Mananiya Jagannath || UmaKanta Das || NagarjunaBesa Part -2 || Rabi Kumar /superhit

แชร์
ฝัง
  • เผยแพร่เมื่อ 6 ก.ย. 2024
  • The song is Pure devotionnalUmakanta Das( blind singer) sang this song.which is pure devotional and special for Nagarjunna besa.this song .
    ♫ CREDITS ♫
    ♫ Song Name - Mananiya Jagannath
    ♫ Singer - Umakanta Das
    ♫ Lyrics & Music - Rabi Kumar
    ♫ Arrangement - Jayashree Dhal
    Video Editing by - Survibration (Sagnika)
    ♫ Studio - Survibration
    ♫ Banner - Survibration
    ♫ Recording & Mixing - Survibration (BBSR)
    for recording new song call 7008940396
    Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
    #MananiyaJagannath
    #UmakantaDas
    #RabiKumar
    #Survibration
    #NewJagannathBhajan
    #jayashreedhal
    #nagarjunabesa
    #survibration all song
    #blindsinger
    #NewOdiaBhajan
    #JayashreeDhal
    #NagarjunaBesaPart-2
    Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର TH-cam Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    !! *ANTI PIRACY WARNING * !!
    This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
    ***********
    ✽ Subscribe our Official TH-cam Channel -
    www.youtube.co....
    ✽ Like us on Facebook -
    h​ / drjayashreed. .
    / sur-vibratio​​​. .
    LIKE ◆ COMMENT ◆ SHARE ◆ SUBSCRIBE

ความคิดเห็น • 3.7K

  • @sahadevsabar2598
    @sahadevsabar2598 6 หลายเดือนก่อน +6

    ଜୟ ଜଗନ୍ନାଥ ପ୍ରଭୁ. ସେ ଭାଇ ଙ୍କୁ. ଆପଣଙ୍କ ଶ୍ରୀଚରଣେ ଭାବରେ ବାନ୍ଧିଦିଅ ପ୍ରଭୁ 🙏🙏🙏. ଆଉ ସେ ମ୍ୟାଡମ ମୋର କୋଟି ପ୍ରଣାମ

  • @prasyuktapaschimakabat5757
    @prasyuktapaschimakabat5757 ปีที่แล้ว +5

    ମନ ପ୍ରଫୁଲିତ ହୋଇଗଲା ହୃଦୟ କାନ୍ଦି ଉଠିଲା ତୁମ ଗୀତ ରେ. ଜଗନ୍ନାଥ ତୁମକୁ ସହାୟ ନିଶ୍ଚିନ୍ତ ହେବେ

  • @Game__Over_111
    @Game__Over_111 ปีที่แล้ว +7

    ମିଛ ଦୁନିଆଁ ରେ ଗୋଟିଏ ସତ ସେ ମୋ ଜଗନ୍ନାଥ ❤️

  • @chabilapadhan2187
    @chabilapadhan2187 ปีที่แล้ว +10

    ଆଃ କି ଚମତ୍କାର କଣ୍ଠ। ଅତି ଚମତ୍କାର !

  • @psvllagecooking
    @psvllagecooking ปีที่แล้ว +26

    କହିବାକୁ ଶବ୍ଦ ନାହିଁ, ଅତି ସୁନ୍ଦର ଗୀତ

  • @LipuPradhan-ub8ow
    @LipuPradhan-ub8ow ปีที่แล้ว +15

    ବାବୁ କିଏ କହିଲା ତୁମେ ଦେଖି ପାରୁନ ମହାପ୍ରଭୁ ତ ତୁମକୁ ଦିବ୍ୟ ଦୃଷ୍ଟି ଦେଇ ଛନ୍ତି ଆଉ ସେ ଦୃଷ୍ଟି ବଳ ରେ ତୁମେ ସାରା ଜଗତ କୁ ମହାପ୍ରଭୁ ଙ୍କୁ ଦେଖେଇ ଦଉଚ ତୁମ ପିତା. ମାତା ଙ୍କୁ ଧନ୍ୟବାଦ ବାବୁ ଆଉ ଧନ୍ୟବାଦ ସେଇ କଳା ଶାନ୍ତ ଙ୍କୁ 🙏🙏🙏🙏🙏

  • @sagarikapani8997
    @sagarikapani8997 ปีที่แล้ว +38

    ଧନ୍ୟ ତୁମ ପିତା ମାତା ତୁମ ଭଳି ସନ୍ତାନ ସବୁ ବାପା ମାଆ ଙ୍କୁ ମିଳୁ ଏତିକି ମାତ୍ର ମିନତି ପ୍ରଭୁ ଜଗନ୍ନାଥଙ୍କ ପାଖରେ🙏🙏

