If you Know About The Work Of Ravenshaw, you'll Be Amazed || EP-28 || Argus Spotlight

แชร์
ฝัง
  • เผยแพร่เมื่อ 4 พ.ย. 2024

ความคิดเห็น • 757

  • @dassaroj9271
    @dassaroj9271 หลายเดือนก่อน +124

    ସୁନ୍ଦର ଉପସ୍ଥାପନା,,,, ଲୋମ ଟାଙ୍କୁରୀ ଯାଉଛି

    • @NewVersionN
      @NewVersionN หลายเดือนก่อน +3

      ଭାଇ ଇତିହାସ ଜାଣି ନୁ ଆଗ ଇତିହାସ ଜାଣ

    • @dassaroj9271
      @dassaroj9271 หลายเดือนก่อน

      @@NewVersionN କମସେ କମ ତମଠୁ ଶିଖିବା ଦରକାର ନାହିଁ

    • @basantipanda7986
      @basantipanda7986 หลายเดือนก่อน

      ସଂଗ୍ରାମ ବାବୁ, ଆପଣ ଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର! ପ୍ରଥମେ ଆପଣଙ୍କୁ ଅଶେଷ ଧନ୍ୟବାଦ!
      ଆଉ ବାକି ରହିଲା " ରେଭେନ୍ସା " କଥା!
      ନିଜ ପରିବାରରେ କିଏ ନିଁସ୍ତୁର ହେଃଲେ ସହ୍ୟ କରି ହେଉ ନାହିଁ!
      ସେ ତ ଜଣେ ବିଦେଶୀ! ବର୍ତ୍ତମାନ ଆମ ଦେଶ ତ ସ୍ୱାଧୀନ,, ପୁଣି କହିବି ସେ ବିଦେଶୀ ର ନାମକୁ ଗୁରୁତ୍ୱ ଦିଅ ଯାଉଛି!?
      ଏହା ଆମର ଦୁର୍ବଳ ମାନସିକତା ବ୍ୟତୀତ ଆଉ କିଛି ନୁହଁ!
      ଦ୍ୱିତୀୟତଃ ଆମ ଓଡିଶା ରେ କଣ ମହତ ବ୍ୟକ୍ତି ନାହଁ ନ୍ତି!

  • @vivekanandashikshakendra5409
    @vivekanandashikshakendra5409 หลายเดือนก่อน +69

    ସଂଗ୍ରାମ ବାବୁ ଆପଣଙ୍କର ସୁନ୍ଦର ଉପସ୍ଥାପନା ରେ ବାସ୍ତବତା ରହିଛି l ନିଶ୍ଚିତ ପରିବର୍ତ୍ତନ ଦରକାର 👍

  • @dipsadas1792
    @dipsadas1792 หลายเดือนก่อน +38

    ବହୁତ୍ ବହୁତ୍ ଧନ୍ୟବାଦ ଏତେ ସୁନ୍ଦର୍ ଉପସ୍ଥାପନା

  • @Michelle_David100
    @Michelle_David100 หลายเดือนก่อน +11

    ଅତି ସୁନ୍ଦର ଉପସ୍ଥାପନା...ଧନ୍ୟବାଦ୍ Argus ଏବଂ ଉପସ୍ଥାପନା କରିଥିବା ବ୍ୟକ୍ତି ଙ୍କୁ❤

  • @learntocompete.5242
    @learntocompete.5242 หลายเดือนก่อน +127

    ହଁ ନାମ ପରିବର୍ତ୍ତନ ଜରୁରୀ କିନ୍ତୁ ବର୍ତ୍ତମାନ୍ ର ସରକାର ଏହା ମଧ୍ୟ ତଦନ୍ତ କରିବା ଆବଶ୍ୟକ କି ପୂର୍ବ ସରକାର୍ ସମୟ ରେ କେତେ ଜଣ ଗଳା ବାଟ ଦେଇ ଚାକିରୀ ହାତେଇଛନ୍ତି, କେତେ ଗରିବ ମେଧାବୀ ଚାକିରୀ ପାଇଁ ହତାଶ ହେଇଛନ୍ତି, କେତେ କଲେଜ/ସ୍କୁଲ୍ ରେ ଶିକ୍ଷକ ନାହାଁନ୍ତି, କେତେ ଦୁର୍ନୀତି ରେ ବୁଡ଼ିଛି ବର୍ତମାନ ର ପରୀକ୍ଷା ବ୍ୟବସ୍ଥା।😢

    • @sujitkumarswain5347
      @sujitkumarswain5347 หลายเดือนก่อน +6

      Madhusudan das nka name re haba darakar . But budhijibi ra paijama pindhithiba murkha sabu yaku ବିରୋଧ କରିବାକୁ ପଛାଇବେନି, ଆଉ ରାଜନେତା ଙ୍କ କଥା ନା କହିବା ଭଲ .

