🔵 One-2-One | Erudite Politician & Her Controversy With Aparajita Sarangi

แชร์
ฝัง
  • เผยแพร่เมื่อ 8 ก.ย. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    #KanakNews #Odisha

ความคิดเห็น • 691

  • @krishnachandramuduly9778
    @krishnachandramuduly9778 ปีที่แล้ว +70

    ମନୋରଞ୍ଜନ ବାବୁ, ବିଜେଡ଼ି ପାଇଁ ଆପଣ ବହୁତ୍ ବ୍ୟସ୍ତ ଥିବା ପରି ଜଣା ପଡ଼ୁଛନ୍ତି, ସତ ସବୁବେଳେ ସତ,

  • @srikantadeepak9698
    @srikantadeepak9698 ปีที่แล้ว +31

    ଯାହା କହୁଛନ୍ତି ଅପରାଜିତା ମାଡାମ ekdam ଠିକ୍

  • @SouravDas-dd5my
    @SouravDas-dd5my ปีที่แล้ว +56

    Mam please ଏଇ ଶଶିକଳା ରୂପୀ 5T ନିମ୍ନ ପଦସ୍ଥ ଅଫିସର କୁ ଶୀଘ୍ର ଅତି ଶୀଘ୍ର ଓଡିଶା ରୁ ବିଦା କରି ଓଡଶା ଓ ଓଡିଆ ଲୋକଙ୍କୁ ବଞ୍ଚାନ୍ତୁ

  • @pradeeppattnayak.1894
    @pradeeppattnayak.1894 ปีที่แล้ว +25

    କନକ ନିଉଜର ଏହି ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏଥିସମ୍ପର୍କରେ ଡାକି ସାକ୍ଷାତକାର ନେଲେ ବହୁତ ଭଲ ହୁଅନ୍ତା।ଜୟ ଜଗନ୍ନାଥ।

  • @krishnachandramuduly9778
    @krishnachandramuduly9778 ปีที่แล้ว +16

    ନବୀନ ମରିଗଲା ପରେ ନିଜର ବିସ୍ତର ବସ୍ତାନି ବାନ୍ଧି ଓଡ଼ିଶା ଛାଡ଼ି ନିଶ୍ଚୟ ପଳେଇବେ......

  • @prashantakumarmohapatra4341
    @prashantakumarmohapatra4341 ปีที่แล้ว +18

    ପୁରୀକୁ ନେଇ ସମାଲୋଚନା ମିଛ.....
    ଅପରାଜିତା ଙ୍କର ପୁରୀ question was right

  • @chandrasekharsethi464
    @chandrasekharsethi464 ปีที่แล้ว +80

    ମନୋରଞ୍ଜନ ବାବୁ ଏ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପଚାରି ଉତ୍ତର ଆଣିଲେ ଭଲ ହୁଅନ୍ତା।

    • @Bikashvlogsnow
      @Bikashvlogsnow ปีที่แล้ว +1

      Right

    • @manasswain9915
      @manasswain9915 ปีที่แล้ว

      Why CM didn't came any electronics media last 24 years. I think in future he will not come .

    • @nilupanda3153
      @nilupanda3153 ปีที่แล้ว +1

      Right

    • @rabirm2581
      @rabirm2581 ปีที่แล้ว +1

      Monaranjan babu nka gandi re dam nai

  • @odishamix7042
    @odishamix7042 ปีที่แล้ว +16

    ମନୋରଞ୍ଜନ ବାବୁ ଏ ବିଷୟରେ ଟିକେ ପାଣ୍ଡୀୟାନ କୁ ଡାକି interview କର ଯେଜଣେ ias ଭାବରେ ବୁଲିବାର କଣ guideline ଅଛି ତ ଗାଣ୍ଡି ତ ଯଦି ଦମ୍ ଅଛି...

    • @rabirm2581
      @rabirm2581 ปีที่แล้ว

      Monaranjan babu ra gandi re dam nai

    • @odishamix7042
      @odishamix7042 ปีที่แล้ว +1

      @@rabirm2581 ଭାଇ ସେ ପରା ପେଳ ଚଟା ଟେ କୁନା ତ୍ରିପାଠୀ ପରି...

