‘ମୋବାଇଲ୍ ହିଁ କାଳ କଲା’ |Balabhadra Pahandi Accident |Ratha Yatra 2024 |Jagannath Swain Mohapatra |OR

แชร์
ฝัง
  • เผยแพร่เมื่อ 9 ก.ค. 2024
  • #ମୋବାଇଲ୍_କାଳ_କଲା
    କାହିଁକି ପଡିଗଲେ ବଡ଼ ଠାକୁର । ସତ କହିଦେଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗୁନାଥ ସ୍ୱାଇଁ ମହାପାତ୍ର । କହିଲେ ରଥ ଉପରେ ସମସ୍ତଙ୍କ ହାତରେ ମୋବାଇଲ । ଆଉ ତାହା ହିଁ କାଳ କଲା...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaReporteronTH-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #LordBalabhadra #JayJagannath #PuriAccident #ChariotsOfGod #OdishaReporter

ความคิดเห็น • 154

  • @rathabehera7554
    @rathabehera7554 20 วันที่ผ่านมา +35

    ମୋବାଇଲ ଆମ୍ଭେ ଭିତରକୁ ନେଲେ କିଳା ସେବାୟତ ମାନେ ନେଲେ ଲିଳା

    • @sadasibarath5472
      @sadasibarath5472 20 วันที่ผ่านมา +1

      Puri mandir Puri panda mankara bopa sampati tanka pai niyam kanoon kichi nai

  • @balaramnanda9224
    @balaramnanda9224 20 วันที่ผ่านมา +44

    ସରକାର ପଣ୍ଡା ମାନଙ୍କ ପ୍ରତି କୋଠର ଆଇନୀ କରାଯାଉ ଜୟ ଜଗନ୍ନାଥ

    • @be_human23
      @be_human23 20 วันที่ผ่านมา

      ଦଇତାପତି

  • @janmenayak625
    @janmenayak625 21 วันที่ผ่านมา +22

    ସେବାୟତ ମାନେ ସେବା କରିବାକୁ ଯାଉନାହାନ୍ତି ସେଲ୍ଫି ନେବାକୁ ଯାଉଛନ୍ତି ଭକ୍ତ ଭଗବାନଙ୍କୁ ଦର୍ଶନ କରିବେ କଣ ଏମାନଙ୍କୁ ଦର୍ଶନ କରିବେ

  • @BijayKumarGhanaoffical
    @BijayKumarGhanaoffical 21 วันที่ผ่านมา +39

    ପୁରା ସତ କଥା କହି ଛନ୍ତି 👍

  • @bijayapppradhan4563
    @bijayapppradhan4563 21 วันที่ผ่านมา +23

    ଯେଉଁ ମାନେ ଅବହେଳା କରିବେ ପ୍ରଭୁଙ୍କର କାମ ରେ। ସେମାନେ ସାରାଜୀବନ ଅବହେଳିତ ହୋଇରହିଯିବେ।

  • @user-cw9gp5ty9f
    @user-cw9gp5ty9f 20 วันที่ผ่านมา +16

    ନିର୍ଦ୍ଦିଷ୍ଟ ସେବାକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଦକ୍ଷ ସେବାୟତମାନଙ୍କ ଦ୍ବାରା କରାଗଲେ ଗୁଡ଼ିଏ ସମସ୍ଯାରୁ ମୁକ୍ତି ମିଳିବ । ଏହାକୁ କଡ଼ା କଡ଼ି ଭାବେ ପାଳନ କରାଯିବା ଉଚିତ। ଜୟ ଜଗନ୍ନାଥ, ... ...

