Suna Besha | Tiniti Ratha Naati Katha 7 | Dr. Ashutosh Prasad Mishra | Suna Besha History

แชร์
ฝัง
  • เผยแพร่เมื่อ 23 ส.ค. 2024
  • Why Suna Besha is called BadaTadhau Besha or RajadhiRaja Besha?
    When Suna Besha is started ? What is the significance of Suna Besha ?
    History of Suna Besha ?
    ------------
    Tiniti Ratha Naati Katha 7
    ରଥଯାତ୍ରା ଉପଲକ୍ଷେ ଆମର ସ୍ବତନ୍ତ୍ର ଉପସ୍ଥାପନା "ତିନିଟି ରଥ ନଅଟି କଥା" ଅନେକ ନୂତନ ତଥ୍ୟ, ଅଜଣା କଥା ସହିତ ମହାପ୍ରଭୁଙ୍କ ରଥଯାତ୍ରାର ଅନେକ ଭାବାତ୍ମକ ଦିଗକୁ ଆପଣଙ୍କ ସମ୍ମୁଖରେ ପରଷି ଦେବାର ଏକ ପ୍ରୟାସ, ଆଶା ଆପଣ ମାନଙ୍କୁ ଏହା ଭଲ ଲାଗିବ ଆଉ ମହାପ୍ରଭୁଙ୍କ ପ୍ରତି ଆପଣଙ୍କ ଭାବକୁ ବହୁଗୁଣିତ କରିବ।
    ଆପଣଙ୍କ ପ୍ରିୟଜନ ଓ ଜଗନ୍ନାଥ ପ୍ରେମୀଙ୍କୁ ସେୟାର କରିବାକୁ ଭୁଲିବେନି।
    ତିନିଟି ରଥ ନଅଟି କଥା ୭
    || ସୁନାବେଶ || ବଡ଼ତଢାଉ ବେଶ || ରାଜାଧିରାଜ ବେଶ ||
    ---------
    Dr. Ashutosh Prasad Mishra
    Jagannath Mahima
    Odisha 365
    -----------
    ଶ୍ରୀଜୀଉମାନେ ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି |
    ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନେ ସୁନାବେଶରେ ପ୍ରାୟ ୬ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।
    ଭିତରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ, ତଳୁଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି।
    -------------------
    What is Suna Besha ?
    why is Suna Besha celebrated
    Significance of Suna Besha
    jagannath
    puri jagannath mandir
    jagannath mandir
    prabachan odia
    odia prabachan
    anubhuti re jagannath
    jagannath video
    jagannath pravachan
    jagannath prabachan odia
    jagannath anubhuti
    jagannath anubhuti in odia
    jagannath mahima in odia
    --------
    prabachan odia
    puri jagannath Suna Besha
    puri rath
    Suna Besha puri
    puri ratha
    puri Suna Besha
    Suna Besha puri 2023
    jagannath Suna Besha 2023
    jagannath puri Suna Besha
    puri Suna Besha
    Suna Besha 2023
    jagannath puri Suna Besha
    jagannath SunaBesha 2023
    rath
    puri
    rath yatra
    rath yatra 2023
    jagannath rath yatra
    puri rath yatra
    puri rath yatra 2023
    ---------------
    #sunabesha
    #jagannathmahima #drashutoshprasadmishra #odisha365 #TinitiRathaNaatiKatha

ความคิดเห็น • 174

  • @MrPpcops
    @MrPpcops ปีที่แล้ว +13

    ଡ଼. ମିଶ୍ର ଙ୍କୁ ଅଶେଷ ଧନ୍ୟବାଦ। ଏତେ ସୁନ୍ଦର ଭାବେ ଆମ ସମସ୍ତଙ୍କୁ ଜଗନ୍ନାଥଙ୍କ ମହିମା ଶୁଣି ଥିବାରୁ । ସେ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ପ୍ରାପ୍ତ ହୁଅନ୍ତୁ ।

