Ira mohanty ma'am is one of the best female singer of odia industry. There is no comparison between Ira Mohanty and Diptirekha Padhi. Even Ira Mohanty's voice is far better than Diptirekha padhi.
Emane kichhi nuha ,salil chowdhury, madan Mohan,naushad, shanakar jaikishan,sd Burman,Rd Burman, khemchand prakash ae sabu classical janiki music director thike ,anke ta classical ra abcd na Jan puni scientist,ama odisha ra durbhagya je gote bhi legend music director bharat re na kari parinahanti
Odisha jete music director achanti akshay MOHANTY khoka bhai tanka pari kie heba se ta chali galeni tanka pare jadi kie odisha re no 1music director sie hele Malay Mishra tanka sang niara siddhant Mohapatra jete filmi achi bodhe 120 ru 80ta love ra music director Malaya mishra mora fovriy❤
Before TO MO LOVE STORY movie, his music are average hit. But album song more hit than movie song. At that time the songs arrengements are very outdated. After TU MO LOVE STORE He change outdated arrengements and create song like young generation wants.
Ame mane bahuta khusi haithau kendrapara ra mohakalpada block ra gotia chotia.gan jahar naa sanagan sai ganru ate bada prativaban manisa 🙏 prema bhai bahuta khusi lagila. Ama ganra naa rakhila.
Manas babu you r just trying to adjust like manoranjan Mishra but u r not like his mind it , tikie adhika overacting heijauchhi just do like Manas not like another plz get it positively
ଓଡ଼ିଆ ସଙ୍ଗୀତ ର ସୁନାମଧନ୍ୟ ହୋଇଛନ୍ତି ମଳୟ ମିଶ୍ର ଶାର୍। ତାଙ୍କ ସଙ୍ଗୀତ ର ହୃଦୟ ସପ୍ସ କରେ। ଏବଂ ତାଙ୍କ ସବୁ ଗୀତ ସବୁଦିନ ପାଇଁ ରହିବ । ସିଦ୍ଧାନ୍ତ ମହାପାତ୍ର ଆଉ ଅନୁଭବ ଯେତେକ ଫିଲ୍ମ କରିଛନ୍ତି। ସଙ୍ଗୀତ କୁ ହିଟ୍ ଦେଇଛନ୍ତି ମଳୟ ମିଶ୍ର ଶାର୍।ଏବେ ବି ୟୁଟୁବ ରେ ମଳୟ ମିଶ୍ର ଶାର୍ ଙ୍କ ମେଲୋଡ଼ି ପ୍ରୋଗ୍ରାମ ସବୁ ଗୀତ ଭଲ ଲାଗୁଛି। ହିନ୍ଦୀ ସିଙ୍ଗର୍ କୈଳାସ ଖେର୍ ଓଡ଼ିଆ ପ୍ରଥମ ଗୀତ ହୋଇଥିଲେ କାଇଁ ତାଙ୍କର ପଦ ଗୁଡିକ କିଛି ଏପଟେ ସେପଟେ ହୋଇନଥିଲେ ତ। ଯେମିତି କା ଗୀତିକାର ବା ଲେଖା ହେଉନା କାହିଁକି ମଳୟ ମିଶ୍ର ଶାର୍ ସେ ଗୀତ କୁ ବହୁତ ସୁନ୍ଦର ଭାବରେ ସଙ୍ଗୀତ ପରିବେଷଣ କରିସାରିଛନ୍ତି। ସାର୍ଥକ ମୁଜ୍ୟିକ୍ ରେ ହିନ୍ଦୀ ଭଜନ କରିଛନ୍ତି।
ନା ନା ନା ରେ ଜୀବନ ନା ...
ଆହୁରି Roop Kumar Rathod,Bapi lahari, ମୋଦୁନିଆ ତୁହି ତୁ ଫିଲ୍ମ ରେ Clear ଗାଇଛନ୍ତି ମଳୟ ମିଶ୍ର under re madhaya 👍👍
ମଳୟ ମିଶ୍ର ବହୁତ ସୁନ୍ଦର ଭାବେ ଗୀତକୁ ସଜେଇ ଦିଅନ୍ତି...
