Army Major's Fiancee or Bhubaneswar DCP, Who is Telling the Truth

แชร์
ฝัง
  • เผยแพร่เมื่อ 19 ก.ย. 2024
  • କିଏ ସତ, କିଏ ମିଛ ?
    କିଏ ସତ, କିଏ ମିଛ ? ଆହତ ମେଜରଙ୍କ ବାନ୍ଧବୀ ନା ଭୁବନେଶ୍ୱର ଡିସିପି? ଭରତପୁର ଥାନାର କଳଙ୍କିତ ଅଧ୍ୟାୟକୁ ନେଇ ଏବେ ସବୁଠି ଚର୍ଚ୍ଚା । ଗୋଟିଏ ପଟେ ନିଜେ ପୀଡ଼ିତା ପୋଲିସ ନାଁରେ ସଂଗୀନ ଅଭିଯୋଗ ଆଣୁଥିବାବେଳେ ଡିସିପି କିନ୍ତୁ ଲଗାଇଛନ୍ତି ଓଲଟା ଆରୋପ। ୟା ଭିତରେ ଆଜି ସାମ୍ନାକୁ ଆସିଛି କମିଶନରେଟ୍ ପୋଲିସର ଆଉ ଏକ ମିଛ ପ୍ରମାଣ ।
    #AttackonArmyofficer #BharatpurIncident #CommissioneratePolice #Bhubaneswar #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 472

  • @haradhanbehera9681
    @haradhanbehera9681 ชั่วโมงที่ผ่านมา +79

    ଜଣେ ମେଜର ଙ୍କ ଉପରେ ଯଦି ଏମିତି ମିଛ କେସ ଦେଇ ଫସା ଯାଇ ପାରୁଛି ତ ସାଧାରଣ ଲୋକ ନାରେ କଣ ନ କରିବ ପଲିସ.....

    • @mkumar4593
      @mkumar4593 31 นาทีที่ผ่านมา

      Au video achi dadi dekhibaku chahu cha number Diya

    • @ThunderK-j4l
      @ThunderK-j4l 13 นาทีที่ผ่านมา +1

      Bala army. Nku darkar semti

    • @pradhanvlog.8163
      @pradhanvlog.8163 48 วินาทีที่ผ่านมา

      Vai a police sabu choro re vai ... uniform pindhhi nijaku Singham vabuchanti

  • @srikanta671
    @srikanta671 2 ชั่วโมงที่ผ่านมา +172

    DCP ଆଗେ ଚାକିରୀ ରୁ ବିଦାକରାଯାଉ

    • @stormssf8538
      @stormssf8538 ชั่วโมงที่ผ่านมา +3

      ଯେତେବେଳେ ଓଡିଶାରେ, ଓଡିଶା ଖରାପ, ଯେତେବେଳେ ଦିଲ୍ଲୀରେ, ଓଡିଆ ଖରାପ |

    • @manasranjanpradhan5333
      @manasranjanpradhan5333 ชั่วโมงที่ผ่านมา +1

      DCP is right crime branch DSP wrong ❤🎉

    • @InnocentBlockGame-lw8jg
      @InnocentBlockGame-lw8jg 40 นาทีที่ผ่านมา

      Babare Deputy commissioner of police.....Mane kn janichu ti IPS

    • @badalinfotech6991
      @badalinfotech6991 38 นาทีที่ผ่านมา +2

      ​@@InnocentBlockGame-lw8jgIPC na ghoda dimba....ips hela j kana hela se kana god e kn

    • @InnocentBlockGame-lw8jg
      @InnocentBlockGame-lw8jg 32 นาทีที่ผ่านมา

      @@badalinfotech6991 no tume kahila na ki bahar karajau.... sethipain kahili

  • @herambachandradani9955
    @herambachandradani9955 ชั่วโมงที่ผ่านมา +49

    DCP Pratik Singh is the real culprit. He should be suspended immediately and drastic action should be taken against him

  • @Sunildas-zm6zh
    @Sunildas-zm6zh ชั่วโมงที่ผ่านมา +55

    ଶୁଣ ବେ ଡିସିପି ଏମିତିକା କିଛି କହନି ଭୁଲ କୁ ଭୁଲ ଶିକାର କରେ ନହଲେ ନିଆ ଜଳିବ

    • @sandhatoka3091
      @sandhatoka3091 ชั่วโมงที่ผ่านมา +1

      Kie re tu

  • @JagannathSahoo-vb4rj
    @JagannathSahoo-vb4rj 2 ชั่วโมงที่ผ่านมา +34

    ବୋକା ଚୋଦା ଆଜି କାଲି ମୋବାଇଲ ଯୁଗ , ୫ ,୫ ଟା ପୋଲିସ ଥିଲେ ମୋବାଇଲ ରେ ରେକର୍ଡ କଲେ ନାହିଁ , ଡିସିପି କୁ ଚାକିରି ଦେଲା କିଏ

