ନେତ୍ର ଦିଆ ଯାଇନଥିବାରୁ ଠାକୁର ପଡ଼ିଗଲେ କି ?| Odisha Reporter

แชร์
ฝัง
  • เผยแพร่เมื่อ 9 ก.ค. 2024
  • ଚାର ମାଳ ଉପରେ କାହିଁକି ପଡିଗଲେ ଭଗବାନ ଶେଷ ନାଗଙ୍କ ଅବତାର ବଳଭଦ୍ର। ତାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ତେବେ ଏହାରି ଭିତରେ ଗୋଟିଏ ନୂଆ କଥା ସାମନାକୁ ଆସିଛି। ବରିଷ୍ଠ ସେବାୟତ ଏବଂ ନୂଆ ସେବାୟତଙ୍କ ତାଳମେଳ ନରହିବା, ମହାପ୍ରଭୁଙ୍କ ନେତ୍ର ନ ଖୋଲି ସେନାପଟା ଲାଗି ହେବା ଏବଂ ନୀତିରେ ଅନେକ ବିଭ୍ରାଟ ହୋଇଯାଇଥିବା କଥା ଚର୍ଚ୍ଚା ହେଉଛି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaReporteronTH-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #lordjagannatha #balabhadra #pahandi #RathaYatra #puri #odisha #OdishaReporter

ความคิดเห็น • 17

  • @GAVS104
    @GAVS104 21 วันที่ผ่านมา +6

    ଆପଣ ଆଗରୁ ପହଣ୍ଡି ଭଲ ଭାଵେ ଦେଖିନାହାନ୍ତି ଭଳି ପ୍ରତୀତ ହେଉଛି! ପ୍ରତ୍ୟେକ ଵର୍ଷ ସେତିକି ତଳକୁ ଅନେକ ସମୟରେ ଵିଗ୍ରହ ଆନତ ହୋଇଥାଏ, ଏଥର କେଵଳ ସେଵାୟତଙ୍କ ଅଣାୟତ୍ତ ହୋଇଛି କିନ୍ତୁ ଖରାପ କିଛି ହେଇନି; ଏଣୁ ଵିଚାରବାନ୍ ପୁରୁଷସମ ଏହାକୁ ଏକ ସାମାନ୍ୟ ଘଟଣା ଭାଵି ଆଗକୁ ବଢ଼ିବା ଉଚିତ୍,ଆଉ ଯଦି ଅନ୍ୟଥା ଵିଚାର କରାଜାଏ ତାହେଲେ ଲୋକଙ୍କ ମାନସିକତାର ଖରାପ ପ୍ରଭାଵ ନିଶ୍ଚୟ ପଡିବ। ଆଉ ସେତେବେଳେ ଜାହା ଖରାପ ପ୍ରଭାଵ ତାହାର କାରଣ ଏ ଘଟଣା ନୁହେଁ, ଏହାଦ୍ବାରା ହୋଇଥିବା ଲୋକଙ୍କ ମାନସିକତା ହିଁ କାରଣ ହେବ, ଆଉ ସେ ମାନସିକତା ସୃଷ୍ଟି ପାଇଁ ଏ ଘଟଣା ଦାୟୀ ଵା କାରଣ ହେବନି କାରଣ ହେବ ଏହାକୁ ପ୍ରଚାର କରିଥିବା ଗଣମାଧ୍ୟମ ହିଁ ଦାୟୀ ହେବ। ଏହା ସେମାନଙ୍କ (ଗଣମାଧ୍ୟମର) ବେପାରର ମାଧ୍ୟମ ମାତ୍ର, ଏଣୁ ନିଜର ଗରିମା ପ୍ରତି ଦୃଷ୍ଟି ଦେଇ ଏଭଳି ଭ୍ରାନ୍ତିଯୁକ୍ତ ତଥ୍ୟରୁ ନିଜକୁ ତଥା ସମାଜକୁ ମୁକ୍ତ ରଖନ୍ତୁ। ଏହା ଆମର ନୈତିକ ଦାୟିତ୍ଵ ଅଟେ...🙏🏻🙏🏻🙏🏻