I love Malay Mishra sir
ଭାଇ ଏମିତି କୋଉ ଦିନ ନାହିଁ ମୁଁ ମଳୟ ମିଶ୍ରଙ୍କୁ ମାନେ ପକେଇନି ମୋ ହୃଦୟରେ ସବୁବେଳେ ମଳୟ ମିଶ୍ର ଅଛନ୍ତି ଆଯାକୁ ୪୦ ବର୍ଷ ହେବ ଆଗକୁ ମଧ୍ୟ ରହିବେ ।
ମଳୟ ମିଶ୍ର ଙ୍କ ପରି ବିରଳ ପ୍ରତିଭା କୁ ଡାକିବାର ଯୋଗ୍ୟତା କନକ ନ୍ୟୁଜ ର ନାହିଁ... ମୋ ପ୍ରିୟ ମଳୟ ମିଶ୍ର...
Han bhai 👍👍
Se kouthiki aasibeni
Malay mishra and Kumar bapi kebe interview ku asibeni
Radio Chocolate କୁ ତିଆରି କରିଥିବା ଲୋକ ହେଲେ ମଳୟ ସାର୍
Malay sir asibeni
One nd only malaya mishra sir. All song super duper hit.
Sir.. ଇରା ମହାନ୍ତି ଙ୍କୁ ଦୟାକରି ସୁଯୋଗ ଦିଅନ୍ତୁ.. କାହିଁକି ଇରା ମହାନ୍ତି ଙ୍କୁ ସୁଯୋଗ ଦେଉ ନାହାନ୍ତି.. plz...
Ira mohanty is the legendary singer.... premanand sir nka purbaru Ira mohanty mam 1995 year re asithile, through the swarup Nayak sir
ମଳୟ ମିଶ୍ର The Legend Of Ollywood Melody
Perfect 👌 ତାଙ୍କର ଆଜି ଯାଏ ଗୋଟେ ସାକ୍ଷାତ୍ କାର ନାହିଁ।
ଓଡ଼ିଶା ରେ ଜଣେ music director ମଳୟ ମିଶ୍ର ସାର୍
Melody king Malay sir
Ira mohanty ma'am is one of the best female singer of odia industry.
There is no comparison between Ira Mohanty and Diptirekha Padhi.
Even Ira Mohanty's voice is far better than Diptirekha padhi.
😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅
ପୋଲ ଖୋଲି ଦବା ମାନେ ଓଡ଼ିଆ ରେ କଣ। ନିଜ କୁ ଓଡ଼ିଆ ଭାଷା ର ସଂରକ୍ଷକ କହୁଥିବା ଏ ମିଡିଆ ହାଉସ ଭାଷା ରେ ଏମିତି ଅଣ ଓଡ଼ିଆ ଶବ୍ଦ କାହିଁକି ବ୍ୟବହାର କରୁଛନ୍ତି। ନାଟକ ଚାଲିଛି ଏଠି
Music Director Malay mishra nko ro interview niantu ... Pls manash babu
Malay Mishra sir lv u
Kumar bapi and Malay Mishra dakantu please all time fovriy❤
Right
@@SIMU188u Malaya Mishra fans
Below average composer. For me till now best composer of Odia industry is MALAYA MISHRA
*JAHELE MALAYA MISHRA NO 1 MUSIC DIRECTOR OF ODISHA AFTER AKSHAY MOHANTY, ପ୍ରଫୁଲ୍ଲ କର, ସ୍ୱରୂପ ନାୟକ❤❤❤❤❤❤❤❤*
MALAYA MISHRA fan like 👇👇👇👇
Emane kichhi nuha ,salil chowdhury, madan Mohan,naushad, shanakar jaikishan,sd Burman,Rd Burman, khemchand prakash ae sabu classical janiki music director thike ,anke ta classical ra abcd na Jan puni scientist,ama odisha ra durbhagya je gote bhi legend music director bharat re na kari parinahanti
Question-Kou odia music composer kounasi interview ku aasantinahin?
Answer-Malaya Mishra
Se ei na aasiba pain aahuri famous heijauchhanti.
