ବିଳମ୍ୱରେ ବିବାହ କରିବା ଠିକ ନା ନୁହଁ?

แชร์
ฝัง
  • เผยแพร่เมื่อ 17 ม.ค. 2025

ความคิดเห็น • 196

  • @Kulangaravlogs
    @Kulangaravlogs 6 หลายเดือนก่อน +40

    ରୋଜଗାର କର ଟଙ୍କା କାମଓ... ଆଉ enjoy କର... OYO ଅଛି.... ବାହା ହୁଅନି ଜମା.. ଇଛା ହେଲେ OYO ଯାଅ..... ମୋ ଭାଇ ମନେ LIKE କର 👍🏼

    • @mainnahibataunga9712
      @mainnahibataunga9712 6 หลายเดือนก่อน +16

      ଆଉ ଗୋଟେ କଥା ଆଡ୍ କରିବାକୁ ଭୁଲି ଗଲେ ଯଦି ପିଲା ଛୁଆ ଆବଶ୍ୟକ ପଡ଼େ ତାହେଲେ ବହୁତ୍ ଅନାଥ ଛୁଆ ଅଛନ୍ତି ସେମାନଙ୍କୁ adopt କରନ୍ତୁ

    • @rajeshkumarrath2624
      @rajeshkumarrath2624 5 หลายเดือนก่อน

      Ttyl​@@mainnahibataunga9712

    • @bhabanishankar7521
      @bhabanishankar7521 5 หลายเดือนก่อน

      Right 👍 😢​@@mainnahibataunga9712

    • @subhendurana9294
      @subhendurana9294 4 หลายเดือนก่อน +1

      What about family

  • @Sushsushant
    @Sushsushant 6 หลายเดือนก่อน +45

    ଝିଅ 25+ ପୁଅ 28+, ଖୁସି ସ୍ନେହ , ଶ୍ରଦ୍ଧା ଥିଲେ ସବୁ ସମ୍ଭବ❤❤❤❤

  • @chrisvikassurya4124
    @chrisvikassurya4124 7 หลายเดือนก่อน +44

    ବିଳମ୍ବ ବିବାହ ସବୁବେଳେ ଖରାପ୍, ବହୁତ୍ ବିଷୟରେ ଅସୁବିଧା ଆସିବ, ଠିକ୍ ସମୟରେ ବିବାହ ହୁଅ, ଠିକ୍ ସଂସାର ଗଡ଼

  • @surathachandrajena9514
    @surathachandrajena9514 7 หลายเดือนก่อน +23

    ସ୍ଥାନ କାଳ ଏବଂ ପାତ୍ର ନେଇ ସାମାଜିକ ବିବାହ ପ୍ରଥା ପରମ୍ପରା କ୍ରମେ ନିର୍ଦ୍ଧାରିତ ହୋଇଥାଏ ।। ବିଳମ୍ବ ବିବାହରେ ଯେଉଁ କେତୋଟି ଭବିଷ୍ୟତ ସମସ୍ୟା ସୃଷ୍ଟି ହୁଏ ତାହାର ଦାରୁଣ ପରିଣାମ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ।।ଚାରିତ୍ରିକ ଶୁଦ୍ଧତାର ସୁରକ୍ଷା ନିମନ୍ତେ ଆଗରୁ ଯୈ।ବନ
    ସମୟରେ ବିବାହବନ୍ଧନ କୁ ଅଗ୍ରାଧିକାର
    ଦିଆଯାଉଥିଲା ।।ନାତି ପୋତା ସମ୍ପର୍କ ବେଶ୍ ଉପଭୋଗ୍ୟ ଥିଲା ।।କୈ।ଳିକ ପ୍ରଥା
    ଆଗଉଥିଲା । ଏବେ...? ନୂଆ ନୁଆ ଶବ୍ଦ...
    ଲିଭ୍ ଇନ୍ ରେ ରହିବା,ଯଷ୍ଟିଫାଇଡ୍...
    ବୃଦ୍ଧାଶ୍ରମ ସିଷ୍ଟମ୍ ଗ୍ରହଣୀୟ।......
    ମନଇଛା ଡାଇଭୋର୍ଷ -ନୋ ପ୍ରୋବ୍ଳେମ୍ ।
    ସମାଜ ବୋଧହୁଏ ଏ ଦିଗରେ ଦୃଢ ନୁହେଁ।
    ଶୁଭ କାରକ ମଧ୍ୟ ନୁହେଁ।ବିଶ୍ୱଗୁରୁ ହେବାର ସ୍ୱପ୍ଧ ତାତ୍ସଲ୍ୟ କରୁଛି ।।😊😊😊

