ଝିଅ ପାଇବ ବାପଘର ସମ୍ପତ୍ତି, ହେଲେ କେମିତି

แชร์
ฝัง
  • เผยแพร่เมื่อ 27 พ.ย. 2024

ความคิดเห็น • 186

  • @NoDaddyIssues
    @NoDaddyIssues 3 หลายเดือนก่อน +7

    ଘର ଭଙ୍ଗା ଆଇନ ପାଇଁ ପରିବାର ଭାଙ୍ଗି ଯାଉଚି

  • @nibeditadash7028
    @nibeditadash7028 4 หลายเดือนก่อน +8

    ବିବାହିତା ଝିଅ ମାନେ property ନେଇ ସରିଲା ପରେ ବାପ ମା ଙ୍କୁ ସେବା କରିବା ପାଇଁ ବହୁତ ବାହାନା କରନ୍ତି....

  • @subratapanigrahi3628
    @subratapanigrahi3628 5 หลายเดือนก่อน +51

    ତାହେଲେ ଋଣ କରଜ କରି ବାପା, ଭାଇ ଝିଅ, ଭଉଣୀ କୁ କାହିଁକି ବାହା ଦେବେ। ଝିଅ ଶାଶୁ ଘର ସମ୍ପତି ବି ନେବ ଆଉ ବାପ ଘର ସମ୍ପତି ବି ନେବ, ବିଚରା ଭାଇ କଣ ଭିକ୍ଷା ବୃତ୍ତି କରିବ? ଯେଉଁଠି ଭାଇ ବାପା, ମା ର ଦାୟିତ୍ଵ ନେଉ ନାହିଁ ସେ କ୍ଷେତ୍ରରେ ଭଉଣୀ , ବାପା ମାଙ୍କ ରକ୍ଷଣା ବେକ୍ଷଣ ପାଇଁ ସମ୍ପତି ଦାବି କରିବା ଉଚିତ୍

    • @suranjanatripathy3413
      @suranjanatripathy3413 5 หลายเดือนก่อน +3

      Ryt❤

    • @ss66569
      @ss66569 5 หลายเดือนก่อน

      👍

    • @saswatisahoo2706
      @saswatisahoo2706 3 หลายเดือนก่อน

      Right

    • @sagarikarout554
      @sagarikarout554 3 หลายเดือนก่อน

      Jouthi bhai t mrg Kari sarila pare vauni ku au pacharu nahanti kichi dba nba karu nahanti seithi ta jhia t ta aniba na

    • @satyanarayandas
      @satyanarayandas 2 หลายเดือนก่อน

      Aji kali olata juga chalichi

  • @chabiranipanda4583
    @chabiranipanda4583 5 หลายเดือนก่อน +57

    ଏହି ଆଇନ୍ ବହୁ ପରିବାର ଝଗଡା ର ସମୁଖିନ ହେଉଛି। ଯାହା ଫଳରେ ଭାଇ ଭଉଣୀ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି।

    • @madhusmitapattanaik6324
      @madhusmitapattanaik6324 5 หลายเดือนก่อน +7

      Perfect katha

    • @sabitanayak4716
      @sabitanayak4716 4 หลายเดือนก่อน

      ଠିକ୍ କହିଛନ୍ତି

    • @manjulatabehera1864
      @manjulatabehera1864 4 หลายเดือนก่อน

      Right

    • @manojkumarsahu8956
      @manojkumarsahu8956 3 หลายเดือนก่อน

      ଏହି ଆଇନ ଯୋଗୁଁ ମୋ ଘର ଟା ଭାଙ୍ଗି ଗଲା

  • @prabiramishra9758
    @prabiramishra9758 5 หลายเดือนก่อน +33

    ଆଜିକାଲି ବର୍ତ୍ତମାନ ଦିନମାନଙ୍କ ରେ ବାପ, ମା ଜାରଆଶ୍ରାମରେ ରହୁଛନ୍ତି. ଏହି ଅଇନି ପାଇଁ.

  • @abinasnayak3931
    @abinasnayak3931 5 หลายเดือนก่อน +15

    ଝିଅ ମାନଙ୍କର ସ୍ୱାର୍ଥ ସରିଗଲେ ଭାଗ ମାଗିବାକୁ ଚାଲିଆସନ୍ତି।

    • @Kamalraut-c8o
      @Kamalraut-c8o 5 หลายเดือนก่อน +1

      ଯଦି ଭାଇଭାଉଜ ବାପାମାଆଙ୍କ ସେବା ନକରି ବେ ତାହେଲେ ବାଧ୍ୟ ହୋଇ ଭାଗ ମାଗିବେ ଏପରି ପଦକ୍ଷେପ ଝିଅ ମାନେ ନିଅନ୍ତି ନାହିଁ

    • @sabitanayak4716
      @sabitanayak4716 4 หลายเดือนก่อน +1

      ​@@Kamalraut-c8oଠିକ୍ କହିଛନ୍ତି। ବାପା ଭାଇ କେତେ ଖର୍ଚ୍ଚ କରି ବାହା ଦେବେ ପାଠ ବି ପକେଇ ଥିବେ ଯେତେବେଳେ ସବୁ ସାମାଜିକ କର୍ମ ମଉଳାଭାର ସରିଯିବ ଝିଅ ବି ମରିଯିବ ଭଣଜା ଭାଣଜୀ ଭାଗନେବେ। ଏମିତି ସଂପର୍କ ଅସହ୍ୟ ହୁଏ । ଏମାନେ ମଣିଷ ପଦବାଚ୍ଯ ନୁହନ୍ତି । ଝିଅ ପାଠ ପଢ଼ିବ ଯେ ଖର୍ଚ୍ଚ ହେବ,ବେଶ ପୋଷାକ ରେ ପୁଅଠୁ ଅଧିକ ଖର୍ଚ୍ଚ ହେବ। ବାହାଘର ରେ ପୁଅ ବାହାଘର ଠୁଁ ଅଧିକ ଖର୍ଚ୍ଚ। ପୁଣି ବିଭିନ୍ନ ସମୟରେ ବିଭିନ୍ନ ଭାର । ଏକୋଇଶା ,ଅନ୍ନପ୍ରାସନ୍ନ , ବ୍ରତ ବାହାଘର ମାମୁଁ ମାନେ ଚୋର ହୋଇ ସାରିଲା ପରେ ସମ୍ପତ୍ତି ରେ ଭାଗ ନେବେ । ଧିକ୍କାର ଏମିତି ଭଉଣୀ ମାନଙ୍କୁ ।

