ବୋଟ୍ ଓଲଟିବା ପୂର୍ବର ଦୃଶ୍ୟ.. || ODRAF Boat Mishap In Mahanadi During Tusker Rescue || Odisha Reporter

แชร์
ฝัง
  • เผยแพร่เมื่อ 23 ก.ย. 2021
  • ମହାନଦୀ ମୁଣ୍ଡୁଳି ବ୍ୟାରେଜ ନିକଟରେ ଓଲଟିଲା ବୋଟ। ତେବେ ଦେଖନ୍ତୁ ବୋଟ୍ ଓଲଟିବା ପୁର୍ବର କଣ ଦୃଶ୍ୟ ଥିଲା।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaReporteronTH-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter#Cuttack#MundaliBridge#ODRAF#BoatMishap

ความคิดเห็น • 722

  • @ASW_008
    @ASW_008 2 ปีที่แล้ว +18

    ସାମ୍ବାଦିକ ଦ୍ୱୟ ବିନା ଅଭିଜ୍ଞତା ରେ ପ୍ରଖର ସୁଅ ଥିବା ପାଣି ଭିତରକୁ ଯିବା ବଡ ଭୁଲ ଥିଲା, ବ୍ରିଜ ଉପରେ ରହି ସାମ୍ବାଦିକତା ଏବଂ ଚିତ୍ର ଉତ୍ତୋଳନ କରି ହୋଇ ଥାନ୍ତା, ଅକାଳ ରେ ଜୀବନ ଗଲା, ଭାଗବାନ ଆତ୍ମା କୁ ସଦ୍ ଗତି ଦିଅନ୍ତୁ🙏🙏

  • @baruncreation8489
    @baruncreation8489 2 ปีที่แล้ว +222

    ଖବର କଣ ବାହାରୁ କରିହେଇନଥାନ୍ତା କି
    ପାଣି ଭିତରକୁ ଯିବା କଣ ଅତି ଜରୁରୀ

    • @RrmangarajOdisha
      @RrmangarajOdisha 2 ปีที่แล้ว +12

      TRP darkr tanku...

    • @s2s717
      @s2s717 2 ปีที่แล้ว +19

      ଭାଇ ଯାହା ହେବାର ଥିବ ସେଇଆ ହବ
      ଆଉ ଏବେ ଭଦ୍ର ଲୋକି ଦେଖାଅନି

    • @biswajitmajhi3959
      @biswajitmajhi3959 2 ปีที่แล้ว

      Tank chanel agaku kemiti badhiba re

    • @Abc-pz8ll
      @Abc-pz8ll 2 ปีที่แล้ว +6

      କାଳ ଡାକିଲା ପରା..!!!

    • @gulubabu2237
      @gulubabu2237 2 ปีที่แล้ว

      @@s2s717 balo na jauthila kn pai,jadi swimming janinu🙄

  • @ratikantmotivation9481
    @ratikantmotivation9481 2 ปีที่แล้ว +21

    ବିନାଶ କାଳେ ବିପରିତ ବୁଦ୍ଧି 😱 କିଛି ଆବଶ୍ୟକ ନଥିଲା ପାଣି ଭିତରକୁ ପଶିବା !

    • @viralnews3238
      @viralnews3238 2 ปีที่แล้ว

      Rahikant bhai sad vdo th-cam.com/video/gm4qu48Whpk/w-d-xo.html bhala labile comment daba th-cam.com/video/gm4qu48Whpk/w-d-xo.html

  • @funlearn3583
    @funlearn3583 2 ปีที่แล้ว +243

    ଗଣମାଧ୍ୟମର ସେବା କରୁଥିବା ବେଳେ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମା ଙ୍କୁ ଭଗବାନ ସଦା ସଦ୍ ଗତି ପ୍ରଦାନ କରନ୍ତୁ ।
    ଭଗବାନ ତୁମର ପରିବାରକୁ ସବୁବେଳେ ଭଲ ରେ ରଖନ୍ତୁ ।

  • @manasbehera3922
    @manasbehera3922 2 ปีที่แล้ว +80

    ଵାଳ ଟିମ୍ , ଓଡିଶା ରେ ଯେତେ ସରକାରୀ ସହାୟତା ଅଛି ତାହା ଉପଯୁକ୍ତ ମଣିଷ ପାଖରେ ପହଞ୍ଚି ପାରୁନାହିଁ ,ପଶୁ ପକ୍ଷୀ ମାନଙ୍କ ପାଖରେ କଣ ପହଁଞ୍ଚିବ ?