    • @laxmanpradhan689
      @laxmanpradhan689 ปีที่แล้ว

      Ye reporting Kari nhanti get pakhara bandha hoi bhoji paribe BJD get re

  • @maheshprasadtiwari6568
    @maheshprasadtiwari6568 ปีที่แล้ว +6

    ଅପରାଜିତା ଙ୍କ ଅଭିଯୋଗ ରେ ବିବାଦ କୋଉଠି ଅଛି, ବିଜେଡିର କିଏ ମଧ୍ୟ ଜବାବ ଦେଇ ପାରୁ ନାହାଁନ୍ତି, ଏ ତେଲିଆ ସାମ୍ବାଦିକ ବୁଲେଇ ବଙ୍କେଇ ଫାଲତୁ କଥା କହୁଛି

  • @maheshprasadtiwari6568
    @maheshprasadtiwari6568 ปีที่แล้ว +11

    କାହିଁ ଅପରାଜିତା ମାଡାମ୍ ଆଉ କାହିଁ ଏ ତେଲିଆ ସାମ୍ବାଦିକ, ବିଜେଡିର ଏଜେଣ୍ଟ ହୋଇ ଆସିଛି

  • @vandemataram7510
    @vandemataram7510 ปีที่แล้ว +7

    ମନୋରଞ୍ଜନ ବାବୁ,ବିଡ଼ମ୍ବନା ଏହା ଯେ ଆପଣଙ୍କ ପ୍ରଶ୍ନ ରୁ ହିଁ ଜଣାପଡୁଛି ଓଡିଶା ଲୋକ ଆଜି ଦାସତ୍ଵ ସ୍ୱୀକାର କରିସାରିଛନ୍ତି. ଓଡ଼ିଶା କୁ କେହି ଆଉ ବିପର୍ଯ୍ୟୟ ରୁ ରକ୍ଷା କରିପାରିବେ ନାହିଁ. ଭାଗବାନ ହିଁ ସାହା.

  • @RD123.........
    @RD123......... ปีที่แล้ว +11

    ମନୋରଞ୍ଜନ ନବୀନ ଆଉ ଚାଲିକି ଯାଇ ପାରୁନାହାନ୍ତି କି? ଯଦି ହଁ ତେବେ ଅବସର ନେଇଯାନ୍ତୁ, ଯଦି ନା ତେବେ ଲୋକଙ୍କ ନିକଟକୁ ଯାନ୍ତୁ

  • @fakirmohansahoo2079
    @fakirmohansahoo2079 ปีที่แล้ว +10

    ମନୋରଞ୍ଜନ ବାବୁ ଏ ବିଷୟରେ ଶାସକ ଦଳର ମତାମତ ଲୋଡିଲେ ଭଲ ହୁଅନ୍ତା,ଜୟ ଜଗନ୍ନାଥ 🙏🙏🙏

  • @maniramsabar4263
    @maniramsabar4263 ปีที่แล้ว +9

    ପ୍ରକୃତରେ ଅପରାଜିତା ମେଡମ ବୁଝି ଠିକ କଥା କହୁଛନ୍ତି

  • @RoutGk123
    @RoutGk123 ปีที่แล้ว +35

    Next CM Aparajita mam 💐💐💐💐💐

  • @sanjayakumarsahoo2866
    @sanjayakumarsahoo2866 ปีที่แล้ว +4

    ମନୋରଞ୍ଜନବାବୁ ଙ୍କ ପ୍ରଶ୍ନ ପଚାରିବା ଭାବଭଙ୍ଗୀ ରୁ ଜଣାପଡୁଛି ସେ କାହା ତରଫରୁ ପ୍ରଶ୍ନ ପଚାରୁଛନ୍ତି

  • @pabitrapattanaik1864
    @pabitrapattanaik1864 ปีที่แล้ว +7

    ପ୍ରିୟ ମନୋରଞ୍ଜନ ବାବୁ,ଆପଣଙ୍କୁ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ରାଣରହିଲା ଦୟାକରି ବିଜେଡି ଦଳର ସମସ୍ତ MLA,ଓ MP ମାନଙ୍କ ନାମ %100 ଗୁପ୍ତ ରଖିବେ ବୋଲି ସେମାନଙ୍କୁ ନିର୍ଭର ପ୍ରତିଶୃତି ଦେଇ 5T ସଚିବ (ପାଣ୍ଡିଆନ )ଙ୍କ କାର୍ଯ୍ୟକଳାପରେ ସେମାନେ କେତେଦୁର ଖୁସି ଵା ଦୁଃଖିତ ସେ ବିଷୟରେ ସେମାନଙ୍କ ମତାମତ ନେଇ ପ୍ରକୃତ ସତ୍ୟକୁ ଆପଣଙ୍କ ମିଡିଆରେ ପ୍ରଚାରକରି ଜଣେ ଦକ୍ଷ ଓ ନିର୍ଭିକ ଉପସ୍ଥାପକ ର ମର୍ଯ୍ୟାଦା ରକ୍ଷ୍ୟା କରିବେ ବୋଲି ଆଶାକରୁଛି l

  • @pkfc3149
    @pkfc3149 ปีที่แล้ว +2

    ମାଗିହାଁ ବିଜେଡି ଏଜେଣ୍ଟ ମନୋରଞ୍ଜନ

  • @prashantakumarmohapatra4341
    @prashantakumarmohapatra4341 ปีที่แล้ว +151

    ମନୋରଂଜନ ବାବୁ ଏ ବିଷୟରେ ନବିନ ବାବୁଙ୍କର ସାକ୍ଷାତକାର ଆଣିପାରିବେକି.....?
    ସେଇଟା ନିହାତିଦରକାର