    • @MadhumitaChand-k2t
      @MadhumitaChand-k2t 3 หลายเดือนก่อน

      ​@@Kamalraut-c8o70 ବର୍ଷ ର ପିଉସୀ ସମ୍ପତି ର ଭାଗ ନେଲେ, ବାପା ମାଆ ବହୁତ ଦିନରୁ ମାରି ଗଲେଣି ଭାଇ 3 ଭଉଣୀ କୁ ବାହା ଦେଇଛି, ବାପା ଝିଅ ମାନେ 2year ହେଇଥିଲେ ପୁତୁରା ଚାକିରୀ କଲାରୁ ଲୋଭ

    • @nirupama1964
      @nirupama1964 3 หลายเดือนก่อน

      Sir sasuranka 7 ta pua,gote jhia mutually jami basi katha hoi jami banta kari bhauniku 4guntha bhala jami diagala bhauni sashu ghara swachhal chaliba .nije guruma hele bhai tharu puni gote bhaga magu chhanti kan aethi kara jiba bhaimane jami chasa kari chalanti.

  • @keshabsarkar3048
    @keshabsarkar3048 5 หลายเดือนก่อน +27

    ବର୍ତମାନ ଝିଅ ମାନେ ଦୁଇ ସ୍ଥାନରୁ ଜାଗା ହେଉଛନ୍ତି, ଆଜିର ଭଉଣୀ ମାନେ ଭାଇର ଜାଗା ନେବା ପାଇଁ ବେସ୍ତ

    • @B.Durgashaktee
      @B.Durgashaktee 5 หลายเดือนก่อน +3

      Asubidha kouthu.... bhai jaga ....seta kn bapa jaga re bhai rahuchi.... tamane seta se only ଆତ୍ମସାତ୍ kariba ...... bapa sampati kn khali puara
      Bhai ra ସ୍ୱଅର୍ଜ୍ଜିତ ସମ୍ପତ୍ତି ରେ କିଛି ଭାଗ ନେଉନାହାନ୍ତି ଭଉଣୀ...bapanka ସମ୍ପତ୍ତି ଅର୍ଥାତ୍ ପୈତୃକ ସମ୍ପତ୍ତି ର ଅଧିକାର ନେଇଛନ୍ତି.....
      ବୁଝିପାରୁନାହ ki ଓଡ଼ିଆ

    • @PriyadarshiniLopamudra
      @PriyadarshiniLopamudra 5 หลายเดือนก่อน

      100% to 200% true

    • @B.Durgashaktee
      @B.Durgashaktee 5 หลายเดือนก่อน +1

      @@PriyadarshiniLopamudra kahaku kahucha 200% true boli

    • @suranjanatripathy3413
      @suranjanatripathy3413 5 หลายเดือนก่อน

      Ryt

    • @kunmunk8371
      @kunmunk8371 5 หลายเดือนก่อน

      Bhai jaga kana ?? Kuhantu bapa jaga

  • @prafulasingh2267
    @prafulasingh2267 5 หลายเดือนก่อน +12

    କ'ଣ କରାଯିବ ପୁଅ , ଝିଅ ଜନ୍ମ କରିଛେ ମାନେ ବୋଝ ତ ସମ୍ଭାଳିବାକୁ ପଡ଼ିବ , କହିଲେ ଝଗଡ଼ା ହେବ ଏଣୁ ସବ୍ ସେ ଚୁପ୍ ଭଲା , ମୋ ମତରେ ଜଗନ୍ନାଥ ଭରସା । ଯେତେଦିନ ଚକ ଗଡୁଥିବ ସେତେଦିନ ରଥ ଚାଲିଥିବ । ଜୟ ଜଗନ୍ନାଥ ।

  • @jyotsnaraul1364
    @jyotsnaraul1364 5 หลายเดือนก่อน +13

    ଆଜିକାଲି ପୁଅ ମାନେ ବାହା ହେଲା ପରେ ସ୍ତ୍ରୀ କଥା ମାନି ଭଉଣୀ କୁ ବାହା କରିନଥାନ୍ତି । ବାପା ମା କଥା ବି ଠିକ୍ ସେ ଯତ୍ନ ନିଅନ୍ତି ନାହିଁ। ସେ କ୍ଷେତ୍ରରେ ଭଉଣୀ କୁଆଡେ ଯିବ।

  • @KailashPanda-o5f
    @KailashPanda-o5f 2 หลายเดือนก่อน +2

    ମାଡାମ ପୁଅ କି ଝିଅ କେହି କିଛିକରୁନାହାନ୍ତି ସ୍ତ୍ରୀ ଅସଦାଚରଣ କରନ୍ତି କିନ୍ତୁ ଅଧାଗୁଣ୍ଟ ଜାଗା କିଣିବା ପରେ ଡାକିଲେ ଶୁଣୁନାହାନ୍ତି ପାଟିରେ ବି ପରିସ୍ରା କରୁ ନହାନ୍ତି ମୂଁ ମାନସିକ ଶାରୀରିକ ଭାବେ ଅସୁସ୍ଥ ଥାଇ ୩୯ବର୍ଷ ପିଅନ ଚାକିରୀ କରି ପୋଶୁଛି ପୁଅ ମଦୁଆ ସ୍ତ୍ରୀ ପରପୁରୁଶ ସମ୍ପର୍କଶାରୀରିକ ସମ୍ପର୍କ ଥିଲା ତାକୁ ଚଳେଇଲି ହେଲେ ସିଏ ପୁଅ ଝିଅ କୁ ଧରି ଦାଉ ସାଧୁଚି କାହାକୁ କହିବି ମୋ ବାପା ଚାଲି ଗଲା ପରେ ମୋ ସ୍ତ୍ରୀ ମତେ ରାଣ୍ଡି ଛୁଆ ଡାକୁଛି ଆମର ପଵନ କୁ ଅଇନି ରେ ଫାସ ଅଛି ହେଲେ ମଦୁଆ ପର ମନୋରଞ୍ଜନ କରିବା ସ୍ତ୍ରୀ କୁ କଣ ଅଛି 🙏🙏ଜୟ ଜଗନ୍ନାଥ