  • @dillipmohanty1000
    @dillipmohanty1000 20 วันที่ผ่านมา +29

    ସମସ୍ତଙ୍କ ପାଈଁ ନିୟମ ସମାନ ହେବା ଦରକାର। ମୋବାଇଲ ବ୍ଯାନ୍ ହେବା ଦରକାର। ସ୍ବୟଂ ଜଗନ୍ନାଥଙ୍କ କାମରେ ।

  • @radhakrishnapatra852
    @radhakrishnapatra852 21 วันที่ผ่านมา +55

    ମୋବାଇଲ୍ ନୁହେଁ ଭାଙ୍ଗ ନିଶା

    • @mahadevkasebak6794
      @mahadevkasebak6794 20 วันที่ผ่านมา +1

      Right 😢

    • @niranjanandsaraswatisarasw5439
      @niranjanandsaraswatisarasw5439 20 วันที่ผ่านมา

      Arey Murkh tumko pata nahi Pandit log Bhaang KHAATEY pur kabhi vaisey ghatna nahi hui, mobile Tera pass hai bolkey kuch bhi twit mut karo

    • @pragnyapatra3593
      @pragnyapatra3593 20 วันที่ผ่านมา

      True

    • @rrsvlogs44
      @rrsvlogs44 20 วันที่ผ่านมา

      ସତ କଥା

    • @deviprasad8319
      @deviprasad8319 20 วันที่ผ่านมา +1

      ୧୦୦% ଠିକ୍। ଏଣିକି ଭାଙ୍ଗ ସବୁ ନିଃଶୁଳ୍କ ବିତରଣ କରାଯାଉ ଲୋକ କଲ୍ୟାଣ ଉଦ୍ଦେଶ୍ୟରେ।

  • @Sinusahoowd2dm
    @Sinusahoowd2dm 21 วันที่ผ่านมา +16

    ଆଉ ସିଏ ଆଉ treand ରେ ରହିବନି । ହେଲେ ସେ ବଦମାସ୍ ମାନେ ଜାଣି ପାରୁନାହାନ୍ତି ଯେ ସିଏ ଜାହା ର ସେବା ରେ ନିୟୋଜିତ ସବୁ କିଛି ସେଇ ମହାପ୍ରଭୁଙ୍କୁ ଙ୍କ ର ପାଦତଳେ 😢

  • @harekrishnatripathy7344
    @harekrishnatripathy7344 20 วันที่ผ่านมา +9

    ରଥଯାତ୍ରା କୁ ଯେଉଁ ମାନେ ଚଢିବା କଥା i card issue ହେବ କଥା. ପୋଲିସ ଢିଲା achi

  • @maheshpadhan4462
    @maheshpadhan4462 20 วันที่ผ่านมา +11

    ବହୁତ ସନଖ୍ୟା ରେ ସେଵାୟତ ରଥ ଉପରେ ରହୁଛନ୍ତି,10 ରୁ 15 ଟା ରହିଲେ ଚଳନ୍ତାନି

  • @Sasmita-wt5gh
    @Sasmita-wt5gh 20 วันที่ผ่านมา +8

    . ସ୍ନାନ ପୂର୍ଣ୍ଣିମା ରେ ଯେମିତି ହଉଚି ରଥ ଯାତ୍ରାରେ ସେମିତି ପ୍ରଭୁଙ୍କ ସାମ୍ନାରେ ଖାଲି ସେବକ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବେ ନା ସେବାୟତ ଙ୍କ ର ଦର୍ଶନ କରିବେ ବହୁତ୍ ଦୁଃଖ ଲାଗେ କେତେ ଦୂରଦୂରାନ୍ତରୁ ଭକ୍ତ ମାନେ ଆସୁଛନ୍ତି ପ୍ରଭୁଙ୍କୁ ଟିକେ ଦର୍ଶନ କରିବା ପାଇଁ ହେଲେ ଏ ସେବାୟତ ମାନେ ଭକ୍ତ ମାନଙ୍କ ଠାରୁ ସେ ଅଧିକାର ଛଡେଇ ନଉଛନ୍ତି

