Jibana Do Chhakire Ashara Alok Ep 409 30 MAR 2024

แชร์
ฝัง
  • เผยแพร่เมื่อ 18 ต.ค. 2024
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Senior artist Somesh Mohanty anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #Jibana Do Chhakire Ashara Alok Ep 409#OdishaTV #OTV

ความคิดเห็น • 221

  • @reddybabuharish
    @reddybabuharish 4 หลายเดือนก่อน +30

    Instagram reels dekhi, aita dekhuchhi 😂😂😂

  • @SaniaMajhi-wh5gw
    @SaniaMajhi-wh5gw 6 หลายเดือนก่อน +9

    ଏମିତି ମନିଷକୁ ଜେଲରୁ ଜୀବନ ସାରା ଦଣ୍ଡ ପାଇବା ଦରକାର

  • @santanukumar8437
    @santanukumar8437 8 วันที่ผ่านมา +1

    Nana pura turbo fire.... 😂😂😂🔥🔥🔥🔥
    Ete sundar mana thiba manisa, bhagaban tanka sabu dukha durakarantu au sabubele sukhare shanti re ruhantu... 🙏🙏🙏

  • @myvideochannel158
    @myvideochannel158 6 หลายเดือนก่อน +21

    ନନା ଙ୍କ ହୃଦୟ ସଫା ଖାଲି ଲୋନ୍ ହେଉଛି ବୋଲି ସେ ଟେନ୍ଶନ ହେଉଛନ୍ତି 😊

  • @malisethi5688
    @malisethi5688 6 หลายเดือนก่อน +25

    ବହୁତ କ୍ରୋଧୀ ପୁରୋହିତ ! ଭଲ ସ୍ତ୍ରୀ ଲୋକଟି! ବାଡା ବାଡ଼ି ନ କଲେ ବୋଧେ ସବୁ ଠିକ ହେଇଯିବ ବୋଲି ମୁଁ ଭାବୁଚି ! ଠାକୁରେ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ 🙏...

    • @jayjagannatha6857
      @jayjagannatha6857 6 หลายเดือนก่อน

      Pati chup hata bond nahele continue 😂😂😂

    • @acjeditz2658
      @acjeditz2658 5 หลายเดือนก่อน

      ସବୁ କଣ ପୁରୋହିତ ଙ୍କ ଭୁଲ, ଭଲ ସେ କିଛି ଭୁଲ ତାଙ୍କ ସ୍ତ୍ରୀ ଙ୍କ ର ବି ଅଛି

  • @Manisha_5890malick
    @Manisha_5890malick 6 หลายเดือนก่อน +29

    ପୁରୋହିତ ମହାଶୟ ଏତେ କ୍ରୋଧିତ ହବା ଉଚିତ୍ ନୁହେଁ କାରଣ ଏଇଟା ଓଟିଭି ଲାଇଭ୍ ଟେଲି କାଷ୍ଟ ଏମିତି ଆପଣ ହଉଛନ୍ତି ପଛରେ ଆପଣ କଣ ହଉ ନ ଥିବେ ।

    • @jayjagannatha6857
      @jayjagannatha6857 6 หลายเดือนก่อน +1

      Tangia katha phaliaa uthiba au😂😂😂

    • @KunuKunu-g3j
      @KunuKunu-g3j 5 หลายเดือนก่อน

      Pp0pppppp​@@jayjagannatha6857

  • @bhimagouri7190
    @bhimagouri7190 6 หลายเดือนก่อน +50

    ଗାଁରେ ପୁରୋହିତ ହୋଇଛ , ସାନ,ବଡ଼ ଲୋକଙ୍କୁ ବାହାଘର କରୁଛ , ବେଦ ,ପାଠ, ପୁରାଣ , ପଡ଼ିଛ, ମିସେସ୍ କୁ ମାରୁଛ , ଲାଜଲାଗୁନି ଆଶାର ଆଲୋକ କୁ ଆସିଛି

    • @nilachalasatapathy5196
      @nilachalasatapathy5196 5 หลายเดือนก่อน

      R8

    • @ashokbhaigeming3579
      @ashokbhaigeming3579 4 หลายเดือนก่อน

      ଓଃ ମାଇକିନା ପିଟିବା ଟା ଠିକ ପୂଜା କରୁଛି ବୋଲି ତାର କିଛି ନାହିଁ ସେ ଖାଲି ସହିବ ନା

    • @anirudhabehera7026
      @anirudhabehera7026 4 หลายเดือนก่อน

      ​​@@ashokbhaigeming3579maikina badauchi , ta taku badeiba, to bou Tate chota bele badauthila taku badailuni , tu maghiya ta param galuaa , manishapania nahi to bhitara .

