର ପୋଲିସ ମାନେ ମଧ୍ଯ କୌଣସି ଗୁଣରେ କମ୍ ନୁହଁ।

  • @PurnachandraBehera-if5tu
    @PurnachandraBehera-if5tu 2 ชั่วโมงที่ผ่านมา +24

    ବିଜୟ ବାବୁ ଏକଦମ୍ ଠିକ କହିଲେ।5t police ହାଫ ପ୍ୟାଣ୍ଟ ଗଞ୍ଜି ନାଇଟ୍ ପିନ୍ଧିବେ। ପୂର୍ବତନ ବିଶ୍ଵ ସ୍ତରୀୟ ସରକାରଙ୍କ ମୋ police।

  • @Deepak-wi5oe
    @Deepak-wi5oe 2 ชั่วโมงที่ผ่านมา +14

    North Korea leader Kim Jong ଭଳିଆ ଫାସି ଦଣ୍ଡ ଦେବା ଦରକାର ଏ ଭଳିଆ ପୋଲିସ ମାନଙ୍କୁ ଓଡ଼ିଶା ସରକାର ଏଥିରେ ପଦକ୍ଷେପ୍ ନେବା ଦରକାର

  • @nabakishoresubudhi2647
    @nabakishoresubudhi2647 2 ชั่วโมงที่ผ่านมา +15

    ଦୁଇ ଡାକ୍ତରଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁକରି ଗିରଫ କରାଯାଉ.....

    • @user-rh5zt3tz9u
      @user-rh5zt3tz9u ชั่วโมงที่ผ่านมา

      @@nabakishoresubudhi2647 ଠିକ କହିଲେ ସାର ଏକ ଦମ ଠିକ

  • @prafulladash748
    @prafulladash748 ชั่วโมงที่ผ่านมา +13

    ଯେତେ ନିନ୍ଦା କଲେ ବି କମ ହେବ। ପ୍ରଶାସନ ସବୁ ଦେଖି ଅଣଦେଖା କରୁଛନ୍ତି କିପରି..?

  • @ManashRanjanMishra-q2r
    @ManashRanjanMishra-q2r 2 ชั่วโมงที่ผ่านมา +25

    Thik kahile apana❤❤

  • @RabindraKumarSahoo-jn7tw
    @RabindraKumarSahoo-jn7tw 2 ชั่วโมงที่ผ่านมา +42

    ମା ଭଉଣୀମାନେ ସୁଭଦ୍ରା ଟଙ୍କା ଫେରେଇ ଦେଇ କୁହନ୍ତୁ, ଆମକୁ ସୁରକ୍ଷା ଦରକାର ଟଙ୍କା ନୁହେଁ

    • @PRAMODBEHERA-il2mr
      @PRAMODBEHERA-il2mr 2 ชั่วโมงที่ผ่านมา +3

      Absolutely right.

    • @crafthivestudio2019
      @crafthivestudio2019 2 ชั่วโมงที่ผ่านมา +3

      Right bhai

    • @RameshSahu-kc7rf
      @RameshSahu-kc7rf ชั่วโมงที่ผ่านมา

      Tankara lalsa Suraksha nohe

    • @anitadas3923
      @anitadas3923 ชั่วโมงที่ผ่านมา

      Thik Katha,

  • @jagdishkumarrath4631
    @jagdishkumarrath4631 2 ชั่วโมงที่ผ่านมา +35

    ବିଜେଡି ସରକାର ସମୟରେ ଲୁଙ୍ଗି,ନାଇଟୀ ପିନ୍ଧିବା ଶିଖାଇଛନ୍ତି।

    • @nallproShorts
      @nallproShorts ชั่วโมงที่ผ่านมา

      bhai tume na pura galua ta😂😂😂😂 andha bakta spoted here😅😅

    • @RupNarayanMajhi
      @RupNarayanMajhi 15 นาทีที่ผ่านมา

      ​@@nallproShortsମଞ୍ଜି ସେତେବେଳେ ପୋତାହେଇଛି, ଫଳ ଏବେ ଦେଖିଲା । iic ଙ୍କ old record ବହୁତ୍ ଖରାପ ଥିବାର ଆରୋପ ଲାଗିଛି ।
      ରାଜନୀତି କରିବା ଛାଡ, ଏ ଆରୋପ ପ୍ରତ୍ୟାରୋପ ତ ଏମିତି ଲାଗି ରହିବ,କେମିତି ନ୍ୟାୟ ମିଳିବ ସେ ଦିଗରେ ଚିନ୍ତନ କରିବାକୁ ପଡ଼ିବ ।