    • @maheshprasadtiwari6568
      @maheshprasadtiwari6568 ปีที่แล้ว +6

      ତା' ମାଲିକ ତ ନବୀନା ସହ କଥା ହେଇ ପାରୁ ନି ବୋଲି ମନ୍ତ୍ରୀ ହେବା ପାଇଁ ବାଉଳେଇ ହଉଛି

    • @jayadevtarei4256
      @jayadevtarei4256 ปีที่แล้ว +1

      Are ye babu tanka veta paibeni

    • @sdas3359
      @sdas3359 ปีที่แล้ว +1

      Aaeta bhakua ta
      BJD taraf ru rahiki questions karuchi?
      Emti facial expressions kari Aparajita mam nku Qn karuchi jemti kichi bujhi paaruni
      Chi

    • @gangabag1156
      @gangabag1156 ปีที่แล้ว +6

      ମନୋରଞ୍ଜନ ପାଣ୍ଡିଆନ କୁ ଡରୁଛି

    • @choudhurycoding146
      @choudhurycoding146 ปีที่แล้ว +5

      Manoranjan hauchi bjd ra kukura

  • @bismayakhilar3526
    @bismayakhilar3526 ปีที่แล้ว +14

    Madam ଠିକ୍ କହୁଛନ୍ତି

  • @chandrapanda7222
    @chandrapanda7222 ปีที่แล้ว +8

    ଯେଉଁ ତିନି ଦକ୍ଷିଣ ଭାରତୀୟ IAS ଅଫିସର ଙ୍କ ର ଖୋଲା କଥା ରେ ସାକ୍ଷାତ କରାଯାଉ.

  • @chandrasekharsethi464
    @chandrasekharsethi464 ปีที่แล้ว +42

    ଓଡ଼ିଶାର ଶଶିକଳା 5t(ତାମିଲ୍/ଠକ)କୁ ଓଡ଼ିଶାରୁ ବିଦା କରି ଓଡ଼ିଶାକୁ ରକ୍ଷା କରନ୍ତୁ।

  • @kishorechandrasekharmishra2658
    @kishorechandrasekharmishra2658 ปีที่แล้ว +63

    ଗତକାଲି ଓଟିଭିର ଖୋଲାକଥାରେ ଅପରାଜିତାଙ୍କ ସହ ମନୋରଞ୍ଜନ ମିଶ୍ରଙ୍କ ଆଲୋଚନା ସଵୁଗୁଣରେ ଆପଣଙ୍କ ଆଲୋଚନା ତୁଳନାରେ ଉଚ୍ଚମାନର। ଆପଣଙ୍କ ପ୍ରଶ୍ନାବଳୀ ଓ ପ୍ରଶ୍ନକରିବା ଶୈଳୀ ଦେଖି ଯେକେହି ଭାବିବ ଆପଣ ଏକ ନିର୍ଦ୍ଦିଷ୍ଟ ଲକ୍ଷରେ ଏ କାର୍ଯ୍ୟକ୍ରମ କରୁଥିଲେ। ଲାଗୁଥିଲା ସତେଯେମିତି ଆପଣ ବିଜେଡି ତରଫରୁ ପ୍ରଶ୍ନକର୍ତ୍ତାଥିବାପରି।

    • @SarojBehera-so5iy
      @SarojBehera-so5iy ปีที่แล้ว +1

      You are Absolutely correct .....

    • @vandemataram7510
      @vandemataram7510 ปีที่แล้ว +1

      ଦାସତ୍ଵ ସ୍ୱୀକାର କରିବାରେ ଏମାନେ ପାରଙ୍ଗମ

    • @maheshprasadtiwari6568
      @maheshprasadtiwari6568 ปีที่แล้ว

      ଗତ ଗୁରୁବାର ଓଟିଭି ରାତି ୧୦ ଟାରେ ମନୋରଞ୍ଜନ ଯୋଷୀ ଖୋଲାକଥା ରେ ଅପରାଜିତା ମେମ୍ ଙ୍କ ସହ ଆଲୋଚନା କରୁଥିଲେ, ମନୋରଞ୍ଜନ ମିଶ୍ର ନୁହେଁ । ଏ ମନୋରଞ୍ଜନ ମିଶ୍ର କନକ ଟିଭି ଏଡିଟର ବିଜେଡି ର ପୋଷା କୁକୁର ।

    • @susantapradhan3545
      @susantapradhan3545 ปีที่แล้ว +1

      Right 👍

    • @aswinibehera7181
      @aswinibehera7181 ปีที่แล้ว +2

      ମନୋରଞ୍ଜନ ଯୋଶୀ ବି କୌଣସି ଗୁଣରେ କମ ନୁହନ୍ତି ଆଜ୍ଞା... ଏଠି ନିରପେକ୍ଷତା ଆଶାକରିବା ବୃଥା.