  • @jayantikumaribehura6561
    @jayantikumaribehura6561 ปีที่แล้ว +7

    ଆଶୁତୋଷ ମହାଶୟ, ଆପଣଙ୍କୁ ଜଗନ୍ନାଥ ସୁଖ ଶାନ୍ତିରେ ରଖନ୍ତ, ଆପଣ ତାଙ୍କ କଥା ଏହିପରି ସବୁବେଳେ କୁହନ୍ତୁ

  • @sandhyapattnaik2817
    @sandhyapattnaik2817 ปีที่แล้ว +4

    ଜୟ ମୋ ମଣିମା ଙ୍କର ଜୟ ହେଉ 🌹🙏🌹🙏 ହେ ମହାପ୍ରଭୁ ମହାବାହୁ ହେ ମୋ ପ୍ରାଣପ୍ରିୟ ସୁନା ମଣିମା 🙏♥️🙏 ଆଶୁତୋଷ ବାବା , ବହୁତ ଭଲ ଲାଗିଲା ମଣିମା ଙ୍କ ସୁନାବେଶ ର ବର୍ଣ୍ଣନା ଟି , ମଣିମା ଙ୍କ କଥାମୃତ ତୁମ ତୁଣ୍ଡ ରୁ ଏମିତି ଶୁଣାଉ ଥାଅ ..

  • @chinmayabarik6864
    @chinmayabarik6864 ปีที่แล้ว +42

    ହେ ମୋ କାଳିଆ ଠାକୁର, ହେ ଭାବ ବିନୋଦିଆ, ହେ କୋଟି ଓଡ଼ିଆର ମଉଡଣି, ହେ ମଣିମା ତୁମେ ଏହି ଭଳି ଭାବ ଲଗାଇ ଥାଅ ତୁମର ଏ ଭାବରେ ଏ ସମସ୍ତ ଜଗତ ଭାବୁକ ହେଉ ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ ପ୍ରଭୁ ତୁମର ଜୟ ହେଉ 🙏🙏🙏🙏

  • @aadhikari7615
    @aadhikari7615 ปีที่แล้ว +4

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ହେ ମହାପ୍ରଭୁ କାଳିଆ ଠାକୁର ଦୟାକର ଆସନ୍ତା ବର୍ଷକୁ ଶ୍ରୀକ୍ଷେତ୍ରରେ ରହି ସୁନାବେଶ ଦେଖିବାର ସୌଭାଗ୍ଯ ସମସ୍ତଙ୍କୁ ପ୍ରାପ୍ତ ହେଉ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @manaskumarmaharana24
    @manaskumarmaharana24 ปีที่แล้ว +3

    ମଣିମା, ମଣିମା ମଣିମା ମଣିମା.... ମଣିମା... ମଣିମା... ମଣିମା... ମଣିମା... 😭😭😭ମୋ ମଣିମା... ମୋ ମଣିମା.... ମୋ ମଣିମା... ମୋମଣିମା... ମୋ ମଣିମା 😭😭ମୋ ଧନ ପ୍ରାଣ ମୋ ମଣିମା 🙏🙏🙏🙏

  • @manaskumarmaharana24
    @manaskumarmaharana24 ปีที่แล้ว +4

    ଓଃ କି ଆନନ୍ଦ ସେ ମଣିମା ଡାକରେ 🙏🙏

  • @skrushnareddy6796
    @skrushnareddy6796 หลายเดือนก่อน +1

    ପୂଜ୍ୟ ଶ୍ରୀ ପଣ୍ଡିତ ଆଶୁତୋଷ ପ୍ରସାଦ ମିଶ୍ର ମୋର ଅନନ୍ତ କୋଟି କୋଟି ପ୍ରଣାମ
    ମହା ପ୍ରଭୁ ଙ୍କ କଥା ଅମୃତ ଶୁଣି ମୋର ଧନ୍ୟ ମୋର ଜୀବନ
    ଓମ୍ ନମଃ ଶ୍ରୀ ବିଷ୍ଣୁ ନାରାୟଣ ନମଃ
    ଓମ୍ ନମଃ ଶ୍ରୀ ଲକ୍ଷ୍ମୀ ନାରାୟଣ ନମଃ 🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🌼💐🌸🌺🌷🌷💮🍁🏵️🏵️🚩🥥🥥🌻🥀🌿🌿🍏🌹🍊🍌🍂🍂🌿🍏🌹🍊🍌🥀🙌🌻🌻🥥🚩🏵️🍁🍁💮🌺🌸💐🌼🌼🪔🪔🪔🪔🙏🕉️🙏🕉️🙏🕉️⭕‼️⭕

