News Fuse | Lord Jagannath, please bless me to get married soon, prays girl
ฝัง
- เผยแพร่เมื่อ 3 ต.ค. 2022
- News Fuse | Lord Jagannath, please bless me to get married soon, prays girl
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କୃପାରୁ ତୁମର ମନସ୍କାମନା ପୂର୍ଣ୍ଣ ହେଉ
ସବୁଠାରୁ ଏହି fuse episode ମଜ଼ାଦାର 😃😃😃😃😃😃😃.... ବହୁତ ହସଉଛ ଭାଇ ..... 😃😃😃😃😃👍👍👍
Ha ha 😄😄😄
@@Rasmiranjansethi143 hu hu
😄
😆😆
ସରକାରୀ ନେତା ,କର୍ମଚାରୀ ବା ସରକାରୀ / ବେସରକାରୀ ଶିକ୍ଷାନୁଷ୍ଠାନ ବା ସ୍ୱାସ୍ଥ୍ୟକେନ୍ଦ୍ରର News fuse କଲେ ସମାଜ ପାଇଁ ମଙ୍ଗଳ...........
ଦୟାକରି. ଓଡ଼ିଆ ଭାଷା.. ସଂସ୍କୃତି. ପରମ୍ପରା କୁ ଭୁଲି ବିଦେଶୀ ଭାଷା କୁ ପ୍ରଶୟ ଦିଅ ନାହିଁ.. ଆମେ ଓଡ଼ିଆ.. ଭାଷା ଓଡ଼ିଆ.. ଆମ ଜଗନ୍ନାଥ ବଢିଆ 🙏🙏🙏
ଜୟ ଜଗନ୍ନାଥ 🙏🌹
Jay Jagannath bhai 😍😍😍
Hmm bhai thik katha ☺🙏
Right 👍
Jai maa samlie ,jai koshal
ସତରେ ଏମାନଙ୍କ ଉତ୍ତର ଅତ୍ୟନ୍ତ ଉଚ୍ଚ କୋଟିର ଆଉ ଜ୍ଞାନ ଅଧିକ ହେ ଜଗନ୍ନାଥ ସାହା ହୁଅ ଏମାନଂକୁ
Looks like you are the avatar of adi guru😂😂
ଆପଣ ମାନେ question କରିବେ କି କିଛି ପଚାରିବେ
କିଏ କଣ କରୁଛି କିଏ 🤳 ନେଲା କି କିଏ 🙏 ସବୁ ଗୁଡ଼ କଣ ପାଇଁ ଏମିତି ଫ୍ୟୁଜ କରାଯାଉଛି ।
ତାଙ୍କୁ permisssion ନେଇକି କରୁଛନ୍ତି କି କାହାର କିଛି privacy ନାହିଁ କି
News fuse ମୋତେ ଦେଖିବାକୁ ଭଲ ଲାଗେ ହେଲେ ଏମିତି କା କାହାର ମଯାକ୍ ଉଡେଇବା କୋଉ episode re ଦେଖିନି।
ବେକାର କାମ ଗୁଡ଼ା ସବୁ କରିବେ
bhai emiti kale hin ama odia loka sudhuribe au odia nkara sanskruti bisayare kichi mane rakhibe
bhai otv, mu regular ai program dekhe, kintu pls kahaku insult karibaku aim rakhantu nahi.
Kind request to you....
comment space is not meant for this matter, so kindly share your official email
@@dhruticom5347 tama knowledge kte ki odia sanskruti upare
@@bijaysingh6511 ଏଇ program ର disclaimer କୁ ବୋଧେ ଆପଣ skip କରିଦିଅନ୍ତି?? 😂
ଓଡ଼ିଶା ସରକାର ଓଡ଼ିଶା ଇତିହାସ ବିଷୟ ରେ ପ୍ରତି ଶ୍ରେଣୀ ରେ 2 ରୁ3 ଗୋଟି ଅଧ୍ୟାୟ ରଖିବା କଥା, ଇତିହାସ ବହି ରେ ତୁର୍କୀ, ମୁଗଲ ଶାସକ ଙ୍କ ସହ ଓଡ଼ିଶାର ଶାସକ ମାନଙ୍କ ବିଷୟରେ ସମ୍ୟକ ଜ୍ଞାନ ଦେବା ଉଚିତ୍ତ
ବହି ରେ ଅଛି ଓଡ଼ିଆ ଶାସକ ବିଷୟରେ ରେ ଲେଖା ଅଛି
Se sabu kichi darkar nahin
Sabu ta google re achi 😂😂
ଆଜ୍ଞା ଆମ ଇତିହାସ ରେ ଏଗୁଡ଼ିକ ପଢା ଯିବା ଦରକାର ଜଗନ୍ନାଥ ସସ୍କୃତି ବିଷୟରେ
Agyan padha jauchi bhai, 7th class re padhina ki
ଭାହୁତ ଭଲ ପ୍ରୟାସ ଓଟିଭି ତୁମର ଆମ ଓଡ଼ିଆ ଙ୍କ ଆଧ୍ୟାତ୍ମିକ ଜ୍ଞାନ ପ୍ରସାର
One of the best natural comedy episode 😁😁😁😁
Aapanka upasthapana bahut vala lage sir .
