When And Who Built Lord Jagannath Temple Of Puri, Episode-2 I NandighoshaTV
ฝัง
- เผยแพร่เมื่อ 8 ก.ย. 2024
- ଚାରି ଧାମ ମଧ୍ୟରୁ ଅନ୍ୟତମ ପୁରୁଷୋତ୍ତମ କ୍ଷେତ୍ର ପୁରୀ । ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସୃଷ୍ଟି ଓ ଏହାର ଇତିହାସ ବେଶ୍ ସମୃଦ୍ଧ । ଶ୍ରୀମନ୍ଦିରର ଇତିବୃଦ୍ଧି ବେଶ୍ ରୁଦ୍ଧିମନ୍ତ ଓ ଐତିହ୍ୟସଂପନ୍ନ । ଇତିହାସ ଅନୁସାରେ ଏକାଦଶ ଶତାବ୍ଦୀରେ ବର୍ତ୍ତମାନ ମନ୍ଦିରର କାର୍ଯ୍ୟାରମ୍ଭ ହୋଇଥିଲା । ପୂର୍ବରୁ ଥିବା ଏକ ମନ୍ଦିର ଉପରେ ନିର୍ମାଣ ହୋଇଥିଲା ଆଉ ଏକ ମନ୍ଦିର ।
When And Who Built Lord Jagannath Temple Of Puri I Nandighosha TV
#JagannathTemple #Puri #ShreeMandira #
ଜୀବନରେ ପ୍ରଥମ ଥର ଏମିତି ଗୋଟେ ଦୃଶ୍ୟ ଦେଖିକି ଖୁସି ଲାଗିଲା ଯେ studio କୁ ମନ୍ଦିର ରୂପ ଦିଆ ଯାଇଛି ଆଉ ଉପସ୍ଥାପକ ମହାଶୟ ଖାଲି ପାଦରେ ଉପସ୍ଥାପନା କରୁଛନ୍ତି 🙏 ଜୟ ଜଗନ୍ନାଥ
Jay purusottam jay jagannath
@@rahasyamayajibana I'm
R8
Ok
@@rahasyamayajibana 😂😭
ବହୁତ ବଢିୟା epesode ବହୁତ ଖୁସି ଲାଗୁଚି ଆମ ସୃଷ୍ଟି କର୍ତା ଙ୍କ ବିଷୟରେ ଏବଂ ଆଦି ବ୍ରହ୍ମ ଜୟ ଜଗନ୍ନାଥ 🙏🙏ପ୍ରଭୁ
ମୁଁ ସବବେଳେ ଗୋଟିଏ ଦ୍ୱନ୍ଦ ରେ ରହିଛି ଜଗନ୍ନାଥ ମନ୍ଦିର ର ସର୍ବୋଚ୍ଚ ଉପରେ ଯୋଉ ନୀଳ ଚକ୍ର ଟି ଅଛି ସେଇଟା ନିହାତି ବହୁତ୍ ଭାରି ଥିବ ଆଉ ସେତେବେଳେ ଏତେ କିଛି ଉନ୍ନତି ଭି ହେଇ ନଥିବ ତେବେ ଚକ୍ର ଟିକୁ କିପରି ଭାବେ ଉପରେ ସ୍ଥାପିତ କରାଯାଇଛି।। ଆଶା କରେ ମୋର ପ୍ରଶ୍ନ ଟି ର ଉଚିତ୍ ଏବଂ ଠିକ୍ ଉତ୍ତର ମିଳିବ 😢
ମାନେ, ଓଡ଼ିଶାର ସମସ୍ତ ଇତିହାସ ର କୋୖଣସି ମୁଲ୍ୟନାହି, ସମସ୍ତେ ବେକାର ମିଛ ନିଜେ ନିଜର ବଡିମାର କଥା କହୁଛନ୍ତି। ମିଛ ମିଛୁଆ ମାନେ ମହାପଣ୍ଡିତ , ବିଚିତ୍ର ମୁର୍ଖ ମାନେ ଜଣାପଡ଼ୁଛି।
ଖାଲି ଚକା ଚକା କଥା କହି ଜାଣନ୍ତି।
ଭାକୁଡାପିଲେ ଇନ୍ଦ୍ର ଦୁମନ୍ୟ ଗୁଣ୍ଡିଚା ରାଣିଙ୍କ କଥାଟା କାହାଣି ନା କଣ, ଜଣାପଡ଼ୁଛି। ଭାକୁଡାପିଲାଏ ଆମକୁ ମିଛ କଥାକୁ ସ୍କୁଲରେ ପାଠ ପଢାଉଛ।