  • @pabitramishra145
    @pabitramishra145 20 วันที่ผ่านมา +18

    ରଥ ଉପରକୁ ମୋବାଇଲ ଫୋନ ବାରଣ କରାଯାଉ ।

  • @kkpattnaik4511
    @kkpattnaik4511 20 วันที่ผ่านมา +8

    ସାଧାରଣ ମଣିଷ ରୋ ଯୋଗ୍ୟୋତା ପାଇଁ ଯେମିତି ପରୀକ୍ଷା ନେଇ ଚାରିକି ଦିଆ ଯାଏ,ସେମିତି ସେବାୟତ ଙ୍କ ଯୋଗ୍ୟୋତା ପାଇଁ ପରୀକ୍ଷା କରି ସେବା କରିବାକୁ ଦେଇଥାନ୍ତେ ତା ହେଲେ ଆଜି ମାଳ ମାଳ ମନ୍ଦିର ରେ ଦେଖା ଯାଇ ନିଥାନ୍ତେ । ଆଉ ରୀତି ନୀତି ରେ କାର୍ଯ୍ୟ ଚାଲି ଥାଆନ୍ତା ଯେମିତି ଆଜି ଯାଏ ଚାଲୁଛି

  • @ramakantmahanta6994
    @ramakantmahanta6994 20 วันที่ผ่านมา +10

    ଅଣ ସେବାଅୟତନ୍ଙ୍କୁ ଆଦୌ ରଥ ଉପରକୁ ଚଢାଅନ୍ତୁ ନାହିଁ

  • @soansarvesgochhayat6215
    @soansarvesgochhayat6215 21 วันที่ผ่านมา +13

    କେବଳ ମୋବାଇଲ

  • @dilipkumarjena4458
    @dilipkumarjena4458 20 วันที่ผ่านมา +6

    ଏମାନଙ୍କ ପାଇଁ କିଛି ଆଇନ କାନୁନ ନାହିଁ । ।

  • @santoshbehera1687
    @santoshbehera1687 20 วันที่ผ่านมา +5

    ସେବାୟତ ମାନେ ମଂଦିର କୁ ଯିବା ବେଳେ କ'ଣ ପାଇଁ ମୋବାଇଲ ନେଇ ଯାଉଛନ୍ତି । ଏହା ତ ସାଧାରଣ ଲୋକଙ୍କ ପାଇଁ ମନା । ସେମାନଙ୍କୁ କାହିଁକି ନେଇ ଯିବାକୁ ଅନୁମତି ଦିଆଯାଉ ନାହିଁ କିନ୍ତୁ ସେବାୟତ ନେବେ ଆଉ କଥା ହେବେ । ଭଲ ବିଚିତ୍ର ନିୟମ । ହାୟ.... ହାୟ ....

  • @rathabehera7554
    @rathabehera7554 20 วันที่ผ่านมา +6

    ଶ୍ରୀମନ୍ଦୀର ପରିସର ଭିତରେ ସେବାୟତମାନେ ବହୁତ ହଉକତ କରୁଛନ୍ତି ସରକାର ପଦକ୍ଷେପ ନେବା ଦରକାର

  • @user-qr2zs8ih4c
    @user-qr2zs8ih4c 20 วันที่ผ่านมา +3

    ସେବାୟତ ମାନଙ୍କୁ ଶିକ୍ଷା ଦେବାପାଇଁ ଠାକୁର ସ୍ୱାଇଛା ରେ ଲୀଳା କଲେ 🙏 ଜୟ ଜଗନ୍ନାଥ 🛕🛕🛕

  • @Shripatitapabana
    @Shripatitapabana 20 วันที่ผ่านมา +3

    ଅନ୍ତତଃ ସେବାୟତମାନଙ୍କ ଉପରେ ସରକାର ଶ୍ରୀମନ୍ଦିର, ରଥ ରେ ମୋବାଇଲ ଧରିବା ଉପରେ ରୋକ ଲଗାନ୍ତୁ, ସେବାୟତ ଆଉ ନିଷ୍ଠାପର ହୋଇ ମହାପ୍ରଭୁଙ୍କ ସେବା କରୁନାହାନ୍ତି ☹️☹️।