She clearly mentioned don't show my clip (denied her consent),still you are showing her clip.Out of your mind???
Right Sir, channel bhul magiba uchit
Right
Right
ଗୀତ ଗୁଡାକ ପୁରା accurate ଜାଗାରେ ଲଗାଯାଇଛି 😀😀
Ya
Thik katha
Perfect
OTV editor nalua pa janina ki
@@superstarproduction8640 😂😂😂thik
Very honest person di🥰
Emiti sabu jhia au new married couples nku pachari ba darkar . Semane besi chehera dekhei hau chanti. U r absolutely right . Lokankara bahut phutani ajikali kichi na Jani .
Ur right mdm... 🙏
ନୀଳଗିରି ପର୍ବତ ଉପରେ ନୀଳମାଧବ ରୂପରେ ଶବର ରାଜା ବିଶ୍ବାବସୁ କଂ ଦ୍ବାରା ପୁଜା ପାଉଥିଲେ 🤔🤔🤔🤔
Nilagiri gufa re
@@sibasundar6624 hn
Hmm
But kuhontu je mandira kia pratishat kari thile
Raja indradum ki
Jay jagannath..
Great honest sister ❤
Sis you're so calm 👍 samasta ku sabu katha jana nathae but janila bada katha and jai jagannath everyone 🙏
ପ୍ରକୃତ କଥା ହେଉଛି.. କେମେରା ଆଗରେ କିଛି ଲୋକ ଡରି ଯାଇଥାନ୍ତି...
Thank you for presenting... ଭୋଉତ ମୋଜାଦାର ଥିଲା 🙏🙏🙏 But ଲୋକଙ୍କୁ ଏମିତି ପ୍ରଶ୍ନ ଉତ୍ତର ପଚାରିବା ଠିକ୍ ନୁହଁ.... ଲୋକେ ଏଥିରେ Insult ହୋଇପାରନ୍ତି, 👏
Very nice
plz continue this episode
Jay Jagannath 🙏
Last one was epic 🙏🏻😂😂
ପ୍ରଭୁ ଜଗନ୍ନାଥଙ୍କ ସ୍ତ୍ରୀ ଦେବୀ ଲକ୍ଷ୍ମୀ ।
Super comedy and gita ta pura perfect 😀😀😀😀😀😀😁🧐🧐🧐🥵🥵🥵😓😓🤣🤣😓bhagabane
Good brave lady....sata kahi thibaru
Very honest person 😁👍
Very honest.... Reply... 😃😃😃.. Mora jaldi bahaghar hei jau.. 😃😃
Tume jaha kuha vai tuma katha kahiba saili bahut majalage tume aasilathu news fius Dil khus❤❤❤
Honest girl ......
Best clips🖇️
Jayjagannath🙏🙏🙏
Quality is best ,knowledge is 4ht
jay jagannath
best episode
Nuse Fuse is in 🔥
Jagannath mahaprabhu prastab bahut achi..
vari majadar episode so nice
Keep a programme on question answer
🤣🤣🤣 fist Wala mast lagila
Background music jabardast....👍👍👍
ଇଂାଜୀରୁ ପାଇଁ ଅନେକ ସମୟରେ ମନ 😎
Super video🙏🙏🙏🙏
So beautiful 😄
ଭୁଲ କୁ ଯେଉଁ ମାତ୍ରାରେ ଠିକ୍ ବୋଲି ଲୋକମାନେ କହୁଛନ୍ତି..... ସେଇଠୁ ଜାଣିବା କଥା ଯେ ଆମେ କେତେ ଦୂର ଓଡ଼ିଆ 🤓🤓
Good morning Sir
Nice
ପ୍ରଭୁ ଶ୍ରୀଜଗନ୍ନାଥ ପ୍ରଥମେ ନୀଳକନ୍ଦରରେ ନୀଳମାଧଵ ରୂପେ ଶବର ବିଶ୍ୱାବସୁଙ୍କ ଦ୍ୱାରା ପୂଜା ପାଉଥିଲେ
Jay jagannath ❤️❤️❤️❤️❤️❤️❤️
Jay Jagannath Swami 💐 🙏 💐
Cute smile
Song sabu super
Imagine your future husband watching this
😂😂
🤣🤣🤣🤣
Song name please?