    • @Deepak_vip469
      @Deepak_vip469 4 หลายเดือนก่อน

      Bhai tama ghare hele kichi hauthiba na hele tame kn karucha aithe 😂 ( bhimagouri7190)

  • @officialprasad12
    @officialprasad12 26 วันที่ผ่านมา

    ଏ ପୂଜା ଗୋଟେ ମେସିନ୍ କୁ ବଳ ନାହଁ ପନ୍ଦର ଟା ମେସିନ୍ କ'ଣ ପାଇଁ ମେଲିଛି

  • @Goslow3037
    @Goslow3037 6 หลายเดือนก่อน +8

    ସୋମେଶ ବାବୁ କି twist ଦେଲେ ଘଟଣା କୁ । ବହୁତ୍ ଭଲ

  • @tapanbarik779com4
    @tapanbarik779com4 6 หลายเดือนก่อน +12

    ଯେଉଁ ମଣିଷ ଯେତେ କ୍ରୋଧୀ ହୋଇଥାଏ ତାର ଅନ୍ତର ସାଧା କାଗଜ ପରି ନିର୍ମଳ ହୋଇଥାଏ ସ୍ୱାମୀର ମନ ନେଇ କେଉଁ କାର୍ଯ୍ୟ କଲେ ଭଲ ହେବ କେଉଁ କାର୍ଯ୍ୟ କଲେ ଖରାପ ହେବ ତାହା ଭଲରେ ବୁଝାମଣା ରେ ସମାଧାନ ହୋଇଯିବ

  • @bijayalaxmisahoo7609
    @bijayalaxmisahoo7609 6 หลายเดือนก่อน +24

    ଏ କେବେ ଲୋକ ଟା ବଦଳି ବନି , ବୟସ ହେଲା ପରେ ନଇଁବ କରାନ୍ ମୁଁ ଜାଣିଚି ଏ ଭଳି ଲୋକ କୁ ଦେଖିଛି , 😢

    • @deepakkar7510
      @deepakkar7510 23 วันที่ผ่านมา

      Bayasa hele b badalibeni pua bohu alga rahibe

  • @Babullifesstyle143
    @Babullifesstyle143 4 หลายเดือนก่อน +17

    insta reels dekhiki kia asicha like kara😅😅

    • @omprasad
      @omprasad 4 หลายเดือนก่อน

      Me

    • @shinysaransh3135
      @shinysaransh3135 3 หลายเดือนก่อน

      Muuuuuuuuii😅

  • @officialprasad12
    @officialprasad12 26 วันที่ผ่านมา

    ୟା କଥାରୁ ଜଣା ପଡ଼ୁଛି ଏ ପଣ୍ଡିତ ଆକା ଖୁବ୍ ଚାଲାଖ ଚତୁର ଅଛି

  • @bijayalaxmisahoo7609
    @bijayalaxmisahoo7609 6 หลายเดือนก่อน +9

    ଭଲ କରିଛନ୍ତି ଏମିତି ଲୋକଙ୍କୁ ଦେଖେଇକି ,janatu କେତେ ପକାର ଲୋକ ଅଛନ୍ତି ଦୁନିଆରେ😢

  • @15AkashDas
    @15AkashDas 6 หลายเดือนก่อน +3

    ସ୍ତ୍ରୀକୁ ମାରପିଟ୍ କରିବା ଆଦୋୖ ଯଥାର୍ଥ ନୁହେଁ, ଏମିତି କଲେ ନିଶ୍ଚୟ ସେ ଘର ଲକ୍ଷ୍ମୀ ଛଡ଼ା ହେଇଯିବ । ଠିକ୍ ଅଛି, ହେଲେ ସ୍ବାମୀ ଯାହା ରୋଜଗାର କରନ୍ତି ସେ ସବୁକୁ ସ୍ତ୍ରୀ ହାତରେ ଦେବା କେତେ ଦୂର ଯୁକ୍ତିଯୁକ୍ତ ? 😂😂

    • @acjeditz2658
      @acjeditz2658 5 หลายเดือนก่อน

      ସବୁରି ମୂଳ ହେଉଛି ଟଙ୍କା, କାହିଁକି ଟଙ୍କା ତାଙ୍କ ସ୍ତ୍ରୀ ଙ୍କ ହାତ କୁ ଦେଉନାହାନ୍ତି, କାହିଁକି ତାଙ୍କୁ ଖର୍ଚ୍ଚ ଟଙ୍କା ର ହିସାବ ମାଗୁଛନ୍ତି ସେଥିପାଇଁ ଗଣ୍ଡଗୋଳ

