This is the education policy of Odisha Govt. ଆଜିକାଲି ସବୁ ମାଷ୍ଟର ନଥିବା ମିଲ୍ ବ୍ୟବସ୍ଥା ଥିବା ସ୍କୁଲ କିମ୍ବା English medium ରେ ପାଠ ପଢ଼ିଲେ ଏ ସବୁ କେମିତି ଜାଣିବେ ।
Instead of asking these questions to the new generations, if you ask the law makers, bureaucrats and other so-called educated and socially established persons, I am sure the majority will fumble and very few persons can answer correctly. Even our CM and super CM cannot answer them right and they probably hear the name of the book "Chabila Barnabodha" for the first time. It's really shameful......
ଉତ୍କଳ ଦିବସରେ ଓଡ଼ିଶାର ମାତୃଭାଷା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ ବହୁତ୍ ଭଲ ହୋଇଥାନ୍ତା ।
Thik katha kahela bhai 😀😀🙏
@@khitishkumaramanta9301mo mo😮 ni😢😢😢🎉🎉🎉 23:45
ଭୁଲି ଗଲେ ସବୁ ମହାପୁରୁଷଙ୍କୁ ଭୁଲିଲେ ଉତ୍କଳ ଭୂଇଁକୁ,
ମନେ ରଖିଲେ ସବୁ ଇନଷ୍ଟାଗ୍ରାମ୍ ଆଉ ଚଳଚିତ୍ର ହିରୋକୁ।
Bhala lagila
ଧନ୍ୟରେ ଓଡ଼ିଶାବାସୀ,ଧନ୍ୟ ଆମ ମାତୃଭାଷା...ଏତେ ସାଧାରଣ କଥା ଯଦି ଜାଣିନ ନିର୍ଲଜ ଗୁଡ଼ାକ-ଦାନ୍ତ ଦେଖେଇ ହସୁଛ କାହିଁକି ?
Right bhai
@@entertainmentbysunali6863 87
@@entertainmentbysunali6863 88nth
ସରକାର ଙ୍କୁ ଅନୁରୋଧ ଅଙ୍ଗନବାଡି ଦିଦିଙ୍କୁ ନିଯୁକ୍ତି ସମୟ ରେ ତାଙ୍କ ଶିକ୍ଷା ଗତ ଯୁଜ୍ୟତା ଯାଞ୍ଚ କରି ନିଯୁକ୍ତି ଦିଅନ୍ତୁ ନହେଲେ ଛୋଟ ପିଲା ମାନଙ୍କୁ ପ୍ରଥମ ଶିକ୍ଷା ଅନ୍ଧାର ରେ ରହି ଯିବ
Right 😢
ମାତୃ ଭୂମି ମାତୃଭାଷାର ମମତା ଯା ହୃଦେ ଯନମି ନାହିଁ ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନ ରହିବ କାହିଁ
ଏହା ହେଉଛି ଆମ୍ଭମାନଙ୍କର ଇଂରାଜୀ ପ୍ରତି ଦରକାର ରୁ ଅଧିକ ସମ୍ମାନ, ଆଦରତା ଓ ନିଜର ମାତୃଭାଷା ପ୍ରତି ଅନାଦର ।
ଧନ୍ୟ ଶିକ୍ଷା ମନ୍ତ୍ରୀ 😮😮
Utkal Divasare bhala majaa laagilaa.
Badhiya prasnaku badhiya uttara.😛
Bahut dhanyawad.😛🌹👍
ଶିକ୍ଷା ମନ୍ତୀ ଧନ୍ୟବାଦ
Very few people make effort to spread happiness & smile as well as knowledge towards other.