  • @jayantanayak1793
    @jayantanayak1793 2 ชั่วโมงที่ผ่านมา +42

    ସରକାରୀ ଚାକିରିଆ ସବୁଯାଗରେ ମିଛ କାହାଣୀ କହି ସର୍ବସାଧାରଣରେ ବିଶ୍ୱାସ କରାଇଛନ୍ତି ତାଙ୍କ ପାଇଁ କିଛି ନିୟମ ଅଛି ନା ନାହିଁ

    • @nakulnaik1423
      @nakulnaik1423 35 นาทีที่ผ่านมา

      Right

    • @chintu2091
      @chintu2091 21 นาทีที่ผ่านมา

      Army vala b sarkari chakiria

  • @balarampadhan8104
    @balarampadhan8104 ชั่วโมงที่ผ่านมา +25

    ଏ DCP କୁ ପ୍ରଥମେ ଦଣ୍ଡ ଦିଆଯାଉ ତକୁହଜଟକୁ ନେଇ ଜେଲରେ ପୁରନ୍ଥ

    • @mkumar4593
      @mkumar4593 29 นาทีที่ผ่านมา

      Andha bhakta hua ni au video achi dekhiba jadi number Diya kia bhul kia thik kahiba

  • @kishorchandra2531
    @kishorchandra2531 ชั่วโมงที่ผ่านมา +19

    ଏ ଚୋର DCP କୁ ନିଲମ୍ବନ କରାଯାଉ।

  • @samarendramohanty5973
    @samarendramohanty5973 2 ชั่วโมงที่ผ่านมา +66

    ପୋଲିସ ର ବିଜେଡି ପ୍ରେମ ସରୁନି ଇଣ୍ଡିଆନ ଆର୍ମି ଭୁଲ ନୁହେଁ 💞💞💞💞

    • @prasankumarkanhor9479
      @prasankumarkanhor9479 2 ชั่วโมงที่ผ่านมา +2

      BJP govt ra karanama.......

    • @Sunildas-zm6zh
      @Sunildas-zm6zh ชั่วโมงที่ผ่านมา +1

      ଏ ସବୁ ମାଗି.... ଡିସିପି କରିଥିବ

    • @soumyakmohanty319
      @soumyakmohanty319 ชั่วโมงที่ผ่านมา

      ​@@prasankumarkanhor9479bjp kana Kala be?? Nua nua asu asu sabu bjp thik karidaba? Naveen babu b 2000 re jete bele new asithile,setebele bjp ra help re govt karithile.but bjp nija Goda re nije chida hauchi that is good

    • @vickydas8533
      @vickydas8533 นาทีที่ผ่านมา

      Police bhai nkara mane nahi bodhe bjd paleichi

  • @ramakantaanimation
    @ramakantaanimation ชั่วโมงที่ผ่านมา +13

    Shameless Statement by DCP, Top Police Officer's are Completely Corrupted in ODISHA POLICE.

  • @LipePadi-zy9oe
    @LipePadi-zy9oe 2 ชั่วโมงที่ผ่านมา +29

    ସବୁ କେସ୍ ଏଇ ଭଳିଆ ଚପା ଯିବ

  • @hsestudyglows6172
    @hsestudyglows6172 2 ชั่วโมงที่ผ่านมา +11

    Take action against the DCP & CP Of Odisha.

  • @tapasparida958
    @tapasparida958 ชั่วโมงที่ผ่านมา +19

    Dcp କୁ kasmir ghati ku trancefor କରାଯାଉ

    • @Sunsine5098
      @Sunsine5098 ชั่วโมงที่ผ่านมา +1

      ସେଇଠି ବି ଆଇଆଇସି ଠୁ ପଇସା ଖାଇବ।

  • @AbhimanyuMalik-y4f
    @AbhimanyuMalik-y4f ชั่วโมงที่ผ่านมา +15

    CM to Request First suspended DCP

  • @pinkysethi7537
    @pinkysethi7537 ชั่วโมงที่ผ่านมา +4

    ଏ ଡିସିପି ମିଛ କହୁଛି ତାହାର ଆଖି ଆଉ ପାଟି ର କଥାବାର୍ତ୍ତା ମିଶୁ ନାହିଁ। ଆଗ ଡିସିପି କୁ ସସ୍ପେନଡ କରାଯାଉ।