  • @Sipun-panda1998
    @Sipun-panda1998 5 หลายเดือนก่อน +2

    ବ୍ରାହ୍ମଣ କୂଳ ରେ ଏ ମଣିଷ କୁ ଠାକୁର ଜନ୍ମ ଦେବା ଖରାପ

  • @bijayalaxmisahoo7609
    @bijayalaxmisahoo7609 6 หลายเดือนก่อน +7

    ବହୁତ୍ ଅଂହକାରି ମଣିଷ
    ଏ ମଣିଷ ଯେମିତି ଠିକ୍ ସେମିତି ମୋ 2 ଟା ଭାଇ ବି ଏମାନେ ଯେତେ ଇଁକୋମ୍ କଲେବି କେବେ antibani😢😢 ଏ ମାଙ୍କ ଜୀବନ ଏମିତି କଟିଯିବ ସୁଖ କନ୍ ଜାଣି ପାରିବନି😢

    • @acjeditz2658
      @acjeditz2658 5 หลายเดือนก่อน

      ଦିଦି ଆପଣ ଙ୍କ ଭାଇ ଙ୍କ ର ବି ରୋଜଗାର antunathiba, ସବୁ ଭୁଲ କଣ ଖାଲି ଜଣେ ପୁରୁଷ ର

    • @bijayalaxmisahoo7609
      @bijayalaxmisahoo7609 5 หลายเดือนก่อน

      @@acjeditz2658 ନା ଖାଲି ପୁରୁଷ ଭୁଲ୍ ନୁହେଁ ହେଲେ ସଂସାର କଲେ ଛୋଟ ଛୋଟ ଭୁଲ୍ କୁ ଉଭୟ ପକ୍ଷରୁ କ୍ଷମା କରିବା କଥା , ଆଉ ଉଭୟ ପକ୍ଷରୁ ଅଂହକର କୁ ନଇବାକୁ ପଡ଼ିବ , ସଂସାର କରିଲେ ପଥର ପଡ଼ିଲେ ସହିବ , ଆଉ ମତ ଉଭୟ ଉଭୟ ଙ୍କୁ ଦିଅନ୍ତି , ନୁହେଁ ଯେ ଜଣେ ,income karichi ta ichcha jaha se kariba , ae episode re se sabu kichhi heichi boli kahichi , bhul ୨ jana nkara achhi , kintu puo tike ahankari au igo bahut ।

    • @_Harekrishna_Harekrishna_
      @_Harekrishna_Harekrishna_ 5 หลายเดือนก่อน

      Are e jhia kete kharap katha kahuchi ete ragi e nija bhai katha b kahuchi tike b Prema nai taa bhai pain

    • @bijayalaxmisahoo7609
      @bijayalaxmisahoo7609 5 หลายเดือนก่อน

      @@_Harekrishna_Harekrishna_ semiti kichhi heithile na, kahibaku pade ,hum ethire kharap kan achhi ,au jibanre au duniare bahut prakar loka achhanti au bahut prakar samassya bi achhi, tame badhe janina ,sethi pain mate kahucha kharap boli , Bhabani tame jemiti dunia ta semiti boli ,mu tamaku kharap kahuni ki tame kuhani bi ,🤔🤔

  • @santoshpraharaj1836
    @santoshpraharaj1836 6 หลายเดือนก่อน +1

    Keshab babu nkar gote guna mote bahut bhal lagila-Dharm pain sabu kichhi chhadidebi....❤

  • @Jhili.-3biki.3-.
    @Jhili.-3biki.3-. 6 หลายเดือนก่อน +31

    ଏଭଳି ଚଣ୍ଡାଳ ପୁରୋହିତ ହେବାର ଯୋଗ୍ୟ ନୁହେଁ.... ଆଉ ଏତେ କ୍ରୋଧୀ ଲୋକ ପାଖରେ ଏ ledy ରହିଲେ ଦିନେ ନିହାତି ମରିଯିବ ତାଙ୍କୁ ଦୟା କରି ଅଲଗା ରଖା ଯାଉ ଏ ଲୋକ ଭୀଷଣ ରାକ୍ଷସ ପ୍ରକୃତି ର...😢

    • @ilovemycountry.6240
      @ilovemycountry.6240 5 หลายเดือนก่อน

      Se loka ku mu closely janichi. Lokata bahutu bhala loca.

