Hera Panchami | Tiniti Ratha Naati Katha 5 | Dr. Ashutosh Prasad Mishra | Rituals of Hera Panchami

แชร์
ฝัง
  • เผยแพร่เมื่อ 17 ต.ค. 2024

ความคิดเห็น • 375

  • @ODISHA365
    @ODISHA365  ปีที่แล้ว +56

    If you like this video give a like 👍 and share it with your family and friends.
    Jay Jagannath

  • @subashchandra7563
    @subashchandra7563 ปีที่แล้ว +35

    ମନକୁ ମୋର ଜଗା ପ୍ରେମ ରେ ହସେଇ ଦେଲ, ରସେଇ ଦେଲ, ଫସେଇ ଦେଲ, କୃତ୍ୟ କୃତ୍ୟ ହୋଇଗଲା ଏ ଦେହ, ମନ ପ୍ରାଣ ଆଉ ଶରୀର। ଜୟ ଜଗନ୍ନାଥ ସ୍ଵାମୀ କି........
    😭😭😭😭😭😭😭😭😭😭😭

  • @meenakshikar6351
    @meenakshikar6351 ปีที่แล้ว +30

    ଅତି ସୁନ୍ଦର ଉପସ୍ଥାପନା। ବହୁତ ବହୁତ ଧନ୍ୟବାଦ

  • @jibanjyotimohanty7701
    @jibanjyotimohanty7701 ปีที่แล้ว +11

    ଜୟ ଜଗନ୍ନାଥ, ପ୍ରଭୁ ଜଗନ୍ନାଥଙ୍କ ପାଦତଳେ କୋଟି କୋଟି ପ୍ରଣାମ, ପ୍ରବଚକ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏ ପ୍ରବଚନ ଶୁଣାଇ ଥିବାରୁ

  • @swatilinaparida5014
    @swatilinaparida5014 ปีที่แล้ว +4

    ଆହା 🥺🥺 ଏତେ ସୁନ୍ଦର ଭାବେ ସାର୍ ହେରା ପଞ୍ଚମୀ ର ନିଦର୍ଶନ ବର୍ଣ୍ଣନା କରୁଛନ୍ତି, ଲାଗୁଛି ଆମ 3 ଠାକୁର ଖାଲି ଦାରୁ ଦେବତା ନୁହନ୍ତି ସତସତିକା ମଣିଷ ଚରିତ୍ର ର ବର୍ଣ୍ଣନା କରୁଛନ୍ତି 🙏🙏

  • @ratankumarmahapatra7086
    @ratankumarmahapatra7086 ปีที่แล้ว +1

    ଜୟ ଜୟ ଶ୍ରୀ ଜଗନ୍ନାଥ

  • @rasmitamaharathy6734
    @rasmitamaharathy6734 ปีที่แล้ว +16

    ଜୟ ହୋ ପ୍ରଭୁ ଲକ୍ଷ୍ମୀନାରାୟଣ 🙏❤️🙏

  • @manaskumarmaharana24
    @manaskumarmaharana24 ปีที่แล้ว +8

    ମଣିମା ମୋ 🙏🙏🙏
    ମଣିମା ତୁମ ସେ ଅଭୟାର ବିନ୍ଦରେ ଟିକେ ଜାଗା ଦେବ ହେ ମଣିମା ଏତିକି ଅଳି. ତୁମ ଛାମୁ ରେ ମହାପ୍ରଭୁ 😭🙏🙏

  • @sasmitabobby3206
    @sasmitabobby3206 ปีที่แล้ว +3

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏
    ସତରେ ମୁଁ ବି ରଥଯାତ୍ରା ଦିନ ମହାପ୍ରଭୁ ଙ୍କୁ କହିଥିଲି, କାଳିଆ ରେ.. ତ ମୁହଁ କଣ ପାଇଁ ସୁଖୀ ଯାଇଛି ରେ, ଆଉ ହସ ବି କାଳିଆ ର ନାହିଁ, ମୋତେ ବି କାନ୍ଦ ଲାଗିଲା, ବହୁତ କାନ୍ଦିଲି, କେବେ ବି ମୁଁ ରଥଯାତ୍ରା ଦେଖି ନ ଥିଲି, ହେଲେ ପ୍ରଥମ ଥର ଦେଖିଲି ଯେ କାଳିଆ ମୁହଁ ରେ ହସ ନାହିଁ 😭😭