ତମେ ରହସ୍ଯମୟ ପ୍ରଭୁ । ତମକୁ ବୁଝିବା ଶକ୍ତି କାହା ପାଖରେ ଅଛି ପ୍ରଭୂ। ତମ ବିନା ଆଉ କେହି କହି ପାରିବେନି ତମର ସୃଷ୍ଟି । ତମ କଥା ଭାବିଲେ ମୁଣ୍ଡ ଘୂରେଇ ଦେଉଛି। ତମକୁ ଲେଖିଲେ ଲେଖା ସରୁନି ପ୍ରଭୂ। ତମକୁ ଭାବିଲେ ଭାବନା ଅସରନ୍ତି । ଆଖିରେ ନୀଳ ସମୁଦ୍ର ସୃଷ୍ଟି ହେଉଛି। ତମ ପାଦ ଧୌତ ପାଇଁ ପ୍ରଭୂ। ତମେ ସମଗ୍ର ସୃଷ୍ଟି ପ୍ରଭୂ।
"ମୋ ନାମ ଶ୍ରବଣ କୀର୍ତ୍ତନେ । ଶ୍ରଦ୍ଧା ଉପୁଜେ ଯା'ର ମନେ ॥ ସେ ଭକ୍ତିଯୋଗେ ଅଧିକାରୀ , କେବେହେଁ ନୁହଁଇ ସଂସାରୀ ॥ ମୁଁ ତାକୁ କରଇ ସଦୟ । ତାହାର ସୁବିଦ୍ଧି ଉଦୟ ॥
ସକଳ ସିଦ୍ଧି ସେ ସାଧଇ । ତାହାର କର୍ମବନ୍ଧ ନାହିଁ "॥
(ଏକାଦଶ ସ୍କନ୍ଧ
,ଏକବିଂଶ ଅଧ୍ୟାୟ,ଭାଗବତ)
ଭଗବାନ ଙ୍କ କଥା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ। ଭଗବାନ ଙ୍କ କଥା ରେ ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ କଷ୍ଟ ରେ ଥିଲେ ବି,ତତକ୍ଷଣାତ୍ ମନ ଶାନ୍ତି ପାଏ ଓ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।
🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻
ଶ୍ରୀ ରବିନ୍ଦ୍ର ନାରାୟଣ ମିଶ୍ର
ପୂର୍ବତନ ପ୍ରଶାସକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ..........................................................................................................................
ଜୟ ଜଗନ୍ନାଥ ସାର 🙏
ଲକଡାଉନ୍ ସମୟରେ ବହୁତ ଭଲ ପ୍ରୟାସ କରିଛି ନନ୍ଦିଘୋଷ ଟିଭି । ଏବର କିଛି ମୁର୍ଖ ଅନ୍ତତ ପକ୍ଷେ ଏ ସବୁ ଦେଖି ଆମର ଇତିହାସ କଥା ଜାଣିପାରିବେ। ପାଠଫାଠ ତ ଆଉ କେହି ପଢୁନାହାନ୍ତି । ବିନା ଜୋତାରେ ଆଙ୍କରିଙ୍ଗ୍ ପ୍ରଥମ କରି ଦେଖିଲି, ବଢିଆ ଲାଗିଲା । ବହୁତ ଭଲ ଭଲ ତଥ୍ୟ ଦିଆଯାଇଛି ଏ ପ୍ରୋଗ୍ରାମରେ । ଆଗରୁ ବହୁ ବହଗାଲିଆ ଏମିତି ପ୍ରୋଗ୍ରାମରେ ଆଙ୍କରିଂ କରୁଥିଲେ ବୋର୍ ଲାଗୁଥିଲା ପ୍ରଥମ କରି ନିଉଜ୍ ଆଙ୍କରମାନେ ଏହା କରିବା ଭଲ ଲାଗିଲା । ଜୟ ଜଗନ୍ନାଥ । ଆଉଟିକେ ଚିତ୍ର ଅଧିକ ଦେଲେ ଭଲ ହୁଅନ୍ତା । କାଶ୍ୟପ୍ ...