    • @meeradash683
      @meeradash683 หลายเดือนก่อน +2

      Thanks sar apana amiti kahithibaru❤

    • @ManojSeling
      @ManojSeling หลายเดือนก่อน

      😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊 की​@ToonToonComedy

    • @DuryadhanaBehera-r8n
      @DuryadhanaBehera-r8n 14 วันที่ผ่านมา

      ​@@meeradash683❤❤❤❤❤❤😂😂😂😂😂😂❤❤❤q😅 tyzz

  • @jyotirindradas2543
    @jyotirindradas2543 ปีที่แล้ว +21

    ଠାକୁର ତୁମକୁ ସାହା୍ୟ ହୁଅନ୍ତୁ ଏତିକି ପ୍ରା୍ଥନା କରେ

  • @upendraprasadbiswal3086
    @upendraprasadbiswal3086 ปีที่แล้ว +7

    ଖୁବ ହୃଦୟସ୍ପର୍ଶି ତୁମ ସ୍ୱର ଆଉ ଭାବ l ମହାପ୍ରଭୁ ତୁମ ପ୍ରତକ୍ଷାର ଅନ୍ତ ଘଟାନ୍ତୁ 🙏

  • @koshlijharan1748
    @koshlijharan1748 2 ปีที่แล้ว +32

    ଏ ଗୀତ ଶୁଣି ବହୁତ ବହୁତ ଭଲ ଲାଗିଲା ,,ହୃଦୟ କୁ ଭେଦି ଗଲା,,, ଉମାକାନ୍ତ ଙ୍କ ସ୍ଵରରେ ଯାଦୁ ଅଛି,,,

  • @BhaktiKantha
    @BhaktiKantha ปีที่แล้ว +5

    ତୁମେ ହିଁ ଜଗନ୍ନାଥ ଅତି ସୁନ୍ଦର ଗୀତ ସୁନ୍ଦର କଣ୍ଠ ସ୍ୱର ଲୟ ତାଳ ଭାବମୟର ସଂଗୀତ |

  • @gudusonamasti7692
    @gudusonamasti7692 ปีที่แล้ว +6

    ଅତି ମଧୁର ସ୍ୱର, ପ୍ରଭୁ ଜଗନ୍ନାଥ କୋଟି ପରମାୟୁ ଦିଅନ୍ତୁ.

  • @bhanupratapbehera649
    @bhanupratapbehera649 5 หลายเดือนก่อน +18

    ଉମାକାନ୍ତ ଭାଇ ତମର ଏ ସୁନ୍ଦର ଭଜନ ଟି ବହୁତ ଥର ମୁ ଶୁଣି ସାରିଲିଣି ..ମହାପ୍ରଭୁ ତମକୁ ଦୀଘ୍ରାୟ୍ କରନ୍ତୁ ତୁମ ଶରୀର ସୁସ୍ଥ ରଖନ୍ତୁ ମାହାପ୍ରଭୁ

  • @tarunbehera7875
    @tarunbehera7875 ปีที่แล้ว +57

    ମାଡାମ ଆପଣଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି ଆପଣ ଏଇ ସାନ ଭାଇ ଙ୍କୁ ଗୀତ ଗାଇବାର ସୋଯଗ ଦେଇଥିବାରୁ ସାନ ଭାଇ ଦୁନିଆ ଦେଖି ପାରୁନାହାନ୍ତି କିନ୍ତୁ ସାରା ଦୁନିଆ ସାନ ଭାଇ ଙ୍କୁ ସବୁ ଦେଖୁଛନ୍ତି love u mo san ଭାଇ 🌹🌹🌹🌹🌹🌹

  • @user-jk3lx6px7b
    @user-jk3lx6px7b 9 หลายเดือนก่อน +9

    Jetiki bhakti re Gita gauchha setiki biswas re and bhakti re bhakti kara dekhiba tume duniya dekhipariba😊😊😊😊😊🙏🙏🙏🙏🙏🙏🙏

  • @subratsahu5563
    @subratsahu5563 ปีที่แล้ว +24

    ଗୀତ ଟି ହୃଦୟ କୁ ଛୁଇଁ ଗଲା ବହୁତ ବଢିଆ ଭଗବାନ ତୁମର ମଙ୍ଗଳ କରନ୍ତୁ 🙏🙏

  • @sibabro3093
    @sibabro3093 ปีที่แล้ว +6

    ଅତି ମଧୁର ରସ । ଭାଇ ଆପଣ କୁ ଭଗବାନ ଖୁସି ରେ ରଖୁ।

  • @santoshsahoo1581
    @santoshsahoo1581 5 หลายเดือนก่อน +7

    ଜଗନ୍ନାଥ ତୁମ ର ମଙ୍ଗଳ କରନ୍ତୁ ଭାଇ

  • @gayatrimishra2936
    @gayatrimishra2936 2 ปีที่แล้ว +65

    ବାବୁ ଉମାକାନ୍ତ ପ୍ରଭୁ ଜଗନ୍ନାଥ ତୁମ କଣ୍ଠ ରେ ଅଛନ୍ତି ତୁମର ଅତି ନିକଟରେ
    ତୁମେ ତ ତାଙ୍କରି ସନ୍ତାନ କି ଚମତ୍କାର କଣ୍ଠ ସତରେ 👍👍👍

  • @Gss-qg7ot
    @Gss-qg7ot ปีที่แล้ว +5

    ଉମାକାନ୍ତ ଭାଇ ତୁମ କୁ ଜଗନାଥ ପ୍ରଭୁ କୋଟିଏ ପରମାୟୁ ଦେଇ ଥାନ୍ତୁ ❤❤❤❤❤❤

  • @tofanyadav0762
    @tofanyadav0762 ปีที่แล้ว +41

    ଅତି ସୁନ୍ଦର କଣ୍ଠ ରେ ଭଜନ ଗାଓ ଛନ୍ତି ଉମାକନ୍ତ ଭାଇ ତାଙ୍କୁ ଭଗବାନ ସବୁ ବେଳେ ଭଲ ରେ ରଖି ଥାନ୍ତୁ । ଜୟ ଜଗନ୍ନାଥ ମହାପ୍ରଭୁ 🙏🏻⭕❕⭕