    • @anirudhpanda8741
      @anirudhpanda8741 3 หลายเดือนก่อน

      Right lokati really re bhala. Ae lady tikiye bhi compromise kareni

    • @anirudhpanda8741
      @anirudhpanda8741 3 หลายเดือนก่อน

      Purusa loka kandilani mane bahut naram loka

  • @subhrajyoti7809
    @subhrajyoti7809 6 หลายเดือนก่อน +3

    ପୁରୁଷ କମିଶନ ଦରକାର.. ଏଠି

  • @NiranjannayakNaranjannayak
    @NiranjannayakNaranjannayak 5 หลายเดือนก่อน +2

    ଆଃ ଏହା ଭିତରେ କେତେ ଥର 0:55 0:58 ଏହି ମନ୍ଦିର ନିର୍ମାଣ କରାଯାଇ ଜଳ
    ଆମ ରୋଷେଇ ଘରକୁ ଫେରିଗଲେ ପୁଅ ରଜତକୁ ନିଜ ନିଜ ପିଲାମାନଙ୍କର ଆୟୁଷ 1:56

  • @Odisha_ki_volgger
    @Odisha_ki_volgger 6 หลายเดือนก่อน +4

    loka tara mana safa 👍🏻

  • @saradaswain7600
    @saradaswain7600 6 หลายเดือนก่อน +3

    This priest doesn't have Gyan. Being a small boy I request him to read Bhagwat Gita this is not sufficient. Consume and digest Bhagwat Gita ❤❤❤❤

  • @uuunika9995
    @uuunika9995 6 หลายเดือนก่อน +9

    Mihir Dash thile ek krodhi lka ku change karideithante

  • @sisirBuda-id4dp
    @sisirBuda-id4dp 6 หลายเดือนก่อน +14

    ଚନ୍ଦା ସ୍ତ୍ରୀ କୁ ବନ୍ଧା ପକାଇ ଋଣ ଆଣି ସୁଝି ନପାରି ବାଡ଼ଉଛି, ଚଣ୍ଡାଳ ପୁରୋହିତ ନୁହେଁ

  • @sanjaykumamarbehera4727
    @sanjaykumamarbehera4727 หลายเดือนก่อน

    Interesting story

  • @Sahoo124
    @Sahoo124 6 หลายเดือนก่อน +1

    Jay jagannath

  • @anirudha9353
    @anirudha9353 6 หลายเดือนก่อน +2

    Stree samanare gute Swami kandiba ..vhulu magiba sei stree Pani nihati. Kharap ..sei dui janankar bujhamana bhilu achi......❤❤❤

  • @deepakkumarbehera5418
    @deepakkumarbehera5418 6 หลายเดือนก่อน

    38:11 ❤ their love 🎉 couldn't believe he can cry like this ❤

  • @rajaramnahak3254
    @rajaramnahak3254 6 หลายเดือนก่อน +2

    Sabu karanara mula houchi manisara krodha 😢 please sir krodha chadiya apanakna paribara bhalare rahiba, apana bhi bhala AU apanakna stri bi bahuta Bhala, Jay jaganatha

  • @PujaPuja-b3p
    @PujaPuja-b3p 2 หลายเดือนก่อน

    ❤❤

  • @BisikesanPujari-rr2ug
    @BisikesanPujari-rr2ug 6 หลายเดือนก่อน +10

    ଏ ପଣ୍ତିତ ବନ୍ଧୁକୁ ସଲାମ

  • @sridhar85536
    @sridhar85536 5 หลายเดือนก่อน +2

    ପଇସା ରୋଜଗାର କରୁଥିବା ଲୋକ ,ଯିଏ ସଂସାର ଚଳାଉଛି ସିଏ ଜାଣିଛି, ଟେନ୍ସନ୍ କଣ, କହିବା ଲୋକର କିଛି ଫରକ୍ ପଡୁନି, ବୁଝାଇବା ଭାରି ସହଜ ,ଏସି ରେ ବସିଲେ ବୁଦ୍ଧି ଅଲଗା ପ୍ରକାର

  • @kumarchandan3045
    @kumarchandan3045 5 หลายเดือนก่อน +1

    Jane Kamo Kari Kari thaki asiba ghare pahanchile Patitundo sabu bele tahele jananka hajare mana kale b se chup ruheni tebe jana nka manasika sthiti kan haba ...........

