ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଆପଣଙ୍କ ଉପସ୍ଥାପନା ଓ ଅନୁଭୂତି ସ୍ୱାଗତଯୋଗ୍ୟ।
ସାର ଭିଡିଓ କରିଥିବା ରୁ ଆପଣଙ୍କୁ ଧନ୍ୟବାଦ ,ସାର୍ ପ୍ରେ ଟନିକ ଲହ ପାଇଁଁ ବାଇଗଣ ଏବଂ ଆଖୁ ଏସବୁ ଅଲଗା ଅଲଗା ପ୍ରକାରର ଔଷଧ ରହି ଅଛି କି , ଆପଣଙ୍କ ଭିଡିଓ ଦେଖି ଆମେ ସିଖିବୁ,🙏🏻🙏🏻🙏🏻
Helpful video sir
ବହୁତ ବହୁତ ଧନ୍ୟବାତ
ଧନ୍ୟବାଦ
Very helpful information sir
Thank you
Thanks for information. I used to follow you for my kitchen garden
Very good information sir
Sir namaskar ,you are very honesty person
Congratulations hearty to This post
Good video👍
Sir now this months can start beans cultivation
Thanks for information sir
ଆମ୍ବ ଏବଂ କାଜୁ ଚାଷ ଉପରେ ଏକ video banantu
କେତେଏମେଲେ ପକେଇବୁ
Bandhakubi vhala heba pain kn debaku padiba sir
Sir Namasksr Mora janhi kasi jhadi jauchhi kana pakaibi
Potla phasalare keun haraman pkaile adhika phula phala asiba dayakari kuhantu
Sorisa re deba ki nahin . Jadi deba kete deba janeibe
sir lanka chasare sabu barsha mulasabda ra asubidhara sammukhina heuchhi dara lagilani lanka chasa karibaku dayakari lanka chasa pai kichhi best medicine achhi kuhantu (lanka gachhara main chera first pachuchhi)
ସାର୍ ଆପଣଙ୍କ ଫୋନ୍ ନମ୍ୱର୍ ପଠାଇ ଵେ
Paddy crop re Use kole hebo ki
Useful Vedio
Sir potal re spreay karile heba ki
Jhudanga chasa re dele result kana haba
Vendi re spreay karile heba ki
Sir mora po ta la ga chat re phula fala asi baat pani krun Harmon pakaibi
Sir khara dine keyu bandha kobi kale aneka labha mili ba
Sir kalara au jhudunga re planofilx pakei pariba ki nai
Sir reply kara
ସାର ନମସ୍କାର, ମୁଁ ପାନ ଗଛରେ କିଛି ରୋଗ ଓ ନିରାକରଣ ବିଷୟରେ ପଚାରି ପାରିବି
Sir kashew ra fula fala asibapai kana sara harmon pasticide prayoga kariba
Hormone Planofix କୁ 4.5lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir କାକୁଡ଼ି ଚାଷ ଉପରେ video ଗୋଟେ ଅପଲୋଡ଼ କରନ୍ତୁ
Tarbuja ra kata ml spray
Kapa pula jadi jauchi kan karajiba
Sir please tell, every thing per liter, some terrace gardener also listening ur vedio
Sir Johni gochhaer dae pariba na nahi please reply
Planofix ,karela re logai pariba ki
Nice
T by Dr up by pz 🙄
Full kuni ne ketesar
Sir fantac plus. Hormane milunai.kana kale miliba
Online ରେ ମଗାଇ ପାରିବେ
Sir kakudi gochare spray kari pariba na nahi please reply sir
କାକୁଡି ଫସଲରେ planofix hormone କୁ ସ୍ପ୍ରେ କରି ପାରିବେ।କିନ୍ତୁ ଏହାର ନିର୍ଦିଷ୍ଟ does ରୁ ଅଧିକ ବ୍ୟବହାର କରିବେ ନାହିଁ।4.5 lit ପାଣିରେ 1ml ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।ସକାଳ ସମୟରେ ସ୍ପ୍ରେ କରନ୍ତୁ ନାହିଁ।ହୋର। Hormone ସହିତ କୌଣସି ସାର ବା କୀଟନାଶକ ମିଶାନ୍ତୁ ନାହିଁ।Hormone ସ୍ପ୍ରେ କରିବା ପୂର୍ବରୁ ଜଳସେଚନ କରନ୍ତୁ।କିମ୍ବା hormone Fantac plus କୁ lit ପ୍ରତି 0.5 ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
70 ru 80 din helani kapa 20 litra Pani re kete Amel debi sir
Sir Fula kobi & bandha kobi re dei hebo ki ? Jadi dei hebo kete parimand re dei hebo
Sir planofix harmone କୁ ବାଇଗଣ ଫସଲର ଫୁଲ ଆସିବାର ଆରମ୍ଭରେ ପ୍ରୟୋଗ କରିହେବ 🙏🙏🙏
Sr 🙏 mu 2500 Manda boitalu lageichhi planofix deichhi ebe saaf debi ki nanhi
Hector ku katay lagiba
Planofix re kshayati heba ki..
