360° Analysis Of Trainee Doctor Case With Dr. Sthiti Das || EP - 34 || Podcast With Sthiti Das

แชร์
ฝัง
  • เผยแพร่เมื่อ 17 ก.ย. 2024
  • ଡାକ୍ତରମାନଙ୍କୁ ବାରମ୍ଵାର ଆକ୍ରମଣ ଓ ଅସଦାଚରଣ । ଭୟରେ ଓଡିଶା ଡାକ୍ତର ।
    #ArgusDigital #arguspodcast #arguspodcastwithsangram #SangramwithArgus #KichiKathaKichiBarta #DrStithiDas #cancerspecialist #InterviewWithSthitiDas
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argustvdigital
    TH-cam- / @argusdigital.official
    Instagram: / argustvdigital

ความคิดเห็น • 186

  • @saidutta6626
    @saidutta6626 28 วันที่ผ่านมา +83

    ନାରୀ ଦୁର୍ବଳ ନୁହେଁ ବରଂ ପୁରୁଷ ଦୁର୍ବଳ ଯଦ୍ୱାରା ଏଭଲି ନିର୍ଲଜ୍ଜ କାମ କରିଥାଏ। ତୁରନ୍ତ ଦଣ୍ଡାଦେଶର ନିୟମ ଅନିବାର୍ୟ୍ୟ।ଚଳଚ୍ଚିତ୍ରରେ ନଗ୍ନ ଦୃଶ୍ଯ ଓ ନଗ୍ନ ପୋଷାକ ଉପରେ କଠୋର ପଦକ୍ଷେପ ନିଆଯାଉ

  • @BiswaranjanSasmal
    @BiswaranjanSasmal 26 วันที่ผ่านมา +17

    Didi ku ati sigra ନ୍ୟାୟ ମିଳୁ
    ଏହା ସର ଓଡ଼ିଶା ବାସୀଙ୍କ ଇଚ୍ଛା

  • @rahulsamantaray5503
    @rahulsamantaray5503 28 วันที่ผ่านมา +44

    ଏଇ ଯେମିତି ଏହି ଭଊଣୀ ଉପରେ ହେଇଛି ଯଦି ସେମିତି ପୋଲିସ ଅଫିସର ନ ଚେତ MLA OR MP ନ ହେଲେ ରାଜନୀତିକ ଲୋକ ଙ୍କ ଝିଅ ଙ୍କ ଉପରେ ହୋଇଥାନ୍ତା ଭଲ ସମାଜ କୁ କି ବାର୍ତ୍ତା ମିଲିଥିନ୍ତା

  • @souvagyaranjanmahapatra1436
    @souvagyaranjanmahapatra1436 26 วันที่ผ่านมา +10

    ସମାଜ ପାଇଁ ଶିକ୍ଷଣୀୟ ସହ ଉପସ୍ଥାପନା ଶୈଳୀ ବେଶ୍ ଚମତ୍କାର

  • @gayadharsethy4817
    @gayadharsethy4817 28 วันที่ผ่านมา +39

    ଯେକୌଣସି ବିଷୟରେ ହଉନା କାହିଁକି କିନ୍ତୁ ବହୁତ ଭଲଲାଗେ ଆପଣଙ୍କ podcast 🙏👍👌

  • @banamalinahak6701
    @banamalinahak6701 28 วันที่ผ่านมา +45

    sangram sir best reporter and justice for all girls

  • @rabindrarout6441
    @rabindrarout6441 27 วันที่ผ่านมา +44

    କାହାକୁ କଣ ଦଣ୍ଡ ଦିଆଯିବ ନ ଦିଆଯିବ ମୁଁ କହିବିନି ଖାଲି ଏତିକି କହିବି ମୁଁ ଆଜିଠୁ ଗୋଟେ ମହିଳା କୁ ମୋ ମା, ମୋ ଭଉଣୀ ଓ ମୋ ଝିଅ ଭଳି ଦେଖିବି 🙏......

