Jibana Do Chhakire Ashara Alok Ep 390 18 NOV 2023
ฝัง
- เผยแพร่เมื่อ 19 พ.ย. 2023
- This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
TH-cam: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#Jibana Do Chhakire Ashara Alok Ep 390#OdishaTV #OTV
ପୁଅ, ବୋହୁ ବହୁତ ଭଲ. ସେମାନଙ୍କୁ ବଞ୍ଚିବାର ସ୍ୱାଧୀନତା ଦିଆଯାଉ.. ବୁଢା ସବୁ କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି କଣ ପାଇଁ.. ନିଜକୁ ସୁଧାରି ଭଲରେ ବଂଚିବା ଶିଖ.
Bohu ta jinisa neijau, budha ku hara deidau.
Mte laguchi budhta ta bhal lok...bohu drama karuchi
@@narmadapasayat3171 budha ta puruna kalia gaunli Loka... Lobhi.. Loan kari pua baha kari chhi. Pua bohu Maha chalak.... Loan sujhibeni... Paisa magile kharap drusti drama.... Sasu dekhi Baku bohuthu Sundar.....
Right
May be..
ମିହିର ସାର ଥିଲା ବେଳେ ଆସାର ଆଲୋକ ଦେଖିବାକୁ ଭଲ ଲାଗୁଥିଲା 😔😔😔😔ତାପାରେ ସୁକାନ୍ତ ସାର ବି ବହୁତ ଭଲ ଭାବେ ଆଗେଇ ନେଉଥିଲେ ସୁକାନ୍ତ ସାର କଣ୍ଟିନିଉ କରିଥିଲେ ବହୁତ ଭଲ ହେଇଥାନ୍ତା
Right miss you Mihir sir 😢😢🙏
ଖାଲି ମିହିର ସାର୍ ନୁହଁ। ମଣିଷର ପ୍ରକୃତି ପାଖରେ ଥିବା ବ୍ୟକ୍ତି ର ମହତ୍ତ୍ଵ ବିଝି ପାରେନା ।ଯେତେବେଳେ ସେ ମଣିଷ ଦୂରକୁ ଚାଲିଯାଏ। ସେତେବେଳେ ସେ ମଣିଷ କୁ ମନ ଝୁରିବାକୁ ଲାଗେ
Why ? Every one is best
@@ranjitamishra7623❤❤❤
Sidhant sir judge Hele bharat hanta🎉🎉🎉🎉
ଆଜି କାଲି ଯୁଗରେ ଏମିତି ବାପା ମା ବୋହୁତ ଜାଗାରେ ଅଛନ୍ତି।ସେମାନେ ପିଲା ମାନଙ୍କ ଭିତରେ ପ।ତରେ ଅନ୍ତର କରୁଛନ୍ତି।ସେଥିପାଇଁ ପାରିବାରିକ ସମସ୍ୟା ବଢ଼ିବାରେ ଲାଗିଛି।ଏମିତି ଲୋକଙ୍କୁ ଭଗବାନ ସନ୍ତାନ ଦେଉଛନ୍ତି କାହିଁକି
ସୋମେଶ ଭାଇଙ୍କ ଅଭିନୀତ ଦୁଇଟି ଆଧୁନିକ ଗୀତ ମୋର ବହୁତ ପସନ୍ଦ
1. ମନେ ପଡେ ଆଜି ମୋର ସେ ପିଲା ଦିନ କାହାଣୀ
2.ପ୍ରିୟା ମୋର ହଜିଗଲା ଅଜଣା ସହରେ
Ajana pbatare nuha ajana sahare❤
ସାର ପୁଅ ମହା ଚାଲାକ ଋଣ ସୁଝିବାକୁ ପଡିବ ବୋଲି କହୁଛି ଅଲଗା ରହିବି ପୁଅର ବାପା ଟିକେ ଭିପି ପରସେଣ୍ଟ କିନ୍ତୁ ଭଲ ମଣିଷ ଆପଣ ସାରେ ଟିକେ ପୁଅର କଥାକୁ ଟିକେ ମାର୍କ କରି ପାରିଲେନି
Mu bi bhabuchi
Bapa maa katha bujhu nahanti Jana poduchi jhio ra muho dekhie😢😢😢😢😢
Bapa perfect person. Pua ra bhala chinta karuthila. Pua nua marriage karichhi stri katha maja laguchi . Jau katha kahile bhaja bau chulire basei roomku asiki swami kudhare soiba bhul. Jadi bhaja pudi jathanta. Amiti bhulre kichhi aghatana ghatithanta ghare. Ei stri loka munda bindhuthila kahila michha. Jane rosei karuthila hatat munda bindhila jadi bindhila seiti kahi ki adilani sashumaa ku mu munda bindhuchhi bhaja bhaja mu tike rest nebi.