Sir, muga pain Harmon korabin bhala
ମୁଗ ରେ Hormone Fantac plus କୁ lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir Dali jateeya phasala re spray kale heba ki nahin please replay sir 🙏🙏🙏
ଏହ hormone କୁ ଫଳ କତୀୟ ଫସଲରେ ସ୍ପ୍ରେ କରନ୍ତୁ।
ଡାଲି ଜାତୀୟ ଫସଲ ପାଇଁ କେଉଁ ହୋର୍ମୋନ ସ୍ପ୍ରେ କଲେ ଉପଯୋଗୀ ହେବ sir
@@nabinnaik823 ଡାଲି ଜାତୀୟ ଫସଲରେ Gibberlic acid lit ପ୍ରତି 1ml ବା Fantac plus lit ପ୍ରତି 0.5ml ବା SAMRAS lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@@krushisampada ଆନ୍ତରିକ ଧନ୍ୟବାଦ୍ ଆଜ୍ଞା 🙏🙏
କାଜୁ ଫୁଲ ଶୁଖିଯାଏ ବା ଖସି ଶୁଖିଯାଏ ମୁଁ କ'ଣ କରିବି ଯାନିପାରୁନି ସାର୍ ଆପଣ ଖାଲି ସମୟରେ ଯଣାଇଵେ
କାଜୁ ଫସଲରେ ପ୍ରତି ବର୍ଷ ସାର ଓ ଅଣୁ ସାର ପରିଚାଳନା କରନ୍ତୁ।ମାଟିର ବତର ଦେଖି ଜଳସେଚନ କରନ୍ତୁ।Hormone planofix କୁ 4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir 🙏 new bari ae Harmon deipari bi ki
Thanks sir
Muga haha badhiba pi ki usadha padib
Thanks
Welcome
Sir,Deshi kankada re ehaku spray Kari parba ki.
Deshi kankada re planofix spray kari pariba ki
Sir potal gacha ୬ months helani planofix spreay karile heba ki
Organic hormone gote video
ଶାଗ, ଧନିଆ ଚାଷ ରେ କେବେ କେତେ ଦବା
Sir, planoplix ku ame judang, potala re spray kariparibaki ?
ସ୍ପ୍ରେ କରି ପାରିବେ।4lit ପ୍ରତି 1ml ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ। ତା ପୂର୍ବରୁ ଜଳସେଚନ କରନ୍ତୁ।
@@krushisampada thank you sir.