  • @BB-yr5bh
    @BB-yr5bh 2 ปีที่แล้ว +8

    ବହୁତ ସୁନ୍ଦର,ହୃଦୟ ସ୍ପର୍ଶୀ,ଭଜନ ର ଗୀତ ରଚନା,ସ୍ୱର ଏବଂ ମ୍ୟୁଜିକ ସବୁ ଅତ୍ୟନ୍ତ ସୁନ୍ଦର , ତା ଠାରୁ ଆହୁରି ସୁନ୍ଦର ଦାଶ ବାବୁଙ୍କର ଭଜନ ଗାଇବାର ଭାବ , ବର୍ତ୍ତମାନ ସମୟରେ ଗାୟକ ବହୁତ କିନ୍ତୁ ଭାବର ଅଭାବ ପରିଲକ୍ଷିତ ହୋଇଥାଏ,ହେଲେ ଏ ପିଲା ଠାରେ ସେଇ ସମସ୍ତ କଳା ଭଗବାନ ପ୍ରଦାନ କରିଛନ୍ତି l ଆଖି ଦେଇନାହାନ୍ତି ସତ ହେଲେ ତାଙ୍କୁ ଯେଉଁ ଆଖି ଦେଇଛନ୍ତି ତାହା ଅନ୍ୟ ମାନଙ୍କ ପାଖରେ ନାହିଁ l ଆମକୁ ଦୁନିଆଁ ଦେଖେଇବା ପାଇଁ ଆଖି ଦେଇଛନ୍ତି କିନ୍ତୁ ତାଙ୍କୁ ଦୁନିଆକୁ ସତମାର୍ଗରେ ନେବାର ସାମର୍ଥ୍ୟ ଦେଇଛନ୍ତି l ଇଶ୍ଵର ତାଙ୍କର ଚଲାପଥକୁ କୁସୁମିତ କରନ୍ତୁ l ଜୟ ଜଗନ୍ନାଥ l

    • @user-km4ot7rx3j
      @user-km4ot7rx3j 2 ปีที่แล้ว

      th-cam.com/video/o8siZuhdT-Y/w-d-xo.html

  • @gopalkrishnaofficial54
    @gopalkrishnaofficial54 2 ปีที่แล้ว +24

    ସତରେ ଭାଇ ତୁମ ପ୍ରତ୍ୟେକ ସଙ୍ଗୀତ ହୃୟସ୍ପର୍ଶୀ 👌👌👌❤️🙏🙏🙏ଜୟ ଜଗନ୍ନାଥ ଭଗବାନ୍ ତୁମର ମଙ୍ଗଳ କରନ୍ତୁ 🙏🙏🙏

  • @jhunubalaswain
    @jhunubalaswain 5 หลายเดือนก่อน +7

    ଉମାକାନ୍ତ ଦାସ ଅନ୍ଧ ହେଇ ମଧ୍ୟ ସୁନ୍ଦର ମନୋରମ ସଙ୍ଗୀତ ସମାଜ ସମ୍ମୁଖରେ ଉପସ୍ଥାପନା କରିପାରୁଛନ୍ତି। ସେ ବାସ୍ତବରେ ଏହି ଅତ୍ୟାଧୁନିକ ଯୁଗରେ ପିଲାମାନଙ୍କ ପାଇଁ ପ୍ରେରଣା। ଏ କଳିଯୁଗରେ ସେ ସମାଜ ଠାରୁ ଭିନ୍ନ ଏବଂ ଧର୍ମାତ୍ମ। ସତରେ ଭଗବାନ ତାଙ୍କର ମଙ୍ଗଳ ବିଧାନ କରନ୍ତୁ

  • @pslima8625
    @pslima8625 ปีที่แล้ว +8

    ହୃଦୟ ସ୍ପର୍ଶୀ ଗୀତ 👌🏻👌🏻👌🏻❤️.. God bless u

  • @subhranshusahu893
    @subhranshusahu893 2 ปีที่แล้ว +97

    ଉମା ବାବୁ ତୁମର ସବୁ ଭଜନ ଅତି ହୃଦୟ ସର୍ଶୀ।

  • @debasishpradhan7997
    @debasishpradhan7997 ปีที่แล้ว +24

    ଧନ୍ୟବାଦ ପ୍ରଭୂ ତୁମେ କାହା ପାଖରେ ଧାରୁଆ ରୁହନୀ କାହାଠୁ କିଛି ନେଇ ପୁଣି ଅଦେଖା ହାତରେଫେରାଇ ଦିଅ ଯେମିତି ଏ କୁନି ପୁଅ ଟିକୁ ଦିବ୍ୟ ଜ୍ଞାନ ଦେଇଛ ଧନ୍ୟବାଦ ପ୍ରଭୁ ତୁମକୁ ନାକେହି ବୁଝଛି ନାକେହି ବୁଝବା 🙏🙏🙏🙏🙏🙏🙏