Tama kahiba pura uchit... Hele new mrg re smt hei jaye bhai mo reply ku kharap vabibeni🙏hare krushna.. 🙏
ଗୋଟି ଏଥର ପାଇଁଯଦି କାଚ ଭାଙ୍ଗି ଯାଏ, ହୁଏତ ଯୋଡି ହବ କିନ୍ତୁ ସେଥିରେ ଦାଗ ରହିଯିବ, ସେହି ଦାଗ ମନେ ପକାଇ ଦବ ସେହି ଭାଙ୍ଗି ଯାଇଥିବା ମୁହୂର୍ତ୍ତ ସମୟକୁ ,ସେତେବେଳେ ଭାରି କଷ୍ଟ ଅନୁଭବ ହବ ମନ ଭିତରେ, ହଉ ସେ ଜାହାକିଛି ବି ହଉ ଭଗବାନ କରନ୍ତୁ ସେହି ପରିବାର ପୁଣି ଥରେ ହସ ଖୁସିରେ ଭରି ହୋଇ ଯାଉ, ମୋର ଜଗନ୍ନାଥଙ୍କ ଠାରେ ଏତିକି ପ୍ରାର୍ଥନା,,,,ଆମ ଅଜଣାନ୍ତରେ ପୂର୍ବ ଜନ୍ମ ରେ କିଛି ଭୁଲ କରିଥିଲେ, ଏବେ ତାରି କର୍ମ ଫଳ ଭୋଗିବାକୁ ପଡ଼ିବ, ଏୟା ବର୍ତମାନର ଫଳ ନୁହେଁ, ଯାହା କିଛି କରିବା ତାହା ନିଶ୍ଚିତ ଭାବରେ ଭୋଗିବା, ଏହା ତିଳେ ମାତ୍ର ସନ୍ଦେହ ନାହିଁ, ତେଣୁ ମନରେ କଷ୍ଟ କରିବା କିଛି ଆବଶ୍ୟକ ନାହିଁ, ଯାହା କିଛି କରେ ଜଣେ, ତା ବିନୁ କିଛି ଗତି ନାହିଁ, ଆମେ ଜଣକୁ କଷ୍ଟ ଦେବା ପୂର୍ବରୁ ଯଦି ସେହି କଷ୍ଟ ଆମକୁ ହୁଏ ,ତାକୁ କଷ୍ଟ କେମିତି ହବନି,(ହରେ କୃଷ୍ଣ,,,,)
ପୁଅଟା ଟିକେ ମାଈପ ବୁଦ୍ଧିଆ ଆଉ ମଉସା ର ରାଗ ଅଧିକ କେବଳ ଋଣ ପଇସା ଶୁଝିବା ପାଇଁ
Jou pua wife budhhire padila ta life ta barbad hei jiba,, kahuchi jou wife Sashu sashura nku bhala re na dekhuchi se ki bohu ,, Jhia khali bhabu thiba ki mun mo bapa ghare rahibi maa ku rati pahile sabu katha kahu ghara bhangu 😡
Bhai bhul Sana pua katha paduni kn pai bhabuma
Sabu jagare pua jati wife ra support kale maipa bolihi haba au join kale kn hab
Rt bhai pua mrg pare rojgar kanhki band Kariba .agru kn karithila rojgar ta stree ki kahiba nas ta stree kahiba tame kama karani basa emiti hauchhi bhai
Se jau kahila sabu paisa ghare dauthila ta pakhare tankat nathila eta michha jie ghara chale t munda pode eta maipa budhia ta ta stee jaha khuchhi karuchhi bapa Runa kanhki Kariba bapa knhki ghara chaleiba bpa ghare basiba tu ghara chaleiba katha tu kn khichhu to pakhre paisa nahi seita nuha e pua kahichhi mrg heigala mu u k karibini
ବାପା ଧନ ଲୋଭି ଅଛି କିନ୍ତୁ ପୁଅର ଭବିଷ୍ୟତ କଥା ଚିନ୍ତା କରୁଛନ୍ତି ହେଲେ ପୁଅ ସ୍ତ୍ରୀ ବୁଦ୍ଧିଆ ଟା ପରେ ପସ୍ତେଇବ.