  • @anilkusahoo33539
    @anilkusahoo33539 ปีที่แล้ว +14

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
    🙏🙏🙏🙏🙏🙏🙏🙏🙏🙏🙏🙏🙏
    ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସମସ୍ତ ଜଗତକୁ ପ୍ରଦାନ କରୁଥାନ୍ତୁ 🙏🙏🙏

  • @Jagannath_premi_
    @Jagannath_premi_ ปีที่แล้ว +7

    କୋଟି ଓଡିଆ ଙ୍କ ମଉଡମଣି ଶ୍ରୀ ଶ୍ରୀ କାଳିଆ ସାଆନ୍ତ ଙ୍କ ଜୟ ହେଉ 🙏

  • @prakasinidas8188
    @prakasinidas8188 ปีที่แล้ว +4

    ଆଡ଼ପ ମଣ୍ଡପରେ ବିଜେ ମଣିମା ମହାବାହୁ,ତାଙ୍କର ବିଶେଷ କୃପା ଆଜି,ତାଙ୍କ ସମ୍ମୁଖରେ ତୁମକୁ ସେ କୁହାଉଛନ୍ତି,ଆମେ ଶ୍ରବଣ କରି କୃତାର୍ଥ ହେଉଛୁ..ଜୟ ଜଗନ୍ନାଥ🙏💗

  • @sabitapanigrahi6035
    @sabitapanigrahi6035 ปีที่แล้ว +6

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ପ୍ରଣାମ।🙏🙏

  • @pujabehera5685
    @pujabehera5685 ปีที่แล้ว +2

    ମତେ 😭 ରକ୍ଷା କର ହେ ଜଗତ୍ ପିତା

  • @kartikarana6756
    @kartikarana6756 ปีที่แล้ว +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ,, ଜୟ ମା ଲକ୍ଷ୍ମୀ ଠାକୁରାଣୀ,,‌🌺🌺🙏🏻🙏🏻🙏🏻🌺

  • @binapanibehera9900
    @binapanibehera9900 ปีที่แล้ว +2

    Jay Jagannath jay jagannth 🙏🙏🙏🙏 ପ୍ରଭୁଙ୍କ ଶ୍ରୀ ଚରଣରେ କୋଟି କୋଟି ପ୍ରଣାମ 🙏🙏🙏🙏କେତେ ସୁନ୍ଦର କଥା ମନ ପ୍ରସନ୍ନ ହେଇଗଲା 😭😭 କେତେ ଲୀଳା ମୟ ଠାକୁର କେତେ ଲୀଳା ତାଙ୍କର 🙏🙏🙏🙏

  • @jayjagannathjayjagannath7121
    @jayjagannathjayjagannath7121 ปีที่แล้ว +6

    ମଣିମା ଙ୍କର ଜୟ ହେଉ 🙏🏻 ଜୟ ଜଗନ୍ନାଥ

  • @ansumanswain4873
    @ansumanswain4873 ปีที่แล้ว

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏⭕‼️⭕🙏🙏🙏
    ଆପଣଙ୍କୁ କୋଟି କୋଟି ପ୍ରଣାମ ସାର୍ 🙏🙏🙏

  • @niharikapatnaik2210
    @niharikapatnaik2210 3 หลายเดือนก่อน

    ଚମତ୍କାର ଅଭିବ୍ୟକ୍ତି... ମହାପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ....ଜୟ ଜଗନ୍ନାଥ 🙏🙏

  • @PrsantaBehera-xz8ze
    @PrsantaBehera-xz8ze ปีที่แล้ว

    ସାର୍ ଆପଣଙ୍କ ପାଦଦେଶରେ ଅନନ୍ତ କୋଟି ପ୍ରଣାମ,
    ସାର୍ ଆପଣଙ୍କ ଆଶୀର୍ବାଦ ନେବାକୁ ମନରେ ବହୁତ ଇଚ୍ଛା,। ସାର୍ ଟିକେ ଦୟାକରିବେ, ଅପେକ୍ଷାରେ ରହିଲି, ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ,

