Newsfuse | Locals puzzled when asked simple questions on Rath Yatra

แชร์
ฝัง
  • เผยแพร่เมื่อ 27 มิ.ย. 2023
  • Newsfuse | Locals puzzled when asked simple questions on Rath Yatra
    ଗୁଣ୍ଡିଚା ଯାଇ ବାହୁଡ଼ା ହେଲା...ତିନି ରଥର ନାଁ କିନ୍ତୁ ଏମାନେ କହିପାରିଲେ ନାହିଁ
    #ରଥର_ନାଁ_କହିପାରୁନ?
    ଆଲୋ ଇଏ କଣ କିରେ ନାରଣ? ଗୁଣ୍ଡିଚା ଯାଇ ବାହୁଡ଼ା ସରିଲା...ଆଜି ସୁନାବେଶ...ଏମାନେ କିନ୍ତୁ ୩ ରଥର ନାଁ କହିପାରିଲେନି ।
    #NewsFuse #Odisha #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 339

  • @rasmitasahoo1997
    @rasmitasahoo1997 ปีที่แล้ว +78

    ରଥ ଯାତ୍ରା - ଆଷାଢ଼ ମାସ ଶୁକ୍ଳ ପକ୍ଷ ଦୂତିଆ। ରେ ପଡେ
    ୩ ରଥ ର ନାମ - ନନ୍ଦିଘୋଷ ; ତାଳଧ୍ଵଜ ରଥ; ଦର୍ପଦଳନ ରଥ;
    ବାହୁଡ଼ା ଯାତ୍ରା - ଆଷାଢ଼ ମାସ ଦଶମୀ ରେ
    ରଥ ରେ ସୁନାବେଶ କରାଯାଇଥାଏ ଆଉ ଭୁତ ପ୍ରେତ ଚଣ୍ଡୀ ଚାମୁଣ୍ଡା କୁ ସାନ୍ତ କରି ମୁକ୍ତି କରିବା ପାଇଁ ଅଧର ପଣା ନୀତି କରା ଯାଏ
    ରଥଯାତ୍ରା ର ଶେଷ ଯାତ୍ରା ନୀଳାଦ୍ରି ବିଜେ
    ଅଭିମାନୀନି ମା ସାଆନ୍ତାଣୀ ଙ୍କୁ ଆମ କୋଟି ଓଡିଆଙ୍କ ମଉଡ ମଣି ମହାବାହୁ ରସଗୋଲା ଦେଇ ମାନଭଞ୍ଜନ କରନ୍ତି 🙏 କେଡେ ସୁନ୍ଦର ଆମ ସଂସ୍କୃତି ଜୟ ଜଗନ୍ନାଥ 🙏

    • @sudiptakumar7710
      @sudiptakumar7710 ปีที่แล้ว +1

      So nice ...

    • @sameerpatra345
      @sameerpatra345 ปีที่แล้ว +1

      Bahut sundar ...odia sanskruti au parampara samaste janiba uchit

    • @rasmitasahoo1997
      @rasmitasahoo1997 ปีที่แล้ว +1

      @@jayaramnayak8529 ସେ ମୋ କାଳିଆ ଭାଇ ବଳିଆ ଭାଇ ଓ ମୋ ମା ସୁଭଦ୍ରା ମୋ ଜୀବନ ର ସବୁ କିଛି ମୋ ଘର ର ମୁରବୀ ସେ 🙏

    • @jayaramnayak8529
      @jayaramnayak8529 ปีที่แล้ว +1

      @@rasmitasahoo1997 ଜୟ ଜଗନ୍ନାଥ ଆପଣ ଭଲ ରେ ରୁହୋନ୍ତୁ

    • @niharranjannayak8443
      @niharranjannayak8443 ปีที่แล้ว +1

      Au mausi maa nka naa ta kahileni

  • @jayhindjaybharat8824
    @jayhindjaybharat8824 ปีที่แล้ว +61

    ରଥ ଯାତ୍ରା :- ଅଷାଢ ମାସ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ପଡେ। ଜଗନ୍ନାଥ ପ୍ରଭୁ ରଥ ଙ୍କ ନାମ :- ନନ୍ଦିଘୋଷ, ବଳଭଦ୍ର ପ୍ରଭୁ ରଥ ଙ୍କ ନାମ:- ତାଳଧ୍ୱଜ ଏବଂ ସୁଭଦ୍ରା ମାତାଙ୍କ ରଥର ନାମ :- ଦେବଦଳନ । ନନ୍ଦିଘୋଷ ରେ ୧୬ ଟି ଚକ ଥାଏ। ବାହୁଡ଼ା ଯାତ୍ରା ଦଶମୀ ତିଥିରେ ପଡେ। ଜୟ ଜଗନ୍ନାଥ ମହାପ୍ରଭୁ 🙏🙏।

