Sala magana paicha ta bramhana jhia , kahuna General Jhia boli, dum aachi ta 90% mark rakhi chakari niea patha padha, 40% mark rakhi chakari Kariba ta pare darakar Bramhana jhia@@BINDASHGAMING10k
Tume rural/ urban ru belongs karu6? 1st jao yar practical servey kara sata ti jana tapare janiba real fact kn. Faltu re fb/wtsp re suni kadua ku jump marani na hele nam neba bujhila.@@Allin-jx4zr
Hardwark kara bhau sabu re subidha naucha job re b free neba ki kana, jiye financially weak st/sc achi ta pain kichi rule change heini jau ST/SC mane bada bada posts re achanti semanannka pain rule change heichi becoz ebe semane financially capable achanti au tanka next generation nku vala institute re padhei paribe so don't worry kichi change heini
Sei magiha judge manaku a kotha kie bujheiba bhai. Supreme Court Judge nuha nijaku bhagwan bhabuchanti sole dalaal gudaka jaha iccha taha verdict dauchanti.
Nai jaliba na pela jaliba.... Gandire dam achi padhiki chakiri karuna genera ame tumathu bi gariba .... Hele ame kn pauchu ... Tame dhani hele bi paeba au ame gandi marei habu...
Jadi samaste saman boli dengura pituchha tebe kn paain cota system achhi?? Jd samaste saman tebe sabu Kota utheidiajaau. Aau jie eligible se hi job paau. tebe jai kahiba samaste saman
@@Feelingsfromheart._ prathame jati hata jaou tapare cota uthiba hela ama sc cast jadi uthijaouchanti tahele general pilanka gandi re nia lagijauchi 🤣🤣🤣🤣
Jiee khai galenii semana nku semananku ebee upara cast raa saman dele v semane nije nijaku tala cast raa kahikii rastare chalei debenii kahakuu if kotaa uthibaa katha uthibaa
Odisha re bi same .. kichi ta sc & st paesa wala …. Jou mane garreva sc & st Tanku aga chakiri deva darkar …. Odisha re adivasi loka nka situation bahut kharap rahuchi .. Tanku emphasise kariba katha
Ki6i sadajantra nuha amku atyachar Karu thile boli gote bahana because Kota uthile gote b st sc pila job paibe ni na Sethi pain birodha karu6nti sabu katha re amaku atyachar Karu thile seta ku ana ni abe kie kahuku atyachar kari pariba ni khali gariba upare atyachar heba se jou cast hau
Pushparaj Kota bhitare Kota mane dhara keuta asc re kotare ase dibara kaibata Amana nku sei kotare niajiba 3 Jana nka ra aka jati kintu keuta benefit pauthila Abe dhibara au kaibata pai be sei 15% bhitare mane ACS St bhitare judha karai dele BJP sarkar atha bolile supreme court mundare
Heartiest congratulations and many many thanks to our honorable chief justice D.Y Chandrachud of the supreme court of India for a nation building reformation on " Exclude Creamy Layer from SC &ST reservation rules. Really this sub-classification was crucial for the country to build a new India. And it is already too late to introduce in our country. Here as a citizen of India, I am requesting the NDA Government particularly to the P. M Modiji to introduce this reformation, because it will be more beneficial for our country India.
Hardwark kara bhau sabu re subidha naucha job re b free neba ki kana, jiye financially weak st/sc achi ta pain kichi rule change heini jau ST/SC mane bada bada posts re achanti semanannka pain rule change heichi becoz ebe semane financially capable achanti au tanka next generation nku vala institute re padhei paribe so don't worry kichi change heini
Constitution re lekha heechi a country ra sabu nagarika saman , equal ta kn pain ate year heelani 1947 too abe parjanta kn sc.st.obc .au back word class ra development heeparuni .na semane bahut develop kaleni hele abe b kn pain general nka sahita amiti patara antara kara heeuchi .aeta kn justic😭
ଯେଉଁମାନେ କହୁଛନ୍ତି ଯେ କୋଟା ଉଠିଯାଇ ଭଲ କରିଛି ସରକାର,ସେମାନେ ଆଗ ଭାବିବା କଥା ଯେ ଯଦି ପୂର୍ବରୁ ହିଁ sc /st ପିଲା ମାନଙ୍କୁ ସମାଜ ସମାନ ଦୃଷ୍ଟି ରେ ଦେଖି ଆସିଥାନ୍ତା ତାହେଲେ ହୁଏତ ଏ କୋଟା ପଦ୍ଧତି ବି ନଥାନ୍ତା ସବୁ ସମାନ ଭାବେ ପାଠ ପଢି ନିଜ ଯୋଗ୍ୟତା ଅନୁସାରେ ଚାକିରୀ ପାଇଥାନ୍ତେ. ଖାଲି କହିଗଲେ କଣ ହବ କଥାଟା ର ମୂଳ ପର୍ଯ୍ୟନ୍ତ ଯାଆନ୍ତୁ ତା ପରେ କୁହନ୍ତୁ 🙏
ଆପଣ ଯାଉ କଥା କହିଛନ୍ତି ମୁଁ ସେଥିରେ ପୁରା ସହ ମତ. କିନ୍ତୁ ମୁଁ ଗୋଟେ କଥା କହିବାକୁ ଚାହୁଁଚି. ଏଠି କୋଟା ଉଠେଇବା କଣ ଦରକାର. ସିଧା ଜାତି ଉଠେଇଦେଲ ଅସୁବିଧା କଉଠି ରହିଲା. ଆମ ଯିବ ଜଗତରେ ତ ୨ଟି ଜାତି ଗୋଟେ, ପୁରୁଷ, ଆଉ ଗୋଟେ, ନାରୀ ଏତେ ଖେଳ କଣ ପାଇଁ.
