News Fuse 30 APRIL 2024
ฝัง
- เผยแพร่เมื่อ 29 เม.ย. 2024
- OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
2024 ର ସୁପର ହିଟ୍ ନାଟକ :- ଉପରୁ ଖସିଲା ସିମେଣ୍ଟ କାନ୍ଥ, ନବୀନ ରାଇଜେ ଖାଦ୍ୟ ନିଅଣ୍ଟ !!
ଦୁଖା ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଅଙ୍କଠୁଁ କିଛି ଦେଖି ଶିଖିବା କଥା ଏମାନେ ହିଁ ରାମ ରାଜ୍ୟ ପ୍ରଜା
God bless you to your family sir 🙏
Mausi perfect katha kahile actualy
ଇଲେକ୍ଟ୍ରୋକ ବିଭାଗ କେତେ ଲୁଟୁଲେ ଭଲ ଘରେ କର୍ମଚାରୀ ମାନଙ୍କୁ ଭଲରେ ଭଲରେ ରଖିବ
Jay Shri Ram
Jayajagannath
ନେତାମାନେ ଯେମିତି ଦଳବଦଳ କରୁଛନ୍ତି ଆମ ସାଧାରଣ ଜନତା ମାନଙ୍କ ପାଇଁ ସେପରି ଗୋଟିଏ ସୁବିଧ କରାଯିବା ଉଚିତ ମାନେ ଭୋଟତାରିଖ ଦିନ ଜଣକୁ ଆଉ ଗଣତି ଦିନ ଆଉ ଜଣକୁ
Satare Bhai apana nka kahiba saili ate majedar sabudin apananka program dekhibaku icha 😊😊JAY JAGANNATH 💐🙏🙏🙏
ଛାତ ପକେଇବାକୁ ନବୀନ ବାବୁଙ୍କର ଆଉ ବୟସ ନାହିଁ, ତାଙ୍କ ଛାତ କେତେବେଳେ ଗଳି ପଡିବ ତାଙ୍କୁ ଜଣା ନାହିଁ, ଆଉ ଅନ୍ୟ ଛାତ କଥା କାହିଁକି ଚିନ୍ତା କରିବେ 🌹🙏🌹❤❤
Jay jaganatha Jay odisha super news and all odisha good morning 🌄🌄🌄
ନବୀନ ଓଡିଶା ଘର ,ସରକାରୀ ମାଲ ଦରିଆମେ ଡାଲ
Super news sir Jay Jagannath 🙏
Thank you
ଜୟ ଜଗନ୍ନାଥ🙏
Mausi ra Katha 100% right
ଓଡ଼ିଆ ଘୋଡ଼ା ମଦୁଆ
ଯୁଆଡେ ଟଙ୍କା, ସେୟାଡେ ଓଡ଼ିଆ
😂😂😂😂😂😂
Mausi badhia kahile
Kuna bhai and teamnku pranam dukhishyamnkara paxi manankara seba dekhi emotional heli odishabasinku anurodha ahuri sajag huantu abang sarakara chayana karntu
Bahut bahut dhanyawad
Nice ❤
5t sorkar Bhul bujhontuni ea new model design ghoro..
ଯାହା ହେଉ ଓଡିଶା ସରକାର ଭୂତ ସିନେମା ତିଆରି କରିବା ପାଇଁ ସେହି ସରକାରୀ ଘରଟିକୁ ପ୍ରଯୋଜକଙ୍କୁ ଭଡା ସୂତ୍ରରେ ଦେଇଦେବା ଉଚିତ୍ ହେବ।😂😂
୫୦୦ମୁ ଦେବୀ ମାଉସୀ ମଉସା କୁ କୁହ ୧୦୦୦ ଦେବୀ ଭୋଟ ଟା ଦେବେ ଏଇ ଥରକ ମାଉସୀ ତୁମ ରଣ ରହିଲା ହଁ ପୁଅ ମଉସା କହୁଥିଲେ ଆମ ମାନଥ କୁ ବା ଭୋଟ ଦେବା ମୁ କହିଲି ହଁ ହଁ ଆମ ପୁଅ କୁ ଭୋଟ ଟା ଦେବା ନା ବଡ ପୁଅ କୁ ହଁ ଯେ ବଡ ପୁଅ ର ପାଟି ବା ମନ୍ତ ପୁଅ ଆମର😂😂😂
ଭଲ କଥା ଗୋଟେ ଭୋଟ କୁ 10000 ନେବେ ଏଥର କାରଣ କିଛି ଦିନ ଘର
ଲୋକେ ଭଲରେ ଖାଇକି ଚଳିବେ 🤣😂🤣😂🤣
Bahut dinapare tike hasila .