  • @pmsvlogs2023
    @pmsvlogs2023 7 หลายเดือนก่อน +106

    ବିବାହ ଅତି ଶୀଘ୍ର କି ଅତି ବିଳମ୍ବ ହେଲେ ଭଲ ନୁହେଁ। କିନ୍ତୁ ଠିକ୍ ସମୟ କୋଉଟା ତାହା ସେମାନେ ନିଜେ ହୃଦୟଙ୍ଗମ କରିପାରିଲେ ସେତିକି ଯଥେଷ୍ଟ। ଆଉ ହଁ ଝିଅ ମାନେ ବେଶୀ ବିଳମ୍ବ ରେ ବିବାହ କଲେ ସନ୍ତାନ ପ୍ରାପ୍ତି ପାଇଁ ସଠିକ୍ ହୋଇ ନଥାଏ। ସନ୍ତାନ ର ମାନସିକ ଏବଂ ଶାରିରୀକ ବୃଦ୍ଧି ରେ ଫରକ୍ ପଡ଼ିଥାଏ। ଭବିଷ୍ୟତ ଯୋଜନା ପାଇଁ ମଧ୍ୟ ସମୟ ର ଅଭାବ ହୋଇଥାଏ। କିନ୍ତୁ ସର୍ବୋପରି ଏକ ସଫଳ ବୈବାହିକ ଜୀବନ ହିଁ ଆବଶ୍ୟକ ଯାହା ଆଜିକାଲି ବେଶ୍ ଅଭାବନୀୟ ହୋଇପଡିଛି। ଯଦି କିଛି ଭୁଲ କହୁଥାଏ ତ କ୍ଷମା ଦେବେ ବନ୍ଧୁଗଣ 😊

    • @suranjanatripathy3413
      @suranjanatripathy3413 7 หลายเดือนก่อน +3

      Ryt

    • @GitanjaliJena-se8xw
      @GitanjaliJena-se8xw 7 หลายเดือนก่อน +2

      ,👌👌👌👌

    • @kulamanisuna2349
      @kulamanisuna2349 7 หลายเดือนก่อน +3

      Pura solid line te kahi6anti sir

    • @S7753rani
      @S7753rani 6 หลายเดือนก่อน +3

      Khyam karibe but mrg pni pua re bi bohut late ta thik nuhe jemiti ki aji ka time re /38/40/45/ eate jani nianti just eamiti ki life enjoy pni sehi samyare ubhaya pua au jhia dui Jana nku problem re samna karibaku padiba nihanti🙏

    • @pmsvlogs2023
      @pmsvlogs2023 6 หลายเดือนก่อน

      @@S7753rani ଆପଣ ମଧ୍ୟ ଠିକ୍ କଥା ଟି କହିଛନ୍ତି।

  • @amarprasad1149
    @amarprasad1149 7 หลายเดือนก่อน +70

    ଆଜିକାଲି ବିଳମ୍ବ ରେ ବାହା ହେବା ସଠିକ୍ କଥା କିନ୍ତୁ ବିଳମ୍ବ ରେ ବାହା ହେଲେ ଟୋକା କୁ ବୁଢ଼ା ବୋଲି କହୁଛନ୍ତି ।

    • @raghunathnayak4506
      @raghunathnayak4506 7 หลายเดือนก่อน +8

      Loka kahibe but don't mind nija vabisyata nija hatare

    • @abinashmohanty546
      @abinashmohanty546 6 หลายเดือนก่อน

      ​@@raghunathnayak4506jhia milunahnti besi late re mrg kale.aji Kali jhia fashion Bali heigaleni budhanku baha hebeni.

    • @sanjayacharyasingingunlimi4982
      @sanjayacharyasingingunlimi4982 4 หลายเดือนก่อน