ବହୁତ ଭଲ ହେବ sc st କୋଟା ହଟିଗଲେ sc ct ମାନେ ବ୍ରାହ୍ମଣ ଝିଅ କୁ ବାହା ହେବେ😅😂😂😂😅😂😅😅😂😂
@@modernindia209auu gota transgender 😂
Remove the category system
Sala magana paicha ta bramhana jhia , kahuna General Jhia boli, dum aachi ta 90% mark rakhi chakari niea patha padha, 40% mark rakhi chakari Kariba ta pare darakar Bramhana jhia@@BINDASHGAMING10k
ହେଉ ଆମ ଆଦିବାସୀ ଙ୍କୁ ଦରକାର ନାହିଁ କୋଟା
କିନ୍ତୁ ସରକାର ଉଚ୍ଚ ଜାତି ଓ ନୀଚ ହରିଜନ ଆଦିବାସୀ ଏମାନଙ୍କୁ ପ୍ରତେକ କ୍ଷେତ୍ର ରେ ସମାନ ଅଧିକାର ମିଳୁ ନାହିଁ କାହିଁକି? ଏମାନଙ୍କୁ ଭଲ ପାଇବା ବଦଳରେ ମିଳିଛି ଘୃଣା ଓ ଜାତି ଭେଦଭାବ ଏବଂ ଧନୀ ଓ ଗରିବ ର ପାର୍ଥକ୍ୟ।
କୋଟା ସେହିମାନଙ୍କୁ ଦିଅ ଯେଉଁ ମାନେ ଏବେ ମଧ୍ୟ ଦଳିତ ଅବହେଳିତ ଅବସ୍ଥାରେ ଅଛନ୍ତି ସମସ୍ତ sc/st ଙ୍କୁ ନାହେଁ ।
Thik kahila
ame achhu sala ama village re brahmuna jaha hauchanti amaku chuin deile kn hauchi
ବ୍ରାହ୍ମଣ ଘରେ ଆଗେ ହରିଜନ ପିଲାଟି ବାହାଘର କର ତାପରେ sc st କୋଟା ଉଠା
ହଉନି କି ହଉଛି ତ କେତେଟା କେସ୍ ରେ
Tu sala age 90% mark rakhi patha padha entrance 90% rakhi chakiri paibu ta pare bramhana ghare baha hebu
Yankara Khali sabu bele para. Jhia bohu upare najar, sethipain emananku quota dia hauchi..bujhila bhai
Tume rural/ urban ru belongs karu6? 1st jao yar practical servey kara sata ti jana tapare janiba real fact kn. Faltu re fb/wtsp re suni kadua ku jump marani na hele nam neba bujhila.@@Allin-jx4zr
ଦେଶର ମଙ୍ଗଳ ପାଇଁ ସୁନ୍ଦର ପଦକ୍ଷେପ
Government survey କରିବା ଉଚିତ୍ ଯେ ନିଜ state ରୁ କେତେ ଲୋକ କଉ catagory ର ଦାଦନ ଖଟିବାକୁ ଯାଉଛନ୍ତି।
ତାପରେ କୋଟା hatantu
Right❤
Right 👍🏻👍🏻👍🏻👍🏻
Au keu category besi govt job karu6t dekhiba katha
Hardwark kara bhau sabu re subidha naucha job re b free neba ki kana, jiye financially weak st/sc achi ta pain kichi rule change heini jau ST/SC mane bada bada posts re achanti semanannka pain rule change heichi becoz ebe semane financially capable achanti au tanka next generation nku vala institute re padhei paribe so don't worry kichi change heini
@@SSsuraj678 government ra karya karita baki ochhi dekhiba , sunani to hei jaichhi
କୋଟା ଉଠେଇ ଦିଅ ସମସ୍ତେ ସମାନ ହେଲେ ମୁଁ sc caste ବ୍ରାହ୍ମଣ ଝିଅ କୁ marriage କରିପାରିବି ତ ?
Sei magiha judge manaku a kotha kie bujheiba bhai.
Supreme Court Judge nuha nijaku bhagwan bhabuchanti sole dalaal gudaka jaha iccha taha verdict dauchanti.
Sata kahila bhai
Thare try mariki dekhe....
Yes 💯
kounasi brahamana jhia marriages Kariba pain Raji hele asubidha nahin ta Tate.
ଆଦିବାସୀ ଙ୍କ ଦାନା ମାରି ଛ ଧର୍ମ ସାହିବନୀ
ବହୁତ ସୁନ୍ଦର ପଦ୍ ଖ୍ୟପ୍ st sc କୁ ଦେଖୁଥିଲେ ଜାତୀ ବହନ କରି,କଣ obc ରେ ସମସ୍ତେ ମହାଜନ କି obc ରେଥିବା ଗରିବ ଲୋକ କଷ୍ଟ ରେପୁଅଝିଆ ପାଠ ପଢିବା ଇ ବେକାରେ ପଡିଛନ୍ତି,ବିକଳରେ କାନ୍ଦୁଛନ୍ତି ମଧ୍ୟ, କିନ୍ତୁ ସେଦୁଃଖ କୌଣସି ଲୋକକୁ ଜଣା ପଡୁ ନି,ତେଲ ମୁଣ୍ଡରେ ତେଲ୍ ପକାଉଛନ୍ତି, ଏ ଯେଉ ପଦ ଖେପ ବହୁତ୍ ସୁନ୍ଦର ପଦକ୍ଷେପ❤🎉
😂😂🎉🎉🎉😢
Tomor gota koro bole kohunu
Je jahar Kota mago aamor SC St Kota upare nojor bahut
ସେତକ ବୁଦ୍ଧି ନାହିଁ। ବୁଝିପାରିବନି
Ye country 2 bhaga heba
କୋଟା ରହିବା ନିହାତି ରହିବା ଦରକାର ନହେଲେ ଭାରତରେ ନିଆଁ ଜାଳିବ
Sabu uthiba
thik katha kota rahiba darkar
Nai jaliba na pela jaliba.... Gandire dam achi padhiki chakiri karuna genera ame tumathu bi gariba .... Hele ame kn pauchu ... Tame dhani hele bi paeba au ame gandi marei habu...