Mousa takes paper money from all parties as family has many voters and does not harras any party, also in future no party could blame
ଏହା ଦେଖି ଜଣା ପଡୁଛି ଓଡିଶା ର ଏମିତି କୋଣ ସି ଜଗା ନଥିବ ଯେଉଁଠି ସମ ରସ ବତଲ ପହଁଚି ନଥିବ.. ଜୟ ନବିନା...
Ate confuse huani juade 500 tanka au mal seade vote
ଏଇ ଘରେ ସବୁ ଡ଼ିପାର୍ଟମେଣ୍ଟ ର ଵେବସ୍ତା ଅଛି ଏହାକୁ ଦେଖି ବହୁତ ଖୁସି ଲାଗୁଛି 🤣😂😂🤣 ଏହା ଆମର ନୂଆ ଘର ଵେବସ୍ତା 🤣😂🤣🤣
Bhaiya ham sabko tippani ka gana
ଏଇଟା ନବୀନ ସରକାର ର ଛାତ ପରା ଖସିବା ପାରାମ୍ପରା ଅଛି ଖାସିବନି!
Malaru janma jain yojana hele majhi bala nku dekhae na
Very nice program😅
Nuaa odisha re daadan khatibaku unemployment
Educated student jibe
ବାସ ନବୀନ ବାବୁ ଏତେ କରିଛନ୍ତି ଯେ ସବୁ ଯୁବ ପିଢ଼ି ଯାଉଛନ୍ତି ଦାଦନ ଖଟିବାକୁ 🤣🤣🤣🤣
ମାଉସୀ ସବୁ ଭଲ candidate ଦେଖିକି ଦବ ହେଲେ ଯିଏ ଏ ଦଳରେ ସର୍ବସ ଲୁଟିକି ସେ ଦଳକୁ ଡେଇଁ ପଳାଉଛନ୍ତି ତାଙ୍କ କଥା କଣ କହିବ ହେଲେ ମୁଁ ଗୋଟେ କଥା ଭାବୁଛି ତମେ ମାନେ ଭଲ କାହାକୁ ଦେଖି ଭୋଟ ଦବ
Mi ahe
ସରକାରୀ ବାସଭବନକୁ ତମେ ନିନ୍ଦା କରିପାରିବନି କାରଣ ଏ ସରକାରୀ ବାସଭବନ କେତେ ନେତା,ବାବୁ ଓ ଠିକାଦାର ମାନଙ୍କ ପକେଟ ଗରମ କରିବାରେ ସହାୟକ ହୋଇଚି ତୁଛାଟାରେ ସିମେଣ୍ଟ ଖସୁଚି ନା କଣ ମ
Sabu. Ama. Daeta. Naba. Loka nkara. Bhulu. Hara. Hara. Mahadebe. Nabine. Babu.
😂😂😂😂😂😂😂😂😂😂😂😂😂😂😂
ଆମ ଲୋକ କଥା ଶୁଣି ମୋ ମୁଣ୍ଡ କିଛି କାମ କରୁନି 😂😂😂😂😂😂😂😂
Bhai amara magana khai khai Nabina babunku bhuli parunahanti. Jaya Nabina
2024re.nija.subidha.na.odisa.subidha.....🙂😃😃😄😄
😅😅😅😅
Dala,candidate kehi thik nuhan.Lokanka hakpain ladheikara vote apeape milijiba.
MU ta jMM ku de bhi sam te se aamara bapa
ପାଣ୍ଡୁ ର ଯୁବା ବସ୍ଥା କୁ ନବୀନ ର ଯିବା ବସ୍ଥା ତେଣୁ ସାବଧାନ ହୁଅ ରେ ଓଡ଼ିଆ ପୁଅ ଜଣେ ପେଟ କୁ ଖାଇ ଯିବ ତ୍ ଆଉ ଜଣେ ରାଜ୍ୟ କୁ ଖାଇ ଯିବ 😂😂😂
ସିଏ ହେଉଛନ୍ତି ପାଣ୍ଡିଆନ
MAGI KHIA
Upastapak sir apana over acting karuchanti
Congress wine
ଏଇ ଘର ଦେଖି ମତେ ବହୁତ ଭଲ ଲାଗୁଛି କାରଣ ଆମ ସରକାର ପକ୍ଷୀ ମାନଙ୍କ ପାଇଁ କିଛି ଵେବସ୍ତା କରିଛନ୍ତି 🤣🤣🤣🤣😂😂🤣😂 ଏଇ ଘରେ ତ ଲୋକେ ରହି ପାରିବେନି ହେଲେ ପଶୁ ପକ୍ଷୀ ରହୁଛନ୍ତି