  • @Priti_learning-fest4009
    @Priti_learning-fest4009 2 ปีที่แล้ว +22

    ଠିକ୍ ମୃତ୍ୟୁ ପାଖ ର ଏ ଦୃଶ୍ୟ , ସତରେ ସବୁ ସରିଗଲା ଚାହୁଁ ଚାହୁଁ କାଳ ରୂପ ନେଲା ଆଉ ହରେଇଦେଲା ସାମ୍ବାଦିକ ଙ୍କ ଜୀବନ 😭😭😭😭 ଏଇଠି ବନ୍ଦ୍ ହୋଇଗଲା ଅରିଦମ୍ ଙ୍କ ଶେଷ report ..... ଏଇ ସେ ଜାଗା jauthi ମୃତ୍ୟ ତାଙ୍କୁ ଅପେକ୍ଷା କରି ଥିଲା ବୋଧେ ...., ସବୁ ସାରି ଦେଲା ନିମିଷକ ରେ .....

    • @deepaklenka2831
      @deepaklenka2831 2 ปีที่แล้ว +1

      Kebala Jane Marini sister au Jane bi marithila khali jananka pain ete emotion.....🤦🏻‍♂️

    • @satyaswarupnayak4381
      @satyaswarupnayak4381 8 หลายเดือนก่อน

      ​@@deepaklenka2831absolutely ri8 💕

  • @jagannathrauta4263
    @jagannathrauta4263 2 ปีที่แล้ว +13

    କଣ ଦରକାର ଥିଲା ଉପରରୁ ରିପଟ କରିଥ୍ଲେ ଏହି ନ ତାନ୍ତା କି (Rip sir ) 😭😭😭😭

    • @viralnews3238
      @viralnews3238 2 ปีที่แล้ว

      th-cam.com/video/gm4qu48Whpk/w-d-xo.html sad vdo

  • @SurajPradhan-bb8yn
    @SurajPradhan-bb8yn 6 วันที่ผ่านมา

    Bhala heichi...

  • @rkdas8711
    @rkdas8711 2 ปีที่แล้ว +4

    କିଛି ଆବଶ୍ୟକତା ନଥିଲା ହାତୀକୁ ଉଦ୍ଧାର କରିବାର

  • @soubhagyaranjanmanthan8886
    @soubhagyaranjanmanthan8886 2 ปีที่แล้ว +2

    Bhagvan nk apar krupa ru Se Hati ti bhalare bhalare udhar heijaithau 🙏🙏

  • @CrazzzyContents
    @CrazzzyContents 2 ปีที่แล้ว +2

    ଏହା ବହୁତ ଦୁଃଖଦାୟକ ଘଟଣା। ଆମେ ଆଜି ଜଣେ ଉଦୀୟମାନ ଯୁବ ସାମ୍ବାଦିକଙ୍କୁ ହରେଇଲୁ। ତାଙ୍କର କର୍ତ୍ତବ୍ୟ ପରାୟଣତାକୁ ସଲାମ୍ ଏବଂ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ଅରିନ୍ଦମ ଭାଇଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ। 🙏

  • @WorldvsEducation
    @WorldvsEducation 2 ปีที่แล้ว +67

    Otv media jibara nathila 👊👊

  • @bhagirathimohapatra3604
    @bhagirathimohapatra3604 ปีที่แล้ว +5

    ଆଜିବି ମନେପଡୁଛି ସେ ଦୁଃଖଦ ଦିନ 😔😔😔

  • @smitaray7652
    @smitaray7652 2 ปีที่แล้ว +63

    TRP is more important than life...