Jadi samaste saman boli dengura pituchha tebe kn paain cota system achhi?? Jd samaste saman tebe sabu Kota utheidiajaau. Aau jie eligible se hi job paau. tebe jai kahiba samaste saman
@@Feelingsfromheart._ prathame jati hata jaou tapare cota uthiba hela ama sc cast jadi uthijaouchanti tahele general pilanka gandi re nia lagijauchi 🤣🤣🤣🤣
Very good decision
TQ Sarkar......
ବିଜେପି କୋଟା ଉଠେଇବା ପାଇଁ ଏସବୁ ଯୋଜନା କରୁଛି sc st OBC ଭୋଟ ଦେଇ ଭୁଲ କଲେ
Hmm bhai tik kahicha
@@ajaymallik4258bhaag sala obc wala bht khusi, tame magia sc st mane gandi marao ebe
Quata uthina thik
Kai sabu bele khali basiki khaiba na kn
Yes
Sc st କୋଟା ଉଠେଇଲେ sc. St ଙ୍କୁ ସନମାନ ଦେବେକି ଅନ୍ୟ ବର୍ଗର ଲୋକ ସେଇ ପ୍ରକାର ହିଁ ଦେଖିବେ ଏ ପ୍ରକାର ପଦକ୍ଷିପ ନେଲେ ସରକାର ବି ଭାଙ୍ଗିବ ସମସ୍ତଙ୍କୁ ନେଇ ହିଁ ସରକାର ଏମିତି ହେଲେ ସବୁ sc st ସଜାଗ ଉହ
ସ୍ଵଚ୍ଛଳ ବାଲା କୋଟା ପାଇବା ଉଚିତ ନୁହେଁ। ଏ ନୀତି ବିଷୟରେ ଜାଣ ଆଗ
@@ANIL2562 kn pai agaru system achi sc st Sarkar benifit dauthile abe kn pai debeni
Sc st pilaku sabu bele nicha dustire dekhuchanti
Sabko sc order man na hin padega sarkar kuch nahi kar payaga
Sc/st kuta deba khata but jade sc/st ra bapa ke màa govment job re thi be kem ba economically strong thi be ta pae a rule Kari ch6e govment.
ଆଗେ ଗାଁ ରୁ ଛୁଆଁ ଅଛୁଆଁ ଦୂର କରନ୍ତୁ ସରକାର ହରିଜନ ହଉ ଅବା st ଲୋକ ହଉ ଯେତେବେଳେ ରକ୍ତ ଦରକାର ହଉଛି ମେଡିକାଲ ରେ ସେତେବେଳେ ତ ଗାଁ ର ଲୋକ ମାନେ କହୁନାହାନ୍ତି ଯେ ଛୋଟ ଜାତିର ଲୋକର ରକ୍ତ ଆମେ ନବୁନି ବୋଲି ଆଉ ଖାଲି ଛୁଆଁ ଅଛୁଆଁ ଯେଉଁ ଲୋକ ଛୁଆଁ ଅଛୁଆଁ ବାରିବ ତାକୁ ସିଧା ଜେଲ କୁ ପଠାଉ ଦେଖିବା ମୁଁ ଲେଖିବା ଜଦି କିଛି ତ୍ରୁଟି ଥାଏ ମୋତେ କ୍ଷମା କରିଦେବେ ଜୟ ଜଗନ୍ନାଥ 🙏🙏🙏
Right
ଏହା ଭୁଲ୍ ଅଟେ
ବହୁତ ସୁନ୍ଦର ପଦକ୍ଷେପ
Thik. Kotha
ଜାତି ରେ ପ୍ରଥାନେକହିଁ କି କୋଟା ବ୍ୟବସ୍ଥା କରାଯାଇଥିଲା?ସେ ମହା ପୁରୁଷ BR Ambedkar ଦଳିତ, ଅବହେଳିତ , ନିଷ୍ପେସିତ, ପୀଡ଼ିତ,ସମାଜରେ ଘୁନ୍ୟ ଚକ୍ଷ୍ୟୁ ରେ ନିର୍ଯ୍ୟାତିତ ଲୋକ ଙ୍କ ପାଇଁ ଏ ନିୟମ ତିଆରି କରିଥିଲେ।