  • @dolagobindasahoo9267
    @dolagobindasahoo9267 6 หลายเดือนก่อน +4

    ସ୍ତ୍ରୀ ସହଯୋଗୀ ହେଲେ,ପୁରୁଷ ସଫଳତାର ଶୀର୍ଷରେ ନିଶ୍ଚୟ ପହଁଚିବ । ଆଉ ସ୍ତ୍ରୀ ଯଦି ଅସହଯୋଗି ହେବ,ପୁରୁଷର କୌଣସି କାର୍ଯ୍ୟ ତାର ପସନ୍ଦ ନଥିବ,ମଧୁର କଥା ପରିବର୍ତ୍ତେ କଟୁ କଥା କହୁଥିବ,ଏପରି ହେଲେ ପୁରୁଷ ନିଶ୍ଚୟ ଚିଡଚିଡା ହୋଇଯିବ ।
    ଥରେ ଚିନ୍ତା କରନ୍ତୁ,ପରିବାରକୁ ଭଲରେ ରଖିବା ପାଇଁ ପୁରୁଷ ଲୋକଟି କେତେ ପରିଶ୍ରମ କରୁଛି ।ସ୍ତ୍ରୀ ଯଦି କହିବ,ସିଏ ପରିଶ୍ରମ କରୁଚି ମୁଁ କଣ ଘରେ ଦୋଳିରେ ଝୁଲୁଛି ? ଏଭଳି ମନୋଭାବ ରଖିଥିବା ସ୍ତ୍ରୀ କେବେହେଲେ ତା ପରିବାରକୁ ସୁଖ ଶାନ୍ତିରେ ରହିବାକୁ ଦେବନାହିଁ ।
    କଥାରେ ଅଛି " ପାଖରେ ଶୁଏ ଯେ କାନରେ କୁହେ ।ତାହାର କଥାକି ଅନ୍ୟଥା ହୁଏ "।
    ସ୍ତ୍ରୀ ନିଜର ଉତ୍ତମ ବ୍ୟବହାର ବଳରେ,ତା ସ୍ୱାମୀକୁ ଦଶ୍ୟୁ ରତ୍ନାକରରୁ ବାଲ୍ମୀକିରେ ପରିଣତ କରିଦେଇ ପାରେ ।ଆଉ ସ୍ଵେଚ୍ଛାଚାରିନି ହେଲେ କଥା ସରିଲା ।

  • @kanhavlogs1852
    @kanhavlogs1852 3 หลายเดือนก่อน +1

    Mu insta ru dekhiki asichi😅😅😅

  • @kalyanibhoiw2749
    @kalyanibhoiw2749 3 หลายเดือนก่อน

    Emiti purahita dunia re milibeni sir cuadantuni😅

  • @Cuttack_toka924
    @Cuttack_toka924 6 หลายเดือนก่อน

    Mihir Sir aee episode re thile maja lagi thanta aee episode re

  • @sebatilatanayak7822
    @sebatilatanayak7822 4 หลายเดือนก่อน

    Right 👍👍👍

  • @DebasmitaPadhan-dk6yt
    @DebasmitaPadhan-dk6yt 5 หลายเดือนก่อน +1

    18.30 sec ra background re kn subhchi.... Bahut dara lagila... Plzz tk kie suniki kahibeki.

  • @P.niranjanPatro
    @P.niranjanPatro 3 หลายเดือนก่อน +1

    Siye pati na karile.kebe hata uthibani lokatira katharu pura jana paduchi

  • @deepakkumarbehera5418
    @deepakkumarbehera5418 6 หลายเดือนก่อน

    Finally they laughed together ❤

  • @sanjeebthanapati166
    @sanjeebthanapati166 6 หลายเดือนก่อน +5

    ଦୟା କରି ଏହି ଆସାର ଆଲୋକ ପ୍ରୋଗ୍ରାମ କୁ ବନ୍ଦ କରାଯାଉ କିମ୍ବା ଏ ଭଳିଆ ବାଜେ ଳୋକଙ୍କୁ ଯର୍ଯ କରି ଆଣନ୍ତୁ ନାହିଁ।ଏ ଭଳିଆ ଆତ୍ମଘୋଷିତ ସମାଜସେବୀ ମାନଙ୍କୁ ମଧ୍ୟ ପ୍ରୋଗ୍ରାମରୁ ବାହାର କରାଯାଉ ,ତା ନହେଳେ ପ୍ରୋଗ୍ରାମ ମର୍ଯ୍ୟାଦା ହାନୀ ହୋଇପାରେ।

    • @acjeditz2658
      @acjeditz2658 5 หลายเดือนก่อน

      Thik katha bhai

    • @Natakdunia1235
      @Natakdunia1235 5 หลายเดือนก่อน

      Right bro

  • @Pati89649
    @Pati89649 5 หลายเดือนก่อน

    କଥା ହେଲା ଆଉ କିଛି ନ କିଣନ୍ତୁ,ରାଗ କମିଯିବ

  • @butusahu4792
    @butusahu4792 5 หลายเดือนก่อน

    ଭାରତ ସରକାର ହିସାବ ରଖେ ସ୍ତ୍ରୀ କାହିଁକି ହିସାବରେ ଦେବନାହିଁ

  • @SubhakantaBiki
    @SubhakantaBiki 5 หลายเดือนก่อน +2

    Kie kn kahibe kintu se loka ra hurdaya ta bahut safa ragi sina tk kintu loka ta vla bahut tension pain emiti hauchi au ta Katha b suna jau gharaku asile se wife jananka tk pati Kariba bar bar kahiba band karantu tanka khusi pain