  • @birendradas8224
    @birendradas8224 ปีที่แล้ว +14

    ❤ଏମାନେ କେଉଁ ଦୁନିଆର ମଣିଷ ଜଗନ୍ନାଥ ଦେଶରେ ଜନ୍ମ କି ପାତାଳ ରୁ ଜନ୍ମ ।

  • @gourangasa6027
    @gourangasa6027 ปีที่แล้ว +11

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ। ଏମିତି ସବୁ ଓଡିଆ ଲୋକ ଙ୍କୁ ଦେଖି ରାଜ୍ୟ ର ମୁଖିଆ ଠିକ ଭାବେ ଫିଟ୍।

  • @bharatiparida8840
    @bharatiparida8840 ปีที่แล้ว +13

    ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ, ଜଗତ ପ୍ରସିଦ୍ଧ ଆମ ଠାକୁରଙ୍କ ବିଷୟରେ ସାଧାରଣ କଥା ଆମକୁ ଜଣା ନାହିଁ।

    • @santosh34554
      @santosh34554 ปีที่แล้ว

      Jagannath amo relative sethi pain ame bodoponia dekhauchu

  • @kalpanadash9953
    @kalpanadash9953 ปีที่แล้ว +3

    ଧନ୍ୟ ଧନ୍ଯ ।ହେ ଭଗବାନ.....କି ଓଡିଆ।

  • @babitaswain6552
    @babitaswain6552 ปีที่แล้ว +6

    ଆପଣମାନଙ୍କ ପାଇଁ ଆମ ସଂସ୍କୃତି ଆହୁରି ଆଗକୁ ବଢିବ

  • @basudevbehera926
    @basudevbehera926 ปีที่แล้ว +47

    ବହୁତ୍ ଦୁଃଖ ଲାଗୁଛି, ଓଡ଼ିଆ ଲୋକ ହେଇକି ଏ ସବୁ କଥା ଜାଣିନ, ଛେ........😢😢😢😢

    • @Doberman1st_Choice.
      @Doberman1st_Choice. ปีที่แล้ว +2

      Kain dukha laguchi

    • @ramachandramurmu9863
      @ramachandramurmu9863 ปีที่แล้ว

      Ekdom right bro

    • @sasmitakondagari2942
      @sasmitakondagari2942 ปีที่แล้ว +1

      Ratha ro name na janile kn hela tini thakuranka namo to jani thibo na
      Jeun bhai o bhauni mananku dukha laguchi sehi mahila janaka semananka bhali intelligent nuhe ...

    • @santosh34554
      @santosh34554 ปีที่แล้ว

      Cuttack Puri balanku bhi jonanothibo

  • @kedarnathbeherabhajan4779
    @kedarnathbeherabhajan4779 9 หลายเดือนก่อน

    ବହୁତ ଭଲ ଭିଡିଓ l ଭଲ ଲାଗିଲା l
    ଯେଉ ଲୋକ ର ଭଗବାନ ପ୍ରତି ଶ୍ରଦ୍ଧା ଭକ୍ତି ନାହିଁ ସେମାନେ ଏ ପ୍ରଶ୍ନ ର ଉତ୍ତର ଦେବେ କିପରି ? ସେଥି ପାଇଁ ଭାବ ଦରକାର , ପ୍ରେମ ଦରକାର l ଲୋକ କୁହନ୍ତି ମୁଁ ବ୍ୟସ୍ତ ଅଛି ସେ ଲୋକ ବ୍ୟସ୍ତ ନୁହଁ ଅସ୍ଥବ୍ୟସ୍ତ ଥାଆନ୍ତି l ମୋ ପାଖରେ ଟାଇମ ନାହିଁ ସେମାନଙ୍କ ପାଖରେ ବହୁତ୍ ଟାଇମ ଥାଏ l Jai jagannath

  • @kaibalyaharijan4953
    @kaibalyaharijan4953 ปีที่แล้ว +2

    ଧନ୍ୟ ଓଡ଼ିଆ ହୋଇ ସାଧାରଣ ପ୍ରଶ୍ନ ର ଉତ୍ତର ଦେଇ ପାରୁନ

  • @SunaramSinku-tl1ig
    @SunaramSinku-tl1ig ปีที่แล้ว +1

    RSS ବିଜେପି ବୈଜୟନ୍ତ ପଣ୍ଡା କହିଛି କି ଏହିପରି ଅନ୍ଧବିଶ୍ୱାସ କୁ ଅଧିକ ରୁ ଅଧିକ ପ୍ରଚାର ପ୍ରସାରିତ କରିବା ପାଇଁ ହଉ ସଂସ୍ଥା ଚାଲୁ ।