20 litra panire 7 amel plonofix spr. Karideuchu sir kanaheb
ଗଛ ଝାଉଁଳି ଯିବ
Planofix kete paduchi sir
Sir namaskar, gua re spray haba ki
ହଁ ସ୍ପ୍ରେ କରି ପାରିବେ
Shar chili re dei heba ki nahi
Planofix hormone ସ୍ପ୍ରେ କରିବା ପୂର୍ବରୁ ଜଳସେଚନ କରନ୍ତୁ।ଏହାକୁ କେବଳ ଅପରାହ୍ନରେ ସ୍ପ୍ରେ କରନ୍ତୁ ଓ 4.5lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।କିମ୍ବା Hormone Fantac plus lit ପ୍ରତି 0.5 ml ହିସାବରେ ସ୍ପ୍ରେ କରନ୍ତୁ।
Sir lembu( Lemmon) tree spray karibi ki etaku haba ki
ଲେମ୍ବୁ ଫସଲରେ Planofix hormone କୁ ସ୍ପ୍ରେ କରି ପାରିବେ।4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir mu tomato re flanofix 5 liter panire 3ml planofix dei tili au sandhya re spra Kari tili hele sabu gachha marila bhali dekha jauchhi
Planofix ର does 4.5lit ପାଣିରେ 1ml ମିଶାଇ ସ୍ପ୍ରେ କରିବା କଥା।ଆପଣ ଅଧିକ does ଦେଇଛନ୍ତି।ପାଣି ସ୍ପ୍ରେ କରନ୍ତୁ।କିମ୍ବା Vestige company ର Agri gold ତୁରନ୍ତ କିଣି 15lit drum ପ୍ରତି 20gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। ତା ପରଦିନ ଆଉଥରେ ସ୍ପ୍ରେ କରନ୍ତୁ।
ଆମ୍ବରେ ଏବେ ସ୍ପ୍ରେ କରିହେବ ଫୁଲ ହେଇନାହିଁ କଢ ହେଇଛି
Bitalu ru spery karihabaki
ବୋଇତାଳୁ ରେ hormone Fantac plus କୁ lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir kakudi gochore dei parba ki
କାକୁଡି ଗଛ ରେ Fantac plus hormone lit ପ୍ରତି 0.5ml ଅପରାହ୍ନରେ ସ୍ପ୍ରେ କରନ୍ତୁ।
ଫଳ ହେଲା ପରେ spray kale ହେବକି ନାହିଁ ସାର୍।ଦୟାକରି reply karantu
ଫଳ ର ପ୍ରାରମ୍ଭିକ ଅବସ୍ଥା ରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
ଧନ୍ୟବାଦ ସାର୍
Buda jhudanga re.. Sir kate ml spray kariba sir
4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir planofix ku 16 liter kete ml daba
mugare padile kete padiba
ମୁଗ ଫସଲରେ ଏହି Hormone ବ୍ୟବହାର କରନ୍ତୁ ନାହିଁ।Hormone KUNDAN lit ପ୍ରତି 2ml ବା SAMARAS lit ପ୍ରତି 2ml ବା FANTAC PLUS lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
100ml ku 110 tanka nauchhanti15 letar panire 3ml
Sir sabu medisi ra dam kuhantu
Sir kallara . Janhi re planofix spre Kari heba
କଲରା ଓ ଜହ୍ନିରେ Planofix hormone କୁ ସ୍ପ୍ରେ କରି ପାରିବେ।4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir planofix cotton farming use kori hue ki?
ହଁ cotton ରେ ମଧ୍ୟ planofix କୁ use କରି ପାରିବେ।କିନ୍ତୁ ମାଟି ରେ ବତର ଥିବା ସମୟରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Planofix ku thailand koli re pakei haba ki
Planofix hormone କୁ କୋଳି ଗଛ ରେ ସ୍ପ୍ରେ କରି ପାରିବେ।ପ୍ରଥମେ ଫସଲରେ ଜଳସେଚନ କରନ୍ତୁ।ତା ପରେ ଅପରାହ୍ନ ସମୟରେ 5lit ପାଣିରେ 1ml ହିସାବରେ ସ୍ପ୍ରେ କରନ୍ତୁ।Does ବଢାଇବେ ନାହିଁ କି hormone ସହିତ ଅନ୍ୟ କୌଣସି ସାର ବା ଔଷଧ ମିସାଇବେ ନାହିଁ
20 litra Pani re plonofix kete lita
4lit ପାଣିରେ 1ml ହିସାବରେ ସ୍ପ୍ରେ କରନ୍ତୁ
Sir ଆମ୍ଭ🍋 ବଉଳ ରେ କେଉଁ Medicine ଦେଲେ ବଉଳ ଭଲ ହେବ ହିସାବରେ ରହିବ
ଆମ୍ବରେ ପ୍ରଥମେ ଜଳସେଚନ କରନ୍ତୁ।ତା ପରେ planofix hormone କୁ 4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir muga re PHALA BINDHA POKA LAGICHI
Cartap hydrochloride 50%WP lit ପ୍ରତି 2gm ବା Chlorontraniliprole 18.5%SC drum ପ୍ରତି 6ml ବା Flubendiamide 20%WG drum ପ୍ରତି 6gm ହିସାବରେ ସ୍ପ୍ରେ କରନ୍ତୁ।
ମକା ଚାଷ ରେ ପକାଉଛି ଔଷଧ ଟିକିଏ ଜଣେ ଦହି ସାର
Online re paiba pai jogajog
Can we use hormone in paddy fields?