  • @user-kt2nr4xf1s
    @user-kt2nr4xf1s ปีที่แล้ว +10

    A sadangi is 100%right.

  • @jagannathpanigrahi5286
    @jagannathpanigrahi5286 ปีที่แล้ว +1

    ନିର୍ବାଚନ ହୋଇଛି ନିର୍ବାଚିତ ହୋଇଛନ୍ତି ତାଙ୍କ ଦଳ ଟିକଟ୍ ରେ ଲୋକ ବାଛିଛନ୍ତି। ଏବେ କହିବେ ମୋର କାହାକୁ ପରେ ବିଶ୍ବାସ ନାହିଁ ଜଣକ ଉପରେ ବିଶ୍ଵାସ ଅଛି କହି ଦିଅନ୍ତୁ ମୁକ୍ଷମନ୍ତ୍ରୀ। ଆପଣ ଯେଉଁ ପ୍ରଶ୍ନମାନ ରଖୁଛନ୍ତି ମନେରଖନ୍ତୁ ନିଜେ ମୁକ୍ଷମନ୍ତ୍ରୀ ମନ୍ତ ନିର୍ବାଚିତ ହୋଇଛନ୍ତି। ରାଜ୍ୟଶାସନ ଭଳି ନିଜ ଇଚ୍ଛା ରେ ହେବନାହିଁ।

  • @pk-db2vr
    @pk-db2vr ปีที่แล้ว +11

    Aparajita mam great 👍👍👍👍

  • @Abhijeetkar143
    @Abhijeetkar143 ปีที่แล้ว +45

    ମନୋରଞ୍ଜନ ବାବୁ ନିଜ ପ୍ରଶ୍ନ ଗୁଡ଼ିକୁ ଶାସକ ଦଳର ଜଣେ ପ୍ରତିନିଧି ରୁପେ ଉପସ୍ଥାପନ ନକରି, ଜଣେ ସାମ୍ବାଦିକ ପ୍ରତିନିଧି ରୁପେ ଉପସ୍ଥାପନା କରିଥିଲେ ଅତି ସୁନ୍ଦର ହୋଇଥାନ୍ତା 🙏

    • @kishorechandrasekharmishra2658
      @kishorechandrasekharmishra2658 ปีที่แล้ว +2

      ଏ ମନୋରଞ୍ଜନ ପୁରା ଆଲୋଚନାରେ ସାମ୍ବାଦିକ କମ୍ ଶଙ୍ଖକର୍ମୀ ଅଧିକ ଲାଗୁଥିଲେ। ନନ୍ଦିଘୋଷ ଟିଭିର ସାମ୍ବାଦିକ ପରି ଲାଗୁଛି। ଆଜିକାଲି ଯେଉଁସବୁ ବିଷୟବସ୍ତୁ ଓ ଯେଉଁ ଭଳି ଲୋକଙ୍କୁ ବସେଇ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି, ଲାଗୁଛି ଯେମିତି କନକଟିଭିର ତା ଅସ୍ତିତ୍ବ ବଜେଇ ରଖିବାକୁ ଯାହାନାଇଁ ତାହା କରୁଛି।

  • @mranjanbdh6703
    @mranjanbdh6703 ปีที่แล้ว +8

    Manoranjan babu sambadikata Karu nahanti BJD party pain rajaniti karuchonti

  • @bimalmishra3240
    @bimalmishra3240 ปีที่แล้ว +7

    Respected Madam, you are 100% right. Pl. Go ahead.

  • @subhrajyoti7809
    @subhrajyoti7809 ปีที่แล้ว +40

    ବିଧାୟକ ମନ୍ତ୍ରୀ ସବୁ ଶାସନ ଦଳର ଏତେ ମାଇଚିଆ.. ହେ ଜଗନ୍ନାଥ 😢

  • @manasirout7748
    @manasirout7748 ปีที่แล้ว +10

    Aparajita mam next cm

    • @jagannathpatnaik8409
      @jagannathpatnaik8409 ปีที่แล้ว

      Pc miliba next cm hele kahinki na amalatsntrare bhala patiara achhi.mam nkara

    • @user-be5dr4ss7d
      @user-be5dr4ss7d 5 หลายเดือนก่อน

      Jitileta

  • @sontoshkusulia5472
    @sontoshkusulia5472 ปีที่แล้ว +2

    You are right mam

  • @food_good_inside
    @food_good_inside ปีที่แล้ว +1

    ଲାଗୁଛି ଯେମିତ manoranjan ବାବୁ ବିଜେଡି ର ଛତ୍ର ଛାୟା ରେ ଅବସ୍ଥିତ

  • @debaduttadash1
    @debaduttadash1 ปีที่แล้ว +21

    Thanks to Kanak News for this one-to-one talk.