Nua nua love jetela dhoka miliba thik heijiba
Right
ଶଳା ମୋ ଆଖିରୁ ଲୁହ ବାହାରି ପଡିଲା 🙏🙏🙏
🎉
ସାର ଏମିତି ଭି ହେଇ ପାରେ ପୁଅ ବହୁ ମିଶିକରି ମା ବାପା ଙ୍କୁ ଆରୋପ ଲଗାଇ ପାରନ୍ତି
Right
Se pua kharapa
Se pua m.... G
Na ete kasta na hele bodhe kounasi pua kandibani
Bala na . Bapa maa misiki pua bohu nka ghara vangi dianti.
ବୁଢ଼ା ,ବୁଢ଼ୀ ପକା ବଦମାସ୍ , ଜଣା ପଡ଼ୁଛି
ସତ କଥା।
ପୁଅ ❤❤❤❤ ସବୁଠୁ ବଢିଆ
Hi
ବାପା ସବୁବେଳେ ବାପା, ବାପାର ମନକୁ କିଏ ବୁଝଇ ନଜାଣି ପୁଅ ଗାଳି ଦିଅନ୍ତି. ମାଇପ କଥା ଭାରି ସୁଆଦ ସମୟ ଆସିଲେ ଭାବୀବୁ ପୁଅ ?
ମନେ ରଖିବ ଓଡିଶା ବାସୀ ଏ ଦୁହିଁଙ୍କୁ ଦେଖିବ ବସି : 🤣
ଏମାନଙ୍କୁ ଦେଖିଲେ, ଲାଗୁଛି,, ଅର୍ଥ ଲୋଭ କିଛି ରହୁଛି, ଗୋଟେ ପୁତ୍ର ମା ନାଁ ରେ ମିଛ କହିବନି,
ଠିକି। କଥା 😮
ସୁକାନ୍ତ ସାର କୁଆଡେ ଗଲେ କି ତାଙ୍କ ଜାଗା ରେ ଆଉ ଜଣେ ଅଛନ୍ତି ସୁକାନ୍ତ ସାର ଥିଲେ ବହୁତ୍ ଭଲ ଲାଗି ଥାଆନ୍ତା ସାର ଆଉ ଆସିବେନି ନା କିଛି କାରଣ ପାଇଁ ଏଇ ଏପିଶୋଡ ଟା କରି ପାରିଲେନି ସୁକାନ୍ତ ସାର ପ୍ଲିଜ ପୁଣି ଥରେ ଆଶା ର ଆଲୋକ କୁ ଫେରି ଆସନ୍ତୁ ଆମେ ବହୁତ୍ ମିସ୍ କରୁଥିଲୁ ମିହିର ସାର ଙ୍କୁ ହେଲେ ଆପଣ ଆସିଲା ପରେ ସେଇଟା ବହୁତ୍ ଦୂର ହେଇ ଯାଇଛି ହେଲେ ଏବେ ଆପଣ ଙ୍କ ଜାଗା ରେ ଆଉ କାହା କୁ ଦେଖି ଭଲ ଲାଗୁନି ପ୍ଲିଜ ପୁଣି ଥରେ ଅପଙ୍କ ଦର୍ଶକ ଙ୍କ ପାଇଁ ଫେରି ଆସ
ମଣିଷ ପାଖରେ ଥିଲେ ତାର ପ୍ରଶଂସା ହୁଏନା । ଯେତେବେଳେ ସେ ଦୂରକୁ ଚାଲିଯାଏ । ସେତେବେଳେ ସେ ମଣିଷର ପ୍ରଶଂସା କରନ୍ତି ଲୋକେ
ମଣିଷ ପାଖରେ ଥିଲେ ତାର ପ୍ରଶଂସା ହୁଏନା । ଯେତେବେଳେ ସେ ଦୂରକୁ ଚାଲିଯାଏ । ସେତେବେଳେ ସେ ମଣିଷର ପ୍ରଶଂସା କରନ୍ତି ଲୋକେ
ଘରର main ଭେଲ୍ୟନ୍ ହେଉଛନ୍ତି ସ୍ତ୍ରୀ ମାନେ