  • @ramachandrapanda7858
    @ramachandrapanda7858 20 วันที่ผ่านมา +1

    🙏ବହୁତ ସୁନ୍ଦର ଉପଦେଶ ।
    ବନ୍ଦେ ମାତରମ୍ ।

  • @MNanda-fv8sc
    @MNanda-fv8sc 19 วันที่ผ่านมา +1

    Jay jaganntha ❤parbhu Balabhadra gi ki Jay ho

  • @arsamal
    @arsamal 21 วันที่ผ่านมา +7

    ଏକଦମ୍ ଠିକ୍ କଥା

  • @sorotoka9717
    @sorotoka9717 21 วันที่ผ่านมา +5

    Ek dum thik

  • @Skgbul470
    @Skgbul470 20 วันที่ผ่านมา +3

    ହିରୋ ପଣ୍ଡା ମାନଙ୍କୁ ହଟାଇ ଦିଆଯାଉ,

  • @pramodranjanpattanayak5946
    @pramodranjanpattanayak5946 20 วันที่ผ่านมา +2

    ଏତେ ଗୁଡିଏ ସେବାୟତ ରଥ ଉପରକୁ ଯିବାପାଇଁ ପ୍ରଶାସନ କାହିଁକି ବାରଣ କଲା ନାହିଁ | ରଥ ଉପରକୁ ମୋବାଇଲ ନେବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ | ଠାକୁରଙ୍କ କାର୍ଯ୍ୟରେ ଏମିତି ଅବହେଳା କଲେ ଠାକୁର ନିଜେ ଠିକ୍ ଖେଳ ଦେଖେଇଦେବେ |

  • @mamatapradhan7519
    @mamatapradhan7519 21 วันที่ผ่านมา +6

    Right

  • @subhamgamer497
    @subhamgamer497 20 วันที่ผ่านมา +2

    Jay jagannath 🙏🙏🙏🙏🙏😭😭

  • @debiprasaddas7603
    @debiprasaddas7603 20 วันที่ผ่านมา +3

    ଦଣ୍ଡନୀୟ ଅପରାଧ

  • @RamaChandrastatus9793
    @RamaChandrastatus9793 20 วันที่ผ่านมา +1

    ବାହୁଡ଼ା ଯାତ୍ରା ପାଇଁ ନୂତନ ଯୋଗ୍ୟତା ଧାରୀ ସେବାୟତ ନିଯୁକ୍ତ କରାଯାଉ

  • @sisirrana9188
    @sisirrana9188 20 วันที่ผ่านมา

    ଭକ୍ତ ମାନଙ୍କୁ ମୋବାଇଲ୍ ମନା
    କିନ୍ତୁ ସେବାୟତ ମାନଙ୍କୁ କାହିଁକି ମୋବାଇଲ୍, ପ୍ରବେଶ
    ଏଇତ ବଡ଼ ଭୁଲ୍
    ଆଉ ପାପ ମଧ୍ୟ ଜୟ ଜଗନ୍ନାଥ ସ୍ଵାମୀ,
    ନୟନ ପଥଗାମୀ ଭବ ତୁମେ
    🙏🙏🙏

  • @ajitdash229
    @ajitdash229 20 วันที่ผ่านมา +2

    Jay Jagannath.Really true.Now you have find exact wrong point.