ଆଉ ଆଜି ବି ସେ ଜାତି ସେମିତି ନିର୍ଯ୍ୟାତିତ ହେଉଛି ସଠିକ୍ ନ୍ୟାୟ ନ ମିଳିବାରୁ ,ଅଲଗା ଜାତିର ଲୋକ ବି ଲୋଭ ର ବଶବର୍ତ୍ତୀ ହୋଇ ଓ ଛୋଟ ଜାତିର ଟିକେ ଉନ୍ନତୀ ଦେଖି ଈର୍ଷା ପରାୟନହୋଇ ସେମାନେ ବି କୋଟା ମାଗୁଛନ୍ତି। ଅଛୁଆଁ ଜାତି କୁ ପୀଡ଼ା ଦେଲେ ପୁଣି ହୋକ୍ ବି ଛଡେଇ ନେବାକୁ ଆନ୍ଦୋଳନ କରୁଛନ୍ତି, ହେଲେ ସରକାର ସୁପ୍ରିମ କୋର୍ଟ ସେ ଇନ୍ଦ୍ର ଜଳ ଭିତରେ କେମିତି ଫାଶୀ ଯାଉଛନ୍ତି! ଯଦି ସୁପ୍ରିମ କୋର୍ଟ ଙ୍କୁ ନ୍ୟାୟ ଦେବାର ଅଛି ତାହେଲେ sc /St jati ru ହୋକ୍ ଛଡାଉ ଥିବା ଜାତିକୁ ଅଲଗା କରାଯାଉ😔🙏
Bro 1 st read constitution then ask your knowledge, Kota is not a permanent thing it is for some year but the govt pull it for its benifits
100 percent right bhai
ଭାରତ ଦେଶରେ ଏବେ ସମାଜର ସମସ୍ତ ଲୋକ ଙ୍କ ପାଇଁ ଆଧୁନିକ ଭାରତର ସାମ୍ବିଧାନିକ ଆଧାର ବ୍ୟବସ୍ଥା ରେ reservation/ ସଂରକ୍ଷଣ/ କୋଟା ପରିଚାଳିତ। ଯଥା- GENERAL, EWS, OBC, MINORITY, WOMEN, SPORT, SC,ST ଇତ୍ୟାଦି।
ଯେପରିକି, General category ରେ ବ୍ରାହ୍ମଣ,କରଣ, କ୍ଷତ୍ରିୟ, ମାରଓ୍ବାଡି, ରାଜପୁତ ଜାତିର ଲୋକଙ୍କୁ ନେଇ ଗଠିତ।
EWS category ରେ ସାଧାରଣ ବର୍ଗର ସମସ୍ତ ଧନିକ ଲୋକଙ୍କ ଭିତରୁ ସମସ୍ତ ଗରିବ ଲୋକଙ୍କ ପାଇଁ ବ୍ୟବସ୍ଥା।
OBC category ରେ ଉପରୋକ୍ତ ସମସ୍ତ ସାଧାରଣ ବର୍ଗଙ୍କ ବାଦ ଅନ୍ୟାନ୍ୟ ସମସ୍ତ ଜନଜାତିର ଧନିକ ଓ ଗରିବ ସାମାଜିକ, ଶିକ୍ଷା, ରାଜନୈତିକ, ଆର୍ଥିକ କ୍ଷେତ୍ରରେ ଅବହେଳିତ ଙ୍କୁ ନେଇ ଗଠିତ।
Minority category ରେ ମନ୍ଧ ଅନେକ ଜାତିର ଲୋକଙ୍କୁ ନେଇ ଗଠିତ।
Women category ରେ ସମାଜର ସମସ୍ତ ଧରି,ଗରିବ ଏପରି କି ସମସ୍ତ ବର୍ଗର ଜାତିର ମହିଳା ଙ୍କ ପାଇଁ ଉଦ୍ଦିଷ୍ଟ।
Sports category ସେହିପରି ସମାଜ ର ସମସ୍ତ ଜାତିର ଲୋକଙ୍କୁ ନେଇ ଗଠିତ।
SC category ରେ ମନ୍ଧ ଅନେକ ଜାତିର ଲୋକମାନଙ୍କୁ ନେଇ ଗଠିତ,
ST category ମନ୍ଧ ଉପର ଲିଖିତ ସମସ୍ତ ବର୍ଗର ଜାତିର ଲୋକମାନଙ୍କ ବ୍ୟତୀତ ଲୋକ ମାନଙ୍କ ପାଇଁ ଉଦ୍ଦିଷ୍ଟ।
କିନ୍ତୁ ଏବେ ଉଚ୍ଚତମ ନ୍ୟାୟାଳୟ ଙ୍କ ଉଦ୍ୟମ ରେ "କୋଟା ଭିତରେ କୋଟା" କୁ ନେଇ ବିଶେଷ ଆଲୋଚନାର ଖୁରାକ ଯୋଗାଇଛି। ଏହି ପ୍ରସଙ୍ଗ ରେ ହଠାତ୍ ତଫସିଲଭୁକ୍ତ ଜାତି ଓ ଜନଜାତି ର ବିଷୟ କୁ ମନ ଭିତରେ ପଶି ଯାଉଛି, କ'ଣ ପାଇଁ।ପୁଣି ଏହି ବର୍ଗଙ୍କୁ ଖଣ୍ଡ ବିଖଣ୍ଡିତ କରିବାକୁ ଚକ୍ରାନ୍ତ। କ'ଣ ଏହି ମାନଙ୍କ ପାଇଁ ଏହି "କୋଟା ଭିଡତରେ କୋଟା" ରହିଛି ନାଁ ଉପର ଲିଖିତ ସମସ୍ତ ସଂରକ୍ଷିତ ରେ ସାରଣୀରେ ଅଛନ୍ତି!!
ଯଦି ଆପଣ ଙ୍କ ମତରେ କେବଳ ତଫସିଲଭୁକ୍ତ ଜାତି ଓ ଜନଜାତି ବର୍ଗରେ କେତେକ ଧରି ଲୋକେ ସୁବିଧା ସୁଯୋଗ ର ଲାଭ ଉଠାଇ ମାଲେମାଲ ହୋଇଯାଉଛନ୍ତି। ତେବେ ଅନ୍ୟ ବର୍ଗର ଲୋକମାନେ ସେହି ସଂରକ୍ଷିତ ବଳରେ ମାଲେମାଲ ହେଉ ନାହାନ୍ତି କି!!