    • @GhoraDaebar
      @GhoraDaebar 3 หลายเดือนก่อน

      Right 🙏🙏

  • @himanshusekharsahu9559
    @himanshusekharsahu9559 2 ปีที่แล้ว +6

    ସତରେ ଏ ଗୀତ ମୋ ହୃଦୟକୁ ଛୁଇଁଗଲା❤❤❤.ହେ ମହାପ୍ରଭୁ ଜଗନ୍ନାଥ🙏🐚🙌🚩

  • @uditnarayanmohapatra8487
    @uditnarayanmohapatra8487 2 ปีที่แล้ว +14

    ସୁନ୍ଦର ଗୀତ ଟିଏ👌👌

    • @aratiparida6961
      @aratiparida6961 5 หลายเดือนก่อน

      Mast song❤❤❤❤❤❤

  • @soubhagyakumar5177
    @soubhagyakumar5177 ปีที่แล้ว +20

    ବହୁତ ସୁନ୍ଦର ହେଇଛି ଭଜନ ଟି ହୃଦୟ କୁ ଛୁଇଁଗଲା ,,,ଜୟ ଜଗନ୍ନାଥ,,,

  • @droutray1150
    @droutray1150 2 ปีที่แล้ว +31

    ଦୀର୍ଘାୟୁ ହୁଅ , ଯଶଶ୍ୱୀ ହୁଅ | ଗୀତ ରଚନାକାରୀ ଙ୍କୁ ବହୁତ୍ ଧନ୍ୟବାଦ୍🙏

  • @pkmuzica
    @pkmuzica 2 ปีที่แล้ว +15

    ବହୁତ ସୁନ୍ଦର ଓ ଭାବପୁର୍ଣ୍ଣ । ମନ ମୋହିନେଲ । ଜଗନ୍ନାଥ ମଙ୍ଗଳ କରନ୍ତୁ ।

  • @lakshmi2213
    @lakshmi2213 ปีที่แล้ว +40

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ 🙏🙏🙏😭😭😭

  • @prakashsethi6168
    @prakashsethi6168 2 ปีที่แล้ว +16

    ବହୁତ ସୁନ୍ଦର ଭଜନ ଯୟ ଜଗନ୍ନାଥ ଆହୁରି ଅଗୁକୁ ଯାଅ

  • @sujatadash9609
    @sujatadash9609 2 ปีที่แล้ว +39

    ଜୟ ଜଗନ୍ନାଥ 🙏 ତୁମେ ସାହା ଭରଷା କାଳିଆ 🙏🙏🙏

  • @shubham_gamer3079
    @shubham_gamer3079 ปีที่แล้ว +2

    ଉମାକାନ୍ତ ତୁମ ସ୍ବର ଭୋଉତ ଭଲ ଭଗବାନ ତୁମକୁ କୋଟି ଆଶିଷ ଦିଅନ୍ତୁ ଏହିଭଳି ଭଜନ ତୁମ କଣ୍ଠରୁ ସବୁ ବେଳେ ଶୁବୁଥାଉ

  • @bapuojhabhubaneswar3881
    @bapuojhabhubaneswar3881 2 ปีที่แล้ว +10

    ଅତି ସୁନ୍ଦର । ଜୟ ଶ୍ରୀ ଜଗନ୍ନାଥ

  • @odiamixbhajansongs1924
    @odiamixbhajansongs1924 2 ปีที่แล้ว +16

    ଜୟ ଜଗନ୍ନାଥ

  • @prakashchandrasahu7151
    @prakashchandrasahu7151 ปีที่แล้ว +23

    ଉମାକାନ୍ତ ଭାଇ ର କଣ୍ଠ ସତେ ହୃଦୟ ସ୍ବର୍ଶୀ...... ଗୀତ ଶୁଣି ମନ ବିଭୋର ହୋଇ ଉଠେ 👍👍
    ଜୟ ଜଗନ୍ନାଥ 🙏🙏

  • @jkpanda3267
    @jkpanda3267 2 ปีที่แล้ว +12

    ଖୁବ ସୁନ୍ଦର ଭଜନ 👌ଜୟ ଜଗନ୍ନାଥ 🙏

  • @bubulusamantaray1303
    @bubulusamantaray1303 2 ปีที่แล้ว +15

    ଭାବରେ ହୃଦୟରେ ଶ୍ରଦ୍ଧା ରେ ତୁମକୁ ସ୍ମରିଲେ ମନ ପ୍ରାଣ ଶାନ୍ତ ତୃତି ଲାଗେ। ଗୀତ ହୃଦୟସ୍ପର୍ଶୀ।

  • @SaraswatiMarkam-ny9pl
    @SaraswatiMarkam-ny9pl ปีที่แล้ว +10

    Bahut sundara bhajan 🙏❤️❤️

  • @MT-iz2dc
    @MT-iz2dc 2 ปีที่แล้ว +34

    ବହୁତ ସୁନ୍ଦର ଭଜନ ଗାଇଛନ୍ତି ଭାଇ ଧନ୍ୟବାଦ ଭଗବାନ ତୁମର ମଙ୍ଗଳ କରନ୍ତୁ ଏତିକି ପ୍ରାଥନ ଜଗନ୍ନାଥ ପାଖରେ ।