  • @JogeswarMajhi-lt7hj
    @JogeswarMajhi-lt7hj 21 วันที่ผ่านมา +2

    ସେବାୟତ ପରା ପ୍ରଭୁ ଙ୍କ ଠାରୁ ଉର୍ଦ୍ଧ୍ ରେ ସେମାନେ ଯାହା ବି କରନ୍ତୁ,,ଆମ ଓଡ଼ିଆ ଙ୍କ ଜିଭ ରେ ହାଡ ନାହିଁ,,

    • @-Jena_jena
      @-Jena_jena 20 วันที่ผ่านมา

      Are bhi sebayat kn bala mundi semane jati re sabar kintu hmm
      Semane manisa manu nahanti

  • @gitagathakikahani5256
    @gitagathakikahani5256 20 วันที่ผ่านมา

    ଆରେ ଆପଣ ମାନେ ଭଗବାନ ଙ୍କ ସେବାୟତ ଆପଣ ଯଦି ଭଗବାନ ଙ୍କୁ ଏପରି କରିବେ ତାହାଲେ ସାଧାରଣ ଭକ୍ତ କଣ କରିବେ 😢😢😢 ଜୟ ଜଗନ୍ନାଥ

  • @user-cu5mi8em4t
    @user-cu5mi8em4t 20 วันที่ผ่านมา +3

    ମୋବାଇଲ ନିଶା ନାଆଗିଚି

  • @subhabratasahoo914
    @subhabratasahoo914 20 วันที่ผ่านมา +1

    .ସେବାୟତ ମାନେ ନିଜ ଦୋଷ ସ୍ଵୀକାର କରୁଛନ୍ତି | କିନ୍ତୁ ଆଇନ ମନ୍ତ୍ରୀ କହୁଛନ୍ତି ପ୍ରଭୁଙ୍କ ଲୀଳା l ସାବଧାନ ।

  • @bijayaharichandan1592
    @bijayaharichandan1592 20 วันที่ผ่านมา +1

    ସେବକମାନେ ଅତି ଉଦ୍ଧତ ସେମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଗଲେ ଓଡ଼ିଆ ଜାତିର ସନମାନ ରହିବ

  • @user-cl8he2de7c
    @user-cl8he2de7c 20 วันที่ผ่านมา

    ସବୁ ତାଙ୍କରି ମାୟା ଏହି ମଣିଷ କିଛି ବୁଝିପାରିବନୀ

  • @RajaKhan-ci6dk
    @RajaKhan-ci6dk 21 วันที่ผ่านมา +2

    Jay shree jagannath mahaprabhu 🙏🙏🙏

  • @kamdevbhoi4005
    @kamdevbhoi4005 20 วันที่ผ่านมา

    ID Card karajau au Mobile Phone restriction karajau,Jai Shree Jagannath Swami,Koti naman ❤❤❤

  • @subhashreebarik6661
    @subhashreebarik6661 20 วันที่ผ่านมา

    Jay jaganath 🙏🙏🙏

  • @lunarayinstrumental
    @lunarayinstrumental 20 วันที่ผ่านมา

    Om💥

  • @harekrushnabehera3138
    @harekrushnabehera3138 20 วันที่ผ่านมา

    ଆପଣମାନେ କେହି କିଛି ଜାଣି ନାହାନ୍ତି । ଏ ସବୁ ତାଙ୍କରି ଇଚ୍ଛା ରେ ବାବା ।

  • @shubhendupattanayak5227
    @shubhendupattanayak5227 20 วันที่ผ่านมา

    Sari plan prabhu ka he
    Jay Jagannath meri prabhu
    Tere shukriya koti koti pranam prabhu jay Jagannath 108 bar
    Dil se prabhu ❤❤❤❤
    Meri prabhu

  • @dbalrajudora8702
    @dbalrajudora8702 20 วันที่ผ่านมา

    Apana right katha kahichhanti, ID karajiba darkar and mobile bane karajiba darkar

