News Fuse 13 MAY 2024
ฝัง
- เผยแพร่เมื่อ 12 พ.ค. 2024
- OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
Bjd ହଟାଅ...ଓଡିଶା କୁ ତାମିଲ ଶାସନ ରୁ ବଞ୍ଚାଅ..
୨୫ବର୍ଷ ଶାସନପରେ ବି ସାଧାରଣ ଜନତାଙ୍କ ଉପରେ ଆମ ଓଡ଼ିଶା ସରକାରଙ୍କର ଭରଷା ହେଉନି ଯାହା ଫଳରେ ଚୁରୁଣିଆ ଯୋଜନା ଆରମ୍ଭ କଲେଣି ମୁହଁକୁ ଲାଜ୍ଜନାହିଁ ଯାହା ଏଇଥର ଠିକ୍ ଜବାବ୍ ଦେବେ ,,,,ଜୟ ଜଗନ୍ନାଥ,,,,
ପଦ୍ମଫୁଲ ଜିନ୍ଦାବାଦ୍❤
ଏହା ମିନି ସଭା ଏଥିରେ ସବୁ ଦଳିଅ କର୍ମୀ ମାନେ ବୋଧେ ସଭା କରିଦେଉଛନ୍ତି ବହୁତ ଖୁସି ଲାଗୁଛି 🤣😂🤣😂🤣 ଏମିତି 2024 ରେ ଖାଲି ପଡ଼ିବେନିତ
Jay jagannath
BJP କୁ ଓଡ଼ିଶା ବସି ସମର୍ଥନ କର ନାହିଁ, ନିଜେ ତ କାହାର ଉପକାର କରି ପାରିବ ନାହିଁ, ଅନ୍ୟ କୌଣସି ନେତା ଜନ ସାଧାରଣ ଙ୍କୁ ସାହାଯ୍ୟ କଲେ BJP ର ବହୁତ୍ ପୋଡ଼ୁଛି
ସାର୍ ଏମିତି ରାଗୁଛନ୍ତି ଭୋଟପାଇଁ ଲୋକମାନଙ୍କ ପାଖକୁ ଗଲାବେଳେ ଯଦି ଲୋକମାନଙ୍କର ଝାଡାପରିସ୍ରା ହେଲା ତାହେଲେ ଦାୟୀ କିଏ
Super news sir Jay Jagannath 🙏
Kuna bhainku pranam excellent presentation dhanya re rajaneta dhanya re rajasatta
ଖାରବେଳ ନାର ଖର ହୋଇ mp haba nisa
Sir ଏତେ ରାଗୁଛନ୍ତି ତ ସେଥି ଯୋଗୁ ମୋଦି ଟିକେଟ କାଟି ଛନ୍ତି 🤣😂🤣 ଏମିତି ରାଗିଲେ କିଏ ଟିକେଟ ଦେବେ ଏ sir ଙ୍କୁ
ଏହା 24 ବର୍ଷର ଭାଷଣ ସବୁ ଏବେ ଭୋଟ ଦିପା ପାଇଁ ଯାଇଛନ୍ତି ଏବେ ସବୁ ନବା ଜାଣିଛନ୍ତି ଭୋଟର ମାନେ ଆଗକୁ ନେଇପାରିବେନି ଏବେ ଯାହା ନେବେ ପୁଣି 5 ବର୍ଷ ପରେ ପାଳି
ଗ୍ରୁପ ର ଲିଡର କୁ ଥାନାରେ ପୁରେଇ ଦିଅ...
ଇଲେକ୍ସନ ପରେ ଘରକୁ ପଠେଇ ଦବ..........
Super ❤ sir
ଏମିତି ଆଗରୁ ହବାର ଥିଲା କାରଣ ଏତେ ବିଜୁଳି ଏତେ ଖଚ୍ଚ କରୁଛନ୍ତି ଯେ ଆମ ଉପରେ ଟାକ୍ସ ପଡିବ ଏତେ ବିଜେଡି ଵାଲା ଲଢ଼ୁଛନ୍ତି ଯେ ତାଙ୍କ ଜୀବନ ଅନ୍ଧାର ହେଇଗଲାଣି
ବର୍ତମାନ ନବୀନ ଓଡିଶାରେ ମା ମାଉସୀ ମାନଙ୍କର କେବଳ ଗୋଟିଏ କାମ ଇଲେକ୍ସନ ସମୟରେ ଶାସକ ଦଳ ମାନଙ୍କର ହାତବାରୀଷି ହୋଇ ୟାଠୁତାଠୁ ଗାଳି ଶୁଣିବା
ଭାଇ ଏତେ ପଶ୍ନ କରୁଛନ୍ତି ଯେ ହେଲେ ଏହାର ଗୋଟେ ଉତ୍ତର ମୁଁ ଜାଣିନି ଏହାର ହେଉଛି ଭଲ ଉତ୍ତର ମତେ ବହୁତ ଭଲ ଲାଗୁଛି ଏତେ ବଣ୍ଟା ଯାଉଛି ହେଲେ ପଇସା ଆସୁଛି କୋଉଠି
ଏଠି ସବୁ ଏମିତି ହୁଏ ଇଏପା ସେଣ୍ଟରରୁ ଖେଳ ହେଇଛି sir ଙ୍କୁ ଫୁଲ ଭଲ ଲାଗୁନି ଆଗରୁ ଭଲ ଲାଗୁଥିଲା ହେଲେ ମୋଦି ଟିକେଟ ଦେଲେନି ଅଉ କଣ ଫୁଲ ଭଲ ଲାଗିବ ସେଥି ଯୋଗୁ ରାଗଟା ଅନ୍ୟଆଡେ 🤣🤣😂
Odisha ra 1st lokankara magana kihia lanchua officer change Kara ta pora Jai odisa ra bikash habo🙏🙏👍
ସୁଦାମ ବାବୁଙ୍କ ମିଶ୍ରଣପର୍ବ ରେ ଲୋକେ ମିଶିବାଟା କାଇଁ ଦେଖାଯାଉନି ଭୁଲ୍ ରେ ଫେଡାଣ ହେଇଗଲା ନା ହରଣ ହୋଇ ଭାଗଶେଷ ଯାହାପଡିଲା ସବୁ ପଳେଇଲେ ନା ମୋତେଲାଗୁଚି ଲାଇନ୍ କଟିଯିବାରୁ ନାରଣକୁ କିଛି ଦେଖାଗଲାନି
ବାପାଲ ଏ ମିଶ୍ରଣ ପର୍ବ ନା ହରଣ ପର୍ବ
Dhenkanal ra kani fuse asuni otv Khali bbsr, Cuttack pani news channel ama massage dekhunahanti tike
