ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ସାର୍ ଏଇ ଭଳି ଲୋକ ମନ୍ତ୍ରୀ ହେବା ଦରକାର
ବହୁତ ଖୁସି ଲାଗିଲା ଅମରେନ୍ଦ୍ର ବାବୁଙ୍କ ଅବଦାନ ନିମନ୍ତେ ତାଙ୍କୁ ଅନେକ ଧନ୍ୟ ବା ଦ
ଅମେରନ୍ଦ୍ର ଦାସ ଙ୍କ ଭଳିଆ ନେତା ଓଡିଶା ଚାହୁଁଛି
Naai ma. Nuaa nuaa josh.
@@mohantykhokaଫାଲତୁ କଥା କୁହନ୍ତୁନି
Tu bedha chhua Sankara chhua, Tote bhala lagibani@@ragaarusaaexpress
@@ragaarusaaexpress emiti kete aasileni, galeni. Naveen start re bhi sudden visit maariki suspend karithile.
Very good bhai
ଧନ୍ୟବାଦ MLA ବାବୁ ' ମୋ ତରଫରୁ ଆନ୍ତରିକ କୃତଜ୍ଞତା
ଅନେକ ପୋଲିସ୍ ଅଫିସର୍ ନିଜକୁ ବାହୁବଳୀ ବୋଲି ଭାବୁଛନ୍ତି . ସେମାନଙ୍କୁ ବିଜେପି MLA ମାନେ ସାବାଡ୍ କରନ୍ତୁ.
Bina Paisa na dele police complain lekhantini...karana most of police officers lancha dei police chaakri paichanti 🎉
Prasant jagdev jibe kuaade...
Right.
Right
@@factsunloaded4808TRUE
ସାଧାରଣ ଜନତାଙ୍କ ଶକ୍ତି,ସାହାସ, ଭରସା ଓ ବିଶ୍ଵାସର ପ୍ରତୀକ ଆମ ସମସ୍ତଙ୍କ ପ୍ରିୟ ଟିଟୁ ଭାଇ।🧡🚩
ଧନ୍ୟବାଦ ସାର୍, ଏହାଙ୍କୁ ତୁରନ୍ତ ସସ୍ପେଟ କରାଯାଉ ।
ଜଗତସିଂହପୁର ଆପଣ ଙ୍କ ପରି ନେତୃତ୍ୱ ପାଇଁ ଗର୍ବିତ
ଏମିତି ବ୍ୟବହାର ପୋଲିସ ଷ୍ଟେସନ ଯିବାକୁ ଲୋକ ଇଛା କରୁନାହାନ୍ତି...... Titu Bhai seriously ଆପଣଙ୍କୁ salut.....
ଏଇଭଳିଆ ପୋଲିସ ଙ୍କୁ public ମାଡ଼ ଦରକାର❤❤❤❤
ଏବେ ବି ଓଡିଶା ପୋଲିସ ର ବିଜେଡି ପ୍ରେମ ଛାଡ଼ିନୀ
😂
ଏଇଟା ସତ କଥା ଲୋକମାନେ ଡରନ୍ତି ଥାନାକୁ ଯିବାକୁ କାରଣ ଭୁଲରେ ବି ଯଦି ପୋଲିସକୁ ଖରାପ ଲାଗିଲା ଭଳି ପାଟିରୁ କିଛି ବାହାରିଗଲା ଏମାନେ ବିନା କାରଣରେ ସେ ଲୋକକୁ ଜୀବନରୁ ମାରି ଦେହ ଖରାପ ଥିବାରୁ ଲୋକ ମରିଗଲା ବୋଲି କୁହନ୍ତି, ପୋଲିସ ଗୁଡା ହଉଚନ୍ତି ଜାରଜ ଆଉ ବେଶ୍ୟା
satakatha kahile bhai
ମାଲକାନଗିରି କୁ ପଠାଓ ଜୀବନର ମୂଲ୍ୟ କଣ ଜାଣିବ ସେ
Bhai malkangiri re kichi nai , mui 3 thara jaiki asilini 😂
ଏମିତି police କୁ public ମାଡ ଦରକାର ମାଲକାନଗିରି ପଠେଇ ଦିଅ
ଆପଣଙ୍କ ଭଳି ନେତା ସାରା ଓଡ଼ିଶାବାସୀ ଚାହୁଁ ଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍
ସମସ୍ତ MLA MP ଏଇଭଳି ହେବା ଦରକାର ଧନ୍ୟବାଦ ସାର
ଜୟ ଅମରେନ୍ଦ୍ର ଭାଇ 🙏🙏
ପୋଲିସ ବାବୁମାନଙ୍କ ଶିକ୍ଷାର ଦରକାର ଅଛି।
Magia police jibanara au sudhiri bani kata govt chanja helani guda handiki janda lagi Jai chanti bhai he
ସିର ଏମାନଙ୍କୁ ବିଜେଡି ସରକାର ମୁହଁ ବଢିଆ କରିଛି ସମସ୍ତ ଜିଲ୍ଲାର ବିଧାୟକ ଏପରି ପଲିସୀ ଙ୍କୁ ଶାସନ କରିବା ଉଚିତ ସାରଙ୍କ ପାଇଁ ମୋ ତରଫରୁ 🙏🙏🙏🙏🙏
ଏ ପୋଲିସ ମାନକୁ ନକ୍ସଲ ଏରିଆ କୁ ଟ୍ରାନ୍ସଫର୍ କରିଦିଅ😊😊😊
ଏମିତି କଲେ ତାଙ୍କ ର ଫାଟି ଯିବ 😅😅😅
ପୋଲିସ ଅଫିସର ଙ୍କୁ ତାଗିଦ କରନ୍ତୁ ।ସେମାନେ କଣ ଭାବୁଛନ୍ତି ନିଜକୁ !