  • @ganeshparida5190
    @ganeshparida5190 2 ปีที่แล้ว +16

    ବହୁତ୍ ସୁନ୍ଦର୍ ଭଜନ ଠାକୁରେ କରନ୍ତୁ ତାଙ୍କର ଆଖି ପୁଣି ସେ ଫେରି ପାନ୍ତୁ

  • @user-bu8ju2ly1p
    @user-bu8ju2ly1p ปีที่แล้ว +5

    Sweet voice Umakanta bhai❤.. Lord Jagannath tumaku koti paramayu diantu.. Jay Jagannath🙏

  • @susandhyamohanty1780
    @susandhyamohanty1780 2 ปีที่แล้ว +50

    ଧନ୍ୟରେ ପୁଅ ତୋ କଣ୍ଠ ଧନ୍ୟ ତୁମ ପିତା ମାତା। ଜଗନ୍ନାଥ ମହାପ୍ରଭୁ ତମକୁ ସୁସ୍ଥ ଓ ଦିର୍ଘାଉ ରଖି ଥାନ୍ତୁ ମୋର କୋଟି କୋଟି ପାର୍ଥନା 🚩🚩🙏🙏🙏🙏

  • @mithunjena7083
    @mithunjena7083 2 ปีที่แล้ว +6

    Jay shree Jagannath Prabhu chharano me koti koti pranam prabhu 🙏🙏🙏🙏🙏
    Very Very Nice song 👍👌👌👍👌

  • @harekrushna4161
    @harekrushna4161 ปีที่แล้ว +5

    Jay Jagannath 🙏🙏🙏🙏
    I wish your good luck umakanta bhai
    Jagannath is always help you 👍👍👍👍👍👍👍👍👍💖💖💖💖💖💖

  • @user-oe5zy8lq6l
    @user-oe5zy8lq6l 2 ปีที่แล้ว +152

    ପ୍ରଭୂ ସବୁ ତୁମର ଇଚ୍ଛା
    ତୁମେ ଚାହିଁଲେ ଏ ଅନ୍ଧ ପିଲାଟି ବି ଚକ୍ଷୁ ପାଇବ 🌹👏🌹👏🌹👏🌹

  • @sahasransumahakul2177
    @sahasransumahakul2177 2 ปีที่แล้ว +163

    ଧନ୍ୟ ରେ ଭାଇ...ତୋ କଣ୍ଠ...ଧନ୍ୟ ସେ ଜଗନ୍ନାଥ... 🙏😘🙏

  • @Babulbabublog
    @Babulbabublog 5 วันที่ผ่านมา

    ସତରେ କଣ କହି ଧନ୍ୟବାଦ୍ ଦେବୀ ମୁଁ ନିଜେ ବି ଜାଣିନି କିଛି ଶବ୍ଦ ନାହିଁ ମୋ ପାଖରେ ଏ ଗୀତ ଶୁଣିଲେ ସତରେ ଆଖିରୁ କୁହ ଝରି ଯାଉଚି ଭଗବାନ ଙ୍କୁ ଅନୁଭବ କରି ହଉଚି ଏ ଗୀତ ଦ୍ଵାରା ସତରେ ପ୍ରଭୁ କାଳିଆ ସାଆନ୍ତ ଏମିତି କଳାକାର ଙ୍କୁ ଏ ଭାରତ ବର୍ଷ ଓଡ଼ିଆ ମାଟି ରେ ଜନ୍ମ ଦେଇଛ ଜୟ ଜଗନ୍ନାଥ,🙏🙏

  • @jyotsnamahapatra6349
    @jyotsnamahapatra6349 ปีที่แล้ว +10

    ବହୁତ ସୁନ୍ଦର ହେଇଛି ଏହି ଗୀତ, ଇଶ୍ଵର ମଙ୍ଗଳ କରନ୍ତୁ ।

  • @ratikantnanda.businessdeve3155
    @ratikantnanda.businessdeve3155 2 ปีที่แล้ว +16

    ଜୟ ଶ୍ରୀଜଗନ୍ନାଥ ସ୍ୱାମୀ 🙏 ଅତି ଚମତ୍କାର 🙏 ସବୁ ସେଇ କାଳିଆ ର କରୁଣା 🙏

  • @nimaicharanmajhi8366
    @nimaicharanmajhi8366 3 หลายเดือนก่อน +1

    ଗୀତ ସହିତ ଜୀବନ୍ତ ବାଦ୍ୟ ଯନ୍ତ୍ର ବ୍ୟବହାର ହୋଇ ଥିବାରୁ ଗୀତର ମଧୁରତା ବଢ଼ି ଯାଉଚି। ତେଣୁ ଆପଣଙ୍କୁ ବହୁତ ଧନ୍ୟବାଦ। violinist। I am seventy years old।

  • @jitendrasahoo4757
    @jitendrasahoo4757 2 ปีที่แล้ว +23

    ବହୁତ ସୁନ୍ଦର ହେଇଛି ଭଜନ ଟି ହାର୍ଟ touching

  • @chittaranjan4705
    @chittaranjan4705 2 ปีที่แล้ว +111

    ହୃଦୟ ଛୁଆଁ ସ୍ୱର । ଭଗବାନ ତୁମକୁ ଆଶିର୍ବାଦ ଦିଅନ୍ତୁ । ମାଆ ସରସ୍ଵତୀ ସଦେବ କଣ୍ଠରେ ଥାନ୍ତୁ ତୁମର । ପ୍ରାର୍ଥନା କରୁଛି ହୃଦୟରୁ ମୋର । "ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ "

  • @goutamday5009
    @goutamday5009 ปีที่แล้ว +5

    GOD Gifted great song

  • @ajitkumarpradhan9245
    @ajitkumarpradhan9245 2 ปีที่แล้ว +5

    God bless this child singer what a voice thankyou

  • @banibhusanmohanty2443
    @banibhusanmohanty2443 2 ปีที่แล้ว +33

    ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ସବୁବେଳେ ରହୁ ମୋର ପ୍ରାର୍ଥନା 🙏🙏🙏।

    • @user-km4ot7rx3j
      @user-km4ot7rx3j 2 ปีที่แล้ว

      th-cam.com/video/o8siZuhdT-Y/w-d-xo.html

  • @prakashnanda4004
    @prakashnanda4004 3 หลายเดือนก่อน +1

    ପ୍ରଭୁ ଆପଣ ଦୟା କଲେ ଉମାକାନ୍ତ ଆଖି ଭଲ ହୋଇଯିବ। ବହୁତ ସୁନ୍ଦର ଗାଇବାର ସୈଲି,ଧନ୍ୟବାଦ

  • @odiacomedi1164
    @odiacomedi1164 2 ปีที่แล้ว +6

    ଏଇ ଗୀତ ଶୁଣିଲେ ହୃଦୟ କାନ୍ଦି ଉଠୁଛି

  • @ajay4u543
    @ajay4u543 2 ปีที่แล้ว +93

    ହୃଦୟ ସସ୍ପର୍ଶୀ ଭାବ ଏବଂ ସ୍ୱର ର ସୁନ୍ଦର ଭଜନ, ଜୟ ଜଗନ୍ନାଥ...

    • @user-km4ot7rx3j
      @user-km4ot7rx3j 2 ปีที่แล้ว +2

      th-cam.com/video/o8siZuhdT-Y/w-d-xo.html

    • @sunandarout4242
      @sunandarout4242 2 ปีที่แล้ว +2

      ATI Hrudayasparsi Bhajan ti Umakant Bolichha.Mahaprabhu tumaku sabubele sahay Hebe.Mor Jagannath Swami nku etiki Maguni. 👏👏👏

    • @thuapaligrid8476
      @thuapaligrid8476 2 ปีที่แล้ว

      @@user-km4ot7rx3j aaaaaàaaaaaaaaaaaaaaaaaaaaaaoaaaaaàaàaàaàaaaaAAAAAAaaaaaaaaaaaaaaaaaaaaaàaaaaaaaaaaaaaaaaaaaaa
      aaaaaaaaaa

  • @SumantaPadhan-x7q
    @SumantaPadhan-x7q หลายเดือนก่อน

    ଅତି ସୁନ୍ଦର କଣ୍ଠ ଉମାକାନ୍ତ ଭାଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା ତୁମର ସବୁ ଇଚ୍ଛା ପୂରଣ ହେଉ

  • @uditnarayanmohapatra8487
    @uditnarayanmohapatra8487 2 ปีที่แล้ว +35

    🙏🙏ଜୟ ଜଗନ୍ନାଥ 🙏🙏

    • @user-km4ot7rx3j
      @user-km4ot7rx3j 2 ปีที่แล้ว

      th-cam.com/video/o8siZuhdT-Y/w-d-xo.html

    • @mamatapatra5874
      @mamatapatra5874 9 หลายเดือนก่อน

      Umakanta das tume atisundara gaila

  • @sbstatusworld1844
    @sbstatusworld1844 2 ปีที่แล้ว +55

    ଗୀତ ଟି ପୁରା ହୃଦୟ କୁ ଛୁଇଁଗଲା 🌿🌿 ଜୟ ଜଗନ୍ନାଥ 🙏🙏🙏🙏

  • @sabitrinayak2462
    @sabitrinayak2462 ปีที่แล้ว +6

    So cute song and awesome voice 💕💕💕💕💕💕💕💕💕💕💕💕💕💕

  • @shesadevparida1962
    @shesadevparida1962 2 ปีที่แล้ว +7

    Jay Jagannath swami🙏🙏🙏🙏
    Very good song Super voice

  • @prasantajena8967
    @prasantajena8967 2 ปีที่แล้ว +17

    ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @ramakantagouda8927
    @ramakantagouda8927 3 หลายเดือนก่อน +1

    ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ହେ କରୁଣା ନିଧାନଂ ଭଗବାନ ବିଷ୍ଣୁ ମୁଁ ତୁମକୁ କୋଟି କୋଟି ପ୍ରଣାମ ଜଣାଉଛି ଏ କୋଳି କାଳରୁ ସମସ୍ତ ଜୀବ ଜଗତ କୁ ଉଦ୍ଧାର କର ପ୍ରଭୁ 🙏🙏🙏

  • @jaduomg5621
    @jaduomg5621 2 ปีที่แล้ว +188

    i love umakanta.. ତୁମର ସବୁ ଭଜନ ହୃଦୟ ସ୍ପର୍ଶୀ.. ସେମିତି ଆଗକୁ ଆଗକୁ ମାଡ଼ି ଚାଲ... ❤️❤️❤️