  • @avijitmohantyofficial8506
    @avijitmohantyofficial8506 20 วันที่ผ่านมา +2

    According to mythology, Lord Balabhadra, the elder brother of Lord Jagannath, falls off the chariot (ratha) during the Rath Yatra festival in Puri, while traveling to Gundicha Temple, due to a curse from Goddess Gundicha.
    The story goes that Lord Balabhadra had promised his wife, Revati, that he would never leave her alone. However, during the Rath Yatra, he leaves her behind to accompany his brother Lord Jagannath to Gundicha Temple. Goddess Gundicha, who is Lord Jagannath's aunt, feels neglected that Lord Balabhadra did not visit her first before joining the Rath Yatra. She curses him, saying that he will fall off the chariot during the journey.
    This incident is reenacted every year during the Rath Yatra festival, where the idol of Lord Balabhadra is deliberately dropped from the chariot, symbolizing the fulfillment of the curse. The fallen idol is then ritually purified and restored to the chariot, signifying Lord Balabhadra's repentance and reconciliation with Goddess Gundicha.
    This mythological story adds a layer of depth and meaning to the Rath Yatra festival, highlighting the importance of family relationships, promises, and devotion.

  • @sukantabehera4551
    @sukantabehera4551 20 วันที่ผ่านมา

    Action heu ea sabyat upre heu.
    Samasta odisha basi nku request
    Action paien demand karantu.
    Ebhali paristhithi.

  • @rrsvlogs44
    @rrsvlogs44 20 วันที่ผ่านมา

    ସେବାୟତ ମାନଙ୍କ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଉ

  • @lunarayinstrumental
    @lunarayinstrumental 20 วันที่ผ่านมา

    Tirupati balaji, big statue in andhra.....they never move it to smwhere still ppl revere greatly.

  • @SPD1206
    @SPD1206 20 วันที่ผ่านมา +2

    Over confidence only

  • @lunarayinstrumental
    @lunarayinstrumental 20 วันที่ผ่านมา

    we should b logical in d name of Dharm.
    Bt We believe in fantacy instead of fact.
    🚩🚩🚩

  • @chittaranjanswain1859
    @chittaranjanswain1859 18 วันที่ผ่านมา

    I am agree to the comment..

  • @RAJESHpradhan01994
    @RAJESHpradhan01994 21 วันที่ผ่านมา +1

    ଏମାନେ ସେବାୟତ ନା ଆଉ କଣ

  • @India11646
    @India11646 20 วันที่ผ่านมา

    Justice should be prevailed....

  • @sibamaharana7082
    @sibamaharana7082 21 วันที่ผ่านมา +3

    Jaga ku naki re rajaniti kara nahi ea jagata ra thukar jaganantha

  • @prakashviewsupdatesanalysi9759
    @prakashviewsupdatesanalysi9759 20 วันที่ผ่านมา

    Thik Kahichanti Mahodaya

  • @gunduchicharannath6509
    @gunduchicharannath6509 21 วันที่ผ่านมา +1

    Prakruta Katha kahi chanti sir.aha hi mukhya karana.

  • @Reenabehera0
    @Reenabehera0 21 วันที่ผ่านมา +1

    Jay jagannath Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭😭😭

  • @pradeepnahak3573
    @pradeepnahak3573 20 วันที่ผ่านมา

    Jaha bidhi ra bidhan thila ghatila,agaku b ghatiba🙇🙇🙇Jay jagannath

  • @India11646
    @India11646 20 วันที่ผ่านมา

    Jadi Bhakta nka pain mobile ban ta hele sevayata nka pain bi same rule heba darkar..
    Jai Jagannath 🙏

  • @bikramcharanmalik6734
    @bikramcharanmalik6734 20 วันที่ผ่านมา

    Nana,🎉❤️🎉
    Mobile uppare katakana karajau. 🎉
    Jay jagannath swami 🙏

  • @lunarayinstrumental
    @lunarayinstrumental 20 วันที่ผ่านมา

    DHARMA is a matter of sublim .