  • @santoshkumarmishra2620
    @santoshkumarmishra2620 28 วันที่ผ่านมา +122

    ଅସୁବିଧ କେଉଁଠି ? ଆମ ଆଇନ୍ ସେହିପରି ତିଆରି ହୋଇଛି. ଆମ ପୋଲିସ୍ ର ଲାଂଚ ଖିଆ ନୀତି ବି ସେପରି ହୋଇଛି. କାହାକୁ କହିବା କିଏ ବା ଶୁଣିବ ?

  • @LAXMAN039.
    @LAXMAN039. 26 วันที่ผ่านมา +21

    ମୋ ତରଫରୁ ମୋଦୀଜି ଏବଂ ମମତା ବାନାର୍ଜୀ ଙ୍କୁ ପ୍ରଶ୍ନ କରାଯାଉ। ଏତେବଡ଼ ଘଟଣାରେ ମୋଦିଜୀ ନିଜେ ଚୁପ୍ ଅଛନ୍ତି ,ମମତା ବାନାର୍ଜୀ ମଉନ ବ୍ରତ କରିଛନ୍ତି , ପୋଡଶୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପାଟି ଖୋଲି ପାରୁ ନାହାନ୍ତି ଏବଂ ସୁପ୍ରିମ କୋର୍ଟ , ହାଇ କୋର୍ଟ ତ ଜନମରୁ ଅନ୍ଧ (10 ଜଣକୁ ମାରିଥିବା ବ୍ୟକ୍ତିର ପ୍ରମାଣ ନମିଳିଲେ ଦଣ୍ଡ ବିଧାନ ନାହିଁ ,ସବୁ ଜାଣି ଥିବେ ତଥାପି ଗୁଙ୍ଗ ) ଓ ପ୍ରଶାସନ(ପୋଲିସ , ସ୍ଥାନୀୟ government , ଜିଲ୍ଲା ପାଳ ,ରାଜ୍ୟ ପାଳ) ଅନ୍ଧ ହୋଇଛନ୍ତି।
    କାହାକୁ କହିବା ସରକାରଙ୍କୁ ତ ଆମେ ଗଢ଼ିଛେ ।
    କୌଣସି ସରକାରଙ୍କୁ ବାରଂ ବାର ଗାଦୀରେ ବସାଇବା ଜନ ସାଧାରଣଙ୍କ ମଧ୍ଯ ଭୁଲ ଅଟେ।
    ଜନ ସାଧାରଣ ଜାଗ୍ରତ ହେଲେ ହିଁ ଏହାର ସମାଧାନ କଠିନ ଭାବରେ ହୋଇପାରିବ ।
    ଜନସାଧାରଣଙ୍କୁ କେବଳ ମିଡ଼ିଆ ଭାଇମାନେ ହିଁ ଜଗାଇ ପାରିବେ।
    ଭାରତ ମାତା କି ଜୟ
    🏵️🚩🚩🚩🏵️
    ଲକ୍ଷ୍ମଣ ବେହେରା
    ହିଞ୍ଜଳିକାଟୁ (ଗଞ୍ଜାମ)

  • @Monakids83
    @Monakids83 28 วันที่ผ่านมา +19

    Best questions.. best podcast.

  • @krishnapallivi
    @krishnapallivi 20 วันที่ผ่านมา +6

    Right ଲୁଚେଇବାକୁ ଚେଷ୍ଟା ହଉଚି ମାନେ କିଛ ତ ଅଛି please ଭାରତ ବାସି ଏକ ହୁଅନ୍ତୁ କିଏ କିଏ ସାମିଲ ଅଛନ୍ତି ଖୋଜନ୍ତୁ ସଞ୍ଜୟ ରାକ୍ଷସ ଏକା ନୁହେଁ ସମସ୍ତେ ଶାସ୍ତି ପାଇବା ଦରକାର pleas please

  • @surendrabarad5260
    @surendrabarad5260 28 วันที่ผ่านมา +25

    Sangram sir and Dr mam true inspiration talk of our society 🙏⭕‼️⭕🙏

  • @jasodadei8956
    @jasodadei8956 28 วันที่ผ่านมา +29

    Sangram sir best reporter

  • @kilogram382
    @kilogram382 26 วันที่ผ่านมา +5

    ବହୁତ ବଢ଼ିଆ ପ୍ରଶ୍ନ ଉଠାଇଛନ୍ତି ୨ବର୍ଷ ତଳର କଥା ବ୍ରାଜିଲ ର ଜଣେ Dr. delivery ମହିଳାଙ୍କୁ ଦୁଷ୍କର୍ମ କରିଛି।