  • @adarshakahanimala3868
    @adarshakahanimala3868 ปีที่แล้ว

    ସାର୍। ଆପଣ କେତେ ଭାଗ୍ୟବାନ। ଶ୍ରୀ ଜଗନ୍ନାଥଙ୍କ ଅନେକ ଅନୁଭବ କୁ କହୁଛନ୍ତି।ମନ ଭାବରେ ଭରି ଯାଉଛି। ଜୟ ଜଗନ୍ନାଥ।

  • @rajeshlenka5894
    @rajeshlenka5894 ปีที่แล้ว +2

    ରଥ ଭାଙ୍ଗିବା ବିଷୟରେ ବିସ୍ତୃତ ବିବରଣୀ ଉଲ୍ଲେଖ କରିବାର ଆଶା କରୁଛି ପରବର୍ତ୍ତୀ ସମୟରେ । ଜୟ ଜଗନ୍ନାଥ 🙏

  • @gourishankarmishra929
    @gourishankarmishra929 ปีที่แล้ว +1

    ଏ ଭାବ ଓ ଭାଷା ର ଭଣ୍ଡାର କୁ ମହାପ୍ରଭୁ ଆହୁରି ରୁଦ୍ଧିମନ୍ତ ରସାଳ କରନ୍ତୁ। ଆପଣଙ୍କ ବାଣୀ ଭଣ୍ଡାର ସଦା ପରିପୂର୍ଣ୍ଣ ରହୁ।ଜୟ ଜଗନ୍ନାଥ ସ୍ୱାମୀ ନମସ୍କାର

  • @tejarajsahu1501
    @tejarajsahu1501 ปีที่แล้ว +2

    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🚩🚩

  • @madhusmitamohanty8320
    @madhusmitamohanty8320 ปีที่แล้ว +1

    ସେ ଭାବଗ୍ରାହୀ ଭାବ ରେ ବନ୍ଧା ମାଆ ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କ ମନ କୁ ଜୟ କରିଲେ। ଧନ୍ୟ କାଳିଆ ର ଲୀଳା। ଜୟ ଜଗନ୍ନାଥ 🙏

  • @pradeeptaofficial213
    @pradeeptaofficial213 ปีที่แล้ว

    ଅଦ୍ଭୁତ ବର୍ଣନା. ନିଶ୍ଚୟ ଜଗତର ନାଥ ଜଗନ୍ନାଥ ଭାବବିନୋଦିଆ ଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସମ୍ପୂର୍ଣ ଭାବରେ ଅଛି. ଖୁସି ଲାଗିଲା. ଖାଲି ବାରମ୍ବାର ଶୁଣିବାକୁ ଇଛା ହେଉଛି. ମନରେ ଉନ୍ମାଦନା ସୃଷ୍ଟି ହେଉଛି 😊🙏ଜୟ ଜଗନ୍ନାଥ 🙏ମନରେ ଭକ୍ତି ଭାବ ଜାଗ୍ରତ ହେଉଛି 😊

  • @blueblockyt289
    @blueblockyt289 ปีที่แล้ว +4

    You are great sir..

  • @punammund5934
    @punammund5934 ปีที่แล้ว +2

    Apanka charana dhuli tike milile b Mo pain Jayheshta 🙏🙏🙏 ete sundar kemti apana kahi paranti 🙏🙏🙏 Pravu nka asesa Krupa apananka upare achhi 🙏🙏

  • @trilochanrout219
    @trilochanrout219 ปีที่แล้ว +30

    ଜୟ ଜଗନ୍ନାଥ,ଭାବ ବିନୋଦିଆ ଭାବର ଠାକୁର ମହାପ୍ରଭୁ ମୋ କାଳିଆ ସାଆନ୍ତ ଙ୍କ ଚରଣାରବିନ୍ଦରେ ଏ ଅକିଞ୍ଚନ ର କୋଟି କୋଟି ପ୍ରଣାମ । ମଣିମା ଏ ଅଧମ ପ୍ରତି ଏତିକି କୃପା ହେଉ, ଆପଣଙ୍କ ପାଦପଙ୍କଜରେ ମୋ'ର ଚିତ୍ତ ଅବିରତ ସ୍ଥିର ରହୁ