  • @chinabehera1216
    @chinabehera1216 ปีที่แล้ว +1

    ବହୁତ ଦୁଃଖ ଲାଗୁଛି ଓଡ଼ିଆ ଲୋକ ହୋଇ ଜଗନ୍ନାଥଙ୍କ ବିଷୟରେ କିଛି କହିପାରୁନାହାନ୍ତି

  • @ansumanbarik7728
    @ansumanbarik7728 ปีที่แล้ว +9

    ଶେଷକୁ ବହୁତ ସୁନ୍ଦର କଥା କହିଲେ ଆପଣ

  • @prasanta600
    @prasanta600 ปีที่แล้ว +33

    ଓଡ଼ିଆରେ ଏମାନେ PG କଲାପରି ଲାଗୁଛନ୍ତି, ବହୁତ ଦୁଃଖ ଲାଗିଲା ସେବକ ଭାଇ ଜଣଙ୍କ ପାଇଁ, ଜଗନ୍ନାଥଙ୍କ ସେବକ ହୋଇ ତାଙ୍କ ବିଷୟରେ ପଦେ କହିପାରିଲେ ନାହିଁ , ସାଧାରଣ ଲୋକଟିଏ କ'ଣ କହିବେ, ଜୟଜଗନ୍ନାଥ 🙏🙏🙏

    • @rasmibidika
      @rasmibidika 9 หลายเดือนก่อน

      😁😂🤣🤣🤣🤣

  • @dilliptube9648
    @dilliptube9648 ปีที่แล้ว +4

    Jagannath Prabhu Nka Ratha-Nandhighosha
    Subhadra Maa Nka-Debadalana
    Balabhadra Prabhu nka-Taladhwaja
    Ratha Yatra-Ashadh Masha,Sukla pakhya, Ditiya Tithee
    Bahuda Yatra Prabhua nkara-Dashami Tithi (Ratha Yatra Ra 9 Days Pare Pade)
    Prabhu Nkara Maushi Nka Name-Ardhasini Debi

  • @lkmcreation6300
    @lkmcreation6300 ปีที่แล้ว +12

    ଧିକ୍ ତମ ଓଡ଼ିଆ ପଣିଆ କୁ🙏

  • @satyasingh3148
    @satyasingh3148 ปีที่แล้ว +16

    ମଲା ମଲା କିଏ ଯେ ଏତେ ମନେ ରଖିବ ହୋ otv ବାଲା , ବାରମ୍ବାର ଯେମିତି ଚଡି , ବନିୟାନ୍ , କୋଣ୍ଡୋମ୍ ର advertise ଦେଖାଯାଉଛି ସେମିତି ବାରମ୍ବାର odia sanskruti ବିଷୟରେ ଦେଖେଇଥିଲେ କିମ୍ବା ଜଗନ୍ନାଥ ମନ୍ଦିର ବିଷୟରେ ଦେଖେଇଥିଲେ ଏତେ ଅସୁବିଧା ହଅନ୍ତାନି ।

    • @sumitsouravnanda2234
      @sumitsouravnanda2234 ปีที่แล้ว

      Jay Jagannath TV dekhunu harami sabu janiparibu sala aene jadi movie kahiba sabu Mane padiba

    • @satyasingh3148
      @satyasingh3148 ปีที่แล้ว

      @@sumitsouravnanda2234 be harami pagala ethi otv katha kahuchi torr tv kahuni hela be

    • @sumitsouravnanda2234
      @sumitsouravnanda2234 ปีที่แล้ว

      @@satyasingh3148 pagala baya ta tu kire harami

    • @satyasingh3148
      @satyasingh3148 ปีที่แล้ว

      @@sumitsouravnanda2234 be pagala gehi tu ta maha harami be .

    • @swadhinkumarpati150
      @swadhinkumarpati150 11 หลายเดือนก่อน

      ଭାଇ ପ୍ରତିବର୍ଷ ବୋଧେ ରଥଯାତ୍ରା ସିଧା ପ୍ରସାରଣ ଓଟିଭି ରେ ହେବା ସମୟ ରେ ଏହି ତଥ୍ୟ ଆଲୋଚନା ହୁଏ 😂 ନା ତମେ ଏ ଗୁଡା କଣ ଦେଖିବ ତମେ ତ କଣ୍ଡୋମ ଦେଖିବ। ଭାଇ ରେ ତୋ ଜୀବନ କଣ୍ଡୋମ 😂

