Really... Ate dukha re thai... Bi.... Kalia tame jaha bi karicha se runi boli kahuchanti great ama pakhe sabu thaiki bi ame sabuthu dukhi boli feel Karu🙏🙏🙏💙💙💙💙
Jay Jagannath mahaprabhu.umakant bhai nku akhi dio taki se sabu kichhi dekhi parantu aau sabu dina pain tuma Bhajan gaontu.dhanya re Kalia .jie tuma ku dakuchi tara dukha tike sununa ,jie tuma ku gali dauchhi ta katha aga sunucha.
ମିଛ ଦୁନିଆଁ ରେ ଗୋଟିଏ ସତ ସେ ମୋ ଜଗନ୍ନାଥ ❤️
ଉମା ଭାଇକର ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ମଗଳ ହେଉ
ଉମା ବାବୁ ଚମତ୍କାର ସ୍ୱୋର ଜୟ ଜଗନ୍ନାଥ ମହାପ୍ରଭୁ ତମକୁ ଅଶ୍ରୀବାଦ କରନ୍ତୁ
Super God bless you jaganatha tama upare sabubele kushi re rahantu
ମା ସରସ୍ଵତୀ ତୁମ କଣ୍ଠ ରେ ବସିଛନ୍ତି ଏମିତି ସୁନ୍ଦର ସୁନ୍ଦର ଗୀତ ଗାଇ ଆହୁରି ଆଗକୁ ଯାଅ।
ଜୟ ଜଗନ୍ନାଥ ସ୍ଵାମୀ ନୟନପଥ ଗାମୀ🙏🏻🙏🏻🙏🏻
କଣ କହି ତମକୁ ଧନ୍ୟବାଦ ଦେବି , ପ୍ରକୃତରେ ତୁମେ ଜଣେ ସୁନାମ ଧନ୍ୟ କଣ୍ଠଶିଳ୍ପୀ, ଜଗନ୍ନାଥ ତୁମକୁ ସହାୟ ହୁଅନ୍ତୁ।👌👌
8
Jaganath Ta akhi nei gala au sahaya hele Goda hata bi nei jiba ta pare se Pangu hei jiba
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଉମାକାନ୍ତ ଭାଇଙ୍କ ଆଖି ଫେରେଇ ଦିଅ ମୋର ଏତିକି ପ୍ରାର୍ଥନା ଆଉ ସେ ଆହୁରି ବହୁତ ଆଗକୁ ଯାଆନ୍ତୁ
Thanks Bhai 🙏🙏🙏🙏🙏
V🦊🦊🐰🐰🐰🐰g🦊🐰🦊🦊ଜି 🦊🦊🦊🐰🦊
🕉️ 👌ଗଁ 💖💖g💖💖💖💖💖💖💖💖👌🕉️😄g👌g🕉️🕉️g🕉️🕉️g
Neithila Kie Ta akhi
Jagannath karante jadi mo akhi re a pua dekhanta he bhagwan mo akhi badala re se pua ku akhi fereidia
ଭଗବାନ ତୁମକୁ ଆଖି ସିନା ଦେଇନାହାନ୍ତି ହେଲେ ଏମିତି କଳା ଦେଇଛନ୍ତି ଦୁନିଆ ତୁମକୁ ନଦେଖି ରହିପାରୁନି.... 🙏ଜଗନ୍ନାଥ ଙ୍କ ଦୟାରୁ ବହୁତ ଆଗକୁ ଯାଅ 🙏🙏🙏🙏
Very nice good song
@@sunitapradhan1374god,bles,,you,umakanta