      Theek kahu cha m also un married

  • @lipsaraninayak9007
    @lipsaraninayak9007 6 หลายเดือนก่อน +17

    ମୋ ନିଜସ୍ଵ ମତରେ ବିବାହ .... ବୟସ ,ଜାତି ଧର୍ମ ଦେଖେନି ସତ ହେଲେ ତା ମାନେ ନୁହେଁକି ଆମର ବୟସ ଗଡି ଯାଉଛି ବୋଲି ଯାହାଙ୍କୁ ହେଲେ ବିବାହ କରିଦେବା... ଯେମିତି ଛୁଆ ବେଳେ ଆମେ total class ରୁ ଜଣଙ୍କୁ ଭଲ ବନ୍ଧୁ ବନାଏ ....ସେପରି ବିବାହ ପାଇଁ 2ଟା ମନ ସମ୍ପୂର୍ଣ୍ଣ ମିଶିବା ଆବଶ୍ୟକ ଏବଂ ପରିବାରର ସହମତି ମଧ୍ୟ ଆବଶ୍ୟକ.....ଯଦି ସେମିତି ମଣିଷ ନ ମିଳୁଛନ୍ତି ତେବେ.....ଭବିଷ୍ୟତ କଥା ଭାବି .....ମାନେ ଯେମିତି ତୁମ ମାନଙ୍କର ଭବିଷ୍ୟତ ର ଅଶାନ୍ତି କୁ ନଜରରେ ରଖି ...life time ଏକଲା ରହିଯାଅ କିଛି ସମାଜ ସେବାକର like ବୃଦ୍ଧାଶ୍ରମରେ ଏକଲା ହୋଇ ରହିଥିବା ବୃଦ୍ଧ ମାନଙ୍କ ସହିତ ସମୟ ବିତାଅ ଦେଖିବ ଏ ସବୁ ରୁ କେତେ ଶାନ୍ତି ମିଳିବ .....ମୋ କଥା ଯଦି କାହାଙ୍କୁ ଖରାପ ଲାଗିଥାଏ ସାନ ଭଉଣୀ ଭାବି କ୍ଷମା କରିଦେବେ.......🙏

    • @rajatkumarswain123
      @rajatkumarswain123 6 หลายเดือนก่อน +1

      Thik kahicha sister

    • @lipsaraninayak9007
      @lipsaraninayak9007 6 หลายเดือนก่อน

      @@rajatkumarswain123 hn bhai...🙏 Tq so much bujhiparithibaru...😊

    • @rajatkumarswain123
      @rajatkumarswain123 5 หลายเดือนก่อน

      @@lipsaraninayak9007 Tama katha mate bahut bhala laguchi.

    • @deepaksethi3883
      @deepaksethi3883 5 หลายเดือนก่อน

      🎉 Absolutely right ▶️ 💎

    • @lipsaraninayak9007
      @lipsaraninayak9007 5 หลายเดือนก่อน

      @@deepaksethi3883 tq so much bhai...🙏

  • @Indian-h8j
    @Indian-h8j 7 หลายเดือนก่อน +36

    Physically,financially and mentally matured hele marriage kariba katha.Boys and girls both.

  • @janaajana3604
    @janaajana3604 4 หลายเดือนก่อน

    ବିବାହ ଠିକ୍ ସମୟ ରେ କରିବା କଥା , ଆଉ ରହିଲା ଦାମ୍ପତ୍ୟ ଜୀବନ ଦୁଃଖ ଆଉ ସୁଖ କଥା ସେ ଝିଅ ବା ପୁଅ mature ହୁଅନ୍ତୁ ନହେଲେ କାମ ବୟସର ହୁଅନ୍ତୁ ହେଲେ ସୁଦ୍ଧା କଳହ ହେବ , ଭଲ ଘର ଭଲ ପରିବାର ଭଲ ଝିଅ ଦେଖିକି ବିବାହ କଲେ ଦାମ୍ପତ୍ୟ କଳହ ବହୁତ୍ କାମ ହୁଏ ଏହା ଆମ ସମାଜ ଆଉ ଗୁରୁ ଜନଙ୍କ କଥା

  • @chinmayeeacharya2748
    @chinmayeeacharya2748 4 หลายเดือนก่อน

    Right ❤❤❤❤❤

  • @pihupriya4562
    @pihupriya4562 7 หลายเดือนก่อน +66

    Girls 25+ boys 30+ ….…......…. Perfect time mature b career b thiba sabu best

  • @bidyutranjanpradhan652
    @bidyutranjanpradhan652 7 หลายเดือนก่อน +6

    ମଧୁବାବୁ , ମହାତ୍ମା ଗାନ୍ଧୀ , .... ଉଦାହରଣ ବହୁତ ଅଛି !!!