    • @Manoranjan.94
      @Manoranjan.94 2 ปีที่แล้ว +3

      Right bro channels need only TRP TRP TRP

    • @prasantkar2098
      @prasantkar2098 2 ปีที่แล้ว +3

      Absolutely right first life then live reporting bahaduri mari jibana gala

    • @kinda3505
      @kinda3505 2 ปีที่แล้ว +2

      No bro that is life is more important than TRP

  • @sisiranaik9741
    @sisiranaik9741 2 ปีที่แล้ว

    ଅରିନ୍ଦମ ଦାସ ଅମର ରହେ 🙏🙏🙏

  • @snswain2339
    @snswain2339 2 ปีที่แล้ว +194

    Media channels should learn from this incident and change the strategy for TRP

  • @odishadjevent6846
    @odishadjevent6846 2 ปีที่แล้ว

    Arindam bhainkara sesha reporting thilaa he prabhu Jagannath tanka aatma Ku sattgatidiyantu

  • @gamingbubu4286
    @gamingbubu4286 2 ปีที่แล้ว

    Jay Jaganath Swami naynpatha Gami Bahba tume 🙏🙏🙏

  • @rajasamantaray8613
    @rajasamantaray8613 2 ปีที่แล้ว +2

    OM SHANTI ARINDAM BHAI

  • @THEDIVINESOUL2024
    @THEDIVINESOUL2024 2 ปีที่แล้ว +3

    ଏଦୃଶ୍ୟ ଲାଇଭ ଟେଲିକାଷ୍ଟ ସମୟରେ ଓଟିଭିର ଷ୍ଟୁଡିଓରେ ଥିବା ଆଙ୍କର ଆଉ ରିଲେ କରୁଥିବା କର୍ମଚ଼ାରୀ ଅରିନ୍ଦମ୍ ଙ୍କୁ ବାରଣ କରିଥିଲେ କି ନା ?
    ନା ଖାଲି କହୁଥିଲେ OTV ର Exclusive report ଦେଖ ଦେଖ ।

    • @prabinnag6495
      @prabinnag6495 2 ปีที่แล้ว

      Channel r TRP & publicity pai

  • @chittaranjansahu8113
    @chittaranjansahu8113 9 หลายเดือนก่อน +2

    ସେଥିପାଇଁ ସବୁଠାରୁ ସୁରକ୍ଷିତ ଉପାୟ ବାଛିଚି " ଭାସ୍କର ଚାନେଲ "😂😂 specialist for ଟୁଙ୍ଗୃ ନୁଙ୍ଗୃ

  • @bhagyashreebiswal1739
    @bhagyashreebiswal1739 2 ปีที่แล้ว +43

    RIP sir.. No one can fulfil u r place.. U r always in our heart.. 🙏🙏

  • @pravatnalinidas58534
    @pravatnalinidas58534 2 ปีที่แล้ว

    ଓଁମ ଶାନ୍ତି

  • @swapneshmohapatra699
    @swapneshmohapatra699 2 ปีที่แล้ว +136

    One simple question - why they don't use drone camera to cover the entire story ?

    • @mohantybabu1470
      @mohantybabu1470 2 ปีที่แล้ว +15

      ଓଟିଭି ପାଖରେ ପଇସା ନାହିଁ 🤣ସେଥିପାଇଁ ଆଉ ଡ୍ରୋନ ଯଦି ଉଡ଼େଇଲେ 🤭ତାହେଲେ ରାଜ୍ୟ ସରକାରଙ୍କ ର ଚେଲା ଚାମୁଣ୍ଡା ମାନେ ଆସି ଫାଇନ କାଟିବେ ତା କିଳା କିଏ ନବ 😜

    • @rajk.mohanta6417
      @rajk.mohanta6417 2 ปีที่แล้ว +3

      @@mohantybabu1470 right

    • @pikulpikul5112
      @pikulpikul5112 2 ปีที่แล้ว +3

      True

    • @suvhra1090
      @suvhra1090 2 ปีที่แล้ว +6

      Bhai..Drone camera use paain mahagiya otv pakhe paisa nahin

    • @suvhra1090
      @suvhra1090 2 ปีที่แล้ว +4

      @@mohantybabu1470 pura Thik bhai.. Sabu thu bada mahagiya channel otv

  • @prabinnag6495
    @prabinnag6495 2 ปีที่แล้ว +1

    ଅରିଦମ ର ପାଣି କୁ ଯିବାର କିଛି ଆବଶ୍ୟକ ନ ଥିଲା ବନ ବିଭାଗ କର୍ମଚାରି ଓ ଦେଶରେ ରେ ଅନେକ ସୁରକ୍ଷା କର୍ମୀ ଅଛନ୍ତି ହେଲେ ଜଣେ ରିପୋଟର ଯାଉଥିଲେ କାହିଁକି? ଏହିପାଇଁ ଦାୟିକିଏ?