    • @KailashPanda-o5f
      @KailashPanda-o5f 2 หลายเดือนก่อน

      ଧନ୍ୟବାଦ ସାର ଏହି ଧରାବାହିକ ଟି ପନ୍ଦର ବର୍ଷ ହେଲା ଦେଖୁଚି ଅନୁଭବକରୁଛି କି ଯନ୍ତ୍ରଣା ଧନ୍ୟବାଦ ସାର 🙏🙏💩💩💩💯💯💯💯

  • @jagugaming5038
    @jagugaming5038 4 หลายเดือนก่อน +3

    ଝିଅ ମରିଲା ପରେ ତା ପୁଅ ସମ୍ପତି ନେବ ଏ କି ଆଇନ

  • @Lat4666
    @Lat4666 5 หลายเดือนก่อน +7

    ବାପାଙ୍କ ସ୍ୱଅର୍ଜ୍ଜିତ ସମ୍ପତି ଉପରେ ବାପା ବଞ୍ଚି ରହିଥିବା ସମୟରେ କାହାରବି କୌଣସି ଅଧିକାର ନାହିଁ ।

  • @ashokdas5443
    @ashokdas5443 3 หลายเดือนก่อน +2

    ଆଜି ଭଉନି ମାନେ ଅଧିକ ଭାଗ ମାଗୁଛନ୍ତି ତାଙ୍କ ବାହାଘର ଖର୍ଚ୍ଚ ସେ ଦେବାକୁ ପଡିବ କି ମାଡାମ

  • @surjittripathy7536
    @surjittripathy7536 4 หลายเดือนก่อน +4

    ଏହି ନିୟମ ଭାଇ ଭଉଣୀ ର ଭଲ ସମ୍ପର୍କ ରେ ଫାଟ ସୃଷ୍ଟି କରୁଛି

  • @bamadebajena5968
    @bamadebajena5968 5 หลายเดือนก่อน +5

    ଜୟ ଶ୍ରୀରାମ

  • @sumantamangaraj7330
    @sumantamangaraj7330 5 หลายเดือนก่อน +10

    ମ୍ୟାଡ଼ାମ ଠିକ କଥା କହୁଛନ୍ତି

  • @SureshKhuntia-1993
    @SureshKhuntia-1993 4 หลายเดือนก่อน +3

    ଭାରତୀୟ ସମ୍ବିଧାନରେ ସମସ୍ତଙ୍କର ଅଧିକାରର ବିଷୟ ଅଛି, କିନ୍ତୁ ପରିବାର ପ୍ରତି, ସମାଜ ପ୍ରତି, ତଥା ରାଷ୍ଟ୍ର ପ୍ରତି ତା'ର ଦାୟିତ୍ବ ବହନ ର କୌଣସି ପ୍ରାବଧାନ ନାହିଁ । ବ୍ୟକ୍ତିକୁ ତା'ର ଅଧିକାର ସହିତ ଦାୟିତ୍ଵ ବା କର୍ତ୍ତବ୍ୟ ନିର୍ବାହନ ପାଇଁ ଆଇନ୍‌ରେ ସଂଶୋଧନ ହେବା ଆବଶ୍ୟକ ।

  • @abhimanyunayak4246
    @abhimanyunayak4246 3 หลายเดือนก่อน +3

    ମେଡମ ଜେ ବାପା ର ସମ୍ପତ୍ତି ଉପେର ନାତି ଅଧିକାର ନାତୁଣୀ ଅଧିକାର ନାହିଁ କି

  • @gourangasahu-sy1jk
    @gourangasahu-sy1jk 3 หลายเดือนก่อน +1

    So beautiful family so 💞💞💞💞💞

  • @sanjuktamishra6519
    @sanjuktamishra6519 5 หลายเดือนก่อน +7

    Right sir

  • @RajibPradhan-m2v
    @RajibPradhan-m2v 3 หลายเดือนก่อน +3

    Sir ସବୁ ଓଡ଼ିଆ ଭାଷାରେ କହିବେ କି ଦୟା କରିକି

  • @sudamcharanprusty
    @sudamcharanprusty 25 วันที่ผ่านมา

    ଯିଏ ମେସେଜ କରୁ ଛଂତି ଓ ଡି ଆ ରେ
    କରନ୍ତୁ ସମସ୍ତେ ବୁଝିବେ।
    ଇଂରାଜୀ କଣ ସମସ୍ତେ ବୁଝୁଛନ୍ତି

  • @MadhumitaChand-k2t
    @MadhumitaChand-k2t 3 หลายเดือนก่อน +1

    ଏଇଥି ପାଇଁ ଝିଅ ଜନ୍ମ କରୁ ନାହାନ୍ତି

  • @susantapradhan2316
    @susantapradhan2316 5 หลายเดือนก่อน +20

    ମା ବାପା ଙ୍କ ର କର୍ତ୍ତବ୍ୟ ଝିଅ ବାହାଘର ପୂର୍ବରୁ ପୁଅ ନା ରେ ସବୁ ସମ୍ପତି ୱିଲ୍ କରିବେ

    • @nothing_yrr.
      @nothing_yrr. 5 หลายเดือนก่อน +3

      Kain ki gote jhiya ra adhikar acchi

    • @shanvi192
      @shanvi192 5 หลายเดือนก่อน +1

      Correct

    • @bijaykumarnahak8834
      @bijaykumarnahak8834 5 หลายเดือนก่อน +4

      ଝିଅ ବାହାଘର ବେଳେ ଭଉଣୀ କୁ ବହୁ କଷ୍ଟରେ ଭାଇ ବାହାଘର କରେ ସେ ରୁଣ ସୁଝିବ କିଏ

    • @B.Durgashaktee
      @B.Durgashaktee 5 หลายเดือนก่อน +1

      ​@@bijaykumarnahak8834
      Kete ta bhai emti karuchnti....