ଧାନ ରେ Hormone Gibberlic acid କୁ lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir ଏଇ ମେଡ଼ିସିନ୍ ସବୁ ଫଳ ଗଛ ରେ use କରି ପାରିବା ତ
ଏହା ଫଳ ଆସିବା ପରେ use କରି ପାରିବା କି ନାହିଁ
ସବୁ ଫଳ ଗଛରେ ବ୍ୟବହାର କରି ପାରିବେ।
70 ru 80 din helan kapa plonofix kete. Amel 20 litar sir
4lit ପାଣି ରେ 1ml ହିସାବରେ ସ୍ପ୍ରେ କରନ୍ତୁ
Plonofix 4 litar panire 1amel hijab sprkari bi phula jhdi gauche
(Apple ber) ବରକୋଳି ଗଛରେ ପକେଇ ପାରିବୁକି, କେଉଁ ସମୟରେ
ହଁ apple ber ରେ ସ୍ପ୍ରେ କରି ପାରିବେ
କପା ପୁଲ ସବୁ ଜଡ଼ି ଯାଉଛି କଣ କରିବୁ ଦୟାକରି ସାଯ୍ୟ କର
Katikire spry karipariba
ଫଳ ଚାଷ ପାଇଁ ଏହି hormone ସ୍ପ୍ରେ କରନ୍ତୁ।ପନିପରିବା ପାଇଁ Hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir,ନଡ଼ିଆ କଷି ଝଡିଯାଉଛି, ସେଇଠି ସ୍ପ୍ରେ କରିହେବ କି..?
ହଁ ସ୍ପ୍ରେ କରନ୍ତୁ।4.5lit ପାଣିରେ 1ml ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Bhali phula jhadiba upaya kuhantu
ପ୍ରତି ବର୍ଷ ସାର ଓ ଅଣୁ ସାର ର ପରିଚାଳନା କରନ୍ତୁHormone planofix କୁ 4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
Sir Dose ta per ha or ac?
ସାର୍ ଟମାଟୋ ଗଛରେ 16ଲିଟର ପାଣିରେ କେତେ ମାତ୍ରା ଦିଆଯାଏ
4ml
Harmon tiari
Ghana bardhaka
ସାର୍ ମୁଗ ବିରି ଫସଲରେplanofix ବ୍ୟବହାର କରି ହେବ କି
ମୁଗ ବିରି ଫସଲରେ Planofix hormone ସ୍ପ୍ରେ କରିବା ବଦଳ ରେ Hormone SAMARAS କୁ lit ପ୍ରତି 2ml ବା KUNDAN lit ପ୍ରତି 2ml ବା Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@@krushisampada ସାର୍ କେତେ ଦିନ ବ୍ୟବଧାନରେ ଏବଂ କେତେ ଥର ବ୍ୟବହାର କରାଯାଏ
@@jichendradas5670 ଗୋଟିଏ ଥର Hormone ଅପରାହ୍ନରେ ସ୍ପ୍ରେ କରନ୍ତୁ।
@@krushisampada ଧନ୍ୟବାଦ ସାର୍ 🙏🙏🙏🙏
Sir, Bigan 2,3 thara tola helani planofix pakeile haba .