  • @ChinmayeeHota-hr2yd
    @ChinmayeeHota-hr2yd 7 หลายเดือนก่อน +139

    ବିଳମ୍ବ ରେ ବିବାହ ବହୁତ ଭଲ

    • @lopamudrarath8047
      @lopamudrarath8047 7 หลายเดือนก่อน +6

      Truth

    • @apunsahu8528
      @apunsahu8528 7 หลายเดือนก่อน +20

      Girls- 20 to 24 and boys- 27 to 32 haba katha

    • @lopamudrarath8047
      @lopamudrarath8047 7 หลายเดือนก่อน +36

      Patha padhiki job karila belaku minimum 28 years se pua hau ki jhia

    • @jatadharibehera3067
      @jatadharibehera3067 7 หลายเดือนก่อน +9

      ଝିଅ 17 ରୁ 18 ଓ ପୁଅ 20 ରୁ 21 ପାଇଁ ବିବାହ ବାଧ୍ୟତାମୂଳକ କରାଯିବା ସମୟ ହୋଇ ଗଲାଣି l

    • @minaketanhans8105
      @minaketanhans8105 7 หลายเดือนก่อน +1

      ତୁମେ ବାସ୍ତବ ରେ ସତ କଥା କହୁଛ ।

  • @ashokchoudhury5067
    @ashokchoudhury5067 7 หลายเดือนก่อน +5

    Namaskar sir really ur great nice thought

  • @chanchalaullaka6254
    @chanchalaullaka6254 6 หลายเดือนก่อน +2

    Thank you so much for information sir 🙏

  • @nirmalbarik4275
    @nirmalbarik4275 6 หลายเดือนก่อน

    ଅତି ଉତ୍ତମ.... 👍👍👍

  • @Suman55789
    @Suman55789 6 หลายเดือนก่อน +1

    ଜନ ସାଧାରଣଙ୍କ ପାଖରେ ଯଥେଷ୍ଟ ଜ୍ଞାନ ରହିଛି-ତେଣୁ ଆପଣ ମାନେ ବୁଝିବା ଦରକାର ବିବାହ କରିବା ପାଇଁ ଜଣେ ଯୋଗ୍ୟ ଜୀବନସାଥୀ ଯିଏ ଭଦ୍ର ନମ୍ର ଶାନ୍ତ ସରଳ ସଂସ୍କାରୀ ଏବଂ ପରିଶ୍ରମୀ ମଣିଷଟିଏ ହୋଇଥିବା ଦରକାର.

  • @sudeshpradhan4288
    @sudeshpradhan4288 7 หลายเดือนก่อน +5

    Financially literature is more important for today's time.

  • @truedharmik
    @truedharmik 5 หลายเดือนก่อน +1

    12 ବର୍ଷ ବଡ କୁ ଏ ସ୍ତ୍ରୀ କଣ ବୁଢା କହୁଛି?? ହିନ୍ଦୁ ଧର୍ମ ଅନୁସାରେ ତ ସବୁ ନିୟମ ଅଛି....ଏ ସ୍ତ୍ରୀ ଲୋକ କଥା ବହୁତ ଅଜୀବ ଲାଗୁଚି...

  • @rajukisan-rk
    @rajukisan-rk 6 หลายเดือนก่อน +19

    No Marriage Is Best😂😊....

  • @hemabatipatra9103
    @hemabatipatra9103 4 หลายเดือนก่อน

    🎉🎉

  • @kalicharanpanda4079
    @kalicharanpanda4079 6 หลายเดือนก่อน

    Bilamba re Bibaha, Eithi nimante GOVT. sampurnna daayi. ❤❤❤❤❤❤❤❤❤

  • @pratapkumarmishra8251
    @pratapkumarmishra8251 6 หลายเดือนก่อน +11

    Late re marriage bhal Boy ku 30 Year girl ku 27 year

  • @BIJAYARAITA-p5o
    @BIJAYARAITA-p5o 5 หลายเดือนก่อน

    ମୋ ନିଜସ୍ବ ମତରେ ବିବାହ, ଠିକ୍ ସମରେ ବିବାହ
    କରିବା ହିଁ ଠିକ୍.

  • @anilbehera6777
    @anilbehera6777 5 หลายเดือนก่อน

    Nija mind au situation upare depend

  • @swaticreation6559
    @swaticreation6559 5 หลายเดือนก่อน

    ବିଳମ୍ବ ବିବାହ... କେବେ ଠିକ ନୁହେଁ
    ଯଦି ତୁମ ପାଖରେ ଅର୍ଥ ଥିବ, ଲକ୍ଷ୍ୟ ଥିଲେ ଭବିଷ୍ୟତ ଅଛି,,, ନଥିଲେ ବିଳମ୍ବ ବିବାହ କରି ମଧ୍ୟ କିଛି ଲାଭ ନାହିଁ...!!

  • @Reenabehera0
    @Reenabehera0 6 หลายเดือนก่อน

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻

  • @rashmitapradhan3406
    @rashmitapradhan3406 6 หลายเดือนก่อน

    Thanks

  • @shubhambehera6487
    @shubhambehera6487 6 หลายเดือนก่อน

    Right...

  • @Reenabehera0
    @Reenabehera0 6 หลายเดือนก่อน

    Jay jagannath Jay jagannath Jay jagannath sir Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻

  • @udayalima9094
    @udayalima9094 5 หลายเดือนก่อน

    ବହୁତ ବିଳମ୍ବ ବିବାହ ଉଚିତ୍ ନୁହଁ. ୫ରୁ ୧୦ ବର୍ଷ ପୁଅର ବୟସ ଅଧିକ ହୋଇ ଥିଲେ ଉତ୍ତମ. ଝିଅ ୨୫ ପୁଅ ୩୦ ହେଲେ ଭଲ.