ଯେପରିକି ଏବେ ଦେଶର ରାଷ୍ଟ୍ରପତି, ରାଜ୍ୟପାଳ, ମୂଖ୍ୟ ମନ୍ତ୍ରୀ, ପ୍ରଧାନମନ୍ତ୍ରୀ,ମନ୍ତ୍ରୀ, ବିଧାୟକ, ଅଫିସର, ବିଚାର ପତି,ଓକିଲ, ଡାକ୍ତର ଇତ୍ୟାଦି ସେମାନେ ସେମାନଙ୍କ ପଦ ପଦବୀ ର ଉପଲବ୍ଧି ପାଇଁ ସାରିଛନ୍ତି, ତେବେ ସେମାନେ ସମସ୍ତେ ତ୍ୟାଗ କରନ୍ତୁ। ସେମାନେ ମନ୍ଧ "କୋଟା ଭିତରେ କୋଟା" କୁ ଆପଣାକୁ ନାହାନ୍ତି କି।।
ଯାହା ହେଉ ଉଚ୍ଚତମ ନ୍ୟାୟାଳୟ ର ବିଚାର ପତିଙ୍କ ନ୍ୟାୟ କୁ ସମ୍ମାନ ଜଣାଉଛୁ। ସେମାନେ ପ୍ରଥମେ "କୋଟା ଭିତରେ କୋଟା" କୁ ତ୍ୟାଗ କରନ୍ତୁ।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟ ପାଳ, ମୂଖ୍ୟ ମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ଅଫିସର, ଡାକ୍ତର,ଓକିଲ ମାନେ ମଧ୍ୟ " କୋଟା ଭିତରେ କୋଟା" କୁ ପାଳନ କରନ୍ତୁ।
ସମସ୍ତଙ୍କ ପାଇଁ ଏହି ଆଇନ୍ ଟି ଉଦ୍ଧିଷ୍ଟ
Mandha kn
arrey boka loka ki ho tume applicable mane samastanka pain, creamy layer loka baharibe ye quota ru
ଆପଣଙ୍କ news କୁ ଶରଳି କରଣ କରି ଆଉଥରେ ଦିଅନ୍ତୁ ଯାହାଫଳରେ ସାଧାରଣ ଲୋକ ଠିକ ଭାବରେ ବୁଝିପାରିବେ. କୋଟା ଭିତରେ କୋଟା କଣ clarify କରାନ୍ତୁ. ଧନ୍ୟବାଦ.
😂😂
😅😅
ସୁପ୍ରିମ କୋର୍ଟ ନେ ସେ ସାତ ଜଣ ଜର୍ଜ ଅଛନ୍ ଯେ ସେଥି ଭିତିରୁ କେତେ ଜଣ ଜର୍ଜ st ac ଅଛନ୍ ପହିଲା କହୁନ୍?
Bhalo kahichanti
Good decision
Tahale Hadi loka Tama ghara ku jaiparibe😂
@@skrajavlog07 Hn no problem
Very good
ସାଧାରଣ ବର୍ଗ ଙ୍କୁ କଣ ମିଳୁଛି। ଆମ ପିଲା ଭିକ ମାଗିବେ । ଖାଲି ଏସି ଏଷ୍ଟି ଙ୍କୁ ଦିଅ। ଭୋଟ ସେମାନେ ଦେଉଛନ୍ତି, ଆମେ କିଛି ଦଉନୁ। ହଉ ଆମ ସାଧାରଣ ବର୍ଗ ଙ୍କୁ ବିଷ ଦେଇ କି ମାରିଦେବା ଠିକ୍ ହେବ।
St,ac ବଡ ପୁଅ ,obc,ଜେନେରାଲ କେହି ଗରିବ ନୁହନ୍ତି
Good 👍👍
SC,ST,SEBC ସବୁ Category ଭିତରେ Sub- Category ମଧ୍ୟ ରହୁଛି ।ଆଉ ସଂରକ୍ଷଣ କଥା SC,ST,SEBC,EWS ବର୍ତ୍ତମାନ ସମସ୍ତଙ୍କ Reservation ରହୁଛି। ଏଣୁ "କୋଟା-ଭିତରେ-କୋଟା" କହି ଅଯଥା ଦ୍ବନ୍ଦ ସୃଷ୍ଟି କରନ୍ତୁ ନାହିଁ । ଯେଉମାନେ ସଂରକ୍ଷଣ ବ୍ୟବସ୍ଥା ରେ ସନ୍ତୁଷ୍ଟ ନୁହନ୍ତି ସମାଜରୁ ସମ୍ପୂର୍ଣ୍ଣ ଜାତି ବ୍ୟବସ୍ଥା ଉଚ୍ଛେଦ ପାଇଁ ପ୍ରଯତ୍ନ କରନ୍ତୁ। ଜାତି ବ୍ୟବସ୍ଥା ର ସମ୍ପୂର୍ଣ୍ଣ ଉଚ୍ଛେଦ ହେଲେ ଆପେ ଆପେ ସଂରକ୍ଷଣ ଉଠିଯିବ । ଆମେ ସମସ୍ତେ ଭାରତ ମାତାର ସନ୍ତାନ।ଆମ ଭିତରେ କୌଣସି ଭେଦ ଭାବ ନରହୁ🇮🇳🇮🇳🇮🇳
Abolish all kota... Abolish caste... We r Indians one
Jiee khai galenii semana nku semananku ebee upara cast raa saman dele v semane nije nijaku tala cast raa kahikii rastare chalei debenii kahakuu if kotaa uthibaa katha uthibaa
ସୁନ୍ଦର ପଦ୍ ଖେପ
କୋଟା ଭିତରେ କୋଟା ତିଆରି ନ କରି କୋଟା ରେ ଥିବା ଲୋକ ମାନଙ୍କର jenetic development କରାଇ ପାରିଲେ ଭଲ ହୁଅନ୍ତା , କିମ୍ବା ସମାଜରେ ସମାନ ସ୍ଥାନ ଦେଇ ପାରିଲେ ଭଲ ହୁଅନ୍ତା ।
Odisha re bi same .. kichi ta sc & st paesa wala …. Jou mane garreva sc & st Tanku aga chakiri deva darkar …. Odisha re adivasi loka nka situation bahut kharap rahuchi .. Tanku emphasise kariba katha
kota fota kichi nai sabu padha sabu ladha
ନାମ କୁ ମାତ୍ର sc st କିନ୍ତୁ ସବୁ ବଡ଼ କ୍ୟାଷ୍ଟ ର ପିଲା ମାନେ ହିଁ ପାଉଛନ୍ତି ସବୁ କିଛି ଚାକିରି ଆମକୁ କିଛି ନାଇ
Sc, st pilankara jogyata ete na thai school re job karuchhanti.