  • @AshokkumarNaik-hh5tm
    @AshokkumarNaik-hh5tm ชั่วโมงที่ผ่านมา +5

    DCP କୁ ଘରକୁ ପଠାଅ ତାକୁ କିଏ ଚାକିରି ଦେଲା ,ତା ଘରୁ ହେଇଥିଲେ କଣ ଏ ମିତି କରନ୍ତି

  • @ambikadash2676
    @ambikadash2676 ชั่วโมงที่ผ่านมา +4

    ମୋହନ ସରକାର କୁ ବିନମ୍ର ଅନୁରୋଧ ଏହି ମିଥ୍ୟାଚରି ଓ ଦୁରାଚାରୀ ଡିସିପି କୁ ନିଲମ୍ବିତ କରି ୟା ପ୍ରତି ଯେତେ ଶୀଘ୍ର ଆଇନୀ ଗତ କାର୍ଯ୍ୟାନୁଷ୍ଠନ ନୀୟାଜିବ ସେତେ ଶୀଘ୍ର ମୋହନ ସରକାର ବାହାଦୂରୀ ଓଡ଼ିଶା ର ଜନସାଧାରଣଙ୍କୁ ପରିଦର୍ଶନ ହୋଇ ପାରିବ।

  • @suryakantamallick7717
    @suryakantamallick7717 ชั่วโมงที่ผ่านมา +7

    ପୀଡ଼ିତା ର husband କିଛି କଣ ପାଇଁ କହୁ ନାହାନ୍ତି।।

  • @dibakarmishra6319
    @dibakarmishra6319 2 ชั่วโมงที่ผ่านมา +11

    Police Station ଦ୍ଵାରା କେଉଁ କେଉଁ ଲୋକେ ସେବା ପାଇଛନ୍ତି?
    ସେବା ପାଇଥିବା ଲୋକଙ୍କ ନାମ ପ୍ରକାଶ କରାଯାଉ.
    Police ଙ୍କ ସେବାରେ ଜନ ସାଧାରଣ ଖୁସି ତ?

  • @pradipray6127
    @pradipray6127 ชั่วโมงที่ผ่านมา +6

    ଇଏ ଡିସିପି କୁ ଏଠୁ ବିଦା କରାଯାଉ

  • @bimalendubehera5798
    @bimalendubehera5798 ชั่วโมงที่ผ่านมา +5

    ମୁଖ୍ୟମନ୍ତ୍ରୀ ମହୋଦୟ,ଅଞ୍ଜନା ମିଶ୍ର ଗଣ ଧର୍ଷଣ ଗୋଟିଏ ସରକାର ଧ୍ଵଂସ କରିଥିଲା । ଦୟାକରି ଭୁଲି ବେନି ।

  • @JimendraDigal-rf8sw
    @JimendraDigal-rf8sw 3 นาทีที่ผ่านมา +2

    DCP Sir ଙ୍କୁ କେବଳ ଗଣେଶ ପୂଜା ରେ DJ ବନ୍ଦ ଗାଇଡଲାଇନ ଏବଂ ହେଲମେଟ checking କରିବା ଜାଣିଛନ୍ତି, ଆଉ ପୋଲିସ ଭୁଲ କଲେ ଦୋଷୀ ଙ୍କୁ ଘଣ୍ଟ ଘଡେଇବା ଜାଣିଛନ୍ତି,ଆଉ ଦୋଷୀ କୁ ଆରେଷ୍ଟ କରିବା କଥା ଭୁଲି ଯାଉଛନ୍ତି।

  • @Predator-23455
    @Predator-23455 2 ชั่วโมงที่ผ่านมา +30

    Bloody this DCP is also involved.

    • @Sunsine5098
      @Sunsine5098 ชั่วโมงที่ผ่านมา +1

      ଯଦି ଆଇଆଇସି ଠୁ ପଇସା ଖାଇବ, କଣ ସେ ଆଇଆଇସି ବିରୋଧ ରେ କେସ କରିବ।

    • @niksharma-ol8ii
      @niksharma-ol8ii ชั่วโมงที่ผ่านมา

      ​@@Sunsine5098 Thik kahicha bhai.

  • @sriprabhat
    @sriprabhat ชั่วโมงที่ผ่านมา +1

    ପୋଲିସ ସଂସ୍କାର ଅଭିଯାନ ଆରମ୍ଭ ହେଉ।
    ରାଜନେତା ମାନେ କେନ୍ଦ୍ର ସରକାର ଙ୍କ ଦ୍ୱାରା ପୋଲିସ commission ର recomendetion ର ସୁପାରିଶ କୁ ଲାଗୁ କରାଯାଉ

  • @Maahi-mx3eu
    @Maahi-mx3eu ชั่วโมงที่ผ่านมา +3

    DCP ku change କର। ଶଳା ବହୁତ୍ ଦିନ ହେଲା ଭୁବନେଶ୍ୱର ଅଛି।

  • @dr.surendranathdash8861
    @dr.surendranathdash8861 ชั่วโมงที่ผ่านมา +6

    Suspend that DCP immediately to save Mohan Govt

  • @bideshiradhyradhyguruji6460
    @bideshiradhyradhyguruji6460 ชั่วโมงที่ผ่านมา +4