  • @RoHit-le5xr
    @RoHit-le5xr ปีที่แล้ว +9

    ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି😊

  • @jambeswarmajhi2645
    @jambeswarmajhi2645 ปีที่แล้ว +8

    Asadha mas sukla pakhay ditiya Nandighos Taldhoj Debadalan🙏🙏 Jay Jagannath 🙏🙏❤️

  • @brajeswarisingh909
    @brajeswarisingh909 ปีที่แล้ว +1

    ହା ହା, ହସାଇଲେ ବନ୍ଧୁ , ହସ ଲାଗୁଛି

  • @astarentertainment8866
    @astarentertainment8866 ปีที่แล้ว +13

    ଆମ Westtern Odisha Asa sabu କହିବେ

  • @rashmiodiachannel5414
    @rashmiodiachannel5414 ปีที่แล้ว +4

    Jaya jagannath 🙏🙏🙏

  • @dibyajyotisahu2605
    @dibyajyotisahu2605 ปีที่แล้ว +1

    Jagannath nka mausinka nama heuchhi ardhasini debi.🙏🙏🙏🙏🙏🙏🙏

  • @narayansethi8108
    @narayansethi8108 ปีที่แล้ว +1

    Jay jagannath swami 🙏🙏

  • @saraswatinayak1240
    @saraswatinayak1240 ปีที่แล้ว +8

    Shree jagannatha nka ratha ...nandighos
    Maa nka ratha..devadalana
    Bada thakuranka ratha ...taladhoja
    Jay shree jagannatha 🙏🙏🙏🙏🙏

    • @jayaramnayak8529
      @jayaramnayak8529 ปีที่แล้ว +1

      ଆପଣ ଜାଣିଛନ୍ତି 👉

    • @saraswatinayak1240
      @saraswatinayak1240 ปีที่แล้ว

      Jay shree jagannatha 🙏🙏🙏🙏🙏 sir

    • @jayaramnayak8529
      @jayaramnayak8529 ปีที่แล้ว

      @@saraswatinayak1240 ଆପଣ ଆଉ କିଛି ଜାଣିଛନ୍ତି କୁହନ୍ତୁ

  • @mrsameshlifestyle
    @mrsameshlifestyle ปีที่แล้ว +11

    😂😂😂ଅନେଙ୍କ ଲକମାନେ ଜାଣିନାହାନ୍ତି କାରଣ ମନ୍ଦିରରେ ଶିକ୍ଷା ଦୀୟା ଯାଏ ନାହିଁ କେବଳ ନଡ଼ିଆ ପୂଜା ଦିୟା ଯାଏ ।

    • @rasmibidika
      @rasmibidika 9 หลายเดือนก่อน

      right

  • @malayasahu2565
    @malayasahu2565 ปีที่แล้ว +1

    Jay jagannath sawmi🙏🙏

  • @ananth8621
    @ananth8621 ปีที่แล้ว +7

    👊👊🤣ଜାଣିଲେ କଣ ହେବ ନା ପ୍ରଭୁ କୃପା ହେବ ନା ଦୁନିଆ ରେ ଦୁଃଖ ନାଶ ହେଇ କେବଳ ସୁଖ ହେବ, ସବୁ ବଜେ କଥା ଯଦି ଜାଣିନାହିଁ ତିନି ରଥର ନାମ କିଛି ଭୟ ଲାଜ କରିବାର ନାହିଁ

    • @Master_ofWhy
      @Master_ofWhy ปีที่แล้ว +1

      କହିଲା ଭଗବାନ୍ ଙ୍କ ବିଷୟରେ ଜାଣି ବା ବାଜେ କଥା, ଆଉ ପର ଝିଅ ବିଷୟରେ କେବଳ ଜାଣେ।

    • @swadhinkumarpati150
      @swadhinkumarpati150 11 หลายเดือนก่อน

      ଆପଣ ଆପଣ ଙ୍କ ବାପା ଙ୍କ ପରିଚୟ ନ ଜାଣିଲେ କିଛି ଅସୁବିଧା ନାହିଁ ବାସ ସମାଜ ଆପଣ ଙ୍କୁ ସଙ୍କର କହିବ ଅଣବାପୁଆ କହିବ ଆଉ ଅଧିକ କଣ ହେବ ଆପଣ କଣ ବଞ୍ଚି ପାରିବେନି ଦୁନିଆ ରେ 😂❤

  • @chinmayeenayak6416
    @chinmayeenayak6416 ปีที่แล้ว +1

    ଆଷାଢ଼ ମାସ ଶୁକ୍ଳ ପକ୍ଷ ଦୂତିଆ ତିଥି.... ରଥ ନା ନନ୍ଦିଘୋଷ ତାଳଧ୍ବଜ. ଦର୍ପଦଳନ

  • @OdiaCulture21
    @OdiaCulture21 ปีที่แล้ว

    ଧନ୍ୟ ଧନ୍ୟରେ ଓଡ଼ିଆ

  • @user-nq8yh8rl5f
    @user-nq8yh8rl5f ปีที่แล้ว

    Good sweet. Morning hrudayavara suvkamana agyan apnankatharu gotiekatha janibaku chahnuchi ,apnaku hatajoduchhi suvkamna , debatamanankara debajana ,ba rath , gudikara , baigyanika kiethile agyan motetike bateidebe koti panamkaruchhi ,mangala kamana bi karuchhi apananmananka samasta parivara samastanku vagwan pravu shree jagannath sarvda mangala rakhithantu ehikamna ❤❤