ସତରେ ଭାଇ ଆପଣ ଙ୍କ ଭଳିଆ ଲୋକ ଟିକେ ଦରକାର ଆମ ମାନଙ୍କର ଟିକେ ସାହାସ ବଢନ୍ତା 👍👍🙏🙏
ଭାଇ ଏଇ ହଉଚି ରାମରାଜ୍ୟ
ପୋଲିସ ବାବୁଙ୍କ ପୁରୁଣା ଅଭ୍ୟାସ ଅଛିତ ବ୍ୟବହାର ପରିବର୍ତ୍ତନ ହେବାକୁ ସମୟ ଲାଗିବ
Police magia mana lancha pai nua Ain asithila bahuta bhala huanta bhai
ସତ କଥା ସାରା ଓଡ଼ିଶାରେ ଏ ଅବସ୍ଥା ଏବଂ ଅପଣଂକୁ ଧନ୍ୟବାଦ 🙏🙏
ମନ କିନିନେଲେ ସାର।ଓଡ଼ିଶାବାସୀ ଏଇଆ ଚାହାନ୍ତି।
ଅମରେନ୍ଦ୍ର ବାହୁବଳୀ ❤❤❤ ଜଗତସିଂହପୁର ଜିଲ୍ଲାର ଗର୍ବ,,,, ଚମତ୍କାର ବ୍ୟବହାର, ସଂସ୍କାର ❤❤❤ ହୃଦୟଷ୍ପର୍ଶି ❤❤❤❤❤
Best politician.. I love him..Entire Jagatsinghpur loves him
Ek no1 neta
ବାସ୍ତବରେ ଏହିଭଳି ଜନପ୍ରତିନିଧି ଦରକାର। ଅନ୍ଯ MLA ମାନେ ଏହି ସାର୍ ଙ୍କୁ ଅନୁସରଣ କରନ୍ତୁ ।
MLA Sir you are absolutely right. I salute you
ବହୁତ ବହୁତ ଧନ୍ୟବାଦ ସାର୍ ,ଏମିତି ଯଦି ନେତାମାନେ ଲୋକ ମାନଙ୍କ ପଛରେ ରହିବେ, ଜନତା ଆପଣଙ୍କୁ ଜୀବନ ସାରା ଭୁଲି ପାରିବେ ନାହିଁ,ଆପଣ ଯୋଉ ଦଳର ହୁଅନ୍ତୁ ନା କାହିଁକି ଆପଣଙ୍କୁ ମୋର କୋଟି କୋଟି ନମସ୍କାର
Odisha want like this leader.May almighty up keep him CM in Odisha
ଏହିଭଳି ଥାନା ଅଧିକାରୀ ଙ୍କୁ ତୁରନ୍ତ ବହିଷ୍କୃତ କରିବା ଦରକାର ।
Very Right sir 🙏🙏
ଅନ୍ୟ ଜନପ୍ରତିନିଧି ମାନେ ଅମରେନ୍ଦ୍ର ବାବୁ ପାଖରୁ ଶିଖନ୍ତୁ ଓ ସବୁ PS ରେ ଯାଇ କୁହନ୍ତୁ ଯେ ସବୁ ଲୋକଙ୍କୁ ଭଲ ବ୍ୟବହାର କରନ୍ତୁ 😮
ସବୁ ଥାନା ରେ check କରାଯାଉ ସବୁଠି ଏଇ ଲିଳା ଚାଲିଛି,,,,, ସୁଧୁରି ଯାଅ ରେ 🎉🎉🎉🎉🎉🎉🎉🎉
ପୋଲିସ୍ ମାନଙ୍କୁ ଏଇ ଭଲି ନେତା ଦରକାର
ଏହାକୁ କହନ୍ତି ଗଣତନ୍ତ୍ର ଲୋକ ମାନଙ୍କର ଲୋକ ମାନଙ୍କ ପାଇଁ ଲୋକଙ୍କ ଦ୍ଵାରା ଅଫିସର ରାଜ୍ ଖତମ ହେଉ ଧନ୍ୟବାଦ ଅମରେନ୍ଦ୍ର ବାବୁ
ଅମରେନ୍ଦ୍ର ଭାଇ ଆପଣ ଙ୍କୁ ବହୁତ୍ ଧନ୍ୟବାଦ୍, ଲୋକ ହେଉଛନ୍ତି ଚଳନ୍ତି ଭଗବାନ୍ ତାଙ୍କ ହୃଦୟରୁ ଜେଉଁ କୋହୋ ର asirbad ଭଳି ହେବ 🎉❤❤❤
Great sir 👍
ଧନ୍ୟବାଦ ସାର୍ ସବୁ ସମୟରେ ଏପରି କି ସାହାଯ୍ୟ କରନ୍ତୁ
Sir ଆପଣଙ୍କ ପଛ ପଟେ ପରା ନବୀନ ପଟନାୟକ ଙ୍କ ନିୟମ ଗୁଡାକ ଲଗା ଯାଇଛି, ଦେଖନ୍ତୁ.