    • @uttambaba6800
      @uttambaba6800 หลายเดือนก่อน +3

      Eita bi inquiry heu NET examination re kemiti golile 😅😢😂

    • @SidharthMishra99
      @SidharthMishra99 หลายเดือนก่อน

      Yess, Sabu Enquiry hey

    • @baabulasingh200
      @baabulasingh200 หลายเดือนก่อน

      😅😅​@@uttambaba6800

    • @parshurambarik1763
      @parshurambarik1763 หลายเดือนก่อน +3

      ଏଇଆ ତଦନ୍ତ କରିବେ କି କେମିତି ଟଙ୍କା ନେଇ ଚାକିରୀ କଲେ କେହି ଜାଣି ପାରିବେ ନି , ରାଜ କୋଷ କୁ କୋଟି କୋଟି ଆସିବା ସହ ନିଜ paket bi ଗରମ୍ 😢😢

  • @iknow7753
    @iknow7753 หลายเดือนก่อน +53

    ନାମ ପରିବର୍ତ୍ତନ ନିହାତି ଆବଶ୍ୟକ

  • @sridhardandsena2538
    @sridhardandsena2538 หลายเดือนก่อน +5

    ବହୁତ ସୁନ୍ଦର ଉପସ୍ଥାପନା ରେଭେନ୍ସା ନାମ ପରିବର୍ତନ କରା ଯାଉ 👌🙏🙏

  • @LituDas-g6f
    @LituDas-g6f หลายเดือนก่อน +51

    ନାମ ପରିବର୍ତନ ନିହାତି ଆବଶ୍ୟକ 🙏🏿

  • @niranjanbehera6142
    @niranjanbehera6142 หลายเดือนก่อน +27

    ❤❤.ବହୁତ ଦୁଃଖ ଲାଗିଲା ଏବେ ବି ବହୁତ ଗାଁଲୋପ ପାଇଛି ଏଇ ବିଦେଶି ମାନଙ୍କପାଇଁ

  • @SurendraRana3
    @SurendraRana3 หลายเดือนก่อน +71

    କେବଳ ଯେ ଗୋଟେ ନ ଅଙ୍କ ଦୁର୍ଭିକ୍ଷ ପାଇଁ ବ୍ରିଟିଶ ମାନେ ଅତ୍ୟାଚାର କରିଛନ୍ତି ତା ନୁହେଁ ଏ ମନେ ସବୁ ବେଳେ ଅତ୍ୟାଚାର କରିଆସିଛନ୍ତି । ଏମାନଙ୍କ ସଭ୍ୟତା, ସସ୍କୃତି, ଶିକ୍ଷା, ସବୁ ତ୍ୟାଗ କଲେ ଯାଇ ଏ ଜାତି ଶାନ୍ତି ପାଇବ ।

  • @iknow7753
    @iknow7753 หลายเดือนก่อน +97

    ରେଭେନ୍ସା ମହାବିଦ୍ୟାଳୟ ନାମ ନିହାତି ପରିବର୍ତ୍ତନ ହେବା ଉଚିତ୍

  • @alokaloktripathy2472
    @alokaloktripathy2472 หลายเดือนก่อน +22

    ନିହାତି ଆବଶ୍ୟକ

  • @subhalaxmimohanty848
    @subhalaxmimohanty848 หลายเดือนก่อน +25

    ପରିବର୍ତ୍ତନ ହେବା ଉଚିତ୍

  • @prasannakumar2128
    @prasannakumar2128 หลายเดือนก่อน +10

    ସୁନ୍ଦର ଉପ୍ଥାପନା.......Sir

  • @swarupmishra.audiovestibular
    @swarupmishra.audiovestibular หลายเดือนก่อน +102

    କି ଚମତ୍କାର ଉପସ୍ଥାପନା, ରୋମଟାଙ୍କୁରା ସତ୍ୟ..... ଜଣେଇବା ପାଇଁ ଧନ୍ୟବାଦ 🙏 ନିଶ୍ଚିତ ଭାବରେ ନାମ ପରିବର୍ତ୍ତନ ଦରକାର

    • @miss_priya_remix
      @miss_priya_remix หลายเดือนก่อน

      କିଏ ତମେ ଇତିହାସ ପଢ଼ ଆଗେ

    • @Bikram14362
      @Bikram14362 หลายเดือนก่อน +1

      Name change kara jau

    • @NewVersionN
      @NewVersionN หลายเดือนก่อน +2

      ଏବେ ମୂର୍ଖ ରିପୋର୍ଟର ଇତିହାସ ସହିତ ବୁଦ୍ଧି ବି ବ୍ୟବହାର କର l

    • @baabulasingh200
      @baabulasingh200 หลายเดือนก่อน

      Aji kali aue kie padhuchhanti ki sabu TH-cam aue whatsapp univercity ru knowledge miluchi​@@miss_priya_remix

  • @mandakinisahoo2619
    @mandakinisahoo2619 หลายเดือนก่อน +33

    ଇତିହାସ ଅତୀତର ମୁକ ସାକ୍ଷୀ ।
    କଟକ କଲେଜିଏଟ୍ ସ୍କୁଲ୍ ରୁ ରେଭେନ୍ସା ହୋଇଛି।
    ଏବେ ପରିବର୍ତ୍ତନ ହେଲେ କିଛି ଅସୁବିଧା ନାହିଁ।
    ଓଡ଼ିଶା ର ମହାପୁରୁଷ ଙ୍କ ନାମରେ ନାମିତ ହେବା ଉଛିତ୍।