  • @surajkumarbehera5753
    @surajkumarbehera5753 วันที่ผ่านมา +1

    ପ୍ରଥମ ତ ଏମାନଙ୍କୁ କିଏ permission ଦେଲା ଭିତରକୁ ଯିବାକୁ, reporter ଯେ ଯିବେ ତାଙ୍କର written permission କୋଉଠେ ଅଛି, ଅଯଥା ଟର୍ପ ପାଇଁ ନାମ ନେଲେ
    Om shanti

  • @kuldeepsahani8504
    @kuldeepsahani8504 2 ปีที่แล้ว +111

    Kana pein gote reporter jiba rescue Ops team sangare tankara hi boat re????OTV tame mane tike besi TRP hungry hei galani...the reporter died for his own mistake...RIP

    • @rinkypatnaik1990
      @rinkypatnaik1990 2 ปีที่แล้ว +10

      Kaal dakiki nae gala..he was obssessed for his duty..nd his duty turned his death..too much obssession for anything is poison

    • @sibabratalenka7313
      @sibabratalenka7313 2 ปีที่แล้ว +8

      @@rinkypatnaik1990 you mistaken bruh...it's not their duty to show an innocent animal suffering live on television. Instead of that they might have helped from sore but OTV team pushed Arindam bhai to that fllooded river for TRP...... RIP Arindam bhai

    • @sanjayakumar8990
      @sanjayakumar8990 2 ปีที่แล้ว +2

      Faltu journalism

    • @rinkypatnaik1990
      @rinkypatnaik1990 2 ปีที่แล้ว +2

      @@sanjayakumar8990 hmmm..pvt jobs r very demanding .competition jyada hota hai isshi liya..rip

    • @sanjayakumar8990
      @sanjayakumar8990 2 ปีที่แล้ว +6

      @@rinkypatnaik1990 na na emane kebal ନିଜର ଆଉ ନିଜ ଚାନେଲ ର develop pai kama karanti , public pai ନୁହେଁ, example ebe jou Jyoti Prakash marigala bbsr ra ta class ପିଲା ଙ୍କ ପ୍ରତିକ୍ରିୟା ନେବା ପାଇଁ ଜଣେ reporter class ଚାଲିଥିବା ବେଳେ class vitare ପ୍ରବେଶ କରି ପିଲାଙ୍କୁ ପଚାରୁଛି , ଏଥିରେ ପିଲା ଙ୍କ ପାଠ ପଢା hamper ହେଲା କି ନାଇଁ , kn reporter wait kari jetebele pila school ru ବାହାରିଥିଲେ ସେମାନଙ୍କୁ ପଚାରିଥିଲେ ହୋଇନଥାନ୍ତି

  • @basantisamal8002
    @basantisamal8002 2 ปีที่แล้ว +1

    ଏହା ଅତି ଦୁଖଃର ବିଷୟ
    ଭଗବାନ ଅରିନ୍ଦମ ଙ୍କ ଆତ୍ମାର ସଦ୍ ଗତି କରନ୍ତୁ

  • @gobardhanswain1985
    @gobardhanswain1985 2 ปีที่แล้ว

    ଜୟଜଗନ୍ନାଥ ସ୍ଵାମୀ 🙏🙏🙏🙏

  • @anitakisan1251
    @anitakisan1251 2 ปีที่แล้ว +1

    So nice to see👀👀👀👀👀

  • @parbatisingh40
    @parbatisingh40 2 ปีที่แล้ว

    Many many thanks adrap team best of luck.👍👍👍👍👍

  • @satyaprakashpadhi6478
    @satyaprakashpadhi6478 2 ปีที่แล้ว +2

    Gajaraj...Jay baba Sri Ganesh..