A ଡ ଜ ତଥା ଅନ୍ୟାନ୍ୟ ମସଲାରୁ ପ୍ରସ୍ତୁତ ❤ ଟ ରେ ଅବସ୍ଥିତ ଓ ତାଙ୍କ ପତ୍ନୀଙ୍କ ସହ ବାହାରକୁ ବାହାରି ଆସିବାକୁ ଅନୁରୋଧ କଲେ ସେ ଜାରଜ ସନ୍ତାନ ଜନ୍ମ ହେବା ସହ ଏହା ପୋଷଣୀୟ ପ୍ରାଣୀ ଓ ଏହାର ଆଖପାଖ ଅଳକୁ 😂t shirt 👕👕 you tube channel number ଡ ଜ ପତ୍ରକୁ ଲୋକେ ଏହାକୁ ବ୍ରାହ୍ମୀ ଲିପିରୁ ଜନ୍ମ ଗ୍ରହଣ କରିଥିବା ମହାନ୍ତି ହେଉଛନ୍ତି ଗାଡ଼ି ଅନେକ ବାଟ ଚାଲିଲା ତାପରେ ଆମେ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ଏହି ଗାଆଁଟି ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ବୈତରଣୀ ନଦୀରେ ଜଳପନ କ୍ରମଶଃ ଗମନ କରନ୍ତି ଓ ତାପରେ ଆମେ ପରସ୍ପରର ଅଣ୍ଡର
ବହୁତ ସୁନ୍ଦର ଗାଉଛନ୍ତି ଆପଣଙ୍କର ଭଜନ ଶୁଣି ହୃଦୟ ମଧ୍ୟରେ ଭକ୍ତିର ସଚାର ହୋଇ ଯାଉଛି।
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🙏🙏
ଭଗବାନ ଆପଣଙ୍କୁ ବହୁତ ଆଗକୁ ନିଅନ୍ତୁ।
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
ହରେରାମ ହରେରାମ ରାମ ରାମ ହରେ ହରେ
🙏🙏🙏🙏
ଯୁଗେ ଯୁଗେ ଏହି ଉମାକାନ୍ତର ଭଜନ ବଞ୍ଚିଥାଉ ଏତିକିଁ ମୋର ପ୍ରାଥନା
ତମ କଥା ସତ ହେବ😭🙏ଭାଇ
Death sunischita vai
L@@barsanayak5514
ଜଗନ୍ନାଥ ତାଙ୍କ ଆସିବାଦ ଦିଅନ୍ତୁ ଜୟ ଜଗନ୍ନାଥ ⭕‼️⭕🙏🙏🙏
Beautiful song tamaku god sabubele bhalare rakhantu
ଅତି ସୁନ୍ଦର କଣ୍ଠ ଏବଂ ହୃଦୟ କୁ ଛୁଇଁଲା ଭଳି ଭଜନ,ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କ କୃପାରୁ ଏମିତି ଭଜନ ଆମ୍ଭମାନଙ୍କୁ ଶୁଣାଉଥାଅ,ଜୟ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ 🙏🙏🙏
L0
ହେ କାଳିଆ ଠାକୁର ଉମାକାନ୍ତ ଭାଇର ଆଖି ଫେରେଇ ଦିଅ ମୋର ଏତିକି ପ୍ରାର୍ଥନା 🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏
HE JAGANATH👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏻👏🏿👏🏿👏🏿👏🏿👏🏿
Jay jaganntha
Darsakabma sàrta bandumanku Mo Anuradha ki apari dukhita lakanka paing samaste prabhunka prathana Kariba ki srustire amiti abhaba n rakhanru,
ଉମାକାନ୍ତ ra ଜଲଦି ଆଖି ଠିକ ହୋଇଯାଉ ଜଗନ୍ନାଥ ଙ୍କ ପାଖରେ ମୋର ଏତିକି ପ୍ରାର୍ଥନା କରୁଛି
ଧନ୍ୟ ସେ ପ୍ରଭୁ ଓ ତାଙ୍କର ସୃଷ୍ଟି । ଗାୟକ ଭାଇଙ୍କର ଉନ୍ନତି ହେଉ ।
🙏🙏🙏🙏🙏
Wfr
ଉମାକାନ୍ତ ବାବୁଙ୍କୁ ମୋର ପଦେ ! ଗୀତଟା ଗାଇଦେଉଛ ଠିକ ଅଛି ! କିନ୍ତୁ ଜୀବନରେ କେବେ ତୁମର ଦୃଷ୍ଟି ଶକ୍ତି ନାହିଁ ବୋଲି
ଜଗନ୍ନାଥ ଙ୍କ ପାଖରେ ଅଭିମାନ କରିବନି !
ତୁମ ପାଖରେ ଯୋଉ ଦୃଷ୍ଟି ଶକ୍ତି ଅଛି ତାହା
ଆମ ମାନଙ୍କ ପାଖରେ ନାହିଁ ! ଭଗବାନ ତୁମର ମଙ୍ଗଳ କରନ୍ତୁ !