ଆଶାର ଆଲୋକ ସୁନ୍ଦର ପାରିବାରିକ
ସମାଧାନ କରି ଦେଉଛନ୍ତି ଧନ୍ୟବାଦ
ସତରେ ପୁଅ ହେଉଛି ସ୍ତ୍ରୀ ବୁଧିଆ, ଝିଅ ଖଳନାୟକ.
Nije Lucky boli bhabani samaste Lucky. Bhaut kharap Bapa Maa b achanti duniya re.
Sosuro sasu volo nuhe
@@MrPtp1986right 👍
Sabubele stree ku kharab Kain kuhajae, kou pua kandivani , emiti maa bapa achanti duniya re, mun dekhichi pua bohu nku hairan karibara
Right
ଏଠୀ ସମସ୍ତେ ଖରାପ ସମସ୍ତଙ୍କର କିଛି କିଛି ଭୁଳ ଅଛି
ନୟାଗଡ଼ର ଜେତକ ତନ୍ତୀ
ପଇସା ପାଇଁକି ସବୁ ମରନ୍ତି
ସାଙ୍ଗ ଗୋଟେ ମୋର ବାହା ହେଇଛି
ବରଷେ ହେଲାଣି ନାମ ନଉଛି
ତାହାର ଜୀବନ ହେଲାଣି ନଷ୍ଟ
ବୁଢ଼ା ବୁଢ଼ୀ ଦେଲେ ବହୁତ କଷ୍ଟ
Nai bhauni aita bhul j samaste kharap karana ama padoshi ghara b tanti family au middle class b tanka pua gote other caste ra jhia ku love mrg kariki gharaku aniki asichi heri mrg 1 yeta heigalani au se bohu ti bahut khusi re achhi 1 rupes b anini tanka bapa gharu se tanka family nija jhia bhali rakhichanti ta samaste saman nuhanti
Right
👍👍👍
ଏ ଝିଅ ବହୁତ ହାରାମି ଆଉ ବାପା ବି ଯାହା କରିଥିଲେ ସେ ଭୁଲ ବୁଝିଲେ ହେଲେ ପୁଅ ଟା ମାଇପ ବୋଲା ଝିଅ ବେଶି ଓଭର ଆକଟିଂଗ ହଉଚି ବହୁତ ପସ୍ତେଇବୁ ରେ ପୁଅ ଆଗକୁ ଏ ଝିଅ ପୁଅ କୁ ପୁରା ପଟେଇକି ରଖିଛି ଏଠି ଝିଅ ର ବାପା କିଛି କହିବାର ଥିଲା ଝିଅ କୁ ଯାହା ହେଇଛି ଭୁଲିକି ବାପା ମା ଙ୍କ ସାଙ୍ଗରେ ରହ
Right
Jagat jiban ra piusa mu kete bekar loko ta bapa seta mote jana... Bapa maa jemiti behave karanti puo ta bahut kasta re thila...