  • @JJComunicationJJ90
    @JJComunicationJJ90 20 วันที่ผ่านมา +1

    ବଡ଼ ନନା ଠିକ୍ କହିଛନ୍ତି ଭାଗଵନ୍ନକୁ ଏତେ ପାଖରୁ ଫଟୋ ନିଆ ଯାଇନି,କିନ୍ତୁ ଏ ଭଣ୍ଡ ସେବାୟତ ସେଲ୍ଫି ନେଇ ଭଗଵାନ ଙ୍କୁ viral kari insta reel banouchanti

  • @GangadharMartha-sc8xg
    @GangadharMartha-sc8xg 21 วันที่ผ่านมา +2

    Tu me mane mobile use kariba ame kan nathia amar mobile nahi

  • @prasantasahu7996
    @prasantasahu7996 20 วันที่ผ่านมา +1

    Ete Panda ratha re kan pain

  • @user-ot3vf5ot3t
    @user-ot3vf5ot3t 20 วันที่ผ่านมา

    Maha Prabhu sebayat manku satka chanukah darakar

  • @maitri56
    @maitri56 20 วันที่ผ่านมา

    Theek kahile.

  • @ashishdas-qi5xs
    @ashishdas-qi5xs 21 วันที่ผ่านมา +1

    Aau tume jete seva kale bi aau sevayat heiparibani ...karan sabubele tame nijaku jagannath pravunku nija kandhei karila aam thakuranku selfi point karidela...tapare tuma manka comiti thik nahi gurujan manku laghujan manu nahanti

  • @harprasadsenapati3945
    @harprasadsenapati3945 19 วันที่ผ่านมา

    Yekdam thik katha kahichanti kebala Mobile 📱 jogu sabu nata .

  • @niranjanmishra3792
    @niranjanmishra3792 21 วันที่ผ่านมา +1

    Morning shows the day.This is the signing of BJP government how they can give justice to the people ?.How they will able to keep Odia Asmita ? What they had committed before the election. If the Mr. Majhi wants to establish good governance as well good administration, first should take action against the objectionable criminals of former government to give justice to the people.

  • @hemantarout9587
    @hemantarout9587 20 วันที่ผ่านมา

    Hare krishna mobile kahiki kalaheba kathare achi jmana jede ta prabhu sede sabu khama khiali re bhagaban Krishna sebaheuchi

  • @bharatipadhy6277
    @bharatipadhy6277 20 วันที่ผ่านมา

    🔥🔥🔥🔥🔥😭😭😭

  • @swagatsubhadarshan9091
    @swagatsubhadarshan9091 20 วันที่ผ่านมา

    ID card sahita..kichi count limit rahiba darkar..at a time kebala setiki maha prabhunka seba Kari paribe..nahele agaku ahuri kichi ghatiba..Maha prabhu hau chanti ama parichaya...tanku abahela bahut badhuchi

  • @RahulKumar-zm1gc
    @RahulKumar-zm1gc 21 วันที่ผ่านมา +1

    Kaain ? Bhakta nku ta bhari rule dekhao , mobile not allowed boli, au sebayata kan pain mobile use karibe ma ? Kan khali bhakta paain rules ???

  • @madhusudanmohanty4319
    @madhusudanmohanty4319 20 วันที่ผ่านมา

    Failure of jagannath temple administration. Reason is total puri sebayat was loaded on the Balabhadra Rath.

  • @debiprasadpanda6241
    @debiprasadpanda6241 21 วันที่ผ่านมา

    Mohan sir
    Turanta sertelite hau ki cc tv camera re chinhata karantu kie kie sabu sebayat mob dharichhanti ki Sethi bada thakuranka pakhare maja nauchhanti sr mananku chinhata kari min 10years danda bidhan karantu🙏

  • @user-hg7vc2ux4l
    @user-hg7vc2ux4l 20 วันที่ผ่านมา

    Sebayata number should be restricted.Mobile,bhanga,gutukha should be banned.