Thik kahile
Malaya mishra no 1 music director
Han bhai
Prem Anand sir is the heart of odia music industry! ❤🎉
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
Question-Kou odia singer kounasi interview ku aasantinahin?
Answer-Kumar Bapi
bhala lagila bht interview ti
A music director is a very good singer fast , because he knows the output & expect.
ପ୍ରେମାନନ୍ଦ ଙ୍କ କଥାରୁ ଏଇଆ ସ୍ପଷ୍ଟ ବାରି ହେଇ ଯାଉଛି କି ସେ ମଳୟ ମିଶ୍ରଙ୍କୁ ଇର୍ଷା କରୁଛନ୍ତି ଯୋଉଥିପାଇଁ କି ସେ ଅଭିଜିତ ମଜୁମଦାର ଯିଏ କି ଜଣେ ସାଧାରଣ ମ୍ୟୁଜିକ ଡିରେକଟର ତାଙ୍କ ବିଷୟରେ ଏତେ କଥା କହୁଛନ୍ତି ମାତ୍ର ଗର୍ବର ସହ ମଳୟ ମିଶ୍ରଙ୍କ ଠାରୁ ନିଜକୁ ଶ୍ରେଷ୍ଠ ବୋଲି ପ୍ରମାଣ କରୁଛନ୍ତି... କିନ୍ତୁ ଏଇଟା ହିଁ ସତ୍ୟ ଯେ ମଳୟ ମିଶ୍ର ହିଁ ଅକ୍ଷୟ ମହାନ୍ତି ଙ୍କ ପରେ ଓଡ଼ିଶାର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ... 🙏🙏🙏
ନା ଭାଇ ମଳୟ ମିଶ୍ରଙ୍କ ତୁଳନା ନାହିଁ କିନ୍ତୁ ଅକ୍ଷୟ ମହାନ୍ତିଙ୍କ ପରେ ସ୍ୱରୂପ ନାୟକଙ୍କ ସ୍ଥାନ ଅପୂରଣୀୟ...
@@sanjaynayak9081 ସ୍ୱରୂପ ନାୟକ କେତୁଟା ଭଜନ କରିଛି କହିଲୁ ଦେଖିଆ, ketuta ଗୀତ ଗାଇଛି କହିଲୁ ଡେଖିଆ 😀😀😀
Han bhai
ମୋର ପ୍ରିୟ ମଳୟ ମିଶ୍ର ସାର
Setiki thaure bhai au kahana
Odisha jete music director achanti akshay MOHANTY khoka bhai tanka pari kie heba se ta chali galeni tanka pare jadi kie odisha re no 1music director sie hele Malay Mishra tanka sang niara siddhant Mohapatra jete filmi achi bodhe 120 ru 80ta love ra music director Malaya mishra mora fovriy❤
ମୋତେ ଲାଗୁଚି,, କମେଣ୍ଟ ପଢିଲା ପରେ,,, ମଳୟ ମିଶ୍ର ସାର୍ ଙ୍କୁ,, ଡାକିବେ
Malaya sir nku daka
Prema Anand sir always best music director ❤❤❤
❤ super jabarjast shandar episode
Samaste bhala music daichanti❤❤❤
ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🕉️❤🙏🏽🚩🚩🚩
Sir Malaya sir nku daka
Premanda is one of the musical director of Orissa
Malay mishra sir nku daka jau❤❤❤
mun gote katha bujhi paruni kanak news gote ete bada channel but picture quality ra resolution 360 rahuchhi .so please at least 720 karantu
Very much inspiring video
ଜୟ ଜଗନ୍ନାଥ ମାନସ ବାବୁ ସମସ୍ତେ ଆମପାଇଁ ବହୁତ ଭଲ ବହୁତ ବହୁତ ଧନ୍ୟବାଦ ମାନସ ବାବୁ ଜୟ ଜଗନ୍ନାଥ
Long live. God bless. Jwell of india.