    • @nothing_yrr.
      @nothing_yrr. 5 หลายเดือนก่อน

      @@bijaykumarnahak8834 stfu stop dowry

  • @DigalMahananda
    @DigalMahananda 2 หลายเดือนก่อน

  • @jyotsnanutritionist
    @jyotsnanutritionist 5 หลายเดือนก่อน +29

    Kichi jhia maane Swami kathare padi sampaati paain bapa bhaainka saha relationship hin katidauchanti

    • @Kuniexpress-qu6hk
      @Kuniexpress-qu6hk 4 หลายเดือนก่อน

      @@jyotsnanutritionist apananka wife' bi sayad yeia karuthibe

    • @basantakumarjena2163
      @basantakumarjena2163 3 หลายเดือนก่อน

      Mu gharara Sana Bahu ghare rahe sasu mora bed re thile marriage bele tanku seba kariki badi dhariki chalaiba karaili sasura achhanti gaigobara Kama b kare sasu 6month hela death hoigaleni bada vai ja bahare ruhanti se bartaman sasura mora sabu Bank balance &prapoty semananka nare karideichanti semane gharaku 1 tiebi diantini mo huseband gharara kharchakaranti ta mo kahibara karana mu ebe kn Kariba darakara

    • @jyotsnanutritionist
      @jyotsnanutritionist 3 หลายเดือนก่อน

      @@Kuniexpress-qu6hk for your kind information, I am a girl. Mu ethi sabu jhia nka katha lekhini. Mu society re emiti case dekhichi. So kichi jhia lekhichi. Hele kichi loka thik apananka pari nijaa adaku katha nei paribara re ajatha disturbance create Kari emiti alga huanti.

    • @jyotsnanutritionist
      @jyotsnanutritionist 3 หลายเดือนก่อน

      @@basantakumarjena2163 jaha apanankaa bibek kahuchi seiya karantu. Kahakku paramarsa magile kehi apananka aau idha upalabdhi karipaaribeni ki thik advice deveni.

  • @akshaygolari1348
    @akshaygolari1348 4 หลายเดือนก่อน

    Very nice lesson

  • @jyotsnaraul1364
    @jyotsnaraul1364 5 หลายเดือนก่อน

    ପୁଅ ଓ ଝିଅ ଭିତରେ ସମାନତା ରହିବା ଦରକାର।

  • @manojnag1194
    @manojnag1194 3 หลายเดือนก่อน

    100%write

  • @bidyutpravabehera4548
    @bidyutpravabehera4548 5 หลายเดือนก่อน +1

    We're suffering in this problem

  • @DipakkumarSethi-ql8sl
    @DipakkumarSethi-ql8sl 2 หลายเดือนก่อน

    Jia manankar sampati darakar

  • @tapaswinisahu3597
    @tapaswinisahu3597 5 หลายเดือนก่อน +3

    Ama ghare jhia mane vaga nele sehi vaga ama ghara dui bakhara padichhi amara rahiba pai ghara nahi ame bapa maa nku khai baku deuchu bada vai sikhei ki amiti kale

  • @indrakamandal258
    @indrakamandal258 5 หลายเดือนก่อน +1

    ସାର ନମସ୍କାର ମୋର ବି କିଛି ଏହିପରି କାହାଣି ଅଛି। ମୋତେ ଆପଣଙ୍କ ର ସାହାୟ୍ଯ ଦରକାର ସାର ମୁଁ ଆପଣଙ୍କୁ କିପରି କନଟାକଟ କରିବି ସାର ଦୟାକରି ମତେ କୁହନ୍ତୁ।।

  • @jayantiDas-xx6hb
    @jayantiDas-xx6hb 4 หลายเดือนก่อน

    Sir u are right, 1st seba,no sampati,jadi ବାପା ଙ୍କର sampati ନାହିଁ, tebe କଣ ଆମେ tanka seba kariba nanhi, sampati ପାଇଁ seba?dhik ସେ pua ଝିଅକୁ

  • @trilochanpradhan7940
    @trilochanpradhan7940 5 หลายเดือนก่อน +1

    Jay jaganatha dekhatu sir amara darakar nahi amara bhaee bhai na bhala paeya darakar ame dine adhe bapagharaku gale ame sanman parba darakar ❤❤❤❤❤

  • @Anu-usg10
    @Anu-usg10 5 หลายเดือนก่อน +2

    Please ae samasya ra samadan karantu jhia mane bahut disturb karuchanti asiki bapa ghare

  • @sanatanmahapatra8894
    @sanatanmahapatra8894 หลายเดือนก่อน

    Law is changing every year in this matter,so parents are confused, what to do

  • @saswatinayak1151
    @saswatinayak1151 5 หลายเดือนก่อน +6

    Pua jadi bapa maa nka thu dura re rahuthiba kichi paisa dounthiba sie kn bapanka thu sampati neipari...

  • @rojalinchhotaray2104
    @rojalinchhotaray2104 5 หลายเดือนก่อน +5

    Jhia mane bapa sampati ru kichhi napantu sir bahaghRa re ete karcha karibu tapare bhaga bi nebe.ae sampati paen sasu nananda santire rakhei deunahanti

    • @kamalakantapanda304
      @kamalakantapanda304 5 หลายเดือนก่อน

      Sia bhalie jaga re jhia ku baha kariba ni au rahila pua ajie ka time re 1% bhala pua achhnti hale tanku kate loka mane jhia ra bapa mama pasand karanti ki 😃😃😃 jemite kariba semite paiba a hela katha bhala pua dekhi marriage karao sia jemite hela bi jhia ku khusi re rakhiba

    • @kunmunk8371
      @kunmunk8371 5 หลายเดือนก่อน +1

      Jhia mrg kharch hauchi pua mrg re kharch hauni ki..aji kali ta pua mrg re bahuta kharch hauchi..kahin demand kehi anu nahanti

  • @gitanjalitripathy5389
    @gitanjalitripathy5389 5 หลายเดือนก่อน +1

    ଯଦି ବାପା ମାଙ୍କ ସେବା କରି ନଥାଏ କିନ୍ତୁ ବାପା ମା ମରିଯିବା ପରେ ସୁଧ କ୍ରିୟା କରି ନଥାଏ, ସେହି କ୍ଷେତ୍ର ରେ ଅନ୍ୟ ଭାଇ ଭଉଣୀ ମାନେ ପିତୃ ଅର୍ଜିତ ସମ୍ପତି ର ଭାଗ ଦିଅନ୍ତି ନାହିଁ, ସେଇଠି ସେହି ପୁଅଓ ତା ସ୍ତ୍ରୀ କୁ ଭାଗ ମିଳି ପାରିବକି ନାହିଁ?

