Spiritual Fervor at Bargarh Shyam Kali Temple : ଶ୍ରାବଣ ମାସର୍ ପହେଲା ସୋମବାରନେ ଭକ୍ତଙ୍କର୍ ବନେ ଭିଡ୍

แชร์
ฝัง
  • เผยแพร่เมื่อ 6 ก.ย. 2024
  • ସୋମବାର୍ ଶ୍ରାବଣ୍ ମାସର୍ ପହେଲା ସୋମବାର୍ ହେଇଥିବାର୍ ଲାଗି ବରଗଡ୍ ଶ୍ୟାମାକାଳୀ ମନ୍ଦିର୍ ଭିତରେ ଥିବାର୍ ଶ୍ରୀ ଶ୍ରୀ ବାବା ଶ୍ୟାମେଶ୍ୱରଙ୍କର୍ ଠାନେ ଶ୍ରାବଣୀ ଉସôବ୍ ହେଇଥିଲା । ହିନ୍ଦୁ ଧର୍ମଶାସ୍ତ୍ରନେ ସୋମବାର୍ ବହୁତ୍ ପୂର୍ଣ୍ଣ୍ୟଦିନ୍ । ଶ୍ରାବଣ୍ ମାସେ ଦେବଦେବ୍ ମହାଦେବ୍ ଙ୍କର୍ ମନ୍ଦିର୍ ମାନକୁ ଭକ୍ତ ମାନକର୍ ଭିଡ୍ ଜମିଥିସି । ଶ୍ରାବଣ ମାସର୍ ପହେଲା ସୋମବାର୍ ହେଇଥିବାର୍ ଲାଗି ଭ୍କ୍ତ ମାନକର୍ ଭିଡ୍ ଦେଖବାର୍ ଲାଗି ମିଲିଥିଲା । ସକାଲୁ ମନ୍ଦିର ଖୁଲା ହେଲାପରେ ସକାଳ ଧୂପ୍, ସୂର୍ଯ୍ୟପୂଜା, ଦ୍ୱାରପାଲ୍ ପୂଜା, ଷୋଡଷ୍ ଉପଚାର୍ ପୂଜା, ବାଲ୍ ଭୋଗ୍ ଲାଗି ହେଇକରି ଋଦ୍ରାଭିଷେକ୍ ପୂଜା ଦେଇଥିଲା । ଗଙ୍ଗା ପୂଜା ସରଲା ପରେ ବାବା ଶ୍ୟାମେଶ୍ୱର ଙ୍କର୍ ଠାନେ ଜଳାଭିଷେକ୍ ହେଇଥିଲା ।
    For more such updates, please Like, Comment, and Share our videos and Subscribe to our TH-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    TH-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #Shravan #BargarhTemple #ShyamKaliTemple #DevoteeGathering #Spirituality #ShravanMonday #TempleCrowd #OdishaNews #HinduFestivals #ReligiousCelebration

ความคิดเห็น •