Au kette subidha ଦିଆଯିବ ତମକୁ ତମେ job paiba😂😂😂😂😂 school ରୁ ଆରମ୍ଭ କରି job, ତାପରେ ମରିବା ପରେ ବି ତମ ଛୁଆ ତା ଛୁଆ ........ ତମକୁ ମନ୍ଦିର ରେ ରଖି ପୂଜା କଲେ ବୋଧେ ତମେ କହିବ ଯେ ତମକୁ କିଛି ମିଳିଲା ଯାହା ଲାଗିଲାଣି ।
Thik bhaii tame thik kahila Khali Naku sc st kete subidha miluchhi taha amaku bhalase Jana
@@sunilkumardas1950scst Khali haucha jete sabu chakiri re kete sc st post ବାହାରୁଛି ଆଉ କେତେ ଜେନେରାଲ ପିଲାଙ୍କ ପାଇଁ ପୋଷ୍ଟ ବାହାରୁଛି ଜାଣିଚ ନାଇ ନ ତ ବି ଦେଖା ଯାଉନି ତମକୁ
@@JBinformation75 sc st post vacancy rahuchi pila ମିଳୁ ନାହାନ୍ତି ହେଲେ ଜେନେରାଲ post re ଅଧିକ mark rakhi bi pila ଦାଦନ ଯାଉଛନ୍ତି ,ତୁମେ କଣ ମୁର୍ଖ ଏତିକି ବି ଜାଣି ପାରୁନ । ଏବେ ଜୁନିଅର teacher matter,peo ,ja matter ସବୁଥିରେ st post vacancy rahuchi pila ନାହାନ୍ତି । ଅଯଥା ରେ ଯୁକ୍ତି କରନି ମଣିଷ ଛୁଆ ଯଦି ବୁଝି ବାକୁ ଚେଷ୍ଟା କର
Correct verdict
ଯେଉଁମାନେ କୋଟା ଉଠିଯାଉଛି କହୁଛନ୍ତି ସେଇ କଥା ଭୁଲ କହୁଛନ୍ତି ସୁପ୍ରିମକୋଟ ST SC ସବ କୋଟା କରିବାକୁ ଚାହୁଁଛି | ଆମର ST SC ଆଗରୁ ଯେନ ମାନେ 2000 ମସିହା ରୁ ଚାକିରୀ କରି ଆସୁଛନ୍ତି ସେମାଙ୍କୁ ସବ କୋଟା ରେ ରଖି ଦିଆ ଯିବ ଆଉ ଏବେ ମଧ୍ୟବିତ୍ତ ଛୋଟ ପରିବାର ST SC ନୂଆ ଲୋକ ମାନଙ୍କୁ ଚାକିରୀ ଦିଆ ଯିବ ବୋଲି ସୁପ୍ରିମକୋଟ ରାଜ୍ୟ ମାନଙ୍କୁ ହସ୍ତ କ୍ଷେପ କରିଥିଲେ ଲାଗୁ କରିବାକୁ ସେଇଟାକୁ ଆପଣ ମାନେ ବିରୋଧ କରୁଛନ୍ତି |
ସରକାର ଚାଲିଚି ସେହି କୋଟା ରେ 😂😂
କୋଟା ନାହିଁ ତ ସରକାର୍ ର ପଦବୀ ନାହି
Tike ta kharap lagiba katha kahar jati ku neiki mazak udeiba jia emiti Kariba kahiba pila futi mariba kukura kamudiba
Good diciusun right 👍👍 right
Good news
ସବୁ ଫାଲତୁ ନିଷ୍ପତି. ସାମ୍ବିଧାନିକ ବ୍ୟବସ୍ଥାକୁ ଉଠେଇ ଦେବା ପାଇଁ ଏଭଳି ଶଡଯନ୍ତ କରାଯଇଛି. ଏହା ପ୍ରଥମେ ସୁପ୍ରିମ କୋର୍ଟ ରୁ ଆରମ୍ଭ ହେଉ
Sabuthi cota hele best student Mane suisaide karuchanti
ଯାହ ର population ଯେତେ ତାର ସେତେ ହେଉ
Sub quota system we do not accept
Ki6i sadajantra nuha amku atyachar Karu thile boli gote bahana because Kota uthile gote b st sc pila job paibe ni na Sethi pain birodha karu6nti sabu katha re amaku atyachar Karu thile seta ku ana ni abe kie kahuku atyachar kari pariba ni khali gariba upare atyachar heba se jou cast hau
Ete juga aagaku asilaani tathaapi jaati pratha chaalichhi kana paain?