ନିଶ୍ଚିନ୍ତ ଭାବେ planofix hormone କୁ ସ୍ପ୍ରେ କରି ପାରିବେ।ଏହି hormone କୁ ସ୍ପ୍ରେ କରିବା ପୂର୍ବରୁ ଜଳସେଚନ କରନ୍ତୁ।ସାର ଓ ଅଣୁ ସାର ର ପରିଚାଳନା କରନ୍ତୁ ଏବଂ ଅନୁମୋଦିତ does ରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Planofix ଟମାଟୋ ଗଛରେ 16 ଲିଟର ପାଣିରେ କେତେ ml ଦିଆଯାଏ ସାର୍
Planofix hormone କୁ ସ୍ପ୍ରେ କରିବା ପୂର୍ବରୁ ଜଳ ସେଚନ କରନ୍ତୁ।ମାଟି ଓଦା ଥିବା ଉଚିତ।4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଦିନ ସମୟରେ ସ୍ପ୍ରେ କରିବେ ନାହିଁ।
ସଜନା ରେ ସ୍ପ୍ରେ କରିହେବ
କୁହନ୍ତୁ sir ଜରୁରୀ ଅଛି
କାକୁଡି ଚାଷରେ କେତେ ml ଦେବା sir
କାକୁଡି ଫସଲରେ fantac plus Hormone କୁ ବ୍ୟବହାର କରନ୍ତୁ।Fantac plus hormone କୁ lit ପ୍ରତି 0.5 ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Prakritic. Harmon. Kipari hoi parib
କାଜୁ ଫସଲ ରେ ବ୍ୟବହାର କରିହେବ କି sir?
କାଜୁ ଫସଲରେ Hoemone Planofix କୁ ବ୍ୟବହାର କରି ପାରିବେ।ଏହାକୁ ସ୍ପ୍ରେ କରିବା ପୂର୍ବରୁ ଜଳସେଚନ କଲେ ଭଲ।4lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampada ବହୁତ ବହୁତ ଧନ୍ୟବାଦ sir 🙏
ଆପଣଙ୍କ ଉପସ୍ଥାପନା ଓ ଅନୁଭୂତି ସ୍ୱାଗତଯୋଗ୍ୟ।
ସାର ଭିଡିଓ କରିଥିବା ରୁ ଆପଣଙ୍କୁ ଧନ୍ୟବାଦ ,ସାର୍ ପ୍ରେ ଟନିକ ଲହ ପାଇଁଁ ବାଇଗଣ ଏବଂ ଆଖୁ ଏସବୁ ଅଲଗା ଅଲଗା ପ୍ରକାରର ଔଷଧ ରହି ଅଛି କି , ଆପଣଙ୍କ ଭିଡିଓ ଦେଖି ଆମେ ସିଖିବୁ,🙏🏻🙏🏻🙏🏻
Helpful video sir
ବହୁତ ବହୁତ ଧନ୍ୟବାତ
ଧନ୍ୟବାଦ
Very helpful information sir
Thank you
Thanks for information. I used to follow you for my kitchen garden
Very good information sir
Sir namaskar ,you are very honesty person
Congratulations hearty to This post
Good video👍
Sir now this months can start beans cultivation
Thanks for information sir
ଆମ୍ବ ଏବଂ କାଜୁ ଚାଷ ଉପରେ ଏକ video banantu
କେତେଏମେଲେ ପକେଇବୁ
Bandhakubi vhala heba pain kn debaku padiba sir
Sir Namasksr Mora janhi kasi jhadi jauchhi kana pakaibi
Potla phasalare keun haraman pkaile adhika phula phala asiba dayakari kuhantu
Sorisa re deba ki nahin . Jadi deba kete deba janeibe
sir lanka chasare sabu barsha mulasabda ra asubidhara sammukhina heuchhi dara lagilani lanka chasa karibaku dayakari lanka chasa pai kichhi best medicine achhi kuhantu (lanka gachhara main chera first pachuchhi)
ସାର୍ ଆପଣଙ୍କ ଫୋନ୍ ନମ୍ୱର୍ ପଠାଇ ଵେ
Paddy crop re Use kole hebo ki
Useful Vedio
Sir potal re spreay karile heba ki
Jhudanga chasa re dele result kana haba
Vendi re spreay karile heba ki
Sir mora po ta la ga chat re phula fala asi baat pani krun Harmon pakaibi
Sir khara dine keyu bandha kobi kale aneka labha mili ba
Sir kalara au jhudunga re planofilx pakei pariba ki nai
Sir reply kara