  • @srimayeemansingh6197
    @srimayeemansingh6197 ปีที่แล้ว +1

    ଏଇଟା ଵିଜେଡି ଦଲାଲ
    ଆରେ ମୁର୍ଖ ମୁଁ ଯଦି ଚାକିରୀ କରି ରାଜନୀତି କରି ପାରିଵିକି

  • @TwistwithViral
    @TwistwithViral ปีที่แล้ว +4

    ଶ୍ରୀମାନ ପ୍ରତାପ ଜେନା ହେଲେ ଅତି ସରଳ ମଣିଷ ❤

  • @akseditor4986
    @akseditor4986 ปีที่แล้ว +40

    You are mam one a woman of best CM candidate in our odisha🙂🙂🙂🙂👍👍👍👍

  • @MrDebendr
    @MrDebendr ปีที่แล้ว +6

    Salute to aparajita mam

  • @mamatasamal9889
    @mamatasamal9889 ปีที่แล้ว +3

    You r absolutely right mam....

  • @ajayasahu5402
    @ajayasahu5402 ปีที่แล้ว +14

    Absolute true, we strongly condemn this activite of 5t secretary, & BJD, undemocratic, unconstitutional, violation of service code, he should resign & come as elected representative and do this.

  • @SouravDas-dd5my
    @SouravDas-dd5my ปีที่แล้ว +162

    ଅପରାଜିତା ମ୍ୟାଡାମ ଆମର ଏଇ ଓଡ଼ିଶାର ପ୍ରକୃତ ନେତା ଓ ମୂଖ୍ଯମନ୍ତ୍ରୀ ହେବା ପାଇଁ ଯୋଗ୍ଯ ଦାବୀଦାର

  • @bandhubabu2324
    @bandhubabu2324 11 หลายเดือนก่อน

    ଅତି ମହତ୍ୱପୂର୍ଣ ଆଲୋଚନା 🙏!

  • @anitabehera8756
    @anitabehera8756 ปีที่แล้ว +4

    she should be the future CM,if we want to save odisha.

  • @samarendrasahoo8310
    @samarendrasahoo8310 ปีที่แล้ว +13

    BJD ru Paisa neiki question karuchha ki,apana Jani nahanti ki RTI report re kn kuhagala

  • @blbapi2025
    @blbapi2025 ปีที่แล้ว +1

    Bjd ମୁଖପାତ୍ର ମନୋରଞ୍ଜନ ମିଶ୍ରଙ୍କୁ ପୁରା ଧୋଇଲେ,,,, ଆଉ ଶେଷରେ ପାଟିରୁ ଉତ୍ତର ବାହାରିଲାନି😂😂😂😂😂

  • @subhrajyoti7809
    @subhrajyoti7809 ปีที่แล้ว +6

    ସୁନ୍ଦର ବାର୍ତ୍ତା 🙏🙏🙏

  • @bulbul1994
    @bulbul1994 ปีที่แล้ว +2

    Aparajita madam is great answering all the question... She is next CM of Odisha...

  • @rameshpanda193
    @rameshpanda193 ปีที่แล้ว +4

    କେନ୍ଦ୍ରକୁ ଯାଇ ଆମ ମୁଖ୍ୟମନ୍ତ୍ରୀ କେନ୍ଦ୍ର ର ସବୁ ସର୍ତ୍ତ ମାନି ନେଉଛନ୍ତି ।

  • @amarendrabehera1302
    @amarendrabehera1302 ปีที่แล้ว +5

    ମାଡାମ ଆପଣ ଠିକ କହିଛନ୍ତି

  • @jyotshnamayeenayak4653
    @jyotshnamayeenayak4653 ปีที่แล้ว +7

    I love your work mam❤

  • @biswaranjanjena403
    @biswaranjanjena403 ปีที่แล้ว +5

    You are Great Madam, nice presentation

  • @prakashsir4301
    @prakashsir4301 ปีที่แล้ว +2

    Right mam you are supper ❤❤🎉

  • @prafullpal8878
    @prafullpal8878 ปีที่แล้ว

    ସମ୍ବିଧାନ ବିଷୟରେ ଜନପ୍ରତିନିଧି ମାନଙ୍କ ଠାରୁ ପ୍ରଶାସନିକ ଅଧିକାରୀ ଅଧିକ ଜାଣିଛନ୍ତି।

  • @tbehera-sf9wn
    @tbehera-sf9wn ปีที่แล้ว +1

    ଏ ମନରଞ୍ଜନ ଗୋଟେ ପାଗଳ

  • @aiamoodisha
    @aiamoodisha ปีที่แล้ว +18

    ମନୋରଞ୍ଜନ ବାବୁ ଯଦି ସଚିବ କାମ କରିବେ ମନ୍ତ୍ରୀ କାହିଁକି ରହିବେ

  • @user-hh9mq7pn9y
    @user-hh9mq7pn9y ปีที่แล้ว +36

    Its called powder of Education... Lots of respect to u Mam... Mohapravu Lord Jagannath bless you alots

  • @nrusinghacharanadash4036
    @nrusinghacharanadash4036 5 หลายเดือนก่อน +1

    ମନୋରଞ୍ଜନ ବାବୁଏଥରଵିଜେପି

  • @gopalkrishnapattnaik5313
    @gopalkrishnapattnaik5313 ปีที่แล้ว +1

    Is it such a great mistake to provide service to people of ODISHA?????