  • @smaranikaguguli6879
    @smaranikaguguli6879 ปีที่แล้ว +1

    ଅନେକ ଅନେକ ଧନ୍ୟବାଦ ଆଶୁ ଭାଇନା। 🙏🙏ଆମ ମହାପ୍ରଭୁ ଙ୍କର ଏମିତି ଅମୂଲ୍ୟ କଥା ଭେଟି ଦେଉଥିବାରୁ 🙏🙏🙇‍♀🙇‍♀🙇‍♀🙇‍♀🙇‍♀🙇‍♀🙇‍♀
    ଜୟ ଜୟ ଜଗନ୍ନାଥ 🙏🙏💐💐

  • @prasantabehura9071
    @prasantabehura9071 2 หลายเดือนก่อน +1

    🙏ଜୟ ଜଗନ୍ନାଥ ମହାପ୍ରଭୁ ତୁ ତ ବଡ ଲୋକ ଏ ଗରିବ ବାପ କୁ କାହିଁକି ପଚାରିବୁ ବଡ଼ ଘରେ ବସିଛୁ ଛପନ ପଉଟି ଭୋଗ ଖାଉଛୁ ସୁନା ରେ ଛାଇହୋଇଛୁ କିଏ ମଲା କେତେ ଗଲା କେତେ ହଉ ତୁ ଭଲରେ ଥା ଏବଂ ତୋର ମା ଏବଂ ସାନ ଭଉଣୀ ଟିକେ ଅନେଇ ଥବୁରେ ମୋ କଥା ଛାଡେ

  • @skrushnareddy6796
    @skrushnareddy6796 หลายเดือนก่อน

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
    ଓମ୍ ନମଃ ଭଗବତେ ବାସୁଦେବାୟ ନମଃ
    🕉️🙏🕉️🕉️🕉️🙏🕉️🙏🕉️🙏🕉️🙏🕉️🙏🕉️🌼🌻🌻💐🌸🌷🌷💮🍁🏵️🏵️🚩🙌🥀🥥🌺🙏🙏🌼🌻🌻💐🌸🕉️🙏🕉️🕉️🙌🙌🙌🥀🥀🌺🌸🌸💐🌼🌼🕉️🙏🕉️🪔⭕‼️⭕

  • @NitambiniKar
    @NitambiniKar หลายเดือนก่อน

    କି ସୁନ୍ଦର ଭାବମୟ ଉପସ୍ଥାପନା କରିଛନ୍ତି ଭାଇ ❤️

  • @manaskumarmaharana24
    @manaskumarmaharana24 ปีที่แล้ว +7

    ମଣିମା ମୋ 🙏🙏
    Sir ଅପଣ ଯେତେବେଳେ ମଣିମା, ବୋଲି ମୋ ସାଆନ୍ତେ ଙ୍କୁ ସମ୍ବୋଧନ କରନ୍ତି ସେତେବେଳେ ମନ ପ୍ରାଣ ସତେ ସେ ପ୍ରଣବଲ୍ଲଵ ହେଇଯାନ୍ତି 🙏

    • @mousumiswain5611
      @mousumiswain5611 ปีที่แล้ว

      🙏🙏🙏🙏🙏💗💗💗💗💗💗💗💗💗💗💗💗💗💗💗💗💗💗💗💗💗

  • @rajendrapati3572
    @rajendrapati3572 หลายเดือนก่อน

    ପ୍ରଭୁ ବଳଭଦ୍ର ମଧ୍ୟ୍ୟ ସୁବର୍ଣ୍ଣ ଧାରଣ କରନ୍ତି

  • @bkbarik2322
    @bkbarik2322 ปีที่แล้ว

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ
    🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @agneyasahoo8697
    @agneyasahoo8697 ปีที่แล้ว +1