ଯଦି mla ନିଜ personal ଲୋକଙ୍କ ପାଇଁ ନ ଯାଇକି ସାଧାରଣ ଜନତା ଙ୍କ ପାଇଁ ଯାଇଛନ୍ତି। ତା ହେଲେ 🙏🙏💗♥️♥️ ଅମରେନ୍ଦ୍ର ଦାସ। ନିଜ ଦାୟିତ୍ୱ ଭଲ ଭାବରେ କରୁଛନ୍ତି
Absolutely right attitude of the hon'ble MLA.
Yes 👍👍👍👍👍👍👍👍
Bahut badhiea
Dhanyabad
Very Good jaiho
Bahut Badia
ଏମିତି କରିବା ଦରକାର ଆଗକୁ ଜୟ ଜୟ ହେବ
Salute to the Great Leader
ବିଜେଡି ଦଲାଲ ମାଗିହାଁ ମାନଙ୍କୁ ଉତ୍ତମ ମଧ୍ୟମ ଦିଅନ୍ତୁ ଆପଙ୍କ ସରକାର ଅଛି
great job sir
ଅତି ସୁନ୍ଦର ପଦକ୍ଷେପ ନେଇଛନ୍ତି ପ୍ରିୟ ଅମରେନ୍ଦ୍ର ସାର 🙏
जन नायक ऐसा होना चाहिए बधाई हो सादर प्रणाम महोदय
ୟେ ମାନେ ସୁଧୁରି ବେନି ଖାଲି ଉପରି ଦରକାର
ଅତ୍ୟନ୍ତ ନମନୀୟ ଭାଷା ଓ ମିଷ୍ଟ ଭାଷୀ ବିଧାୟକ ଜଣେ ।
ପୋଲିସ ପାଟିରେ କଣ ବା*ମରାହେଇଛି ଉତ୍ତର ଦଉନୁ ଆଉ କାଗଜ ଦରକାର ହେଲେ M. A. L ମହାଶୟ ଦେବେ 😄😄😄
ସେ ପୋଲିସ ମୁଁହ ଟା ଦେଖା camera man 😁😁😁😁😁😁 ଯୋଉ ମାନେ ଅନ୍ୟ କୁ ବେବହାର ଖରାପ କରନ୍ତି ସେ ଦୋଷ ନିଜର ନୁହେଁ ସେ ଦୋଷ ତା ବୋଉ ର
Thank you ଅମରେନ୍ଦ୍ର sir
Sir koti koti 🙏🙏🙏🙏🙏
ଧନ୍ୟବାଦ sir 👌🙏♥️
ଅଶେଷ ଧନ୍ୟବାଦ, sir
ଏମିତି mla ନିହାତି ଦରକାର ଓଡ଼ିଶା ରେ ଧନ୍ୟବାଦ୍ sir ❤
ଜୟ ଅମରେନ୍ଦ୍ର ❤❤❤
ଧନ୍ୟବାଦ ସାର୍
ପ୍ରିୟ ମୋହନ ବାବୂ ଆପଣଙ୍କ ଦଳୀୟ କର୍ମୀଙ୍କୁ ଧନ୍ୟବାଦ, କିନ୍ତୁ ମୋର ଅନୁରୋଧ ରୋଗର ମୂଳକୁଖୋଜି ବାହାର କରି ଔଷଧ ଦେଲେ ରୋଗ ସମୂଳେନାଶ ହେବା ସଙ୍ଗେ ଜନ ସାଧାରଣଙ୍କୁ ପୁନର୍ବାର ଏହିରୋଗ ଆକ୍ରମଣ କରି ପାରିବନି l
Thanks sir 🙏🙏🙏🙏🙏🙏
ସବୁ ନେତା ଏହି ଭଳି ହବା ଦରକାର 👍👍
ଭଉତ ବଢିଆ ଅମରେନ୍ଦ୍ର ଦାସ ସତରେ ଲୋକ ମାନଙ୍କ ପାଇଁ ଲଢ଼ି ଯିବା ମଣିଷ ହେଲେ ଅମରେନ୍ଦ୍ର ଦାସ.