Musical scientist na Bala
ଏହି ଗୀତ ହ୍ୟୁମାନ ସାଗର ଗାଇଥିଲେ ଭଲ ହେଇଥାନ୍ତା ଯୁବିନ କୁ କଣ ପାଇଁ ନେଲ
Ruturaj better than human sagar
B j D Bala jubin ko kahi thai paranti
Jemiti ,modi odia music director neki kama kale semiti odisa cm Hindi singer ku nei chhanti 🤐💯
There is only one music director in odisha who is malaya mishra
Premanand kebe swayam padhi ki nirmala Nayak nku niantini karana Abhijit majumdar tanku nie Abhijit majumdar swayam ku chance deichi boli swayam ra avoice nbr 1 romantic voice
Best Music Director Malaya Mishra nkara gote Interview karajau..
Je kounsasi Gita re malaya mishra bhali kehi kariparibeni tanka Gita pura heart ku touching kare
Jabardast
Anubhav❤
Gajal bahut bhala lagila.
ମୁଁ ଯାଇଥିଲି ଖଣ୍ଡଗିରି ମୋର ଘାଗରା ଗଲା ଚିରି.. ଏଇଟା କଣ double meaning ନୁହଁ..😂😂
I want to see malaya Mishra in this programme
Jay Jagannath🙏
Proud of you
Malay mishra ira Mohanty ku dakabtu
Very good....
ମାନସ୍ ଭାଇ ଆପଣଙ୍କ ହସ ଟା ଲକ୍ଷ୍ୟ ଟଙ୍କା....ଝାକସ ହସ😂
Manas bro ... super
ସତ କହୁଛି ମୁଁ ପ୍ରେମାନନ୍ଦଙ୍କୁ ଶୁଣେ ଅରୁଣ ମନ୍ତ୍ରୀ ,ଶ୍ରୀକାନ୍ତ ଗୌତମ ,ବିଜୟ ମଲ୍ଲ, ନିର୍ମଳ ନାୟକ ଆଉ ବସନ୍ତ ରାଜ ସାମଲଙ୍କ ପାଇଁ...
ମୁଁ ମଳୟ ମିଶ୍ରଙ୍କୁ ଶୁଣେ ଗୁରୁ ଶତପଥୀ, ଅରୁଣ ମନ୍ତ୍ରୀ ,ଦେବଦାସ ଛୋଟରାୟ,ବିଜୟ ମଲ୍ଲ ,ବସନ୍ତରାଜ ସାମଲ, ନିର୍ମଳ ନାୟକ , ପଞ୍ଚାନନ ନାୟକ ,ଶ୍ରୀକାନ୍ତ ଗୌତମ ଆଉ ଗଣେଶ୍ୱର ମହାପାତ୍ରଙ୍କ ପାଇଁ..
ମୁଁ ଗୁଡଲୀ ରଥଙ୍କୁ ଶୁଣେ ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀଙ୍କ ପାଇଁ..
ମୁଁ ଅଭିଜିତ ମଜୁମଦାରଙ୍କୁ ଶୁଣେ ନିର୍ମଳ ନାୟକ, ନିଜାମ୍ ଆଉ ବାପୁ ଗୋସ୍ୱାମୀଙ୍କ ପାଇଁ..
ମୁଁ ଶାନ୍ତିରାଜ ଖୋସ୍ଲାଙ୍କୁ ଶୁଣେ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ , ପଞ୍ଚାନନ ନାୟକ ଆଉ ବସନ୍ତରାଜ ସାମଲଙ୍କ ପାଇଁ..
ମୁଁ ବିକାଶ ଦାସଙ୍କୁ ଶୁଣେ ଶ୍ରୀକାନ୍ତ ଗୌତମ, ଅରୁଣ ମନ୍ତ୍ରୀ, ମୋହିତ ଚକ୍ରବର୍ତ୍ତୀ,ନିର୍ମଳ ନାୟକଙ୍କ ପାଇଁ..
ମୁଁ ବିକାଶ ଶୁକ୍ଳାଙ୍କୁ ଶୁଣେ ନିଜାମ୍ ଆଉ ପଞ୍ଚାନନ ନାୟକଙ୍କ ପାଇଁ..
ମୁଁ ସ୍ୱରୂପ ନାୟକଙ୍କୁ ଶୁଣେ ସ୍ଵରୂପ ନାୟକଙ୍କ ପାଇଁ..