  • @shivabhai1264
    @shivabhai1264 ปีที่แล้ว +12

    ଲାଜ ନାହିଁ ତମ ମୁହଁକୁ ତମ ପିଢୀକୁ ଆସିଲେ ଏଠି କହି ଆମେ ଶିକ୍ଷିତ କିନ୍ତୁ ଜାଣିନଥାନ୍ତି ଏମାନେ ଆମ ସଂସୃତି ବେଶ । ଧିକ ଏମିତି ଲୋକ ।

  • @brundabanpradhan4993
    @brundabanpradhan4993 ปีที่แล้ว +1

    ଧନ୍ଯ କହିବ ତମ ଓଡିଆ ପଣିଆ କୁ ।

  • @geetanjaliacharya6079
    @geetanjaliacharya6079 ปีที่แล้ว

    Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏God bless you to your family sir 🙏🏻
    And all sir 🙏🏻

  • @priyankamaity2500
    @priyankamaity2500 9 หลายเดือนก่อน

    Jay jagannath ji ki jai ho 🙏🙏🙏🙏

  • @kameswarYouTubeExpress
    @kameswarYouTubeExpress ปีที่แล้ว +1

    Jay Jagannath 🙏🥰

  • @rashmiodiachannel5414
    @rashmiodiachannel5414 ปีที่แล้ว

    Jaya jagannath ❤❤❤

  • @ACTIVE_BOY_
    @ACTIVE_BOY_ ปีที่แล้ว +4

    Status ରଖିବା ବଧେ ଭୁଲ ହୋଇ ଗଲା 😂😂😂

  • @NarendraKumarMahanta-oo7iw
    @NarendraKumarMahanta-oo7iw ปีที่แล้ว

    Jay jagannath

  • @Priyadarshinidas-mv9ic
    @Priyadarshinidas-mv9ic ปีที่แล้ว

    Jai jagannath 🙏🏻

  • @BabuliSahoo-yq7ei
    @BabuliSahoo-yq7ei ปีที่แล้ว

    Jay shree Jagannath swami nayana patha gami bhabatume 🙏🌺🌿🍎🍎🍎🔔🔔🔔🔔🔔🔔🙏🙏🙏🙏🙏🌺🌺🌺🌺🌺🌺🌿🌿🌿🌿🌿🌿🙏🙏🙏🙏🙏🔔🔔🔔🔔🔔🔔🔔🔔🔔🔔🔔

  • @harekrushnaprusty457
    @harekrushnaprusty457 ปีที่แล้ว

    Omm Jay shree jagannath hare hari

  • @user-uo9un2qp9o
    @user-uo9un2qp9o ปีที่แล้ว +2

    ମା ସୁଭଦ୍ରା ଙ୍କ ରଥ ର ନାମ ଦେବଦଳନ ନୁହେଁ ଦର୍ପଦଳନ 🙏

  • @khudiramhansdah712
    @khudiramhansdah712 ปีที่แล้ว

    Jay jaganath

  • @AllhaSuarwala
    @AllhaSuarwala ปีที่แล้ว +5

    ଲଜ୍ଯା ନାହିଁ ଏମାନଙ୍କୁ, ଏତିକି ସାଧାରଣ ଜ୍ଞାନ ଟେ ବି ନାହିଁ, ତେଣୁ ଆମ ଓଡ଼ିଶା ଏତେ ପଛରେ... ଛି ଛି ରେ ତମ ମାନଙ୍କୁ... ଏମାନଙ୍କୁ ଏକ୍ସପୋସ୍ ହିଁ ଦରକାର... କୌଣସି ଦୟା ଦେଖାଅନା...

    • @akdx7476
      @akdx7476 ปีที่แล้ว

      Abe gehin mun bi janini to kon hela mote fasi hoba dorkar..baktii bhabo tikia hele hela bass.ate kon dorkar.