ଏମାନେ ଓଡ଼ିଆ ଭାରି ବଢିଆ ଛି ଛି ଭଲ ତ ଆଦିବାସୀ ମାନେ ଭଲ ଟାଲେଣ୍ଟ
Kan Kariba ..😂😂Sabu Ta Instagram.. reels re busy rahile....!! Aau....E Sabu Kemiti Mane rahiba
1936, April 1 ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ରୂପେ ଗଠିତ ହୋଇଥିଲା,
ଛବିଳ ମଧୁ ବର୍ଣ୍ଣବୋଧ - ମଧୁସୂଦନ ରାଓ ରଚନା କରିଥିଲେ,
ବନ୍ଦେ ଉତ୍କଳ ଜନନୀ - କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଥିଲେ,
ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ, ମୁଁ ଓଡ଼ିଆ ବୋଲି ନିଜକୁ ଗର୍ବିତ ମନେକରେ
👌👌👌👌👌👌
ବହୁତ୍ ବଢିଆ 👍🏽👍🏽
Jay Jagannath Swami nayan Patha gami 🎉
ଓଡ଼ିଶାର ଭବିଷ୍ୟ କଣ ଏଇଆ। ସାଧାରଣ ପ୍ରଶ୍ନ ବି ଆସୁନି ।ନିଜ ମାତୃଭାଷା ଶବ୍ଦ ବି ଆସୁନି ।ଧନ୍ୟ
1936 April 01 ଉତ୍କଳ ଦିବସ
ଛବିଳ ବର୍ଣ୍ଣବୋଧ-ମଧୁସୂଦନ ରାଓ
ବନ୍ଦେ ଉତ୍କଳ ଜନନୀ -କାନ୍ତ୍ କବି ଲକ୍ଷ୍ମିକାନ୍ତ ମହାପାତ୍ର
Ek dum right❤👌
Right
Khali Facebook,insta re followers badhei le kn haba
@@mamatapradhan5512 Sabu ta sei apps re Busy rahile .....aau e Sabu Kemiti Mane rahiba 😂❤😂😂
ହୃଷୀ ଭାଇନା !!! ଆପଣଙ୍କୁ ଆରବର୍ଷ ଏଇ କାର୍ଯ୍ୟକ୍ରମ ନ କରିବାକୁ ଅନୁରୋଧ କରିଥିଲି. ଓଡ଼ିଆ ଭାଷାକୁ କଦର୍ଥ କରି ଓଡିଶାର ନାଁ କୁ ତଳକୁ କରୁଥିବା ଲୋକଙ୍କୁ ଆପଣ କେମିତି ପଚାରି ପାରୁଛନ୍ତି ଓଡିଶାର ମୂଳଦୁଆ ବିଷୟରେ.ଆମ ମାଟିକୁ ଏମାନଙ୍କ ଉପରେ ଲଜ୍ଜା ଲାଗୁଥିବ.ସେଇ ମହାପୁରୁଷମାନଙ୍କ ଆତ୍ମା ଅଶାନ୍ତି ହେଉଥିବ. ଯିଏ ନିଜ ମାଟି, ମା ଆଉ ମାତୃଭାଷାକୁ ବଞ୍ଚେଇ ରଖିବାକୁ ସତତ ପ୍ରୟାସ କରିଥିଲେ. ଆପଣ ବର୍ଣ୍ଣବୋଧ ବିଷୟରେ ପଚାରୁଛନ୍ତି. ସେଇ ବହି ଆମ ବିଦ୍ୟା ଶିକ୍ଷାର ପ୍ରଥମ ସୋପାନ. ଯାହାକୁ ଓଡିଶାର ପ୍ରତ୍ୟେକ ଘରର ପିଲା ପଢୁଥିଲେ.