@@banamalibehera6184ପିଇସା ଜଗତ ମୋବାଇଲ ନମ୍ବର ଦେଇ ପାରିବେ ମୁଁ ସେମାନଙ୍କ ସହିତ କଥା ହେବାକୁ ଚାହୁଁଛି ତାଙ୍କୁ ସାହାଯ୍ୟ କରିବା କୁ ଚାହିଁ
ଆଶାର ଆଲୋକ ଧାରାବାହିକ କୁ ଭଲ ଉପସ୍ଥାପକ ଟେ ମିଳିଗଲା।
ମଉସା ମାଉସୀ ଙ୍କ ଟିକେ ଟଙ୍କା ଲୋଭୋ ଆଛି। ମଉସା ତୁମେ ଯେତେବଳେ ଆଉ ଟିକେ ବୁଢ଼ା ବୁଢୀ ହୋଇଯିବ, ସେତେବେଳେ ତମ କଥା ଏଇ ବାହୁ ହିଁ ତୁମ ଅସୁବିଧା ବୁଝିବ😢
SOMESH BHAINA nka upasthapana bahut badhia laguchi.
ସୁକାନ୍ତ ସାର କୁଆଡେ ଗଲେ😂😂😂
ପିଲାଟି ଭଲ ଲାଗିଲା କଥା
ଏ ମାନକଂ ଭିଡିଓ ଦେଖି ମ ଆଖିରୁ ଲୁହ ଝରିଆସିଲା, , ବୁଡା ବୁଡି ର ଟିକେ ଟକାଂ ଲୋଭ ଅଛି
Hmm bhai ama nayagarh side re Pisa bahut chahanti ....sasu sasur kebal tanka chahanti ...mo bhauniki maridele 😢
bhai budhi ra nuhne bhudhara lobha achi
We miss Sukanta sir
Sukanta sir ku janicha
Yes
ଏ ବୁଢ଼ାବୁଢ଼ୀ ଦୁଇଟା ପରମ ହାରାମ ଜାଦା,ହୁଣ୍ଡା, ଟାଉ ଟର,ଧୋକାବଜ୍, ପକ୍କା ମିଛୁଆ,ଅଟେ ।ପୁଅ ବୋହୁ ପୁରାପୁରି ଶାନ୍ତ, ସରଳ,ନିରୀହ,ତେଣୁ ବୁଢ଼ା ଦାଉ ସାଧୁଛି । ତାକୁ ଉଚିତ୍ ଦଣ୍ଡ ଦିଆଯାଉ ।❤❤😂
ଏ ଭିଡିଓ ଦେଖି ଜଣା ପଡୁଛ୍ହି ...ଶାଶୁ ଶଶୁର ଭଲ ନୁହଁ ...ଏମିତି ପୁଅ ଭାଗ୍ୟ ରେ ଥିଲେ ମିଳେ କିନ୍ତୁ ଏତେ ଅତ୍ୟାଚାର ପରେ ବି କିଛି ନ କହି 😢😢😢😢 ପୁଅ ଯାହା ବି କରଛି ଠିକ କରିଛି😢
Plz Sukanta Sir Continue This episode
ସବୁ କଥା ହେଲା କିନ୍ତୁ କେହି ବାପାଙ୍କ ଦୁଃଖ ବୁଝିଲନି। ଝିଅ ବୋହୁତ ଚତୁର ,କିନ୍ତୁ ଆମେ ବାପାଙ୍କ ପୁଅ ର ଭବିଷ୍ୟତ ପାଇଁ ଚିନ୍ତା ଦେଖିଲୁ
Right
ମୋ ମତରେ ପୁଅଭଲନୁହେଁ...ବୁଦ୍ଧିହେଇନି
Bapa Jodi pua ra sukha dekhi paruni ta se kemit ka paba au....semana nku kouthi bi rakhei debini ....bapa emiti kahiba thik ki...