  • @hrusikeshmallik3221
    @hrusikeshmallik3221 2 ชั่วโมงที่ผ่านมา +9

    ଏ କି ନ୍ୟାୟ ?? ଏ ସରକାରଙ୍କ ପାଇଁ ଓଡ଼ିଶାର ଭବିଷ୍ୟତ ନଷ୍ଟ

  • @saraswatisahoo5171
    @saraswatisahoo5171 ชั่วโมงที่ผ่านมา +6

    ଆଗ୍ୟା ପ୍ରତ୍ୟେକ ଥାନାରେ ପୁରୁଷ ଓ ମହିଳା ପୋଲିସ ମାନେ ଏଭଳି ରଙ୍ଗିନ ପୋଷାକ ପିନ୍ଧିକି ଆସୁଛନ୍ତି। ସରକାର ଆଉ ଏମାନଙ୍କୁ ଖାକି ପୋଷାକ ଦିଅନ୍ତୁ ନାହିଁ ରଙ୍ଗିନ ପୋଷାକ ପିନ୍ଧିବାକୁ ଦିଅନ୍ତୁ ।

  • @chhayakanta7328
    @chhayakanta7328 2 ชั่วโมงที่ผ่านมา +13

    Right katha sir

  • @comedybebybasanti1265
    @comedybebybasanti1265 2 ชั่วโมงที่ผ่านมา +13

    ପୋଲିସ୍ ମାନେ ରୋଡ଼ ରୋମିଓ ମାନଙ୍କ ଠାରୁ କିଛି ଟଙ୍କା ପାଉଛନ୍ତି ରୋଡ଼ ରୋମିଓ ମାନେ ପୁଲିସ୍ ଙ୍କୁ ହାତରେ ରଖିଛନ୍ତି ନହେଲେ ତାଙ୍କର ଏତେ ସାହସ ହେବନାହିଁ କାହାକୁ ରାସ୍ତା ରେ ଏମିତି କରିବା ପାଇଁ

  • @mosunajhiarinku1517
    @mosunajhiarinku1517 2 ชั่วโมงที่ผ่านมา +24

    ନାଇଟ୍ ମାନେ ଏଇଆ ନାଇଟି ଫଟା ଫାଟ ଟେକିଦେବ ଯଦି ଯିଏ ଆସିବ
    ଫଟାଫଟ ଖସାଇ ଦେବ😂

    • @BipinBroker-se8oc
      @BipinBroker-se8oc ชั่วโมงที่ผ่านมา

      😂😂😂😂

    • @Chagala43
      @Chagala43 ชั่วโมงที่ผ่านมา

      😝😝😝😝😝😝

    • @DebendraSahani-rs9px
      @DebendraSahani-rs9px ชั่วโมงที่ผ่านมา

      😂😂😂😂😂

  • @prakashkumaracharya6025
    @prakashkumaracharya6025 2 ชั่วโมงที่ผ่านมา +7

    ଏପର୍ଯ୍ଯନ୍ତ arrest କାହିଁକି କରାଯାଇ ନାହିଁ। ତେଣୁ BJP ସରକାର BJD ଠାରୁ ଭିନ୍ନ ବା ଉନ୍ନତ ବୋଲି କେମିତି କୁହାଯିବ?

  • @Maahi-mx3eu
    @Maahi-mx3eu 2 ชั่วโมงที่ผ่านมา +6

    ନାଇଟି ଲୁଙ୍ଗି ପିନ୍ଧିଥିଲେ ସବୁ କାମ ଜଲଦି।

  • @PradipRout-hy6mw
    @PradipRout-hy6mw 2 ชั่วโมงที่ผ่านมา +12

    Right sir

  • @bjpppp1234
    @bjpppp1234 2 ชั่วโมงที่ผ่านมา +14

    Night Pindhile Besi Parishrama Karibaku Padibani.