ଭକ୍ତକବି ମଧୁସୂଦନ ରାଓ ଙ୍କ ଆତ୍ମା ଭାବୁଥିବ ଏଇ ଅକାଳ କୁଷ୍ମାଣ୍ଡ ସବୁ କିଏ ଆସିଲେ ରେ ନିଜ ମୂଳକୁ ଭୁଲିଯାଉଛନ୍ତି. ଉତ୍କଳ ଗୌରବ ମଧୁସୂଦନ ଦାସ ଭାବୁଥିବେ ଏଇ କୁଳାଙ୍ଗାର ମାନଙ୍କ ପାଇଁ ମୁଁ ମୃତ୍ୟୁଶଯ୍ୟାରେ ଶୋଇ ବି ତାଙ୍କ କଥାକୁ ଭାବୁଥିଲି.ବ୍ୟାସକବି ଫକୀର ମୋହନ ସେନାପତି, ସ୍ଵଭାଵ କବି ଗଙ୍ଗାଧର ମେହେର, ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତି ଏମାନେ ଆଜି ସ୍ୱର୍ଗରେ ଥାଇ ଓଡ଼ିଆ ଭାଷାର ନର୍କଗାମୀ ଅବସ୍ଥାକୁ ଦେଖି ମନେ ମନେ ସତ ଧିକ୍କାର କରୁଥିବେ କାହିଁକି ସେମାନେ ଓଡିଶାକୁ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟରେ ପରିଣତ କରିବାକୁ ଏତେ ସଂଘର୍ଷ କରୁଥିଲେ ??? ଆଉ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଭାବୁଥିବେ ଯୋଉ ବଙ୍ଗାଳୀ ମାନଙ୍କ ଦୌରାତ୍ମରୁ ଆମ ଭାଷାକୁ ବଞ୍ଚେଇ ରଖିବା ପାଇଁ ଓଡିଶା ପ୍ରଦେଶ ଗଠନ ହେଲା ଓଡ଼ିଆ ଭାଷା ପାଇଁ ଆଉ ସେଇ ଓଡିଶା ପ୍ରଦେଶର ସମ୍ମାନରେ ସେ ଲେଖିଥିବା ବନ୍ଦେ ଉତ୍କଳ ଜନନୀ ଗୀତକୁ ଜଣେ ବଙ୍ଗାଳୀ କବି ରବୀନ୍ଦ୍ର ନାଥ ଟେଗୋର ଲେଖିଛନ୍ତି ବୋଲି କହୁଛନ୍ତି.ଧନ୍ୟ ଧନ୍ୟ ଏମିତି ଉତ୍ତର ଦାୟାଦ ମାନେ.ଓଡ଼ିଶାର ମୂଳଖାଦ୍ୟ ପଖାଳ ଶାଗଭଜା.ଆଗରୁ ତ ଅଧିକାଂଶ ଶାଗପଖାଳ ଖିଆ ଘରର ପିଲାଥିଲେ. ଆମ ବାପା ମାନେ ସେଇ ଶାଗପଖାଳ ଖାଇ ଜୀବନ ସହ ସଂଘର୍ଷ କରି ଆମକୁ ମଣିଷ କରିଛନ୍ତି. କିନ୍ତୁ ଏବେ ଆଉ ସଂଘର୍ଷ ନ କରି ଦୁର୍ନୀତି କରି ପିଲାଙ୍କୁ ମଣିଷ ନୁହେଁ ମେସିନ କରାଯାଉଛି. ଆଉ ମେସିନ କୋଉଠି ଜାଣିବେ ଉତ୍କଳ ଦିବସ କାହିଁକି ପାଳନ କରାଯାଏ ??? ସେମାନଙ୍କ ପାଇଁ ଆମ ମୂଳଖାଦ୍ୟ ଯାହା ସେମାନେ ବେଳେ ଅଧେ କେବେ ଖାଉଥିବେ. ତା ପାଇଁ ବି ଦିନଟିଏ କରିଦେଲେ..... ପଖାଳ ଦିବସ.