  • @B.Durgashaktee
    @B.Durgashaktee 5 หลายเดือนก่อน +2

    Asubidha kouthi....
    Jhia janma hele bapa ghare kahibe... para gharku jiba ama ghare ଅଢେଇ ଦିନ ର କୁଣିଆ, aw ଶାଶୁ ghare kahibe e ପର ଘର ଝିଅ...
    Tahele gote ଝିଅର ସମାଜରେ kn kichi b ଅଧିକାର ନାହିଁ...aw aji jebe Supreme Court re se adhikar taku ଦିଆ ଯିବା କଥା ଉଠିଲା ସେତେବେଳେ ସମସ୍ତଙ୍କୁ ପୋଡୁଛି କାହିଁକି,
    କାହିଁକିନା ଏବେ ଝିଅ b ତା ହକ୍ ପାଇବା କୁ ଯୋଗ୍ୟ ଆଉ ସେ ହକ୍ ପାଇଁ ଏବେ ପୁଅ ଙ୍କ ଭାଗ କମିଯିବ... ସେଥିପାଇଁ ଉତ୍ପାତ...
    Bapa maa janma kala 3/4 ଯେତେଟା jnma karucha samastanku saman dia.... jadi nadeiparucha janma karani ki kalbal karani...
    Janma jadi vul re hei jaechi tebe ତଣ୍ଟି ଚିପି ଫୋପାଡ଼ି ଦିଅ

    • @Kuniexpress-qu6hk
      @Kuniexpress-qu6hk 5 หลายเดือนก่อน

      Apriya sata katha 😢

    • @odishamohantafamily
      @odishamohantafamily 5 หลายเดือนก่อน +1

      Baha ହେଲେ bhaga ନାହିଁ....abhadha ruha ଭାଗ nia...no tension.....bhaga ନେଲେ ଭାଇ ra आशा କେବେ karibani

    • @B.Durgashaktee
      @B.Durgashaktee 5 หลายเดือนก่อน

      @@odishamohantafamily nije b baha huani.... bhaga nia 😄

  • @kkvlogs86
    @kkvlogs86 4 หลายเดือนก่อน

    Father loan must be paid by both brothers and sisters. Sisters must protect the farmland and home if any dispute arise by the villagers. After then she can claim for Father's property.

  • @k.knayak5086
    @k.knayak5086 5 หลายเดือนก่อน

    There is a necessity of changing of law related to property inheritance.The court emphasises on rules not on mortality.

  • @dixitpattanaik131
    @dixitpattanaik131 4 หลายเดือนก่อน

    Jaha ghara ra Foundation vala achi emti issue kebe habani..bhauni naba kan nijar sabu deidaba1💪

  • @Dillipkumar35
    @Dillipkumar35 28 วันที่ผ่านมา

    If a father and his son doesn't help and good relation to her daughter so what you will take decision.

  • @rashmimohanty2655
    @rashmimohanty2655 5 หลายเดือนก่อน +4

    Jhia bapa maa nka sampati naba .bapa maa nka seba b kariba darkar

    • @shanvi192
      @shanvi192 5 หลายเดือนก่อน

      Absolutely right.. Jadi nebe 20 % only

    • @B.Durgashaktee
      @B.Durgashaktee 5 หลายเดือนก่อน +3

      Karuchnti.... pua bohu thu adhika karuchinti.....
      Pua Bohu khali gold,money,property pai utpat karuchnti

    • @B.Durgashaktee
      @B.Durgashaktee 5 หลายเดือนก่อน

      Karuchnti b..... mo akhi agare mu bahut dekhili ...ama nija ghare dekhuchi...
      Pua sabu sampati nela... bapa ku roga... hele ghare rakheideleni.... last ku bapa jhia ghare rahi... mentally depressed hei... adhika ରୋଗଗ୍ରସ୍ତ hei blood ସେପ୍ଟିସେମିଆ hei ଚାଲିଗଲେ.....

    • @Kuniexpress-qu6hk
      @Kuniexpress-qu6hk 5 หลายเดือนก่อน

      Jhia mane ta chhota belu bapa maa care nauchanti,maa hataru kama chhadei chhota belu jhia tiye hin karithaye but pua te pani glass bi neiki piyeni (mo anubhav ra katha)

    • @Kuniexpress-qu6hk
      @Kuniexpress-qu6hk 5 หลายเดือนก่อน

      Pua mane jadi seba karithile seba karuchanti ta hele brudha shram boli gote sabda sunibaku kain miluchi

  • @dineshmeher911
    @dineshmeher911 4 หลายเดือนก่อน

    Bht lokankara bht comment padhili…bt gote katha mu b kahibi…gote pua ku jetiki rights miluchi jetiki inportance dia hauchi family re setiki imp jhia mananku dia hauni…pua mananku bht opportunity miluchi study re hau ki alaga kouthire hau…jhia mananku neglet kara hauchi..dabaku padile apana mananku kasta hauchi…

  • @jagugaming5038
    @jagugaming5038 4 หลายเดือนก่อน +1

    Jhio mori gola pore ta puo sampati neba e ki aain

  • @pratimaprusty300
    @pratimaprusty300 5 หลายเดือนก่อน

    Sir
    Madam
    Or bhaiji
    Namaste
    Apanar loka Mane sampati pani jhua or Bahu ku badanam karibe ta bapa ghar jhua ya sashu ghar
    Bahu kan Kariba Jia kali jugare kartabya kare ta pee ka Hrudaya re ya ghare stan nahi.....
    Kintu mo anubhab univhars r ashirwad achi
    More Priya Bhai vhauni Mane sampati pachare dyana diantuni
    Jo karana hai wo karo
    Or jo naa karani wha kabhi mata karo
    Phir dekho app ki parivhar ki khushal bhavishya❤
    Agar kisi ko achha na lagi ta please mapha karana

  • @NaliniPrabhaMaharana
    @NaliniPrabhaMaharana 4 หลายเดือนก่อน

    Jadi jhia mane bapara sampati nebe tahele pua mane jepari bapa maa nku pakhare rahibe tebe jhia nka pakhe ruhantu khali sampati nele chalibani

  • @Dillipkumar35
    @Dillipkumar35 28 วันที่ผ่านมา

    If a father selling his land so a daughter should get money or not.