  • @satyasankar1
    @satyasankar1 2 ชั่วโมงที่ผ่านมา +9

    Sir, ଏଭଳି Police ବାଲା ଙ୍କୁ ପୁଣି କିଛି ବଡ ବଡ଼ିଆ Police officer ଏବଂ ମୁର୍ଖ ଲୋକ, Support କରୁଛନ୍ତି।
    ସେହି ଲୋକମାନଙ୍କ Family ଯେତେବେଳେ Police ଦ୍ଵାରା ଏଭଳି ନିର୍ଯ୍ୟାତିତ ହେବେ, ସେତେବେଳେ ସେମାନେ ଠିକ୍ ଜାଣିପାରିବେ।
    ଆପଣଙ୍କୁ ସାର୍ ଅନେକ ଅନେକ ଧନ୍ୟବାଦ, ଆପଣଙ୍କ ଭଳି ଗୁଣି ଲୋକ ରାଜନୀତି କୁ ଆସିଲେ, ସମାଜର ମଙ୍ଗଳ ହେବ।
    ସେ ମହିଳାଙ୍କ କଥା ଶୁଣି ମୁଁ ହତବାକ ହେଇଗଲି, ମୁଁ ନିଜେ Trauma ରେ ଅଛି, ଶେଷରେ କହୁଛି ଏଭଳି ରାକ୍ଷସ Police ମାନଙ୍କୁ ତୁରନ୍ତ ବରଖାସ୍ତ କରି ,ଆଜୀବନ କାରାଦଣ୍ଡ ଦିଆଯାଉ, ତା ହେଲେ ଏମାନେ କିଛି ସୁଧୁରି ପାରନ୍ତି। ଧନ୍ୟବାଦ ସାର୍।

  • @swadhikarbetaj3768
    @swadhikarbetaj3768 ชั่วโมงที่ผ่านมา +5

    ସଠିକ ମନ୍ତବ୍ଯ ଆପଣ ଦେଉଛନ୍ତି ସାର୍

  • @cksportsnews1748
    @cksportsnews1748 ชั่วโมงที่ผ่านมา +5

    ଗୋଟେ ମୂର୍ଖ ଥିଲା ନବୀନା, ଆଉ ଗୋଟେ ଆସିଲା ମୋହନା, ବାଳ ଆକ୍ସନ ହେବ

  • @basantakumarpanda9022
    @basantakumarpanda9022 2 ชั่วโมงที่ผ่านมา +4

    କ୍ଷମତା କିଛି ନିମ୍ନ ମାନସିକତା ଧାରି ବ୍ୟକ୍ତିକୁ ସସ୍ଵେଛାଚାରୀ କରିଦେଇଥାଏ ।

  • @skindoctor21
    @skindoctor21 2 ชั่วโมงที่ผ่านมา +13

    Sir ଗାମୁଛା ଆଉ madam ନାଇଟି 😂😂

    • @Chagala43
      @Chagala43 ชั่วโมงที่ผ่านมา

      Pelibaku sibidha 😝😝😝😝😝

  • @samarmohapatra-jr3ne
    @samarmohapatra-jr3ne ชั่วโมงที่ผ่านมา +4

    ରାଜଧାନୀରେ ବଡ଼ ବଡ଼ କତୃପକ୍ଷ ଥାଇ ମଧ୍ୟ ଥାନାରେ ବିନା କ୍ୟାମେରାରେ ନାଇଟି ପିନ୍ଧି କବାଟ କିଳି ବସି ଅଭିଯୋଗକାରୀଙ୍କୁ ଶାରୀରିକ ମାନସିକ ନିର୍ଯାତନା ଦେଇ ତୁରନ୍ତ କୋର୍ଟ କୁପଠାଇ ପୋଲିସ କହିବାକୁ ଚାହେଁ, ଯେ ରାତିରେ କେହି ସାହାର୍ଯ୍ୟ ପାଇଁ ଥାନାକୁ ଆସିଲେ ଗିରଫ କରିବା ସହିତ ହାତ ଗୋଡ ବାନ୍ଧି ଅର୍ଦ୍ଧଉଲଗ୍ନ କରାଯାଇ ଦାନ୍ତ ଭାଙ୍ଗି ମାଡ଼ ଦିଆଯିବ