ଜୟଶ୍ରୀ ମାଡାମ ଙ୍କୁ ବହୁତ ବହୁତ ଧନ୍ୟବାଦ ଯେ
ଆଜି ଉମାକାନ୍ତ ପରି ଜଣେ ଅନ୍ଧ ଛୁଆକୁ ବହୁତ
ଆଗକୁ ନେଇଯାଇଛନ୍ତି ! ମାଡାମ ଙ୍କୁ
ଶତ ଶତ ନମସ୍କାର 🙏🙏🙏🙏🙏🙏👍
😭😭😭⭕❗⭕🙏🙏🙏🙏
What a concept.....He pravu.....I love Umakants voice
Jaya jagannath bahut sundar bhagava tumara mangal karntu
ଜୟ ଜଗନ୍ନାଥ 🙏🙏🙏 ଏମିତି ସୁନ୍ଦର ଭଜନ ଗାନ କରି ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିରୁ ଧନ୍ୟବାଦ
Nbbbvy
Spelling mistake
ଭଗବାନଙ୍କ 🙏🏿କୃପାରୁ 🙏🏿ଆଗକୁ 🙏🏿ଆଗକୁ 🙏🏿ଆଗେଇଚାଲ 🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿
Umakanta, Really you are great. You are proud of Odisha.. May God bless you.
ପ୍ରଭୁ ସିନା ତମକୁ ଦୃଷ୍ଟି ଶକ୍ତି ଦେଇ ନାହାନ୍ତି କିନ୍ତୁ ତୁମକୁ ଯେଉଁ ଦିବିୟ ଶକ୍ତି ଦେଇଚନ୍ତି ତେଣୁ ତୁମ ସୁମଧୁର କଣ୍ଠ ରେ ଆମ ମାନଙ୍କୁ ମନ୍ତ୍ରମୁଗ୍ଧ କରିଛି ଭଗବାନ ତୁମର ମଙ୍ଗଳ କରନ୍ତୁ ଜୟଜଗନାଥ
Beautiful song Jay jagannath brother🥰 🙏🙏🙏😍😍😍
ଧନ୍ୟ ସେ ମହା ପ୍ରଭୁ ଜଗନ୍ନାଥ ❤🙏🏽🙏🏽. ସବୁ ତୁମ ଲୀଳା 🙏🏽🙏🏽
ଭାବର ଗୀତ ମୋ ହୃଦୟ କୁ ଛୁଇଁଗଲା ବହୁତ ସୁନ୍ଦର ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଭାବର ଗିତ ମୋ ହୃଦୟ କୁ ଛୁଇଁଲା ବହୁତ ସୁନ୍ଦର ଜୟ ଜଗନ୍ନାଥ
ଅତି ସୁନ୍ଦର ଜଗନ୍ନାଥ ଗୀତ
So sweet melodious voice. God bless you a bright future ahead of you by the blessing of Lord Jagannath.
Wow🤩🤩 supup🎉🎉
ତୁମେ ବହୁତ ଆଗକୁ ଯାଅ ପ୍ରଭୁ ଜଗନ୍ନାଥ କଂର ତୁମ୍ଭ ଉପ ରୋ ଆଶୀର୍ବାଦ ଅଛି 🙏🙏🙏🙏🙏🙏
Best wishes you Umakant
Awesome voice...The real talent 👍👌❤
ହୃଦୟ କୁ ଛୁଁଇ ଯାଉଥିବା ଗୀତ ଟିଏ ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ସଦା ସବର୍ଦା ଖୁସି ରେ ରଖନ୍ତୁ 🙏🏻🙏🏻🙏🏻
Wow.... good Voice..... Superb.....GOD BLESS YOU...
ଜୟ ଜଗନ୍ନାଥ, ଏହି ସୁନ୍ଦର ଗୀତରେ ସମାଜର ସତ୍ୟତା ରହିଛି ଏକ ସୁନ୍ଦର ରୂପେ ଏବଂ ତୁମର ଭଗବାନ ମଙ୍ଗଳ କରନ୍ତୁ ସଦା ସର୍ବଦା ସମାଜ ପାଇଁ ସତ୍ୟତର ଏହି ଭଳି ଉନ୍ମୋଚନ କରୁଥା ଅ, ଧନ୍ୟବାଦ ଏହି ସୁନ୍ଦର ଗୀତ ପାଇଁ
Wah, what a lovely song and tone. I think so everyone should like it. May God bless him.