  • @gameshbehera8793
    @gameshbehera8793 6 หลายเดือนก่อน

    Jagjibon sir don't forget them

  • @purusottamsahoo1098
    @purusottamsahoo1098 4 หลายเดือนก่อน

    Bahut vala hela gote paribar ku thik kariba pain

  • @chinmayone
    @chinmayone หลายเดือนก่อน

    Host mahasaya tike polite aue tike bhala wording use Kale bhala lagiba ...take it positively

  • @PrettyDas-n6q
    @PrettyDas-n6q 6 หลายเดือนก่อน +5

    Bhagya kharab thile amit swami mele chhii janma jhio janam 😢

    • @jayjagannatha6857
      @jayjagannatha6857 6 หลายเดือนก่อน

      Jhia mananka nature pati re pua nka nature hatare😂😂😂 pati kholiba mada khaiba😂😂😂

    • @PrettyDas-n6q
      @PrettyDas-n6q 6 หลายเดือนก่อน

      @@jayjagannatha6857 oooho hau thank you 🤣

  • @Cuttack_toka924
    @Cuttack_toka924 6 หลายเดือนก่อน +1

    Mihir sir aapana aee manaku misau thile
    But aeee khali incuary karuchi

  • @HimanshuRimaPraful3697
    @HimanshuRimaPraful3697 6 หลายเดือนก่อน +2

    ରାକ୍ଷସ ପଣ୍ଡିତ

  • @acjeditz2658
    @acjeditz2658 5 หลายเดือนก่อน

    ମଞ୍ଜି ର କଥା ହେଲା ଶବ୍ଦ ରେ ମଣିଷ ବଞ୍ଚେ ଆଉ ମରିବି ଯାଏ, ଏଥିରୁ ଏହା ଉପନୀତ ହେଲା ଯେ ତମେ ବଞ୍ଚ ନହେଲେ ମରିଯାଅ

  • @Natakdunia1235
    @Natakdunia1235 5 หลายเดือนก่อน

    ଏମାନେ ବାଳ ସମାଧାନ କରୁଛନ୍ତି ଖାଲି ଲେଡ଼ିଜ କୁ ଉପରେ କରି ଦେଉଛନ୍ତି

  • @PriyadarsaniPatra-jl8yo
    @PriyadarsaniPatra-jl8yo 6 หลายเดือนก่อน +2

    Psychiatrist consultation karantu plz

  • @nkumar2703
    @nkumar2703 5 หลายเดือนก่อน

    ନିଜ ଇଜ୍ୟତ ନିଜ ହାତରେ

  • @bijaylaxmibiswal2581
    @bijaylaxmibiswal2581 6 หลายเดือนก่อน +2

    Emiti Manisha kebe sudhuri bani .

  • @TheOptometrist-db2co
    @TheOptometrist-db2co 5 หลายเดือนก่อน

    Keshab purohita change heiparibe Jay Jagannath

  • @keshabagouda1904
    @keshabagouda1904 6 หลายเดือนก่อน +3

    ଏ ସ୍ତ୍ରୀ ବହୁତ ଖରାପ

  • @SuchitraKar-lb8wx
    @SuchitraKar-lb8wx 6 หลายเดือนก่อน +1

    ରାଗୀ ଲୋକଟି

  • @Royal-subash8fp6ig6j
    @Royal-subash8fp6ig6j 3 หลายเดือนก่อน

    ତା ......ବିଆ ପାଇଁ ଏକାଦଶୀ କରିଛି ପାଗଳ

  • @biratabadtya9521
    @biratabadtya9521 6 หลายเดือนก่อน +8

    Ye Bramhan nuhen chandala

  • @BiswabhusanNayak-ov5cn
    @BiswabhusanNayak-ov5cn 5 หลายเดือนก่อน

    ଅବୁଝା ଲୋକ ଟା,, ନିଜର ଭୁଲ୍ ମାନୁନି

  • @niranjankhanda1417
    @niranjankhanda1417 6 หลายเดือนก่อน

    ଉପସ୍ଥାପନା ଟିକେ ଆଉ ଭଲ ହେଲେ..