ଜୟ ଜଗନ୍ନାଥ।ନନ୍ଦିଘୋଷ TV କୁ ଧନ୍ୟ ବାଦ।
Bahuta sundara lagila. Jay jagannath swami 👏
ଜୟ ଜଗନ୍ନାଥ ଭରସା
ଚମତ୍କାର ଉପସ୍ଥାପନ 👌👌👌🙏🙏
Bahut badhia upastapana... Bahut vala lagila.... JAY JAGANNATH
Jay Jagannath AnantaGopalSwami Hari Om Tatsat. Happy blessed all
जय जगन्नाथ आराध्या देवता श्री जगन्नाथ जी को कोटि प्रणाम यह सुंदर एपिसोड सुन कर बहुत आनंद खुशी मिलता है ऐसे सुंदर-सुंदर जगन्नाथ जी की कथा सुनाइए बहुत धन्यवाद
🌅 Jay Jagannath 💩 Sundar 👍probchhok Bondhu pronam.lokolochon ku AniThhiba ru🙏
Jay jagannath
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
Tv channel ku dhanyabad, ati gurutwapurna gabesana tatwa upasthapana karichamti.
maha prabhu kalia thakura lila jogu nija bisaya re sabu rahasya maya kari rakhichanti.sethi pain jagatara natha hoi rahichanti.se heuchanti bhaba ra thakura . bhaba ku nikata abhaba ku dura.jay Jagannath swami.
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ
Jay Jagannath 🙏🙏🙏🙏🙏🙏🙏
Jai shree jagannath mahaprabhu 🙏🙏
Jay Jagannath...🙏🙏🙏
ଆପଣଙ୍କୁ ଅଶେଷ ଧନ୍ୟବାଦ
ବସନ୍ତ ଭାଇ
୮୮୯୫୦୬୧୦୦୫
Gabesaka Dr Prafulla sir, Rathashrma mahodaya nku pranam.
Jai jagannath prabhu.
Jay jaynnatih 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay jaganatha swami nayana patha gami bhaba tume
ଜୟ ଜଗନ୍ନାଥ ❤️
🌅 Jay Jagannath 💩 Sundar omruth Rosa mohima 🚩 Sotyo sonaton moha sunyo Guru soron 🗽
Jay Jagannath Swami
Jay sri jaganath 🌺🌺🌺🙏🙏
JAI JAGANNATH 🙏🙏🙏🙏🙏
Jay jagannath 🙏🙏🙏🙏🙏
Dhanyavad Nandighosh news🙏
🌅 ଜୟ ଜଗନ୍ନାଥ, ଜୟ କଲିଙ୍ଗ ଓଡ଼ିଶା, ବନ୍ଦେ ଉତ୍କଳ ଜନନୀ 🗽
Jai jagannath
Koti odiara maudamani mahaprabhu jaganathaya namha
Jai jagannath ❤❤❤❤
Jay sree Jagannath swami
ଜୟ ଜଗନ୍ନାଥ
Jaya jagannatha sahadev sahoo
Jay jagannth swami nayanapathagamibhabatume prabhu
Very nice program
Jay ho kalya satha
First class topic.Jay jagnnath.
Apanamane ete research karantuni...kichhi paibeni....
Amara Purana hela sarbopari....
Chari Dham katha kou itihasa kahini....
Tenu, E dhama katha tame itihasare khojile paiba kouthu....
Mahapra Juga Juga dhari ethi bidyaman....
Karana....Adi guru Shankara charya...ajithu 2500 barsha purbaru asithile...se ethi mahaprabhu nku punar udhhara karithile o ethi govardhana matha sthapana karithile......Artha, Mahaprabhu.....Tanka purbaru bi patali heichhanti....Tenu "Manima Sebe thile, Ebe Achhanti ooooo Agaku bi thibe...