ଭଗବାନ ଙ୍କ ଆଶିର୍ବାଦ ରୁ ଆପଣ ଆହୁରି ଉନ୍ନତି କରନ୍ତୁ 🙏🌸🌺🌼
Umakanta Your Talent Very Good👍
Wow so sweet voice....may Jagannath blees you 🙏🙏🙏🙏
Bahut agaku jao. Bhagavan sada sahaya huantu umakant.......
Talent like this must appreciated throughout media
ଏ ଗୀତ ଶୁଣି ପାଗଳ ହେଲି
👉😭❤🙏😭🙋🇮🇳
Really... Ate dukha re thai... Bi.... Kalia tame jaha bi karicha se runi boli kahuchanti great ama pakhe sabu thaiki bi ame sabuthu dukhi boli feel Karu🙏🙏🙏💙💙💙💙
ଆଖି ନାହିଁ ବୋଲି କେବେ ମନ ଦୁଖ କରି ବନି ଠାକୁର ତୁମକୁ ବହୁତ ଭଲ କଣଂ ଦେଈ ଛନ୨ି କିଛି କାରଣ ଥିବ ବୋଲି ଠାକୁର ତମକୁ ଆଖି ଦେଈ ନାହାଁନ୍ତି ଠାକୁର ଜାହା କରନ୍ତି ଆମର ମଗଂଳ ପାଇଁ Tama future bahut Brite God bless you Jay jagantha🙏
Very nice ❤❤❤❤
Bhai vagaban tumaku valera rahkntu super
Umakanta you are God's gift. Love you voice
ତୁମର ସିନା ଆଖି ନାହିଁ, ଲୁହ ବି ନାହିଁ ହେଲେ ତୁମ କଣ୍ଠ ଭକ୍ତି ରେ ଆମ ଆଖି ଲୁହରେ ଭିଜି ଯାଉଛି 😢
ଗାଇ ଚାଲ,ଆଗକୁ ଏହିଭଳି ଭଲ ଭଲ ଭଜନ ଆମକୁ ଶୁଣାଉଥାଅ ""ଜୟ ଜଗନ୍ନାଥ ""
How sweet voice... I feel that Maa saraswati is in his voice❤
mu thakura nka pakhare mu atiki anurodh karuchhi kiii apana aibhlia dukha au kahariku bi na dia ntu please bhagaban 😢😢
Best wishes to Umakanta , God bless you for your bright future.
Excellent voice ❤️❤️❤️❤️❤️❤️
ଏ ଭାବ ପୂର୍ଣ୍ଣ ସଂଗୀତ ପ୍ରଭୁ ଙ୍କ କର୍ଣ୍ଣ ରେ ବାଜିବ
Outstanding , amazing voice
Woh nice voice ....❤❤❤ A god bless you brother ...bahut agaku jao👍👍👍
Really u r amazing nd u r vioce so nice... Krishan always blessing u..
ଭଗବାନ ତୁମକୁ valre rakhantu
Let your journey be success.service to man kind is service to God .God bless you Jay jagannat.
ଆଖି ରେ ଲୁହ ଆସିଗଲା.... ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ.... ଜୟ ଜଗନ୍ନାଥ....
You are a born singer 💟 best god gift for our sosacity
Bhai tame dhuka karani kahinki na tame hii bhagabhana nka abhatara army bhai kahuchi salam
ଜୟ ଜଗନ୍ନାଥ ସ୍ବାମୀ ଆଶିର୍ବାଦ କରନ୍ତୁ ଧନ୍ୟବାଦ୍ ଜଣାଉଛୁ 🙏🙏🙏🙏🙏🙏🙏👍👍👍👍👍👍👍👍👍👍 ଧନ୍ୟବାଦ୍ ଜଣାଉଛୁ
Gote drustihina pila ra hrudaya ra katha se gita madhyamare bhagaban ku janauchi... really very nice voice..god bless u👍😔
Jai Jagannath
Bhakti is the highest form of devotion . May Lord Krishna guide him in every step of life. A blissful voice.