  • @padmini-cz3xt
    @padmini-cz3xt 28 วันที่ผ่านมา +22

    କଠିନ ଦଣ୍ଡ ଦିଆଯାଉ sir

  • @ashwinirout8942
    @ashwinirout8942 27 วันที่ผ่านมา +9

    World re ରକ୍ଷାବନ୍ଧନ ଖାଲି ଭାରତ ରେ ପାଳିତ ହୁଏ ଓ ଅଧିକା ରପେ ବି ଭାରତ ରେ ହୁଏ ଏ diffrent କଣ ପାଇଁ

  • @SunLight49
    @SunLight49 28 วันที่ผ่านมา +13

    ମୁଳ କଥା ଆମ ଆଇନ୍ କାନୁନ୍ ବାଳ କାନୁନ୍
    ଯଦି ଇସ୍ରାଏଲ ଚୀନ୍ ନର୍ଥ କୋରିଆ ଭଳି ଆଇନ୍ କାନୁନ୍ ହବ ତେବେ ଯାଇ ଦେଶ ରେ କେହି ସାହସ କରି ବେନି
    ଭାରତ ରେ ରେପ୍ ମର୍ଡର କରି ପଇସା ଦେବି ମତେ ବେଲ୍ ମିଳିବ 😂😂😂ମୁଁ ପୁଣି କରିବି ବେଲ୍ ମିଳିବ ବାଳ
    ଏ କି ବାଳ କାନୁନ୍ ,,
    ଚୋରି କଲା କି ରେପ୍ କଲା କି ମର୍ଡର କଲା କଲା ତ ତେବେ ବେଲ୍ କଣ ପାଇଁ

  • @Trademonk91
    @Trademonk91 25 วันที่ผ่านมา +6

    ଏ ସବୁ ସେତେବେଳେ ବନ୍ଦ ହେଇପାରିବ ଯେତେବଳେ ଆମ ଶିକ୍ଷା ପଦ୍ଧତି ରେ ବଦଳ ହେବ ଆଉ ଆଧ୍ୟାତ୍ମିକତା କୁ ଆମ ପିଲା ମାନଙ୍କ ଶିକ୍ଷା ରେ ସ୍ଥାନ ଦିଆଯିବ , ସେମାନଙ୍କୁ ନାରୀ ଜାତି ପାଇଁ ସମ୍ମାନ ଦେବା ବିଷୟରେ ଶିକ୍ଷା ଦିଆଯିବ।

  • @jagdishmohanty2193
    @jagdishmohanty2193 22 วันที่ผ่านมา +4

    Doctor ଦିଦି ଙ୍କୁ ନ୍ୟାୟ ମିଳିବା ଦରକାର

  • @snehalatarath8282
    @snehalatarath8282 26 วันที่ผ่านมา +9

    ଭାଇ ଝିଅ ମାନଙ୍କୁ ସୁରକ୍ଷା କେବେ ବି ମିଳିପାରିବ ନାହିଁ ଭୟ ଲାଗୁଚି ଝିଅଙ୍କୁ ପାଠ ପଢେବ କୁ ବାହାରକୁ ଛାଡ଼ିବା କୁ ମୋର ଦୁଇଟି ଝିଅ କଣ୍ କରିବି ହେ ପ୍ରଭୁ