  • @jayadevnayak7931
    @jayadevnayak7931 3 หลายเดือนก่อน

    Those eho sre taking dowry lakhs of rupees are denied of fidyribution ad. Slresdy taken traditional system,

  • @dhaneswarmahapatra1788
    @dhaneswarmahapatra1788 2 หลายเดือนก่อน

    Sir I have only one marred daughter. My age is 64+.she clam my all property.no son .what is the criteria of disposal of property.

  • @sanatanmahapatra8894
    @sanatanmahapatra8894 หลายเดือนก่อน

    Sir you are attending this program is odia,so explain in odia not in english

  • @nirupama1964
    @nirupama1964 3 หลายเดือนก่อน

    Jadi 4 ta bhauni gote bhai se bhai bapa,maa sambhaliba dhar,karaj kari bhauni baha deba osa ,punei kariba sethire se mane aasi bhaga magibe ta pua janama dhik se aainku sata dhik.

  • @BikramKumar-dh4zu
    @BikramKumar-dh4zu 4 หลายเดือนก่อน +1

    Jou mg a law bahara karithila,se sala nihati gote pagala heithiba.mo bhauni mrg ku Amara sabuthu bhala zami bikri Kari taku delu.Bapa hospital re 10 din rahile,dine bhauni dekhibaku jaeni.Jehetu ame COVID time re out of state re(job) re thilu.Bapa chaligale,jhia mukhagni delani.Abe maa 70 year helani taku dine paracetamol tablet te bi deini.Amity jhia ku kete property deba uchit.plz reply......

  • @swadistkitchen-l2e
    @swadistkitchen-l2e 5 หลายเดือนก่อน

    Bapa maanka pare ,jhia manaku bhai ki bhauja pacharuchhanti ,tukie eighara tora swamiraki kahi ghare pashibaku daunahanti

  • @RajivKerai
    @RajivKerai 4 หลายเดือนก่อน

    Jhia jadi bapara sampati neba tah hele... Sehi jhia ra swami ra tara nijara stri sampati upare adhikara heba ki nahi😂😂😂😂😂

  • @dhadanarendra
    @dhadanarendra 2 หลายเดือนก่อน

    Gote jhia ra bapa ghara sasu ghora jaga kn painbe

  • @bishnuprasaddutta8395
    @bishnuprasaddutta8395 4 หลายเดือนก่อน

    Law is blind and the decision was also blind that a girl will be a part of his father's property without serving parents

  • @krishnaprasadrath
    @krishnaprasadrath 5 หลายเดือนก่อน

    "Samaya badali jae , kintu parichay nuhen"."Sata ku kebe bhul boli pramanit kari huena bas manisha taku anadekha kari atmagarba kare"."Kete je swapna emiti jhaunli padanti , kebe kheliparena ; Aau Shrabana jete barasile madhya kebe bi hasi parena" !!!!!🙏 Jai ♥️🇮🇳🔥 Hind 🙏

    • @PramilaSwain-su9kp
      @PramilaSwain-su9kp 5 หลายเดือนก่อน

      Pua jadi maa bapanku napachariby vaunni mananku na pacharba kanna thiki ki pua sasu saauranku pachariby karann kann salla salli nka pain sabu kariby ta bapa maa ta jhiaku pua jhia sabu vaviby

  • @suravimahapatra9832
    @suravimahapatra9832 3 หลายเดือนก่อน

    Bhai Mane kuhantu to bahaghara kete kharcha heuchi aau bapanko ocholachala sampati Khali bhai khaibo..kahin ki...sabu to magunahanti bhouni Mane kichita mage seita debaku ate kanjus kahinki..gote bhala bhai prathame bhouni manonku deitha a...athire samparka bi bhala rahibo..agyan kia kichi neiki jibani sabu chadiki jiba...😢😢😢

  • @deeptimoyeemishra8444
    @deeptimoyeemishra8444 4 หลายเดือนก่อน

    How many pus bohu sasu sasura nka ra seba karuchanti
    Jhia mane besi care nianti

  • @shilapatnaik
    @shilapatnaik 2 หลายเดือนก่อน

    Hg 9

  • @sudamcharanprusty
    @sudamcharanprusty 25 วันที่ผ่านมา

    କୌଣସି ବିବାହିତ ଝିଅ ବାପା ର ସମ୍ପ୍ ତି
    ନେବାକୁ ଚାହେଁ ନାହିଁ
    କିନ୍ତୁ ଭାଇ ମାନେ ବର୍ଷ ବର୍ଷ ଧରି ଯଦି
    ଅବହେଳା କରନ୍ତି କିମ୍ବା ପୁନେଇ ପର୍ବ
    ରେ ଭଉଣୀ କୁ ପଚାରନ୍ତି ନାହିଁ ,ବିଚରା
    ଭଉଣୀ ଟି ତା ଶାଶୁ ଘରେ ଅପଦସ୍ତ
    ହୁଏ। ସେଥିପାଇଁ ବିବାହିତ ଝିଅମାନେ
    ବାପର ସମ୍ପତି ଭାଗ ନେବାକୁ ଚାହୁଁଛନ୍ତି।
    ନଲେ ବିବାହିତ ଝିଅ ମାନେ କେବେ
    ସମ୍ପତି ମାଗନ୍ତେ ନାହିଁ
    କେବଳ ଭାଇ ମାନଙ୍କର ଅବହେଳା ନ
    ପ ଚାରିବାରୁ।