ପୋଲିସ ଭୟରେ ଲୋକ ଥାନାକୁ ପାଉନାହାଁନ୍ତି
ଧନ୍ୟବାଦ
ଧନ୍ୟବାଦ୍ ଆଜ୍ଞା
ପରିବର୍ତ୍ତନ ଏଥିପାାଇଁ ହୋଇଛି , ସାବାସ୍ ମାନ୍ୟବର ବିଧାୟକ ମହୋଦୟ
ଏ ଭଳିଆ ସବୁ ନେତା ହେବା ଦରକାର ପୋଲିସ ମାନେ ଆଉ କାହାକୁ ମାନୁ ନାହାନ୍ତି ତାଙ୍କ ପାଇଁ କିଛି ଦଣ୍ଡ ହବ ଦରକାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ sir 🙏🙏🙏
Excellent. This is called democracy. Of the people, by the people for the people.
Thank you sair ❤❤❤❤🎉🎉🎉
ଆମ ଓଡ଼ିଶା ଅମରେନ୍ଦ୍ର ଭାଇ ଙ୍କ ଭଳି ନେତା ଚାହୁଛନ୍ତି
Thank you so much
ଯାଗୋ ଓଡ଼ିଶା ଯାଗୋ ........
ସାରେ ଆମ କୋଣାର୍କ ଥାନା ବାଲା ଲୋକଙ୍କୁ ପୋକ ମାଛି ପରି ବ୍ୟବହାର କରୁଛନ୍ତି ଏବଂ ଶହେ ନମ୍ବରକୁ ଫୋନ କରି ଜଣାଇଲେ ଜାଗାକୁ ଜମା ଆସୁନାହାନ୍ତି ମିଛରେ କୁହନ୍ତି ଗାଡ଼ି ପେଟ୍ରୋଲିଙ୍ଗୀରେ ଯାଇଛି ସକାଳ ପର୍ଯ୍ୟନ୍ତ ବି ଦେଖା ହୁଅନ୍ତି ନାହିଁ
Dhanyavaad🙏🙏🙏🙏
Grt person good job 👍 ଅମରେନ୍ଦ୍ର ଭାଇ,good step
ଏମତି ନେତା ଦରକାର ଓଡ଼ିଆ ବାଶୀଙ୍କୁ 🎉
ସମସ୍ତେ ଏମିତିକି MAL Sir bhali ହେବା ଦରକାର very good Sir 👍💯❣️
Thank you so much sir ❤❤❤
Good 👍
କେବଳ ପୋଲିସ ବାବୁ ଅଛନ୍ତି ଅନ୍ୟ ଅଫିସ ର ବାବୁ ମାନେ ବି ସାଧାରଣ ଲୋକଙ୍କ ସହ କେମିତି ବ୍ୟବହାର କରୁଛନ୍ତି ତାହା ବି ଅନୁସନ୍ଧାନ କରନ୍ତୁ😊
I Respect your Inspection report Jay Jagannath 🙏🙏🙏🙏
Welcome Amarendra bhai 🙏🙏Bhai Apana nka nisthapara lagi loka Win karuchhanti.Thanks brother
Thanks news ❤
ସାର ପୁଲିସ କେବଳ ଧନି ଲୁକଙ୍କ ପାଏ
Danyabad sir
Sir bhala katha kahuchanti namaste 🙏 ♥️
ସାରେ, ଆପଣ ଯାହା କହିଲେ ଠିକ୍, ପୋଲିସଙ୍କ ବ୍ୟବହାର ସକାଶେ ଲୋକମାନେ ଭୟ କରୁଛନ୍ତି, କିଛି ନେତାଙ୍କ ସପୋଟ ରହୁଛି ତାଙ୍କ ଉପରେ