  • @JyotshnamayeeNayak-j1d
    @JyotshnamayeeNayak-j1d 2 ชั่วโมงที่ผ่านมา +4

    100%right🙏🙏

  • @basantarout9538
    @basantarout9538 ชั่วโมงที่ผ่านมา +5

    ଥାନା.. ଥାନା ହେଇକି ନାହିଁ ଆଜ୍ଞା..ଏଗୁଡା ବିଜେଡି ବାଲା ଙ୍କ ପାଦ ଚଟା କୁକୁର ଦଳ ଥିଲେ ଦିର୍ଘ 24 ବର୍ଷ କର୍ମଚାରୀ ମାନଙ୍କର ଯେତେବେଳେ ଯାହା ଇଚ୍ଛା ହେଲା କରି ପାରିବେ.. ସେମାନଙ୍କୁ କୋଉ ଦଣ୍ଡ ମିଲୁଛି କେବଳ ଆମେ ଦେଖିବା ବାକି ରହିଚି.. I hate all police staff.. ଛି ଛି କଳଙ୍କ ହିଁ କଳଙ୍କ

  • @basantakumarpanda9022
    @basantakumarpanda9022 2 ชั่วโมงที่ผ่านมา +3

    ବଡ଼ ଅଧିକାରୀ ମାନେ ଥାନାରେ ଥିବା ବିବାଦିତ ଅଫିସର ଙ୍କୁ ଅର୍ଥ ଲୋଭରେ ସାହାଯ୍ୟ କରିବା ରୁ ପୋଲିସ ବିଭାଗରେ ଏପରି ସ୍ଥିତି।

  • @RanjanKumar-mx1ki
    @RanjanKumar-mx1ki 2 ชั่วโมงที่ผ่านมา +32

    Right sir ଓଡିଶା ରେ କଡା cm ଦରକାର like ଅପରାଜିତା madam

    • @pjtoptechnology2656
      @pjtoptechnology2656 ชั่วโมงที่ผ่านมา

      Jiye b rahu are tamaku b karidele CM tame b silent rahiba karana sabu adu dekhi chanhi kama karibaku pade are esabu se buchachoda nabin sikheijaichi

    • @jibanjyotiroul6053
      @jibanjyotiroul6053 ชั่วโมงที่ผ่านมา

      Ebe aau kn achhi sabu sarigala DELHI wala jaha kahibe odisha re seia haba aagaru pandian katha re chalithila ebe Delhi re thiba neta maananka dwara

    • @udaynathray4251
      @udaynathray4251 ชั่วโมงที่ผ่านมา

      Admitted your opinion 😊

  • @kishorechandrapattnaik725
    @kishorechandrapattnaik725 2 ชั่วโมงที่ผ่านมา +4

    Right

  • @ajaybadjena6799
    @ajaybadjena6799 2 ชั่วโมงที่ผ่านมา +9

    ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ ବିଭାଗର ଦାୟିତ୍ବ ଥିବା ମୂଖ୍ୟ ମନ୍ତୀ କଣ ପାଇଁ କାଳକ୍ଷେପଣ ନିତୀ ଗ୍ରହଣ କରୁଛନ୍ତି,କଣ ପାଇଁ କି,

  • @shishirranjanlenka.399
    @shishirranjanlenka.399 2 ชั่วโมงที่ผ่านมา +5

    You are absolutely right sir.