  • @yoganandarana630
    @yoganandarana630 หลายเดือนก่อน +1

    ସୁନ୍ଦର ଉପସ୍ଥାପନା sir

  • @gayatrimohanty7826
    @gayatrimohanty7826 หลายเดือนก่อน +13

    😍🤩 Sangraam babu nka baktabya paribesana karibara paribhaasha atyant hyudaya sparshi , spashta ebam Shistachara purna . ❤
    JAGANNATH apanku ashesh ashirwaad pradaan karantu . 🕉🙌🙌
    Apanaka samasta podcast amaku bahut2 bhala lage . 💖👌👌👍

  • @PandaSabar-o2z
    @PandaSabar-o2z หลายเดือนก่อน +32

    ବିଦେଶ ପିରତି ଏଯାଏ ଛାଡ଼ିନି ଆମ ଓଡ଼ିଆ କୁଜୀ ନେତାମାନେ। ଇଂରେଜ ମାନେ ଆମ ଓଡ଼ିଆଙ୍କୁ ନିର୍ମମ ଭାବେ ମାରିଛନ୍ତି ଏହି ମଗିହା ର ନାମ ରହିବ କାହିଁକି ସେ କଣ ଆମ ଓଡ଼ିଶାର ମହାପୁରୁଷ କି

    • @uttambaba6800
      @uttambaba6800 หลายเดือนก่อน +2

      cricket game hota jau English manonkoro Dano ku nei Garbo koriba thik nunhe😅😢😂

    • @miss_priya_remix
      @miss_priya_remix หลายเดือนก่อน +1

      ଇଂରେଜ ଙ୍କ ଶାସନ ଏ ରାଜନୀତି ବହୁତ ଖରାପ
      ସେମାନେ ହାତରେ ମାରୁଥିଲେ ଏମାନେ ଭାତ ରେ ମାରୁଛନ୍ତି
      ବହୁତ ଜିନିଷ ର ଦର ଦାମ ବୃଦ୍ଧି ସହ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି
      ଚାଷ ଜମି ଥିବା ଲୋକଙ୍କୁ ଚାଷ ପାଇଁ ସହାୟତା |
      ଭୂମି ହୀନ ଙ୍କ ପାଇଁ କଣ ଅଛି ?
      ଦିନ ମଜୁରିଆ ଙ୍କ ପାଇଁ କଣ ଅଛି ?
      ମଜୁରୀ ବଢିବା ଖବର କୋଉଠି ଦେଖିଛ କି?
      ଦାଦନ ଙ୍କ ପାଇଁ କଣ ଅଛି ?
      ତାଙ୍କ ପାଇଁ କିଛି ସହାୟତା ଅଛି କି ?
      ଭାଇ ତମେ ଯୋଉ ପୋଷାକ ପିନ୍ଧିଛ ସିଏ ବି ଇଂରେଜ ଙ୍କର |
      ଧରିଥିବା mobile ବି ସିଏ ପ୍ରଥମେ ଆଣିଥିଲେ
      ସବୁ କହିବ କିନ୍ତୁ କୌଣସି କଥା ର ଜ୍ଞାନ ନ ଥାଇ ତାକୁ ଖରାପ କହିବା ଭୁଲ ହେବ |
      ଯଦି ମତେ ଖରାପ ଭାବୁଚ ତେବେ ମୁଁ କିଛି କରିପାରିବିନି |
      -ଧନ୍ୟବାଦ-

    • @miss_priya_remix
      @miss_priya_remix หลายเดือนก่อน

      ​@@uttambaba6800ଠିକ

    • @manaspriyadarshannayak245
      @manaspriyadarshannayak245 หลายเดือนก่อน

      ​@@uttambaba6800 kichi logic nahi Tama jukti re.....

    • @uttambaba6800
      @uttambaba6800 หลายเดือนก่อน

      @@manaspriyadarshannayak245 Naam change re logic ochhi

  • @MaheswarDehury-nk7ei
    @MaheswarDehury-nk7ei หลายเดือนก่อน +30

    କଳଙ୍କିତ ଇତିହାସ ପରିବର୍ତ୍ତନ ଆବଶ୍ୟକ

  • @ajayakumarmohanty9582
    @ajayakumarmohanty9582 หลายเดือนก่อน +33

    ରେଭେନ୍ସା ସାହେବ ଙ୍କ ସମ୍ପର୍କରେ ଯେଉଁ ତଥ୍ୟ ଲୋକଲୋଚନକୁ ପ୍ରଦାନ କରିଛନ୍ତି। ମନ ବିଦ୍ରୋହ, ଆନ୍ଦୋଳିତ ଓ ଦୁଃଖ ରେ ଭାଙ୍ଗି ପଡୁଛି ତେଣୁ ସେ ବ୍ୟକ୍ତିଙ୍କ ନାମ ବଦଳା ଯିବା ଦ୍ଵାରା ମନରେ କିଛି ଶାନ୍ତି ଆସିବ। ବହୁତ ଧନ୍ୟବାଦ।

    • @lipasahoo7055
      @lipasahoo7055 หลายเดือนก่อน

      ଓଃ ଏତେ ଦୟନୀୟ ଅବସ୍ଥା ଥିଲା ମୋ ଓଡିଶାର ,ଶୁଣିଲେ ରୁମଟାଙ୍କୁରି ଉଠୁଛି ।

    • @smileing043
      @smileing043 หลายเดือนก่อน

      ସମାଜ ପେପର ପଢ଼ ....
      ସେଥିରେ details ଦେଇଛି....
      ଆଉ ପ୍ରକୃତ ତଥ୍ୟ ଦେଇଛି...
      ଓଡ଼ିଶାର ଉଚ୍ଚ ଶିକ୍ଷା ପାଇଁ T E ରେଭେନ୍ସା ଙ୍କ ପାଇଁ ସମ୍ଭବ ହେଇଛି...