  • @chitaranjandas8878
    @chitaranjandas8878 21 วันที่ผ่านมา +1

    Tame sebayat sabu mariba ruha, mg sala kouthi thila, chora sabu, tuma ra sabu sesadina aasila re... 😢😮😅

  • @sadasibarath5472
    @sadasibarath5472 20 วันที่ผ่านมา

    Jebe mobile Puri mandir vitre allow nahi then maha Prabhu pakhre kimti allow hauchi pujari manaka pakhre ... Reels kariye Puri panda

  • @suvashchandraswain391
    @suvashchandraswain391 19 วันที่ผ่านมา

    Lawlessness

  • @user-bf3sc5hf3d
    @user-bf3sc5hf3d 20 วันที่ผ่านมา

    Lord Krushna spoiled his dynasty because of too much self arrogance of Jadavas,similarly "The Panda and the Daitapati also" will be spoiled accordingly. Jagannath never excuse the miss behaving server's of the Temple .B carefull for the future. Jai Jagannath.

  • @govindadas7095
    @govindadas7095 21 วันที่ผ่านมา +1

    Mobile ban haba nihati abasyaka

  • @SwetaTripathy-sb7tz
    @SwetaTripathy-sb7tz 17 วันที่ผ่านมา

    Right I'd card karajau and mobile permission na karajau

  • @bijayadas140
    @bijayadas140 20 วันที่ผ่านมา

    Jetiki sebayta rahiba Katha ta tharu adhika rahile aya haba kichi tala mela nahi pandakra

  • @user-lq6zi7il3o
    @user-lq6zi7il3o 20 วันที่ผ่านมา

    Brounsugar Nisa

  • @ramashankarmishra8125
    @ramashankarmishra8125 20 วันที่ผ่านมา

    This is criminal attitude of thepeople .

  • @user-fp8zm1qd3o
    @user-fp8zm1qd3o 20 วันที่ผ่านมา

    Plz limit the Sevayats on the chariot

  • @pradeepnahak3573
    @pradeepnahak3573 20 วันที่ผ่านมา

    E a heini kichhi,dekha agaku kn heuchi

  • @KailashBaliarsingh-fd7tc
    @KailashBaliarsingh-fd7tc 20 วันที่ผ่านมา

    Bisrunkhalita acharananhi dai

  • @santoshnayak2083
    @santoshnayak2083 21 วันที่ผ่านมา

    Mota gold chain or mobile ban karjuuu sabu sebayat pai...rule for new sarkar...please

  • @ashokkumarnayak1648
    @ashokkumarnayak1648 21 วันที่ผ่านมา

    Bhanga Nisha & Mobile in hand
    Indisciplined young inexperienced boys sevayats

  • @karamjitsatpathy5404
    @karamjitsatpathy5404 20 วันที่ผ่านมา

    Prabhu sabu januchanti sabu tanka ichha

  • @dasarthimahala4260
    @dasarthimahala4260 20 วันที่ผ่านมา

    Technology abhab technician rahile bhala .nana jaha kahile mobile kahariku dia najau.

  • @jyotiprakash8639
    @jyotiprakash8639 21 วันที่ผ่านมา

    ସବୁ କାଳିଆ ର ଲିଳା

  • @India11646
    @India11646 20 วันที่ผ่านมา

    Those culprits should be banned from their service to serve God for their whole life...

  • @RadharaniBarik-dh3rz
    @RadharaniBarik-dh3rz 21 วันที่ผ่านมา

    Ame thankuranku sampurna dekhi parunanhu ehi sebayata mananka pain 😢😢

  • @p.kbarik4443
    @p.kbarik4443 20 วันที่ผ่านมา

    Pl shows actual & real news not support ruling party

  • @cool2sachi
    @cool2sachi 21 วันที่ผ่านมา +1

    Tamara hin bhul…. Please accept kara…..

  • @santoshkumarmohapatra78
    @santoshkumarmohapatra78 20 วันที่ผ่านมา

    ଗାଲୁଆଙ୍କ ବାରବାଟି ଚାଷ,