🙏Jay Jagannath🙏
ଶ୍ରୀ ରାଧେରାଧେ ଶ୍ରୀ ଜଗନ୍ନାଥଙ୍କ ଶ୍ରୀ ରାଧେରାଧେ
Jai jagannath Swamy nayana pathagami bhaba tu me 🙏🙏🙏🙏🙏
Bahut sundar katha jay jagannath
Jay Jagannath 🙏 swami
Jay Jagannath 🔔🙏🔔 Swamy 🙏🔔 PuriDham 📿🚩🙏
Jai jagannath Jai Shiv Sambhu 🙏🙏🙏🙏🥺🥺🥺🥺❣️❣️❣️🖇️🖇️🖇️🔐🔐🔐🔐
Hariom prabhuji jay.gurudev jay.jagannath
🙏🏻🙏🏻🙏🏻🌹🌹🙏🏻🙏🏻🙏🏻 so nice
ସୁନ୍ଦର ଉପସ୍ଥାପନ
Bahut vala lagila
👌
Omm Nilachal Nivasa ya Nitya ya Param Atma na Balavadram Subhadravyam Jagannath ya Namah omm
Jaya Sri Jagannath 🙏🙏🙏🌼🌺🌸🌷🌼
Prabhu koti pranam 🙏🙏🙏
Jay Jagannath swami 🙏🙏🙏🙏
ଭୁଲ୍ କହିଲେ ବନ୍ଧୁ ୧୯୩୪ ନୁହେଁ ତାହା ହେଉଛି ୧୧୩୪ ମସିହା. ଧନ୍ୟବାଦ
Shreehari
super
Jai ho prabhu Jagannath ki Jai ho 🙏🙏🙏🙏😍🚩🚩🚩🚩🚩
❤❤❤❤
Jay Jagannath MAHAPRAVU
Jay Niladri Behari Purusottam Shri Jagannath Sat Sat Naman
🙏ଜୟ ଜଗନ୍ନାଥ ସ୍ଵାମୀ 🙏
Good
Jay jagannath swami nayana patha gami bhaba tume ....🙏🙏🙏🙏
Jay Jagannath Swamy Nayan path gamy bhab tume
Ranpur jagannath mandir upara video kara odisha ra 1363 ra ranpur jagannath mandir pRatista haechi
ତଥ୍ୟ ଭୁଲ ଅଛି l1934/35 ସମ୍ପର୍କରେ ଇତିହାସ ନୀରବ
Thanks
Jay Jagannath
Jay Shree Satya Ananta Madhava
🙏🙏🙏🙏🙏
JAY JAGANATHA 🙏💅🙏💅❤️
Jay jagannath swamy nayana patha gami bhbatu me 🙏🙏🙏
Juge Juge Satya Sanatana..Jai Jagannath..🚩
Jai jagannath swami krupakara Prabhu
Joy jagannath puri
Bahut sundar katha
ଜୟ ଜଗନ୍ନାଥ🙏🙏🙏
Jay jagannath 🙏🙏🙏🙏🙏🇮🇳🇮🇳🇮🇳🇮🇳🇮🇳🇮🇳
Omm Jay shree kalkiram jay shree jaganntha
Power of Sanatan 🚩 Jai Jagannath 🚩
🙏🙏
Jay gaganatha maa laxmi 🙏🙏🙏🙏🙏🙏🙏🌹🌹🙏🙏🙏🙏
JAY JAGANNATH SWAMI NAYANA PATHA GAMI BHABA TUME BHABA TUME 🙏🙏🙏🙏
Jai jagannatha mahaprabhu 🙏🚩
Jay Jagannath ❤
Jay Indradumnya
Bhoga kemiti kahathu helaa sehi eetihaash janai diantu sir
Bahut badhia Bhai khali padare bhagwan nka bisayare kahuchhanti
Dhanybad
🙏
jai jagannath 🙏🙏
🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿
He maha prabhu 🙏
Jaya jagannath
Om° tat sat°°°°°°°°°
JAY SHREE JAGANNATH❤🙏❤😭❤🙏❤