  • @prashantavlogs7595
    @prashantavlogs7595 2 ปีที่แล้ว

    ସେ ତ ଆମ ପାଇଁ କେବଳ ଜଣେ ଭଲ ସାମ୍ବାଦିକ ଥିଲା ଆଉ ସାହସୀ ଯାହାକି ଆମ ଆଖିରୁ ଲୁହ ଆସୁଛି କିନ୍ତୁ ତାଙ୍କ ପରିବାରର କଣ ପରିସ୍ଥିତି ହେଇଥିବ ।।।।।।ସେ ତ ଜଣେ ମା ର ପୁଅ ଥିଲା ।।ଆଜି ସେ ମା ଟି କେତେ କାନ୍ଧୁଥିବ।।ହେ ପ୍ରକୃତି ତୁମେ କାଇଁକି ଏତେ କ୍ରୁର ।।।।।

  • @krantikumar8671
    @krantikumar8671 2 ปีที่แล้ว +8

    ଅତି ବାହାଦୂରୀ ମାରିବାର ପରିଣାମ... RIP

  • @kumarbhoi3974
    @kumarbhoi3974 2 ปีที่แล้ว +1

    Very good & Breve Reporting So Thankful💚💖💐🇮🇳🇮🇳🇮🇳🙏

  • @gouravmohapatraentertainment26
    @gouravmohapatraentertainment26 2 ปีที่แล้ว

    Jay Jagannath 🙏🏻😭Kn Pain amiti kala Prabhu😥🥺

  • @malayadas9357
    @malayadas9357 2 ปีที่แล้ว +8

    ତମ ହେଡ ଲାଇନ ରେ ବୋଟ ଓଲଟିବା କଥା ଯୋଉ ଲେଖିଛ ସେଥିରେ ସେ ବୋଟ କାହିଁ? ଆଉ ବୋଟ ରେ କଣ ତମ ମାଉସୀ ବସିଥିଲା ।

  • @shankarkumar_official6
    @shankarkumar_official6 2 ปีที่แล้ว +1

    Rip Arindam sir 🙏🙏
    ଜୟ ଜଗନ୍ନାଥ 🙏🙏..

  • @guruarvindaa4188
    @guruarvindaa4188 2 ปีที่แล้ว

    ଶେଷ ନ୍ୟୁଜ ଦେଇ କି ଗଲେ ଆରପାରି କି ... ଭଗବାନ ଭଲଭାବେ ରଖିବେ ।। 🙏

  • @padmalayasahoo401
    @padmalayasahoo401 2 ปีที่แล้ว +69

    RIP ARINDAM Sir🙏🙏

  • @filmy816
    @filmy816 2 ปีที่แล้ว +1

    Miss u Arindam😢,🙏🙏🙏

  • @sabsebadaharamiantaryami7625
    @sabsebadaharamiantaryami7625 2 ปีที่แล้ว +47

    One of my favourite Journalist Arindam Das😭😭😭 Rip

  • @judhistiradalai9818
    @judhistiradalai9818 2 ปีที่แล้ว

    ମୂର୍ଖାମୀ କାର୍ଯ୍ୟ.... ହାତୀ ପାଣି ସୁଅ କୁ କାଟି ଆଗକୁ ଯାଇପାରୁନି ସେଠି ମାଙ୍କଡ଼ାମି କରିବା ଜୀବନ ହାନୀ ଘଟିଛି..ଉପଯୁକ୍ତ ବନ୍ଦୋବସ୍ତ ନକରି ଏହିଭଳି ହାତୀ ଉଦ୍ଧାର ପାଇଁ ପ୍ରଖର ସ୍ରୋତ ରେ ଜୀବନ କୁ ବାଜିଲଗାଇବା କେତେ ଦୂର ଗ୍ରହଣୀୟ??