  • @sisirkumarbehera6276
    @sisirkumarbehera6276 6 หลายเดือนก่อน +2

    Laxmibanta ସ୍ତ୍ରୀ

  • @mamatagarabadu3687
    @mamatagarabadu3687 6 หลายเดือนก่อน +2

    10.45 was actually overhyped acting😅

  • @ashishkumarbiswal817
    @ashishkumarbiswal817 3 หลายเดือนก่อน

    ପାଗଳ ନନା

  • @sarbeswarswain1426
    @sarbeswarswain1426 5 หลายเดือนก่อน +1

    ନନା ପୂରା ହିଟଲର

  • @bijaylaxmibiswal2581
    @bijaylaxmibiswal2581 6 หลายเดือนก่อน +1

    A bhalia Manisha manankara bhagya re bahut bahut dukha..
    Thik mo Swami bhalia.
    Amanaku stree chadigale bujhiparibe.

  • @jayjagannatha6857
    @jayjagannatha6857 6 หลายเดือนก่อน +4

    Very simple matter pati chup hata bond otherwise continue 😂😂😂😂

  • @kalyanibhoiw2749
    @kalyanibhoiw2749 3 หลายเดือนก่อน

    Sir purahite bhandauchanti 😅bhala ki dharantu

  • @sarbeswardas9828
    @sarbeswardas9828 6 หลายเดือนก่อน

    Mam correct kahuchanti

  • @NabinKunarsethy
    @NabinKunarsethy 6 หลายเดือนก่อน +2

    ପ୍ରବଳ ଟିଙ୍ଗା

  • @MonaButuLovelife
    @MonaButuLovelife 3 หลายเดือนก่อน

    Mihir sir thile a Baba ra udhata bhangi deithante

  • @Sima-fx3kf
    @Sima-fx3kf 4 หลายเดือนก่อน

    Instagram reels କିଏ କିଏ ଆସିଛ

  • @swatirefrigerationodia.4421
    @swatirefrigerationodia.4421 6 หลายเดือนก่อน +1

    Jou loka ete krodhi se loka 150 ghara jajaman kemiti sambhaluchhanti, sethi ta krodha bahariba katha na !!! Jie ete krodhi se ta gaon loka sahita chali paribani, gaon re chaluchhi kemiti !!! Jie ete krodhi se ghar sansar ete bata anila kemiti !!! Stree lokati bhari narama re kahidele kamala phutila bhali laguthiba, jie gharaku tanka anuchhi seta kemiti kharcha hela hisab magiba bhul, ea ki prakar bichar !!!

    • @P.niranjanPatro
      @P.niranjanPatro 3 หลายเดือนก่อน

      Bhai apananka katha pura thik

  • @sudarshanpadhy8392
    @sudarshanpadhy8392 6 หลายเดือนก่อน +2

    1000 purusa kama ku nuha,Janae stri loka THILAE bas

  • @sudarshanpadhy8392
    @sudarshanpadhy8392 6 หลายเดือนก่อน +1

    8A vitaru 8A jaka controll kalae vala
    1.Alluminium 2.Ayush 3 Amaerica 4.Admin Govt.5.Allopathy.6.Anganabadi(Allopathic ajent)7.Asakarmi(Allopathic familly wise ajent,)8.Ambulancd(108,102)--musa janta.

  • @sudarshanpadhy8392
    @sudarshanpadhy8392 6 หลายเดือนก่อน

    Mykina--madaa-medicine--money --manpower--mansa--maida should be refined.

  • @Royal-subash8fp6ig6j
    @Royal-subash8fp6ig6j 3 หลายเดือนก่อน

    କିନ୍ତୁ ଏ ଚନ୍ଦା ର ଗୁଣ ଖରାପ ପକା ମା....ଆ ଟା

  • @GaneshChandraMohanta-v7m
    @GaneshChandraMohanta-v7m 6 หลายเดือนก่อน +6

    Atti lovi and atti krodhi bramhana buddha .

  • @anjananayak747
    @anjananayak747 6 หลายเดือนก่อน

    ବାଡେଇଲେ କଣ ପାଉଛ ?? ଅଶାନ୍ତି ସୃଷ୍ଟି ଛଡ଼ା ଆଉ କିଛି ନୁହେଁ।

  • @MRODISHA7978
    @MRODISHA7978 5 หลายเดือนก่อน

    Mu jaha bhabuchi finance pila ku ye bahut hairan karuthiba ye purahita babu

  • @sudarshanpadhy8392
    @sudarshanpadhy8392 6 หลายเดือนก่อน

    Nari jala vaga ,laterea garam laterea thanda
    Purusa stala vaga SIGHRA garam ,SIGHRA thanda.