    ଜବାନ କୋ ରାଜ୍ଯର ତାହା ଆଘ ଜାଜ୍ ହେବା ଦରକାର ସେ ଥାନା କୁ ଗଲେ କାହିଁକି ଜଦି ପୋଲିସ ର ଭୁଲ ଏମିତି ଏକ କାନୁନ ହେବା ଦରକାର ଜଦି କୋଉ ପୋଲିସ ଭୁଲ୍ କରେ ତାଙ୍କର ପିଲାମାନେ କେବେ ସରକାରୀ ଚାକରଟି ପାଇବେ ନାହିଁ

  • @Gudumalik-y6j
    @Gudumalik-y6j ชั่วโมงที่ผ่านมา +11

    Dcp ,ବାଳ ମିଛ କୋଉଛି

  • @bikashsahoo8098
    @bikashsahoo8098 36 นาทีที่ผ่านมา +2

    ସବୁ ଜାଣିଛନ୍ତି police 🚨🚨🚨 ହଉଛି ମାଗିହା... ଏଇ ବେଧ ଛୁଆ police 🚨🚨 paeni ସବୁ problame ହଉଛି

  • @jayantanagvlogs7883
    @jayantanagvlogs7883 ชั่วโมงที่ผ่านมา +6

    DCP police iic,, ASI police department ku arrested kara jau

  • @ateshprasad3295
    @ateshprasad3295 18 นาทีที่ผ่านมา +1

    DCP ପ୍ରତି ଜଉ ସମ୍ମାନ ଥିଲା ସେ ସବୁ ଆଜି ଗଲା । ଏଇ ଭଳିଆ ମନ୍ତବ୍ୟ ଦବ ବୋଲି ମୁଁ କେବେ ଆଶା କରିନଥିଲିି।
    ସର୍ବ ପ୍ରଥମେ ମୂଳରୁ ସଂଶୋଧନ କରାଯାଉ , ଏବଂ ପିଦିତାକୁ ନ୍ୟାୟ ମିଳୁ।
    ଜୟ ଜଗନ୍ନାଥ ।

    • @Sunsine5098
      @Sunsine5098 4 นาทีที่ผ่านมา

      @@ateshprasad3295 DCP ଯଦି ଆଇଆଇସି ଠୁ ପଇସା ଖାଇବ, ତେବେ ସେ କେମିତି ଆଇଆଇସି ବିରୋଧରେ କାର୍ଯ୍ୟ ଅନୁଷ୍ଠାନ କରି ପାରିବ?
      ସପକ୍ଷ ନେବା ସ୍ଵାଭାବିକ।
      Who will police the police?
      There should be other agency independence of police who can lodge FIR and do investigation on the complaint against the police .
      ବାକି ଏପରି କେସରେ ଇନଭେଷ୍ଟିଗେସନ କିଏ କରୁଛି ଆଉ କଣ କରିବ, ଆପଣ ମାନେ ସବୁ ଜାଣିଥିବେ।

  • @Similipalclasses
    @Similipalclasses ชั่วโมงที่ผ่านมา +2

    Police ମାନେ police ଅର୍ଥ କ'ଣ ଜାଣି ନାହାନ୍ତି |
    Police ଅର୍ଥ ଜାଣିଥିଲେ ଏମିତି କାଣ୍ଡ କରି ନ ଥାନ୍ତେ।

  • @Sugam1820
    @Sugam1820 ชั่วโมงที่ผ่านมา +1

    DCP କୁ suspend କରାଯାଉ ସେ ଶଳା ବଡଚୋର

  • @AdityaBehera-c2y
    @AdityaBehera-c2y 2 ชั่วโมงที่ผ่านมา +16

    Dcp prateek singh..Lier of the year😢

  • @SatyaranjanSethy-u3l
    @SatyaranjanSethy-u3l ชั่วโมงที่ผ่านมา +4

    ଡିସିପି ମିଛ କୋଉଛନ୍ତି

  • @guruswamiworld
    @guruswamiworld ชั่วโมงที่ผ่านมา

    ପ୍ରଣାମ, ସେ ଡିସିପିକୁ ମଧ୍ୟ suspend କରି ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ

  • @narayannayak3229
    @narayannayak3229 ชั่วโมงที่ผ่านมา +6

    Dismiss the DCP for negligence

  • @baishnab9446
    @baishnab9446 ชั่วโมงที่ผ่านมา +1

    ଡିସିପି କୁ ଟିକେ ପଚାର ପୋଲିସ ଷ୍ଟେସନ ରେ ନାଇଟି ପିନ୍ଧି ଡିଉଟି କରାଯାଏ

  • @yeshsahoo6027
    @yeshsahoo6027 31 นาทีที่ผ่านมา +1

    ଶଳା ପୋଲିସ ଜାତି ଗାଲୁଆ ଲାଗୁଛି,DCP କୁ ଆଗ କାଠ ଗଡ଼ା ରେ ଠିଆ କରା ଯାଉ ତାର ଯାବତୀୟ ଦୋଷ ଲାଗୁଛି। ଶଳା ଲାଞ୍ଚୁଆ iic କୁ ଭଲସେ ଯାରା କରିକ dismis କରା ଯାଉ