  • @girijanandandash4727
    @girijanandandash4727 2 ปีที่แล้ว +48

    ପ୍ରଭୁ ଜଗନ୍ନାଥ ତୁମ ଭିତରେ ସମାୟିତ ହୋଇ ପାରିଛନ୍ତି ! ଯାହା ତୁମ ସଙ୍ଗୀତ ରେ ପ୍ରତିଫଳନ ହୋଇପାରିଛି ଆଉ ଅତି ନିତ୍ସକ ଭାବରେ ଭଜନ ଟି ବିଶେଷ ମନଛୁଆଁ ମର୍ମସ୍ପର୍ଶୀ ହୋଇ ଆଉ ଏକ ଦୁନିଆ କୁ ନେଇ ଯାଉଛି ।
    ଅଶେଷ ଧନ୍ୟବାଦ !
    ପ୍ରଭୁ ତୁମକୁ ସଦାସର୍ବଦା ମୁଣ୍ଡ ଉପରେ ହାତ ରଖିଥାନ୍ତୁ 👍

  • @rakeshkumarsahoo9707
    @rakeshkumarsahoo9707 4 หลายเดือนก่อน +1

    ଗୀତ ଶୁଣିଲେ ହୃଦୟର ଖୁସି ଆଖି ରେ ଲୁହ ହେଇ ବୋହି ଯାଉଛି 🙏

  • @bharatipradhan772
    @bharatipradhan772 ปีที่แล้ว +18

    So nice 💖💓
    Beautiful Voice 👍👍
    Jay Jagannath swami 💖

  • @amasanskrutinayagarh
    @amasanskrutinayagarh 2 ปีที่แล้ว +27

    🙏🙏🙏🌹🥀🌷🥀🌹🥀❤️❤️❤️❤️ଅତିସୁନ୍ଦର , ହୃଦୟସ୍ପର୍ଶି, ଅତିବ ମନୋହର ଲାଗୁଛି🌷🌹🥀❤️🥀🌹🌷🌹🌺🙏🙏🙏

  • @SubhahreeSahoo-ji3zh
    @SubhahreeSahoo-ji3zh ปีที่แล้ว +9

    Tamaku Tama akhi deidiantu Maha Prabhu Jagannth 🙏🙏🙏🙏🙏🙏🙏Jay Jagannath 🙏🙏🙏🙏🙏🙏🙏🙏

  • @anupamabhoi6883
    @anupamabhoi6883 ปีที่แล้ว +6

    ପ୍ରଭୁ ଜଗନ୍ନାଥ ତୁମ ଆଖିର ଜ୍ୟୋତି ଫେରେଇ ଦିଅନ୍ତୁ 🙏🙏🙏 ଏତେ ସୁନ୍ଦର କଣ୍ଠ। ଆତ୍ମା ତୃପ୍ତି ହେଲାପରି ଲାଗୁଛି 🙏🙏🙏 ଅତ୍ୟନ୍ତ ହୃଦୟସ୍ପର୍ଶୀ।।। ଭଗବାନ ତୁମକୁ ଖୁସିରେ ରଖନ୍ତୁ

  • @deepapatro3480
    @deepapatro3480 ปีที่แล้ว +5

    Heart touching song..... Akhire luha rahiheuni.... Jay jaganath...... God bless u baba.......

  • @ambikamajhi-oq4bp
    @ambikamajhi-oq4bp ปีที่แล้ว +18

    Heart touching song 😭😭😭 God bless you Bhai Jay Shri Jagarnath 🙏🙏🙏

  • @soumendratheunique8278
    @soumendratheunique8278 2 ปีที่แล้ว +4

    Divine bhajan of jagannath 🙏🙏🙏🙏🙏🙏

  • @sangeetstarupdate8732
    @sangeetstarupdate8732 2 ปีที่แล้ว +14

    🙏🙏🙏Jay jagannatha 🙏🙏🙏 super 👌👌👌

  • @Babulbabublog
    @Babulbabublog 5 วันที่ผ่านมา

    ଧନ୍ୟ ଆପଣ ପିତା ମାତା ଏମିତି ସନ୍ତାନ କୁ ଜନ୍ମ ଦେଇଛ ଧନ୍ୟ ତମେ ପିତା ମାତା ଧନ୍ୟ🙏🙏

  • @skpandasaroj4877
    @skpandasaroj4877 ปีที่แล้ว +3

    ଜୟ ଶ୍ରୀ ଗୀତଗୋବିନ୍ଦ 🙏🙏🙏🙏🙏🌹🌹🌹🌹🌹

  • @chandramanikar3770
    @chandramanikar3770 2 ปีที่แล้ว +67

    Satare umakanta a bhajana nischita jagannathanka hrudayaku sparsha Kariba...ati sundar ..🙌..God bless you....🙏

  • @kanhu210
    @kanhu210 ปีที่แล้ว +1

    Super Voice.... No words..... Amazing.....