    ❤❤❤❤❤❤❤❤❤❤❤
    ⭕❗⭕ 🙏🙏🙏🙏🙏🙏🙏
    ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ

  • @skrushnareddy6796
    @skrushnareddy6796 หลายเดือนก่อน

    ଓମ୍ ନମଃ ଶ୍ରୀ ଲକ୍ଷ୍ମୀ ନାରାୟଣ ନମଃ 🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🌼💐💐🌸🌺🌷💮🍁🏵️🚩🥥🥥🌻🙌🍊🍌🌷💮🍁🏵️🚩🚩🥥🌻🙌🥀🌺🌸💐🌼🙏🕉️🙏🕉️🙏🕉️🙏🪔🪔🪔🪔⭕‼️⭕

  • @priyankamohapatra1647
    @priyankamohapatra1647 ปีที่แล้ว +1

    ମୋ ଜଗନ୍ନାଥ ସ୍ୱାମୀ ଙ୍କ‌‌‌ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ

  • @mamatapattanayak5854
    @mamatapattanayak5854 ปีที่แล้ว

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏🙏🙏🙏🙏🙏

  • @kartikarana6756
    @kartikarana6756 ปีที่แล้ว +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ତୁମରି ବନ୍ଧନରେ ବାନ୍ଧି ରଖପ୍ରଭୁ‌ 🌺🙏🏻🙏🏻🙏🏻🌺

  • @rajeshswain7793
    @rajeshswain7793 ปีที่แล้ว +3

    ଜୟ ଜଗନ୍ନାଥ
    Sir ଆପଣଙ୍କୁ ଅନେକ ଅନେକ ଧନ୍ୟ ବାଦ 🙏 ଆପଣଙ୍କ ମୁଖ ରୁ ମହାପ୍ରଭୁ ଙ୍କ କଥା ଶୁଣିବାକୁ ଭାରି ଭଲ ଲାଗେ ଏମିତି ଲାଗେ ଯେମିତି ମହାପ୍ରଭୁ ନିଜେ ଆପଣଙ୍କ କଣ୍ଠ ରେ କୁହାଉଛନ୍ତି

  • @mromm-lt7nw
    @mromm-lt7nw ปีที่แล้ว +1

    ଜୟ ଜଗନ୍ନାଥ

  • @saiswarupjena2701
    @saiswarupjena2701 หลายเดือนก่อน

    ଜୟ ଜଗନ୍ନାଥ ମହାପ୍ରଭୁ❤

  • @matruashishpatra3550
    @matruashishpatra3550 ปีที่แล้ว +1

    Bhaba Binodia Thakura Bhakta Bastshala Hari..... 🙏🙏🙏

  • @mousumiswain5611
    @mousumiswain5611 ปีที่แล้ว +6

    Jay jagannath swami 🙏🙏🙏🙏🙏💗💗💗💗💗💗💗💗💗💗💗💗💗

  • @sukantapradhan9943
    @sukantapradhan9943 ปีที่แล้ว

    ଆଭୂମ ପ୍ରଣାମ ଆଜ୍ଞା।।।।।।।🙏।।।। ମହିମା ଅନନ୍ତ।।।ଜୟ ଜଗନ୍ନାଥ 🙏

  • @sisirchandrapradhan5854
    @sisirchandrapradhan5854 หลายเดือนก่อน

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @puspalatajena2830
    @puspalatajena2830 ปีที่แล้ว +2

    Mo mahapravu he 🙏🙏🙏🙏🙏🙏🙏🙏🙏🙏🙏

  • @knowledgenest2769
    @knowledgenest2769 ปีที่แล้ว

    ଜୟ ଜଗନ୍ନାଥ 🙏🏻🙏🏻🙏🏻🚩🚩🚩🚩🚩🚩🚩

  • @sandy5788
    @sandy5788 ปีที่แล้ว

    He maha Prabhu emiti bhakta manku darshan dei chalithantu,apanka krupa sarbada thau🙏🙏🙏🙏🙏🙏,,jai jagannath.