Aau Kota hateile maane Duniyaan re chora dakayat adhik heba.
ଆଛା ଠୀକି ଅଛି ହେଲେ ଯୋଉଦିନ ବ୍ରାହ୍ମଣ ଆଉ ହାଡ଼ି ଏକାଠି ହେବେ ତେବେ sc st ଯାଇ ଓଠିବ ନହେଲେ ନାହି
Right
Good decission
କଟା ରହିବା ଆବଶ୍ୟକ
Right decisions
Right decision .best
ଆଗ ସବୁ ଜାତି କୁ ସମାନ କର
Right nispsti
କୋଟା ଭିତରେ କୋଟା କର କି ଯାହାବି କର....... ହେଲେ, ଦେଶରେ ଆମର ଜାତି ଗଣନା ହବା ଦରକାର Sc-18%, St-22%, OBC-50%, Minority-7, General-3% Total=100%
ସଂଖ୍ୟା ଯାହାର ଯେତେ ଭାଗ ତାହାର ସେତେ👍👍👍👍👍👍👍👍
Right decision
Right disision
Very good decision Supreme court
We opposed it
Good decision...
All is equal
Very good decision
ହଁ ଗୋଟେ କାମ କର General category ଙ୍କୁ ଆଗ ମାରିଦିଅ ନାଁ 70% mark ରଖିକିବି ଏମାନେ ଭଲ college ଟିଏ ପାଉନାହାନ୍ତି sc/st boli ସେମାନେ 45% ରେ ବି ଭଲ clg ପାଉଛନ୍ତି 90% ନ ରଖିଲେ ଏମାନଙ୍କୁ job ମିଳୁନାହିଁ ଆଉ ଏମାନେ 30% ରେ ବି job ନେଇନେବେ ପୁଣିଏବେ କୋଟା ଭିତରେ କୋଟା ଏଥିରେ କଣ ନାଁ ଏମାନେ ସମାନତା ଆଣିବାର ପ୍ରୟାସ କରୁଛନ୍ତି ଆଗ ମାରିଦିଅ general category ର ଛୁଆଙ୍କୁ ହେଲା 👍
Tu kia be sala kbe st loka manku dekhichhu k semane kipari ruhanti
Magya Kota utheeba
General bale ki marieebu kana karibi phusi
Mu sc category ra u 90%+ all exam re rakhichi patha padhe aga
@@Odiasongqbtw tume kintu bramhin jhia bhali lagucha but ama general upare bahut anaya yar 😢
ଯୋଉ କଥାରେ ଜାଣା ହେଉ ଶିକ୍ଷ୍ୟା କ୍ଷେତ୍ର ରେ ସମାନ ହେବା ଦରକାର
କଟା ନୁହେଁ ଏହା ସହଜଗ ଅଟେ
ହରିଜନ ପିଲାକୁ OBC Jeneral ଝିଅ ବାହକରି ଦିଅ ଆଉ କୁଟା ଉଠେଇ ଦିଅ ମାନ୍ୟବର ଅଦାଲତ କୁ ଅନୁରୋଧ
ମୁଁ କିଛି ବୁଝିପାରୁନି କୋଟା ଉପରେ କୋଟା କଣ 🤔🤔🤔
Mu bi jani paruni
Jadi jane sc st cast ra government job paiche ta pua ku au reservation milibani
Sehi cast ra gariba manaku miliba
Jemiti obc cast re achi
@@officialnews123 kahiki, ta pila mane bi ta sc ,st na general kemiti hebe
Pushparaj Kota bhitare Kota mane dhara keuta asc re kotare ase dibara kaibata Amana nku sei kotare niajiba 3 Jana nka ra aka jati kintu keuta benefit pauthila Abe dhibara au kaibata pai be sei 15% bhitare mane ACS St bhitare judha karai dele BJP sarkar atha bolile supreme court mundare
@@officialnews123hn
Ebe hela na auu
Agaru haba katha
Salute mohan charan majhi
Good
ଆଦିବାସୀ ଓ ହରିଜନ ମାନେ ଚାକିରି କରୁଥିଲେ ମଧ୍ୟ ତାଙ୍କ ପିଲାକୁ reservation ମିଳୁଛି। ଅଧିକା଼ଶ Gen,OBC ଗରିବ ହୋଇ ଚାକିରି ନାହିଁ।
Right
💯 correct
Aapan thik katha kahu chhanti sir
Madarchod Sabu post di dauchha 100 ru 7 ta 8 ta dauchha samudra ku sankhe
General kichhi nojani setting kori ageijanti
Heartiest congratulations and many many thanks to our honorable chief justice D.Y Chandrachud of the supreme court of India for a nation building reformation on " Exclude Creamy Layer from SC &ST reservation rules.
Really this sub-classification was crucial for the country to build a new India.
And it is already too late to introduce in our country.
Here as a citizen of India, I am requesting the NDA Government particularly to the P. M Modiji to introduce this reformation, because it will be more beneficial for our country India.
Pls knows sbout touchable and Nontouchble category
Sabu job re cota change karajau ,manager, dr, jurdge, minister, mandir pujari amanku bhi badla jau samaste sujog paibe
ଭଲ ପଦକ୍ଷେପ
ଆମ distric ରେ st sc ଲୋକେ ପଇସା ସୁଧ ଦେଉଛନ୍ତି, ଆମେ general ଲୋକ ଗରିବ ହୋଇ ଯାଉଛୁ, ତାଙ୍କ ପାଖରୁ ପଇସା ସୁଧ ରେ ଆଣୁଛୁ....,sc ଆଉ ଗରିବ ନାହାନ୍ତି...... ସେଥିପାଇଁ, sub- caste ରହିବା ଦରକାର.....
