Everyone should watch this video | ମୁଁ ମରିବି କେମିତି ? Samaj O Sanskruti | Baishnaba Charan Mohanty
ฝัง
- เผยแพร่เมื่อ 11 ต.ค. 2024
- ପ୍ରତ୍ୟେକ ବ୍ୟକ୍ତି ସେ ଅବା ହେଉ ପୁରୁଷ ବା ନାରୀ, ପିଲା କି ବୁଢ଼ା, ସମସ୍ତେ ଏହି ଭିଡ଼ିଓ ଥରେ ଦେଖନ୍ତୁ ଆଉ ହେଜନ୍ତୁ।
ଦେଖିବାକୁ ଅନୁରୋଧ।
ଭିଡ଼ିଓ ଦେଖି ଲାଇକ ଓ ସେୟାର କରିବାକୁ ଭୁଲିବେନି
------
ସମାଜ ଓ ସଂସ୍କୃତି | ବୈଷ୍ଣବ ଚରଣ ମହାନ୍ତି | ଓଡ଼ିଶା୩୬୫
✽ ଯଦି ଏହି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଏହି ଭିଡ଼ିଓଟିକୁ Like ଓ Share କରିବା ସହିତ ଆମ Channel Odisha 365କୁ Subscribe କରନ୍ତୁ। ଏଥିସହିତ ଆମ Channel ସମ୍ବନ୍ଧୀୟ ସମସ୍ତ Update ପାଇବା ପାଇଁ Bell Icon ଟିକୁ Press କରନ୍ତୁ।
/ odisha365
Get alerts when we release any new video. PRESS THE BELL ICON on the channel🔔
& Select ALL.
Please Like, Share & Subscribe to " Odisha 365 Channel
..........................................................................................................
To watch all the video of Baishnaba Charan Mohanty Click on the below link
Playlist ସମାଜ ଓ ସଂସ୍କୃତି || SAMAJ O SANSKRUTI || Baishnaba
tinyurl.com/3n...
Or
• ଆମେ ଚଳାଉଛୁ ଦେଶ ଆମରି | ...
ଅଭୁଲା ସ୍ମୃତି || Abhula Smruti || Odisha 365 ||
tinyurl.com/yr...
Or
• Abhula Smruti 23 | Pub...
..........................................................................................................
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
♪ Enjoy and stay connected with us!! ♪
✽ Mail Id: 2019odisha365@gmail.com
tinyurl.com/4e...
▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪▪
©ODISHA 365
ANTI-PIRACY WARNING *
This content is Copyright to Odisha 365. Any unauthorised reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
#samajosanskruti #odisha365 #baishnabacharanmohanty #oldagepeople #death #oldagehome
ବହୁତ ମର୍ମସ୍ପର୍ଶୀ ଆଉ ନିଛକ ସତ୍ୟ ଉପରେ ପର୍ଯ୍ୟବେଶିତ ଆପଣଙ୍କର ମୂଲ୍ୟବାନ କଥା ଶୁଣି ମୁଁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ଆପଣଙ୍କୁ କୃତଜ୍ଞତା ଜଣାଉଛି।
AAPANA MOTE KANDEI DELE, KINTU HRUDAYA❤ KU SWARSHA KALAA👌.