ସାର ନମସ୍କାର, ମୁଁ ପାନ ଗଛରେ କିଛି ରୋଗ ଓ ନିରାକରଣ ବିଷୟରେ ପଚାରି ପାରିବି
Sir kashew ra fula fala asibapai kana sara harmon pasticide prayoga kariba
Hormone Planofix କୁ 4.5lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir କାକୁଡ଼ି ଚାଷ ଉପରେ video ଗୋଟେ ଅପଲୋଡ଼ କରନ୍ତୁ
Tarbuja ra kata ml spray
Kapa pula jadi jauchi kan karajiba
Sir please tell, every thing per liter, some terrace gardener also listening ur vedio
Sir Johni gochhaer dae pariba na nahi please reply
Planofix ,karela re logai pariba ki
Nice
T by Dr up by pz 🙄
Full kuni ne ketesar
Sir fantac plus. Hormane milunai.kana kale miliba
Online ରେ ମଗାଇ ପାରିବେ
Sir kakudi gochare spray kari pariba na nahi please reply sir
କାକୁଡି ଫସଲରେ planofix hormone କୁ ସ୍ପ୍ରେ କରି ପାରିବେ।କିନ୍ତୁ ଏହାର ନିର୍ଦିଷ୍ଟ does ରୁ ଅଧିକ ବ୍ୟବହାର କରିବେ ନାହିଁ।4.5 lit ପାଣିରେ 1ml ହିସାବରେ ମିଶାଇ ଅପରାହ୍ନରେ ସ୍ପ୍ରେ କରନ୍ତୁ।ସକାଳ ସମୟରେ ସ୍ପ୍ରେ କରନ୍ତୁ ନାହିଁ।ହୋର। Hormone ସହିତ କୌଣସି ସାର ବା କୀଟନାଶକ ମିଶାନ୍ତୁ ନାହିଁ।Hormone ସ୍ପ୍ରେ କରିବା ପୂର୍ବରୁ ଜଳସେଚନ କରନ୍ତୁ।
କିମ୍ବା hormone Fantac plus କୁ lit ପ୍ରତି 0.5 ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
70 ru 80 din helani kapa 20 litra Pani re kete Amel debi sir
Sir Fula kobi & bandha kobi re dei hebo ki ? Jadi dei hebo kete parimand re dei hebo
Sir planofix harmone କୁ ବାଇଗଣ ଫସଲର ଫୁଲ ଆସିବାର ଆରମ୍ଭରେ ପ୍ରୟୋଗ କରିହେବ 🙏🙏🙏
Sr 🙏 mu 2500 Manda boitalu lageichhi planofix deichhi ebe saaf debi ki nanhi
Hector ku katay lagiba
Planofix re kshayati heba ki..
Sir, muga pain Harmon korabin bhala
ମୁଗ ରେ Hormone Fantac plus କୁ lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir Dali jateeya phasala re spray kale heba ki nahin please replay sir 🙏🙏🙏
ଏହ hormone କୁ ଫଳ କତୀୟ ଫସଲରେ ସ୍ପ୍ରେ କରନ୍ତୁ।
ଡାଲି ଜାତୀୟ ଫସଲ ପାଇଁ କେଉଁ ହୋର୍ମୋନ ସ୍ପ୍ରେ କଲେ ଉପଯୋଗୀ ହେବ sir
@@nabinnaik823 ଡାଲି ଜାତୀୟ ଫସଲରେ Gibberlic acid lit ପ୍ରତି 1ml ବା Fantac plus lit ପ୍ରତି 0.5ml ବା SAMRAS lit ପ୍ରତି 2ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
@@krushisampada ଆନ୍ତରିକ ଧନ୍ୟବାଦ୍ ଆଜ୍ଞା 🙏🙏
କାଜୁ ଫୁଲ ଶୁଖିଯାଏ ବା ଖସି ଶୁଖିଯାଏ ମୁଁ କ'ଣ କରିବି ଯାନିପାରୁନି ସାର୍ ଆପଣ ଖାଲି ସମୟରେ ଯଣାଇଵେ
କାଜୁ ଫସଲରେ ପ୍ରତି ବର୍ଷ ସାର ଓ ଅଣୁ ସାର ପରିଚାଳନା କରନ୍ତୁ।ମାଟିର ବତର ଦେଖି ଜଳସେଚନ କରନ୍ତୁ।Hormone planofix କୁ 4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir 🙏 new bari ae Harmon deipari bi ki
Thanks sir
Muga haha badhiba pi ki usadha padib
Thanks
Welcome
Sir,Deshi kankada re ehaku spray Kari parba ki.