ତେଣୁ ଏଭଳି କୁଳାଙ୍ଗାର ଅକାଳ କୁଷ୍ମାଣ୍ଡମାନଙ୍କୁ ଆମ ଓଡିଶା ଆଉ ଓଡ଼ିଆ ଭାଷା ବିଷୟରେ ପଚାରି ଆମ ଓଡ଼ିଆମାଟିମା ର ପରମପୁଜ୍ୟ ମହାପୁରୁଷମାନଙ୍କର ଅପମାନ କରନ୍ତୁ ନାହିଁ କି ଆମ ପରି ଓଡିଶାକୁ, ଓଡ଼ିଆ ଭାଷାକୁ ଭଲ ପାଉଥିବା ଲୋକମାନଙ୍କ ମନକୁ ଆଘାତ ଦିଅନ୍ତୁ ନାହିଁ.......... 🙏🏻🙏🏻🙏🏻🙏🏻🙏🏻
ଆପଣ ଠିକ କଥା କହିଛନ୍ତି ଭାଇ 🙏
Please mate tk apana kuhantu eita kete tama utkal divas......? Mu count j 87nth hauchhi Google images re dekhili 88nth 😢kauta thik mu jani paruni 🙁 please 🙏 apana tk mate kuhantu.
@@entertainmentbysunali6863 google ରେ ସବୁ information ଠିକ ନ ଥାଏ. ପ୍ରକୃତରେ ୮୭ ବର୍ଷ ର ଓଡିଶା.
@@entertainmentbysunali6863 କେବେ ଠାରୁ google ଆରମ୍ଭ ହେଇଛି l google ଓଡିଶା ର ପରମ୍ପରା କଣ ସବୁ ଜାଣିଛି, ଓଡ଼ିଆ ଭାଷା ବଦଳରେ ଓଡିଶା ରେ english ଭାଷା ବେଶୀ ଆବଶ୍ୟକ ଦେଉଛୁ l ଇଂରେଜ ମାନେ ଏପ୍ରିଲ,1କୁ ଓଡିଶା ର ମୂର୍ଖ ଦିବସ ବୋଲି ମାନନ୍ତି,ଆମ ଅଧିକାଂଶ ଭାଇ, ଭଉଣୀ ଏପ୍ରିଲ,1 ଏପ୍ରିଲ ଫୁଲ ବୋଲି ପାଳନ କରନ୍ତି l ଧିକ ଆମ ଓଡ଼ିଆ ଜାତିକୁ
@@kpd8420 ମୁଁ ଏଠାରେ ମୋ ମନରେ ଥିବା ପ୍ରଶ୍ନ ର ଉତ୍ତର ଜାଣିବାକୁ ଅନୁରୋଧ କରିଛି...... ଉତ୍ତର ଯଦି ଜଣା ଅଛି କୁହନ୍ତୁ । Google କେବେଠୁ ଅଛି କେବେ ଠୁ ନାହିଁ ଏତେ କଥା କହିବା ର ମାନେ ମୁଁ ବୁଝି ପାରିଲିନି ?🤔
Super OTV Naran Sir
ଧନ୍ୟବାଦ ଓଡ଼ିଆ ବାସୀ
ଓ ଡିଆ ଭାଷା ଓ ସାହିତ୍ୟ ଉପରେ ଏଭଳି କାର୍ଯ୍ୟକ୍ରମ ସ୍ବାଗତଯୋଗ୍ୟ ଯେଉଁମାନେ ଆମ ମୌଳିକ ଭାଷା ଉପରେ ଜ୍ଞାନ ନାହିଁ ସେଇ ମାନେ ଏଭଳି କାର୍ଯ୍ୟକ୍ରମ କୁ ବିରୋଧ କରିବେ
Please mate tk apana kuhantu eita kete tama utkal divas......? Mu count j 87nth hauchhi Google images re dekhili 88nth 😢kauta thik mu jani paruni 🙁 please 🙏 apana tk mate kuhantu.