  • @swagatikadas597
    @swagatikadas597 2 ปีที่แล้ว +7

    Whenever I see him.. I can't stop my tears.. You will be missed for ever sir😭😭

  • @Tanushree_Smile
    @Tanushree_Smile 2 ปีที่แล้ว +161

    Journalists, pls don't take so much risk while covering news for extra TRP...RIP Arindam

    • @suryakantswain6372
      @suryakantswain6372 2 ปีที่แล้ว +6

      Only TRP mam

    • @amlanrout1759
      @amlanrout1759 2 ปีที่แล้ว +2

      Semiti kuhantuni seita tank duty

    • @Tanushree_Smile
      @Tanushree_Smile 2 ปีที่แล้ว +1

      @@amlanrout1759 ki duty ho bhai
      ...drone nathila na budila bele jou mane upare thai cover karichanti bhala karinahanti...

  • @smahapatra8926
    @smahapatra8926 2 ปีที่แล้ว +5

    I miss this voice 😭🥺😭

  • @debiprasannasamantasinghar1232
    @debiprasannasamantasinghar1232 2 ปีที่แล้ว +2

    Real hero of Odisha😢🙏🙏🙏🙏

  • @nigambarik1293
    @nigambarik1293 2 ปีที่แล้ว +2

    RIP RIP ଲେଖୁଥିବା ଲୋକମାନଙ୍କୁ ମୋର ଗୋଟେ ପ୍ରଶ୍ନ ... କିଏ ସେଇ reporter କୁ ସେ ଡଙ୍ଗା ରେ ଯିବାକୁ କହିଥିଲା ?

  • @RameshYadav-nd5te
    @RameshYadav-nd5te 2 ปีที่แล้ว +1

    1:28 "ନିଶ୍ଚିତ ଭାବରେ ଆମେ ଅତି ନିକଟରେ ଦେଖେଇବା ପାଇଁ ଚେଷ୍ଟା କରୁଛୁ"
    ଏହାକୁ ସାମ୍ବାଦିକତା କହିବା ନା ପାଗଳାମି କହିବା।
    କଣ ପାଇଲ OTV ଏମିତି ତୁଚ୍ଛ ଦୃଶ୍ୟ live telecast କରିକି

    • @aurobindanayak7562
      @aurobindanayak7562 2 ปีที่แล้ว

      Rigt
      No one of otv team who are in studio not stop Arindam bhai
      This very sad
      Rip .

  • @akchanneltp9088
    @akchanneltp9088 2 ปีที่แล้ว +5

    ବାହାରୁ କଣ ଘଉଡି ହେଇ ନ ଥାନ୍ତା କି କାହିଁକି ପାଣିକୁ ପଶିଲେ ନିଜ ଜୀବନ ବର୍ବାଦ କଲେ ସମସ୍ତଙ୍କର ଆଖିରେ ଲୁହାଦେଲେ 😢😢😢😢

  • @tankadharsabar1656
    @tankadharsabar1656 ปีที่แล้ว

    ପାଗଳ କେତେଦିନ ଦେଖେଁଉଛୁ

  • @prasantasahu2989
    @prasantasahu2989 2 ปีที่แล้ว

    Jay Jagannath 🙏🙏

  • @itz_we_tuber
    @itz_we_tuber 2 ปีที่แล้ว

    Miss u arindam

  • @abhijitironman3696
    @abhijitironman3696 2 ปีที่แล้ว

    Jay Jagannath 🙏🙏🙏🙏🙏

  • @durjyadhansamarathdurjyadh6367
    @durjyadhansamarathdurjyadh6367 2 ปีที่แล้ว

    Really I miss you arindom

  • @pankajpatnaik7191
    @pankajpatnaik7191 2 ปีที่แล้ว

    Jay jaganatha

  • @bikramdey9006
    @bikramdey9006 2 ปีที่แล้ว

    Jay Jagannath 🙏🙏🙏

  • @pruthirajdalei467
    @pruthirajdalei467 2 ปีที่แล้ว

    Arindam babu mne app ko salam de time hnu

  • @puranvlog6461
    @puranvlog6461 2 ปีที่แล้ว +42

    It's heart breaking
    Rip Arindam Das 😣🙏

  • @santanukumarpandapanda7588
    @santanukumarpandapanda7588 ปีที่แล้ว

    Good job brothers

  • @Niharika_M1
    @Niharika_M1 2 ปีที่แล้ว

    Jay Jagannath 🙏

  • @prakash2476
    @prakash2476 2 ปีที่แล้ว

    Omm namah shivay

  • @niharbehera9237
    @niharbehera9237 7 หลายเดือนก่อน

    Ati chalakia reporter

  • @laluprasadnayak9455
    @laluprasadnayak9455 2 ปีที่แล้ว

    Good report Otv News

  • @prasantamohanta7837
    @prasantamohanta7837 2 ปีที่แล้ว

    Really hewas breavy repo rter i salute him.