Deshi kankada re planofix spray kari pariba ki
Sir potal gacha ୬ months helani planofix spreay karile heba ki
Organic hormone gote video
ଶାଗ, ଧନିଆ ଚାଷ ରେ କେବେ କେତେ ଦବା
Sir, planoplix ku ame judang, potala re spray kariparibaki ?
ସ୍ପ୍ରେ କରି ପାରିବେ।4lit ପ୍ରତି 1ml ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ। ତା ପୂର୍ବରୁ ଜଳସେଚନ କରନ୍ତୁ।
@@krushisampada thank you sir.
20 litra panire 7 amel plonofix spr. Karideuchu sir kanaheb
ଗଛ ଝାଉଁଳି ଯିବ
Planofix kete paduchi sir
Sir namaskar, gua re spray haba ki
ହଁ ସ୍ପ୍ରେ କରି ପାରିବେ
Shar chili re dei heba ki nahi
Planofix hormone ସ୍ପ୍ରେ କରିବା ପୂର୍ବରୁ ଜଳସେଚନ କରନ୍ତୁ।ଏହାକୁ କେବଳ ଅପରାହ୍ନରେ ସ୍ପ୍ରେ କରନ୍ତୁ ଓ 4.5lit ପ୍ରତି 1ml ହିସାବରେ ସ୍ପ୍ରେ କରନ୍ତୁ।କିମ୍ବା Hormone Fantac plus lit ପ୍ରତି 0.5 ml ହିସାବରେ ସ୍ପ୍ରେ କରନ୍ତୁ।
Sir lembu( Lemmon) tree spray karibi ki etaku haba ki
ଲେମ୍ବୁ ଫସଲରେ Planofix hormone କୁ ସ୍ପ୍ରେ କରି ପାରିବେ।4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir mu tomato re flanofix 5 liter panire 3ml planofix dei tili au sandhya re spra Kari tili hele sabu gachha marila bhali dekha jauchhi
Planofix ର does 4.5lit ପାଣିରେ 1ml ମିଶାଇ ସ୍ପ୍ରେ କରିବା କଥା।ଆପଣ ଅଧିକ does ଦେଇଛନ୍ତି।ପାଣି ସ୍ପ୍ରେ କରନ୍ତୁ।କିମ୍ବା Vestige company ର Agri gold ତୁରନ୍ତ କିଣି 15lit drum ପ୍ରତି 20gm ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ। ତା ପରଦିନ ଆଉଥରେ ସ୍ପ୍ରେ କରନ୍ତୁ।
ଆମ୍ବରେ ଏବେ ସ୍ପ୍ରେ କରିହେବ ଫୁଲ ହେଇନାହିଁ କଢ ହେଇଛି
Bitalu ru spery karihabaki
ବୋଇତାଳୁ ରେ hormone Fantac plus କୁ lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir kakudi gochore dei parba ki
କାକୁଡି ଗଛ ରେ Fantac plus hormone lit ପ୍ରତି 0.5ml ଅପରାହ୍ନରେ ସ୍ପ୍ରେ କରନ୍ତୁ।
ଫଳ ହେଲା ପରେ spray kale ହେବକି ନାହିଁ ସାର୍।ଦୟାକରି reply karantu
ଫଳ ର ପ୍ରାରମ୍ଭିକ ଅବସ୍ଥା ରେ ଅପରାହ୍ନରେ ସ୍ପ୍ରେ କରନ୍ତୁ
ଧନ୍ୟବାଦ ସାର୍
Buda jhudanga re.. Sir kate ml spray kariba sir
4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir planofix ku 16 liter kete ml daba
mugare padile kete padiba
ମୁଗ ଫସଲରେ ଏହି Hormone ବ୍ୟବହାର କରନ୍ତୁ ନାହିଁ।Hormone KUNDAN lit ପ୍ରତି 2ml ବା SAMARAS lit ପ୍ରତି 2ml ବା FANTAC PLUS lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
100ml ku 110 tanka nauchhanti
15 letar panire 3ml
Sir sabu medisi ra dam kuhantu
Sir kallara . Janhi re planofix spre Kari heba
କଲରା ଓ ଜହ୍ନିରେ Planofix hormone କୁ ସ୍ପ୍ରେ କରି ପାରିବେ।4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir planofix cotton farming use kori hue ki?