ଆମର ଜଗତସିଂହପୁର ର ପ୍ରିୟ ବିଧାୟକ, ଆମର ବଡ଼ ଭାଇ ଟିଟୁ ଭାଇ full action mood ରେ ❤ ଆଉ ଦୁର୍ନୀତି ଚଳିବ ନାହିଁ
Thanks Sir
ସାର ଆପଣ ଙ୍କ ପରି M l A ଦରକାର
ନେତା ହେବ ତୋ ଏମିତି .❤❤❤ଅନ୍ୟ ନେତା ମାନେ କିଛି ଶିଖନ୍ତୁ SIR ଙ୍କ ପାଖରୁ ... ଏମିତି ପୋଲିସ୍ ଗୁଡାର ପ୍ୟାଣ୍ଟ ଖୋଲି ଦିଅନ୍ତୁ ଆଉ ନଣ୍ଡା କରି ଛାଡି ଦିଅନ୍ତୁ ....👌👌👌👌👌
Thanks you sir
Wowwwww jabarjast action sir 👍👍👍🙏🙏🙏🙏🙏🙏🙏
ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ସାର୍
ଏଇ ଭଳି ଲୋକ ମନ୍ତ୍ରୀ ହେବା ଦରକାର
ବହୁତ ଖୁସି ଲାଗିଲା ଅମରେନ୍ଦ୍ର ବାବୁଙ୍କ ଅବଦାନ ନିମନ୍ତେ ତାଙ୍କୁ ଅନେକ ଧନ୍ୟ ବା ଦ
ଅମେରନ୍ଦ୍ର ଦାସ ଙ୍କ ଭଳିଆ ନେତା ଓଡିଶା ଚାହୁଁଛି
Naai ma. Nuaa nuaa josh.
@@mohantykhoka
ଫାଲତୁ କଥା କୁହନ୍ତୁନି
Tu bedha chhua Sankara chhua, Tote bhala lagibani@@ragaarusaaexpress
@@ragaarusaaexpress emiti kete aasileni, galeni. Naveen start re bhi sudden visit maariki suspend karithile.
Very good bhai
ଧନ୍ୟବାଦ MLA ବାବୁ ' ମୋ ତରଫରୁ ଆନ୍ତରିକ କୃତଜ୍ଞତା
ଅନେକ ପୋଲିସ୍ ଅଫିସର୍ ନିଜକୁ ବାହୁବଳୀ ବୋଲି ଭାବୁଛନ୍ତି . ସେମାନଙ୍କୁ ବିଜେପି MLA ମାନେ ସାବାଡ୍ କରନ୍ତୁ.
Bina Paisa na dele police complain lekhantini...karana most of police officers lancha dei police chaakri paichanti 🎉
Prasant jagdev jibe kuaade...
Right.
Right
@@factsunloaded4808TRUE
ସାଧାରଣ ଜନତାଙ୍କ ଶକ୍ତି,ସାହାସ, ଭରସା ଓ ବିଶ୍ଵାସର ପ୍ରତୀକ ଆମ ସମସ୍ତଙ୍କ ପ୍ରିୟ ଟିଟୁ ଭାଇ।🧡🚩
ଧନ୍ୟବାଦ ସାର୍, ଏହାଙ୍କୁ ତୁରନ୍ତ ସସ୍ପେଟ କରାଯାଉ ।
ଜଗତସିଂହପୁର ଆପଣ ଙ୍କ ପରି ନେତୃତ୍ୱ ପାଇଁ ଗର୍ବିତ
ଏମିତି ବ୍ୟବହାର ପୋଲିସ ଷ୍ଟେସନ ଯିବାକୁ ଲୋକ ଇଛା କରୁନାହାନ୍ତି...... Titu Bhai seriously ଆପଣଙ୍କୁ salut.....