  • @susantabehera8205
    @susantabehera8205 6 หลายเดือนก่อน +1

    ସେ ଚନ୍ଦା ଶଳାକୁ ଦୁଇ ଚାପୁଡ଼ା ଦିଅ

    • @kumarchandan3045
      @kumarchandan3045 5 หลายเดือนก่อน

      Tu sola ta kiye be Chapuda marite

  • @debasishdas5698
    @debasishdas5698 6 หลายเดือนก่อน +1

    Nana bahut bhalaloka upare krodhi kintu antara bahut nirmala.karana nana kebe kandi na thante

  • @Ratsita709
    @Ratsita709 5 หลายเดือนก่อน

    ମୋ diara duplicate ea momthly income 10000 hele ghara 8 lakhs karaj kari ki କରିଦେଇଛି ଆଉ ଏବେ ନିଜେ ଖରା ରେ କାମ କରିବନି ମନା କରୁଛି ଆଉ ପ୍ରତି ମାସ ରେ ଆମକୁ ଧମକ ଦଉଛି ଯଦି ପଇସା ନ ଦେବ hani debi😢

    • @acjeditz2658
      @acjeditz2658 5 หลายเดือนก่อน

      ତମ ଘର ଖର୍ଚ୍ଚ 8 lakh, income 10000 , Kain gapa kahucha

    • @Ratsita709
      @Ratsita709 5 หลายเดือนก่อน

      @@acjeditz2658 ହେ Bhagwan kn ଲେଖିଚିଛି ଭଲ ସେ ପଢ଼ ଆଉ ପଢ଼ 🤣8 ଲକ୍ଷ୍ ଘର ଖର୍ଚ୍ଚ ନୁହେଁ ବହେ ଧରମ କରମ କରି semaan ଙ୍କ ଠୁ 8 lakh karaj ଆଣି ମାର୍ବଲ ଲଗା ଘର କରିଦେଇଛି ଏବେ ଲୋକ ପଇସା ମାଗିଲା ବେଳକୁ ଲୁଚୁଛି ଆଉ ଆମକୁ ପଇସା ଦିଅ ନହେଲେ ହାନି ଦେବୀ ବୋଲି କହୁଅଛି

  • @MuktaPanigrahi-e9l
    @MuktaPanigrahi-e9l หลายเดือนก่อน

    Ehi loka sahita ta stry rahiba katha nuhen

  • @RabindraByshai-se6vu
    @RabindraByshai-se6vu 6 หลายเดือนก่อน +1

    😊

  • @rahulchoudhury9617
    @rahulchoudhury9617 27 วันที่ผ่านมา

    Bhai ae pura hita amara sabana masa re bol bam puja kari thila 😂

  • @loveyouodisha6354
    @loveyouodisha6354 6 หลายเดือนก่อน

    Camare Bala bhai ନନାଙ୍କ ଚାହାଣି ସମୟରେ ହିଁ ଫଟୋ ନେଉଛନ୍ତି 😊

  • @sandeshacharya8475
    @sandeshacharya8475 6 หลายเดือนก่อน

    Mu dekhuchi bht kichhi negative comments deucha bhala kichi kuha se dijana kemiti Bhala rahibe Tama bapa maa nka bhali au Mora pujya purohit and purohityani plz understanding rakha

  • @acjeditz2658
    @acjeditz2658 5 หลายเดือนก่อน

    Kou dharma re swami ku badeiba lekha heichi ? 29:49

  • @manasranjantripathy5159
    @manasranjantripathy5159 5 หลายเดือนก่อน

    Ae stri loka tara dosa achi, ama desa stree pradhan desa nari suport rahiba.judge sapakhya badi

  • @deepakkumarbehera5418
    @deepakkumarbehera5418 6 หลายเดือนก่อน

    32:00 😂😂😂😂😂this part

  • @bapirinkyvlogs8894
    @bapirinkyvlogs8894 5 หลายเดือนก่อน

    Aji kali jugareba bhraman mane thik karntu ki bhul se sabu dhram re gana..au ame kale papa😔

  • @sudarshanpadhy8392
    @sudarshanpadhy8392 6 หลายเดือนก่อน +1

    Stri 65%roga srustikari,/arogya kari madhya.
    35%roga srustikari/complicate karali Allopathy.

  • @prakashroutodisha9668
    @prakashroutodisha9668 6 หลายเดือนก่อน +16

    Pura Pagala ta....

  • @graghab4073
    @graghab4073 5 หลายเดือนก่อน

    Last ku thik kahile
    Madhura katha kuhantu
    Thats the root

  • @PadmanavMallick-d7c
    @PadmanavMallick-d7c 6 หลายเดือนก่อน +1

    Apana mane narimananka saport besi neuchhanti