ହଁ cotton ରେ ମଧ୍ୟ planofix କୁ use କରି ପାରିବେ।କିନ୍ତୁ ମାଟି ରେ ବତର ଥିବା ସମୟରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Planofix ku thailand koli re pakei haba ki
Planofix hormone କୁ କୋଳି ଗଛ ରେ ସ୍ପ୍ରେ କରି ପାରିବେ।ପ୍ରଥମେ ଫସଲରେ ଜଳସେଚନ କରନ୍ତୁ।ତା ପରେ ଅପରାହ୍ନ ସମୟରେ 5lit ପାଣିରେ 1ml ହିସାବରେ ସ୍ପ୍ରେ କରନ୍ତୁ।Does ବଢାଇବେ ନାହିଁ କି hormone ସହିତ ଅନ୍ୟ କୌଣସି ସାର ବା ଔଷଧ ମିସାଇବେ ନାହିଁ
20 litra Pani re plonofix kete lita
4lit ପାଣିରେ 1ml ହିସାବରେ ସ୍ପ୍ରେ କରନ୍ତୁ
Sir ଆମ୍ଭ🍋 ବଉଳ ରେ କେଉଁ Medicine ଦେଲେ ବଉଳ ଭଲ ହେବ ହିସାବରେ ରହିବ
ଆମ୍ବରେ ପ୍ରଥମେ ଜଳସେଚନ କରନ୍ତୁ।ତା ପରେ planofix hormone କୁ 4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir muga re PHALA BINDHA POKA LAGICHI
Cartap hydrochloride 50%WP lit ପ୍ରତି 2gm ବା
Chlorontraniliprole 18.5%SC drum ପ୍ରତି 6ml ବା Flubendiamide 20%WG drum ପ୍ରତି 6gm ହିସାବରେ ସ୍ପ୍ରେ କରନ୍ତୁ।
ମକା ଚାଷ ରେ ପକାଉଛି ଔଷଧ ଟିକିଏ ଜଣେ ଦହି ସାର
Online re paiba pai jogajog
Can we use hormone in paddy fields?
ଧାନ ରେ Hormone Gibberlic acid କୁ lit ପ୍ରତି 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir ଏଇ ମେଡ଼ିସିନ୍ ସବୁ ଫଳ ଗଛ ରେ use କରି ପାରିବା ତ
ଏହା ଫଳ ଆସିବା ପରେ use କରି ପାରିବା କି ନାହିଁ
ସବୁ ଫଳ ଗଛରେ ବ୍ୟବହାର କରି ପାରିବେ।
70 ru 80 din helan kapa plonofix kete. Amel 20 litar sir
4lit ପାଣି ରେ 1ml ହିସାବରେ ସ୍ପ୍ରେ କରନ୍ତୁ
Plonofix 4 litar panire 1amel hijab sprkari bi phula jhdi gauche
(Apple ber) ବରକୋଳି ଗଛରେ ପକେଇ ପାରିବୁକି, କେଉଁ ସମୟରେ
ହଁ apple ber ରେ ସ୍ପ୍ରେ କରି ପାରିବେ
କପା ପୁଲ ସବୁ ଜଡ଼ି ଯାଉଛି କଣ କରିବୁ ଦୟାକରି ସାଯ୍ୟ କର
Katikire spry karipariba
ଫଳ ଚାଷ ପାଇଁ ଏହି hormone ସ୍ପ୍ରେ କରନ୍ତୁ।ପନିପରିବା ପାଇଁ Hormone Fantac plus lit ପ୍ରତି 0.5ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।
Sir,
ନଡ଼ିଆ କଷି ଝଡିଯାଉଛି, ସେଇଠି ସ୍ପ୍ରେ କରିହେବ କି..?
ହଁ ସ୍ପ୍ରେ କରନ୍ତୁ।4.5lit ପାଣିରେ 1ml ହିସାବରେ ଅପରାହ୍ନ ରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Bhali phula jhadiba upaya kuhantu
ପ୍ରତି ବର୍ଷ ସାର ଓ ଅଣୁ ସାର ର ପରିଚାଳନା କରନ୍ତୁ
Hormone planofix କୁ 4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