ମୁଁ ମନ୍ମଥ ମିଶ୍ରଙ୍କୁ ଶୁଣେ ମନ୍ମଥ ମିଶ୍ର ଆଉବସନ୍ତରାଜ ସାମଲଙ୍କ ପାଇଁ
ମୁଁ ପ୍ରଶାନ୍ତ ପାଢ଼ିଙ୍କୁ ଶୁଣେ ଅରୁଣ ମନ୍ତ୍ରୀ , ନିର୍ମଳ ନାୟକ ଆଉ ବସନ୍ତରାଜ ସାମଲଙ୍କ ପାଇଁ
ମୁଁ ଶରତ ନାୟକଙ୍କୁ ଶୁଣେ ବିଜୟ ମଲ୍ଲ ଆଉ ଅରୁଣ ମନ୍ତ୍ରୀଙ୍କ ପାଇଁ...
ମୁଁ ପ୍ରଶାନ୍ତ ନନ୍ଦଙ୍କୁ ଶୁଣେ ପ୍ରଶାନ୍ତ ନନ୍ଦଙ୍କ ପାଇଁ...
ମୁଁ ଅମରେନ୍ଦ୍ର ମହାନ୍ତିଙ୍କୁ ଶୁଣେ ଶିର୍ଷାନନ୍ଦ କାନୁନଗୋଙ୍କ ପାଇଁ..
ମଳୟ ମିଶ୍ର ଙ୍କୁ ମଧ୍ୟ ଗୀତ ଲେଖି ଆସେ
Hm bhai ❤❤
ଫିଲ୍ମ ଆଉ ଆଲବମ୍ ଭଜନ ଗୀତ ଲେଖିଛନ୍ତି ମଳୟ ମିଶ୍ର ଶାର୍।ଆଉ ନିଜାମ୍ ଶାର୍ ବି କାମ କରିଛନ୍ତି। ସୁବାଷ ମିଶ୍ର ସହିତ କାମ କରିଛନ୍ତି
Malaya mishra sir nka upare b gote episode karantu tankara b gote interview niantu
କୁମାର ବାପି ଙ୍କ voice ବହୁତ ଭଲ ଲଗେ... କଣ ପାଇଁ ତାଙ୍କୁ ନେଉନାହାନ୍ତି film ରେ ଗାଇବା ପାଇଁ.... ଶୈଳ ଭାମା ଙ୍କ voice ଵି ବହୁତ ମିଠା... କାହିଁକି ସେମାନଙ୍କୁ ଗୁରୁତ୍ୱ ଦେଉନାହାନ୍ତି
🌹🌹
ଭାଇ ଲକ ଡାଉନ୍ ପୂର୍ବରୁ ମଳୟ ମିଶ୍ର କେବଳ ରଙ୍ଗେଇଲୁଣ୍ଡା ଗୀତ ପାଇଁ ହାଇଲାଇଟ୍ ହେଇଥିଲେ ଯଦିଓ ତାଙ୍କ ଲାଷ୍ଟ musical ହିଟ୍ ଆଖିରେ ଆଖିରେ ଥିଲା..ସେତେବେଳେକୁ ମାର୍କେଟ ରେ ଥିଲେ ଅଭିଜିତ ଆଉ ପ୍ରେମାନନ୍ଦ କଣ ଏମିତି ହେଲା ଲକ ଡାଉନ୍ ପରେ ବାଜି ପଲଟିଗଲା ଅଭିଜିତ ଆଉ ପ୍ରେମାନନ୍ଦ ହଜିଗଲେ ଏଇଟା ସତ ଯେବେ ମଳୟ ମିଶ୍ର ରଣଭୂମିରେ ଥାନ୍ତି ସେଠୀ ତାଙ୍କର କେହି ପ୍ରତିଦ୍ବନ୍ଦୀ ନଥାନ୍ତି
👍👍👍👍👍👍👍👍👍
ଆଖିରେ ଆଖିରେ ପରେ ପୁଅ ମଳୟ ମିଶ୍ର ଆହୁରି ଗୀତ ହିଟ ଦେଇଥିଲେ ତୁ ଜାଣିନୁ ବୋଧେ
ନିଝୁମ ରାତିର ସାଥୀ, ମିଠା ମିଠା,ତମକୁ ଦେଖିଲା ପରେ, ଛାତି ତଳେ ଡିଂ ଡଙ୍ଗ, ତୋର ଦିନକୁ ମୋର ଦିନେ, ବାବୁ ଭାଇଯାନ, etc 👍👍👍👍👍👍😀😀😀😀😀😀😀😀😀😀
Jay jaganatha Jay odisha super news and all staff good morning 🌄
Beautiful episode. Go ahead
ଧନ୍ୟବାଦ କନକ ନିଉଜ୍🎉🎉
Jane simple nonveg personality God gifted with great inspiration of odia industry..❤❤❤❤
❤❤
Prem anand sir best music director
Sabu music director bhala ... Akshay mohanty...Swarup nayak sir my fav...Malaya mishra.. Premanand...Guduli ratha...etc
Sir copy karichhanti..sabu sata kahile ata kintu michha kahile..apana copy karanti .