  • @kanhuswain1144
    @kanhuswain1144 2 ปีที่แล้ว +1

    RIP Arindam sir🙏😭jay Jagannath 🙏 tanka atmaa ku santi diantu

  • @my_life-my_rules.
    @my_life-my_rules. ปีที่แล้ว

    Camera ru ta zoom Kariki news telecast karithantu kain pani ku galu

  • @Tapa120
    @Tapa120 2 ปีที่แล้ว

    Om namah shivaya

  • @lingarajpradhan8473
    @lingarajpradhan8473 2 ปีที่แล้ว

    Prabhu jagannath apananka atma ku santi deantu 🙏🙏

  • @yadavpurnachndra2097
    @yadavpurnachndra2097 2 ปีที่แล้ว

    ODRAF ର ଅଭିଗ୍ୟଂତା ଏବଂ ଉପକରଣ ର ଅଭାବ ଯୋଗୁଁ ତିନି ପ୍ରାଣୀ ଗଲା । ଏଥିପାଇଁ ODRAF ଅଧିକାରୀ ସମ୍ପୂର୍ଣ୍ଣ ରୂପେ ଦାୟୀ

  • @subhalagana3751
    @subhalagana3751 2 ปีที่แล้ว +41

    Rip Arindam sir🙏🙏

  • @chikunayak3994
    @chikunayak3994 2 ปีที่แล้ว +1

    Nice vai

  • @lipsamohanty58
    @lipsamohanty58 2 ปีที่แล้ว +23

    Major mistake : there should have been 2 rafts. One closer to the elephant n the other lil far with reporters. At least wen one raft tumbled others available on the other raft could have rescued. So so sad n painful to watch this.. RIP

  • @AshaRani-ih3vr
    @AshaRani-ih3vr 2 ปีที่แล้ว

    ହାତୀ ପାଇଁ ବହୁମୂଲ୍ୟ ମଣିଷର ପ୍ରାଣ କ୍ଷତି ହୋଇଛି

  • @priyadarshinidas8895
    @priyadarshinidas8895 2 ปีที่แล้ว +4

    Arindam Das rip🙏😭🙏

  • @sumitradas7219
    @sumitradas7219 2 ปีที่แล้ว +3

    Rip Arindam...jay Jagannath

  • @chitralekhadash9653
    @chitralekhadash9653 2 ปีที่แล้ว

    ଅରିନଦମ ଓଡ଼ଡିଶାର ହିରୋ ଥିଲେ

  • @jyotirajpadmanacharya
    @jyotirajpadmanacharya 2 ปีที่แล้ว +19

    It was completely immaturish narrow sighted suicidal coverage for which ODRAF team was underprepared.

    • @viralnews3238
      @viralnews3238 2 ปีที่แล้ว +1

      Sad song th-cam.com/video/gm4qu48Whpk/w-d-xo.html

  • @sabitanayak2175
    @sabitanayak2175 2 ปีที่แล้ว

    Solut bhai

  • @DeepakDeepak-zf2lc
    @DeepakDeepak-zf2lc 2 ปีที่แล้ว

    Aridam sir 🙏👍

  • @samirranjanpani9599
    @samirranjanpani9599 2 ปีที่แล้ว +1

    Bhagwan Arindam Bhai nka Atma ku sadgati Diantu

  • @patramk01
    @patramk01 2 ปีที่แล้ว +44

    It's a very sad news for all. Really We miss u a legend in journalism forever 🙏🙏🙏🙏❤❤❤❤🙏🙏🙏🙏. RIP😭😭😭🙏🙏🙏.