  • @subasrana4835
    @subasrana4835 ปีที่แล้ว +3

    Jay Shree Jagannath 🙏🙏🙏

  • @kunjabiharisahoo3945
    @kunjabiharisahoo3945 ปีที่แล้ว +1

    He manina ପ୍ରହେଦଶାନଥ radoshamarjsna jarahemanima 🙏🙏🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐💐💐💐❤️❤️❤️❤️❤️❤️❤️❤️❤️❤️❤️❤️❤️🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔🪔

  • @bidikasravanti7125
    @bidikasravanti7125 ปีที่แล้ว

    ଜୟ ଜଗନ୍ନାଥ 🚩🙏🏻🙏🏻🙏🏻

  • @sanghamitramishra6788
    @sanghamitramishra6788 ปีที่แล้ว

    He Mahabahu jagata jananku uddhara kara he prabhu🙏🙏🙏🙏🙏👏

  • @ratankumarmahapatra7086
    @ratankumarmahapatra7086 ปีที่แล้ว +3

    ହରୀବୋଲ ❤ ଏହି ଚାନେଲ କୁ ଚାହିଁ ରହିଥାଉ ଶ୍ରୀ ଜଗନ୍ନାଥ ଙ୍କ ମହିମା ଶୁଣିବା ପାଇଁ 🙏🚩

  • @anitamohanty481
    @anitamohanty481 ปีที่แล้ว +5

    Mahaprabhu may bless you with all happiness. Thank you very much sir for giving this knowledge about our beloved Lord.Stay blessed 🙏