@@entertainmentbysunali6863 ଗଣନା କଲେ ଜାଣିବେ
@@prasantapattanaik862 ଗଣନା କରିଛି ଆଜ୍ଞା ୮୭ ହଉଛି କିନ୍ତୁ Google ରେ search କଲା ବେଳକୁ ୨୦୨୩ ରେ ୮୮ ଦେଖାଉଛି ସେଥିପାଇଁ ସମସ୍ତଙ୍କୁ ପଚାରି ବୁଝୁଛି😔😔😔
Emiti gyana au darama bahoot darkar
ଚିର ନମସ୍ୟା ଉତ୍କଳ ମାଉସୀ ଙ୍କୁ ଭୂମିଷ୍ଠ ପ୍ରଣାମ ।
ମାନିବାକୁ ପଡ଼ିବ ଆମ ଓଡ଼ିଶା ବାସୀଙ୍କୁ 😞😞 କି ବିଚକ୍ଷଣ ବୃଦ୍ଧି କିଭଳି ଉତ୍ତର । 🤦🤦🤦🤦 ମାତୃଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ । ତାକୁ ଯେବେ ଜ୍ଞାନି ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ।🙏🙏🙏🙏
ଜାତୀୟ ସଙ୍ଗୀତ Rabindranath Thakur
ଗରିବ ମାଇପ ସମସ୍ତଙ୍କ ____ଯଦି ଛାତି ଅଛି ,ସାହସ ଅଛି ଆମ ଓଡ଼ିଶାର ପ୍ରିୟ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବିଷୟରେ ପଚାରି ଲାଇଭ୍ କରୁନା , ଏତେ ବେଳକୁ କୁଚ୍ଚା ଛି8 ଛି8 ତୁମ ବାଜେ କାର୍ଯ୍ୟକ୍ରମ ଧିକ୍ ।
Thank you news fuse
Bohut sundor proyas sir🙏🙏🙏🙏🙏🙏
Beautiful episode sir
Sundar Sundar episode
Jai Naran long live 🙏
Sabu mayare baya💘
ଲଜ୍ଜ୍ୟା ଲଜ୍ଜ୍ୟା
This is the education policy of Odisha Govt.
ଆଜିକାଲି ସବୁ ମାଷ୍ଟର ନଥିବା ମିଲ୍ ବ୍ୟବସ୍ଥା ଥିବା ସ୍କୁଲ କିମ୍ବା English medium ରେ ପାଠ ପଢ଼ିଲେ ଏ ସବୁ କେମିତି ଜାଣିବେ ।
ଟିକେ ମନ୍ତ୍ରୀ ମହୋଦୟ ମାନଙ୍କୁ ପଚାରିଥିଲେ ଭଲ ହୋଇଥାନ୍ତା 😄
Jai jagannath 🚩🚩 🙏🙏ହ କ୍ଷ ୟ ରୁ ଆରମ୍ଭ very funny episode 😂😂😂😂
My favourite
ଅଙ୍ଗନୱାଡି ଦିଦି ମାନେ ଅ ଆ...... ଉତ୍କଳ ଦିବସ, ବର୍ଣ୍ଣବୋଧ ଶିଖିନାହାନ୍ତି ପିଲାମାନଙ୍କୁ କଣ ଶିଖେଇବେ ଆଉ college ପିଲା କଥା କଣ କହିବି
ଆପଣ ମାନେ ଖୁସିତ 😂
ଆପଣ ଏମିତି ଲୋକଙ୍କୁ ପ୍ରଶ୍ନ ପଚାରି ଆମ ଓଡିଶା କେତେ ପଛରେ ବୋଲି ପ୍ରମାଣ କରିଦେଲେ... ଆପଣଙ୍କୁ ମୋର ଏକ ବିଶେଷ ଅନୁରୋଧ ଆସନ୍ତା ବର୍ଷକୁ ଆପଣ ବାଣୀବିହାର ଆସିକି ଛାତ୍ରଛାତ୍ରୀଙ୍କୁ ଟିକେ ଏମିତି ପ୍ରଶ୍ନ ପଚାରିବେ
.baht vala sikhi mastar
Bandeutkalajanani କାନ୍ତକବିଲକ୍ଷ୍ମୀକାନ୍ତ ମହାପାତ୍ର
ହାହାହା 😄😄😄😅😅👍👌👌
Instead of asking these questions to the new generations, if you ask the law makers, bureaucrats and other so-called educated and socially established persons, I am sure the majority will fumble and very few persons can answer correctly. Even our CM and super CM cannot answer them right and they probably hear the name of the book "Chabila Barnabodha" for the first time. It's really shameful......