😅😅😂😂😂
Premananda satare tame jane Bahut bhala manisa
Both quality music director
Kie kie
*ମାନସ ଗାଣ୍ଡୀରେ ଯଦି ଦମ୍ ଅଛି ମଳୟ ମିଶ୍ର ଙ୍କୁ ଡାକିବ ଓପନ ଚାଲେଞ୍ଜ*
Se ta aasibeni kouthiki
@@sidharthatripathy6206 ତୁ କେମିତି ଜାଣିଲୁ
@@sidharthatripathy6206 ତୋ ଇଛା ରେ
Manash bhai kn tanko 14 purusho asile v daki paribei
Prema Nanda babu tome bahut chalakh
Prema Bhai Amar suna Bhai ❤❤, kendrapadia bhabe bahut garba lage,
Prema Bhai jindabad ❤❤
ପ୍ରେମାନନ୍ଦ ଭଲ କିନ୍ତୁ ୟାଙ୍କ ଠାରୁ ମଳୟ ମିଶ୍ର ବହୁତ ବହୁତ ବହୁତ ଭଲ, ମଳୟ ମିଶ୍ରଙ୍କ ପ୍ରତି ଟି ଗୀତ ଗୋଟେ ଗୋଟେ ମାଇଲ ଖୁଣ୍ଟ, ସବୁଠାରୁ ଖରାପ ହେଲା ଅଭିଜିତ ମଜୁମଦାର, ଅଭିଜିତ ହିଁ ଓଡ଼ିଆ ଗୀତକୁ ନଷ୍ଟ କରିଦେଲା, କିନ୍ତୁ ମୁଁ ଥରେ ପ୍ରେମା ସାରଙ୍କ ଏକ interview ରେ ତାଙ୍କ ନିଜ ମୁହଁରୁ ଶୁଣିଥିଲି ସେ ନିଜେ କହିଥିଲେ ସେ କେବେ ବି ରାଜନୀତି ଗୀତ କରିବେନି
Abhijit bi bahut Sundar Sundar Gita dei chhanti ,,,pakhare thile se sabu bhala Lage ,like kaha pada sabadare
Something something film song ra dita song music trak copy ,,,copy kare ni kan...tautor
God bless you
ଖୁସି ର ମାନେ ହିଁ ଟଙ୍କା। ଟଙ୍କା ବିନା ଖୁସି ଅସମ୍ଭବ
Tame hathat kemiti gote movie re 5 ru 6 gita gote masa vitare karidoucha copy karuna ta kou alga music 🎶 ru
We need kumar bapi sir
Chada ho Jete Hele Bi Malaya Mishra Tale
Talented video
🙏ସାର୍ ଅତି ସୁନ୍ଦର ଗୀତ ପରିବେଷଣ ଆପଣଙ୍କ ର
Copy master prem ananda😂😂😂😂
Before TO MO LOVE STORY movie, his music are average hit. But album song more hit than movie song. At that time the songs arrengements are very outdated. After TU MO LOVE STORE He change outdated arrengements and create song like young generation wants.
Really A Musical Scientist Jay Jagannath
Kanak news interview with Premanand sir was impressive
Chhechada manas! Be positive, respect grt people of State like Odisha.