Bhai duniare kau bapa ta pua ra kharap bhabeni, ta pua ta budhi nahi jadi budhi thanta keba 30000 chadi 7000 re khatiba pain kahi na thanta, ta bapa ta swabhimani loka ta
Gote badhila jhia ta achi sethi pain ta bapa tanka tanka hauchi, a time re be bapa ku chadi chali jiba bahut bada bhul
98% case ganjam ru aasuchi.
Se sala kichi bujhantini.murkha ganda auda
ଵୁଢା ଵୁଢୀ ପରମ ଟାଉଟର । ଏଠିକାର ପେଚ୍ ପକା /ତାଳି ପକା କଥାକୁ ଵୁଢା ଫୁ~ କରି ଉଡେଇ ଦଵ । ଆଗକୁ ଯେସାକୁ ତୈସା ଲାଗୁଛି ।
Jay jagannath swami nayana path grami bhava tume🙌 👏🙏🙏🙏🙏🙏🥥💐
Bechlar time is legendary word😂😂😂
ବୁଢ଼ା ନିଜର ସର୍ବନାଶ ତଥା ପରିବାରର ସର୍ବନାଶ କରୁଛି
Jou mane kunanti Bapa Maa bhagaban, tike dekha ye video. Saamaste samana nuhanti. Tume mane Lucky bhala Bapa Maa paichanti.
Very good boy n bohu. God bless you my children. Be with a happy family with parents.
Gopandhu sir is the best judge 👌👌
ସବୁ ବାପା ର ଦୋସ
Most of the cases are from ganjam... illiteracy bahut adhika..bahut kaam age ru jhia ku marriage karidianti
Perfect mausi kahila. A sasu swasura duijanjaka heuchhanti kalakar.
ତମେ ମାନେ ମୋ ପାଖକୁ ଆସି ରହିବ ସ୍ବାମୀ ସ୍ତ୍ରୀ ଦୁଇଜଣ ଏଠାରେ ମଧ୍ୟ କାର୍ଯ୍ୟ କାମ କରିବା ଯାହା କରିପାରିବେ ମୁଁ ତୁମମାନଙ୍କର ସବୁ ପ୍ରକାରର ସୁବିଧା କରି ଦେବା ଯୋଗାଯୋଗ କରନ୍ତୁ ଧନ୍ୟବାଦ ଏଭଳି ସମସ୍ୟାରେ କିମ୍ବା କୌଣସି ସମସ୍ୟା ଥିଲେ ମଧ୍ୟ ମତେ ଯୋଗାଯୋଗ କରନ୍ତୁ ଧନ୍ୟବାଦ
95% ghara bhangijaa kebe sasu sasur pain...
Amiti Bapa ku Bisadeikimaridabakatha Jay Jagarnath ❤❤❤🎉🎉
ଏ ଶଳା ବୁଢ଼ା ବହୁତ ହାରାମି ଅଛି
Somesh is always right
Perfect judgement....