    • @Gudduanimalstv
      @Gudduanimalstv ปีที่แล้ว

      😂

    • @masterofmemers6020
      @masterofmemers6020 ปีที่แล้ว

      Are sir ji ,jadi se Jani ni ta sethi re kharap kan achhi ki Je kie Daya dekhaiba 😂Jani ni taha mane se kebe Jani baku chesta Karini
      U tube pe lecture dedo kisi ko Kya pata chalega😊

    • @shravankumar-hv8ei
      @shravankumar-hv8ei ปีที่แล้ว

      ​@@masterofmemers6020😂

    • @rasmibidika
      @rasmibidika 9 หลายเดือนก่อน

      semiti kuhoni ajikali e sobu pocharile janiparontini but seriel ro kotha pocharile sobu kohibe

  • @sandip_56612
    @sandip_56612 ปีที่แล้ว +8

    ଏମାନେ ଆମ ଓଡ଼ିଆ ଜାତି ପାଇଁ କଳଙ୍କ

  • @annapurnasahoo8768
    @annapurnasahoo8768 ปีที่แล้ว

    Jay Jagannath 🙏🙏❤️❤️🙏🙏

  • @madhusmitarautomadhusmitar4232
    @madhusmitarautomadhusmitar4232 ปีที่แล้ว

    JAY Jagannath 🙏🙏🙏🙏🙏🙏🙏.......

  • @millansharma9604
    @millansharma9604 ปีที่แล้ว

    Jey jagannath

  • @IS---RajeshKumarMangual
    @IS---RajeshKumarMangual 10 หลายเดือนก่อน +1

    ଶଳା status ଦେଲା ବେଳକୁ fuse ଅଛି।କିନ୍ତୁ ତିଥି ମାସ ର ସଂସ୍କୃତି ବେଳକୁ ପୁରା fuse ଉଡିଯାଉଛି।କିରେ ଖାଲି ତ ମୋବାଇଲ reels ରେ ମାତିଲ ଏଗୁଡ଼ା ଆସିବ କୁଆଡୁ।

  • @prasannakumarpati1014
    @prasannakumarpati1014 ปีที่แล้ว

    Jay jagannath rsksya kara ama odisha ku

  • @soniamohanty7666
    @soniamohanty7666 ปีที่แล้ว

    Jai Jagannath Swami Nayana Patha Gami Bhava Tume 🙏🙏🙏🙏

  • @ganeshbehera8727
    @ganeshbehera8727 ปีที่แล้ว

    Jay Jagannath 🙏♥️🙏

  • @smitanjalinayak2801
    @smitanjalinayak2801 ปีที่แล้ว

    Jay Shree Jagannath

  • @anildas2909
    @anildas2909 ปีที่แล้ว +7

    Odia boli ame auu kn pain garba kariba. Jagnnath sanskruti ku nei kn pain garba kariba jahank nei ete sabu tanka bisyare ta kichhi jana nahi ama manku

  • @bapu465
    @bapu465 ปีที่แล้ว

    Jay Jagannath

  • @badrinathbiswal1854
    @badrinathbiswal1854 ปีที่แล้ว +1

    ମାଗିହେ କଟକିଏ ଖାଲି ପଇସା ଲୁଟ କରିବା ଲାଗି ରଥଯାତ୍ରା ନିକଲାଉଛନ !!କିଛି ନାଇଁ ଜାଣି

  • @radhekrushnapanda8547
    @radhekrushnapanda8547 ปีที่แล้ว

    Right

  • @satyamsahoo8977
    @satyamsahoo8977 ปีที่แล้ว +1

    Nandighosa Taladhwaja Debadalana

  • @ansumanbarik7728
    @ansumanbarik7728 ปีที่แล้ว

    ଜୟ ଜଗନ୍ନାଥ🙏

  • @PMalay-dc3ti
    @PMalay-dc3ti ปีที่แล้ว +2

    କଣ ଓଡ଼ିଆ ହେଇଛନ୍ତି ଏମାନେ ଆଜ୍ଞା. ଜୟ ଜଗନ୍ନାଥ 🙏

  • @yudhistirbabul8491
    @yudhistirbabul8491 ปีที่แล้ว +2

    ଏ ବିଷୟରେ ଟିକେ pandiyan sir ଙ୍କୁ ପଚାରିଲେ ସେ ସାଙ୍ଗେ ସାଙ୍ଗେ କହିଦେବେ

    • @Badboy-tz7kz
      @Badboy-tz7kz ปีที่แล้ว

      ଆମ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ ସେ ଠିକ୍ ଠିକ୍ ଉତ୍ତର ଦେବେ 🤣🤣