ପ୍ରାକୃତ ବନ୍ଧେ ଭାଗବତ। କହିଲେ ଦାସ ଜଗନ୍ନାଥ।।
she is so cute
Jay janatha
Nice otv😯
Jay jaganath🙌🙌🙌🙏🙏
Excellent
Actually we should know about what we are doing,
Next episode kebe asiba
Sweet lady 😍
Ye mor frnd😂
Hm ki
Rly nice didi 👌🥰😂👌
Nice 🔥
ବଢ଼ିଆ ମଜାକ୍,😂😂😂😂😂😂😅😅😅😅😅😊😊😊😊😊😊
Love from..puri 😅😂👌otv
ଖୋଲା ହ୍ରୁଦୟ ର ଭଉଣୀ ଟିଏ 😂❤️🙏
❤❤ସତ କହିବା ରୁ ଧନ୍ୟବାଦ ❤
😃😃😃😃so quiet didi...........🥰🥰🥰
Good
👌👌👌❤️
Wow bhai
😆😆😆😆ଯଥାଶୀଘ୍ର ବାହା ଘର ହେଇଯାଉ,🙏ଜୟ ଜଗନ୍ନାଥ
Reporter bhai tike chance maruchhi
😄😄😄good 👍
Odia bhagabata...jagannath dash 🙏🙏
ଏହି (ଅକାଳ-ପୁଷ୍ପାଣ୍ଡ)ମାନଙ୍କ ଯୋଗୁଁ ହିଁ ଆଜି ଆମ ଓଡ଼ିଶାର ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼େ... !
ଏ ସମ୍ପର୍କରେ ଅବଗତ କରାଇବା ପାଇଁ ସୂଚନା କାନ୍ଥରେ ରଖାଯାଉ।
ଭାଇ ତମେ ସବୁ ଭଲ ଉତ୍ତର ଦଉଚ 🤣🤣🤣😔😔😔😔
I was there for 3 days in puri bada danda....missed news fuse
Nice 👍
Jay 🙏🙏🙏🙏
👌
Pura 1 No bhaina🤣🤣
Next kou jagaku jibe kuhantu
Nilamadhaba.rupara🙏🙏🙏
ଜଗନ୍ନାଥ.. ନୀଳ ମାଧଵ ରୂପରେ ପୂଜା ପାଉଥିଲେ
Where the motto of our education is to forget odia culture in that place how you search that within our people.
ବାହା ହେବା ପାଇଁ କାହାର ମନ ନାହିଁ 😊😊😊
Ame b ready
ବାପା ଅନେଇକି ବସିଛି ବାଡ଼ି ଧରିକି ଜା ଘରକୁ ବାହା ହବାକୁ ଏତେ ଇଚ୍ଛା ହଉଛି 😂😂😂
Dii tuma viral hei gala marriage pai ready hei jai...athara
ନୀଳଗିରି ଅଉ ନୀଳ ମାଧବ ଅଉ ସେ ଜଗନ୍ନାଥ ତାଙ୍କୁ ତିଆରି କଲେ ଅନ୍ତ ମହାରଣା ଅଉ alaranath
ପ୍ରକୃତରେ ଏଗୁଡା ଭକ୍ତିର ସହିତ ଯାଇ ନାହାନ୍ତି ପ୍ରଭୁଙ୍କ ପାଖକୁ... ଏଗୁଡା ଯାଇଛନ୍ତି ଦେଖେଇ ହେବାକୁ.. 😄😄😄😄😄ପ୍ରଭୁଙ୍କ ବିଷୟରେ ପଚାରିଲେ ଭକ୍ତି ଗଦଗଦ କଣ୍ଠରେ ପ୍ରଭୁଙ୍କ ପ୍ରତି ଥିବା ବିଶ୍ୱାସର ଅନୁଭୂତି ବାହାରି ଆସିବ
Ohh bhakti khali jhari paduchi😂😂
Sister, Right 😀
Cutiee
ହଜାର ହଜାର bf ଅଛି,ଆଉ ଠାକୁର ପାଖରେ ନେହୁରା ହେଉଛି ଜଲଦି ବାହାଘର ହଉ ବୋଲି
Tame kn ta bf
ପାଠ ଘର ଶୂନ, ପୋଷାକ ଆଉ ଷ୍ଟାଇଲ ରୁ ବାଳ ମିଳିବ