HEARTLY SALUT SIR 🙏
FROM.. SAMBAL PUR
ଚମତ୍କାର ଉପସ୍ଥାପନା ପାଇଁ ଆପଣଙ୍କୁ ବିନମ୍ର ପ୍ରଣାମ ।
ସୁନ୍ଦର ପାରିବାରିକ ଓ ସାମାଜିକ କଥା ।ଅତ୍ୟନ୍ତ ଶିକ୍ଷଣୀୟ 🙏🙏🙏
ଧନ୍ୟବାଦ ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ମୁଁ ଆପଣଙ୍କୁ ବହୁତ ବହୁତ ଭଲପାଏ ଆପଣ ଙ୍କ କଥା ସୁଣିବାକୁ ବହୁତ ଭଲପାଏ
Thanks sir for your such a beautiful moral Reality and Truthfull things Ajika samajare Antarikata abhaba Rahuchhi Jaya Jagannath
@@bhupenkumarbehera6237 qq
You are the great for such type of sociable presentation
Really tears stand in eyes
Jaya JAGANNATH Swami
ଜୀବନ୍ତ ଓ ହୃଦୟସ୍ପର୍ଶୀ ବାର୍ତ୍ତା। ପ୍ରଣାମ ଆଜ୍ଞା।
Very nice
New generation ମାନଙ୍କ ପାଇଁ କେଡେ ସୁନ୍ଦର ଶିକ୍ଷଣୀୟ video ଟିଏ।
ନିଚ୍ଛକ ସତ୍ୟକୁ ସୁନ୍ଦର ଭାବେ ଉପସ୍ଥାପନା କରିଛନ୍ତି ସାର୍ ।
ଜୟ ମହାପ୍ରଭୁ, କେବଳ ଅପଣା ହସ୍ତେ ଜିହ୍ୱା ଛେଦି, ଏ ଭଳିଆ ପରିସ୍ଥିତି ପାଇଁ କେବଳ ଆମେ ଦାୟୀ ।ବୁଢ଼ା ଗାଈ ଗ୍ରୁରୁ କୁ ଆମେ ମୁସଲମାନ ହାତରେ ବିକ୍ରି କରୁ ଆମେ କେମିତି ଶେଷ ସମୟରେ ଆମପିଲା ପାଖରୁ ଭଲ ସେବା ଆଶା କରିବା ।ଆଜିର ସବୁ ଦୁଃଖ ପାଇଁ କେବଳ ଆମେହିଁ ଦାୟୀ ।
,
ବୈଷ୍ଣବ ବାବୁ, ଆପଣଙ୍କର ଏ ନିଚ୍ଛକ ଅପ୍ରିୟ ସତ୍ୟର ଉପସ୍ଥାପନା ଅତ୍ୟନ୍ତ ମର୍ମ ସ୍ପର୍ଶୀ. ଭବିଷ୍ୟତ ଅନ୍ଧକାର ମୟ ଭଳି ମନେହୁଏ
Bahuta bhala advice society payiee...god bless u...🙌🙌😭
Oh, Herth touching,Bahuta bhala advice society payiee..... god bless you. Namaskar.
ସତରେ ସାରେ ମୂଲ୍ୟବାନ କଥା କହିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାରେ
Hari om dhanya bad sat katha ati ati nijara bhali laganti hari om jay prabhu sarathi
ଖୁବ୍ ସୁନ୍ଦର ହୃଦୟସ୍ପର୍ଶୀ ଉପାଦେୟ ଉପସ୍ଥାପନା ସାର୍🙏 ଜୟ ଜଗନ୍ନାଥ ସ୍ବାମୀ 🪔🙏🙏🙏🙏
ବହୁତ ବହୁତ ସୁନ୍ଦର , ଶିକ୍ଷଣୀୟ, ହୃଦୟସ୍ପର୍ଶୀ ବିଷୟ । ସମସ୍ତ ଯୁବପିଢି ନିଶ୍ଚିନ୍ତ ଭାବେ ଦେଖି କିଛି ଶିଖିବା କଥା
ଧନ୍ୟବାଦ sir କେତେ ମୂଲ୍ୟବାନ କଥାଟିଏ କହିଲେ..... କଥା ଛଳରେ ଏତେ ସୁନ୍ଦର କଥା ମାଧ୍ୟମରେ ସମାଜକୁ ଦିଗ ଦର୍ଶନ କରୁ....