  • @Banykanhar6896
    @Banykanhar6896 หลายเดือนก่อน +31

    ରେଭେନ୍ସା ନା ଚେଞ୍ଜ ହେବା ଦରକାର

  • @iknow7753
    @iknow7753 หลายเดือนก่อน +50

    ରେଭେନ୍ସା ନାମକ ଓଡ଼ିଶା ଇତିହାସ ର କଲଙ୍କକିତ ନାମ

  • @feelgood7956
    @feelgood7956 หลายเดือนก่อน

    ଚମତ୍କାର ଉପସ୍ଥାପନ.ଆଗକୁ ମଧ୍ୟ ଜରିରହୁ.

  • @ranjankumarnayak
    @ranjankumarnayak หลายเดือนก่อน

    ନିଶ୍ଚିତ ପରିବର୍ତ୍ତନ ହେବା ଦରକାର

  • @RK-xe4qq
    @RK-xe4qq หลายเดือนก่อน +20

    ଗୋପବନ୍ଧୁ ବିଶ୍ୱବିଦ୍ୟାଳୟ ହଉ ନୂଆ ନାଁ

  • @Nano143
    @Nano143 หลายเดือนก่อน +12

    ମଧୁବାବୁ ବହୁତ କିଛି କରିଛନ୍ତି ଓଡ଼ିଆଙ୍କ ପାଇଁ , ମହାନ ମଧୁସୂଦନ ବିଶ୍ୱବିଦ୍ୟାଳୟ ନାମ ଦିଆଯାଉ।

    • @sp8200
      @sp8200 หลายเดือนก่อน

      Revensha nathile college nathanta, au a tarka bhi nathanta. All these controversies to just divert developmental issues and failures

  • @AshoksahooAshok-se5yw
    @AshoksahooAshok-se5yw หลายเดือนก่อน +72

    ଜୋଉମାନେ ରେଭେନ୍ସା ନାମକୁ ପରିବର୍ତ୍ତନ ନକରିବାକୁ କୋହୁଛନତି ସେମାନେ ଓଡ଼ିଆ ନୁହଁନ୍ତି

    • @janhitkari4244
      @janhitkari4244 หลายเดือนก่อน +6

      bharatiya nuhanti😂

    • @uttambaba6800
      @uttambaba6800 หลายเดือนก่อน +9

      collage mbj heu kahi kina mayurbhanj raja 20000 dei thile keun moha purusha dei no thile😅😢😂

    • @prasantapadhan6192
      @prasantapadhan6192 หลายเดือนก่อน +2

      Semananku london pathajiba

    • @Arrsoubhagya
      @Arrsoubhagya หลายเดือนก่อน

      ପଇସା କଣ ସବୁ ଜିନିଷର ମାପକାଠି, ସବୁ ଦିଗରୁ ବିଚାର କରିବା ଆବଶ୍ୟକ।😊​@@uttambaba6800

    • @chunuramhansdah2525
      @chunuramhansdah2525 หลายเดือนก่อน +1

      Samane Nobin ro lutera

  • @aliyambhuyan8142
    @aliyambhuyan8142 หลายเดือนก่อน +239

    ମୁଁ ଭାବୁଛି ମଧୁବାବୁଙ୍କ ନାରେ ଏଇ କଲେଜ ର ନାମିତ ହେବା ଉଚିତ୍ 😡ନୋ ରେଭେନ୍ସା ୟୁନିଭରସିଟି। ମଧୁସୁଦନ ଦାସ ୟୁନଭର୍ସିଟି ହେଉ 😢

    • @satyanarayanswain2569
      @satyanarayanswain2569 หลายเดือนก่อน +6

      MS Law college achhi already

    • @malayaranjansahoo3335
      @malayaranjansahoo3335 หลายเดือนก่อน +9

      Cuttack central university

    • @jagadeeshnayak6638
      @jagadeeshnayak6638 หลายเดือนก่อน +5

      Sata kahile

    • @nigamsubash5193
      @nigamsubash5193 หลายเดือนก่อน +6

      Babu naa clr badaleile kun heba.... To naa narendra modi karide

    • @shantiswarupapati8366
      @shantiswarupapati8366 หลายเดือนก่อน +6

      Right bro,🙏👍💯thik kahile Bhai,madhusudan University heba uchit

  • @mrranjan2275
    @mrranjan2275 หลายเดือนก่อน

    ସୁନ୍ଦର ଉପସ୍ଥାପନା ଶୁଣିଲେ ଲୋମ ଟାଙ୍କୁରୀ ଉଠୁଛି

  • @damodarasahu9395
    @damodarasahu9395 หลายเดือนก่อน +14

    ତଥାପି ଇଂରେଜ ମାନଙ୍କ ପାଇଁ ଏତେ ଦରଦ କାହିଁକି ଏମାନଙ୍କର ?