Best program of kanak news😊
Sir mora bohut febright
Ame mane bahuta khusi haithau kendrapara ra mohakalpada block ra gotia chotia.gan jahar naa sanagan sai ganru ate bada prativaban manisa 🙏 prema bhai bahuta khusi lagila. Ama ganra naa rakhila.
Malaya mishra 🎉
ଭାଇମାନେ coment box ରେ ଏମିତି କଣ ପାଇଁ ଲେଖୁଛନ୍ତି କିଏ ଭଲ କିଏ ଖରାପ କଣ ପାଇଁ ସେମାନଙ୍କୁ କଣ ପାଇଁ ନଦାଂ କରୁଛନ୍ତି ଆପଣ ମାନେ ଜୀବନ ରେ କେବେ ତାଙ୍କ ରି ଭଳି ହେଇପାରିବେ ଗୋଟିଏ କଳାକାର କୁ ନିଦାଂ କରନ୍ତୁନି ସମସ୍ତେ ଗୋଟିଏ ଗୋଟିଏ କଳା କାର
ଭଗବାନଙ୍କ ଆର୍ଶୀବାଦ ଯୋଗୁଁ ସେମାନେ କଳାକାର
Gaja line suni mun kandipakaili sir.
Sir aapana nka question mate bahut bhala lage
ମଳୟ ମିଶ୍ର ସାର୍ ମୋର ପ୍ରିୟ
Manash babu namaskar ,
Premananda sir chiranamasya odia music industry pain, apanaka interview saili madhya bahut sundar, tenu apananku hrudayaru authare ❤❤🙏🙏
🖐️🖐️❤️❤️❤️
ଦୀପ୍ତି ରେଖା ସହିତ ପ୍ରେମାନନ୍ଦ ଙ୍କ କ'ଣ ସମ୍ପର୍କ ରହିଛି, ସେ କଥା ମାନସ ବାବୁ ପଚାରିଲେ ନାହିଁ? ତା ନହେଲେ ପ୍ରେମାନନ୍ଦ କେମିତି କହୁଛନ୍ତି ଦୀପ୍ତି ରେଖା, ଇରା ମହାନ୍ତି ଠୁ ଭଲ ସିଙ୍ଗର। ଦୀପ୍ତି ରେଖା ଜଣେ ସିରିଏଲ ଅଭିନେତ୍ରୀ, ତାଂକ ର ସୂର ଠିକ୍ ସେ ଲାଗେ ନାହିଁ, ସେ ପୁଣି ପ୍ରେମାନନ୍ଦ ଙ୍କ ସର୍ବଶ୍ରେଷ୍ଠ ଗାୟିକା କେମିତି ହେଲେ ? କାହିଁ ରାଣୀ କାହିଁ ଚନ୍ଦ୍ରକାଣି
ମାନସ ବାବୁ କେମିତି ଜାଣିଲ ଯେ ପ୍ରେମାନନ୍ଦ ପଦ୍ମଶ୍ରୀ ପାଇବେ । ତା ଅର୍ଥ ପ୍ରେମାନନ୍ଦ ମାନସ ବାବୁ ଙ୍କୁ ଆଗରୁ ସବୁ ପ୍ରଶ୍ନ ତିଆରି କରି ଦେଇଛନ୍ତି। ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଭଳି ମନେହେଉଛି
ଓଡ଼ିଆ singer bahut bhala gauchhanti jepari ଅପେକ୍ଷା ର ସବୁ singer
ନିଶ୍ଚିତ ଭାବରେ ପ୍ରେମଆ ନନ୍ଦ ସାର୍ ପଦ୍ମଶ୍ରୀ ପାଇବା ପାଇଁ ଉପଯୁକ୍ତ ବ୍ୟକ୍ତି ଅଟନ୍ତି ।
He is good music director, but he is not great like swaroop nakyak.
Sushant mani nku thare show ku dakantu
Manas babu you r just trying to adjust like manoranjan Mishra but u r not like his mind it , tikie adhika overacting heijauchhi just do like Manas not like another plz get it positively
Ira ma'am is much better than Diptirekha
One and only Malaya Mishra
👍👍👍