    • @VishnuPriya-rp5kd
      @VishnuPriya-rp5kd ปีที่แล้ว

      Agasfafafaf

    • @naraharirout7938
      @naraharirout7938 ปีที่แล้ว +1

      ଜୟ ଜଗନ୍ନାଥ ସ୍ଵାମି ନୟନ ପଥ ଗାମି ଭବ ତୁ ମେ ।। ଅତି ସୁନ୍ଦର୍ ହେରାପଞ୍ଛମି କଥା ବର୍ନନ୍ କରିଲ । ବହୁତ୍ ଭଲ ଲଗିଲା ।ବଡ ଥକୁରଙ୍କ କ୍ରୁପା ସଦା ତୁମ ଠରେ ଥଉ ।

  • @sujitkumarsahoo7379
    @sujitkumarsahoo7379 ปีที่แล้ว

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ 🙏🙏🚩
    ଏହା ମହାପ୍ରଭୁଙ୍କ ଅଲୌକିକ ଏବଂ ଦିବ୍ୟ ଅନୁଭୂତି 🙏

  • @harishchandramohalik7331
    @harishchandramohalik7331 ปีที่แล้ว +1

    ଜୟ ଜଗନ୍ନାଥ 🙏🙏

  • @sabitaswain5513
    @sabitaswain5513 ปีที่แล้ว

    ଅତି ସୁନ୍ଦର ଆଜ୍ଞା
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ...🙏🙏🙏🙏

  • @rameshmunenkal8997
    @rameshmunenkal8997 ปีที่แล้ว

    ମହାପରଭୁଙ୍କର ଅପୂର୍ବ ଲୀଳା ଆଉ ଆପଣ ଷୌଭାଗ୍ୟବନ୍ ଯେ ମହାପ୍ରଭୁ ଜଗନ୍ନାଥଙ୍କ ଚରଣ ରେ ଉପସ୍ଥିତ ଅଛନ୍ତି । ଜୟ ଜଗନ୍ନାଥ । ମହାପ୍ରଭୁଙ୍କ ଲୀଳା ବହୁତ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଚନ୍ତି ଧନ୍ୟବାଦ୍

  • @tarakantabehera3486
    @tarakantabehera3486 3 หลายเดือนก่อน

    Jay jagannatha ଆପଣଙ୍କ ଠାରୁ ଜଗନ୍ନାଥଙ୍କ କଥା ଶୁଣି ମନ ଆନନ୍ଦ ହେଉଛି ❤❤ ଆପଣ ମହାନ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 you are great 👍😃 namaskar ❤❤❤❤❤❤❤❤❤

  • @rgudduu
    @rgudduu ปีที่แล้ว +2

    Excellent speech. 12:42 "Hera Panchami is 5th day starting from Ratha Yatra on dwitiyaa, so on sasthi tithi"