  • @gopabandhuacademy8648
    @gopabandhuacademy8648 ปีที่แล้ว +1

    Madam's statement is correct

  • @drsuchitrapanigrahi3375
    @drsuchitrapanigrahi3375 ปีที่แล้ว +6

    Valuable observation .

  • @ArttaPradhan-ct6gd
    @ArttaPradhan-ct6gd ปีที่แล้ว +1

    ମନୋରଞ୍ଜନ ବିଜେଡିର ଗୁଲାମ

  • @iconicindrajit3660
    @iconicindrajit3660 ปีที่แล้ว +9

    hats off to u mam...u r really great n inspiration for all youth of odisha🙏🙏🙏

  • @pinakdas5663
    @pinakdas5663 5 หลายเดือนก่อน

    ଆମ vote ଅପରାଜିତା ଙ୍କ ଭଳି ଜ୍ଞାନୀ ପରିଶ୍ରମୀ ଦକ୍ଷ ସ୍ଵାଭିମାନୀ ନେତା ଙ୍କ ପାଇଁ 🎉🎉❤❤

  • @harikumar8806
    @harikumar8806 ปีที่แล้ว +4

    Right 👍

  • @jagamamaforever6010
    @jagamamaforever6010 ปีที่แล้ว +1

    Bjd mla minister sabu maichia lajya laguni chi chi sabu panire budi marijao

  • @kamalllochan
    @kamalllochan ปีที่แล้ว +3

    Aparajita madam odisha ra next cm

  • @minaketan5562
    @minaketan5562 ปีที่แล้ว

    Medem ଆପଣଙ୍କ ଭାଷଣ ବହୁତ୍ କାମ କମ୍ ମାର ଥାଳି ଜୟ କଳିଯୁଗ ।

  • @sumantkusahoo4446
    @sumantkusahoo4446 ปีที่แล้ว

    ରାଜନୀତି କରୁଛନ୍ତି ଦେଶ ସେବା ପାଇଁ ଅୟେସ ଆରାମ ପାଇଁ ।

  • @prafullpal8878
    @prafullpal8878 ปีที่แล้ว

    ସମ୍ବିଧାନ ବିଷୟରେ ଜନପ୍ରତିନିଧି ମାନଙ୍କର ଧାରଣା ପାଇଁ ରାଜ୍ୟ ଓ କେନ୍ଦ୍ରରେ ତାଲିମ ବ୍ୟବସ୍ଥା କରାଯାଉ।

  • @sonukhansonukhan8387
    @sonukhansonukhan8387 5 หลายเดือนก่อน +1

    Welcome. Mishra. Babu. Hartly. Salut. Odisha. Heavy. Weight. Sambadika. Swagat

  • @subhasinirout9542
    @subhasinirout9542 ปีที่แล้ว +2

    ମନୋରଞ୍ଜନ ବାବୁ ,ଦୟାକରି ଥରେ ମୁଖ୍ୟମନ୍ତ୍ରୀ ଙ୍କ ସାକ୍ଷାତ କାର ଥରେ କରନ୍ତୁ ।ଆମେ ସମସ୍ତେ ଖୁସି ହେବୁ

    • @laxmanpradhan689
      @laxmanpradhan689 ปีที่แล้ว

      Unki dam nahin use puchha hilane ata he

  • @prakashpradhan4317
    @prakashpradhan4317 ปีที่แล้ว

    ଆମର ଓଡ଼ିଆ ଲୋକ CM ହେବାପାଇଁ ଯୋଗ୍ୟ ନାହାନ୍ତି ତ ବାହାର ରାଜ୍ୟରୁ ଲୋକ ଆସି CM ହେବେ। ଭାବୁଛନ୍ତି ଓଡିଆ ଓଲା !

  • @BulubeheraBulu-fz7rh
    @BulubeheraBulu-fz7rh ปีที่แล้ว

    Think you

  • @pitambernayak4708
    @pitambernayak4708 ปีที่แล้ว +1

    BJP JEPRAJYANTA BJD DALAKU BIRODHA NAKARI
    CHHANTI NIMNASTHARARE BJPDALRA KARMI ASUBIDHARE SAMUKHIN HEUCHHANTI

  • @Ivyscuteworld
    @Ivyscuteworld ปีที่แล้ว +1

    A editor bjd chela.... Maruchhi ye.... Naveen au Se Panda ku dakunu..... Aeta gote chopa editor....