  • @priyankabiswal8116
    @priyankabiswal8116 หลายเดือนก่อน +12

    ଯଦି ଏ କଥା ସତ ତାହେଲେ ଏ ରେଭେନ୍ସା ନାମ ପରିବର୍ତନ ହେଇ ଆମ ଓଡ଼ିଶାର ଜଣେ ମହାପୁରୁଷ ଙ୍କ ନାମରେ ନାମିତ ହେଉ

    • @suryasahoo9254
      @suryasahoo9254 หลายเดือนก่อน

      Jadi nuha : 100% sata 😢😢

  • @natkhatashu
    @natkhatashu หลายเดือนก่อน +3

    ନା ଚେଞ୍ଜ ହେବା ନିହାତି ଆବଶ୍ୟକ ଏଇ କାହାଣୀ ଶୁଣିଲା ପରେ ହୃଦୟ ବିଦାରିତ ହେଇ ଯାଉଛି

  • @adharkumardalai734
    @adharkumardalai734 หลายเดือนก่อน +7

    Nice information about Odisha History

  • @sunasonax1542
    @sunasonax1542 หลายเดือนก่อน +4

    ମନ ବିଚଳିତ ହେଇଯାଉଛି କଥା ସୁଣିକି ସାର❤❤❤❤❤❤

  • @MKD886
    @MKD886 หลายเดือนก่อน +21

    ତୁରନ୍ତ ସେ ଭଉଣୀ ଗ୍ୟା ରେଭେନ୍ସା ର ନା ପରିବର୍ତ୍ତନ କର।

  • @khajurisingh2398
    @khajurisingh2398 หลายเดือนก่อน

    ବହୁତ ଭଲ ଉପସତାନ

  • @srinibassamal604
    @srinibassamal604 หลายเดือนก่อน +15

    It should be named in the name of our Great freedom fighter and the real Hero of India s freedom struggle Netaji Subash Chandra Bose to inspire our future generations as He had shown exemplary courage and sacrifice for our country.

    • @SeturaajaMajhi
      @SeturaajaMajhi หลายเดือนก่อน +2

      No , ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ହିଁ ହେବ। ବଙ୍ଗାଳୀଙ୍କ ନାମରେ ନୁହେଁ । ସୁଭାଷ ଚନ୍ଦ୍ର ବୋଷ ଜଣେ ବଙ୍ଗାଳୀ, ସେ ବଙ୍ଗାଳୀ ପରିବାରରେ ଜନ୍ମ ହେଇଥିଲେ, ତାଙ୍କ ମାତ୍ରୁଭାଷା ବଙ୍ଗାଳୀ ଥିଲା, ବଙ୍ଗାଳୀ ସଂସ୍କୃତିରେ ବଡ଼ ହେଇ କୋଲକତା ଚ଼ାଲିଗଲେ।

    • @nibeditabehera8604
      @nibeditabehera8604 หลายเดือนก่อน

      Yes odia freedom fighter name re haba ushhit.

  • @Khantichandabalia
    @Khantichandabalia หลายเดือนก่อน +12

    ଜଉମାଙ୍କର ରେଭେନ୍ସା ନା ବଦଳିବାରେ problem ହେଉଛି, ସେମାନେ ରେଭେନ୍ସା ର unwanted ଛୁଆ ହେଇଥାଇପାରନ୍ତି 🤣

  • @Animals6366
    @Animals6366 หลายเดือนก่อน +16

    ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ନୂଆ ଲେଖା ଯାଉ

  • @kishordwari2167
    @kishordwari2167 หลายเดือนก่อน

    ବହୁତ ସୁନ୍ଦର ଆଇ

  • @prabhatswain3792
    @prabhatswain3792 หลายเดือนก่อน

    ଜୟୀ ରାଜଗୁରୁ ଗୁରୁକୂଳ ଆଶ୍ରମ ରଖାଯାଉ।

  • @NiranjanMatha-vv8pd
    @NiranjanMatha-vv8pd หลายเดือนก่อน

    ଆମ ଓଡିଶାରେ ବହୁତ ବିଶିଷ୍ଟ ଇତିହାସିକ ବ୍ୟକ୍ତି ରହିଛନ୍ତି ଜଣକ ନାମ ରେ ଶିକ୍ଷା ଅନୁଷ୍ଠାନ ହେଉ

  • @marshalkeshabmurmu9559
    @marshalkeshabmurmu9559 หลายเดือนก่อน

    Namo badaliba darkar....ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେଓ ନାମ ରେ ନାମିତ କରାଯାଉ.....।

  • @samsambeet6530
    @samsambeet6530 หลายเดือนก่อน

    Ati sundar data collection karajaichi..thank you ❤

  • @jagannathgod436
    @jagannathgod436 หลายเดือนก่อน +25

    ରେଭେନସା ନାମ ପରିବର୍ତ୍ତନ ଶୀଘ୍ର କରିବା ଦରକାର

  • @subhashchandradash447
    @subhashchandradash447 หลายเดือนก่อน +1

    Very very nice ppt, it's remove the dark about cruel revenshaw. It should be renamed as Netaji "Subhash Bose University".