  • @ijf-v7z
    @ijf-v7z 26 วันที่ผ่านมา +7

    କଲିକତା ନର ରାକ୍ଷସକୁ ବାଘ ମୁଁହରେ ପକାଇଦିଅ ଏପରି କାମ ଆଉ କେହି କରିବେ ନାହିଁ

  • @tanujkumarsahoo2437
    @tanujkumarsahoo2437 27 วันที่ผ่านมา +12

    ଏଭଳି ଜଘନ୍ୟ ଅପରାଧ କରିଥିବା ଓ ସେଥିରେ ସଂପୃକ୍ତ ଥିବା ପ୍ରତ୍ୟେକ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀ ମାନଙ୍କ ଜନ୍ତ୍ର କୁ କାଟି ଦେବା ଆଇନ୍ କାନୁନ୍ କରାଗଲେ ହିଁ ଏମାନେ ଏଭଳି ଜଘନ୍ୟ ଅପରାଧ ପାଇଁ ସ୍ଵପ୍ନ ରେ ବି ଭାବିବେନି 😡😡😡

  • @jasodadei8956
    @jasodadei8956 28 วันที่ผ่านมา +14

    U r best podcast god bless u

  • @Kiila-b9p
    @Kiila-b9p 28 วันที่ผ่านมา +16

    SCB ଡାକ୍ତର କରିଥିବା ଦୁଷ୍କର୍ମ କଣ ଅଲଗା ଦୁଷ୍କର୍ମ ? ଡାକ୍ତରୀ ଛାତ୍ରୀ ମାନେ ସାଧାରଣତଃ ସହପାଠୀ ଛାତ୍ର ଦ୍ଵାରା ଏହିଭଳି ନିଯ୍ୟତୀତ ହୋଇଥାନ୍ତି.

  • @PadmabatiBariha-z2h
    @PadmabatiBariha-z2h 22 วันที่ผ่านมา +3

    ଭାରତର ପ୍ରତ୍ୟେକ ମହିଳା , ଝିଅ, ମାଁ ଙ୍କ ଆଖିରୁ ଲୁହଧାର ଝରୁଛି,

  • @basantakumarkar815
    @basantakumarkar815 22 วันที่ผ่านมา +2

    ଏଥିପାଇଁ କେବଳ ଆମ ଆଇନ ଦାୟୀ

  • @ganeshjena881
    @ganeshjena881 28 วันที่ผ่านมา +5

    Perfect program

  • @allhadinipatel1655
    @allhadinipatel1655 26 วันที่ผ่านมา +8

    ଯଦି ବା ଫାଶୀ ଦିଆଯାଏ ତେବେ 40 ମିନିଟ ପୂର୍ବରୁ ତାକୁ କ୍ଷତ bikhyat କରିଦେବା darkar

    • @susamarath7162
      @susamarath7162 21 วันที่ผ่านมา

      😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊 Naina jaane

  • @sukantabehera6090
    @sukantabehera6090 28 วันที่ผ่านมา +3

    Sangram Sir Best Report In Odisha 🎉🎉🎉🎉🎉🎉🎉🎉🎉🎉🎉

  • @RadhekrishnaMahapatra
    @RadhekrishnaMahapatra 28 วันที่ผ่านมา +7

    No1argus

  • @bikrambaral6187
    @bikrambaral6187 28 วันที่ผ่านมา +5

    ଭାରତ ନିୟମ ଭୁଲ

    • @dhirendranathrout3005
      @dhirendranathrout3005 24 วันที่ผ่านมา

      ନିୟମ ଭୁଲ୍ ନୁହେଁ,ସରକାର ଭୁଲ।

    • @dusmantakumarpradhan4101
      @dusmantakumarpradhan4101 23 วันที่ผ่านมา

      ​@@dhirendranathrout3005ନିୟମ ଆଉ ସରକାର ଛଡ଼ା ମାନସିକତା ବି ଭଲ ହେବା ଦରକାର

  • @santoshsk1536
    @santoshsk1536 28 วันที่ผ่านมา +4

    Best podcast 🙏🙏

  • @allhadinipatel1655
    @allhadinipatel1655 26 วันที่ผ่านมา +6

    Pratyek balatkarinku phasithu b adhik,kathor danda darkar, taku ବାଘ ମୁହଁ କୁ ଠେଲିବା ଦରକାର, ତା ଦେହରେ ନିଆଁ ଜାଳିଦେବା ଦରକାର