  • @chhabindramansingh73
    @chhabindramansingh73 ปีที่แล้ว

    ଆରେ ଭାଇ ନବିନା ର କିଛି ଲୋକ ପ୍ରିୟ ନାହିଁ ଓଡିଶା ର କେତେକ ମେଣ୍ଢା ମଦ ମାଂସ କିଛି ପଇସାରେ ଡ଼ରେଇ vote ଦଉଛନ୍ତି

  • @uditsahu9798
    @uditsahu9798 ปีที่แล้ว

    ଏତେ କଥା କହୁଛନ୍ତି ମନୋରଞ୍ଜନ ବାବୁ ଏତେବଡ ସାମ୍ବାଦିକ ଆପଣ ଜାଣିପାରୁ ନାହାନ୍ତି କି ଜଣେ ସରକାରୀ ଚାକିରିଆ କେମିତି ସଭା ସମିତି କରିବ? କୋଉ ରାଜ୍ୟରେ ଏମିତି ହେଉଛି କାଉଣ୍ଟର କରନ୍ତୁ ନବୀନ ପଟ୍ଟନାୟକ ଙ୍କୁ ଦମ୍ ଅଛି ମାନେ

  • @hrushikeshmahanta6590
    @hrushikeshmahanta6590 ปีที่แล้ว +1

    ମିଶ୍ର ବାବୁ ଆପଣ bjd ଟିକେଟ ପାଇବା ହକଦାର

  • @laxmidharmuduli8424
    @laxmidharmuduli8424 ปีที่แล้ว

    Manoranjan babu ଯଦି cm ଙ୍କ ତରଫରୁ ସଚିବ ଜଣେ ବିଜେଡି କାର୍ଯକ୍ରମ କୁ ତ୍ଵରାନିତ କରିପାରୁଛନ୍ତି।ତେବେ ଅପରାଜିତା madam ଙ୍କ ତରଫରୁ ଜଣେ ସରକାରୀ କର୍ମଚାରୀ ବିଜେପି ର ପ୍ରଚାର କରିପାରିବେନି

  • @user-fq5gb9ep9e
    @user-fq5gb9ep9e 6 หลายเดือนก่อน

    ମନୋରନଞନ ବାବୁ ସାରା ଭାରତ ବର୍ଷରେ ୧ ନମ୍ଭର ସାମ୍ଭାଦିକ ,ଦିନେ ନା ଦିନେ ସେ ଓଡିଶାର ଓଦିଆଲୋକଙ୍କ ତରଫରୁ ଭଲ ଦାୟୁତ୍ୟ ନେବେ ଏହା ତ୍ରିବାର ସତ୍ୟ

  • @PradeepKumarPandaEconomist
    @PradeepKumarPandaEconomist ปีที่แล้ว

    This Bihari Lady is biggest threat to Development of Odisha.

  • @prashantakumarmohapatra4341
    @prashantakumarmohapatra4341 ปีที่แล้ว +5

    କାହାର ବିଶ୍ୱାସ ସମ୍ବିଧାନସମ୍ମତ ହେବା ଦରକାର....

  • @bandhubabu2324
    @bandhubabu2324 11 หลายเดือนก่อน

    ପାଣ୍ଡିଆନଙ୍କ ବାଲ୍ୟ ଓ IAS ଶିକ୍ଷା କୁ ନେଇ ଆଲୋଚନା କଲେ, ତାଙ୍କର ପ୍ରଶାସକ ଓ ଓଡିଶା ପ୍ରତି ଥିବା ଆନ୍ତରିକ ଆଭିମୁଖ୍ୟ ସମ୍ପର୍କ ରେ ଜାଣି ହୁଅନ୍ତା! ମତାମତ କୁ କାର୍ଯ୍ୟକ୍ରମ ରେ ସାମିଲ କରିବାକୁ ଅନୁରୋଧ 🙏!

  • @DasmuBhatra-zu1lk
    @DasmuBhatra-zu1lk 5 หลายเดือนก่อน +1

    Ea poka BJD channel ta . Hemiti question cm ku pochari tante ki

  • @gaganbiharipalai4416
    @gaganbiharipalai4416 ปีที่แล้ว +1

    Pandiyan babu, e bhadua Sambadika ku patheichanti prepare kari next step Madam kn karibe se prepare hebe sei hisaba re😂

  • @ranjankumar3030
    @ranjankumar3030 ปีที่แล้ว

    Maam apanaku salute ...maam apana nku ame mukhyamantri bhabe dekhibaku chahunchu....au ama odisha mati ru liquor bana pls karantu......