You are Absolutely correct right sir..... I think More than 60% of educated people of Odisha are unable to tell the answer of these questions
Sir u are right Becoz u are belong to general category.
Not only CM,but also maximum ministers of Odisha.
Happy Utkala Diwas
Great effort 😊
Very nice episode.
ଏଇଟା ମୂର୍ଖମନ୍ତ୍ରୀ ଙ୍କୁ ପଚାରିବା କଥା
ଏହି ଯେଉଁ ମାନେ ଶିକ୍ଷା କ୍ଷେତ୍ରରେ ଅଛନ୍ତି ଏବଂ ଜନସାଧାରଣ ଙ୍କର କର ଧନରେ ପରିପାଳିତ ଓଡିଆ (ନବୀନ ପରି) ରାଜ୍ୟ ପଥପ୍ରାନ୍ତ ରେ ବିଭିନ୍ନ ଦାବି ନେଇ ହରତାଳ କରୁଛନ୍ତି ,ସେମାନଙ୍କୁ ସବୁଦିନ ପାଇଁ ଅବୈତନିକ ଛୁଟି ଦେଇ ଦେବା ଆବଶ୍ୟକ ଅଛି ।କାରଣ ଏମାନେ ମୂଳଦୁଆ ଗଢିବା ବଦଳରେ ନିର୍ବୁଦ୍ଧିୟା ସୃଷ୍ଟି କରୁଛନ୍ତି ।ଓଟିଭି ନିୟୁଜଫ୍ଯୁଜ୍ କାର୍ଯ୍ୟକ୍ରମ କୁ ଧନ୍ୟବାଦ ।
Verry good augication minstar
ଆମ ରାଜ୍ୟର ଜନସାଧାରଣ ଦେଖନ୍ତୁ ରାଜ୍ୟର ଶିକ୍ଷା ବ୍ୟବସ୍ଥା କେତେ ସ୍ମାର୍ଟ । ସରକାର ସ୍ମାର୍ଟ ସ୍କୁଲ ରେ ଓଡିଶାଟାକୁ ବୁଡ଼େଇ ସାରିଲେଣି କିନ୍ତୁ କମଳ ଯାକ ବାଳ । ଧନ୍ୟ ଆମ ସରକାର, ଶିକ୍ଷା ବ୍ୟବସ୍ଥା କେତେ ସୁ ବ୍ୟବସ୍ଥିତ ଏଥିରୁ ଜାଣନ୍ତୁ ।
April 1re 😊😊❤❤
Pura.... Aprilfool banigale..😂
We observe April 1 Utkal divas because in the year 1936 on April 1st declared as a special state.
Good morning super 🙏
Angan wadi dd nku manibaku padiba dhanya re odisha ra bhagya,bhabisya,🙏
କୋଉ ଶଳା ମାନେ ଏଭଳି ମୂର୍ଖ ମାନ ଙ୍କୁ ଶିକ୍ଷକ/ ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି ?
Very nice. Episode.