  • @ranjanjena2550
    @ranjanjena2550 2 ชั่วโมงที่ผ่านมา +3

    Police ବିଭାଗ ହେଉଛି ସରକାରୀ ସିକୃତି ପ୍ରାପ୍ତ ଅପରାଧ ବିଭାଗ (ଗ୍ୟାଙ୍ଗ) ଯେଉଁଠି ଅନେକ ଗୁଣ୍ଡା, ହତ୍ୟା ଅପରାଧୀ, ଧର୍ଷଣ କରୀ ରହିଛନ୍ତି ଯାହା କେବଳ ଏହି ଘଟଣା ନୁହେଁ ଅନେକ ସାଧାରଣ ଲୋକଙ୍କ ସହ ଘଟିଥିବା ଘଟଣା ରୁ ଅନୁଭବ ହେଉଛି

  • @pradiptarout4070
    @pradiptarout4070 ชั่วโมงที่ผ่านมา +2

    ସମାଜରେ ଯଦି କ୍ରାଇମ ହେଉଛି ସେଥିପାଇଁ ପୋଲିସ ଦାୟୀ

  • @satyabratasethi444
    @satyabratasethi444 ชั่วโมงที่ผ่านมา +2

    ଓଡ଼ିଶାର ଅଧିକାଂଶ ଥାନାରେ ଏମିତି ହିଁ ରୁହନ୍ତି ରାତି ଡ୍ୟୁଟି ରେ ଥିବା ଷ୍ଟାଫ ମାନେ

  • @SudhirkumarPatra-mt6lj
    @SudhirkumarPatra-mt6lj ชั่วโมงที่ผ่านมา +2

    ଏପରି police ମାନଙ୍କୁ ଚାକିରି ରୁ ବାହାର କରିଦେବା ଉଚିତ ଏବଂ arrest କରିବା ଦରକାର।

  • @sulagnanarayanmishra9514
    @sulagnanarayanmishra9514 2 ชั่วโมงที่ผ่านมา +2

    💯 Right

  • @pramodjhankar9720
    @pramodjhankar9720 2 ชั่วโมงที่ผ่านมา +3

    ପୋଲିସ ଉପରେ ଆଉ ଭରସା ନାହିଁ

  • @samantkumar3883
    @samantkumar3883 2 ชั่วโมงที่ผ่านมา +4

    How disgraceful?

  • @kunmun9983
    @kunmun9983 2 ชั่วโมงที่ผ่านมา +9

    Where is the CM mohan majhi?

    • @bjpppp1234
      @bjpppp1234 2 ชั่วโมงที่ผ่านมา +3

      Where Nabin
      It's Starting from BJD Govt .

    • @deepakmahanta6565
      @deepakmahanta6565 2 ชั่วโมงที่ผ่านมา

      Mohan is attending a football in jhumpura

    • @deepakmahanta6565
      @deepakmahanta6565 2 ชั่วโมงที่ผ่านมา

      Football match

    • @deepakmahanta6565
      @deepakmahanta6565 2 ชั่วโมงที่ผ่านมา +1

      Near our village

  • @user-cz6wu8jq3m
    @user-cz6wu8jq3m ชั่วโมงที่ผ่านมา +3

    Justice for Ankita

  • @surjyasamanta6961
    @surjyasamanta6961 2 ชั่วโมงที่ผ่านมา +2

    ଗରମ ହେଉଛି ଆଉ କଣ କରିବେ।

  • @MSahoo-su2th
    @MSahoo-su2th ชั่วโมงที่ผ่านมา +2

    Non uniform police ମାନଙ୍କୁ jitna jaldi ହୋ sake କାର୍ଜରୁ ବହିଷ୍କାର କରନ୍ତୁ। ନୋହିଲେ ନେଡି ଗୁଡ଼ କହୁଣୀକୁ ଲମ୍ବିଯିବ।

  • @avayakumarbarik2882
    @avayakumarbarik2882 2 ชั่วโมงที่ผ่านมา +2

    କିଛି ଅନୈତିକ କାର୍ଯ୍ୟକଳାପ ନିଶ୍ଚିତ ଚାଲିଥିଲା।

  • @BabulaBenya-w3w
    @BabulaBenya-w3w 2 ชั่วโมงที่ผ่านมา +3

    I love u... sir.. Right kahila

  • @debanandahembram1000
    @debanandahembram1000 2 ชั่วโมงที่ผ่านมา +1

    ନୁଆଁ ସରକାର ଆସିଲା ପରେବି ପୋଲିସ ମାନେ ସୁଧୁରି ନାହାନ୍ତି.