  • @shyammajhi1082
    @shyammajhi1082 2 ชั่วโมงที่ผ่านมา +15

    Pidita right 👍

  • @pptransport7046
    @pptransport7046 25 นาทีที่ผ่านมา

    ନୂତନ ମୁଖ୍ୟ ମନ୍ତ୍ରୀ ମୋହନ ମାଝି ସାରଙ୍କୁ ଜନସାଧାରଣ ଅଭିଯୋଗ ଏହାର ତଦନ୍ତ କରି ଦୋଷୀକୁ କୋଠାର ରୁ କୋଠାର ଦଣ୍ଡ ଦିଆ ଗଲେ ଜନସାଧାରଣ ଙ୍କ ଆଗରେ ୧ନମ୍ବର ମୁଖ୍ୟ ମନ୍ତ୍ରୀ ହୋଇପାରିବେ🙏

  • @SatyaranjanSethy-u3l
    @SatyaranjanSethy-u3l ชั่วโมงที่ผ่านมา +3

    ବିଜେଡି ର ବାସନା ଇଏ ଡିସିପି ଠାରୁ ଯାଇ ନାହିଁ

  • @pinkysethi7537
    @pinkysethi7537 ชั่วโมงที่ผ่านมา +2

    ଓଡିଶା ବିଜେପି ଆଉ ଓଡିଶା ପୋଲିସ ଓଡିଶା ର ଛବି ଖରାପ କରିଦେଲେ

  • @DelightfulCheese-wr5pi
    @DelightfulCheese-wr5pi 54 นาทีที่ผ่านมา

    DCP କୁ ରୁଚିକା ମୋବାଇଲ ବିଷୟରେ ପଚାରାଯାଉ।

  • @jayantanagvlogs7883
    @jayantanagvlogs7883 ชั่วโมงที่ผ่านมา +6

    Army majer jai ho ,, jindabad

  • @stiphannanda1121
    @stiphannanda1121 13 นาทีที่ผ่านมา

    DCP କୁ ଗିରଫ କରାଯାଉ army ଯବାନ ମାନେ dcp ର ହାତ ଭାଙ୍ଗନ୍ତୁ ତାପରେ ସେ ଜାଣିବ

  • @dravaranibal590
    @dravaranibal590 2 ชั่วโมงที่ผ่านมา +3

    Save the ODISHA POLICE, PLEASE SAVE ODISHA

  • @DSS5683
    @DSS5683 47 นาทีที่ผ่านมา +1

    The Girl is correct.....now it is shame for entire Orissa people....this DCP should be removed for Orissa police.

  • @keshabchandrasahoo1428
    @keshabchandrasahoo1428 24 นาทีที่ผ่านมา

    ଭରତ ପୁର ଥାନା ର ସିସିଟିଭି ଜାଞ୍ଚ କରା ଯାଉ ଜଦି ଥାନା ରେ ସିସିଟିଭି ନାହିଁ ତାହେଲେ ସବୁ ଅଫିସର କର୍ମଚାରୀ ଚାକିରିରୁ ବାହାର କରାଯାଉ

  • @manaswinisatapathy6176
    @manaswinisatapathy6176 2 ชั่วโมงที่ผ่านมา +18

    Why the DCP is not suspended

  • @chandinjena2638
    @chandinjena2638 ชั่วโมงที่ผ่านมา +1

    ପୋଲିସ ଠିକ କାମ କରିଛି, ପୀଡ଼ିତା over smart ଦେଖେଇ ହେଉଛି army major ତ ।

  • @rajatkumarmishra5912
    @rajatkumarmishra5912 22 นาทีที่ผ่านมา

    ଏଇଭଳି ପୋଲିସ ଙ୍କୁ ସେନା ଏନକାଉଣ୍ଟର କରିବା ଦରକାର

  • @prasantkudas3438
    @prasantkudas3438 55 นาทีที่ผ่านมา

    ଓଡ଼ିଶାର ପୋଲିସ ବିଭାଗ ସବୁବେଳେ ବଦନାମ କାମ କରୁଛନ୍ତି,

  • @abhijitexpressdp9939
    @abhijitexpressdp9939 ชั่วโมงที่ผ่านมา +3

    DCP କଉ କାମକୁ ନୁହଁ ସେଇଆକୁ ଆଗେ ବାହାର କରା ଯାଉ

  • @Sunildas-zm6zh
    @Sunildas-zm6zh ชั่วโมงที่ผ่านมา +1

    କିଛି ଏମିତିକା ପୋଲିସ ଅଛି ଆମ ୟୁନିଟ 3 ଥାନାରେ

  • @sambitdash6636
    @sambitdash6636 10 นาทีที่ผ่านมา

    DCP should resign..... strong action should be taken against the accused...