ଏଇଭଳିଆ ପୋଲିସ ଙ୍କୁ public ମାଡ଼ ଦରକାର❤❤❤❤
ଏବେ ବି ଓଡିଶା ପୋଲିସ ର ବିଜେଡି ପ୍ରେମ ଛାଡ଼ିନୀ
😂
ଏଇଟା ସତ କଥା ଲୋକମାନେ ଡରନ୍ତି ଥାନାକୁ ଯିବାକୁ କାରଣ ଭୁଲରେ ବି ଯଦି ପୋଲିସକୁ ଖରାପ ଲାଗିଲା ଭଳି ପାଟିରୁ କିଛି ବାହାରିଗଲା ଏମାନେ ବିନା କାରଣରେ ସେ ଲୋକକୁ ଜୀବନରୁ ମାରି ଦେହ ଖରାପ ଥିବାରୁ ଲୋକ ମରିଗଲା ବୋଲି କୁହନ୍ତି, ପୋଲିସ ଗୁଡା ହଉଚନ୍ତି ଜାରଜ ଆଉ ବେଶ୍ୟା
satakatha kahile bhai
ମାଲକାନଗିରି କୁ ପଠାଓ ଜୀବନର ମୂଲ୍ୟ କଣ ଜାଣିବ ସେ
Bhai malkangiri re kichi nai , mui 3 thara jaiki asilini 😂
Right
ଏମିତି police କୁ public ମାଡ ଦରକାର
ମାଲକାନଗିରି ପଠେଇ ଦିଅ
ଆପଣଙ୍କ ଭଳି ନେତା ସାରା ଓଡ଼ିଶାବାସୀ ଚାହୁଁ ଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍
ସମସ୍ତ MLA MP ଏଇଭଳି ହେବା ଦରକାର ଧନ୍ୟବାଦ ସାର
ଜୟ ଅମରେନ୍ଦ୍ର ଭାଇ 🙏🙏
ପୋଲିସ ବାବୁମାନଙ୍କ ଶିକ୍ଷାର ଦରକାର ଅଛି।
Magia police jibanara au sudhiri bani kata govt chanja helani guda handiki janda lagi Jai chanti bhai he
ସିର ଏମାନଙ୍କୁ ବିଜେଡି ସରକାର ମୁହଁ ବଢିଆ କରିଛି ସମସ୍ତ ଜିଲ୍ଲାର ବିଧାୟକ ଏପରି ପଲିସୀ ଙ୍କୁ ଶାସନ କରିବା ଉଚିତ ସାରଙ୍କ ପାଇଁ ମୋ ତରଫରୁ 🙏🙏🙏🙏🙏
ଏ ପୋଲିସ ମାନକୁ ନକ୍ସଲ ଏରିଆ କୁ ଟ୍ରାନ୍ସଫର୍ କରିଦିଅ😊😊😊
ଏମିତି କଲେ ତାଙ୍କ ର ଫାଟି ଯିବ 😅😅😅
ପୋଲିସ ଅଫିସର ଙ୍କୁ ତାଗିଦ କରନ୍ତୁ ।
ସେମାନେ କଣ ଭାବୁଛନ୍ତି ନିଜକୁ !
ସତରେ ଭାଇ ଆପଣ ଙ୍କ ଭଳିଆ ଲୋକ ଟିକେ ଦରକାର ଆମ ମାନଙ୍କର ଟିକେ ସାହାସ ବଢନ୍ତା 👍👍🙏🙏
ଭାଇ ଏଇ ହଉଚି ରାମରାଜ୍ୟ
ପୋଲିସ ବାବୁଙ୍କ ପୁରୁଣା ଅଭ୍ୟାସ ଅଛିତ ବ୍ୟବହାର ପରିବର୍ତ୍ତନ ହେବାକୁ ସମୟ ଲାଗିବ
Police magia mana lancha pai nua Ain asithila bahuta bhala huanta bhai
ସତ କଥା ସାରା ଓଡ଼ିଶାରେ ଏ ଅବସ୍ଥା ଏବଂ ଅପଣଂକୁ ଧନ୍ୟବାଦ 🙏🙏
ମନ କିନିନେଲେ ସାର।ଓଡ଼ିଶାବାସୀ ଏଇଆ ଚାହାନ୍ତି।
ଅମରେନ୍ଦ୍ର ବାହୁବଳୀ ❤❤❤ ଜଗତସିଂହପୁର ଜିଲ୍ଲାର ଗର୍ବ,,,, ଚମତ୍କାର ବ୍ୟବହାର, ସଂସ୍କାର ❤❤❤ ହୃଦୟଷ୍ପର୍ଶି ❤❤❤❤❤
Best politician.. I love him..Entire Jagatsinghpur loves him
Ek no1 neta
ବାସ୍ତବରେ ଏହିଭଳି ଜନପ୍ରତିନିଧି ଦରକାର। ଅନ୍ଯ MLA ମାନେ ଏହି ସାର୍ ଙ୍କୁ ଅନୁସରଣ କରନ୍ତୁ ।
MLA Sir you are absolutely right. I salute you
ବହୁତ ବହୁତ ଧନ୍ୟବାଦ ସାର୍ ,ଏମିତି ଯଦି ନେତାମାନେ ଲୋକ ମାନଙ୍କ ପଛରେ ରହିବେ, ଜନତା ଆପଣଙ୍କୁ ଜୀବନ ସାରା ଭୁଲି ପାରିବେ ନାହିଁ,ଆପଣ ଯୋଉ ଦଳର ହୁଅନ୍ତୁ ନା କାହିଁକି ଆପଣଙ୍କୁ ମୋର କୋଟି କୋଟି ନମସ୍କାର
Odisha want like this leader.