Cm sabu janichhanti😀😀😀
କାନ୍ତ କବି ଲକ୍ଷ୍ମୀ କାନ୍ତ ମହାପାତ୍ର ବନ୍ଦେ ଉତ୍କଳଜନନୀ
Super
Utkal dibasa April 1st re pade biju Pattanayak ravan sange ladhiki odisha ku alaga karithile .. Bande utkal janani lekhibaku Swapna dekhithile biju babu but lekhithile naveen Pattanayak sir 🫣
ଯେତେବେଳେ ସ୍କୁଲ ରେ ମାଡ ବାଜୁଥିଲା ସେ ପିଲାଙ୍କୁ ପଚାର ଉତ୍ତର ଠିକ୍ ପାଇବ...
Correct brother
Chhata binaa patha huenii
Bandemataram bankim Chandra ଚାଟାର୍ଜୀ
Sambalpur sundargarh jharsuguda Rourkela ayi sabu jaga re bhi thare asi ki pacharantu sir mate bahut khushi lagiba
Bahut achcha Laga
Beautifull sir
ଅ ଆ ଆସୁନି ବାଳ କଲେଜ ଯାଉଛ ଲାଜ ଲାଗୁନି
ଏଇ ସବୁ ପ୍ରଶ୍ନର ଉତ୍ତର ମୋର ମାଆ ଅରାମରେ ଦେଇଦେବେ ।
ଆରେ ନାରଣ ଟିକେ ରଜ କୁୱିନ ର judges ଙ୍କୁ ପଚାର ଯାଉ
ଅଙ୍ଗନବାଡି ଦିଦି ଙ୍କର ଆଉ tk ଦରମା ବଢ଼େଇ ଦିଅ ପିଲାଙ୍କ ଭବିଷ୍ୟତ ଗଢିବେ ମୂର୍ଖ 10th pass ଦିଦି ମାନଙ୍କର
ବିଦ୍ୟାରାଣ ରେ ଗୋପବନ୍ଧୁ ଓ ମଧୁସୂଦନ ଥିଲେ ଆଉ ଥରେ ମରିଯାଇଥାନ୍ତେ ୟାଙ୍କ କଥା ଶୁଣିକି 😢
ଶିକ୍ଷାର ମାନ ବହୁତ ଖରାପ ଆଡକୁ ଗତି କଲାଣି
ଓଡ଼ିଶାରେ ।।
ଯାହାକୁ ପଚାରିବାରୁ ସେ କହୁଛି
ମୁଁ ଗ୍ରାଜୁଆଟ 😢😅କିନ୍ତୁ ଅ ଆ ଆସୁନି
କି ଦୁଃଖ ରେ ନାରଣ
Naveen babunku tike pacahriki asantu
Laxmikanta mahapatr
😄😄😄😄😄😄😄😄😄😄😄😄😄😄😄😄😄😄😄😄odia 🙏
Proud to be a Odia
Loko sochetan heba darkar.....sir apon mane amiti episode anontu.....
Bahutasundr
Aama odisa aagauchhi🚩💥😄
Chhabila barnabodha-madhusudan Rao
Bande Utkal janani-laxmikanta Mohapatra
1936 April-01-utkal divvas (ama rajya Odisha swantantra Pradesh Ra Manyata paithila au Vasa viti re milithila Manyata
Please mate tk apana kuhantu eita kete tama utkal divas......? Mu count j 87nth hauchhi Google images re dekhili 88nth 😢kauta thik mu jani paruni 🙁 please 🙏 apana tk mate kuhantu.
ଯେଉଁ କେତେ ଜଣ ଭୁଲ ରେ ରବୀନ୍ଦ୍ର ନାଥ ଟ୍ୟାଗୋର ଙ୍କ ନାଁ କହିଲେ, ସେମିତି ଭୁଲରେ କୌଣସି ବଙ୍ଗାଳୀ ଓଡ଼ିଆ ମହାପୁରୁଷଙ୍କ ନାଆଁ କହୁଥିବେ କି ?
Mg ha khya 🙏🙏
OTV bhai tk Sameer Dash ku pacharuna, Sikhya Mantri ku...