  • @AnandaBihariSatapathy
    @AnandaBihariSatapathy ชั่วโมงที่ผ่านมา +1

    ପୋଲିସ ର କାର୍ଯ୍ୟ କଳାପ ଭଲ ନୁହେଁ, କିନ୍ତୁ ଏତେ ରାତି ପର୍ଯ୍ୟନ୍ତ ବାନ୍ଧବି ସହିତ ବୁଲିବା କେତେ ଠିକ୍

    • @TBrother4527
      @TBrother4527 ชั่วโมงที่ผ่านมา

      ମଦ ପିଇ ବୁଲୁ ଥିଲେ 😂

  • @sangramdas3472
    @sangramdas3472 ชั่วโมงที่ผ่านมา +1

    ଏ ସବୁ ତୁମ ସହ କାହିଁକି ହେଲା ସେଇଟା ପ୍ରଥମ ଖୋଜିବାର ଅଛି। police କାହିଁକି ତୁମ ଉପରେ ଏମିତି ବ୍ୟବହାର କଲା କିଛି କାରଣ ?ନା ଆସିବା ଠୁଁ ସେ ଏମିତି କଲେ

  • @AbhimanyuMalik-y4f
    @AbhimanyuMalik-y4f ชั่วโมงที่ผ่านมา +3

    Dcp is first Criminal

  • @d.jayadevdora9063
    @d.jayadevdora9063 2 ชั่วโมงที่ผ่านมา +5

    DCP Sara desare odisha police ra na pakeidela😢

  • @bubusahoo2869
    @bubusahoo2869 17 นาทีที่ผ่านมา +1

    ମଣିପୁର ପରି. ବିଜେପି. କାମ କରୁଛି.

  • @skindoctor21
    @skindoctor21 ชั่วโมงที่ผ่านมา +1

    DCP ଚୁଟିଆ ବନାଉଚି ପବ୍ଲିକ କୁ

  • @snvvishwanathamprasantm7867
    @snvvishwanathamprasantm7867 39 นาทีที่ผ่านมา

    ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଦରକାର. ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ.

  • @K.Siladityavlogs
    @K.Siladityavlogs ชั่วโมงที่ผ่านมา

    ସେ ପୀଡିତା ଉତ୍ତୋଳନ କରିଥିବା ଚିତ୍ର କାହିଁ. କିଛି ତ ଗୋଟେ ମେଡ଼ିଆ ଲୁଚୋଉଛି. ୟେ ମେଡ଼ିଆ ମାନେ ଦି ପଇସା ପାଇବା ପାଇଁ ରଙ୍ଗୀନ କରୁଥାଇ ପାରନ୍ତି

  • @hemantanayak7766
    @hemantanayak7766 30 นาทีที่ผ่านมา

    ନୁଆ ସରକାର ! ଏବେ ନୁଆ ନୁଆ ରେକର୍ଡ କରିବ ଆମ ଓଡିଶା !

  • @rajaashoksamrat417
    @rajaashoksamrat417 ชั่วโมงที่ผ่านมา

    ଡିସିପି ଚାକେରି ଗଲା ଜାହା ଜଣା ପଡୁଚି

  • @gnwonder6432
    @gnwonder6432 22 นาทีที่ผ่านมา

    ମୁଁ ସେ ମହିଳାଙ୍କ viral video ଦେଖୁଥିଲି। ସେ ଏତେ ଗର୍ବ ଦିମାକରେ police ସହ କଥାବାର୍ତ୍ତା କରୁଛି। ସିଏ କଣ army officer ଙ୍କ ବାନ୍ଧବୀ ବୋଲି କଣ ଏତେ ଅହଙ୍କାର ଦେଖେଇବ। ପୋଲିସ ବିଭାଗ ମଧ୍ୟ ଏକ ସରକାରୀ ବିଭାଗ । ସେଠାରେ ବି ଅଫିସର ଅଛନ୍ତି। ଏମିତି ପରିସ୍ଥିତିରେ ପୋଲିସ ଯେତିକି ଦାୟୀ, ସେ ମହିଳା ଜଣଙ୍କ ମଧ୍ୟ ସେତିକି ଦାୟୀ। କିନ୍ତୁ ମହିଳା ଜଣଙ୍କର କଥାବାର୍ତ୍ତା ଅତ୍ୟନ୍ତ ଅସଭ୍ୟ ଥିଲା। ଫଳରେ ପୋଲିସ ବାବୁଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଥିବ।

  • @arabindabhuyan1019
    @arabindabhuyan1019 55 นาทีที่ผ่านมา

    DCP TARA ଭଉଣୀ ହେଇଥାନ୍ତା ତାହାହଲେ ଭଲ ହୋଇଥାନ୍ତା

  • @baishnab9446
    @baishnab9446 ชั่วโมงที่ผ่านมา

    ଏ ଡିସିପି କୁ ଆଗ ଚାକିରୀ ରୁ ବାହାର କର
    ଡିସିପି ବି ସାମିଲ ଅଛି !
    ସେ ଡିସିପି ରୁଚିକା କେସ ରେ ବି ଏମିତି କରିଥିଲା !