  • @pradipta20022009
    @pradipta20022009 หลายเดือนก่อน +2

    ଲାଗୁଚି ଯେମିତି ୧୫ ଅଗଷ୍ଟ ରେ ପତାକା ଉତ୍ତୋଳନ ପରେ ଭାଷଣ ଦଉଚ ଭାଈ। ଭାଈ କହିବାକୁ କଣ ଚାହୁଁଛ? ଇଂରେଜ ମାନେ ଆପଣ ମନକୁ ଫୁଲ ପ୍ୟାଣ୍ଟ୍ shirt ପିନ୍ଧିବା ଶିଖାଇଲେ , ଆପଣ ମାନେ ବର୍ଜନ କଣ ପାଇଁ କରୁନାହାନ୍ତି? କଣ ପାଇଁ ନିଜ ପିଲାଙ୍କୁ english medium ରେ ପାଠ ପଢ଼ାଉଛ୍ତ? କରିପାରିବେ?? ଖାଲି ରଙ୍ଗ, ନାମ ପରିବର୍ତ୍ତନ କରିଦେଲେ ଆପଣ ସ୍ମାର୍ଟ ବନିଯିବେନି ଅଜ୍ଞା। National anthem change' କରିପାରିବ? ଭାଈ ଇଂରେଜ ମାନେ ବହୁତ୍ ଶିକ୍ଷା ଭି ଦେଇ ଗଲେ । ଆମ ଗୋଲାମୀ କରି, ମାଡ଼ ଖାଇ, ଦେଶ ପାଇଁ ବଳିଦାନ ଦେଇ, ଭାରତ ମାତା ପାଇଁ କଳା ପାଇଁ ଯାଇ ଏମିତି ବହୁତ୍ କିଛି ହେଇଚି। କିନ୍ତୁ ଆଜି କଣ ପାଇଁ ପୂର୍ବ ପାଠ ର ଆଲୋଚନା ? ଆପଣ ରେଭେନ୍ସା ର ନାମ ପରିବର୍ତ୍ତନ କରିଦେଲେ ରେଭେନ୍ସା କଣ ଫାଶୀ ରେ ଲଟକିବେ ନା ଆମ ଦେଶ ପାଇଁ ବଳିଦାନ ଦେଇଥିବା ସ୍ଵାଧୀନତା ସଂଗ୍ରାମୀ ମାନେ ସ୍ବର୍ଗ ପ୍ରାପ୍ତି ହେଇ ତମକୁ ପେଟକୁ ଦାନା ଦେବେ? ଭାଈ ପରିବର୍ତ୍ତନ କରିବାର ଅଛି ତ ଖରାପ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଖରାପ ଶିକ୍ଷା ବ୍ୟବସ୍ଥା,ଖରାପ ରାଜନୀତି ବ୍ୟବସ୍ଥା, ଖରବ କାନୁନ୍ ବ୍ୟବସ୍ଥା ରେ ଯଦି କିଛି ଭି ପରିବର୍ତ୍ତନ ଅନିପରିଲେ ଆମେ ସମସ୍ତେ ଗୋଟେ ଉତ୍ତମ ରାଷ୍ଟ୍ର ଗଠନ କରିବାସହ ଦେଶର ସମ୍ମାନ ରଖିବାରେ ସମର୍ଥ ହୁଅନ୍ତେ। ଜୟ ହିନ୍ଦ୍ 10:33

  • @gopalaxmiagasti5431
    @gopalaxmiagasti5431 หลายเดือนก่อน +4

    Thanku for your informative video..

  • @gayatrimohanty7826
    @gayatrimohanty7826 หลายเดือนก่อน +3

    😮🥺😫😩 Sabdaa nanhi pratikriya byakt karibaku .... Oriya jana samaaj ku atita itihaas abagata O andolita karaiba nimita Argus podcast ku asima dhanyavaad O abhar 🙏🙏🙏🕉💖

  • @sarojnayak9767
    @sarojnayak9767 หลายเดือนก่อน +7

    ରେଭେନ୍ସା ନାଁ ନବଦଳେଇ ସେ କଲେଜ ର କୋଠା କୁ ସମ୍ପୂର୍ଣ ଭାଙ୍ଗି ନୂତନ କୋଠା ନୂତନ ନାଁ ଦିଅନ୍ତୁ l

  • @tekrambagh5243
    @tekrambagh5243 หลายเดือนก่อน +9

    ଏ କାହାଣୀ ଶୁଣିଲା ପରେ ଦେହରେ ଶତ ସିଂହର ବଳ ଆସିଯାଉଛି। ଆଉ ରେଭେନ୍ସାକୁ ଯେଉଁମାନେ ଭଲ ବୋଲି କହୁଛନ୍ତି ତାଙ୍କୁ ଲଜ୍ଜ୍ୟା ଲଗିବା କଥା।