Tanku jie saddi Dela Tamara kanhiki phatuchi, tame bi dauna
Sundar episode
Dipa Livibaa bele jore jale
ଲୁଙ୍ଗି ଯୋଜନା ଶାଢୀ ଯୋଜନା କିଏ ପ୍ରଚଳନ କରିଛନ୍ତି ମନେ ରଖିଥା ନାରଣ , competitive exams ରେ ଆସିବ😂😅
ଶାଡି ଦୋକାନରୁ ଆସିଛି ନାରଣ ଜାଣିପାରୁନା ଏତେ କଣ ପଶ୍ନ କରୁଛ ଏବେ ପା ଇଲେକ୍ସନ ଅଛି ଶାଡି ପିନ୍ଦିଲେ ତ ଭୋଟ ଦେବା ପାଇଁ ମଜା ଲାଗିବ 🤣😂🤣🤣
ପୁଲ ଦେଲେ ପେଲି ଦେବି 😂😂😂 ଏକି କଥା ହେଲା😂😂😂
Good morning
kete chair
ଲାଗୁଛି ସୁଦାମ ବାବୁଙ୍କ ଶନି ଦଶା ଚାଲିଛି। Meeting ରୁ time ମିଳିଲେ ଯାଇକି ଝାଳଫୁଙ୍କା କରି ନେବେ, ନ ହେ ପ୍ରଭୁ ଜଗନ୍ନାଥଙ୍କ ଭରଷା😂
ଏ ଗୁଡା ଡାଲମା ଭାତ ଖାଇବା କୁ ଦେଉଛନ୍ତି
Bhai ro bahut mono thila ho MP hebaro 😂, laguchi Bhai ro kichi bhitiriya doso thibo sethi pain ticket ta diya jaini
Sata..emitika.gote.sabda...
Aagoku sadhi jojona gote heu...😂
Bhaimane pachaku pacha pacharantu time pas pain bhala lagiba
Kharabela na paunsa,nija upare control nahin neta na chhida chhata
Bjp bjd
Tu bala ta na kaha ja pala ame vote dabunu.
କlରବେଳ ହlରିବl ସହିତ bjp କି ବି ହରେଇବ
Echa hauchi job chadi jae election re tanka udichi kichi gotei rakhiba au kebe debeni ebe dauchanti 😂
Sudam mandi bela kharap
Hariba ebhali neta...
Bjd out
Last scenes 😂😂😂😂😂😂
Mote birjo dio , mun santana debi.
BJP mukhapatra
ପାଣ୍ଡୁ ମା ମାନଙ୍କୁ ବ୍ଲେଜର ଦେବେ କହି ଶାଢ଼ୀ ଦେଲେ ତାହେଲେ ଏଇଠୁ ଜଣାପଡୁଛି ପାଣ୍ଡୁ କେତେ ସତ କୁହନ୍ତି ଭୋଟ ପରେ ଓଡିଶା ର ଅବସ୍ଥା ଠିକ ସେୟାହେବ ଜୟ ଜଗନ୍ନାଥ
ଲଭ ମଣିଷ କୁ କୁକୁର କରିଦିଏ
😊😊
A vali netanku chapla mala deba katha. jiye katha padutare ragi jauchanti siye ki neta heba. kahila kn na mu chari lakhya vote re jitibi.a drushya dekhila pare chari khanda vote b milibani.
Jadi dam achhi mo kathara answer diaa on pjp no bjd only bopa
Janta kan pagalana to chakara,je tu emti katha kahibu....pahala pala budha munda kharap.
magana saree, bhauni bhuligaleki khai khaile jamara bheta
BJP Katha tike kaha
kharabela sir
aapan kn tadichhanti...???
Tu narana 😂😂😂😂
😂😂😂😂😂😂😂
Jay. Bjp
🤣🤣🤣🤣🤣🤣🤣🤣🤣
ବିଜେପି କଣ ଏତେ ସତୀଆ ଯେ ଶାଢ଼ୀ ବାବଦରେ ଏତେ ପ୍ରଶ୍ନ ପଚାରୁଛି। ସରକାର ଦେଲେ ତମେ କିଏ।
ଏବେ ଭୋଟ ପାଇଁ ଶାଡି ଖେଳ ଏବେ ମାଡି ଚାଲ ଏମିତି ଦଳକୁ ବର୍ବାଦ କରୁଛନ୍ତି ଦଳକୁ କେତେ କଷ୍ଟ ଦବ 🤣😂🤣
ସମସ୍ତେ ଜାଣିଛନ୍ତି ଏ ସବୁ ମିଟିଙ୍ଗ୍ ର କିଛି ମାନେ ନାହିଁ 😂
🤣🤣🤣🤣