  • @santoshpadhan2882
    @santoshpadhan2882 2 ชั่วโมงที่ผ่านมา +2

    ରୋଡ ସାଇଟ୍ ରୋମିଓ ।
    ସବୁ ପୋଲିସ ର ଲୋକ।

  • @jitendrasahu1942
    @jitendrasahu1942 2 ชั่วโมงที่ผ่านมา +1

    ମୁଖ୍ୟମନ୍ତ୍ରୀ ମୁଖ୍ୟଦାୟୀ
    ପ୍ରଶାସନ ମୁଖ୍ୟ ଅଭିଯୁକ୍ତ,
    ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ଖଳନାୟକ, ରାଷ୍ଟ୍ରପତି ପ୍ରଯୋଜକ, ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶନାରେ,

  • @BimbadharMangaraj
    @BimbadharMangaraj ชั่วโมงที่ผ่านมา +1

    ଦେଶକୁ ଭଗବାନ ଭରଷା

  • @FsuajaagHsiavavv
    @FsuajaagHsiavavv 2 ชั่วโมงที่ผ่านมา +1

    ଧନ୍ୟବାଦ ସାର

  • @dharanidharmahanta1977
    @dharanidharmahanta1977 2 ชั่วโมงที่ผ่านมา +2

    Right kotha sir......

  • @sukantakumarsahoo9340
    @sukantakumarsahoo9340 2 ชั่วโมงที่ผ่านมา +2

    Immediately arrest him...... Ealier we are facing lots of offence from police department

  • @K.Siladityavlogs
    @K.Siladityavlogs ชั่วโมงที่ผ่านมา +1

    ୟେ ମହୋଦୟ ବହୁତ ଗୁଡ଼େ ଭଲ ପ୍ରଶ୍ନ କଲେ ସରକାରଙ୍କୁ. କିନ୍ତୁ ଗୋଟେ କଥା ବୋଧେ ଛାଡିଗଲେ. ମୁ ଯେତିକି ପଚାରି ବୁଝିଛି ଥାନାରେ ବହୁତ କର୍ମଚାରୀ କଣ ପାଇଁ ଏକାକାଳୀନ 12ଘଣ୍ଟା ରୁ ଅଧିକ ସମୟ କଣ ପାଇଁ ଡିଉଟି କରୁଛନ୍ତି. ସେମାନେ ବି ତ ମଣିଷ ନା ଗୋରୁ ଗାଈ.

  • @kunmun9983
    @kunmun9983 2 ชั่วโมงที่ผ่านมา +5

    Finally someone speaking the right thing...

  • @bharatratnasahoo4309
    @bharatratnasahoo4309 47 นาทีที่ผ่านมา

    ଧନ୍ୟବାଦ ସାର ବହୁତ ଭଲ ଲାଗିଲା ଆପଣଙ୍କ ବିଚାର।

  • @nareshchadarasahu9844
    @nareshchadarasahu9844 2 ชั่วโมงที่ผ่านมา +2

    Good news

  • @debaduttapatanaik453
    @debaduttapatanaik453 2 ชั่วโมงที่ผ่านมา +1

    କଣ ବୁଝି ପାରୁ ନାହାନ୍ତି, half ପ୍ୟାଣ୍ଟ ନାଇଟ୍ ପିନ୍ଧିଲେ ସୁବିଧା ହେବ ---- କରିବା ପାଇଁ

  • @p.c.biswal9671
    @p.c.biswal9671 2 ชั่วโมงที่ผ่านมา +2

    Jai hind sir

  • @user-wx6xf5ge8p
    @user-wx6xf5ge8p 2 ชั่วโมงที่ผ่านมา +3

    ଲେଡି ପୁଲିସ ନାଇଟ୍ ଡ୍ୟୁଟି ରେ ନାଇଟ ପିନ୍ଧିବାର କାରଣ . ( ..........) ଖାଇବାର ସୁବିଧା ହେବ .
    ( ଶୂନ୍ୟସ୍ଥାନ ପୁରଣ କରନ୍ତୁ )

  • @sashibhusanmahanta617
    @sashibhusanmahanta617 2 ชั่วโมงที่ผ่านมา +1

    Valuable suggesion to Mohan government.