  • @sudhansunayak6552
    @sudhansunayak6552 หลายเดือนก่อน +3

    ହଁ ପରିବର୍ତ୍ତନ ନିହାତି ଦରକାର

  • @soumyaranjannayak5959
    @soumyaranjannayak5959 หลายเดือนก่อน +6

    😢ଉତ୍କଳରେ ବହୁତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଜନ୍ମ ଗ୍ରହଣ କରି ଏ ଭୂମିକୁ ପ୍ଲାବନ କରିଛନ୍ତି, ପ୍ରଥମତଃ ତାଙ୍କୁ ମୋର ପ୍ରଣାମ। ଆପଣମାନେ ଯୋଉ ନାମ ପରିବର୍ତ୍ତନରେ ଉତ୍କଳ ଗୌରବ ମଧସୂଦନ ଦାସ୍ ଓ ଉତ୍କଳମଣି ଗୋପୋବନ୍ଧୁ ଦାସ୍ କଥା କହୁଛନ୍ତି ତାହା ସ୍ୱାଗତଯୋଗ୍ୟ। ମୁଁ ଭାବୁଛି କି ତାହା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ କଲେ କେମିତି ହେବ?
    ଯଦି ନାମ ପରିବର୍ତ୍ତନ ହେବାର ଅଛି ତ ନେତାଜୀଙ୍କ ନାମରେ ହେଲେ ତାହା ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ସହ ରେଭେନ୍ସା କଲେଜ ର ଗୌରବକୁ ମଧ୍ୟ ଆଖ୍ରୁଣ୍ୟ ରଖିବ। ଯେହେତୁ ନେତାଜୀ କଟକ ବାସିନ୍ଦା ତାହା ତାଙ୍କପ୍ରତି ଶୁଭ ଶ୍ରଦ୍ଧାଞ୍ଜଳି ହେବା ବୋଲି ମୁଁ ଭାବୁଛି।❤

    • @abhisheksatpathy7007
      @abhisheksatpathy7007 หลายเดือนก่อน

      Hmm bhala barta re dela, bahut bhala heba ❤❤❤

    • @abinashjena3790
      @abinashjena3790 หลายเดือนก่อน

      Already N.S.M city college achu

  • @biswambarsahu7398
    @biswambarsahu7398 หลายเดือนก่อน

    ସକଳ ଘଟେ ନରାୟଣ ଭୁଲି ଯାଇଥିଲେ ନିଷ୍ଠୁର ବ୍ଯକ୍ତି, ସୁନ୍ଦର ଉପସ୍ଥାପନା ପରିବର୍ତ୍ତନ ଦରକାର❤

  • @suryagouda6951
    @suryagouda6951 หลายเดือนก่อน

    ଅତି ସୁନ୍ଦର ଉପସ୍ଥାପନା। ଏହି ଭିଡିଓ ଟି ଦେଖିଲା ପରେ ମୁଁ ଶତ ପ୍ରତିଶତ ସହମତ ରେଭେନ୍ସା ବିଶ୍ଵ ବିଦ୍ୟାଳୟ ର ନାମ ପରିବର୍ତ୍ତନ ପାଇଁ। ବନ୍ଦେ ଉତ୍କଳ ଜନନୀ।🙏

  • @kashinathdas1881
    @kashinathdas1881 หลายเดือนก่อน

    Thanks Argas news

  • @PrasantKumar-y2x
    @PrasantKumar-y2x หลายเดือนก่อน +6

    Nice information about ଓଡିଶା history

  • @bijayhansdah9701
    @bijayhansdah9701 หลายเดือนก่อน +10

    ରେଭେନ୍ସା କୁ ବଦଳେଇବା ଉଚିତ ।

  • @sipunusipunu1314
    @sipunusipunu1314 หลายเดือนก่อน

    ସୁନ୍ଦର ଉପସ୍ଥାପନା ଅର୍ଗୁସ news

  • @prasantakumarbehera3534
    @prasantakumarbehera3534 หลายเดือนก่อน

    ଅତି ସୁନ୍ଦର ଉପସ୍ଥାପନ

  • @nitanjalibahala427
    @nitanjalibahala427 หลายเดือนก่อน

    Satyata loka lochan nku aanithibaru bahut bahut dhanyavaad.