  • @Priya24759
    @Priya24759 26 วันที่ผ่านมา +2

    Best podcast

  • @mamataranijena9097
    @mamataranijena9097 28 วันที่ผ่านมา +4

    God please save all girls and justice⚖🙏

  • @sailabhamamahapatra1160
    @sailabhamamahapatra1160 24 วันที่ผ่านมา +1

    Keun keun question put kale shrota problems ku assure karipariba Se Sabu katha ethi re clear heiparichi ❤❤👍

  • @smitaranimallick1811
    @smitaranimallick1811 26 วันที่ผ่านมา +3

    Right answer

  • @sukantinahak3821
    @sukantinahak3821 28 วันที่ผ่านมา +3

    Yes thanks pordcast

  • @umakantamohanty9434
    @umakantamohanty9434 28 วันที่ผ่านมา +7

    ବହୁତ... ରୁ ବହୁତ କଠିନ ରୁ କଠିନ ଦଣ୍ଡ ଦିଆଯାଉ

  • @keshabaseth8566
    @keshabaseth8566 26 วันที่ผ่านมา +1

    Best postcast

  • @summitbiswal4998
    @summitbiswal4998 27 วันที่ผ่านมา +3

    Strong rules darkar Just like Dubai

  • @tekrambagh5243
    @tekrambagh5243 28 วันที่ผ่านมา +2

    ଆପଣଙ୍କ ପ୍ରତ୍ୟେକ ପୋଡକାଷ୍ଟର ଶେଷ ପ୍ରଶ୍ନ ଭାବବ୍ୟହୁଳ କରିଥାଏ ଏବଂ ଆଖିରୁ ଜଣାଯାଏ।

  • @bijaykumarsahoo8498
    @bijaykumarsahoo8498 26 วันที่ผ่านมา +3

    ଫାଶୀ ଦିଆଯାଉ

    • @dhirendranathrout3005
      @dhirendranathrout3005 24 วันที่ผ่านมา

      ସମସ୍ତ ଅଭିଯୁକ୍ତଙ୍କୁ

  • @Ashoka_the_great
    @Ashoka_the_great 28 วันที่ผ่านมา +9

    ଝିଅ ଆମର ଝିଅ ଙ୍କ ସୁରକ୍ଷା ବି ଆମର .. ଯେଉଁ ମାନେ ପ୍ରେମ ନା ରେ ଝିଅ ଙ୍କ ସହ ମସ୍ତି କରୁଛ (Use and throw) ସେମାନେ ଗୋଟେ କଥା ଭାବି ରଖ କାଲି ଯଦି ତମ ଝିଅ ଆଉ ତମ ଭାବି ସ୍ତ୍ରୀ କି ତମ ବୋଉ ସହ କିଏ ତମ ଭଳି ଖରାପ ବ୍ଯବହାର କି ଦୁଷ୍କର୍ମ କରିବ ତମେ ଜାଣିବା ପରେ କୌଣସି ପର ଝିଅ ସହ ଏମିତି କରିବ .... ଯିଏ ଅମଣିଷ ଯାହାର ବାପା ମା ନିଜ ଛୁଆ ଙ୍କୁ ସଂସ୍କାର ଶିଖେଇ ନାହାନ୍ତି ସେଇ ଛୁଆ ଙ୍କୁ ମୋ cmt ଟା ବହୁତ ଖରାପ ଲାଗୁଥିବ...

    • @jibanjyotiparida892
      @jibanjyotiparida892 28 วันที่ผ่านมา

      Bhai aji kali jhia mane bhala nahanti 90% kharap

    • @Ashoka_the_great
      @Ashoka_the_great 28 วันที่ผ่านมา +1

      @@jibanjyotiparida892 society ra nazar re kahaku justify kariba agaru nija ghare thiba jhia ra life ku dekha tame bi kahara bhai heithiba naa.. Society ta aji Jain kahara Vala chahini kahara vul ku khyama karichi ta kahaku bina dosa re punishment deichi ..

    • @DeepaliBehera-nm1yw
      @DeepaliBehera-nm1yw 27 วันที่ผ่านมา

      ​@@jibanjyotiparida892 tahele kohucho tomo ma bhouni hin 10 % re jaichanti au ame 90 re sabu jhio ki puo kharap nuhonti

  • @Peteijhampdi
    @Peteijhampdi 26 วันที่ผ่านมา +1

    Right.madam

  • @manojdas8309
    @manojdas8309 24 วันที่ผ่านมา +1

    Doctor nku ame chalanti bhagaban boli manu.