  • @chittaranjankar5599
    @chittaranjankar5599 5 หลายเดือนก่อน +11

    ଆଦୌ ବିବାହ ଭଲ ନୁହେଁ

    • @parthakumar1111
      @parthakumar1111 5 หลายเดือนก่อน

      Right

    • @adgh1013
      @adgh1013 5 หลายเดือนก่อน

      true

    • @parthakumar1111
      @parthakumar1111 4 หลายเดือนก่อน

      @@soumyaranjanswain1997 tamaku dhari soile bhala lagiba

  • @jivanjyotichhatoi4343
    @jivanjyotichhatoi4343 7 หลายเดือนก่อน +3

    Na late na jaldi it's understanding

  • @RadhikaAbinash
    @RadhikaAbinash 7 หลายเดือนก่อน +11

    74 is ok

  • @sudarshanjena4809
    @sudarshanjena4809 7 หลายเดือนก่อน +6

    27year

    • @Anakapradhan-hh4db
      @Anakapradhan-hh4db 6 หลายเดือนก่อน

      33 re ବାହା hele kn heba kuha sir❤❤

  • @RamdhanSingh-p7n
    @RamdhanSingh-p7n 5 หลายเดือนก่อน

    କେତୋଟି ପିଲା ଜନ୍ମ କରିବା ସବୁଠାରୁ ଭଲ,💯💯 ରେ

  • @Ritwik2025
    @Ritwik2025 6 หลายเดือนก่อน +6

    Jete jai maturity asinine,baha heba katha nuha

  • @SwatiNayak-kk1pr
    @SwatiNayak-kk1pr 7 หลายเดือนก่อน +1

    Right 👍🏼

  • @satyabanpuhan780
    @satyabanpuhan780 4 หลายเดือนก่อน

    After marriage then honestly consistently success on the soul

  • @sudarsanmaharana230
    @sudarsanmaharana230 7 หลายเดือนก่อน +4

    Remember prakash Kaur with Dharmendra.

  • @sunil...215
    @sunil...215 4 หลายเดือนก่อน

    ପୁଅ ମାନେ 18 yr ରୁ ବିବାହ ହୋଇଯିବା ଦରକାର୍,25yr ପରେ ସନ୍ତାନ ପାଇଁ ଚିନ୍ତା କରିବା ଠିକ୍।

  • @kedarbiswal4575
    @kedarbiswal4575 7 หลายเดือนก่อน +15

    ସୁସ୍ଥ ଓ ନିରୋଗ ସନ୍ତାନ, ସୁଖି ସାମାଜିକ ଜୀବନ ପାଇଁ କମ୍ ବୟସରେ ବିବାହ କରିବା ଆବଶ୍ୟକ।(ବ୍ୟକ୍ତିଗତ)

    • @blissfulfeelings9734
      @blissfulfeelings9734 7 หลายเดือนก่อน +2

      Tagore and Subhash Bose janma heba bele semananka parents age kete thila janicha ta

    • @abinashmohanty546
      @abinashmohanty546 6 หลายเดือนก่อน

      Thick kahila besi late hele pila chhua problem

  • @santoshswain7624
    @santoshswain7624 7 หลายเดือนก่อน +6

    Marriage na km age re heu,na ki adhika age re.
    Jhia 21+(if she completed her education/employed and mentally and physically agree to marriage)
    Pua 22+(if he completed her education,employed/financially stable and mentally and physically agree to marriage)

  • @diptimayeesahu6442
    @diptimayeesahu6442 6 หลายเดือนก่อน +2

    ବାପା ମା ଙ୍କ ସେବା କଲାପରେ ମଧ୍ୟ ବାପା ମା ପୁଅକୁ ଘୃଣା ଓ ଅପବାଦ ଦିଅନ୍ତି। ସେ କ୍ଷେତ୍ରରେ ପୁଅ କଣ କରିବ

    • @jagannath7332
      @jagannath7332 5 หลายเดือนก่อน

      Pua Seba kariba.... tumara bahut bhul ku sahichanti ... abe tume sahibara Pali... sahija o...

  • @harishchandragadaba191
    @harishchandragadaba191 5 หลายเดือนก่อน

    ଅସୁବିଧାଯୋଗୁବିଳମ୍ବହେଲେଛଳିବ କିନ୍ତୁ ବିବାହ ଶହଳ ବର୍ଷରେ ଅତିଭଲ ଡେରିହେଲେଖରାପ

  • @snehanjalibag7802
    @snehanjalibag7802 6 หลายเดือนก่อน +3

    Jhia 22-27 pua 28- 33 hele bhala

  • @jagannathsahoo4092
    @jagannathsahoo4092 5 หลายเดือนก่อน

    Pita Dharba, Pita Swarge
    Pita Mata nkar ashirbad bahut kamare lagiba.