May almighty up keep him CM in Odisha
ଏହିଭଳି ଥାନା ଅଧିକାରୀ ଙ୍କୁ ତୁରନ୍ତ ବହିଷ୍କୃତ କରିବା ଦରକାର ।
Very Right sir 🙏🙏
ଅନ୍ୟ ଜନପ୍ରତିନିଧି ମାନେ ଅମରେନ୍ଦ୍ର ବାବୁ ପାଖରୁ ଶିଖନ୍ତୁ ଓ ସବୁ PS ରେ ଯାଇ କୁହନ୍ତୁ ଯେ ସବୁ ଲୋକଙ୍କୁ ଭଲ ବ୍ୟବହାର କରନ୍ତୁ 😮
ସବୁ ଥାନା ରେ check କରାଯାଉ ସବୁଠି ଏଇ ଲିଳା ଚାଲିଛି,,,,, ସୁଧୁରି ଯାଅ ରେ 🎉🎉🎉🎉🎉🎉🎉🎉
ପୋଲିସ୍ ମାନଙ୍କୁ ଏଇ ଭଲି ନେତା ଦରକାର
ଏହାକୁ କହନ୍ତି ଗଣତନ୍ତ୍ର ଲୋକ ମାନଙ୍କର ଲୋକ ମାନଙ୍କ ପାଇଁ ଲୋକଙ୍କ ଦ୍ଵାରା ଅଫିସର ରାଜ୍ ଖତମ ହେଉ ଧନ୍ୟବାଦ ଅମରେନ୍ଦ୍ର ବାବୁ
ଅମରେନ୍ଦ୍ର ଭାଇ ଆପଣ ଙ୍କୁ ବହୁତ୍ ଧନ୍ୟବାଦ୍, ଲୋକ ହେଉଛନ୍ତି ଚଳନ୍ତି ଭଗବାନ୍ ତାଙ୍କ ହୃଦୟରୁ ଜେଉଁ କୋହୋ ର asirbad ଭଳି ହେବ 🎉❤❤❤
Great sir 👍
ଧନ୍ୟବାଦ ସାର୍ ସବୁ ସମୟରେ ଏପରି କି ସାହାଯ୍ୟ କରନ୍ତୁ
Sir ଆପଣଙ୍କ ପଛ ପଟେ ପରା ନବୀନ ପଟନାୟକ ଙ୍କ ନିୟମ ଗୁଡାକ ଲଗା ଯାଇଛି, ଦେଖନ୍ତୁ.
ଯଦି mla ନିଜ personal ଲୋକଙ୍କ ପାଇଁ ନ ଯାଇକି ସାଧାରଣ ଜନତା ଙ୍କ ପାଇଁ ଯାଇଛନ୍ତି। ତା ହେଲେ 🙏🙏💗♥️♥️ ଅମରେନ୍ଦ୍ର ଦାସ। ନିଜ ଦାୟିତ୍ୱ ଭଲ ଭାବରେ କରୁଛନ୍ତି
Absolutely right attitude of the hon'ble MLA.
Yes 👍👍👍👍👍👍👍👍
Bahut badhiea
Dhanyabad
Very Good jaiho
Bahut Badia
ଏମିତି କରିବା ଦରକାର ଆଗକୁ ଜୟ ଜୟ ହେବ
Salute to the Great Leader
ବିଜେଡି ଦଲାଲ ମାଗିହାଁ ମାନଙ୍କୁ ଉତ୍ତମ ମଧ୍ୟମ ଦିଅନ୍ତୁ ଆପଙ୍କ ସରକାର ଅଛି
great job sir
ଅତି ସୁନ୍ଦର ପଦକ୍ଷେପ ନେଇଛନ୍ତି ପ୍ରିୟ ଅମରେନ୍ଦ୍ର ସାର 🙏
जन नायक ऐसा होना चाहिए बधाई हो सादर प्रणाम महोदय
ୟେ ମାନେ ସୁଧୁରି ବେନି ଖାଲି ଉପରି ଦରକାର
ଅତ୍ୟନ୍ତ ନମନୀୟ ଭାଷା ଓ ମିଷ୍ଟ ଭାଷୀ ବିଧାୟକ ଜଣେ ।
ପୋଲିସ ପାଟିରେ କଣ ବା*ମରାହେଇଛି ଉତ୍ତର ଦଉନୁ ଆଉ କାଗଜ ଦରକାର ହେଲେ M. A. L ମହାଶୟ ଦେବେ 😄😄😄
ସେ ପୋଲିସ ମୁଁହ ଟା ଦେଖା camera man 😁😁😁😁😁😁 ଯୋଉ ମାନେ ଅନ୍ୟ କୁ ବେବହାର ଖରାପ କରନ୍ତି ସେ ଦୋଷ ନିଜର ନୁହେଁ
ସେ ଦୋଷ ତା ବୋଉ ର
Thank you ଅମରେନ୍ଦ୍ର sir
Sir koti koti 🙏🙏🙏🙏🙏
ଧନ୍ୟବାଦ sir 👌🙏♥️