  • @Peteijhampdi
    @Peteijhampdi 26 วันที่ผ่านมา +1

    Right..sir.... justice milu Bhauni ku

  • @Srpritu-o7f
    @Srpritu-o7f 27 วันที่ผ่านมา

    Thanks for your padcast mr sangram

  • @sarbeswardas8822
    @sarbeswardas8822 28 วันที่ผ่านมา

    Thank you for your excellent interview.

  • @saidutta6626
    @saidutta6626 28 วันที่ผ่านมา +2

    ସାଉଦି ଆରବିକ୍ ଦେଶରେ ଏଭଳି ଦଣ୍ଡ ଦେବା ପୂର୍ବରୁ ବହୁତ କଥା ଉପରେ ଲଗାମ ରଖିଥାନ୍ତି

  • @sumitrapanda411
    @sumitrapanda411 26 วันที่ผ่านมา +2

    ମୋ ମତରେ ସାମନାରେ ସୁଟ୍ କରିବା ଦରକାର 😭

  • @basantakumarkar815
    @basantakumarkar815 22 วันที่ผ่านมา +1

    ମମତା ବାନାର୍ଜୀ କନ କରୁଛନ୍ତି

  • @OnlyIam0
    @OnlyIam0 26 วันที่ผ่านมา +2

    କରି କରାଉ ଥାଏ ମୁହିଁ
    ମୋ ବିନୁ ଅନ୍ୟ ଗତି ନାହିଁ

    • @LAXMAN039.
      @LAXMAN039. 26 วันที่ผ่านมา

      👍👍👍

  • @abhimanyuparida7499
    @abhimanyuparida7499 26 วันที่ผ่านมา +3

    Mamata ku guli paridaba katha

  • @manasmanas3632
    @manasmanas3632 28 วันที่ผ่านมา +2

    Tankuy sir mam

  • @sarojinibarik1694
    @sarojinibarik1694 26 วันที่ผ่านมา

    Dhanyabad upsthapaka mahasaya🙏

  • @padmalayamishra6824
    @padmalayamishra6824 25 วันที่ผ่านมา

    It's a really shame & a great loss for us as she was an efficient Doctor.

  • @saritagomango
    @saritagomango 19 วันที่ผ่านมา

    Bahut sundar aau thik katha kahichonti madam...Bhagbaan nka paakhare prathana j a duskarma paen jia jia b karichonti semaana nku emiti danda deba darkaar j jemiti emiti dukarma kariba paen hazar thara bhabibaku padibo😡...

  • @dev4831
    @dev4831 26 วันที่ผ่านมา

    Thank you mam🙏

  • @romanusdungdung2378
    @romanusdungdung2378 19 วันที่ผ่านมา

    Madam.... We want Justice... For Kolkata Dr..... I have

  • @pratapkumarbaral9791
    @pratapkumarbaral9791 28 วันที่ผ่านมา

    Thanks❤🌹🎉

  • @bharatrout3886
    @bharatrout3886 28 วันที่ผ่านมา

    Jay Jagannath 🙏

  • @JitendraKumarNayak-ov2gl
    @JitendraKumarNayak-ov2gl 28 วันที่ผ่านมา

    Jai jagannath

  • @PravatiDash-k8z
    @PravatiDash-k8z 21 วันที่ผ่านมา

    Please street law

  • @subashchandrasahoo347
    @subashchandrasahoo347 26 วันที่ผ่านมา +1

    Soudi Arab law must be implemented in India Mamata govt should resign.

  • @mantoshmohanty3712
    @mantoshmohanty3712 24 วันที่ผ่านมา

    I suggest to both state and central Govt. that, All state Police from Constable to IIC should go training Indian Army. Should give Border duty at least 5 years ( training +duty). It will help for transformation of personality,responsibility, thought , and attitude in a good way of the police person. Then definitely the crime, indiscipline, and corruption will decrease in society. OR All police should be declared as Indian soldiers. They will depute in all state. When the IO/Police to be required for witness for any case. They will attend it through video conferencing.