Bapa ragi loka hele b pillanka pyn chinta karanti
Bapa maa na re kahibaku kharap laguni
ପୁଅ ର ବାପା ଜଉଟା କରିଛି ସେ ନ ଜଣିକି କରିଛି କାରଣ ସେ ଡାକିଵାକୁ ଯାଇଥିଲା ସେଇଟା କଣ ଭୁଲ କରିଲା ଶଶୁର କଣ ଜାଣିଥିଲାକି ପୁଅ ବହୁ କି ଅବସ୍ଥାରେ ଥିବେ ପୁଅ ଆଉ ବହୁ ଠିକ ନାହିଁ ଶଶୁର ସେ ଉଦେଶ୍ୟରେ ଯାଇ ନାହିଁ ତାକୁ ସେ ବହୁ ମିଛରେ କହୁଛନ୍ତି
Bohu mane paka khelali.... Tanka katha anusare na chalile izzat nebaku try karuchhanti boli sasura diara naare khela karuchhanti.... Ebhali bohu puanku gharu bida kariba katha.. 😂😂😂😂
Jhia Avinaya karuchi
Stree bolia aree bapa maa na re kahuchu jibana Sara khusire Rahi paribuni
ଇଏ ବାପା ମା ପୁଅ ବୋହୂ କଲେ କିନ୍ତୁ ସେମାନଙ୍କୁ ସ୍ଵାଧିନତା ଦେବା ଦରକାର ସମୟ ଟିକିଏ ଦିଆଯାଉ। ବହୁତ ଲୋକଙ୍କ ର ପୁଅ ଝିଅ ନାହାନ୍ତି ସେମାନେ ବି ଅଛନ୍ତି ଏ ଦୁନିଆରେ ଆଉ ପୁଅ ଟିକିଏ ସ୍ତ୍ରୀ ପଟିଆ ହେଉଛି ଦେଖାଯାଉଛି ଏ କଥା ବି ସତ ହଉ ସମୟ ଦିଆଯିବା ଦରକାର। ଦାଇତ୍ଵ ପରିବାରର ସମସ୍ତ ସେମାନଙ୍କୁ ଦିଆଯିବା ଦରକାର ତାଙ୍କୁ ସବୁକଥା ରେ ଛିକ୍ ଛାକ୍ ନ କରନ୍ତୁ
pua bahu bahut chalak
ଏମିତିକା ବାପା ମାନଙ୍କୁ ଗା..., ରେ ବିଛୁଆତି ମାରିକି ଗଁଆରେ ବୁଲେଇ ଵା ଦରକାର
ପଇସା ଦେଲାବେଳେ ପୁଅ ଭଲ
ପଇସା ନ ଦେଲେ ହାଜତ ରେ
ଜାରଜ ବାପା
Bhai, se jhiaaa katha ta complete heinathilaaa , kanhiki Tara bapa jailku jaithilaa... Se jhia complete Kariba purbaru host katha ku change karidele...
Bad way of presenting.....
Mo bapa maa Amit କରୁଛନ୍ତି ମୋ ଭାଇକୁ
Ashrumochan mohanty should come to this Stage for Anchoring. He is the best amongst all the stage Anchors. He is the versatile actor and good Anchor. Everybody knows the show about ' ଛୋଟ ମୋର ଗାଁ ଟି '🙏🙏🙏🙏
Good decision by jadges❤
ଵାପ ଟା ପକା ଚୂତ୍ୟା
Remember Sukanta Sir😢😢😢😢😢😢😢😢😢
A nua loka ti bhala jarjmet karuchhanti❤
କିଛିଦିନ କଣମ ମାସଟେ କି ଦୁଇମାସ ସମୟ ରଖ ତାପରେ ସେମାନେ ଆସି ମା ବାପା ପାଖରେ ରହନ୍ତୁ ସେମାନଙ୍କ ସେବା କରନ୍ତୁ ମେସିନରେ କାମକରି କରଜସୁଝନ୍ତୁ ଘରଖର୍ଚ ଚଳାନ୍ତୁ ।
Sukanta bhai kuade gale
Gote pua kebe kandibani 😢😢bht kasta nahele
Superb acting done by Jagat jiban and his wife. Very good actress.
Bapa maa dukha kie bujhe
Haere Bapa /Maa b pilaku kete kasta dianti
Could not decide the issue properly. there is ample scope in this case to unite the whole family. the old man is a short temper fellow. Son is brainless. otherwise they are good people.