Bahut sundar katha kahile sir jemiti kahanti apana kala karma mana belu haeba sabadhana really heart touching 😌😌😌
ଆପଣଙ୍କର ଏହି ନିଛକ ଉପସ୍ଥାନ ବହୁତ ହୃଦୟସ୍ପର୍ଶୀ ଆପଣଙ୍କ ଗାଁ ର ନାମ ଜାଣିଲେ ଖୁସି ହେବି, ସାର୍ ଦୟାକରି ଆପଣଙ୍କ ଗ୍ରାମର ଠିକଣା ଦେଲେ ଭଲ ହୁଅନ୍ତା, ଜୟଜଗନ୍ନାଥ
Salute to Odisha 365 & Due respect to Baishnav Sir. After a pretty long time I watched something worthy on ur channel . Keep adding such contents 👍🌹
ଅତିବ ହୃଦୟ ସ୍ପର୍ଶୀ ଓ ନିଛକ ସତ୍ୟର ପରିପ୍ରକାଶ, ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ସୁସ୍ଥ ନିରାମୟ ଓ ଦୀର୍ଘାୟୁ କରନ୍ତୁ ଏତିକି ପାର୍ଥନା
ପୁରା ସତକଥା, ଆପଣଙ୍କ କଥାଶୁଣି ଆଖିରେ ପାଣି ଆସିଯାଉଛି. 🙏
Bahut dhanya bad sir apanka suchintita matamata pain. Suniki akhi ru luha asigala. Ajikalika pila bujhile hela. Ame ta bujhuchu sabu.
ହୃଦୟସ୍ପର୍ଶୀ କାହାଣୀ ।ଏଥିପାଇଁ ଆମେ ଦାୟୀ ଆପଣଙ୍କ ଦୁଇଟି ଏପିଷୋଡ଼ ମନେପଡେ
ଆମେ ପିଲାମାନଙ୍କୁ ପାଠ ପଢ଼ାଉଛୁ ପଇସା ଛପାଇବା ଯନ୍ତ୍ର ଆଶାରେ
କୋଇଲି ଲୋ ପୁଅ ମୋର ଆମେରିକା ଗଲା ।
ନିଜ କର୍ମ ନିଜେ ଭୋଗିବା ।ନମସ୍କାର ସାର
Vaina namaskar, apanaka katha pura angeliva katha mo akhiru dhara dhara luha bhohigala ,speechless mun😢😢😢😢😢😥
ଆପଣଙ୍କ କଥା ଶୁଣି ମୋ ଆଖିରେ ଲୁହ ଆସିଗଲା। 🙏🏻🙏🏻🙏🏻
Sir I Salutation You . This is The Reall Reflection Now A Days Society Every Action Has Its Opposite Reaction .
ସାର 🙏, ଆପଣ ଏ ଦୁନିଆଁ ର ସତ୍ୟ ଆଉ ବାସ୍ତବିକ କଥା କହିଲେ, ଦୁଃଖଦ ସମୟ, ଆଉ ସେ ସମୟ ଆସିବନି 😭ଜୟ ଶ୍ରୀରାମ 🚩🙏
ଖୁବ୍ ଚମତ୍କାର ହୃଦୟ ସ୍ପର୍ଶୀ କଥା କହିଛନ୍ତି ସର, ଆପଣ ଙ୍କୁ କୋଟି ପ୍ରାଣ 🙏
ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି ହୋଇଛି
Ryt sir, Heart touching.
Mun sabu bele Baishnav mausa nka video ku wait karuthae❤😋
I am very much moved listening the real life story of Dr.Raj Kishore Dash(who was nick named as TINGA RAJU ).
No one could imagine Dr.Dash
who appears to be a irritating person(for which he was called TINGA RAJU) ,actually had a heart of gold filled with
compassion.His departure from. this word is a great loss.
Khub sundor alochana ra bisaya
ଧନ୍ୟବାଦ, ମହାନ୍ତି ଆଜ୍ଞା ଖୁବ୍ ସୁନ୍ଦର କଥା ସେବା ହିଁ ପରମ ଧର୍ମ I ବୃଦ୍ଧ ପିତା, ମାତା ଖୁବ୍ ଅଣଦେଖା ବର୍ତ୍ତମାନ I ସମାଜ ପରିବର୍ତ୍ତନ କରୁ ଆପଣଙ୍କ ଏହି ଭିଡିଓ, I ଜୟ ଜଗନ୍ନାଥ
Ki sundar apanku ases dhanyabad bhahut sikhayania samaj ku chatabani.