  • @sahadebabhoi7279
    @sahadebabhoi7279 ปีที่แล้ว +6

    ସେ ଭାଇନା ଜଣକ ଖାଲି ଦକ୍ଷିଣା ପାଇଁ ମନ୍ଦିର ଯାଉଛି । ଜ୍ଞାନ ନାହିଁ

  • @rpkbyramjee9432
    @rpkbyramjee9432 ปีที่แล้ว +2

    Super first 😊

  • @aswinipadhy5673
    @aswinipadhy5673 ปีที่แล้ว

    Jay Jagannath 🙏🙏🙏🙏🙏🙏

  • @gunanidhinaik3699
    @gunanidhinaik3699 ปีที่แล้ว

    ଜୟ ଜଗନ୍ନାଥ

  • @swapnamohanty7027
    @swapnamohanty7027 ปีที่แล้ว +5

    ଏମାନେ ପରା ସ୍ମାର୍ଟ ସିଟି ର ବାସିନ୍ଦା 😅😅😅😅😅😅😅

  • @jibanjyotimallik6659
    @jibanjyotimallik6659 ปีที่แล้ว

    Prabhu🙏🏻

  • @sunildas4880
    @sunildas4880 ปีที่แล้ว +2

    आषाढ़ मास के शुक्ल पक्ष की द्वितीया तिथि

  • @hrushikeshseet8020
    @hrushikeshseet8020 ปีที่แล้ว

    ❤❤❤❤❤

  • @lkmcreation6300
    @lkmcreation6300 ปีที่แล้ว +2

    Jay Jagganath 🙏

  • @praveenmusic9015
    @praveenmusic9015 ปีที่แล้ว +3

    ଓଡ଼ିଆ ଲୁକେ ହୋଇ ବି ଜଗନ୍ନାଥଙ୍କ ବିଷୟରେ ଜାଣିନାହାନ୍ତି. ତ କାହିଁକି ପୂଜା କରୁଛନ୍ତି ବହୁତ ଦୁଃଖର ବିଷୟ 😂😂😂.?

  • @dilwaledilu138
    @dilwaledilu138 ปีที่แล้ว

    Smart City Smart Bhakta🙏🙏🙏

  • @annapurnadhal4886
    @annapurnadhal4886 ปีที่แล้ว

    Nice 👍

  • @vlogsvivekbhai
    @vlogsvivekbhai ปีที่แล้ว +1

    Video tha maza lagila

  • @borunsmi143
    @borunsmi143 ปีที่แล้ว +3

    ଆଛା ମୁଁ ଓଟିଭିର ନିୟୁଜ୍ ଫିଉଜ୍ କୁ ମୋର ଛୋଟିଆ ପ୍ରଶ୍ନ !
    ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ଓ ସୀତା ୧୪ ବର୍ଷ ବନବାସ ଗଲେ । ପଞ୍ଚବଟୀ ବନରେ ରହୁଥିଲେ ଏବଂ କୁଟୀରର ନାମ କ'ଣ ? କହିଲ ଦେଖି , କେତେ କାହାକୁ ଫିଉଜ୍ କରୁଛ । ମୁଁ କମେଣ୍ଟ ମାଧ୍ୟମରେ ଓଟିଭିକୁ ଫିଉଜ୍ କରୁଛି । କମେଣ୍ଟ ରେ ଉତ୍ତର ଦିଅ ଦେଖିବା କେତେ ଦମ୍.....
    ଭଲ ଲାଗିଲେ କମେଣ୍ଟ ଓ ଲାଇକ୍ କରନ୍ତୁ।
    ଜୟ ଜଗନ୍ନାଥ...... ଜୟ ଜଗନ୍ନାଥ...
    🙏🙏🙏

    • @user-cz3mz6ln5b
      @user-cz3mz6ln5b ปีที่แล้ว

      Aau Kan gia gihi janiba darakara

    • @borunsmi143
      @borunsmi143 ปีที่แล้ว

      @@user-cz3mz6ln5b ଆପଣ ଏମିତି କଣ ଲେଖିଛନ୍ତି ?

  • @anusuyapriyadarshini2516
    @anusuyapriyadarshini2516 ปีที่แล้ว

    🙏🙏🙏

  • @alokalokg1637
    @alokalokg1637 ปีที่แล้ว +1

    ମାଉସୀ ଜାଣିଥିବ ହେଲେ ହଠାତ୍ ପଚାରିବାରୁ ସେ କରିପାରୁନାହାନ୍ତି......ମୋ ସାମ୍ନାକୁ ଆସୁନାହାନ୍ତି ସେ ରିପୋର୍ଟର କୁ ଓଲଟା ପ୍ରଶ୍ନ କରିକି ତାଙ୍କ ମୁହଁ ବନ୍ଦ କରିଦେବି.....ତମେ ମାନେ ବୟସ୍କ ଲୋକ ମାନଙ୍କ ମଜାକ ଉଡ଼ାଉଛ...ମୋ ସାମ୍ନାକୁ କେବେ ଖାଲି ପ୍ରଶ୍ନ ନେଇକି ଆସ.....😡

  • @anandadanayak627
    @anandadanayak627 ปีที่แล้ว

    Sir vrey thanks , very sorry to call odian, jai jagannath

  • @DeepakKumar-rw1qd
    @DeepakKumar-rw1qd ปีที่แล้ว

    Jay Jagannath ⭕‼️⭕🥰🥰

  • @sushantsushantabhoi1406
    @sushantsushantabhoi1406 ปีที่แล้ว

    Jay Jagannath 🙏🙏🙏🙏🙏😢😢😢😢😢😢 Prabhu tuhe Saburi saha 🙏🙏🙏🙏🙏

  • @madhusmitaaich4214
    @madhusmitaaich4214 ปีที่แล้ว +6

    Ask foreigners they will give correct answer....