  • @sasanksekharaswain9208
    @sasanksekharaswain9208 2 ชั่วโมงที่ผ่านมา +1

    ବହୁତ୍ ମୂଲ୍ୟବାନ କଥା କହିଲେ ,

  • @sisirBuda-id4dp
    @sisirBuda-id4dp ชั่วโมงที่ผ่านมา

    ଏହା ବୋଧେ ପୂର୍ବତନ ସୁନ୍ଦର ଗଡ଼ ଜିଲ୍ଲା ପାଳ ବିଜୟ କୁମାର ପଟ୍ଟନାୟକ, ଯଦି ହୋଇଥାନ୍ତି ତାହେଲେ ମୋର ଆନ୍ତରିକ ସମ୍ମାନ ଜଣାଉଛି, ଯାହା ଦାବି jatartha🙏

  • @dilipharichandan4042
    @dilipharichandan4042 2 ชั่วโมงที่ผ่านมา +1

    ଇଂଗେରାଜ ଶାସନ ଓଡିଶା ରେ ଚାଲିଛି

  • @ratnakarbehera1023
    @ratnakarbehera1023 2 ชั่วโมงที่ผ่านมา +1

    Ek dam right katha ,sir

  • @arabindapadhi8367
    @arabindapadhi8367 2 ชั่วโมงที่ผ่านมา +4

    Thanku bijyababu I support u

  • @mr.sanjayinformationdiscov3282
    @mr.sanjayinformationdiscov3282 ชั่วโมงที่ผ่านมา +1

    ଆମ ଡେପୁଟି CM ମହିଳା ହେଇ ମଧ୍ୟ ଏ ବିଷୟରେ ଚୁପ କାହିଁକି,,, ଏ କି ମହିଳାଙ୍କୁ ସଂମାନ?????

  • @p.c.biswal9671
    @p.c.biswal9671 2 ชั่วโมงที่ผ่านมา +1

    You are right sir

  • @prafullasahoo1199
    @prafullasahoo1199 2 ชั่วโมงที่ผ่านมา +1

    Congratulation ,Bijaya Babu.

  • @prasankumarnayak1867
    @prasankumarnayak1867 ชั่วโมงที่ผ่านมา

    ପୁଲିସ ଲୋକମାନଙ୍କର ଆସ୍ଥାଭାଜନ ହେବା ଉଚିତ

  • @bikastherealmotivator9533
    @bikastherealmotivator9533 20 นาทีที่ผ่านมา

    ସଂପୂର୍ଣ୍ଣ ସତକଥା କହିଲେ। ପ୍ରତ୍ୟେକ ଥାନାକୁ ଭଲ କମ୍ପାନୀ ଯାଦୁ ମଲମ ଦିଆଯାଉ

  • @raghunathguiya2586
    @raghunathguiya2586 30 นาทีที่ผ่านมา

    ମହାଶୟ,
    ଏହି ପୋଲିସ କର୍ମୀ ହେଉଛନ୍ତି ବିରୋଧୀ ଦଳର ସେଇଥି ପାଇଁ new ସରକାର ଙ୍କୁ ଜମାରୁ ଖାତିର କରୁନାହାନ୍ତି 1000%🙏❤️

  • @harekrushnapradhan3453
    @harekrushnapradhan3453 2 ชั่วโมงที่ผ่านมา +2

    To pass order performing duty 8 hours

  • @bikashsahoo2233
    @bikashsahoo2233 3 นาทีที่ผ่านมา

    ସାର ନମସ୍କାର l ଆପଣ ପ୍ରକୁତ କଥା କହିଛନ୍ତି l ସତକଥା କହିଲେ ହିଁ ଶାସନ ରେ ପରିବର୍ତନ ଆସିବ l ଓଡିଶା ର ଶାସନ ସମ୍ପୂର୍ଣ ଲକ୍ଷଭ୍ରଷ୍ଟ ହୋଇଯାଇଛି l