  • @Sweet-k9v
    @Sweet-k9v 28 วันที่ผ่านมา +3

    Odisha re bi kehi safe nahanti

  • @mansibehera3300
    @mansibehera3300 28 วันที่ผ่านมา +2

    Sir ଏ କଣ ପାକିସ୍ତାନ ନିୟୁଜ ଚାଲିଚ଼ି
    ସେ କିଏ ହାପ୍ ପ୍ୟାଣ୍ଟ ପିନ୍ଧିକି ବୁଲୁଚ଼ି 25.
    45 ମିନିଟରେ ଆଉ ଦିନେ ଏଭଳି ଦେଖିଲେ ତମ ମା ଭଉଣୀ ଉଡେଇବି

    • @SangramSarangi-oo2pn
      @SangramSarangi-oo2pn 28 วันที่ผ่านมา

      ହସ୍ପିଟାଲ ବାରଣ୍ଡାରେ ଯେହେତୁ podcast shooting ହୋଇଥିଲା, ସେତେବେଳେ ଅନେକ ରୋଗୀ ଯାଆସ କରୁଛନ୍ତି।

  • @pushpalatabehera873
    @pushpalatabehera873 28 วันที่ผ่านมา

    Right

  • @Crazyyyworlds8018
    @Crazyyyworlds8018 14 วันที่ผ่านมา

    Ama deshare na vala security achhi na sefty officer achhanti,na adminstration strong achhi ,na dress code re salinata achhi ,na vala education system achhi

  • @SunitaPradhan-d7u
    @SunitaPradhan-d7u 20 วันที่ผ่านมา

    Nyaya miliba uchit

  • @sukantabehera6090
    @sukantabehera6090 28 วันที่ผ่านมา +1

    Sir Liku Bhai Interview Dakantu 🎉

  • @MOVIEZONE789-S
    @MOVIEZONE789-S 27 วันที่ผ่านมา +1

    Justice for moumita 😢😢

  • @subhrapradhan2987
    @subhrapradhan2987 28 วันที่ผ่านมา +2

    Sabu govt kariparibani, citizens mananku b kartabya o dayitwa karibakupadiba

  • @debamadkami8903
    @debamadkami8903 19 วันที่ผ่านมา

    Very sad news sir.

  • @Reenabehera0
    @Reenabehera0 26 วันที่ผ่านมา +1

    Maa apana thik kahuchhanti maa se mahisasur pasu amanisa kukura pisacha pasu mahisasur amanisa pasu ku kachadi kachadi marantu mahabahu piti piti olata tangi dia au taku ta akhire kacha re kana karidia hata anguthi ku kati dia tapare taku phasi deidia 😭 jie ehi pasu amanisa kukura pisacha kama kariba mam gotie niyama anajau au ehi pasu amanisa kukura pisacha kama kariba loka ku sange sange guli mariba darkar Jay jagannath 🙏🏻😭😭😭😭

  • @Crazyyyworlds8018
    @Crazyyyworlds8018 14 วันที่ผ่านมา

    Sabu medical heu ki sabu office heu sethi proper audit heuchi cross audity heu nahi ,na cbi ra barsaku each office, medical, police station visit and cross checking rahiba darkar ,sabu jhia nk pakhare amiti gote alaram divice rahiba darkar, school as u collage ku guide kariba katha,au ame each parents nku nijar pilank upare thikhna guide rahiba darkar pilamanku self respect,au tk mannar sikhaiba ra gurutwa achhi