I love you sir, really heart touching
Sir ଆଜି ର ସମାଜ ରେ ଯାହାହେଉଚି ଓ ଯାହାହବକୁ ଯାଉଛି ତାର ପ୍ରତିଛବିକୁ ଆପଣ ଦୁନିଆ କୁ ଦେଖାଇ ଥିବାରୁ ଆପଣ ଙ୍କୁ ପ୍ରଣାମ ଜୟ ଜଗନ୍ନାଥ
Thank u very much guru bhai 🙏🙏🙏Jai Shree Jagannath 🙏🙏🙏
Talks as beautiful as his teeth. We love you Sir !Jay Jay CHARAMNATH.
..from whom we learn art of dying as well.
Jay Jagannath 🙏
Thanks sachetan barta mu belebele sei katha bhabile dukha lage
ସାର୍ ପ୍ରଣାମ ଆପଣଙ୍କୁ।ମୁଁ ଆପଣ ଙ୍କର ସବୁ episode ଦେଖେ।ବହୁତ୍ ଭଲଲଗେ।କାରଣ ସମ୍ପୂର୍ଣ ସତ କଥା ଗୁଡିକୁ ଆପଣ ଉପସ୍ଥାପନା ଖୁବ୍ ସୁନ୍ଦର ଭାବେ କରନ୍ତି।🙏🏼
Sir really u r true ,we r proud for ur voice . 👍
Thanks a
Lot sir for your such moral spiritual things jaya Jagannath swami Nayan patha gami
Tearful experiences. Thank you Sir.
Thankyu sir 💐💐🙏🙏
you are great sir great for such of now modern social generation man are great advice.
thankyu sir🙏🙏💐💐
"Srvice to Man is Service to God"
🙏🙏🙏🙏🙏🙏🙏
ହୃଦୟସ୍ପର୍ଶୀ ଉପସ୍ଥାପନା ଟିଏ। ଏଥିପାଇଁ ଅଶେଷ ଧନ୍ୟବାଦ।♥️♥️♥️
ଭିଡିଓ ଟି ଖୁବ୍ ହୃଦୟସ୍ପର୍ଶି। ଲୋମ ହର୍ଷଣକାରି କିନ୍ତୁ ମୋ ପ୍ରଶ୍ନ ଟି ପ୍ରଶ୍ନ ହୋଇ ରହିଲା।
Bahut bhalaupades deichhanti min madhya sehikathare akamata
100% satya Pravu Achutananda a kathaku bahu agaru sibakalpa Nirghanta pustakre ati sundar bhabe Ullekha karijaichhanti,
Very emotional and educative message for present society.Thanks a lot Sir.
Very good topic.Now a day it is common.It is true that now happening each and every family.
💯 right,I salute your feeling and emotions, thank you for your presentation 🙏🙏
100,Right, SALUTEyour feeling and emoations,thank you for your presentation. NAMASKAR ,SIR.JAY JAGANNTH.
Good advice for our young samaj 🙏🙏
Absolutely right, nice tips for society thanks
BaishnabBaboo, you are one among few to come forward for presenting most unpleasant but true position of our family life as it is taking place in our family life and this also majestically happens with me(77+)/us. Your language and use of exact rural vocals which touches to heart of those who have come from rural poor/lower middle class. No words to praise for all your episodes in,, 365.