  • @PratimaDas-zg7wh
    @PratimaDas-zg7wh 2 ชั่วโมงที่ผ่านมา +1

    100 % right sir🙏

  • @sudhakarsamal6225
    @sudhakarsamal6225 19 นาทีที่ผ่านมา

    ନିଜେ ମୁଖ୍ୟମନ୍ତ୍ରୀ ଏ ଘଟଣା ପରେ ରାତିରେ ଅଚାନକ ଥାନା ପରିଦର୍ଶନ କରନ୍ତୁ ଦେଖିବେ କିଛି ଦିନପରେ ଅନେକ ବଦଳିଜିବ

  • @bibekanandasadangi3388
    @bibekanandasadangi3388 2 ชั่วโมงที่ผ่านมา +1

    100% right sir

  • @s.tanmay3138
    @s.tanmay3138 2 ชั่วโมงที่ผ่านมา +1

    Nice thought

  • @littlequeenrakhi
    @littlequeenrakhi ชั่วโมงที่ผ่านมา

    ନିୟମ ବୁଝିଲେ କେବଳ ମାଡ ଆଉ ମାଡ ସେ ଉପାଧି ନେ଼ଇ ଖୋଳ ତାଳ କଲେ ହେଲେ ସାଧାରଣ lokank ଅବସ୍ଥା କଣ ହୋଇ ଥାନ୍ତା ସାର୍ ଆପଣ ସବୁ ଠିକ୍ କଥା କହିଲେ ଧନ୍ୟ ବାଦ୍

  • @saismita993
    @saismita993 2 ชั่วโมงที่ผ่านมา +1

    Sir please keep in fighting for helpless people

  • @ashokkumarnayak-i8q
    @ashokkumarnayak-i8q 2 ชั่วโมงที่ผ่านมา +1

    Right sir

  • @aryabhuminewspaper1851
    @aryabhuminewspaper1851 2 ชั่วโมงที่ผ่านมา

    ଏହା ପୋଲିସ ଥାନାବାବୁ ମାନଙ୍କର ଦୈନଦିନ ଅଭ୍ୟାସ

  • @sunidash5077
    @sunidash5077 ชั่วโมงที่ผ่านมา

    ସବୁ ଥାନା ବର୍ତ୍ତମାନ ସେୟା ଆପଣମାନେ
    ବିଶ୍ୱାସ କରନ୍ତୁ ଅବା ନକରନୁ/ଏକଥା ସତ

  • @prafulladash6726
    @prafulladash6726 ชั่วโมงที่ผ่านมา +1

    Nighty Pindhile Bhari Subidha.ChataPat......No Delay.....Very Quick....

  • @KamalakantaSahoo-m2s
    @KamalakantaSahoo-m2s 2 ชั่วโมงที่ผ่านมา +1

    Right kahucha

  • @apartibehera6122
    @apartibehera6122 ชั่วโมงที่ผ่านมา +2

    ଆମ ଗାଁ ନିକଟ ଥାନା ରେ ଦିନ ବେଳା ଲେଡି ପୁଲିସ ଦିନ ତମାମ ନାଇଟି ଡ୍ରେସ୍ ପିନ୍ଧି ବସୁଛନ୍ତି।

    • @melisha4236
      @melisha4236 14 นาทีที่ผ่านมา

      Hey bhagwan.... Mujhe le jaa😂😂😂😂

  • @d.jayadevdora9063
    @d.jayadevdora9063 2 ชั่วโมงที่ผ่านมา +4

    Police station hin uteidia😂 police not right for people 😅 police kebala neta mantri mananka pain , eha hin nirat satya😅😅

  • @ashokkumarpattnaik7514
    @ashokkumarpattnaik7514 2 ชั่วโมงที่ผ่านมา +1

    Right

  • @Mrrp56
    @Mrrp56 2 ชั่วโมงที่ผ่านมา +1

    Night kain
    Gote ଗାମୁଛା ପିନ୍ଧି ବସିଲାଣି
    ଥାନାକୁ ନିଜ bed room ବୋଧେ ଭାବୁଚି