ଅଶେଷ ଧନ୍ୟବାଦ, sir
ଏମିତି mla ନିହାତି ଦରକାର ଓଡ଼ିଶା ରେ ଧନ୍ୟବାଦ୍ sir ❤
ଜୟ ଅମରେନ୍ଦ୍ର ❤❤❤
ଧନ୍ୟବାଦ ସାର୍
ପ୍ରିୟ ମୋହନ ବାବୂ ଆପଣଙ୍କ ଦଳୀୟ କର୍ମୀଙ୍କୁ ଧନ୍ୟବାଦ, କିନ୍ତୁ ମୋର ଅନୁରୋଧ ରୋଗର ମୂଳକୁ
ଖୋଜି ବାହାର କରି ଔଷଧ ଦେଲେ ରୋଗ ସମୂଳେ
ନାଶ ହେବା ସଙ୍ଗେ ଜନ ସାଧାରଣଙ୍କୁ ପୁନର୍ବାର ଏହି
ରୋଗ ଆକ୍ରମଣ କରି ପାରିବନି l
Thanks sir 🙏🙏🙏🙏🙏🙏
ସବୁ ନେତା ଏହି ଭଳି ହବା ଦରକାର 👍👍
ଭଉତ ବଢିଆ ଅମରେନ୍ଦ୍ର ଦାସ ସତରେ ଲୋକ ମାନଙ୍କ ପାଇଁ ଲଢ଼ି ଯିବା ମଣିଷ ହେଲେ ଅମରେନ୍ଦ୍ର ଦାସ.
ପୋଲିସ ଭୟରେ ଲୋକ ଥାନାକୁ ପାଉନାହାଁନ୍ତି
ଧନ୍ୟବାଦ
ଧନ୍ୟବାଦ୍ ଆଜ୍ଞା
ପରିବର୍ତ୍ତନ ଏଥିପାାଇଁ ହୋଇଛି , ସାବାସ୍ ମାନ୍ୟବର ବିଧାୟକ ମହୋଦୟ
ଏ ଭଳିଆ ସବୁ ନେତା ହେବା ଦରକାର ପୋଲିସ ମାନେ ଆଉ କାହାକୁ ମାନୁ ନାହାନ୍ତି ତାଙ୍କ ପାଇଁ କିଛି ଦଣ୍ଡ ହବ ଦରକାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ sir 🙏🙏🙏
Excellent. This is called democracy. Of the people, by the people for the people.
Thank you sair ❤❤❤❤🎉🎉🎉
ଆମ ଓଡ଼ିଶା ଅମରେନ୍ଦ୍ର ଭାଇ ଙ୍କ ଭଳି ନେତା ଚାହୁଛନ୍ତି
Thank you so much
ଯାଗୋ ଓଡ଼ିଶା ଯାଗୋ ........
ସାରେ ଆମ କୋଣାର୍କ ଥାନା ବାଲା ଲୋକଙ୍କୁ ପୋକ ମାଛି ପରି ବ୍ୟବହାର କରୁଛନ୍ତି ଏବଂ ଶହେ ନମ୍ବରକୁ ଫୋନ କରି ଜଣାଇଲେ ଜାଗାକୁ ଜମା ଆସୁନାହାନ୍ତି ମିଛରେ କୁହନ୍ତି ଗାଡ଼ି ପେଟ୍ରୋଲିଙ୍ଗୀରେ ଯାଇଛି ସକାଳ ପର୍ଯ୍ୟନ୍ତ ବି ଦେଖା ହୁଅନ୍ତି ନାହିଁ
Dhanyavaad🙏🙏🙏🙏
Grt person good job 👍 ଅମରେନ୍ଦ୍ର ଭାଇ,good step
ଏମତି ନେତା ଦରକାର ଓଡ଼ିଆ ବାଶୀଙ୍କୁ 🎉
ସମସ୍ତେ ଏମିତିକି MAL Sir bhali ହେବା ଦରକାର very good Sir 👍💯❣️
Thank you so much sir ❤❤❤
Good 👍
କେବଳ ପୋଲିସ ବାବୁ ଅଛନ୍ତି ଅନ୍ୟ ଅଫିସ ର ବାବୁ ମାନେ ବି ସାଧାରଣ ଲୋକଙ୍କ ସହ କେମିତି ବ୍ୟବହାର କରୁଛନ୍ତି ତାହା ବି ଅନୁସନ୍ଧାନ କରନ୍ତୁ😊
I Respect your Inspection report Jay Jagannath 🙏🙏🙏🙏
Welcome Amarendra bhai 🙏🙏
Bhai Apana nka nisthapara lagi loka Win karuchhanti.
Thanks brother