  • @GitiranjanGiti
    @GitiranjanGiti หลายเดือนก่อน

    ସୁନ୍ଦର ଉପସ୍ଥାପନା ❤❤

  • @handerjhumarproduction
    @handerjhumarproduction หลายเดือนก่อน +4

    Thanks so such your presentation

  • @prasantchinara9911
    @prasantchinara9911 หลายเดือนก่อน +3

    Right brother

  • @deepaksahu_1982
    @deepaksahu_1982 หลายเดือนก่อน

    ବହୁତ ଭଲ ଉପସ୍ଥାପନା,

  • @sajjanks
    @sajjanks หลายเดือนก่อน

    ବହୁତ ସୁନ୍ଦର ହୋଇଛି

  • @basantimohapatra5663
    @basantimohapatra5663 หลายเดือนก่อน

    Bahut sundar

  • @lochansahoo8518
    @lochansahoo8518 หลายเดือนก่อน +1

    thanks you sir

  • @sharatgouda4679
    @sharatgouda4679 หลายเดือนก่อน

    ନାମ ପରିବର୍ତ୍ତନ ହେବା ଦରକାର୍ ନିଛିତ୍ ଜୟ ଜଗନ୍ନାଥ

  • @rdldadatechno274
    @rdldadatechno274 หลายเดือนก่อน

    Pleasant determination sir

  • @puritasahu6555
    @puritasahu6555 หลายเดือนก่อน

    Thankyou so much bhai 💐

  • @radhakantajena7474
    @radhakantajena7474 หลายเดือนก่อน

    Jayajaganath

  • @369TkDash
    @369TkDash หลายเดือนก่อน

    Bhai dhanya bad

  • @Manas_Bhoi
    @Manas_Bhoi หลายเดือนก่อน

    Nama Paribartan darakara 👌👌👌

  • @pkkanshine9674
    @pkkanshine9674 หลายเดือนก่อน

    ରେଭେନ୍ସା ବିଶ୍ଵବିଦ୍ୟାଳୟ ଜିନ୍ଦାବାଦ 👍👍👍👍👍👍👍👍👍

  • @lilibagh6059
    @lilibagh6059 หลายเดือนก่อน

    ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍🌻🙏🌻👍👍👍

  • @krushnachandrasadangi303
    @krushnachandrasadangi303 หลายเดือนก่อน +1

    Absolutely correct to change the name

  • @rasmitabarik3981
    @rasmitabarik3981 18 วันที่ผ่านมา

    Vry vry nic epi

  • @dipsadas1792
    @dipsadas1792 หลายเดือนก่อน +6

    ଆମ ଓଡ଼ିଶା ଅନେକ ମହାପୁରୁଷ ଓ ସ୍ଵାଧୀନତା ସଂଗ୍ରାମୀ ଅଛନ୍ତି ସେମାନଙ୍କ ନାମରେ ନାମିତ କରାଯାଉ (ମଧୁବାବୁ) the great barister

  • @arunmusic7410
    @arunmusic7410 หลายเดือนก่อน

    Mind blowing

  • @madanmallik5714
    @madanmallik5714 หลายเดือนก่อน +1

    ପରିଵର୍ତ୍ତନ ହେବା ଉଚିତ

  • @NilandriMeher-pp5jx
    @NilandriMeher-pp5jx หลายเดือนก่อน

    Bilkul thik katha

  • @JagannathMalabisoi
    @JagannathMalabisoi หลายเดือนก่อน +1

    ନାମୋ ପରିବର୍ତ୍ତନ କରିବା ଜରୁରୀ ଅଟେ। ଜୟ ହିନ୍ଦ

  • @kamallochanmohanta8870
    @kamallochanmohanta8870 หลายเดือนก่อน +4

    ନିହାତି ପରିବର୍ତ୍ତନ ଆବଶ୍ୟକ I

  • @debapriyamohanty6756
    @debapriyamohanty6756 หลายเดือนก่อน

    ବହୁତ ଦୁଃଖ ଲାଗିଲା।
    ରେଭେନ୍ସା ମହାବିଦ୍ୟାଳୟ ନା କାଟିକି
    ଗୋପବନ୍ଧୁ
    ହରିହର
    ନୀଳକଣ୍ଠ
    ମଧୁସୂଦନ
    କୃଷ୍ଣ ଚନ୍ଦ୍ର
    ଏମାନଙ୍କ ମଧ୍ୟରୁ ଯାହା ନାମରେ କରିଲେ ବହୁତ ଭଲ ହେବ।
    ଜୟ ଜଗନ୍ନାଥ

  • @jayantidas2633
    @jayantidas2633 หลายเดือนก่อน +1

    Best presentation, paribartan nihati jaruri.

  • @nirmalbehuria8778
    @nirmalbehuria8778 หลายเดือนก่อน

    Your debate very heart touching while I am std the same college, bahut bhala

  • @bhabanemallick1801
    @bhabanemallick1801 หลายเดือนก่อน +1

    Bahuta. Sundar. Upastapana, thanks. To. Argus. News

  • @himansu65
    @himansu65 หลายเดือนก่อน

    Beautiful presentation

  • @SudanGadatya
    @SudanGadatya หลายเดือนก่อน

    Marvellous,thanks.

  • @krishnakumariparida2783
    @krishnakumariparida2783 หลายเดือนก่อน

    ସତରେ ଚମତ୍କରିତା ଉପସ୍ଥାପନା

  • @spradiptakumar9730
    @spradiptakumar9730 หลายเดือนก่อน

    Ri8 sir

  • @sivaprasadswain927
    @sivaprasadswain927 24 วันที่ผ่านมา

    ରେଭେନ୍ସା ମହାବିଦ୍ୟାଳୟ ର ନାମ ପରିବର୍ତ୍ତନ କରି ବିଚିତ୍ରାନନ୍ଦ ଦାସ ରଖାଯାଉ

  • @DigalMahananda
    @DigalMahananda หลายเดือนก่อน +1

    Thanks

  • @sureshsahoo5862
    @sureshsahoo5862 หลายเดือนก่อน +7

    କୁଆଡେ ଗଲ କିରେ , ରେଭେନ୍ସା ର ଭକ୍ତ😂

  • @lalitkumarmohanta8840
    @lalitkumarmohanta8840 หลายเดือนก่อน

    U r right

  • @bijaynaik1828
    @bijaynaik1828 หลายเดือนก่อน +1

    ନାମ ପରିବର୍ତନ କରିଦେଲେ ସବୁ ଠିକ ହେଇଯିବ ?ଓଡ଼ିଶାରେ ଆଉ କିଛି ସମସ୍ୟା ନାହିଁ କି?root levels ରେ ବହୁତ ସମସ୍ୟା ଅଛି ସେ ଗୁଡିକୁ ଆଗେ solve କରାଯାଉ। ନାଁ change ହେଲେ କେତେ କୋଟି ଶୁଖିଲା ତା ରେ ଖର୍ଚ ହେବ କିଛି ହିସାବ କ୍ଷରିଛନ୍ତି ?

  • @patitapabanpani8958
    @patitapabanpani8958 หลายเดือนก่อน +1

    Jay jagannath ❤️ na badaliba darkar ......

  • @bikramcharanmalik6734
    @bikramcharanmalik6734 หลายเดือนก่อน

    Thank you sir.
    Good presentation 🙏.............