  • @basantarout9538
    @basantarout9538 ปีที่แล้ว +3

    ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏

  • @satyabratadash1586
    @satyabratadash1586 ปีที่แล้ว +1

    Jay Jagannath Swami 🙏

  • @MrPpcops
    @MrPpcops ปีที่แล้ว

    ଅତି ସୁନ୍ଦର ବର୍ଣ୍ଣନା। ଜଗନ୍ନାଥ ମଙ୍ଗଳ କରନ୍ତୁ ।

  • @mromm-lt7nw
    @mromm-lt7nw ปีที่แล้ว

    ବହୁତ୍ ସୁନ୍ଦର୍ କଥା ସୁଣିବାକୁ ବହୁତ ଆନଂଦ ଲାଗୁଛି ❤❤❤❤

  • @Puunnyy
    @Puunnyy 2 หลายเดือนก่อน

    ଅତି ସୁନ୍ଦର ଉପସ୍ଥାପନା । ଜୟ ଜଗନ୍ନାଥ 🙏🏻

  • @Subhalaxmi7
    @Subhalaxmi7 ปีที่แล้ว +1

    ଜୟ ଜଗନ୍ନାଥ ⭕❗⭕ଜୟ ମା ଲକ୍ଷ୍ମୀ 💮💮💮🌷🌷🌷🎎🙏🙏🙏

  • @prasantakumarkabi4789
    @prasantakumarkabi4789 ปีที่แล้ว +2

    Thank you sir for your valuable description about Mahaprabhu
    Jai Jagannath

  • @debarajharijan5296
    @debarajharijan5296 ปีที่แล้ว +1

    Jay Sri Jaganath Swami Nayana Pathagami Bhaba Tume 🙏🙏🙏🙏🙏🙏🙏🙏🙏🙏🙏🙏🙏

  • @rabindrabehera8345
    @rabindrabehera8345 ปีที่แล้ว

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ପ୍ରଭୁ ତୁମେ 🌼🌼🌼🌼🌼🌼🌼🌿🌿🌿🌿🌿🌿🌿🌿🙏🙏🙏🙏🙏🙏🙏

  • @hemanginimohapatra5468
    @hemanginimohapatra5468 3 หลายเดือนก่อน

    ତମର ଶବ୍ଦ ରଚନା ବହୁତ ସୁନ୍ଦର....ମନ ମୋହିତ

  • @gyanaranjanswain3682
    @gyanaranjanswain3682 3 หลายเดือนก่อน

    ସୁନ୍ଦର ଉପ୍ଥାପନା।ଜୟ ଜଗନ୍ନାଥ 🙏🙏🙏

  • @pradipmeher4250
    @pradipmeher4250 ปีที่แล้ว +1

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @P.sarbeswarpradhan9770
    @P.sarbeswarpradhan9770 ปีที่แล้ว +2

    Jai jagannath swami🙏🙏🙏🙏

  • @krishnendubanerjee9545
    @krishnendubanerjee9545 10 หลายเดือนก่อน

    Oh!.....It was the time of Rathojatra......❤❤❤A lot of love to my god and lord....Dandaboth.......❤❤

  • @lipi.mehermeher5319
    @lipi.mehermeher5319 ปีที่แล้ว +2

    Jay jagannath patitapabana mahaprabhu

  • @mamatapattanayak5854
    @mamatapattanayak5854 ปีที่แล้ว +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏

  • @Behera_0603
    @Behera_0603 ปีที่แล้ว

    ଚମତ୍କାର ବର୍ଣ୍ଣନା l ବହୁତ ସୁନ୍ଦର l 🙏

  • @upperprimaryodisha3797
    @upperprimaryodisha3797 ปีที่แล้ว +1

    Jay Guru Jay Jagannath

  • @chandanbiswal1468
    @chandanbiswal1468 ปีที่แล้ว +1

    Sir apananka ra pravachan bahut sundar

  • @sumantapradhan9491
    @sumantapradhan9491 ปีที่แล้ว

    🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏

  • @kaliasahu3009
    @kaliasahu3009 ปีที่แล้ว +1

    Jay jagannath

  • @priyankamohapatra1647
    @priyankamohapatra1647 ปีที่แล้ว

    ମୋ ଜଗନ୍ନାଥ ସ୍ୱାମୀ ଙ୍କ‌‌‌ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ

  • @jayshrijagannath1627
    @jayshrijagannath1627 ปีที่แล้ว +1

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ମଣିମା ❤

  • @laxmidharsahoo2431
    @laxmidharsahoo2431 ปีที่แล้ว

    ଆପଣଙ୍କ ହସ ହସ ମୁହଁରୁ ଏମିତିକା ବାଣୀ ଶୁଣି ଲାଗୁଛି ସତେକି କାଳିଆ ସାଆନ୍ତ ଆମକୁ ସଦୟ ହେଉଛନ୍ତି, ଜୟ ଜଗନ୍ନାଥ...