  • @Sunsine5098
    @Sunsine5098 ชั่วโมงที่ผ่านมา

    DCP ଯଦି ଆଇଆଇସି ଠୁ ପଇସା ଖାଇବ, ତେବେ ସେ କେମିତି ଆଇଆଇସି ବିରୋଧରେ କାର୍ଯ୍ୟ ଅନୁଷ୍ଠାନ କରି ପାରିବ?
    ସପକ୍ଷ ନେବା ସ୍ଵାଭାବିକ।
    Who will police the police?
    There should be other agency independence of police who can lodge FIR and do investigation on the complaint against the police .
    ବାକି ଏପରି କେସରେ ଇନଭେଷ୍ଟିଗେସନ କିଏ କରୁଛି ଆଉ କଣ କରିବ, ଆପଣ ମାନେ ସବୁ ଜାଣିଥିବେ।

  • @sewanayak945
    @sewanayak945 17 นาทีที่ผ่านมา

    ଡିସମିସ ହବା ଦରକାର 🙏

  • @learn2unlearn853
    @learn2unlearn853 2 ชั่วโมงที่ผ่านมา +1

    Suspend DCP
    He is a liar and that too a blatant one who conducts no background check and spews lies and degrades the image of the woman who already had been physically assaulted. This IPS is shame to the fraternity. How on earth this individual not suspended goes on to show the sad state of affairs

  • @chikucreation943
    @chikucreation943 42 นาทีที่ผ่านมา

    କୋଉ ଆଇନ ବଳରେ ରାତି ଅଧରେ ଜଣେ ମହିଳାଙ୍କୁ ଆରେଷ୍ଟ କରାଗଲା କମିଶନରେଟ ପୋଲିସ ତାହା ସ୍ପଷ୍ଟ କରିବେ କୀ sp

  • @dilipmishra5017
    @dilipmishra5017 36 นาทีที่ผ่านมา

    ଡିସିପି ଏକ ବଡ଼ ମାନିପ୍ୟୁଲେଟର ଓ ପେଶାଦାର ମିଥ୍ୟାବାଚକ, ଏହି ଅଧିକାରୀ ଙ୍କୁ ଗଣ ମାଧ୍ୟମ ରେ ତାଙ୍କର ଦେଇଥିବା ମନ ଗଢ଼ା କାହାଣୀ ପାଇଁ ଇନକ୍ୱାରୀ ଅନ୍ତର୍ଭୁକ୍ତ କରାଯାଉ l ଥାନା ରେ CC କାମେରା ନଥିବା ର show cause notice DCP ଙ୍କୁ ମିଳିବା ଉଚିତ, ଅଯଥା ମିଥ୍ୟା ପ୍ରବଚନ ଦେଇ ବିଶୃଙ୍ଖଳିତ ଜୀବ ଙ୍କୁ ଘଣ୍ଟ ଘୋଡାଇବା ଅତ୍ୟନ୍ତ ହାସ୍ୟାସ୍ପଦ.... 😄

  • @suparfonyfamily
    @suparfonyfamily 39 นาทีที่ผ่านมา

    ହାତ ଉଠେଇ ମରିବା ଭୁଲ୍ ,ଯିଏ ହାତ utheichi ସେ ଦୋଷୀ

  • @prakashchandraparida2947
    @prakashchandraparida2947 ชั่วโมงที่ผ่านมา +1

    Suspend to DCP

  • @sushantsahu7720
    @sushantsahu7720 31 นาทีที่ผ่านมา

    DCP TOLD RIGHT THING.

  • @sibamohanty4519
    @sibamohanty4519 ชั่วโมงที่ผ่านมา

    ମୋତେ କାହିଁକି ଲାଗୁନି ଏମିତି ସ୍ମାର୍ଟ ladies ସହିତ ଏପରି କିଛି ଘଟିଛି, ଯଦି ସତ ଦୋଷୀ ପୋଲିସ ଦଣ୍ଡ ପାଇବା ଉଚିତ, କିନ୍ତୁ ଏବେ ପ୍ରାୟ ଲେଡିଜ ଆଇନର ଅପ ବ୍ୟବହାର କରୁଥିବାରୁ ସତ କଣ ଠିକ ଜାଣି ହେଉନି