  • @suniljena5880
    @suniljena5880 5 หลายเดือนก่อน

    Gopabandhu sir nku sabbubele rakhajau show re

  • @studywithbijay6575
    @studywithbijay6575 7 หลายเดือนก่อน +3

    25for male and 22 for female.

  • @psmr5638
    @psmr5638 6 หลายเดือนก่อน +1

    Kan questions pachara jauchi kan kahucha

  • @JhasketanBehera-cj5wv
    @JhasketanBehera-cj5wv 5 หลายเดือนก่อน

    ❤❤❤❤❤❤❤🎉🎉🎉🎉🎉❤❤❤❤❤❤❤

  • @ManishaMohanty-w8u
    @ManishaMohanty-w8u 6 หลายเดือนก่อน +6

    ବିଳମ୍ବ ରେ ବିବାହ କଲେ ଭଲ ନୁହେଁ କାରଣ, ସେତେବେଳେ କୁ ଆଉ ବାଣ୍ଡ ଉଠିବ ନାହିଁ , କେମିତି ଗେହିବ କୁହ

    • @chaitankisku6229
      @chaitankisku6229 6 หลายเดือนก่อน +3

      Bhai tk kada heigala Pani misao tk😂😂

    • @RajeevMinz143
      @RajeevMinz143 5 หลายเดือนก่อน

      😂

    • @arjun95
      @arjun95 5 หลายเดือนก่อน

      🤣🤣🤣🤣​@@chaitankisku6229

  • @SushreeshrabaniSahoo
    @SushreeshrabaniSahoo 5 หลายเดือนก่อน

    It is right way for late marriage 😢 i think

  • @SureshChandra-b3c
    @SureshChandra-b3c หลายเดือนก่อน

    A

  • @Bingoooompsr
    @Bingoooompsr 6 หลายเดือนก่อน +2

    Total baha habani bahut bhala

  • @Ranjeet-prof
    @Ranjeet-prof 4 หลายเดือนก่อน

    I am 28 old... Mu kn karibi?? Someone guide me

  • @kedarbiswal4575
    @kedarbiswal4575 7 หลายเดือนก่อน +5

    ତମ ମାନଙ୍କ କଥାକୁ ମେଡିକାଲ ସାଇନସ୍ ସମର୍ଥନ କରୁନାହିଁ।

  • @rameshmallik8771
    @rameshmallik8771 5 หลายเดือนก่อน +1

    Late marriage is good for health

  • @sanjitapatra5925
    @sanjitapatra5925 6 หลายเดือนก่อน +12

    Gote puo jodi government job karuchi toh puo 40 b hou 18 years jhio ku marriage karei db

    • @phalguniharijan316
      @phalguniharijan316 6 หลายเดือนก่อน

      Jete bele 18 boyoso ro jhio 30 borso ro hei jaithibo ta husband 52 ro hei thibo. Labho kon government job ro ta hele. Aau kete borso pore husband ro death hei jaithibo jone young wife hisabo re taro sukho ku se horai thibo

    • @santagahir272
      @santagahir272 6 หลายเดือนก่อน

      ​@@phalguniharijan316han thik kahichha, se young wife ti deha Sukha pai paribani 😊

  • @kedarbiswal4575
    @kedarbiswal4575 7 หลายเดือนก่อน +15

    ସାଧାରଣ ପରିବାର ପାଇଁ ପୁଅକୁ ୨୦ ରୁ ୨୫ ବର୍ଷ, ଝିଅକୁ ୧୮ ରୁ ୨୨ ବର୍ଷ ବିବାହ ପାଇଁ ଉପଯୁକ୍ତ ବୟସ। (ବ୍ୟକ୍ତିଗତ)

    • @priyabratamallik3277
      @priyabratamallik3277 7 หลายเดือนก่อน +2

      Bayasa thick but jia study karuthiba service pain lagiba na marriage kariba

    • @friendshiprocks8673
      @friendshiprocks8673 7 หลายเดือนก่อน

      Exactly.Now a days job is important for girls​@@priyabratamallik3277

  • @dushmantgamanga1207
    @dushmantgamanga1207 6 หลายเดือนก่อน +1

    Late marriage is right decision

  • @sriramkhill7056
    @sriramkhill7056 5 หลายเดือนก่อน

    ନାନା ମୁନି , ନାନା ମତ...