  • @magsirasahu2050
    @magsirasahu2050 ปีที่แล้ว +1

    Jay shree jagannath Swami Nayana patha gami 🚩🪷⭕❗⭕🌹🛕🔔📿🪔🌼🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾

  • @bikrammuduli1669
    @bikrammuduli1669 ปีที่แล้ว

    🙏 ଜୟ ଜଗନ୍ନାଥ ସ୍ୱାମୀ କି ଜୟ 🙏 ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏

  • @durjyadhannayak4645
    @durjyadhannayak4645 ปีที่แล้ว

    🕉️❤️🕉️❤️🕉️ଜୟ ଜୟ ଜଗନ୍ନାଥ 🕉️🕉️🕉️🕉️🕉️🕉️💞💞💞💞💞💞💞💞💞🙏🏽🙏🏽🙏🏽🙏🏽🙏🏽

  • @mamatapatra112
    @mamatapatra112 ปีที่แล้ว

    ବହୁତ ଭଲ ଲାଗିଲା

  • @sanjayswain1625
    @sanjayswain1625 3 หลายเดือนก่อน

    God gifted sir aapana..lots of love ❤

  • @puspalataacharya5616
    @puspalataacharya5616 ปีที่แล้ว

    Khub Sundar upasthapana.Jay Jagannath Swami......

  • @jyotschnaranisutar5700
    @jyotschnaranisutar5700 ปีที่แล้ว

    ଶତକୋଟି ପ୍ରଣାମ ଆପଣାଙ୍କୁ
    ଅଶେଷ ପ୍ରଣାମ ମୋର ପ୍ରାଣର ଠାକୁର ଜଗନ୍ନାଥ ଙ୍କୁ 🙏🙏🙏🙏🙏🙏🙏🙏🙏🙏🙏🙏

  • @puspitamishra-oh9no
    @puspitamishra-oh9no ปีที่แล้ว +1

    Jay Jagannath 🙏 Ati sunder Ati sunder katha

  • @binibehera6460
    @binibehera6460 ปีที่แล้ว +2

    Jay Jagannath swami Nayan patha gami bhaba tume 🙏🚩🕉️🚩🙏

  • @dipanshuvermaa5618
    @dipanshuvermaa5618 ปีที่แล้ว +1

    Jai jagannath ⭕‼️⭕🌹

  • @bkbarik2322
    @bkbarik2322 ปีที่แล้ว

    ଅପୂର୍ବ ଅପୂର୍ବ ତୁମର ଲୀଳା ହେ ମହାବାହୁ🙏🙏🙏

  • @rashmirekhadash5731
    @rashmirekhadash5731 ปีที่แล้ว

    Koti koti pranam pravu🙏🙏🙏🙏🙏🙏🙏
    Biswa ku shanti dia pravu❤❤❤❤❤❤❤

  • @sanjuktabadtia2619
    @sanjuktabadtia2619 ปีที่แล้ว

    Excellent speech. Jai Jagannath

  • @narayabadatya914
    @narayabadatya914 ปีที่แล้ว

    ❤🙏❤ଜୟ ଜଗନ୍ନାଥ ପ୍ରଣାମ❤🙏 ❤

  • @rashmiranjanpradhan8562
    @rashmiranjanpradhan8562 ปีที่แล้ว

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

  • @tapaswinisahoo5837
    @tapaswinisahoo5837 ปีที่แล้ว

    Apnaka upstpana bahut uchakotira sir.Jay Jagannath 🙏🙏

  • @chandrakantasahoo8591
    @chandrakantasahoo8591 ปีที่แล้ว +1

    Jay jaganntha 🙏 ♥️ 👌

  • @Ipsita_Dani
    @Ipsita_Dani ปีที่แล้ว +2

    Jai jagannath

  • @premanandasatapathy-in6zh
    @premanandasatapathy-in6zh ปีที่แล้ว

    Mahapravu apankara charanare satakoti pranam

  • @malayasamal1992
    @malayasamal1992 ปีที่แล้ว

    AAhaa 🙏, kn se byakshya chakanayan au Padma Nayan Milana 🙌🙌🙌

  • @tomcruise8733
    @tomcruise8733 ปีที่แล้ว +1

    Anupam sundaray 👌👌👌👌👌👌❤️❤️❤️❤️❤️

  • @trinathbehera2792
    @trinathbehera2792 ปีที่แล้ว

    ଜୟ ଜଗନ୍ନାଥ ଭାଇ

  • @chhandachhatrapal88
    @chhandachhatrapal88 ปีที่แล้ว

    Jay jagannath 🙏🙏🙏aapana nka mukharu pra bhu jagannath nk amruta Maya katha srabana karibaku bahuta bhala laguchhi , aapa na nku ases dhanya bad ,