    • @akashku10
      @akashku10 ปีที่แล้ว

      Yes write sister 😮

  • @user-tb9ox8xi3c
    @user-tb9ox8xi3c ปีที่แล้ว +5

    Camera aagare kahaku aemiti insult kariba thik nunhe

  • @p.j.5323
    @p.j.5323 ปีที่แล้ว +4

    ଆଙ୍କର ଭାଇ ତୁମେ ଯେମିତି ପଚାରୁଛ ତୁମକୁ ଵହୁତ କିଛି ଜଣା। ଭାଇ ତୁମକୁ 3 କ ପଣିକିଆ ପଚାରିଲେ ଆସିବ।

  • @SamirDas-ny6gi
    @SamirDas-ny6gi 10 หลายเดือนก่อน

    Dhanya re odiya

  • @Anshu-dg5st
    @Anshu-dg5st ปีที่แล้ว +1

    Pass

  • @asitkumarparija4776
    @asitkumarparija4776 ปีที่แล้ว +1

    ଓଡ଼ିଆ ହେଲେ ସବୁଠୁ ବଡ଼ ଖୋଡ଼ିୟା, କୋଡ଼ିୟା, ମାଗଣା ମିଳୁଚି କହିଲେ ୧୪ ପୁରୁଷ କୁ ନେଇ ପହଚି ଯିବେ। ୨ ଟଙ୍କା ର ବିସ ଖାଇ କି ମାରିଯା।

  • @radhakantameher2775
    @radhakantameher2775 ปีที่แล้ว

    Dhanya re tuma jiban

  • @sumitrachampia5342
    @sumitrachampia5342 ปีที่แล้ว +2

    ନନ୍ଦୀଘୋଷ, ଦର୍ପଦଳନ, ତାଳଧ୍ବଜ

  • @kalyanpanda5885
    @kalyanpanda5885 ปีที่แล้ว +1

    ଚେକ ସାର୍ଟ ଭାଇ ମୁଣ୍ଡ ବାଳ କୁ ଭିକାରୀ ମାଗିଖିଆ ଷ୍ଟାଇଲ କରିଛନ୍ତି କିନ୍ତୁ ପାଠ ଘର ଶୂନ

  • @aloksamal9943
    @aloksamal9943 ปีที่แล้ว

    Grade

  • @satyadurga1267
    @satyadurga1267 ปีที่แล้ว +1

    Jay⭕❗⭕🙏🙏🙏

  • @user-pb3fh4kt2z
    @user-pb3fh4kt2z 10 หลายเดือนก่อน

    Jay gagarnath ki jay

  • @anantahota574
    @anantahota574 ปีที่แล้ว

    Jay jagganth

  • @bhabanisankarbehera3215
    @bhabanisankarbehera3215 ปีที่แล้ว +1

    Badhia Answer milila 😂😂😂

  • @ramachandrasahoo7540
    @ramachandrasahoo7540 ปีที่แล้ว

    ମୁଖ୍ୟମନ୍ତ୍ରୀଙ୍କ ପଚରୁନ ସେ ଭଲସେ ଓଡ଼ିଆରେ କହି ପାରିବେନି ସେଠିକି ଯିବେନି,କଲେ ତୁମ ଚାକିରି ଧୋ

  • @BalidanRoyalsoldier
    @BalidanRoyalsoldier ปีที่แล้ว

    Taladhwaja, Nadighos, darpadalana

  • @rameshnayak6188
    @rameshnayak6188 ปีที่แล้ว

    Jay jagarnnath daniya

  • @madhusmitanayak332
    @madhusmitanayak332 ปีที่แล้ว +6

    ଥରେ ଗାଁ କୁ ଆସନ୍ତୁ ସବୁ ପ୍ରଶ୍ନ ର ଉତ୍ତର ପାଇଯିବେ ଏବଂ ତା' ସହିତ ବହୁତ ନୂଆ କଥା ଜାଣିପାରିବେ...... Jay jagannath...lv from paradeep...

  • @gobindachandranayak9576
    @gobindachandranayak9576 ปีที่แล้ว +1

    ଏ ବୁଢ଼ୀଟା ମୁସଲମାନ ନା ଖ୍ରୀଷ୍ଟିଆନ