  • @santoshswain7624
    @santoshswain7624 7 หลายเดือนก่อน +1

    Age gap 5year ru kam heu.

  • @TruptiMayee-ls4zt
    @TruptiMayee-ls4zt 6 หลายเดือนก่อน +1

    Mu 21 au mo wife 19 re mariege helu .au mariege pore mote kou friend ro v abasyaka podhuni.

  • @Swakhyr
    @Swakhyr 7 หลายเดือนก่อน +3

    Sir odia re katha heba ucit

  • @subhashreekar180
    @subhashreekar180 5 หลายเดือนก่อน

    No mrg is best

    • @Asisbaiyari
      @Asisbaiyari 4 หลายเดือนก่อน

      Didi tume jeu lekhichha ki no mrg best kintu ata ama hindu dharmare nahin bibaha Kariba ta badhy jea sansara tyaga Kariba ba nijara lakhya pura Kariba ku Amara kaunasi samparka pain kartabya libe hiba heu tahele huato ama hindu dharma prasaya daba ta nahele nahi tenu Baha habata badhya mo Katha kharp lagi theba jadi khyama Kari deba😊😊😊😊😊

  • @ashokchoudhury5067
    @ashokchoudhury5067 7 หลายเดือนก่อน +1

    Mu sabu ku gali kare but ur really right sir

  • @BibunaBibhuti
    @BibunaBibhuti 7 หลายเดือนก่อน +6

    Bilambare marriagekale child heba kebe

  • @xy0988
    @xy0988 7 หลายเดือนก่อน +4

    Can a girl marry a boy younger to her????? Is there any medical issues?

    • @manishanaik1076
      @manishanaik1076 7 หลายเดือนก่อน +1

      Its not medical issues but in our Hindu culture husband is the respectable for her bride . So it's better husband will be elder .

    • @ratiranjanbehera6571
      @ratiranjanbehera6571 7 หลายเดือนก่อน

      Absolutely no

    • @xy0988
      @xy0988 6 หลายเดือนก่อน +1

      But there are so many examples like Aishwarya Roy weds Abhishek Bachchan, Sachin Tendulkar weds Anjali, Shah Rukh Khan weds Gouri khan, Priyanka Chopra weds Nick Jonas. I think it's the matter of respect and humbleness instead of age matter

  • @biswadeepak1
    @biswadeepak1 5 หลายเดือนก่อน

    Mind match kariba darkar Pua au Jhia ra, Late re kara ki jaldi kara marriage. Otherwise whole life will be ruined.

  • @MamatakumariSahoo-d9s
    @MamatakumariSahoo-d9s 7 หลายเดือนก่อน +1

    Phoneଆଶାର,ଆଲୋକରଲେଖନ୍ତୁ

  • @santoshrana2981
    @santoshrana2981 5 หลายเดือนก่อน

    25+30 ok

  • @debasishmohapatra3355
    @debasishmohapatra3355 7 หลายเดือนก่อน +4

    Late re marriage bhul. Society destroyed heijiba...Father/mother should select candidates through relatives...

  • @jyotiprakashdash8940
    @jyotiprakashdash8940 7 หลายเดือนก่อน +5

    25 to 35

  • @nilanchalapadhan-ee1go
    @nilanchalapadhan-ee1go 7 หลายเดือนก่อน

    45.yesr

  • @Sanju_1585
    @Sanju_1585 7 หลายเดือนก่อน +1

    I am 36 male ...still not ready for marriage.

    • @ratiranjanbehera6571
      @ratiranjanbehera6571 7 หลายเดือนก่อน +4

      Aau 15 barsa kathei jao bhai..

    • @abinashmohanty546
      @abinashmohanty546 6 หลายเดือนก่อน

      ​@@ratiranjanbehera6571direct swarga re mrg nahin ki 😂😂😂😂😂😂

    • @missv9558
      @missv9558 6 หลายเดือนก่อน +1

      i m 29 still im unmarried any problem for me

    • @abinashmohanty546
      @abinashmohanty546 6 หลายเดือนก่อน +1

      @@missv9558 problem nahin kintu sukhijiba aau pila pili problem heipare

    • @missv9558
      @missv9558 6 หลายเดือนก่อน

      @@abinashmohanty546 o god kn kohucho ..