He pravu Jagannath 🙏
Baishnab Sir nka katha khub sundor
Bahuta Sundar Satya Katha🎉
ଜୟ ଜଗନ୍ନାଥ ସ୍ବାମୀ 🌺🙏🙏🙏
Vaina namaskar ..sampurna satakatha...ehipari .reality .samajaku bantantu .jayjagannath
Apanaku koti koti pranam sir aquetual true
Jai Shree Jagannath swami 🙏🙏🙏
Aji apank pakharu nirata satya katha sunilu......janibaku pailu... Bahutt sunder .....asha karuchhi samasta bhai, bhauni mane ahi katha ku hrudaygam karantu... Sarbey bhabantu sukhinn, sarbey santu niramaya...
Tumanku brahmagnyani or shuvaom ch.or gnyano ch pradano tks lordzrmji
Yebe ayu maribar samayanahi nija upare nirvaro tks lordzrmji
ପିଢ଼ି ପରେ ପିଢ଼ି ଯାଉଛି ବଢ଼ି ଏ ଦୁଃଖ
ଆପଣଙ୍କ କଥା ପାଳିଲେ ଅବଶ୍ୟ ସୁଖ ।
ଚଳନ୍ତି ଦେବତା ପିତାମାତା ଏ ମରତେ
ତାଙ୍କ ସେବା ନିଏ ଆମକୁ ମୁକତି ପଥେ ।
ଏଇ ତ ସତ୍ସଙ୍ଗ ସାଧୁ କଥା ପଦେ ପଦେ
ହେ ମହାପୁରୁଷ ତୁମରି ଚରଣ ବନ୍ଦେ । 🙏
Sir Namaskar.
Really true and practical presentation.
🙏🙏🙏🙏🙏🙏
ସାର୍ ଆପଣଙ୍କ ବାର୍ତ୍ତା ଲାଗି ଧନ୍ୟବାଦ୍
🙏🙏🙏🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🙏🙏
Very nice realistic msg to society
Baishnav sir, really you great.Many a thanks for developing awareness among us.
ମନକୁ ଛୁଇଲା ଅତିସୁନ୍ଦର
Sir🙏 You are really great. Fascinated by you
Apankara kathasuni Mora kotikiti pranama.namaskara
Khub sundar upadesh agyn
Eha society upare prabhab pakeiba nischaya
Namaskar nirat satya katha
Heart touching thank you
କଥାଟା ଅତି ସାଧାରଣ ହେଲେବି ଗୁରୁତ୍ବପୂର୍ଣ୍ବ
ପାଶ୍ଚାତ୍ୟ ସଭ୍ୟତାଓ ଆଧୁନିକତା ଆମ ଯୁବ
ପିଢିକୁ ବିପଥଗାମୀ କରିସାରିଲାଣି ।ସଂସ୍କାର
ଚଳଣି ଆକାଶ ପାତାଳ ଫରକ ।ତେବେ
ଏବେଠାରୁ ଆସନ୍ତୁନା ସାର୍ ଙ୍କ ଉପଦେଶକୁ
କାମରେ ଲଗାଇବା ସୁଧୁରି ଯିବା । ଅନୁଭୂତି
ର ଉପସ୍ଥାପନା ଗ୍ୟାନାଲୋକର ଦର୍ପଣ।
ଧନ୍ୟବାଦ
ନମସ୍କାର । ଜୟଜଗନ୍ନାଥ ।
ସେ କାଳ ସେ ଦିନ ଫେରି ଆସନ୍ତାଣି 😭😭😭
It brings tear to my eyes,it is touching,now I am 64,I lost my father on 18.11.20 ,he was with me in my house.
🙏🙏🙏🙏 True fact Thank you for your valuable information and great message to our society . Keep it up and share your experience, observations and suggestions always.
JAI JAGANNATH 🙏 🙏 🙏 🙏
Karma anusare phala.very good suggest.
ବହୁତ ବହୁତ ଧନ୍ଯବାଦ ସାର୍❤
Bahut sundar katha kahichanti apana.