  • @Cutie-qe4up
    @Cutie-qe4up ปีที่แล้ว

    Jai jagannath dr asutosh Mohapatra.
    One most kindly request to you Sir.
    Please trained few youth
    As like your describe.
    When ever I listen to you
    As I feeling live picture of thakur ji.
    God bless you.
    Thank you for such step.
    Thanks to total team of 365 to give chance to such a intellectual personality.
    T

  • @rajbajaj9815
    @rajbajaj9815 ปีที่แล้ว +2

    Jay Jagannath

  • @geetanjalimohapatra6733
    @geetanjalimohapatra6733 ปีที่แล้ว

    Jay Jagannath sunibakau bhaut bhala laguchi🙏🙏

  • @nirudhoddijayasrinivasulu4024
    @nirudhoddijayasrinivasulu4024 ปีที่แล้ว

    Extraordinary discourse from a bhakti - who loves Jagannath

  • @pradeepkumarswain8399
    @pradeepkumarswain8399 ปีที่แล้ว +1

    Hare Krishna apananku koti koti pranam,🙏🙏🙏🙏

  • @bhumisutapradhani8468
    @bhumisutapradhani8468 ปีที่แล้ว

    ଜୟ ଜଗନ୍ନାଥ ଭାବର ଠାକୁର ଭକ୍ତ ଜନ ବାନ୍ଧବ

  • @odiaboy9677
    @odiaboy9677 ปีที่แล้ว

    ଜୟ ଜଗନ୍ନାଥ ମହାପ୍ରଭୁ

  • @mirapanda
    @mirapanda ปีที่แล้ว +1

    Jay Jagannath swami nayana patha gami bhaba tume 🙏🙏

  • @suchismitasahoo2433
    @suchismitasahoo2433 ปีที่แล้ว

    ପ୍ରଭୁ ହେ🙏

  • @bikramsahu1611
    @bikramsahu1611 ปีที่แล้ว

    sir what a knowledge you have for Jagannath Swamy .hats off .Haro bole

  • @birakishoresahoo3080
    @birakishoresahoo3080 ปีที่แล้ว +1

    Jay Shree Jagannath.

  • @bhagabannayak8258
    @bhagabannayak8258 ปีที่แล้ว

    🙏🙏🙏🙏ଜୟ ଜଗନ୍ନାଥ 🙏🙏🙏🙏

  • @brahmotridash4366
    @brahmotridash4366 ปีที่แล้ว

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ

  • @DrNibhaMohanty
    @DrNibhaMohanty ปีที่แล้ว +2

    Jay shree Jagannath ❤

  • @sanjibpradhan4159
    @sanjibpradhan4159 หลายเดือนก่อน

    ଜଗନ୍ନାଥ🙏 ସୁଭଦ୍ରା🙏 ଭଲଭଦ୍ର 🙏

  • @bhagyabatigantayat297
    @bhagyabatigantayat297 ปีที่แล้ว

    Jay Jagannath nka charanabinda re koti koti pranaam🙏🙏🙏🙏🙏🙏❤❤❤❤❤

  • @pravjyot-c13
    @pravjyot-c13 ปีที่แล้ว

    Jai shree Ram 🙏🙏🙏 Jai shree Krishna 🙏🙏🙏🙏🌹🌹🌹💐💐 Jai shree jagannath 🙏🙏🙏🌹❤️❤️❤️

  • @agneyasahoo8697
    @agneyasahoo8697 ปีที่แล้ว

    ⭕❗⭕ 🙏🙏🙏🙏🙏🙏🙏
    ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ ମନ୍ଦିର ⭕❗⭕🙏🙏❤❤❤❤❤❤❤