  • @Laxmi-cm1vc
    @Laxmi-cm1vc 5 หลายเดือนก่อน

    Mam
    Maa jodi mentenes kes krithibo
    Tebe tar husband morijae tebe taro jhio ta baparo sampti chakiri paiparibo ki nai
    Dayakari janantu

  • @Shantanukivillag
    @Shantanukivillag 4 หลายเดือนก่อน

    😂😂😂😂

  • @RajivKerai
    @RajivKerai 4 หลายเดือนก่อน

    Bapa maa ra seba karibara lucky kahuchhanti j - hanumaan kana tara baa maa ra seba karile ki nahi😂😂😂😂

  • @landsendview7605
    @landsendview7605 5 หลายเดือนก่อน

    Jhia mana nka a Adhikar hate hateideba darkar...morally down karuchanti pua mana nku

  • @harashchandraswain
    @harashchandraswain 4 หลายเดือนก่อน

    Mu jhia janma karibi nahin ki mo chhati chiriki mo sampati kahaku debini.....

  • @landsendview7605
    @landsendview7605 5 หลายเดือนก่อน

    Jhia mane Sampati nela bele bond sign kariki niontu j bapa maa nka seva karibe.

    • @B.Durgashaktee
      @B.Durgashaktee 5 หลายเดือนก่อน

      Bohu ta sabu kariki ଲେଉଟାଇ ଦେଇଛନ୍ତି

  • @rashmimohanty2655
    @rashmimohanty2655 5 หลายเดือนก่อน +1

    After marriage aga sasura gharu anu pare bapa maa thu naba

  • @SmrpparhiParhi-ey4hm
    @SmrpparhiParhi-ey4hm 4 หลายเดือนก่อน

    Se jhia ku bahut paisa dia, aau suna Rupa dia khaiba pain. Khadya bilkul bhi nuhan. 15 din suna Rupa aau bada bada ghara dia jau. Jadi banchi gala tahele thik achi. Nahele Ara janma re taku bhagban manisa janma debe.

  • @Shantanukivillag
    @Shantanukivillag 4 หลายเดือนก่อน

    Seithi pain jahaku jhio doucho taro bhouni achi na nahin pocharo aau ta bhouni ku baha huo .se sompoti pain aasile tome tomo stiry ku ta bapo ghoroku potei Dio kuho tu ja sompoti magibu😂😂😂😂

  • @landsendview7605
    @landsendview7605 5 หลายเดือนก่อน

    Seva kala bele only pua bohu karibe but Sampati part haba..this is not legal

  • @raajpatil1545
    @raajpatil1545 5 หลายเดือนก่อน

    Baha hela bele jo sampati jheea neikiri jauchi na ......aau kan pai sampati re bhag ......kete thar bhag neb jheea ...... bhai mane khusire dele bhal na hele kan pai magibe jheea mane .......tike self respect rakh

  • @adititripathy2561
    @adititripathy2561 5 หลายเดือนก่อน

    Jeun pua ta Bapa and mankar seba mana bhari karila kintu rahibaku jaga nahi ki ghara nahi bhauni mane Kana 74 years old bada Bhaina ku gharu bahara karibe .aeta kana jhia mankara right ki

  • @chandanaswain6830
    @chandanaswain6830 5 หลายเดือนก่อน +2

    Ama ghare already 2 nananda sabu sampati hadap Kari deichanty

  • @bibhuprasannananda9391
    @bibhuprasannananda9391 4 หลายเดือนก่อน

    How a law can be immoral but both should have equal rights if any one wants it they should claim .Mun seba karuchi mun besi paibi emiti ka katha immoral

  • @Odiatechtalks
    @Odiatechtalks 5 หลายเดือนก่อน

    Prasan ra utara dalani saba katha kn kahuchanti

  • @dabandrarout448
    @dabandrarout448 5 หลายเดือนก่อน

    Incoplete and partial argument

  • @Swarnashikha
    @Swarnashikha 5 หลายเดือนก่อน

    Sir please apana pure odia re kahile bhala bujhi heba.sir jeumane love marriage karichanti semane kn share paebeni,au e situation re perents jhia ku avoide karu6nti kichi relation rakhu nahanti se kn karibe plz sir kuhantu.

  • @rashmitapradhan1378
    @rashmitapradhan1378 3 หลายเดือนก่อน

    Sir. Nomaskar
    Mo. Sasural jhio manku. Dharijami. Bikibaku. Jauchanti
    Kahile. Na. Husband. Death. Haejaechant.mora. Gotia. Jhio. Achi. Habi. Amoku besi. Hoeran. Karuchanti tume. Gharu. Bhara. Khuchant
    Sasural. Kaja. Karile. , husband. Ra. Kali jhiora. Machurasa. Karjy. Kali. Bahuta. Kastare. Ab. Sasural. Am. Pakhare. ,dakha. Suna. Karuchu. Hale be. Jhio. Mane. Bapaku. Dari. Dada. Manku. Dhar. Bhuta. Prakar. Haran. Karuchani
    Kahuchanti. Tume. Mane. Kia. Ame. Janinu. Gharu. Bahara
    Sir. Ame. Maa,jhio. Kan. Karibu.
    Kuhantu

  • @SantanuJena-fv8jc
    @SantanuJena-fv8jc 5 หลายเดือนก่อน

    Dusta manasikata . Saman aaini .Bhauni nele bhauja anibe . 2 Bhai hele 2 banta, 3 Bhai hele 3 banta , 5 Bhai hele 5 banta , 7 Bhai hele 7 banta . Kintu Jane Bhauni hele bi Bhai taku deba nahin .

  • @RAJLIZY
    @RAJLIZY 4 หลายเดือนก่อน

    MO MATARE JHIA MANE JAMA HELE PAPAER RE SIGN KARIBA KATHA NUHE....NA PAISA BAPA , KI BHAI ,KI BHOUNI KI MAA KEHI B UTHEI PARI BENI....