ଏହି ମନର କଥା ସତ ପ୍ରତିଶତ ସତ୍ୟ ଉପରେ ଆଧାରିତ । ଅନେକ ଅକୁହା କଥା ଯାହା ପ୍ରକାଶ କଲେ ଅନ୍ତ ଘଟିବ ନାହିଁ । ମୋ ଜେଜେ ମା ବହୁତ ସୁନ୍ଦର ସହ ସମ୍ପୂର୍ଣ୍ଣ ମଣିଷଟିଏ ଥିଲେ । ମୋ ମନୋ ଭାବ ପବିତ୍ର ଓ ସତ୍ୟ ଉପରେ ଆଧାରିତ । ଚୁମ୍ବକରେ ଏତିକି କହିବି କଳିଯୁଗରେ ସତ୍ୟର ମାତ୍ରା କମ। ଆଗ କାଳରେ ପିଲା ଜନ୍ମ କରିବା ର ନିର୍ଦ୍ଧିଷ୍ଟ ତା ନଥିଲା । ଏବେ ଇଛାର ସନ୍ତାନ ଥିଲା ବେଳେ । ଆଗକାଳରେ ଅନିଚ୍ଛାକୃତ ସନ୍ତାନ ଜନ୍ମ ନେଉଥିଲେ। ବାପା ମାଙ୍କର ସ୍ନେହ ଓ ଶ୍ରଦ୍ଧାରେ ପ୍ରଭେଦ ଦେଖିବାକୁ ମିଳେ । ପାତର ଅନ୍ତର ଦେଖିବାକୁ ହେଉଛି । ଠିକ କଥା କହିବା, ଭୁଲକୁ ସ୍ପଷ୍ଟ ଭାବେ ବିରୋଧ କରିବା ଯାହାକି ଅନର୍ଥର କାରଣ ହେଉଛି ।
Jai jagannath
ଆପଣଙ୍କ କଥା ଶୁଣିବାକୁ ମୋତେ ବହୁତ୍ ଭଲଲାଗେ । ନିଶ୍ଚିତ ଭାବେ ଆପଣ ଆପଣଙ୍କ ବାପାଙ୍କ ନାମ ରଖିଛନ୍ତି।
Very valuable. Thanks
Mousa apanku Mora pranam. Kete sundar katha manaku paiela .mnu paanch Dina hela aie channel ku paichi biswas karibeni ete bhala laguchinu bodhe Mora manar katha gudak jaha khoje ea channel madhyam re paie paruchi dhanyabad
Badabhai amiti heart touching katha kahila belaku bhari dukha lagichhi
Jay jaganath ❤
ଆପଣଙ୍କ ନିର୍ଭୀକ , ନିଚ୍ଛକ ଓ ସରଳ ଭାଷାର ଉପସ୍ଥାପନା ହୃଦୟକୁ ସ୍ପର୍ଶ କରି ପାରିଛି !🎉
Apanka katha ti hrudayaku chhuenigala...bahut bhala lagila🙏
ନିଚ୍ଛକ ସତକଥା ଆଜ୍ଞା।ଶିକ୍ଷଣୀୟ ମଧ୍ଯ।
True,excellent presentation of present scenario of the society
Very nice you are very intelligent
ଆଜି ସମାଜ ସଂସ୍କୃତି ର ଡକ୍ଟର ବୈଷ୍ଣବ ଚରଣ ମହାନ୍ତିଙ୍କର ଅଙ୍ଗଲିଭା ନିଚ୍ଛକ ଜୀବନ୍ତ କାହାଣୀ ଯେପରି ମର୍ମସ୍ପର୍ଶୀ ସେପରି ପୀଡାଦାୟକ ଓ ସମାଜକୁ ଚେତେଇ ଦେବାରେ ବଳିଷ୍ଠ ବାର୍ତ୍ତା
Sata sahasra pranam sir
Yes Sir, you are true son of your father.
ବହୁତ୍ ମର୍ମସ୍ପର୍ଶୀ। ସାମ୍ପ୍ରତିକ ସମାଜର ନିଛକ ଅନୁଭୂତି।
Jay Jagannath swami pranama sir pranama