You are right Sir
Absolutely right
ବୋହୂ ଯଦି ତା ଜିନିଷ ନେବାପାଇଁ ଦାବି କରୁଛି ଶ୍ୱଶୁର ଦେଇଥିବା ହାରଟା କାହିଁକି ନବ ସେମାନେ ହାର ଦେଇଥିଲେ ବୋହୂ ଆସିଲେ ସେମାନଙ୍କର ସେବା କରିବ ବୋହୁ ଯଦି ସେମାନଙ୍କ ପାଖରେ ନରହିବ ସେମାନଙ୍କ ସେବା ନକରିବ ହାରଟା କାହିଁକି ନବ ଏଇଟା କୋଉପ୍ରକାର ନ୍ୟାୟ ।
ପୁଅ, ବୋହୂ ବଦମାସ୍
I can feel the son's pain
Gote pua ku stk kasta na paile sia kebebi kahi bani mo bapa maa nka sangare rahi bini 😭😭😭bahut dukha laguchi gote pua kebebi kandi bani stk kasta na hele
Miss sukanta sir
We are miss sukant sir
Dhanya re pua
Pua nalua bapa is great
ଏ ବୁଢ଼ା ଟା ପୁରା କେଳୀଙ୍କରିଆ ଅଛି ଆଉ
Aji tk prograam bhal lagila
A video tiku dekhi ମ ମନ କହିଲା କିଛି କହିବା ପାଇଁ ,
ଜାହାବି ହଉ ଦୁଇ ପରିବାର ଏକାଠି ହୋଇଗଲା ଏ ମଣିଷ ଜୀବନ ରେ ଅନେକ ପ୍ରକାରର ସମସ୍ୟା ଆସିଥାଏ ମର ବି ଆସିଛି ମଧ୍ୟ ଏ time ରେ ନିଜ ମନକୁ ବୁଝିଇ ଦିଏ ସବୁକିଛି ସୁଧୁରିବ ......
Sukanta sir miss you
ବାଇ ଆ ପୁଅ
ଏମିତି ବାପାକୁ ଉଚିତ ଦଣ୍ଡ ଦରକାର
Specially OTV ku request jee jau couple ki tanka bapa maa uneducated thibe tanku anibanui karana se bujhibeni kii bujheibaku chesta bii jaribenii
ସୁକାନ୍ତ ଭାଈ ଆସନ୍ତୁ
ପୁଅ ଟା ପକ୍କା ଚୁତିଆ ଅଛି.... 👍
23.57sec se toka look,smile,facial expressions shows its a perfect acting by hb & wife
ଧନ୍ୟରେ ବାପା ମା, ଆଖିରୁ ଲୁହ ଆଶିଗଲା......
ତୁମ ମା ବାପା ବି ଧନ୍ୟ 😔
OTV ku dhanya bad je se bachhi bachhi emiti lokanku. Basauchi❤❤❤❤
ଆଜ୍ଞା ଏଭଳି ବାପା ମାଆକୁ କହିବା କଥା ନୁହେଁ ୟାକୁଂ ବହେ ମାଡ ଦରକାର ସାର୍
Sukanta sir tame aasa🙏
Bapa n maa ku bohut badhichi
ପୁଅ ଟା ମାଇପ ବୃଦ୍ଧିଆ ବାପ ଆଖିରେ ଲୁହ ସେ ପୁଅ କେବେ ଖୁସି ରେ ରହିପାରିବନି।
With due respect for Soumendra brother,
He is just like rabi kishan. he is oneman army, he will blow and bat as well as fielding also
ଏହି ପୁଅ ଯୋଉଦିନ ନିଜ ସ୍ତ୍ରୀ ସହ ଝଗଡ଼ା କରିବା ସେ ଦିନ ପୁଣି ବାପ ମା ପାଖକୁ ଫେରି ଆସିବା।ଏହି କ୍ଷେତ୍ରରେ ସେହି ବୋହୂ ଟି ବାପ ପୁଅଙ୍କୁ ମିଶାଇ ବାର ଥିଲା ନହେଲେ ଦିନ ଆସିବା ପୁଅ ବାପ ମାଆ ଏକାଠି ହୋଇଜିବେ ବୋହୂ ର life ନଷ୍ଟ ହୋଇଯିବ।
❤
Bapa sabu bele thik, pua ku se janma deichi so Karma daba pain ladhuchi, mu v new marriage karichi so emane advance style re banchile hue to advance haba machines gudaka kharap heijibe bapa ra bhari chinta , no result found , but new topic with new style
Ajikara bapa maa😂
Jay Gagannath ❤ very nice proposal
Aage se Pramila ku show ru bahara karantu ...
Aga bapa pua bitare kichhi achhi se ta cliara hua