Right
Madam Mane pathapadhi nahanti
Sie ta gote mohan pandita 😂😂😂😂
ଓଡ଼ିଶାରେ ନବୀନ ସରକାର ପ୍ରାଥମିକ ଶିକ୍ଷା କୁ ଦୂର୍ବଳ କରିସାରିଛନ୍ତି। ଅଣ ଓଡ଼ିଆ ଅଫିସର ଶାସନ କରିବାର ଏସବୁ ଫଳ।
ନବୀନ ସରକାର ନୁହେଁ ଗିରିଧର ଗମାଙ୍ଗ ପ୍ରାଥମିକ ଶିକ୍ଷା କୁ ଦୁର୍ବଳ କରିଛନ୍ତି।
Good episode
ଆମ କେନ୍ଦୁଝର କେବେ ଆସୁ otv ଵାଲା ,kichi bite ନିଅନ୍ତୁ ,
Wow 😲
ଏ ଥି ରୁ ଜଣା ପଡୁଛି ଆମ ଶିକ୍ଷା ଓ ଶିକ୍ଷକ କୋଉ ମାନର
Laxmi kant mahapatra
Sara kari school teacher mananku pacharithile valaheithanta a.aa
Good job
ଆମେ ନୂଆ ନୂଆ ପାଠ ପଢିବା କୁ ବର୍ଣ୍ଣବୋଧ ର ମଲାଟରେ ସରସ୍ବତୀ ଚିତ୍ର । ତାପରେ ଆସିଲା ଛବି ବହି ମଲାଟରେ C for Cat ଚିତ୍ର ।
ନା ଗୁରୁ ନା ଚେଲା , ଭଲ ଶିକ୍ଷା ନୀତି ମୋ ସରକାର ।
ଯେଉଁ ମାନେ ଓଡ଼ିଶା ରେ ରହି, ଓଡ଼ିଶା , ଓଡ଼ିଶାର ଇତହାସ ଓ ଓଡ଼ିଆ ଭାଷା ସମ୍ପର୍କ ରେ କିଛି ନ ଜାଣି ନିଜକୁ ଓଡ଼ିଆ ବୋଲି କହୁଛନ୍ତି ହେଲେ ଓଡ଼ିଆ ଭାଷା କୁ ପସନ୍ଦ କରୁ ନାହାନ୍ତି,, ସେମାନେ ଓଡିଶା ଛାଡ଼ି ପଳେଇବା ଦରକାର!!! ବେଲଜ୍ଜ୍ୟା ଦଳ!! ଆରେ otv ଦଳ କେବେ ପଶ୍ଚିମ ଓଡ଼ିଆ ସ୍କୁଲ କଲେଜ ଆଡେ ଆସ ଆଉ ପଚାର...., ଉତ୍ତର ଠିକ୍ ନ ମିଳିଲେ...., ଆମେ ଆଉ ତୁମ ଚାନେଲ ଦେଖିବୁନି!!
ମହା ଜ୍ଞାନୀ ଭାଇ ସମସ୍ତଙ୍କ ତ ମଜାକ ଉଡଉଛ। ଫ୍ରିଜ୍ ର ଓଡ଼ିଆ ଅର୍ଥ ଟିକିଏ କହିବ ତୁମ ନ୍ୟୁଜ୍ ଫ୍ୟୁଜ ଟିମ୍।
ଆମ ଯାଜପୁର ଆଡେ ଆସ 😊
Ete Nervous 💗😄😄😂
Public nku pachariba badala re jadi minister, chief minister nku pacharithile bhala hei thanta...
1. April 1
2. Madhusudan Rao
3. Kanta kabi laxmikanta mohapatra Vande Utkal janani lekhithile
We all are weak in oriya due to our 5T school Teachers
IT is matter of regrade that we are living in odisha.
Beautiful
Please news fuse come hinjilicatu autonomous clg for said some question 😊
Laxmikant Mahapatra is written bande utkala jabani
Naveen Patnaiknku pacharile sabu questions ra answer dai paribe