  • @pranabbarik9521
    @pranabbarik9521 ปีที่แล้ว

    ମହାପ୍ରଭୁ ହେ

  • @puspanjalibehera9591
    @puspanjalibehera9591 ปีที่แล้ว

    ଜୟ ଜଗନ୍ନାଥ 🙏🙏🙏🙏

  • @prakasinidas8188
    @prakasinidas8188 ปีที่แล้ว +1

    ସୁନା ମଣିମା ମୋର 💗🙏💗

  • @ramapradhan1248
    @ramapradhan1248 ปีที่แล้ว +1

    Jay Jagannath 🙏🌷💕🙏

  • @nimaicharansaraf9181
    @nimaicharansaraf9181 ปีที่แล้ว +1

    Jay Jagannath

  • @YatraWithSurya
    @YatraWithSurya ปีที่แล้ว +3

    Jai ho Swami Mahaprabhu Bhagwan Jagannath ki, 🙏🏻🌼😇

  • @Ashutosh1158
    @Ashutosh1158 ปีที่แล้ว

    Jay Jagannath Swami Nayan Patha Gami Bhava Tume Prabhu 🌺🙏🌺

  • @rahulsethi690
    @rahulsethi690 ปีที่แล้ว +2

    Jay jaganath 🙏🙏🙏 . Happy suna besa jaganath ji 🙏🙂

  • @baijayantimala376
    @baijayantimala376 ปีที่แล้ว

    Jai Jagannath Swami 🙏🙏🙏🙏🙏🙏🙏🙏🙏

  • @alekhchandramalik740
    @alekhchandramalik740 ปีที่แล้ว

    🙏 Jay 🙏 Jagannath 🙏 Swami 🙏🙏🙏🙏🙏🙏

  • @tarinisenmohapatra1293
    @tarinisenmohapatra1293 ปีที่แล้ว

    Jay Jagannath Mo Mahaprabhu Nkara Jay Hau Mo Kalia Samanta

  • @sangitarout3563
    @sangitarout3563 20 วันที่ผ่านมา

    I celebrate my birthday every year on this day 😍🥰 JAY JAGANNATH 🙏🙌

  • @skvirat7404
    @skvirat7404 ปีที่แล้ว

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ।🙏

  • @chitaranjanchhualasingh8026
    @chitaranjanchhualasingh8026 หลายเดือนก่อน

    Jai jagannath 🙏🙏🙏🙏🙏🙏🙏

  • @subashmohapatra3669
    @subashmohapatra3669 ปีที่แล้ว

    Ki sundar barnana ❤

  • @mahimamahapatra4806
    @mahimamahapatra4806 ปีที่แล้ว

    Bahut bhala lagila
    Jay Jagannath 🙏🙏🙏

  • @manjulapatro2183
    @manjulapatro2183 ปีที่แล้ว +1

    Jay shree Jagannath Swami 🚩🙏🌈🥰👣🙇🥀🌍👣⚫‼️⚫😘😘😘

  • @upperprimaryodisha3797
    @upperprimaryodisha3797 ปีที่แล้ว +1

    Jay Guru Jay Jagannath

  • @azadsahu300
    @azadsahu300 หลายเดือนก่อน

    Jay jagannath 🙏

  • @user-qz8uo4zo6i
    @user-qz8uo4zo6i 6 หลายเดือนก่อน

    Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Sir pranam 🙏

  • @SabitaKhatei-qi8of
    @SabitaKhatei-qi8of ปีที่แล้ว

    Jay jagannath Swami🙏🙏🙏🙏🙏🙏🙏🙏🙏🙏🙏

  • @maheswarsahoo2496
    @maheswarsahoo2496 ปีที่แล้ว

    Jay jagannath🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @kuldeepbehera449
    @kuldeepbehera449 2 หลายเดือนก่อน

    Jay Jagannath 🙏🏼❤️🙏🏼

  • @ranjitbiswal1555
    @ranjitbiswal1555 ปีที่แล้ว

    ଜୟ ଜଗନ୍ନାଥ🙏 ମହାପ୍ରଭୁ ଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ନାହିଁ

  • @sanjayarout9580
    @sanjayarout9580 ปีที่แล้ว +2

    Jay ❤ Jagannath ❤

  • @rajeshkumarnayak1829
    @rajeshkumarnayak1829 ปีที่แล้ว

    Jay Jagannath Swami 🙏🙏🙏

  • @ArunKumar-nx3kr
    @ArunKumar-nx3kr ปีที่แล้ว

    Jai Jagannath mahabahu

  • @harekrishnadas6221
    @harekrishnadas6221 ปีที่แล้ว

    Jay Shree Jagannath ❤️❤️🙏🙏🙏🙏🙏

  • @beeakashbeeakash7441
    @beeakashbeeakash7441 ปีที่แล้ว

    Badhia laguchi

  • @geetanjaliacharya6079
    @geetanjaliacharya6079 ปีที่แล้ว +1

    Om Jay jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏Very good message sir 🙏🏻
    God bless you to your family sir 🙏🏻 And all sir 🙏🏻