  • @geetanjalipradhan8712
    @geetanjalipradhan8712 7 หลายเดือนก่อน +2

    Besi late bhala nuhe pila hebare bahut problem minimum 27 heba darkar jhiopaine

  • @Prasanta-nl4ci
    @Prasanta-nl4ci 6 หลายเดือนก่อน

    Sir mo bilambare marrige karichi hele mo wife' kahuchie TU jaha tanka rosegar karuchi Sabu ama ghara ku dabu au toh maa Bhai tharu sampark rakhibuni mu appna ku kahuchie marriage kariedele bolie Kan mo maa ku fofadie Debi mu ghara ra kie mo maa tharu alga hebi sir

    • @Prasanta-nl4ci
      @Prasanta-nl4ci 6 หลายเดือนก่อน

      36re marriage karichi hele mo sasu kahuchie mo ra 2ta jhia achi TU Bhaghara karibu au mo pua ra government chakiri karaye dabu
      Sir mu Kari paribini plZ mo pokhare kichi budhi nahi au ta ghara loka ka karuchanti ki TU Manisha marichu mu kaha ku Mari ne mo na re gote ud cashe haie thila mu nirdoshare khalash haie chie taa ghara loka mote chapa srutie Kari mo Tharu tanka lutiye Baku chahuchanti

    • @Prasanta-nl4ci
      @Prasanta-nl4ci 6 หลายเดือนก่อน

      Mu Kan karibi sir plz

  • @sanjibkalet6180
    @sanjibkalet6180 7 หลายเดือนก่อน +2

    Health drustiru jhia 20,21 O pua 25 ,26 thik

  • @Sagarkumar-9494
    @Sagarkumar-9494 6 หลายเดือนก่อน

    Bibaha kaha hata ra katha ki

  • @snigdhachandanmishra2591
    @snigdhachandanmishra2591 6 หลายเดือนก่อน +1

    Jhia 25 age & puo 30 age profat marriage

  • @Kaberidehuryvlogs
    @Kaberidehuryvlogs 7 หลายเดือนก่อน +4

    Bilkul baha nahele kichhi prlm nahita 😂

  • @rashmisahu2089
    @rashmisahu2089 7 หลายเดือนก่อน

    Late re marriage kale bahut problem...

  • @GopalKrishna-p4t
    @GopalKrishna-p4t 7 หลายเดือนก่อน +1

    You should marry early before 25 years

  • @nabinraj7474
    @nabinraj7474 6 หลายเดือนก่อน

    25 ru 30 bhitare bibaha heba katha

  • @bikashmohapatra4807
    @bikashmohapatra4807 7 หลายเดือนก่อน +1

    Kharap

  • @NaliniPrabhaMaharana
    @NaliniPrabhaMaharana 5 หลายเดือนก่อน

    Ku prabhaba

  • @gitanjalisahu7326
    @gitanjalisahu7326 7 หลายเดือนก่อน +1

    Jhia maana nka paain 18 year thik

  • @haramohanbehera7876
    @haramohanbehera7876 7 หลายเดือนก่อน

    18 & 21 is ok

  • @ommm632
    @ommm632 7 หลายเดือนก่อน +1

    budha answer dabaku daruchi😂😂😂😂😂

    • @rakeshpanda1426
      @rakeshpanda1426 7 หลายเดือนก่อน +4

      Don't say like that
      He is honorable personality
      So plz

  • @Adi-Unbreakable
    @Adi-Unbreakable 6 หลายเดือนก่อน

    😂😂😂😂 wrong question

  • @satyamodiagrammar2077
    @satyamodiagrammar2077 6 หลายเดือนก่อน

    Bad massage

  • @ashit6142
    @ashit6142 7 หลายเดือนก่อน +2

    Banda uthile marriage Heba Katha
    Biya phatile marriage heba Katha

  • @Subhasish-nr1om
    @Subhasish-nr1om 5 หลายเดือนก่อน +1

    Pahela carear tar pare marride

  • @baijayantimaharana3041
    @baijayantimaharana3041 7 หลายเดือนก่อน

    I want to talk with Namrata Chadda mam please help me to contact with her 🙏🙏

  • @ConfusedHockey-cq3bz
    @ConfusedHockey-cq3bz 6 หลายเดือนก่อน +4

    Nija nijo ku fit rakha age jaa bi hou thau 40 age re bi 30 dekha haba darkar only gym au bhala khadya protin

    • @abinashmohanty546
      @abinashmohanty546 6 หลายเดือนก่อน +1

      Gym gale heart attack hauchhi vaccine jogu kn Kariba bhaya laguchhi.

    • @ConfusedHockey-cq3bz
      @ConfusedHockey-cq3bz 6 หลายเดือนก่อน

      @@abinashmohanty546 home workout kara bhala protin khao hastmethun ru du reiki ruha

    • @rimjhim5916
      @rimjhim5916 6 หลายเดือนก่อน

      Respectful answer

  • @SushreeshrabaniSahoo
    @SushreeshrabaniSahoo 5 หลายเดือนก่อน

    It is right way for late marriage 😢 i think