  • @prashantpatra9883
    @prashantpatra9883 21 วันที่ผ่านมา

    ସବୁ ଝଅ ମହିଳା ମାନେ ପାଖ ରେ ଲଙ୍କା ଗୁନଡ୍ ରଖ ନ୍ତୁ ଦ ରକା ର ହେଲେ କା ମରେ ଆସିବ

  • @bikrambaral6187
    @bikrambaral6187 28 วันที่ผ่านมา

    କେବଳ ରାଜନତି ପଇସା ପାଇଁ ନିଜ ସୁରକ୍ଷା ପାଇଁ

  • @9xm50
    @9xm50 28 วันที่ผ่านมา

    🙇🙏

  • @bharatmajhi8536
    @bharatmajhi8536 28 วันที่ผ่านมา

    ❤❤❤❤❤👍

  • @JanmejayBastia-rw9ug
    @JanmejayBastia-rw9ug 26 วันที่ผ่านมา

    Samaya asi sesa pahachare pahan chilani sabu sarigiba kehiau rahibeni esansarare bhagaban kemiti bhalaloka srusti karantu

  • @suravibesan7443
    @suravibesan7443 27 วันที่ผ่านมา

    🙏🙏🙏🙏🙏

  • @sidhibinayakrout4289
    @sidhibinayakrout4289 26 วันที่ผ่านมา

    Khali ame sarira nuha amara parichaya achi keep justice ⚖️

  • @munanaikmunanaik7443
    @munanaikmunanaik7443 20 วันที่ผ่านมา

    Sarkar ganaduskrma kari mananku bada danda bidhan fashi re debadrkar au taparibar ku niya milibadrkre

  • @bikrambaral6187
    @bikrambaral6187 28 วันที่ผ่านมา

    ଡାକ୍ତର ମାଡାମ 🙏
    News ଚାନେଲ 🙏
    First ପାଇଁ.
    Prime misyter
    Home misster
    S. Cort all jastis
    Direect shoot

  • @sasmitamallick9299
    @sasmitamallick9299 26 วันที่ผ่านมา

    Sabu Hospital re alarm ⏰🚨🚨⏰ kahas kari lady doctor aau Nursing officer mananka pain system kara jiba darkar

  • @bikrambaral6187
    @bikrambaral6187 28 วันที่ผ่านมา

    1=
    first law change

  • @kirankumarlenka827
    @kirankumarlenka827 28 วันที่ผ่านมา

    Doctor jouthi sef nahi
    Jay jagannath 🙏

  • @Crazyyyworlds8018
    @Crazyyyworlds8018 14 วันที่ผ่านมา

    Postmortem thik se hei parinahi,cc tv thik nahi,kahara ingitire seminar hall ku renovate kara gala dinner time jau doctor mane thile tanku kan pain investigation karajau nahi samastak ra dairy au mob cheak karajau nahi,au cbi ra strong investigation karu nahi...au repist ku 3rd degree kan pain dia jau nahi.,

  • @user-jp3xr2pf9i
    @user-jp3xr2pf9i 28 วันที่ผ่านมา

    😮

  • @bhagabatroul3284
    @bhagabatroul3284 26 วันที่ผ่านมา

    Pre plan Sabu heithiba au athirea police involving

  • @LaluMunda-tv3jz
    @LaluMunda-tv3jz 21 วันที่ผ่านมา

    Tikh kohi6anti maam sir

  • @Sweet-k9v
    @Sweet-k9v 28 วันที่ผ่านมา +2

    Mo Sana bhauni ku bi mana karidelu staff nurse hei night duty karibaku

  • @nayakashik2693
    @nayakashik2693 28 วันที่ผ่านมา +3

    Amiti danda debi sia bhul8 jiba je mu amiti. Danda. Debi

  • @bikrambaral6187
    @bikrambaral6187 28 วันที่ผ่านมา

    ଝିଅ or ନାରୀ ଏ ଭଳି case ରେ enconutter

  • @sridharpradhan2684
    @sridharpradhan2684 25 วันที่ผ่านมา

    Sir semananka hatare kakudi semananka hata re chhuri ame kichhi Kari paribani

  • @nirakarbarik5574
    @nirakarbarik5574 9 วันที่ผ่านมา +1

    ହେଭଗଵାନ୍🙏

  • @pujabehera5685
    @pujabehera5685 28 วันที่ผ่านมา +1

    A Desa Re Law Hin Nahi Agyan........Chhi Dhhik Ama Govt ku.....Sabu Misiki JANATA Ra power dekhideia

  • @debamadkami8903
    @debamadkami8903 19 วันที่ผ่านมา

    Pleae Immediately do action