  • @kalpanabiswal8252
    @kalpanabiswal8252 ปีที่แล้ว

    Jay Jagannath 🌹🌹🌹🌹🙏🏻🙏🏻🙏🏻🙏🏻

  • @pramilabarik3626
    @pramilabarik3626 ปีที่แล้ว

    Jay shreejagannath baba🌷❤🌷thanks sir bhalare thantu❤

  • @aprajitapaul2710
    @aprajitapaul2710 ปีที่แล้ว

    Jai Jagannath 🙏

  • @rinanayak3803
    @rinanayak3803 ปีที่แล้ว

    Jay jagannath Swami 🙏🙏🙏

  • @swapnamohanty7027
    @swapnamohanty7027 ปีที่แล้ว +1

    ଜୟ ଜୟ ଶ୍ରୀ ଜଗନ୍ନାଥ ❤

  • @kmswayam6716
    @kmswayam6716 ปีที่แล้ว

    Jay jagannath swami🙏🙏

  • @sambhujuti3159
    @sambhujuti3159 ปีที่แล้ว

    Jay jagannath🙏🙏🙏

  • @jagadishnaik5115
    @jagadishnaik5115 หลายเดือนก่อน

    Jay jagarnath 🙏🙏🙏💐💐💐

  • @caizercrot1321
    @caizercrot1321 ปีที่แล้ว

    Jay jagannath

  • @debabrataroutray1596
    @debabrataroutray1596 ปีที่แล้ว

    JAY JAGANNATH

  • @saraswatidash6469
    @saraswatidash6469 ปีที่แล้ว

    Jay jagannath👃👃👃

  • @smitamishra2599
    @smitamishra2599 7 หลายเดือนก่อน

    Jay shree Jagannath 🙏🙏🙏

  • @sahilpadhan4417
    @sahilpadhan4417 ปีที่แล้ว

    Jai.jaganntha🙏🙏🙏💟💟♥️♥️

  • @balaramjena2776
    @balaramjena2776 ปีที่แล้ว

    Jay jaganath

  • @kamallochannayak9146
    @kamallochannayak9146 ปีที่แล้ว

    Jay jagannatha

  • @puspanjali4560
    @puspanjali4560 ปีที่แล้ว

    Jay jaganatha

  • @santanukumarsahu3244
    @santanukumarsahu3244 ปีที่แล้ว

    Jay shree jagnnath Swami ji namah

  • @sureshdas5089
    @sureshdas5089 ปีที่แล้ว

    Jay Jagannath🙏🙏🙏🙏🙏

  • @bandanaseth5985
    @bandanaseth5985 ปีที่แล้ว

    Jay jagannath 💙🙏

  • @Sirmahasaraswati.4269
    @Sirmahasaraswati.4269 ปีที่แล้ว

    Jay jagannath❤❤❤❤❤❤❤❤❤

  • @tunipradhan3390
    @tunipradhan3390 ปีที่แล้ว

    Jay jagannath ki

  • @odia_jhia_rinky6476
    @odia_jhia_rinky6476 ปีที่แล้ว

    Jay jagannath swami🙏

  • @PadiptaPattnik
    @PadiptaPattnik ปีที่แล้ว

    Jay Sri jaganathha

  • @dashpapu7582
    @dashpapu7582 ปีที่แล้ว

    Jay Jagannath 🙏🙏🚩🚩,bahut sundara bani.

  • @damodarpradhan3168
    @damodarpradhan3168 ปีที่แล้ว

    EXCELLENT

  • @krushnapatra6312
    @krushnapatra6312 ปีที่แล้ว

    🙏ଜୟ ଜଗନ୍ନାଥ 🙏🙏🌺💐

  • @swarnapravaguru6909
    @swarnapravaguru6909 6 หลายเดือนก่อน

    Jay Jagannath Mohaprabhu 🙏🙏
    Sir aapan nka upastapana ku jete kahile kam hebe

  • @pareshkhuntia4024
    @pareshkhuntia4024 ปีที่แล้ว

    Jay mahapravu

  • @sureshsahoo8459
    @sureshsahoo8459 ปีที่แล้ว +2

    Jay jgannath

  • @aestheticblue5955
    @aestheticblue5955 ปีที่แล้ว +1

    Jai Jai Jagannath please continue this series

    • @arunsahoo3027
      @arunsahoo3027 ปีที่แล้ว

      Jayjagannathaswaminayanpathagami

  • @bhabanijenamani6069
    @bhabanijenamani6069 ปีที่แล้ว

    Mo kalia re.❤❤

  • @chinmayakumarrout9901
    @chinmayakumarrout9901 ปีที่แล้ว +1

  • @sasmitadatta8819
    @sasmitadatta8819 ปีที่แล้ว

    ଜୟ ଜଗନ୍ନାଥ 🙏🙏🙏🙏🙏

  • @subhalaxmimohanty9934
    @subhalaxmimohanty9934 ปีที่แล้ว +1

    🙏Jay jagannath mahapravu 🙏