  • @agastipradhan5050
    @agastipradhan5050 ปีที่แล้ว

    ତହସିଲଦାର, ବିଡ଼ିଓ ଓ collector ଜରିଆ ରେ କାମ କରାଯାଉ,କଣ ଏମାନଙ୍କର ଦକ୍ଷତା ନାହିଁ କି? ପାଣ୍ଡିଆନ ବିଜେଡି ପାଇଁ ଭୋଟ ପ୍ରଚାର କରିବା ବାହାନାରେ ଆସିଛନ୍ତି

  • @BaikunthSwain-qu9rf
    @BaikunthSwain-qu9rf ปีที่แล้ว

    ମନୋରଞ୍ଜନ ବାବୁ କହିପାରିବେ କି ଆପଣଙ୍କ ଚ୍ୟାନେଲ ସ୍ୱାଧୀନ ନା ବିଜୁ ଜନତା ଦଳର ଚାମଚା?????

  • @shototodoroki9055
    @shototodoroki9055 7 หลายเดือนก่อน

    Very good madam
    Definitely you will wine the race
    Future' CM

  • @laxmipanda19
    @laxmipanda19 ปีที่แล้ว

    ଦଲାଲ କନକ ଟିଭି ନିଉଜ ଦଲାଲ ଆଉ କିଛି ସମୟ ପରେ ତୋର ହିସାବ କରିବେ ଜଗନ୍ନାଥ

  • @user-ff7xn8fv2e
    @user-ff7xn8fv2e ปีที่แล้ว +3

    Madam is great

  • @aparna9484
    @aparna9484 ปีที่แล้ว

    ନବୀନ ମଦ ପିଇ ଶୋଇଛି ଏବଂ ପାଣ୍ଡିଆନ ଓଡ଼ିଶାର ମୁଖ୍ୟମନ୍ତ୍ରୀ 😂😂😂 ଧନ୍ୟ ଧନ୍ୟ ଗଣତନ୍ତ୍ର ଓ ମୁର୍ଖ ଜନତା ଙ୍କୁ 😅😅

  • @khusi_musicworld
    @khusi_musicworld ปีที่แล้ว

    👏👏👏👏👏👏

  • @bipinkumarnath7292
    @bipinkumarnath7292 ปีที่แล้ว +3

    Aparajita mdm manorajan Mishra ra gandi phateidele

  • @basantajena6876
    @basantajena6876 ปีที่แล้ว +1

    Bjd agent bhali question pacharuchhanti.

  • @nirupamasahu1796
    @nirupamasahu1796 11 หลายเดือนก่อน

    ❤❤

  • @ajayakumarpanda4809
    @ajayakumarpanda4809 ปีที่แล้ว

    ରାଜସ୍ବ କୁ କାଳିଆ pitha ରୁ ବାଦ ଦେଇ ଦେଖନ୍ତୁ

  • @hemantkumarsingh1387
    @hemantkumarsingh1387 ปีที่แล้ว +5

    Madam is correct.5T secretary is supposed to work within the jurisdiction of all India service code, what he is doing is beyond his jurisdiction.Action is required against him.

  • @rahulk934
    @rahulk934 ปีที่แล้ว +3

    We are standing with Aparaajita madam..

  • @laxmidharapanda6086
    @laxmidharapanda6086 ปีที่แล้ว +2

    ହଇରେ ଅତି ଚାଲାଖିଆ ମୂର୍ଖ ମନୁଆ ମିଶ୍ର ତୁ କାହାସହିତ one to one କଥା ହେଉଛୁ ଜାଣି ପାରୁଛୁ ତ ? ଅନ୍ୟ ନେତାଙ୍କୁ ଭୂତେଇ ପାରୁ ତୋ ଅଭଦ୍ରାମି ପ୍ରଶ୍ନ ମାଧ୍ୟମରେ ! କିପରି ଭାବରେ ଅପରାଜିତା ମାଡାମ ତୋ କଥାର ଉତ୍ତରରଖି ତୋତେ ଭଦ୍ରାମିଭାବରେ ଉଲଗ୍ନ କରୁଛନ୍ତି ସାରା ଓଡ଼ିଶା ଦେଖୁଛି ! ତୋର ମଝିରେ ଯେଉଁ ହୁଁ ମାରୁଛୁ ଓ କେମତି ଶବ୍ଦ ଟି ଅଭଦ୍ରାମି ଓ ଅହଙ୍କାରୀ ର ସଂକେତ ଦେଉଛି ଏବଂ ତୁ ବିଜେଡିର ବୋକଚାବୁହା ଭାବେ ପ୍ରମାଣିତ ହୋଇଯାଉଛୁ ! ତୁ କୋଉ ଗାଈର ଗୋବର ? ନିଜକୁ ଅତି ଭାଲାକ ଭାବୁ କିନ୍ତୁ ପ୍ରକୃତରେ ତୁ ସର୍ବଶ୍ରେଷ୍ଟ ବୁଧୁ ଓ ମୂର୍ଖ,!