    • @arunpatjosy
      @arunpatjosy 2 ปีที่แล้ว +2

      Reporter boat re jibar nathila... Journalist nka Saha jaha hela sethipain mu dukhita... Se Sethi jai kana adhika news ta dauthile..tanka pain nija ra kubuddhi jogu 6000000 sahayata milila . Kintu sarakara nka ku budhi jogun jyoti nku 400000 kahiki?

    • @kirtanofficialstatus9783
      @kirtanofficialstatus9783 2 ปีที่แล้ว +1

      Jay Jagannath 🙏🙏🙏 rip

    • @gcmstudio4915
      @gcmstudio4915 2 ปีที่แล้ว

      Adhika Kadhua Banda News Reporter Aau odraf Team Bholo hei chi Publicity Darkar Nio Publicity PHOTO HAHAHA 😂😂😂🤣😘💩😘LOL

  • @rbtalkss2631
    @rbtalkss2631 2 ปีที่แล้ว

    Om santi

  • @banitapal917
    @banitapal917 2 ปีที่แล้ว +1

    Our rescue is in our hand...so be safe our life...we can get everything bt life is not... very heartbreaking 😭😭

  • @ashokkumardas1634
    @ashokkumardas1634 2 ปีที่แล้ว +5

    Elephant Tiku panire pakai taku manusya mane jagikari janisuni hairan karajauchhi.

  • @saiarts4617
    @saiarts4617 2 ปีที่แล้ว

    Jay🙏 Jagannath

  • @SANDEEP-tf7ew
    @SANDEEP-tf7ew 2 ปีที่แล้ว

    Ganapati bapa morya 🙏

  • @Megastic_brand4725
    @Megastic_brand4725 2 ปีที่แล้ว

    Nise

  • @unknownfacts1323
    @unknownfacts1323 2 ปีที่แล้ว +53

    Can't believe he is no more 😭😭😭
    R.I. P ARINDAM SIR 🙏🙏🙏🙏🙏🙏

    • @viralnews3238
      @viralnews3238 2 ปีที่แล้ว

      th-cam.com/video/gm4qu48Whpk/w-d-xo.html sad vdo

  • @spgyan7010
    @spgyan7010 2 ปีที่แล้ว +1

    Heart Breaking Rip Arindam sir

  • @gamingwithx9453
    @gamingwithx9453 2 ปีที่แล้ว

    MISS YOU ❤️❤️ ARINDAM

  • @DipakKumar-kk4jh
    @DipakKumar-kk4jh 2 ปีที่แล้ว +1

    Sai😭

  • @sipupatro1742
    @sipupatro1742 2 ปีที่แล้ว

    The first to

  • @pravatkumarnayak533
    @pravatkumarnayak533 2 ปีที่แล้ว +24

    Rip Arindam 😣🙏

    • @viralnews3238
      @viralnews3238 2 ปีที่แล้ว

      th-cam.com/video/gm4qu48Whpk/w-d-xo.html sad vdo

  • @theworldis1
    @theworldis1 2 ปีที่แล้ว +2

    Besi Josh na khae Kama kale bhala huanta .

  • @LalatenduSwain
    @LalatenduSwain 2 ปีที่แล้ว

    ସମସ୍ତେ ଅରବିନ୍ଦ କାହିଁକି ହଉଛ ? ଆଉ ଜଣେ ବି ମାରିଛନ୍ତି , ସିଏ କଣ ମଣିଷ ନୁହେଁ ନା ତାଙ୍କର ପରିବାର ନଥିଲା ?

  • @reemapatel5673
    @reemapatel5673 2 ปีที่แล้ว

    Heart breaking news...sai nath samastanku saha hua bhagwan

  • @amarmalik2265
    @amarmalik2265 2 ปีที่แล้ว

    I Miss you

  • @somanathbaral9321
    @somanathbaral9321 2 ปีที่แล้ว

    ପ୍ରକୃତି ସହିତଖେଳିଲେ ଦଣ୍ଡ ଭୋଗିବାକୁ ପଡ଼ିବ

  • @purnima5747
    @purnima5747 2 ปีที่แล้ว

    Hai Narayan 🙏🏻🙏🏻🙏🏻