  • @rojalinchhotaray2104
    @rojalinchhotaray2104 5 หลายเดือนก่อน +2

    Nananda mananka paen aji bhai bhauja alaga ghare asanti nananda mananka paen ame bahut kasta pauchu

    • @B.Durgashaktee
      @B.Durgashaktee 5 หลายเดือนก่อน

      Faltu katha

    • @Mrunalinfamily
      @Mrunalinfamily 5 หลายเดือนก่อน

      Thhek kahicha ..Nanand hi hauchi ghara bhangibbara karana

    • @B.Durgashaktee
      @B.Durgashaktee 5 หลายเดือนก่อน +1

      Samaste seya nuha...
      Ama ghare ta mo bhai bhauja rosei kariki khaeba bele mo maa aw autism (under developed mentalily) re suffered karuthiba sana vouni te achi tanka pai randhiba ku tanka hata jaeni... hotel ru aniki khaebe jebe lucheiki aniki khaonti.... ghara badi mortgage re debaku maa ku bar bar kuhanti... had ta sebe heigla... Maa ku jota re badeila...aw puni ଠେଙ୍ଗା utheila mariba boli ସାହିପଡ଼ିଶା asiki ରକ୍ଷା kale... se bhauja ghara bopa maa sabubele 24hr phone re ta sah katha hebe aw ama ghara birudhre ଚକ୍ରାନ୍ତ କରୁଥାନ୍ତି.
      Sasu ki bohu ଛୁରୀ uthouchi... maribaku... aw mu thili boli thami gala..
      Mo bas chalithanta emti ମାଇକିନା ku goda hata vangi deithanti...
      Sabu nanad sasu kharap nuha...Kia kn...
      Bas nije vla heiki dekha... duniya re samaste vla lagibe.. hele tamane nuha j kharap ku b vla kahiba.
      Kharap ku vla heba pai 3 thara sujog dba jadi vla heigla toh khub ଖୁସି ra katha nahele se loka ଓ ସ୍ଥାନ ପରିତ୍ୟାଗ kara....
      Jay Maa Durgashaktee

    • @Kuniexpress-qu6hk
      @Kuniexpress-qu6hk 5 หลายเดือนก่อน

      ​@@MrunalinfamilyTame bi ta kahara nananda heithiba

  • @basudevmallick598
    @basudevmallick598 5 หลายเดือนก่อน

    4 bhauni ku jaga badi bikiki bibhaha deuchanti, pachre bhauni mane au jagaru bhaganebe, taha hele pua mane kn karibe, jadi sashu ghara loke jhiaku bida kari diyanti, ki swami chali jai thibe sehi paristi tire jhiya manaku sampati deba katha chaliba pai

  • @deviballavmallick3014
    @deviballavmallick3014 4 หลายเดือนก่อน

    A ki katha jhia bahahela pare Swami ra sampati paeba aau jadi device neba Swami thu b adha naba .sethire phuni Bhai thu b neba .aau pua kn gandi mareii jiba .mg vala bepar chaleicha aau .

  • @MA-my4nb
    @MA-my4nb 4 หลายเดือนก่อน

    Bhauni sasura ghara property uprare madhya bhai ra adhikar heba katha 😂😂 government rules hisabare😂😂😂🎉🎉🎉

  • @adaparamakrishna131
    @adaparamakrishna131 5 หลายเดือนก่อน

    Gachare pani debakiya.

  • @susantadakua3134
    @susantadakua3134 5 หลายเดือนก่อน

    Madam mo vauni mo bapa govt job ra 15 years atm mo vauni rakhila or 4.50lakhs cash neichi or bapa death helapare lic paisa 2lakhs nela or tapre maa 30 thousend penson or maa ku jabaradast neigala vauni jothi vala manisa heithiba tahele bhai aape aape kichhi seaaara karidaba

    • @Mrunalinfamily
      @Mrunalinfamily 5 หลายเดือนก่อน

      Amiti mo dedh sasu karichi se 10 lakh cash neichi kahiki 15 lakh neichi job v karichi au 5 lakh agaku neba

    • @Kamalraut-c8o
      @Kamalraut-c8o 5 หลายเดือนก่อน

      Amiti to mora diara karuchhi tankara bapa maa nka pension paisa kahuchhi au jamibadi bi khauchhi,ebon Tara maa ku mun seba karuchhi,mate eithi pain badhuchhi ki ajijae mo chhua manaka pain gote dress madhya kini dianti nahi kana Kariba sabu god dekhibe

  • @harashchandraswain
    @harashchandraswain 4 หลายเดือนก่อน

    Vvv bad rule

  • @coprajokergaming882
    @coprajokergaming882 5 หลายเดือนก่อน

    Madam mo husband name re jau Bank re money thila sasu senior sitsion haigol pare sasura sasu name re rakhi dela sasura death hela pare nanad nandai sabu Bank balance nai jaichanti sasu semanka kathare chle chanti

    • @subhrajitmech
      @subhrajitmech 5 หลายเดือนก่อน +5

      Jhia mane ghara bhangu chanti

    • @sandhyaraneepradhan9319
      @sandhyaraneepradhan9319 5 หลายเดือนก่อน +2

      Sata katha bhai

    • @jyotsna8835
      @jyotsna8835 5 หลายเดือนก่อน +2

      @@subhrajitmech Jou mane kahuchanti jhia mane ghara bhanguchhanti semane tanka jhia/ bhauni nku kete pachar loda karuchhanti ?? jhia sete bele bhaga mage bapa ghare samaste thae sudha jhia ku pachar loda karanti nahi.

    • @basudevmallick598
      @basudevmallick598 5 หลายเดือนก่อน

      ​@@jyotsna8835jhiya manaku pacharile bi tanka prati kahara lova nahi, ame bagut gatana dekhichu

    • @Kuniexpress-qu6hk
      @Kuniexpress-qu6hk 5 หลายเดือนก่อน

      ​@@subhrajitmechApananka stree bi kaha jhia se bi ta kaha ghara bhanguthai pare

  • @TheBhuba
    @TheBhuba 5 หลายเดือนก่อน

    Madam and sir I wish to speak about my problems ..only I wish to have your personal contact ...no

  • @KarunakarNayak-xz1is
    @KarunakarNayak-xz1is 4 หลายเดือนก่อน

    Right sir