Thik a6i Supreme court ra Rai
Thank govt ray
ଯଦି Sc/st ଉଠାଇବା ପାଇଁ ଚାହୁଁଛ ତାହେଲେ ସମାଜ ରେ ସମ୍ମାନ ଅଧିକାର ଦିଆଯାଉ।
👌👌
Odisha government should welcome this decision
କୋଟା ସିଷ୍ଟମ୍ ଦ୍ଵାରା ଜାତି ପ୍ରଥା ହଟି ପାରିବ ନାହିଁ । ପ୍ରାଇମେରୀ ସ୍କୁଲ ରୁ OAV Exam ,Navodaya Exam ଓ ଅନ୍ୟାନ୍ ପରୀକ୍ଷା ମାଧ୍ୟମରେ ପିଲା ମାନଙ୍କ ମନରେ କୋଟା ପାଇଁ ଜାତି ପ୍ରଥା ର ବିଷ ମନରେ ବୁଣା ଯାଉଛି । ଯେଉଁ ପିଲା 50 mark ରଖି seat ମିଳୁ ନାହିଁ, 24ମାର୍କ ରଖି କୋଟା ରେ ପିଲା ପାଇଯାଉଛନ୍ତି । ଛୋଟ ପିଲା କାହିଁ ଜାଣିବା କୋଟା system କଣ ବୋଲି । ସେ ବୁଝି ପରୁ ନାହିଁ ଯେ ମୁଁ ତ ପରିଶ୍ରମ କରିଥିଲି ଭଲ mark ବି ରଖିଲି । କିନ୍ତୁ ମୁଁ selection ନ ହୋଇ କମ୍ mark ରଖି ଥିବା ପିଲାଟି କିପରି ପାଇଲା । ସେ ପରେ ଜାଣିବାକୁ ପାଉଛୁ ଯେ କୋଟା system ପାଇଁ ସେ ପଛରେ ରହି ଯାଇଛି ।
Good decision ❤❤❤❤❤❤
All in one
10 ଲକ୍ଷ ପର୍ଯ୍ୟନ୍ତ EWS କେମିତି ସୁଭିଧା ଦଉଚ ସୁପ୍ରିମ COURT
ଆଜ୍ଞାତ କୁଳସିଲସ୍ୟ ବାସନାନୋଦେୟ❤❤❤❤❤❤❤
Good decision thanks 🙏
କଣ good dicision ?
Hadi loka ku Tama ghare rosei karile chaliba ta😂
ବହୁତ୍ ବଢିଆ,,ସଠିକ୍ ନ୍ୟାୟ
Make a separate school, college,official position for reserve categories.
ଏ ସବୁ କଣ ଭଲ କରୁଛନ୍ତି .
Justice for general 🙏🙏
ଆର୍ଥିକ କୋଟା ଓ ସାମାଜିକ କୋଟା ମଧ୍ଯରେ ଆକାଶପାତାଳର ପାର୍ଥକ୍ଯ ଅଛି ଏହା ପ୍ରଥମେ ଆମ ଦେଶର ପ୍ରତ୍ଯେକ ମଣିଷ ଜାଣିବା ନିହାତି ଆବଶ୍ୟକ ।
Bhai sc St Mandira re puja karibe SC ST mana nku saman sanmaan dea jau
Good. Discion sc category st. Category
Swagata jogya raja.. Sabu saman heba darkar.
Government prothome nisha bond koriba dorokar
Hardwark kara bhau sabu re subidha naucha job re b free neba ki kana, jiye financially weak st/sc achi ta pain kichi rule change heini jau ST/SC mane bada bada posts re achanti semanannka pain rule change heichi becoz ebe semane financially capable achanti au tanka next generation nku vala institute re padhei paribe so don't worry kichi change heini
Reservation re Je Thare Sujog paichanti Tanku Sampurna Baad Dijau Anyamanku Sujog Milu. I Stand with Honorable Supreme Court decision. Jai Hind .
Bangladesh bhalia hba
100 ru jane urnati hele kota utheibe ki.?
Thik karichi supreme court
ବହୁତ ଭଲ ହେବ sc st କୋଟା ହଟିଗଲେ sc ct ମାନେ ବ୍ରାହ୍ମଣ ଝିଅ କୁ ବାହା ହେବେ😅😂😂😂😅😂😅😅😂😂
କୋଟା କିଛି ବି ନ ରହୁ ଟୋଟାଲ ଉଠିଯାଉ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଉ ।
ଏ ପାପ ଚିନ୍ତା ଧାରା ଉଠିବା ଦରକାର 🔥🔥🔥👹👹
The best decision by govt i appreciate it for which real talent can go to perfect place.
❤
ଆଉ Caste certificate ଦରକାରହେବନା ସବୁ କ୍ଷେତ୍ରରେ
Sc/st kota rahiba darkar ,wala like korantu 👍
Ek no ❤
Samasta nku Equal Rights Miliba darkar ....ST, SC,OBC,GEN dekhantuni
Constitution re lekha heechi a country ra sabu nagarika saman , equal ta kn pain ate year heelani 1947 too abe parjanta kn sc.st.obc .au back word class ra development heeparuni .na semane bahut develop kaleni hele abe b kn pain general nka sahita amiti patara antara kara heeuchi .aeta kn justic😭
Tate justice dorkar nei jaa justice
Au general mone jou sc ku chuya ochua bhedo bhabo Koru chonti seita kuade jibo