  • @niluabiswal3392
    @niluabiswal3392 2 ปีที่แล้ว +22

    Nice voice God bless you 😭😭😭😭🙏🏻🙏🏻🙏🏻🙏🏻🙏🏻 Jay Jagannath 🙏🏻🙏🏻🙏🏻🙏🏻

  • @bhaktisumana8721
    @bhaktisumana8721 2 ปีที่แล้ว +22

    ବହୁତ ସୁନ୍ଦର ହେଇଛି ❤️

  • @SurprisedDrums-sm3ck
    @SurprisedDrums-sm3ck 4 หลายเดือนก่อน +1

    Jay Jagannath Prabhu Pilatiku Bhala karidia. Tuma Pada Tale Mora Juhar. Very Beautiful NO-1 Tone.❤❤❤❤❤

  • @birenkumarpanda6008
    @birenkumarpanda6008 2 ปีที่แล้ว +9

    Jay jagannath🙏🙏🙏 super voice

  • @swapnapatra135
    @swapnapatra135 ปีที่แล้ว +12

    ଜଗନ୍ନାଥ ପ୍ରଭୁ ଙ୍କ ଆଶୀର୍ବାଦ ସବୁବେଳେ ତୁମ ଉପରେ ରହିଥାଉ 🙏🕉️🕉️🕉️🕉️🕉️🙏

  • @ranjitaroul9361
    @ranjitaroul9361 2 หลายเดือนก่อน

    ଗୀତ ଟି ବହୁତ ସୁନ୍ଦର ହେଇଚି ଜୟ ଜଗନ୍ନାଥ 🙏🙏

  • @stargroup6493
    @stargroup6493 2 ปีที่แล้ว +164

    ଉମାକାନ୍ତ ଭାଇ ର ସବୁ ଗୀତ ମନ ଛୁଆ... ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ

    • @gitanjalikunar9216
      @gitanjalikunar9216 2 ปีที่แล้ว +6

      Good boy

    • @manaskumarprusty7976
      @manaskumarprusty7976 2 ปีที่แล้ว +2

      Jay jagannath sawmi

    • @user-km4ot7rx3j
      @user-km4ot7rx3j 2 ปีที่แล้ว +1

      th-cam.com/video/o8siZuhdT-Y/w-d-xo.html

    • @sarojsamal5988
      @sarojsamal5988 2 ปีที่แล้ว +2

      Dhana mo mana to thare sabu bele yes sesa re kandee dela pravu daru bramha patita paban alate darson no pranam vhull thile khama deba PRANAM

    • @jayantakhadiratna2492
      @jayantakhadiratna2492 ปีที่แล้ว +1

      ଉମାକାନ୍ତ ର ପ୍ରଚ୍ଛଦପଟ ରେ ଯେଉଁ ବନ୍ଧୁ ମାନେ ଅଛନ୍ତି ଆପଣ ମାନଙ୍କୁ ବହୁତ ଖୁସିର ସହିତ ଧନ୍ଯବାଦ ଜଣାଉ ଅଛି।

  • @biswambernayak6394
    @biswambernayak6394 2 ปีที่แล้ว +19

    Beautiful song
    Jay jaganatha

  • @SanjayKumar-zl1ib
    @SanjayKumar-zl1ib ปีที่แล้ว +7

    Mind blowing Voice & Music Jai Jagannath

  • @bbsupdater8109
    @bbsupdater8109 2 ปีที่แล้ว +8

    Jay jagannath 🙏🙏
    Jay kala 👍

  • @santoshbehera8067
    @santoshbehera8067 2 ปีที่แล้ว +44

    Jay Jagannath 🙏
    Very beautiful song

    • @reetaranisahoo7801
      @reetaranisahoo7801 ปีที่แล้ว +1

      ବହୁମୂଲ୍ଯ ଗୀତ

    • @prakashjena1873
      @prakashjena1873 ปีที่แล้ว

      Chamatkar kantha bhai Sabu sei kalia thakura ra ichha

  • @chandrabiswal7515
    @chandrabiswal7515 11 หลายเดือนก่อน

    ଅତି ସୁନ୍ଦର। ହୃଦୟସ୍ପର୍ଶୀ ।ଜୟ ଜଗନ୍ନାଥ ।

  • @krishnasinghi5593
    @krishnasinghi5593 2 ปีที่แล้ว +6

    Jai Jagannath🙏🙏

  • @deoshrikantagmailcom
    @deoshrikantagmailcom 2 ปีที่แล้ว +177

    ଜୟ ଜଗନ୍ନାଥ⚫❗⚫🚩🙏ବହୁତ ସୁନ୍ଦର ଗାୟକ ଉମାକାନ୍ତ ଭାଈ ହୃଦୟସ୍ପର୍ଶୀ ହେଇଚି ଭାଜନଟି ମହାପ୍ରଭୁ ତାଙ୍କୁ ସୁସ୍ଥରେ ରଖନ୍ତୁ

  • @kartikarana6756
    @kartikarana6756 ปีที่แล้ว

    ହୃଦୟ କୁ ଛୁଇଁଲା, ଭାଇ, ଆଖି ଛଳଛଳ ହୋଇ ଗଲାଣି, ଧନ୍ୟବାଦ, ହେନିଲମାଧବ ହରି,ସାହାସଦିଅଲପ୍ରଭୁ‌🌺🙏🏻🙏🏻🙏🏻🌺

  • @ratikantapatnaik1966
    @ratikantapatnaik1966 2 ปีที่แล้ว +14

    🙏Jay Jagannath 🙏🌷