Umakant bhai verygood.jagakalia sabubele pakhe pakhe thaantu & ashirbad karantu
ଜୟ ଜଗନ୍ନାଥ ସ୍ବାମୀ,ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣ ଆହୁରି ଆଗକୁ ଯାଆନ୍ତୁ ଏବଂ ଜଗତର ନାଥ ଜଗନ୍ନାଥଙ୍କ ଭରଷା ରୁ କୋଟି କୋଟି ଆଶୀର୍ବାଦ ଥାଉ😂😂
ଅତି ସୁନ୍ଦର, ଭଗବାନ ତୁମକୁ କୃତା ବର୍ଷା କରନ୍ତୁ ।
ବା ବହୁତ୍ ବଢିଆ ଲାଗିଲା ପ୍ରବଚକ୍ ଉମାକାନ୍ତ ତୁମର ଏହି ଭଜନ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ
So sweet voice ❤❤❤
ଜୟ ଜଗନ୍ନାଥ 😢
ଉମାକାନ୍ତ ବାବୁ ଆଖି ନାହିଁ ବୋଲି ଦୁଃଖ କରନା
ତମର ଆଖି ନ ଥାଇ ଯାହା କରୁଛ ଆମେ ତାହା କରି ପାରୁନୁ
ଭଗବାନ୍ ଆମକୁ ଆଖି ଦେଇଛି ସତ କିନ୍ତୁ ଏ କଳି ଯୁଗ ରେ ଆଖି ଥାଇ ବି ନ ଥିଲା ଭଳିଆ ଅଭିନୟ କରିବାକୁ ପଡୁଛି
ସବୁ ପାପ ଏଇ ଆଖିରେ ଦେଖିବାକୁ ମିଳୁଛି 😢
Bhut bhal lagu6y bhai,,koti paramayu dianntu Prabhu,,,jai Jagannath
Well done!!👍 God bless you beta 😍
Really very heart touching voice. Umakant God bless you. Jay Jagannath.
ନମସ୍କାର ଭାଇ 🙏🙏🙏🙏
ଜୟ ଜଗନ୍ନାଥ ପ୍ରଭୁ
Wanderful voice .... God bless u....beta
ଭାବ ବିହ୍ଵଳ ଭଜନ
ଆଖିର ଜନମ କାନ୍ଦିବା ପାଇଁ ....
Jay Jagannath swami . Bhai emiti Gita gauthai. So sweet voice
What a great voice!👍👌💓🙏🏻
Thank you sir emiti Sundar Bhajan karithibaru
What a voice Jai Jagannath
Nice voice. Satare akhi ru luha jhari asila God bless you.
God Bless You Dear🙏🙏🙏🙏🙏. Love ur voice 👌👌👌
God bless u dhan u are graet
Bahut sunder gayiki I like it
ହେ ପ୍ରଭୁ ଜଗନ୍ନାଥ 🙏 ଉମାକାନ୍ତ ଙ୍କ ର ଆଖି ଦୁଇଟି କୁ ଭଲ କରି ଦିଅନ୍ତୁ। ଜୟ ଜଗନ୍ନାଥ 🙏
ଭଗବାନ ତୁମକୁ ଆଖି ସିନା ଦେଇ ନାହିଁ, ହେଲେ ସାରା ଦୁନିଆ ତୁମକୁ ଦେଖୁଛି, ଜୟ ଜଗନ୍ନାଥ 🙏🙏
God bless you 🙏😇 nd really nice song
ଏଦୁନିଆରେ ଭୋଗବାନ ନାହଁତି ସେ କାହାର କଥାଶୁଣେନାହିଁ ସେତ ଗୋଟିଏ ପଥର ମୁତି ସେ କଣ ଶୁଣିବକି
Jay Srikrishna..🙏🙏 gdbless u bhai❤️❤️💕💕
Beautiful singing nice voice
Umakanta God bless u 🙏
Very Nice Performance
Ur voice is god gifted dear,god bless u
Ati sunder kantha au gaibara saili.
Hrudaya ku chuinjauchi.
God bless you mindblowing voice brother
Jay jaganath swami
nice 👌🙏🙏🙏
Those who are unlike the video.
God please give them humanity
Bhai dhanyabad bahut khusi laguchhi
Good morning sir 😌😌😌😌🌻🌻
Really mind blowing song god bless u
Love your bro keept up. Jagannath tuma ku tuma dusti shakti ferei deantu.mora atiki prathana🙏🙏🙏🙏
Jay Jagannath 🙏🙏🙏
Jay Jagannath mahaprabhu.umakant bhai nku akhi dio taki se sabu kichhi dekhi parantu aau sabu dina pain tuma Bhajan gaontu.dhanya re Kalia .jie tuma ku dakuchi tara dukha tike sununa ,jie tuma ku gali dauchhi ta katha aga sunucha.