  • @GAVS104
    @GAVS104 21 วันที่ผ่านมา +2

    ଅପୂର୍ଣ ତଥ୍ୟ , ଅନାଵଶ୍ୟକ ତଥ୍ୟ ପରିଵେଷଣରୁ କ୍ଷାନ୍ତ ରହୁ ଗଣମାଧ୍ୟମ

  • @anitabiswal3623
    @anitabiswal3623 21 วันที่ผ่านมา +1

    Jay jagannath 😢

  • @Madhu-us2yn
    @Madhu-us2yn 22 วันที่ผ่านมา +1

    Jay Jagannath 🙏🙏🙏🙏🙏

  • @asitrout7659
    @asitrout7659 21 วันที่ผ่านมา

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @Lipkumar123
    @Lipkumar123 21 วันที่ผ่านมา

    ଜୟ ଶ୍ରୀ⭕‼⭕ଜଗନ୍ନାଥ❤❤❤🙏🙏🙏ାା ବାରମ୍ବାର ଗୋଟିଏ କଥାକୁ ଆଲୋଚନା କରନ୍ତୁନି ଅସାବଧାନତା ଯୋଗୁଁ ଏପରି ହୋଇଥାଇପାରେ🙏🙏🙏 ାା

  • @babitasahoo6597
    @babitasahoo6597 20 วันที่ผ่านมา

    ଆପଣ ଠିକ କହିଛନ୍ତି 😭😭😭😭😭

  • @alokmohanty-pk5kj
    @alokmohanty-pk5kj 21 วันที่ผ่านมา +1

    ethi pain kendra o rajya sarkar dai

  • @sandipsahoo7611
    @sandipsahoo7611 22 วันที่ผ่านมา

    Jay Jagannath n yes action needs more..

  • @20NEW-MUSIC
    @20NEW-MUSIC 21 วันที่ผ่านมา

    ତମେ ପରା ବାଡ଼ଗ୍ରାହୀ, ସେବାୟତଙ୍କୁ ସୄଖଳିତ କରିବା କାହା କାମ ? ତୁମେ ମାନେ ଯଦି ଟଙ୍କା ପାଇଁ ଗୋରୁଖିଆ ମମତା ବାନାର୍ଜୀ ଘରକୁ ଚାଲିଗଲ ଯଜ୍ଞ କରିବା ପାଇଁ, ସେତେବେଳେ ଟୋକା ସେବାୟତ ତୁମ କଥା କାହିଁକି ଶୁଣିବେ | ଆଜି ଯାହା ବିଶୃଙ୍ଖଅଁଳା ଘଟିଛି ସବୁ ତୁମ ଭଳି ବରିଷ୍ଠ ସେବାୟତ ମାନଙ୍କ ଖାମ ଖେୟାଲ ମନୋଭାବ ଯୋଗୁଁ | ତୁମ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯାନୁଷ୍ଠାନ ହେବା ଉଚିତ ଓ 6 ମାସ ଯାଏଁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଯାଉ, ସବୁ ଠିକ ହୋଇଯିବେ |

  • @AjitnaikAjitnaik
    @AjitnaikAjitnaik 21 วันที่ผ่านมา

    ID card💳 ନେଇ କରି ରଥ ଉପରେ ଯିବାକୁ ଦିଅନ୍ତୁ

  • @AjitnaikAjitnaik
    @AjitnaikAjitnaik 21 วันที่ผ่านมา

    ଅଯଥା ଲୋକ ରଥ ଉପରେ ଯିବାକୁ ଦିଅନ୍ତୁ ନାହିଁ

  • @The-Fact-Time
    @The-Fact-Time 21 วันที่ผ่านมา +1

    Pachha re ta adhika loka nahi , pachha panda sambhali paarile nahi , tenu padi gale aau

  • @user-ro4mq2em8z
    @user-ro4mq2em8z 21 วันที่ผ่านมา

    Sabu Odisha basi Jani sarileni au a post dekhaoni

  • @sanjuktakumari6208
    @sanjuktakumari6208 21 วันที่ผ่านมา

    Bamhan vikhari hi rahebe tankar status khali dekhai parbe mahapru tankar lagi desan au dukan hi ahat alga kichhi nuhe

  • @anilkumarabehera6804
    @anilkumarabehera6804 21 วันที่ผ่านมา

    Nida bhangila alajukia BJP ra anitha khia news channel