  • @jsjunior5778
    @jsjunior5778 ชั่วโมงที่ผ่านมา +1

    Shame on you DSP

  • @SatyaranjanSethy-u3l
    @SatyaranjanSethy-u3l ชั่วโมงที่ผ่านมา

    ପୋଲିସ ଯାହା ଗପ କହଇବ ତହା ସତ ନୁହେଁ ଭାଇ ମାନେ କବେ ବି ବିସ୍ୱାସ କରନାହିଁ

  • @KhetirajAmari
    @KhetirajAmari ชั่วโมงที่ผ่านมา +1

    Mu police ku support karu6i like kara police like bale

  • @brainlicker5647
    @brainlicker5647 36 นาทีที่ผ่านมา

    modern thana na ବାଳ ଥାନା । ଶଳାଙ୍କୁ ଲଙ୍ଗଳାକରି ରାସ୍ତାରେ ଘୋସାରି ଷୋସାରି ମାରିବା କଥା

  • @kumardeepak4402
    @kumardeepak4402 4 นาทีที่ผ่านมา

    କିଛି ପୋଲିସ ଵାଲା ଏପରି କରିଥାନ୍ତି, ଦୟାକରି ସୁଧାରି ଯାଅ ଏ ବିଜେଡି ସରକାର ନୁହଁ ନଚେତ ଜେଲ କୋଠରୀ ଖୋଲା ଅଛି 😄😄😄

  • @gangadharsahoo6133
    @gangadharsahoo6133 9 นาทีที่ผ่านมา

    DCP Should be should be suspended first bcz he is real culprit

  • @baishnab9446
    @baishnab9446 ชั่วโมงที่ผ่านมา

    ଡିସିପି ର ବିଜେଡି ପ୍ରେମ ସରୁନି !

  • @BikashHansdah-u3b
    @BikashHansdah-u3b 2 ชั่วโมงที่ผ่านมา +6

    Cm kn bando chadu chhi ki

  • @user-ww2rz2wj7h
    @user-ww2rz2wj7h 6 นาทีที่ผ่านมา

    DCP ହେଉଛି ହାରାମି

  • @subrat23
    @subrat23 31 นาทีที่ผ่านมา

    First this DCP should be suspended to disgrace the entire police force through his false statements

  • @subashchandradash4620
    @subashchandradash4620 2 ชั่วโมงที่ผ่านมา +1

    DCP mr Sing is not capable to justice to the victim

  • @RanjitaKumariPanda-pg3wm
    @RanjitaKumariPanda-pg3wm 2 ชั่วโมงที่ผ่านมา +3

    General people bhi army ko salute karte.par yahan ulta

  • @pinkysethi7537
    @pinkysethi7537 ชั่วโมงที่ผ่านมา +1

    ଓଡିଶା ର ନାମ ଖରାପ କରି ଦେଲା

  • @narottammallik2660
    @narottammallik2660 ชั่วโมงที่ผ่านมา +1

    Michha kahuchi DCP ଭାବି ଭାବି କହୁଚି।

  • @TunaDas-tt7xj
    @TunaDas-tt7xj 20 นาทีที่ผ่านมา

    ହଇରେ DCP ତମ ପାଖରେ ଆଇନ୍ କାନୁନ୍ ର pawer ଅଛି। ଗୋଟିଏ ଲେଡି ଝାହା ଭୁଲ କଲେବି ପୁଣି ଥାନା ଭିତରେ ଝିଅଟା ତମ ପୋଲିସ ମାନଙ୍କୁ କଣ ମର୍ର୍ଡର କରିଦେଉଥିଲା ।DCP ତୁ ଆଉ ବଞ୍ଚିବାର ବାହାନା ବଖାଣିନି । ତମର ବିନାଶ କାଳେ ବିପରୀତ ବୁଦ୍ଧି। ଆର୍ମୀ ର ସ୍ତ୍ରୀ ଏମିତି ଭାବରେ ମାରିଛ । BJd 24ବର୍ଷ ଶାସନ ର ବର୍ରବର୍ରର୍ତା ଘଟଣା । ନାରୀ ଧର୍ଷଣ, ନାରୀ ହତ୍ୟା,ଶିଶୁ ହତ୍ୟା,। ରାଜ କୋଷର ଜାହା ଚୋରି କାଛନ୍ତି କଳ୍ପନା ବାହାରେ

  • @ranjankumarmohapatra1718
    @ranjankumarmohapatra1718 36 นาทีที่ผ่านมา

    DCP should punished for irresponsible and false statement.

  • @Skgbul470
    @Skgbul470 ชั่วโมงที่ผ่านมา

    ପୀଡିତା ଠିକ କହୁଛି.

  • @BikashVlogs38448
    @BikashVlogs38448 26 นาทีที่ผ่านมา

    ମରଣ କାଳେ ବିପରୀତ ବୁଦ୍ଧି କମଶନରେଟ୍ ପୋଲିସ ର ।।😮😮😂

  • @dtandidtindiacaarun8533
    @dtandidtindiacaarun8533 13 นาทีที่ผ่านมา

    DCP is a huge culprit

  • @subham2841
    @subham2841 ชั่วโมงที่ผ่านมา +1

    dcp nku bi suspend kara jau

  • @goutamrout3908
    @goutamrout3908 51 นาทีที่ผ่านมา

    DCP should be suspended immediately

  • @learn2unlearn853
    @learn2unlearn853 ชั่วโมงที่ผ่านมา +1

    DCP and CP are hands in gloves with the cut received by local PS from thugs as it seems from their unprofessional actions